ଗୋ' ମାଂସ ବୋଝେଇ କଣ୍ଟେନର ନେଇ ଯାଉଥିଲେ ମାଡ଼ିବସିଲେ ବଜରଙ୍ଗ ଦଳ , ଖବର ପାଇ ପହଞ୍ଚିଲା ପୋଲିସ | Ganjam

Поделиться
HTML-код
  • Опубликовано: 10 сен 2024
  • ଗୋ' ମାଂସ ବୋଝେଇ କଣ୍ଟେନର ନେଇ ଯାଉଥିଲେ ମାଡ଼ିବସିଲେ ବଜରଙ୍ଗ ଦଳ , ଖବର ପାଇ ପହଞ୍ଚିଲା ପୋଲିସ | #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our RUclips Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

Комментарии • 785

  • @Hggdibhdejuhfb
    @Hggdibhdejuhfb 2 месяца назад +69

    ନିଜେ ଘରେ ଗୋଟିଏ ଗୋଟିଏ ଗାଈ ମାତାଙ୍କୁ ରଖନ୍ତୁ ଓ ସେଵା କରନ୍ତୁ,,,,କାହିଁକି ରାସ୍ତା ରେ ଛାଡୁଛନ୍ତି

  • @sunilpradhan4987
    @sunilpradhan4987 2 месяца назад +193

    ଗୋମାଂସ ବିକ୍ରିରେ ଭାରତ ଶ୍ରେଷ୍ଠ ସ୍ଥାନ ନେଇଛି, ଏବେ ଓଡିଶା ପ୍ରଥମ ହେବ 👌👌

    • @bhabanishankarpati466
      @bhabanishankarpati466 2 месяца назад +1

      Bjp government asila sabu thick size hoijibe..

    • @bhabanishankarpati466
      @bhabanishankarpati466 2 месяца назад +13

      Bhai wait & see what will happening in future on Bjp government..may be it will takes some time to stop all that rackets on Odisha.....

    • @EDDIE-sq9zi
      @EDDIE-sq9zi 2 месяца назад +10

      Odisha re hi bahut dharmik puja mu sunithili but banglore asila pare dekhi ki michhare muslim badnam aeethi ta Christian, saha hindu bhi adhika khauchanti 😂😂 impossible samasthe khauchanti

    • @dkbiswal02
      @dkbiswal02 2 месяца назад

      ​@@EDDIE-sq9zisame also Tamil Nadu bro it's very disgusting 😢

    • @user-ln3bm8cz7j
      @user-ln3bm8cz7j 2 месяца назад

      ଠିକ୍ କହିଲେ ଭାଈ

  • @Srujani-smile-Odisha4507
    @Srujani-smile-Odisha4507 2 месяца назад +46

    ନିଜ ମାଆଙ୍କୁ ଘରୁ ତଡ଼ି ପାରୁଛ, କିନ୍ତୁ ଗୋଟିଏ ଗ୍ରୁହପାଳିତ ପଶୁ ପାଇଁ ଏତେ ନାଟ !!!

    • @185.sanjaypatra2
      @185.sanjaypatra2 28 дней назад +1

      ତ ପାଈଁ ଗୃହ ପଲିତ ପଶୁ ହୋଇପାରେ ବେମୁରିଆ. ବାର ବାର କହୁଛୁ ଆମ ମା ସମାନ ଯଦି ତାଙ୍କ ତଣ୍ଟି କଟାଯିବ ଆମେ ସହି ପାରିବୁନି. ପଠାନ ଶଳା.

    • @Srujani-smile-Odisha4507
      @Srujani-smile-Odisha4507 28 дней назад

      @@185.sanjaypatra2 ଗାଈ ଗ୍ରୁହପାଳିତ ପଶୁ ନୁହେଁ ତ ଆଉ କ'ଣ ?!! ଯଦି ନୁହେଁ ତେବେ ଜଙ୍ଗଲୀ ପଶୁ କି' ??? ପ୍ରମାଣ କର।

  • @gandharbbiswal6649
    @gandharbbiswal6649 2 месяца назад +85

    ଭାଇ ବାଲୁଗାଁ ପୋଲିସ ଅଛିକି ନାହିଁ ସେ କାହିଁକି ଧରୁନି ।ପୋଲିସ ସେଠାରେ ଯୋଡ଼ିତ

  • @daitaryjena6661
    @daitaryjena6661 2 месяца назад +14

    ବିଜେପି ସରକାର ତୁରନ୍ତ ଗୋମାତାର ସୁରକ୍ଷା କରାଯାଉ ।

  • @laxmansahoo4681
    @laxmansahoo4681 2 месяца назад +69

    ଅଣଓଡ଼ିଆ ଏସପି ହେବାରୁ ଗୋ ହତ୍ୟା ବୃଦ୍ଧି ପାଉଛି 🎉

    • @rakipkhan4790
      @rakipkhan4790 2 месяца назад +5

      @@laxmansahoo4681 ଓଡ଼ିଆ ଏସପି ହେଲେ ସବୁ ଛୋଡି ପକେଇବ

    • @bijoykumardas4173
      @bijoykumardas4173 2 месяца назад +2

      କେତେଟା ଓଡିଆ ପିଲା IPS ପାଉଛନ୍ତି ଯେ ସବୁ ଜିଲାରେ SP ହେଵେ।

    • @laxmansahoo4681
      @laxmansahoo4681 2 месяца назад

      @@bijoykumardas4173 ମୁଖ୍ୟ ପ୍ରତିବନ୍ଧକ ମଦ,

    • @santoshmallick8782
      @santoshmallick8782 2 месяца назад

      Tu kia re

  • @satyajitpradhan9870
    @satyajitpradhan9870 2 месяца назад +8

    ଆଜ୍ଞା ଯେଉଁ ମାନେ ଗାଈ କୁ ଠିକ ଭାବରେ ପାଳନ କରୁନାହାଁନ୍ତି ଏବଂ ଖିର ଦୋହିଁ ସାରୀଲା ପରେ ତାକୁ ରାସ୍ତାରେ ଛାଡି ଦେଉଛନ୍ତି। ଏହିଭଳି ହୀନ୍ଦୁ ଲୋକ ମାନଙ୍କୁ କୋଠର ଦଣ୍ଡ ଦେବ କିଏ କୁହ?

