Sir, pranam 🙏. Much awaited topic. Neucleus of an atom. Never system of astrology which every astrologer should know. Very important and useful topic. Excellent teaching with highest degree of clarity. Nice execution also. Sir, your unique teaching made it very easy to understand. Thanking you so much, Sir. Jai Jagannath 🙏 🙏 🙏 Prakash Delhi 🙏
Sir namaskar. 👏 I went through this episode twice . I don't find any difficulties in the entire episode . Hope ,most of the people will surely get benefit . Your style of explanation is unique . This particular episode is very important from astrology point of view . Thank you for your love and continuous effort .
bahut sundar sir . sir jataka kundali nirmana , nabansa chakra , sisu rishta chakra kemiti nirmana heuchi and calculate hauchi ehi bisaya re sir ame tike janibaku chanhuchu
Very excellent explanation regarding astrology how to make lagna kundali. Your teaching method is very easy so that a new comer can learn astrology easily and can become an astrologer. I really salute you from my deep heart. I pray God to bless you happy ,healthy, longevity. Regards Meghanada maharana Angul, Odisha
ଗୁରୁଜୀ ପ୍ରଣାମ l ବହୁତ ବଢ଼ିଆ ଉପସ୍ଥାପନା l 👃👃👃
Jay jagannatha
ଗ୍ରହ ସ୍ପୁଟ, ଗ୍ରହଡିଗ୍ରି ସମ୍ବନ୍ଧରେ ବିଶଦ ଭାବେ ବର୍ଣ୍ଣନା କରିବାକୁ ବିଶେଷ ଅନୁରୋଧ ଆଜ୍ଞା, ନମସ୍ତେ 🙏
🙏ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି, ଆପଣଙ୍କ ଚରଣରେ ଅନନ୍ତ କୋଟି ପ୍ରଣାମ ଭାଇନା ❤️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ
ଗୁରୁ ଦେବ ପ୍ରଣାମ । ଆଜ୍ଞା ଘଣ୍ଟା କୁ 60 ରେ ଗୁଣନ କରି 24 ରେ ହରଣ କରି ଦଣ୍ଡ ଲିତା ବିଲିତା ଉପଲିତା ଆଣିଲେ ହେବକି ଆଜ୍ଞା ମତାମତ ଟି ଦେବେ ଗୁରୁ ଦେବ ଜୟ ଜଗନ୍ନାଥ
ଆପଣଙ୍କ ଭଳି ଶିକ୍ଷକ ଆଜିର ଦିନରେ ମିଳିବା ଦୂର୍ଲଭ!! ଚମତ୍କାର ପରିବେଷଣ !! ବହୁତ ସୁନ୍ଦର, ଧନ୍ୟବାଦ 🙏 🙏
ବହୁତ ବହୁତ ଧନ୍ଯବାଦ ସାର
U r great 🙏
ଜୟଜଗନ୍ନାଥ
Namaskar, for the nice presentation lagna nirupana
🙏🙏🙏
ଯେତେ ପ୍ରସଂଶା କଲେ ବି କମ!କୀ ଚମତ୍କାର ଉପସ୍ଥାପନା ଆପଣଙ୍କୁ ଶତ ଶତ ନମସ୍କାର!କେତେ ଯେ ଜିଜ୍ଞାଂଶୁ ଉପକୃତ ହୋଇଥିବେ ତାହା ଭଗବାନ ହିଁ ଜାଣନ୍ତି!ଏହି ମହାନ କାର୍ଯ୍ୟ କୁ ଏମିତି ଜାରି ରଖିବାକୁ ଅନୁରୋଧ ରହିଲା!ଜୟ ଜଗନ୍ନାଥ 🙏🙏🙏.
