Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ସାର୍ । ଖରାଦିନିଆ ଭେଣ୍ଡି, ଗୁଁଆର ଓ ପିଆଜ ଚାଷ ବିଷୟରେ ସୂଚନା ଦେବାକୁ ଅନୁରୋଧ । ଧନ୍ଯବାଦ ।।
Bhalo
Sir bhala lagila videoHela sir desi verity kisama bisayara kuha sir
Sri apananka videos dekhi bahuta shikiba pai miluchhi🙏🙏🙏🙏🙏
Thank you
Sir LAHARI variety kemti haba
Good video sir🙏
Beautiful Lin sir nomoskar Jay jagannath
Sir kakudi fasal re ghaasa maraa medicine achi
Thai apple ber chasa bisayare Kichi kuantu
Very nice
Good morning sir
Thanks sir
Jay Jagannath , 🌹
Jay jagannath
Sir disember masare lagaile hebaki
Sir good evening top 5 baigan seed kahun
Good
Sir bhubaneswar re kauthi e sabu seeds mile
Sir 🙏 achhen ka kakudi jagale heba ki nai hy au jagale kenta jagale heba j tike kahun
Good information sir
Sar🙏 contect No
Patasa kiea 50kg kakauchi
Sir 🙏genda gacha mularu sadhuchi kou medicine kahile sir
Thank you sir
Welcome
Thanks 👍
Welcome 👍
Sir 5ta vitaru kouta dhala kakudi haba please reply
Sir January masa re kn kn chasa karile haba
Good morning sir. How to germination odc 3 drumstick
❤❤❤
Jaykishan
Si Kakudi chasa bisayare kahile hele roga poka niyantran bisayarekichi kahileni
Hello sir. Kharatia kakudi re panusia roga lagichi ki medicine prayoga kariba
Slfer 80%WP lit ପ୍ରତି 5gm ବା Amistar top lit ପ୍ରତି1ml ବା Carbio top lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
Sir kakudi 6/7 dina helain gajaa baharuni
ଶୁଖିଲା ନଡ଼ା ଘୋଡାଇ mulching କରନ୍ତୁ ଓ ଜଳସେଚନ କରନ୍ତୁ
Apanka sahita Katha heba achhi
Sir ପ୍ରଣାମ Sir ପଣସ ଗଛରେ ବହୁତ କସି ହେଉଛି କିନ୍ତୁ କଳା ପଡ଼ି ଶୁଖି ଯାଉଛି ।
ଆକ୍ରାନ୍ତ ଫଳ କୁ ତୋଳି ଜମି ରୁ ଅଲଗା କରି ଦିଅନ୍ତୁ।Mancozeb lit ପ୍ରତି 3gm ବା SAAF lit ପ୍ରତି 2gm ବା Amistar top lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
Katiki chasa bisayare kuhantu sir
Nice
Thanks
ସାର ଆପଣଙ୍କ ସାଥିରେ ଦେଖା କରିବା ପାଇଁ ଚାହୁଛି।ଆପଣ ମଢେ ଦୟାକରି ଆପଣଙ୍କ ଵହୁ ମୂଳ ସମୟ ଟିକିଏ ଦିଅନ୍ତୁ
@@labarasahu4350 ବୁଧବାର ରୁ ଶୁକ୍ରବାର ମଧ୍ୟରେ ଆସନ୍ତୁ।
ସାର ମୁଁ ସୋନପୁର ଡୁଗୁରିପାଲ
Sir manji kouthu paiba ?
Market ରେ ସବୁ ବିହନ ଦୋକାନ ରୁ ପାଇ ପାରିବେ।
ସାର୍ , ମାର୍ଚ୍ଚ ମାସରେ ମଞ୍ଜି ଲଗାଇଲେ ହେବ କି ନାଇ
Hmm Bhai heba
Good decision ✅
Utam tips sir
Balia bilare kakudi heba ki
କାକୁଡି ଚାଷ ହୋଇପାରିବ କିନ୍ତୁ ଅଧିକ ଗୋବର ଖତ ଓ ଜୈବିକ ଖତ ବ୍ୟବହାର କରନ୍ତୁ
କଲରା ରେ ଫଳବିନ୍ଧା ପାଇଁ କି ଔଷଧ ପକାଇବା
ପୋଟଳ ଚାଷ ଉପରେ ଭିଡିଓ ବନାନ୍ତୁ
କାକୁଡିଗୁଡିକ ବଙ୍କା ଓମୋଟ ଓ ସରୁ ହେଉଛି?