  • @gandharbbiswal6649
    @gandharbbiswal6649 2 месяца назад +117

    କାନ ଖୋଲି କରି ଶୁଣ ସରକାର । ଗୋ ଚାଳନ କାରୀ ବିଜେପି ସରକାର

    • @user-go9hq3jv2k
      @user-go9hq3jv2k 2 месяца назад +17

      To aji jaen odisha re kau sarkar thila........murkha bhali pralap karani

    • @ashishpatnaik5171
      @ashishpatnaik5171 2 месяца назад +5

      All india re kou sarakar chalan karuchhi

    • @user-go9hq3jv2k
      @user-go9hq3jv2k 2 месяца назад +7

      @@ashishpatnaik5171 odisha ra katha kuha nabin sir kan karuthile au ethikar police officer kan karuthile odisha ru jetebele westbangal jauthila

    • @abkashrout5323
      @abkashrout5323 2 месяца назад +5

      Kire maghia tu first kaha hindu na muslim bjp sabu bela kattar hindu Jaya shree RAM 🙏🙏🙏

    • @ayushkumarnath9388
      @ayushkumarnath9388 2 месяца назад

      ​@@ashishpatnaik5171congress wala

  • @RAJESHpradhan01994
    @RAJESHpradhan01994 2 месяца назад +5

    ଆଉ ଛେଳି କଣ ପାପ କରିଥାଉଛି ଯେ ତାକୁ ଏଭଳି ହାଣିକି ଖାଉଛନ୍ତି।

  • @gloryofgod6959
    @gloryofgod6959 2 месяца назад +57

    ମଣିଷ ମାନେ ଚାଲାଣ ହେଉଛନ୍ତି ଝିଅ ମାନେ ଙ୍କୁ ଚାଲାଣ କରୁଛ ତାକୁ ଆଗ ଧର ଗାଈ କଥା ଚିନ୍ତା ପରେ କରିବ

    • @parsibitivloger6909
      @parsibitivloger6909 2 месяца назад +1

      Tahele kouta ago bondh heba dorkar seita ago kuho....?

    • @RahulModi_
      @RahulModi_ 2 месяца назад

      ମଣିଷ ଚାଲାଣ ଆଗ ବନ୍ଦ ହେବା ଦରକାର ✅​@@parsibitivloger6909

  • @sabitaprusty8035
    @sabitaprusty8035 2 месяца назад +18

    ଗୋ ମାତା ନାଁଟିଏ ଭକ୍ତି ଭାବ ଆସିବା କଥା ପୂଜା କରାଯାଏ। ଆଗରୁ ପଠାଣ ମାନଙ୍କୁ ବିରୋଧ କରା ଯା ଉ ଥିଲା,କିନ୍ତୁ ଆଜିକାଲିର ଧର୍ମ ବିଶ୍ବାସ ଲୋପ ପାଇ ଲାଣୀ। ଏଣିକି ଲୋକ ମାନେ ଏକଜୁଟ ହେବା ନିହାତି ଦରକାର। ଜୟ ଜଗନ୍ନାଥ।

    • @dipsonnayak238
      @dipsonnayak238 2 месяца назад +1

      ଗୋରୁ କୁ ଘର ଭିତରେ ରଖାଯାଉ, ଗୁହାଡରେ ନୁହେଁ... ସଫା ଜାଗାରେ ରଖ.... ଯଦି ଧର୍ମ ରକ୍ଷା କରୁଛ, ଗୋରୁକୁ ପନିପରିବା ଚୋପା ଅଡିଆ ଦିଅ ନାହିଁ 😄😄

  • @SonuMaharana-lf8pt
    @SonuMaharana-lf8pt 2 месяца назад +12

    ଚାରି ଆଡୁ ମୁସଲିମ ମାନେ ଲେବର କାମ କରିବା ପାଇଁ ନିଜ ପରିବାର କୁ ଧରି ଚାଲି ଆସନ୍ତି ,ସେମାନେ ତୋ ଗରୁମାଂଶ ଖାଆନ୍ତି ।ଏମିତି ଯଦି ବାହାର ରାଜ୍ୟରୁ ମୁସଲିମ ଲୋକେ ଆସିବେ ଏବଂ ଜାଗା ବାଡି କରି ଘର କରି ରହିବେ ତେବେ ସେମାନଙ୍କୁ ଗୋରୁ ମାଂସ କାରବାର ପାଇଁ ,ଘର ଏବଂ ଲୁଚା ଛପା ରେ ଗୋରୁମାଂଶ କାଟିବାରେ ସୁବିଧା ହେବ।ପ୍ରଥମେ ବାହାରୁ ଆସୁଥିବା ମୁସଲିମ ମାନଙ୍କୁ ଘର ଭଡ଼ା ଦେବା ବନ୍ଦକର ।ଓଡ଼ିଶାରେ ସେମାନେ ଅନେକ ଜାଗାରେ ଘର କରି ରହୁଛନ୍ତି।ସେମାନଙ୍କ ପ୍ରିୟ ଖାଦ୍ୟ ହେଉଛି ଗୋରୁ ମାଂସରେ ପ୍ରସ୍ତୁତ ଖାଦ୍ୟ।
    ଭାଇ ମାନେ ପୁରା ପୁରୀ ରାଗି ଯାଇଛନ୍ତି ।
    ଭାଇ ମାନେ ରାଗିକେ କିଛି ହେବନି ପ୍ରଥମେ ଯେଉଁ ମୁସଲିମ ମାନଙ୍କୁ ବାହାରୁ କାମ କରିବାକୁ ଆସନ୍ତି ,ସେମାନଙ୍କୁ କାମ ଦେବା ବ୍ୟବସ୍ଥା ବନ୍ଦ କରନ୍ତୁ ।ଯେଉଁ ମାନେ ମୁସଲିମ ବାହାରୁ ଆସି ଘର ଭଡ଼ା ନେଇ ଅଛନ୍ତି ସେମାନଙ୍କୁ ସେଇ ଘରୁ ଘୋଉଡ଼ା ନ୍ତୁ । ତା ପରେ ହୁଏ ତ କିଛି ପରିମାଣରେ ଏହାକୁ ରୋକାଯାଇ ପାରିବ।

    • @sadhunabakishordas7297
      @sadhunabakishordas7297 Месяц назад

      ମାଂସ କୁ ଗାତରେ ପୋତି ଦିଅ, ଗାଡ଼ିକୁ ପୋଡିଦିଅ

  • @user-ud7vs3en2f
    @user-ud7vs3en2f 2 месяца назад +21

    ଜବତ କରିଚ ଏବେ ତୁମ ଘରକୁ ନେଇ ଯାଓ !! ବହୁତ୍ ବଡ଼ ଉପକାର କାମ କରିଦେଲେ ଏଇ ଅନ୍ଧ ପିଲାମାନେ !! ତୁମମାନଙ୍କ ଅଜ୍ଞାନତା କେବେ ଯିବ ?? ତର୍ ଗୋମାତାକୁ ତୋ ଶୋଇବା ଘରେ ରଖେ ବିକୁଚୁ କାହିଁକି ??