ସାର ପ୍ରଣାମ ଅପଣଂକ ଉପସ୍ଥାପନା ବହୁତ ସୁନ୍ଦର, ଆପଣ ମହା ଦଶା ର ଏକ ଇପି ସଡ଼ କରନ୍ତୁ
ସୁନ୍ଦର ଉପସ୍ଥପନା ଅଜ୍ଞା 🙏🙏
ଗୁରୁଜୀ ପ୍ରଣାମ
ଗୁରୁଜୀ ଏତେ ସୁନ୍ଦର ଭାବରେ ବ୍ୟାଖ୍ୟା କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🙏। ଗୁରୁଜୀ ଆପଣ ଜନ୍ମ ସମୟ କୁ ସ୍ଥାନୀୟ ସମୟ ରେ ତ ପରିବର୍ତ୍ତନ କଲେନି। କାରଣ ଏହି ଜାତକ ର ଜନ୍ମ ସମୟ indian standard time ରେ ଅଛି ତାକୁ କଟକ ର ଅକ୍ଷାଂଶ ଦ୍ରାଘିମା ଅନୁସାରେ ସ୍ଥାନୀୟ ସମୟ କୁ ବାହାର କରି ଜନ୍ମ ଦଣ୍ଡ ବାହାର କରିବାକୁ ପଡ଼ିବ । ଗୁରୁଜୀ ମୋର ଶଙ୍କା ଟିକେ ଦୂର କରନ୍ତୁ
Bohut sundar bhabre bujhei chhanti .Jay Jagannath
ସାର୍ ନମସ୍କାର। ଆପଣ ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି❤
ଗୁରୁଜୀ ପ୍ରଣାମ
ବହୁତ ସୁନ୍ଦର ଉପସ୍ଥାପନା 🙏
Bahut sundar ବୁଝେଇେଲ ସାର
Sir 🙏🙏🙏🏻🙏🏻
Ate sundar episode
Sir, pranam 🙏. Much awaited topic. Neucleus of an atom. Never system of astrology which every astrologer should know. Very important and useful topic. Excellent teaching with highest degree of clarity. Nice execution also. Sir, your unique teaching made it very easy to understand. Thanking you so much, Sir. Jai Jagannath 🙏 🙏 🙏 Prakash Delhi 🙏
Bahut sundar
Excellent 👌
ଧନ୍ୟବଦ୍ ଆଜ୍ଞା 🙏🙏🙏
Thank you sir,
Sir very nice episode namaskar
ଆଜ୍ଞା ପ୍ରଣାମ ମୁ ଜାଣିବାକୁ ଚହୁଁଛି ମହାଦଶାକିପରି ବାହାରିବ ଓ ତାର ସୂତ୍ର
Jay jaganatha sir
ଜୁହାର ସାର୍। ଖୁବ ସୁନ୍ଦର ସାର। ଲଗ୍ନସ୍ପୁଟ ଉପରେ ଏକ ଅଧ୍ୟାୟ କରନ୍ତୁ।
Gurudeb apananka charana Kamala re koti koti pranam 🙏🙏 nice video
Pranam gurudev
ଆପଣଙ୍କ ର ପଢେଇବା ଶୈଳୀ ଅତି ଉତ୍ତମ।
Jay jagannath sir 🙏🙏🙏
Aati sundar
ଧନ୍ୟବାଦ sir🙏
ସାର ନମସ୍କାର ଗ୍ରହମାନଙ୍କ ପୂଜା ପାଇଁ ବୃକ୍ଷ ଉପରେ ଆଲୋଚନା କରିବାକୁ ଅନୁରୋଧ
Very very good question....
Sir namaskar. 👏 I went through this episode twice . I don't find any difficulties in the entire episode . Hope ,most of the people will surely get benefit . Your style of explanation is unique . This particular episode is very important from astrology point of view . Thank you for your love and continuous effort .
Thank you so much sir
ଅତି ସହଜ ସରଳ ଶିକ୍ଷା ପଦ୍ଧତି।ଵୋଧଗମ୍ୟ ଯୋଗ୍ୟ।ଵହୁତ ଵହୁତ ଧନ୍ୟବାଦ ସାର୍।
Mahashaya..... Pranam
Lagna. Nirupana... Bujhihela
Digri... Mahadasa.. Ra... Nirupana
Tarika... Daya kari.... Kahibe
Jay jagannath......
