Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ସକାଳ ହେଲେ,ମୋରୋ ପ୍ରଥମ ଗୀତ ଏହି, ଦିନଟି ବହୁତ୍ ଶାନ୍ତି ରେ ଆରମ୍ଭ କରେ, ବହୁତ୍ ସୁନ୍ଦର୍ ଆପଣ ଗାଇଛନ୍ତି ମଧ୍ୟ.Thanks for singing my favorite one.
ଆପଣଙ୍କର ଆଶୀର୍ବାଦ ସବୁବେଳେ ରହିଥାଉ। ପ୍ରଭୁ ଙ୍କ କୃପା ଏବଂ ଆପଣଙ୍କର ସହଯୋଗ ଓ ସମର୍ଥନ ରହିଥିଲେ ମୁଁ ଆହୁରି ଭଲ କରିପାରିବି ବୋଲି ଆଶା।🙏
@@AryaAdyashaktiTripathy ମୋର ଗୋଟେ coment hide ହେଇଗଲା, ସେଥିରେ ମୁ ଗୋଟେ ଭଜନ requst କରିଥିଲି, ଆପଣ ଯଦି comment ଟି ପାଇଥିବେ,ତାହେଲେ yes କହି reply କରିବେ, ଶାନ୍ତିଲତା ବାରିକ ଙ୍କ କାଳିଆ କାଳିଆ ମାଗୁନାହି କିଛି(1982 ମସିହା) Comments hide ହେଇଥିବାର ବ୍ୟସ୍ତ ହେଇକି ପୁଣି comments କରି ଦେଲି.Thank you
ନିଶ୍ଚୟ ଚେଷ୍ଟା କରିବି।
ବହୁତ୍ ଖୁସି ଲାଗିଲା, ଜୟ ଜଗନ୍ନାଥ, ଅନୁରୋଧ ରକ୍ଷା କରି କାଳିଆ କାଳିଆ ଗୀତ ଟି ଗାୟନ କଲେ।❤️🙏
My Kuni mother May be world famous.Many many thanks to her respectable Master Sj.Nimakanta Routroy.Shree Jagannath bless Arya.Comment by Ajay Maiti W.B.
🌾🌿🍀🌾🌿🌸ସୁନ୍ଦର ତ୍ରୁପ୍ତିର ଅବସାଦ ନାହିଁ ,ଯେତେ ଶୁଣୁଥିଲେ ନୂଆ ଲାଗୁଥାଇ ାା ଭଉଣୀ ଆମର ବହୁତ ସୁନ୍ଦର ପରିବେଶଣ କରିଛନ୍ତି ାା ଭଗବାନ କରନ୍ତୁ ତବ...ଚଲାବାଟ କୁସୁମିତ ାା ଜୟ ଜଗନ୍ନାଥ........................................................................................................................
ବହୁତ ସୁନ୍ଦର ହେଇଛି ଗୀତ ଟି। ଭଗବାନ ସବୁବେଳେ ଏମିତି ଆଶୀର୍ବାଦ ପ୍ରଦାନ କରନ୍ତୁ ତୁ ଆହୁରି ଆଗକୁ ବଢାଇବାର। ମୋର ଶୁଭେଚ୍ଛା ଓ ଶୁଭକାମନା ସବୁବେଳେ ରହିଛି 💐💐
ବହୁତ ସୁନ୍ଦର ପରିବେଷଣ, ବହୁତ ବଢିଆ
, ଅତି ସୁନ୍ଦର ଭାବରେ ପରିବେଷଣ କରିଛନ୍ତି
🙏ଜୟ ଶ୍ରୀ କୃଷ୍ଣ , ଜୟ ଶ୍ରୀ ରାଧେ। 👌
Meri laddo rani today u fulfill my request , so proud of you beta, God bless you
Thank you Nani.🙏
ଅତି ସୁନ୍ଦର। Wish this girl will set new dimension in Odishi
Keep it up... nice....