    • @bhabanishankarpati466
      @bhabanishankarpati466 2 месяца назад +3

      Pilamane andha nuhanti dekhiparile boli successfully catch kale on spot..koumane neithante jana achhi..so total jalidiajau

  • @babunamallick5594
    @babunamallick5594 2 месяца назад +36

    ଏମାନେ ଗୋରୁ ଆଣି ମାରୁଛନ୍ତି କୋଉଠୁ, ଆମ ଓଡ଼ିଶା ରୁ, ଆମ ଓଡ଼ିଶାରେ ବେସି ମୁସଲମାନ ବାସ କରନ୍ତି ନା ଓଡ଼ିଆ ମାନେ, ଓଡ଼ିଶା ରେ ଏ ମାନଙ୍କୁ ଗୋରୁ ବିକ୍ରି କରୁଛନ୍ତି କିଏ, ଆମରି ଓଡ଼ିଆ ଲୋକମାନେ, ଭାଇମାନେ ଟିକେ ଚିନ୍ତା କରନ୍ତୁ, ଆମେ ଘରେ ଗାଈ ରଖୁଛନ୍ତି କ୍ଷୀର ପାଇଁ, ବଳଦ ରଖୁଛନ୍ତି ଚାଷ କରିବା ପାଇଁ, ଗାଈ ଜଦି କ୍ଷୀର ଦେବା ବନ୍ଦ କରିଦିଏ ଏବଂ ବଳଦ ଜଦି ଚାଷ କରିବା ପାଇଁ ଅକ୍ଷମ ହୁଏ, ତେବେ ଆମରି ହିନ୍ଦୁ ମାନେ ମୁସଲମାନ ଗୋରୁ ବେପାରୀଙ୍କୁ ଡାକି, ସାମାନ୍ୟ କେତେଟା ଟଙ୍କା ପାଇଁ ବିକ୍ରି କରିଦିଏ, ଆଉ ମୁସଲମାନ ଗୋରୁ କୁ ନେଇ ହତ୍ୟା କରି, ତା କାର୍ଯ୍ୟ କରିଦିଏ,ତେଣୁ ମୋର ସମସ୍ତ ହିନ୍ଦୁ ଧର୍ମର ଜନସାଧାରଣ ଙ୍କୁ ନିବେଦନ ଦୟାକରି, ଗୋ ମାତାଙ୍କୁ ସାମାନ୍ୟ କେତେଟା ଟଙ୍କା ପାଇଁ, ମରିବା ପାଇଁ ବିକ୍ରି କରନ୍ତୁ ନାହିଁ, ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ

    • @Nk_officialvlog143
      @Nk_officialvlog143 2 месяца назад +3

      ମାନିଗଲି ଭାଇ ତମକୁ ....ଅସଲ କଥା ଟି କହିଦେଲ

    • @user-mu8hp8ti1w
      @user-mu8hp8ti1w 2 месяца назад +2

      Right brother apana Mane jadi na bikibe semane katibe nahin.

    • @bhabanishankarpati466
      @bhabanishankarpati466 2 месяца назад +2

      Seita hebaku jauchhi..public consciousness heba darkar..full stop hoijiba

    • @sayedazdani9613
      @sayedazdani9613 2 месяца назад

      ​@@user-mu8hp8ti1w100% right

    • @satyanarayanpadhy3317
      @satyanarayanpadhy3317 2 месяца назад

      Don't consume milk and milk products . It will stop automatically

  • @mtchannel6270
    @mtchannel6270 2 месяца назад +54

    ଯଦି ଗୋମାଂସ କଟା ଯିବ ନାଇଁ...Modi EVM machine କିଣିବ କେମିତି.. କିଏ ଚାନ୍ଦା ଦେବ..?

  • @SudhasmitaDas-im3zi
    @SudhasmitaDas-im3zi 2 месяца назад +4

    ମୋହନ ସରକାର୍ ଙ୍କୁ ଆମ ଅନୁରୋଧ ଓଡ଼ିଶା ରେ ଗୋମାଂସ ban ହଉ

  • @NILANCHALATV
    @NILANCHALATV 2 месяца назад +4

    ଜୟ ଶ୍ରୀ ରାମ ଭାଇ ମାନେ
    ଆମେ ସମସ୍ତେ ଏକାଠି ହେବା ଦରକାର ତେବେ ଯାଇ ଆମ ଗୋମାତା ର ରକ୍ଷା କରି ପାରିବ

    • @user-dw4yk8ux2i
      @user-dw4yk8ux2i 2 месяца назад +1

      Aage nija maa ku rakhya karantu goru ta gotie pashu😂😂😂😂

    • @bhabanishankarpati466
      @bhabanishankarpati466 2 месяца назад +2

      Kaha pai pashu hoi pare but Hindu nka pai Go mata ..joy shree Ram

    • @AZMARVLOG786
      @AZMARVLOG786 27 дней назад

      ​@@bhabanishankarpati466 Acha bhala katha kahila bhai ଯଦି ଏତେ ଚିନ୍ତା ଅଛି ଗୋ ମାତା ର ସର୍ବୋ ପ୍ରଥା ମେ ଗୋ ମାତା ରାସ୍ତା ରେ ବୁଲୁ ଛନ୍ତି accident re ମରୁ ଛନ୍ତି ଆଗେ ତାଙ୍କ ସୁବିଧା କର ତା ପରେ ଗାଡ଼ି ଧରିବ ଭାଇ ଖାଲି କହିଦେଲେ କିଛି ହବନି ଭାଇ ତୁଲାଇ କି ଦେଖାଅ

    • @bhabanishankarpati466
      @bhabanishankarpati466 27 дней назад +2

      @@AZMARVLOG786
      Hmm bhai thick katha tike time lagiba

  • @durgaprasadnayaknayak299
    @durgaprasadnayaknayak299 Месяц назад +1

    ନେବା ଲୋକଙ୍କୁ ଗୋଡ ହାତ ଭାଙ୍ଗି ଦିଅନ୍ତୁ 👍

  • @ranjanbehera239
    @ranjanbehera239 2 месяца назад +20

    ପ୍ରଥମେ କଂସେଇ ଖାନା ବନ୍ଦ କର ତାପରେ ସବୁ!

  • @LokanathSubudhi-gi7iw
    @LokanathSubudhi-gi7iw 2 месяца назад +22

    ପ୍ରତିଦିନ TV ଦୟାକରି ଜଣେଇବେ ଏ ଗାଡି କୋଉଠୁ ଯାଉ ଥିଲା ? ଆମ ଗାଁ ରୁ ୫୦ରୁ ଅଧିକ ଗାଈ ଚୋରି ହେଲେଣି । ମୋର ୩ଟା ଚୋରି ହେଇଚି ।

    • @chunuramhansdah2525
      @chunuramhansdah2525 2 месяца назад

      Tu godhota jinisokahero

    • @Sherkhan-fm2fq
      @Sherkhan-fm2fq Месяц назад

      Kai tame tama Mata ra rakhya kari paruna ki , ghare rakhile Sina haba , kemiti ka manisa tame mane maa kahuchha Puni road re chhadi daucha 😂

  • @samaruhernna4118
    @samaruhernna4118 2 месяца назад +5

    ଗୋ ମାଂସ ଯିଏଚାଲଣ କରୁଛି ସେ ଲୋକ କୁ ଆରେଷ୍ଟ କରିବା କଥା Jay shree Ram

  • @madhabdash985
    @madhabdash985 2 месяца назад +41

    ଭଲ କି ଛେଛ ଜିଏ ଆଣିଛି ଆଉ କେବେ ଜେମିତି କରିବ ନାହିଁ

  • @user-dg5qq1ez5f
    @user-dg5qq1ez5f 2 месяца назад +4

    ଗୋ ବେପାରୀ ମାନଙ୍କୁ ପାଞ୍ଚ ବର୍ଷ ଜେଲ ଦଣ୍ଡ ଦିଯାଉ

  • @prasantakumarswain8680
    @prasantakumarswain8680 2 месяца назад +9

    ଜୟ ବଜରଙ୍ଗବାଲି🙏🟠‼️🟠🙏

  • @alokkumarsahooalokkumarsah9054
    @alokkumarsahooalokkumarsah9054 2 месяца назад +5