Sir ଅଧିକ ଅମଳ ଦେଉଥିବା ଧାନ କେଉଁ ଟା ? ଏଇ ଯେମିତି ଏକ ଗୁଣ୍ଠ ରେ ଏକ କ୍ଵଇଟାଲ କୋଡିଏ କିମ୍ବା ତିରିଶ କିଲୋଗ୍ରାମ ଅମଳ ହୋଇପାରୁଥିବ ।
Hybrid କିସମ ବିହନ ବିଷୟରେ video ପ୍ରସ୍ତୁତ ହୋଇଛି ଦେଖି ପାରିବେ।
Sir ଜୟ ଜଗନ୍ନାଥ 🙏ପୋଟଳ ଚାଷ ବିଷୟରେଏକ ଭିଡ଼ିଓ ଦିଅନ୍ତୁ
ପୋଟଳ ଚାଷ ଉପରେ ନିଶ୍ଚିନ୍ତ ଏକ video ପ୍ରସ୍ତୁତ କରାଯିବ।
Sir namaskar, ଖରାଟିଆ ଟମାଟୋ seed ବିଷୟ ରେ କୁହ
ସାର କାକୁଡି ଲଗାଇ ଲା ବେଳେ ସାର କଣ ଦବାଦରକାର
1acr 15kg
Add a comment
ଆପଣ କହିଲେ ମଞି ର ନାମ କିନ୍ତୁ କାକୁଡି ଗଛରେ ଯେଉଁ ରୋଗ ଦେଖାଇଲେ ତାର ଔଷଧ ବା ବିଷ ନାମ କୁହନ୍ତୁ
Right katha
Sir ଆ ଖୁ ଚା ସ ବି ସ ୟ ରେ କି ଛି video ବ ନା ନ୍ତୁ
କଣ କଲେ କାକୁଡି ପିଲ ଅଧୀକ ଦେବ
Where to get lose seed for kitchen garden in cuttack?
OMP ଛକ ପାଖରେ ଥିବା ବିହନ ଦୋକାନରୁ ପାଇ ପାରିବେ।
Cuper
Sir apananka phone no milibaki mora dalua dhana achara ra 21-22 pare podi jauchi
ତଳେ ମତେଇବା ନା ମଞ୍ଚା କରିବା ,ଖରାଟିଆ କାକୁଡି ପାଇଁ please sir
ତଳେ ମଡାଇବା ଭଲ
ରୋଗ ର ବିଷ ବିଷୟରେ କିଛି ନ କହିବାର ଦୁଃଖ ଦାୟକ
ଆପଣଙ୍କ ଫୋନ ନମ୍ବର ଦିଅନ୍ତୁ
ଶାର ଅାମେ ଏକା ସାଥିରେ କପରଅକ୍ସିକ୍ଲୁରାଇଡ୍ ପ୍ଲାଣ୍ଟୁମାଇସିନି ଓ ସାର ମିଶାଇ ପ୍ରୟୋଗ କରିପାରିବା କି
ସାର ସହିତ କବକ ନାଶକ ଓ plantomycine ମିଶାଇ ସ୍ପ୍ରେ କରନ୍ତୁ ନାହିଁ।ସାର କୁ ଅଲଗା ପ୍ରାୟୋଗ କରନ୍ତୁ।
କନଣ୍ କଲେ ମା ଈ ଫୁଲ୍ ବେଶି ଆ ସିବ
NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone Fantac Plus lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ଧନୟବାଦ ସାର୍
ସାର୍ କାକୁଡି କୁ ହରମନ ସ୍ପେ କଲେ ଶାଖା ଅଧିକ ଦେବ
Sir please apanka mob no diantu.
Apananka phone numbara diantu
Sir. No deat. Call
ସାହୁ ସାର ଆପଣଙ୍କ ସାଥିରେ ଟିକେ ଭେଟ ହେବି ଦୟାକରି ଆପଣଙ୍କ ଭହମୁଲ ସମୟ ଟିକିଏ ଦିଅନ୍ତୁ
Phone କରନ୍ତୁ।7008498896
@@krushisampada ok great thanks so much for your wishes and blessings to you Nani d ki call me
Sir. Pakka call no
ସାର୍ ନମସ୍କାର, ସାର୍ ଆପଣଙ୍କ ନମ୍ୱର୍ ଦରକାର ଦୟାକରି ଆପଣଙ୍କ ନମ୍ୱର୍ ଦିଅନ୍ତୁ
ସାର୍ । ଖରାଦିନିଆ ଭେଣ୍ଡି, ଗୁଁଆର ଓ ପିଆଜ ଚାଷ ବିଷୟରେ ସୂଚନା ଦେବାକୁ ଅନୁରୋଧ । ଧନ୍ଯବାଦ ।।
Bhalo
Sir bhala lagila video
Hela sir desi verity kisama bisayara kuha sir

Sir ଜୟ ଜଗନ୍ନାଥ 🙏
ପୋଟଳ ଚାଷ ବିଷୟରେ
ଏକ ଭିଡ଼ିଓ ଦିଅନ୍ତୁ