Jay shree Krishna radhe radhe ❤❤😊
ସୁଲଳିତ କଣ୍ଠ ସ୍ଵର ଶୁଣିମନକୁ ଏ ଧ୍ଵନି ନେଲା କିଣିହୃଦୟକୁ ଏହା ଗଲା ଜିଣି.. ଆଦ୍ୟାଶକ୍ତି..ଅତି ସୁନ୍ଦର..ମଧୁର.. ଗୀତ ଭଉଣୀ।।ଶ୍ୟାମ ସୁନ୍ଦରଙ୍କ କୃପା ବାରିତବ ମଥା ପରେ ପଡୁ ଝରିକଣ୍ଠୁ ଝରୁ ସଦା ଭଜନ ଭଉଣୀ.. ଏହିପରି...ଯଶ ସୁନାମ.. ସମ୍ମାନ.. ପାଅ ସବୁରି।।🏆🏆(ଆପଣଙ୍କ ମୁଖ ନିଃସୃତ ଓଡ଼ିଶୀ ଭଜନ ବେଶ୍ ହୃଦୟସ୍ପର୍ଶୀ ଭଉଣୀ)🙏 ଜୟ ଜଗନ୍ନାଥ ସ୍ଵାମୀ 🙏
ଆପଣଙ୍କ ସମୁଜ୍ଜ୍ଵଳ ଭବିଷ୍ୟତ ପାଇଁ ମୁଁ ନୀଳାଚଳ ଧାମ କାଳିଆ ସାଆନ୍ତଙ୍କ ପାଦ-ପଦ୍ମରେ କୋଟି କୋଟି ପ୍ରଣାମ ଜଣାଉଛି। ସଦା କୀର୍ତ୍ତିମତୀ ଭବ। ଉତ୍କଳର ନାରୀ କୁଳ କସ୍ତୁରୀ ରୂପେ ସମ୍ମାନିତ ହୁଅନ୍ତୁ.. ଏହାହିଁ ଏକାନ୍ତ ପ୍ରାର୍ଥନା।🙏
Bahut.Sundar.Paribasana.
So beautiful heart touching keep shining beautiful 💓
please Gote request karibi mu ଦେଖିବ ପରାଆସରେ ପ୍ରାଣ ସଗିଂନୀ " ଏହି ଗିତ ଟି
Very beautiful singing
Amazing voice..... God bless you dear👍👍
ଜୟ ଜଗନ୍ନାଥ ସ୍ଵାମୀ
Ati Sundar ❤❤❤.
Very nice voice, God bless you
Very sweet 👍
Super 👌
ସୁନ୍ଦର ଗାୟନ । God bless
Adyasakti bahu bata jibaku achhi.Bahabuchhi nishay safal heba.
Very nice Beti!!
वॉयस god gifted
Old melodies are real gold and with her god gifted voice it's magical always..😍😍
Excellent Dear Sister
Bahut sundar
Nice song
God bless you beta
Small girl but big achievement
👌👌👌
I am happy to note the sweet tone and beautiful performance.God bless her.Om shanti.D.S.Misra.
🙏🙏🙏
Your voice is so peacefull ,,,, nice 👏👏👏😊
Wow just wow wow wow Beautiful voice .
Wow...❤️❤️A... beautiful blessing for a beautiful girl..Hope you will do.... amazing in your future..Love from khorda ❤️
Thanks
Didi. Ei Gita ra harmonium notation debanku anurodh,🙏
Bhauni .....aha key taal auu. Kete tempore ....rakhicha ....dayakari ....kuha ....
Hruda sparsi gita
Au na baja mistek swar
Good tone but miss words singing ,not sukla taru but suska taru mane so correction needs.
Na baja.... Jagre sur laguni thik se.. bahut lokapriya gita.... Pratiti swara.... Lokanka manare pura chapiki achi.. bhul kale bhalalagibani... Bansi re sarana jagare.... Shruti katila...
Not sukla.its suska taru
ଅନେକ ଗାୟକ/ଗାୟିକା ଏହି ଗୀତ ଟି ଗାଇଛନ୍ତି। କିନ୍ତୁ ମୋତେ ତୋର ଗାଇବାଟା ନିଆରା ଭଳି ମନେ ହେଲା। ଭଗବାନ କରନ୍ତୁ; ଅତି ଶିଘ୍ର ତୁ ଗୋଟିଏ ଆଗଧାଡି ର ଗାୟକ ହୋଇଯା; ଆଉ ମୋର ଆଶା ପୂରଣ ହୋଇଯାଉ। ଜୟ ଜଗନ୍ନାଥ॥
ସକାଳ ହେଲେ,ମୋରୋ ପ୍ରଥମ ଗୀତ ଏହି, ଦିନଟି ବହୁତ୍ ଶାନ୍ତି ରେ ଆରମ୍ଭ କରେ, ବହୁତ୍ ସୁନ୍ଦର୍ ଆପଣ ଗାଇଛନ୍ତି ମଧ୍ୟ.
Thanks for singing my favorite one.