    ସବୁ ଭାରତ ରେ ହେବ କିନ୍ତୁ ଗୋଟେ ଆଇନ ଆସୁ କି
    ଯୋଉ ମାନେ ଗାଈ ପାଳୁ ଛନ୍ତି ସେମାନେ ସରକାର ଙ୍କ ପାଖରେ ଗୋଟେ ଲିଖିତ ଆକାର ରେ ପ୍ରମାଣ ରଖିବେ

  • @aamanitikhabarkendrapadaji511
    @aamanitikhabarkendrapadaji511 2 месяца назад +19

    ଦୋଷୀ ମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରାଯାଉ

  • @petersonganeshdalai....2610
    @petersonganeshdalai....2610 2 месяца назад +2

    କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକରୁ ହଜାର ହଜାର ଗୋରୁ ବାହାରକୁ ମାନେ ଝାରଖଣ୍ଡ କୁ ଚାଲାଣ ହଉଛି ଦୟାକରି କେନ୍ଦୁଝର ରେ ଭି ଧରା ହଉ ମୋର ଅନୁରୋଧ ଆପଣଂକୁ 🙏🙏🙏🙏🙏

  • @sayedjalalhossain7560
    @sayedjalalhossain7560 2 месяца назад +24

    ଭାରତ ସରକାର ଗୋରୁ ମାଂସ ସପ୍ଲାଏ ରେ ବିଶ୍ଵ ରେ ପ୍ରଥମ ମୋଦି ସରକାର ବନ୍ଦ କରନ୍ତୁ electral bond ମାଧ୍ୟମରେ ନେଇଛନ୍ତି କମ୍ପାନୀ ଠାରୁ 200କୋଟି ବହୁତ୍ ଦୁଃଖ

    • @bhabanishankarpati466
      @bhabanishankarpati466 2 месяца назад +1

      Tu kn sabu janiparuchhu.. Wrong information kn pai deichhu .

  • @eatingranger9929
    @eatingranger9929 2 месяца назад +34

    ସବୁ ନାଟ ର ଗୋବର୍ଦ୍ଧନ BJP ସରକାର 😂😂

    • @maminasingh2299
      @maminasingh2299 2 месяца назад +2

      Bjd bale jama heunathila

    • @DebakarBehera
      @DebakarBehera 2 месяца назад

      Ta maa ghaita bele hauthila😢

    • @barunmajhi5964
      @barunmajhi5964 2 месяца назад +2

      ତମେ ସବୁ bjd ବାଲା ଏଥିରେ ସଂପୃକ୍ତି

    • @snnirmala7374
      @snnirmala7374 2 месяца назад

      Are boka choda bjd sasan bele ta emti kebe dhara heinathile bjp asila pare police thik kama Kari dharichi aanku andha bjd Prema aakhi kholi sata dekh maghia

    • @KHERWAL_BAZAAR
      @KHERWAL_BAZAAR 2 месяца назад

      ​@@maminasingh2299 ଏ ଗାଡି ଆସୁଛି କୋଉଠୁ ଦେଖ ଓଡ଼ିଶାର କି

  • @bijayvlog9034
    @bijayvlog9034 2 месяца назад +3

    ଏହି ବେପାର ପଛରେ ସରକାର ର ହାତ ଅଛି ଏହି ବ୍ୟବସାୟ ରେ ସରକାର ବ୍ୟକ୍ତିଗତ ଆୟ କରୁଛି

  • @shishirpradhan7870
    @shishirpradhan7870 2 месяца назад +3

    ତମେ ହିଂଦୁ ମାନେ କଣ କରୁଛ ?
    ମୋଗଲ ଓ ଇଂରେଜ ମାନେ କଣ ପାଇଁ ବାହାରୁ ଆସି ଶାସନ କରିପାରିଲେ ଏଥିରୁ ଜଣାପଡୁଛି

  • @satyajitpradhan9870
    @satyajitpradhan9870 2 месяца назад +2

    ଆଜ୍ଞା ଯେଉଁ ମାନେ ଗାଈ କୁ ବିକ୍ରି କରୁଛନ୍ତି ସେମାନଙ୍କୁ କିଏ କୋଠର ଦଣ୍ଡ ଦେବ କୁ ଆଗ?

  • @madhabdash985
    @madhabdash985 2 месяца назад +44

    ଭାଇ ଏ ସବୁ ପଠାଣ ମାନଙ୍କ ଲାଗି ସବୁ ହେଉଛି

    • @Jotrimay
      @Jotrimay 2 месяца назад +8

      ସେମାନେ ଆମ ଦେଶ ରୁ ବିଦା ହେବା ଦରକାର 🙏🙏

    • @SamsadKhan-wu3dn
      @SamsadKhan-wu3dn 2 месяца назад +8

      Because MODI is collecting donations from BEEF EXPORTERS

    • @gudunraajthemasssivesixxxe7020
      @gudunraajthemasssivesixxxe7020 2 месяца назад

      Thick କହିଛନ୍ତି ସବୁ ପଠାଣ ମାନଙ୍କ ପାଇଁ ହଉଛି

    • @amarendradandapat9336
      @amarendradandapat9336 2 месяца назад +4

      କଂସେଇ ଖାନା ବନ୍ଦ କରାଯାଉ

    • @mtchannel6270
      @mtchannel6270 2 месяца назад

      ମୋ ବାଣ୍ଡ ତୁ ମାଈଘିଆ ବିଦା କରିବୁ UP ର news ଟିକେ ଦେଖେରେ ହାରାମି

  • @amarmoharana875
    @amarmoharana875 2 месяца назад +2

    ଶଳା ଙ୍କୁ ମାଡ଼ ଦେବା ଉଚିତ୍ ପୂର୍ବରୁ ନବୀନ ସରକାର ଇ ପ୍ରକାର କାର୍ଯ କୁ ସମର୍ଥନ କରି ମୋଟା ଅଙ୍କର ଲାଞ୍ଚ ପାଉଥିଲା ।ସମୟ ପରିବର୍ତ୍ତନ ହୋଇଛି,ଏଣୁ BJD ନେତାଙ୍କୁ ଓ ସମର୍ଥନ କରୁଥିବା ପୋଲିସ ପ୍ରଶାସନ କୁ ଉପଯୁକ୍ତ ବିଚାର ପାଇଁ ଓଡ଼ିଶାର ଜନସାଧାରଣ ଙ୍କୁ କ୍ଷମତା ଦିଆଯାଉ

  • @NiranjanOram-fu1qt
    @NiranjanOram-fu1qt 2 месяца назад +2

    ବିଜେପି ସରକାର ଗୋ ମାଂସ କମ୍ପାନୀ ମନଙ୍କ ଠାରୁ 250 କୋଟି ଟଙ୍କା electorall bond ଆଦାୟ କରା ଯାଇଛି ବୋଲି ଖବର ସୁନା ଯାଇଛି ।ଏହା କେତେ ଦୂର ସତ୍ ଟିକିଏ ଧ୍ୟାନ ଦେଲେ ଗୋ ରକ୍ଷା କରୁଥିବା ଭାରତୀୟ ହିନ୍ଦୁ ମାନଙ୍କୁ ଅନୁରୋଧ ।