ଅଧ୍ୟାୟ ଟି ଚମତ୍କାର ହେଇଛି
Sir, Ashesh Dhanyavaad 🙏🙏🙏
🙏🙏🙏🙏🙏🙏
ଆପଣଙ୍କୁ ଯେତେ ପ୍ରଶଂସା କଲେ କମ୍ ହେବ ସାର୍ ।
Gurudeb namaskar.
Excellent clarification on LAGNA calculation.
Many thanks sir for your clear teaching.
ଧନ୍ୟବାଦ
ବହୁତ ଧନ୍ୟବାଦ ଆଜ୍ଞ୍ୟା ଭଲ ଭାବରେ ବୁଝାଇଲେ
Jay Jagarnath sir 🙏
Excellent approach sir.
Jay Jagannath. This episode is vary nice & well understood. Many Many tnks
Many many thanks sir
Tq sir 🙏🙏
Daniyavan
Sir namskar bahut dhynaba aapanku
ପ୍ରଣାମ ଗୁରୁଜୀ। ଗୁରୁଜୀ ଯଦି ଅନ୍ୟ ଦେଶରେ ପିଲା ଜନ୍ମ ଅଇଥିବ ତେବେ। ଚନ୍ଦ୍ର କେଉଁ ରାଶିରେ ଅଛି ବଳି କେମିତି ଜାଣିବା। ତାର ହେଡ଼ କୁଆଟର କୁ ଟା ରହିବ ଗୁରୁଜୀ।।
Very heart touching
Nice describe sir namaste
ବହୁତ ସୁନ୍ଦର
Excellent sir 🙏🙏
Sir 🙏,many many thanks to you sir.Your teaching style is amazing.thank you so much sir.
Bahut bahut shukriya sir ji me chhatisgarh se hu
Very nice episode.Namaskar sir
Thanks sir
Sir, bahut badhiya , very impressive learning and teaching
ଜାତକରୁ ମହାଦଶା ଓ ଅନ୍ତ୍ରର୍ଦଶା କିପରି ନିରୂପଣ କରାଯାଉଛି, ଜଣାଇବାକୁ ଅନୁରୋଧ ।
ନମସ୍କାର ଆଙ୍ଗ୍ଯା
Very good description. Very informative. Pranam
Pranam sir.Nice explanation.
Good teaching sir
ସାର୍ ତ୍ରି ପାତ୍ ଚକ୍ର କିପରି ପ୍ରସ୍ତୁତି କରାଯାଇଛି।
ଗୁରୁଜୀ ପ୍ରଣାମ ମୋ ନାମ ଶିବଦତ୍ତ ରଥ ମୁ ନୂଆପଡା ଡିଷ୍ଟିକ ରୁ,ମୁ ଜୋତିଶ ବିଦ୍ୟା ଶିଖିବା ଆରମ୍ଭ କରୁଛି, ଆପଣଙ୍କୁ ବିନମ୍ର ଅନୁରୋଧ କରେ କି ଯେ ବିଂଶର୍ତ୍ତରୀ ଦଶା ର ଭୋଗ ନିର୍ଣ୍ଣୟ ର ଭିଡ଼ିଓ ବନାନ୍ତୁ 🙏🙏🙏🙏 ପ୍ରଣାମ
Very nice teaching.
Very Informative, you explained very well about how to calculate Ascendant. 👍👍👍👌👌🙏🏻
ସାର ନମସ୍କାର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ମୋର ମାର୍ଗ ଦର୍ଶନ କରି ଥିବାରୁ
❤ Nice video. I learn a new important lesson. My dout is cleared
Namskar ଆଜ୍ଞା
Apanku sata sata pranam dayakari gahasputa chandra sputa and mahadasa nirnaya 3 ti bisaya upasthhapana karantu
Except teaching
Excellent teaching
,namaskar,sir.excelent descriptation.