  • @basudevbehera2209
    @basudevbehera2209 2 месяца назад +6

    କେବଳ ପଠାଣ ମାନଙ୍କ ଯୋଗୁ ଏପରି ଗୌମାତା ହତ୍ୟା ହଉଛି , ପ୍ରଶାସନର ହାତ ମଧ୍ୟ ରହୁଛି , ବିଜେପି ସରକାର ହଜାର ହଜାର କୋଟି ଟଙ୍କା ମଧ୍ୟ ଚାନ୍ଦା ନଉଛି କଂସେଇ ଖାନା ମାଲିକ ମାନଙ୍କଠାରୁ , ଏଥିରେ ନିରୀହ ଗୌମାତା ବଳିପଡ଼ି ଯାଉଛନ୍ତି । ଆମ ସାଧାରଣ ଲୋକ ପ୍ରତିବାଦ କଲେ ଆମ ଉପରେ ମାରଣାନ୍ତକ ଆକ୍ରମଣ ମଧ୍ୟ ହେଉଛି ଏଥିରେ ଦାୟୀ କିଏ ସରକାରଙ୍କୁ ପ୍ରଶ୍ନ , ଜୟ ଗୌମାତା ପ୍ରଣାମ ଓଡ଼ିଶା ।

    • @chandramajhi8049
      @chandramajhi8049 2 месяца назад

      Hinduhin daay kana paain goruku bikuchha gorubudhaahelaaboliki nija maa bapa budhaahele bikidebaki

  • @mamatamohapatra8559
    @mamatamohapatra8559 2 месяца назад +2

    Bajrang,bhai mananku koti koti pranam, bhagavan tuma mananku rakhya karantu

  • @ManguliCharanBehera-es8th
    @ManguliCharanBehera-es8th Месяц назад

    ଯିଏ ଧରିଛନ୍ତି ଧନ୍ଯବାଦ୍. ଭାଇ ଭଉଣୀ ମାନଙ୍କୁ ମୋର ଅନୁରୋଧ ଜାଗ୍ରତ ହୁଅ, ହିନ୍ଦୁ ଧର୍ମ କୁ ବଞ୍ଚାଅ. ପୁରା ଗୋ ହତ୍ୟା ବନ୍ଦ କର. ପ୍ରଶାସନ, ପୋଲିସ ସବୁ ପଇସା ଖାଇଚି

  • @user-ln3bm8cz7j
    @user-ln3bm8cz7j 2 месяца назад +2

    ଯିୟ ଖାଉଚି ଗୁରୁ ମାଂସ,ଆକୁ ବା କିଏ କହିବେ, ପଇସା ଲୋଭ ରେ ନିରୀହ ପଶୁକୁ ମାରି ଏତେ ନୃଶସ,ଜୟ ଗୋ ମାତା, ଗୋ ମାତା ର ଆତମା କୁ ଶାନ୍ତି ଦିଅ ପ୍ରଭୂ ଶ୍ରୀ କୃଷ୍ଣ ଭଗବାନ

  • @pintupradhan9123
    @pintupradhan9123 2 месяца назад +2

    Bajrang dala apana samastanku bahut bahut dhanyabad au pratidina tv ku dhanyabad emite news sabu bele dekhantu

    • @aroma6082
      @aroma6082 2 месяца назад

      ma oche goa bjp solotar bjp setebede ma kothe jaoche

  • @nishanayak1081
    @nishanayak1081 2 месяца назад

    ଗୋମାଂସ ଚାଲାଣ ରେ ଆମର ଦେଶର ପ୍ରଧାନମନ୍ତ୍ରୀ ମୋଦିବାବୁ( BJP )୧ ନୁମ୍ବର ଅଛି ଆଉ ଏଠି BJP କୁ ଭରଷା କରୁଛ କି ଭାଇମାନେ..........

  • @user-dg3xs2cr4c
    @user-dg3xs2cr4c 2 месяца назад

    ଯତେ ଦିନ ପର୍ଯ୍ୟନ୍ତ ବେଇମାନ ହାରାମି ହିନ୍ଦୁ ବଞ୍ଚି ଥିବେ ସେତେ ଦିନ ପର୍ଯ୍ୟନ୍ତ ଗୋ ମାଂସ ଚାଲାଣ ହେଉ ଥିବା 😢😢😢😢

    • @bhabanishankarpati466
      @bhabanishankarpati466 2 месяца назад +1

      Jou kichhi hindu nija dharma change Kari Christians hoithibe..seimane .....

  • @AshokDas-gi7fm
    @AshokDas-gi7fm 22 дня назад

    ଗାଡି ଜାଳି ଦିଅ ଗାଡ଼ି ମାଲିକ ଗାଡ଼ି ଦେବାପାଇଁ ଡରିବେ ତମେ ଛାଡ଼ି ଦଉଛ ତାଙ୍କର ପାୱାର ବଢ଼ି ଯାଉଛି

  • @BhagrathiSethi-xs9im
    @BhagrathiSethi-xs9im Месяц назад

    ଜୟବଜରଙ୍ଗବାଲି,,,,ରାଜରାସ୍ତାଉପରୁଗୋରୁଗାଡିରୁବଟିଖାଇତାଙ୍କକର୍ମିପଡିଗଲେଣିନାଲି, ଜୟଚିରିରାମ ଡବଲଇଞ୍ଜିନଫେଲ ଡବଲଇଲଞ୍ଜିନଫେଲ ମୋଦୀ ମୃଦାବାଦ୍ ମୃଦାବାଦ୍ ମୃଦାବାଦ୍ 😅

  • @samirkumar6914
    @samirkumar6914 2 месяца назад +3

    Jay Jagannath

  • @user-tl7hn5yc7k
    @user-tl7hn5yc7k 28 дней назад

    ସରକାର ସବୁ ଜାଣି ଶୁଣି ଏ ସବୁ ହେଉଛି

  • @nisithabeura9948
    @nisithabeura9948 2 месяца назад +12

    Abe ta BJP sarkar Odisha re ... BJP ta vari gapa maruchhi,,, Kain go mata nku kn rakhya kariparuni,,, Khali kn odisha re nuha, pura all over India re amiti ghatuchi,,,, Sri Narendra Modi ji jou Mane go mata ku hanuchhanti...and chalana karuchhanti, semananku Direct Fasi dia jau,, tahale auu kehi bi goo mata ku akhi uthae kehi chahibeni...