Best one Sir.. so easy way. But kehi emti learning dei nhanti till now... 🙏...
ଆଉ କିଛି ସରଳ ଉପାୟ ଅଛି କୀ ସାର
Balasore,soro,
ମୋର ପ୍ରଣାମ ଆଜ୍ଞା ମୁଜାଣିବାକୁ ଚାଉଁଛି ମହାଦଶା କିପରି ବାହାରିବ
Sir please ।।।।ମୋହନ୍ ଆଉ ସସ୍ମିତା ର କୁଣ୍ଡଳୀ ଟିକେ ଦେଖନ୍ତୁ jai ଜଗନ୍ନାଥ
bahut sundar sir . sir jataka kundali nirmana , nabansa chakra , sisu rishta chakra kemiti nirmana heuchi and calculate hauchi ehi bisaya re sir ame tike janibaku chanhuchu
Sir namskar aapamaku
ଡିମ୍ବ
ଭଗବାନ ତୁମର ମଙ୍ଗଳ କରନ୍ତୁ
ଜୀବନରେ ବହୁତ ଉନ୍ନତି କର ବେଟା ।
ଗୁରୁ ଦେବ ନମସ୍କାର ଆପଣଙ୍କ ଉପସ୍ଥାପନ ଅତ୍ୟନ୍ତ ଉଚ୍ଚ କୋଟିର ଅପଣକଂ ପାଇ,ଁ ଆମେ ଜୋତିଷ ବିଷୟ ଜାଣି ପାରୁଛୁ ଆପଣଙ୍କ ୁ କୋଟି କୋଟି ପ୍ରଣାମ
ବିରଜା ପାଞ୍ଜି ରେ କେମିତି ଗଣନା କରାଯିବ କୁହନ୍ତୁ
Rite
Sir mu ebe pananku call karithili
Sir kindly make a video in keon dasare pillati janam hoichhi and janam samayare kete bhoga hoichhi kete baki achhi.
Sir apan thidhi nakhetra bisay re tïke bichara karantu pranam
ଆପଣଙ୍କୁ ଯେତେ ଧନ୍ୟବାଦ ଦେଲି କମ୍ ହେବ, ଆପଣ ଦୟାକରି ନୂତନ ଜ୍ୟୋତିଷ ଶାସ୍ତ୍ର ଶିକ୍ଷାର୍ଥୀ ମାନଙ୍କୁ ଏହିପରି ସରଳ ଭାଷାରେ ଦିଗ୍ ଦର୍ଶନ ଦେବାକୁ ବିଶେଷ ଅନୁରୋଧ ଆଜ୍ଞା, ନମସ୍ତେ 🙏
SirNamaskar. Anya kundali kilari oGrahamanank digree kipare nirnaya kariba, abisayare alochana kale aame bahut kichhi jani parantu. Sir please.
Very excellent explanation regarding astrology how to make lagna kundali. Your teaching method is very easy so that a new comer can learn astrology easily and can become an astrologer.
I really salute you from my deep heart.
I pray God to bless you happy ,healthy, longevity.
Regards
Meghanada maharana
Angul, Odisha
ଯଶସ୍ଵୀ ଓ ଦୀର୍ଘାୟୁ ଭଵ
ଜୟ ଜଗନ୍ନାଥ
Vary nice sir
Sir Namaskar ati sundar upastapana
नमस्कार🙏
ज्योतिष आचार्य जी मेरा नमस्कार🙏 छोटा सा निवेदन है दशा कैसे निकाला जाता है? उसके विषय में वीडियो कीजिए
Sir 🙏 janma jata sisu r Namakaran kemti kara hue gute episode te karantu sri 🙏
IST,LMT kahithile...auuu tk..perfect heithanta.
ଗ୍ରହଙ୍କ ସ୍ଥାନ ପାଇଁ 1 କାହିଁକି ମିଶିବ
Sir,graha abasthiti re charoti sankhya panji re nirnaya thae ,taha pratyaka sakhyara tippani bujhai deba pain anurodh.