  • @NarayanGond-gz3bn
    @NarayanGond-gz3bn Месяц назад

    ନୂଆ ସରକାର ବିରୋଧ କରୁଥିଲେ କିନ୍ତୁ ଏବେ ନୂଆ ସରକାର Involve

  • @user-ls5xb7kj5t
    @user-ls5xb7kj5t 29 дней назад

    ଗୋରୁ ଗାଡି ଚଲାଉ ଥିବା ଡ୍ରାଇଭର କୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦିଅ ଏଠି ମହାତ୍ମାଗାନ୍ଧୀ ହେଲେ ଚଳିବ ନାହଁ ଏଠି ସୁବାସ ବୋସ ହବାକୁ ପଡିବ

  • @nityanandadas295
    @nityanandadas295 2 месяца назад +3

    Jay gou mata 🙏🙏🙏

  • @ranajitdalai2783
    @ranajitdalai2783 2 месяца назад +5

    Jay Jagannath 🙏

  • @OD..KAHANISTORY123
    @OD..KAHANISTORY123 2 месяца назад

    ଗୋ ହତ୍ୟା ପୁରା ଭାରତରେ ବନ୍ଦ କରାଯାଉ ,ନହେଲେ ଆଗାମୀ ଦିନରେ ବହୁତ୍ କିଛି ସମସ୍ୟା ଦେଖି ବାକୁ ମିଳିବ। ଧାନ ଚାଷ ପାଇଁ ଗୋରୁ ଆବଶ୍ୟକ , ସାର ବଦଳରେ ଖତ, ଚା ସହିତ କ୍ଷୀର ଶରୀର ବୃଦ୍ଧି ପାଇ କ୍ଷୀର କିନ୍ତୁ , ଏତେ ସବୁ ଦେଲାପରେ ମଧ୍ୟ ରାକ୍ଷସ ମାନଙ୍କର ସେତି ପ୍ରତି ଦୟା ଧର୍ମ କିଛି ନାହିଁ। ଗୋ ଚାଲାଣ କରିକୁ ଅଧିକରୁ ଅଧିକ କୋଠର ଦଣ୍ଡ ଦିଆଯାଉ। ଜୟ ଶ୍ରୀ ରାମ, ଜୟ ଜଗନ୍ନାଥ 😂😂😂😂😂

  • @bhagabanrana4898
    @bhagabanrana4898 2 месяца назад

    BJP ସରକାର ଗୋମାଂସ ରପ୍ତାନି କରି ଭାରତର ସବୁ ଦଳମାନଙ୍କ ମଧ୍ୟରେ ଧନୀ ଦଳ ରେ ପରିଣତ ହୋଇଛି

  • @andriyabhuyan4798
    @andriyabhuyan4798 2 месяца назад

    ଗୋ ମାଂସ ଦ୍ୱାରା ସରକାର ପରା କୋଟି କୋଟି ଟଙ୍କା ଲାଭ କରୁଛି

  • @gggamer5478
    @gggamer5478 2 месяца назад +2

    ନିଆଁ ଲଗେଇ diya ସେ ଟ୍ରକ୍ 😊😊😊କୁ

  • @khirodmahanta2149
    @khirodmahanta2149 2 месяца назад

    ପ୍ରସାସନ ପ ଇସା ପାଉଥିବା ସେଥିପାଇଁ ଚଆଲ୍କଆଣ ହଁ ଉଛୁ।

  • @puspanjalidevi6396
    @puspanjalidevi6396 16 дней назад

    ଠିକ୍ କହି ଛନ୍ତି, ଜୟ ଗୋ ମାତା

  • @Pankajkumarreddy
    @Pankajkumarreddy 2 месяца назад

    ପ୍ରଦୀପ ପାଣିଗ୍ରାହୀ ଏରିଆ କଣ ହେମିତି ହେଉଛି ବିଜେପି କିଛି ନାହିଁ

  • @satyajitpradhan9870
    @satyajitpradhan9870 2 месяца назад

    ଆଜ୍ଞା ଏହି ଭଳି ଲୋକ ମାନେ ଟ୍ରକ ଏବଂ ଟ୍ରକ ଡ୍ରାଇଭର କୁ ଯିଏ ଅଟକାଇଛି ତାକୁ ଆଗ ଥାନା ରେ ପୁରାଯାଉ?

  • @daitaryjena6661
    @daitaryjena6661 2 месяца назад +2

    ଗୋହତ୍ୟା ବନ୍ଦ କରାଯାଉ ।

  • @runupamaswain1316
    @runupamaswain1316 2 месяца назад +3

    Thank you bajaranga dala 🙏

  • @SachetSamarth
    @SachetSamarth 2 месяца назад +3

    Jay Shree Ram...Jay Gomata

  • @balakrishnamishra6782
    @balakrishnamishra6782 2 месяца назад +8

    ବଜରଙ୍ଗ ଦଳର ଜୟ ହେଉ 🎉

    • @EDDIE-sq9zi
      @EDDIE-sq9zi 2 месяца назад

      Bajarang dal kn kariba sabuade ta khauchanti 😂😂

    • @bhabanishankarpati466
      @bhabanishankarpati466 2 месяца назад +1

      Wait Kara Bajrang Dal sabuade dhire dhire asabuku full stop karideba..Joy Shree Ram

    • @Mrtoppo8170
      @Mrtoppo8170 Месяц назад

      Bajrang dal ❌ berojgar dal ✔️

  • @sushantabiswal7511
    @sushantabiswal7511 2 месяца назад

    ଆରେ ନୂଆ ସରକାର କଣ କରିବ, ତୁମେମାନେ ବିଜେପି ବିରୋଧୀ ସେଥିପାଇଁ କହୁଛ।ପ୍ରଥମେ ତାକୁ ପୋଲିସ କୁ ଦିଅ

  • @RanjanTadingi-eg3fj
    @RanjanTadingi-eg3fj 2 месяца назад

    ଗାଡ଼ିକୁ ଅଟକାଇଲ ବଡ଼ିଆ ହେଲା ଏବେ ଗାଡ଼ିକୁ ନିଆଁ ଲଗାଇ ଦିଅ

  • @akashdigal9445
    @akashdigal9445 2 месяца назад

    ଗୋରୁ ଗୋଟିଏ ପଶୁ ତାହା ଦେବତା ନୂହୋ। ଯଦି ଗୋରୁ ମାଂସ ଖାଉନ ତେବେ ଗୋରୁ ଦୁଧ ପିଉଛ କ'ଣ ପାଇଁ ସଳାମାନେ

  • @dibya63
    @dibya63 2 месяца назад

    ଓଡିଶା ରେ ତ bjp ଶାସନ, ଭାରତ ରେ ବି bjp ଶାସନ, ତା ହେଲେ ଗୋ ଚାଲାଣ କାରି ଙ୍କୁ ପୋଲିସ କିଛି କରୁନି କାହିଁକି

  • @maushumisoy904
    @maushumisoy904 2 месяца назад +2

    ଗୋରୁ ମାଂସ ନା ଘୁଷୁରୀ ମାଂସ ନମୁନା ପରୀକ୍ଷା ରିପୋର୍ଟରେ ପ୍ରମାଣିତ ହେଲାଣି କି ?

  • @GOUMITRAFOUNDATION
    @GOUMITRAFOUNDATION 2 месяца назад +2

    Jai gomatha❤

  • @bijaypanda1843
    @bijaypanda1843 2 месяца назад +2

    ଜାଳି ଦିଅ

  • @Subash_Murmu
    @Subash_Murmu 2 месяца назад +4

    ଯେଉଁ ଲୋକ ଗାଈ ଗୋରୁ ଙ୍କୁ ବିକ୍ରି କରୁଛନ୍ତି ସେମାଙ୍କୁ ଆଗେ ଜେଲ ରେ ପୁରାଇ ଦିଅ, ଦେଖିବା ଗୋରୁ ଚାଲାଣ କେମିତି ହେଉଛି,,,,,,

  • @mtchannel6270
    @mtchannel6270 2 месяца назад +3

    ଭାଇ ଏହା ତ ନିଶ୍ଚୟ ଗୋଟେ ହିନ୍ଦୁ ଲୋକ ହିଁ ଗାଈ ବିକ୍ରି କରିଛି..

    • @chunuramhansdah2525
      @chunuramhansdah2525 2 месяца назад

      Dudhi khai khai domora kori pothanku bikuchho

    • @NiranjanOram-fu1qt
      @NiranjanOram-fu1qt 2 месяца назад

      ହଁ ଭାଇ,
      ଭାରତର ସବୁଠାରୁ ବାଦ ଗୋ ମାଂସ କମ୍ପାନୀ ର ମାଲିକ ହିନ୍ଦୁ ।ସତିଶ ଅଗ୍ରୱାଲ ,କମ୍ପାନୀ ର ନାମ ଅଳ୍କବୀରା।

    • @bhabanishankarpati466
      @bhabanishankarpati466 2 месяца назад +1

      Tume kn sabu janiparuchha Sia sure nija dhrma change Kari Christian hoi jaithiba

  • @Drstarlifestudio
    @Drstarlifestudio Месяц назад

    ଗାରୁ ନିରୀହ କିନ୍ତୁ ଛେଳି ନିରହ ନୁହେଁ. ଗାରୁ ଯଦି ମା ତାହେଲେ ଛେଳି ହେଉଛି ଚା ଚା. ରାମ ନାମ କୁହ ନାହିଁ ରାମ ସମସ୍ତଙ୍କୁ ନାୟଦୀୟତି. ଯିଏ ଯାହାର ଖାଦ୍ୟ ଖାଇବାଙ୍କୁ ଦିୟ 🤣

  • @laxmanmurmu4020
    @laxmanmurmu4020 2 месяца назад

    ସବୁ ସରକାର ସବୁ ପ୍ରଶାସନ ସମାନ,,,,!!!

  • @sureshcoachingandvlogs7805
    @sureshcoachingandvlogs7805 Месяц назад

    ଗୋ ମାଂସ ଧରିବାରେ ବଜରଙ୍ଗ ଦଳ ବହୁତ ଭଲ କିନ୍ତୁ ଗାଈ ବଳଦ ରାଜରାସ୍ତାରେ ବୁଲୁଛନ୍ତି ଆସିଡେଣ୍ଟ ରେ ନିରୀହ ଗାଈ ବଳଦ ମରିଯାଉଛନ୍ତି ସେଇଥିପାଇଁ ବଜରଙ୍ଗ ଦଳ କଣ କରୁଛି କାରଣ ବଜରଙ୍ଗ ଦଳ ର ଆଖି ଫୁଟିଯାଇଛି ସେ ଅନ୍ଧ ହୋଇଯାଇଛି ଗୋ ମାତା କୁ ବଂଚେଇ ବାକୁ ହେଲେ ଏ ଅନ୍ଧ ବଜରଙ୍ଗ ଦଳ କୁ ଶୋଇବାକୁ ଦିଅନ୍ତୁ ନାହିଁ କାରଣ ଗୋ ମାତା ର ମାଂସ ଓ ହତ୍ୟା ପାଇଁ ଓ ରାସ୍ତା ଦୁର୍ଘଟଣା ପାଇଁ କେବଳ ବଜରଙ୍ଗ ଦଳ ହିଁ ଦାୟୀ ଅଟନ୍ତି

  • @Raja-c9j
    @Raja-c9j 2 месяца назад +3

    Bjp ଗୋରୁ ମାଂସ ବିକିବାରେ ଆମ ଦେଶରେ no 1 ତୁମର କିମ୍ବା bjp ର ଗୋରୁ ହତ୍ୟା ରୋକିବାରେ ଓଉକାତ୍ ନାହିଁ ଦେଖିବା rss ଆଉ ବଜରଙ୍ଗ ଦଳ ର ଦମ୍

    • @Bapa4207
      @Bapa4207 2 месяца назад +3

      ହଇରେ ଖ୍ରୀଷ୍ଟିଆନ ମାଗିହା ତୁ ଦେଖିଥିଲୁ ବିଜେପି ଗୋମାଂସ ବିକୁଥିଲା...... ପେଲେଇପୁଅ ଚାଉଳ ବସ୍ତା... ବ୍ରାଜିଲ ନମ୍ବର 1ରେ ଅଛି.... ପାଠ ତ ପଢିନୁ ଖାଲି ଭାଡୁଆ ଭଳି ବୁଲିଲୁ ହାଲୁ ଲାୟା କରିଲୁ

    • @user-et3ts5ts2o
      @user-et3ts5ts2o 2 месяца назад +1

      Congres mukhya congres musalman saport

    • @ashishpatnaik5171
      @ashishpatnaik5171 2 месяца назад +1

      India no 1

    • @Bapa4207
      @Bapa4207 2 месяца назад

      @@ashishpatnaik5171 ବୋପା ଯଦି ପାଠ ପଢ଼େଇଛି ତାହେଲେ ଗୁଗଲ କରି ଦେଖ..... 🤣🤣ମୂର୍ଖ ଚୋଦା

    • @Bapa4207
      @Bapa4207 2 месяца назад +1

      @@ashishpatnaik5171 ତୁ ବିଜେଡି କୁ ସପୋର୍ଟ କରୁଛୁ ତୋ ବ୍ୟକ୍ତିଗତ କାଥା କେବେ ନିଜ ସଂସ୍କୃତି ଧର୍ମ ପରମ୍ପରା ପ୍ରକୃତି ସହିତ ଖେଳେନା ବର୍ବାଦ ହେଇଯିବୁ ମନେ ରଖିଥିବୁ 👍

  • @mksatta5157
    @mksatta5157 2 месяца назад

    ବଜରଙ୍ଗ ଦଳ ନାରେ ପ‌ଈସା ଖିଆ ଚାଲିଛି । ଗ୍ରାମ ଖ‌ଇରା ଜିଲ୍ଲା ନୂଆପଡା

  • @PramodRaita-i3r
    @PramodRaita-i3r 2 месяца назад

    ଗୁରୁ ଥର ମତା ତମମାନଙ୍କ ପୁଜା ରେ ମାରିଦେଇଥିବା ବେଳେ ପାପନାଇ ଆମେଖାଲେ ପାପ

  • @dhirendranathrout3005
    @dhirendranathrout3005 2 месяца назад +3

    ସରକାର ତ ଶୁଣୁ ନାହିଁ,ତମ ମାନଂକର କଣ କାମ ନାହିଁ।ଆଗ ମୋହନ କୁ ବୁଝାଅ,ବୃଥା କଷ୍ଟ କରୁଛ।

    • @KHERWAL_BAZAAR
      @KHERWAL_BAZAAR 2 месяца назад

      ମୋହନ ବି ଗୋରୁ ମାଂସ ଖାଏ

    • @bhabanishankarpati466
      @bhabanishankarpati466 2 месяца назад +1

      Odisha C.M Mohan Majhi Gomata Rakshyak..& worship them..Dont say like that

    • @bhabanishankarpati466
      @bhabanishankarpati466 2 месяца назад +1

      Bjp government sabu bujhuchhi boli successfully on spot catch hoichhi au asabu full stop hoijiba

  • @Infoprenueur-ug2wz
    @Infoprenueur-ug2wz 2 месяца назад

    ତ ବାପା ମୋଦି ଚାନ୍ଦା ନେଉଛି ରେ ବଜରଙ୍ଗ ବାଳ ☝🏿☝🏿

  • @BhagrathiSethi-xs9im
    @BhagrathiSethi-xs9im Месяц назад

    ଗୋମାତା ଙ୍କୂ କଂସେଇ କୁ ବିକ୍ରି କରି ଟେକ୍ସ ଖାଉଛନ୍ତି କିଏ,,,,, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯିଏ,, ମୋଦୀ ମୃଦାବାଦ୍ ମୃଦାବାଦ୍ ମୃଦାବାଦ୍ ଜୟକର୍ମବୀର ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ଜିନ୍ଦାବାଦ ଜିନ୍ଦାବାଦ ଜିନ୍ଦାବାଦ ମୋହନ ମାଝୀ ତୁରନ୍ତ‌‌‌ ଇସ୍ତଫାଦିଅ,ତୁମେଅପାରଗସରକାରଚଳେଇପାରିବନାହି, ମୋହନା ମୋଦୀ ମୃଦାବାଦ୍ ମୃଦାବାଦ୍ ମୃଦାବାଦ୍ ଜୟକର୍ମବୀର ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ଜିନ୍ଦାବାଦ ଜିନ୍ଦାବାଦ 😮😊

  • @andriyabhuyan4798
    @andriyabhuyan4798 2 месяца назад

    ଏଥିରେ ସରକାର ସମ୍ପୃକ୍ତ

  • @lipshamishra2778
    @lipshamishra2778 2 месяца назад +1

    Thaik kahila bhai right

  • @rajsahoo8785
    @rajsahoo8785 2 месяца назад

    ଓଟିଭି,ଅର୍ଗସ କୁଆଡେ ଗଲେ।

  • @press.kalingasamajdheerend8127
    @press.kalingasamajdheerend8127 Месяц назад

    ଏବେ ଓଡିଶା ରେ ନଂ ୧ରେ ଗ ମାଂସ ବିକ୍ରି ହେବ

  • @GSMUSICOFFICIAL316
    @GSMUSICOFFICIAL316 2 месяца назад

    ହିନ୍ଦୁ ମାନେ ମଣିଷ ମାରିପାରିବେ ପଶୁ ନୁହ ଦେଖ ଯାଇକି ବାଲେଶ୍ବର 3 ଜଣ ମଣିଷ କୁ ହତ୍ୟା କରିଛନ୍ତି କି ଶିକ୍ଷା ଶିଖିଚ ଲୋଙ୍କ କୁ ବିନା କାରଣରେ ମାର ଧର କରୁଚ ଭାରତକୁ ଛାଡ଼ିକି ସବୁ ଦେଶରେ ଗୋରୋ ମାଂସ ଖାଉଛନ୍ତି କାଇଁ ସେମାନେ କଣ ଜାଣିନାହାନ୍ତି ଗାଈ ମାତା ବୋଲି ଓହ ଗାଇ ମାତା କେବଳ ଭାରତରେ ଆଉ ସବୁ ଦେଶରେ ନୁହଁ ସେଥିପାଇଁ ସେମାନେ ଗାଈକୁ ମାରି ଖାଉଛନ୍ତି କଣ ଭାତର କେବଳ ଜ୍ଞାନୀ ଆଉ ସବୁ ଦେଶ ମୁର୍ଖ କି

  • @mohanbehera-7000
    @mohanbehera-7000 2 месяца назад

    ଯିଏ ଧରାପଡୁଛି ବାଡ଼େଇକି ମାରିଦିଅ
    jay gomata🙏🏻

  • @DolamaniBagarty-dc3bw
    @DolamaniBagarty-dc3bw 2 месяца назад +3

    ଜୟ ଜଗନ୍ନାଥ ଇଟା ଓଡ଼ିଶା

  • @daitaryjena6661
    @daitaryjena6661 2 месяца назад

    ପୋଲିସ୍ ମାନେ ଟଙ୍କା ନେଇ ଛାଡୁଛନ୍ତି l

  • @chitaranjansahu9697
    @chitaranjansahu9697 2 месяца назад +1

    Jai jagannath

  • @Village_dance_youtube
    @Village_dance_youtube Месяц назад

    ଖାଇବା ମାଂସ ଖାଇବା ଦରକାର ତୁମେ ଖାଉନ

  • @MantriBehera-mt8sk
    @MantriBehera-mt8sk 2 месяца назад

    ପ୍ରଶାସନ ସୋଇପଡିଛି

  • @gajendramajhi3718
    @gajendramajhi3718 2 месяца назад

    ସରକାର ଦାୟୀ କେନ୍ଦ୍ର କ'ଣ କରୁଛନ୍ତି

  • @Marndikisan152
    @Marndikisan152 2 месяца назад

    #ଗାଇ 🐄 #ମାଂସ #ଖାଇବାରେ #ଖରାପ କଣ 🤔🤔🤔

  • @santoshsaha8171
    @santoshsaha8171 2 месяца назад +1

    Jay shree Ram har har Mahadev 🌹💕🇮🇳🙏

  • @lipsa5949
    @lipsa5949 2 месяца назад +1

    ଜୟ ବିଜେପି 🙏🏻 ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାର ଆପଣଙ୍କୁ ଅନୁରୋଧ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ 🙏🏻🙏🏻

  • @AnilPingua-nd3eu
    @AnilPingua-nd3eu 2 месяца назад

    Bjp ଗୋ ମାଂସ ବେପାର କରୁଛି

  • @keyboardboysushil
    @keyboardboysushil 2 месяца назад +3

    ଏଇ ଗୋରୁ ଚାଲାନ ଗାଡ଼ି ଟିକୁ ଯେଉଁ ଭାଇମାନେ ଅଟକାଇ ଛନ୍ତି ସେ ଭାଇ ମାନଙ୍କୁ ମୋର ହ୍ରୃଦୟରୁ କୋଟି କୋଟି ପ୍ରଣାମ।

    • @EDDIE-sq9zi
      @EDDIE-sq9zi 2 месяца назад

      Tu ghare basi harmani bajeichal 😂😂😂

    • @keyboardboysushil
      @keyboardboysushil 2 месяца назад

      @@EDDIE-sq9zi ତୋର ମାକେ ଗିହାମିଁ ତୁଇ କିଏରେ ମାଁ ଗିଁହା ରୁମ୍।

  • @rameshmajhi4317
    @rameshmajhi4317 2 месяца назад

    ଓଡ଼ିଶା ର କଉଠୁ ଗଞ୍ଜାମ ରେ beef factory ଅଛି କୀ

  • @user-kc4wc3yn5p
    @user-kc4wc3yn5p 2 месяца назад +2

    ପୁରା ଗାଡି କୁ ନିଆଁ ଲଗେଇଦିୟ
    ଗୋ ମାଂସ ଚଳାକାରୀକୁ ଉଚିତ ଦଣ୍ଡ ଦିଆଯାଉ
    🙏jai jagarnath