ଆପଣଙ୍କର ଆଶୀର୍ବାଦ ସବୁବେଳେ ରହିଥାଉ। ପ୍ରଭୁ ଙ୍କ କୃପା ଏବଂ ଆପଣଙ୍କର ସହଯୋଗ ଓ ସମର୍ଥନ ରହିଥିଲେ ମୁଁ ଆହୁରି ଭଲ କରିପାରିବି ବୋଲି ଆଶା।🙏
@@AryaAdyashaktiTripathy
ମୋର ଗୋଟେ coment hide ହେଇଗଲା, ସେଥିରେ ମୁ ଗୋଟେ ଭଜନ requst କରିଥିଲି, ଆପଣ ଯଦି comment ଟି ପାଇଥିବେ,ତାହେଲେ yes କହି reply କରିବେ, ଶାନ୍ତିଲତା ବାରିକ ଙ୍କ କାଳିଆ କାଳିଆ ମାଗୁନାହି କିଛି(1982 ମସିହା)
Comments hide ହେଇଥିବାର ବ୍ୟସ୍ତ ହେଇକି ପୁଣି comments କରି ଦେଲି.
Thank you
ନିଶ୍ଚୟ ଚେଷ୍ଟା କରିବି।
ବହୁତ୍ ଖୁସି ଲାଗିଲା, ଜୟ ଜଗନ୍ନାଥ, ଅନୁରୋଧ ରକ୍ଷା କରି କାଳିଆ କାଳିଆ ଗୀତ ଟି ଗାୟନ କଲେ।❤️🙏
My Kuni mother May be world famous.Many many thanks to her respectable Master Sj.Nimakanta Routroy.Shree Jagannath bless Arya.Comment by Ajay Maiti W.B.
🌾🌿🍀🌾🌿🌸ସୁନ୍ଦର ତ୍ରୁପ୍ତିର ଅବସାଦ ନାହିଁ ,ଯେତେ ଶୁଣୁଥିଲେ ନୂଆ ଲାଗୁଥାଇ ାା ଭଉଣୀ ଆମର ବହୁତ ସୁନ୍ଦର ପରିବେଶଣ କରିଛନ୍ତି ାା ଭଗବାନ କରନ୍ତୁ ତବ...ଚଲାବାଟ କୁସୁମିତ ାା ଜୟ ଜଗନ୍ନାଥ
........................................................................................................................
ବହୁତ ସୁନ୍ଦର ହେଇଛି ଗୀତ ଟି। ଭଗବାନ ସବୁବେଳେ ଏମିତି ଆଶୀର୍ବାଦ ପ୍ରଦାନ କରନ୍ତୁ ତୁ ଆହୁରି ଆଗକୁ ବଢାଇବାର। ମୋର ଶୁଭେଚ୍ଛା ଓ ଶୁଭକାମନା ସବୁବେଳେ ରହିଛି 💐💐
ବହୁତ ସୁନ୍ଦର ପରିବେଷଣ, ବହୁତ ବଢିଆ
, ଅତି ସୁନ୍ଦର ଭାବରେ ପରିବେଷଣ କରିଛନ୍ତି
🙏ଜୟ ଶ୍ରୀ କୃଷ୍ଣ , ଜୟ ଶ୍ରୀ ରାଧେ। 👌
Meri laddo rani today u fulfill my request , so proud of you beta, God bless you
Thank you Nani.🙏
ଅତି ସୁନ୍ଦର। Wish this girl will set new dimension in Odishi
Keep it up... nice....
Jay shree Krishna radhe radhe ❤❤😊
ସୁଲଳିତ କଣ୍ଠ ସ୍ଵର ଶୁଣି
ମନକୁ ଏ ଧ୍ଵନି ନେଲା କିଣି
ହୃଦୟକୁ ଏହା ଗଲା ଜିଣି.. ଆଦ୍ୟାଶକ୍ତି..
ଅତି ସୁନ୍ଦର..ମଧୁର.. ଗୀତ ଭଉଣୀ।।
ଶ୍ୟାମ ସୁନ୍ଦରଙ୍କ କୃପା ବାରି
ତବ ମଥା ପରେ ପଡୁ ଝରି
କଣ୍ଠୁ ଝରୁ ସଦା ଭଜନ ଭଉଣୀ.. ଏହିପରି...
ଯଶ ସୁନାମ.. ସମ୍ମାନ.. ପାଅ ସବୁରି।।🏆🏆
(ଆପଣଙ୍କ ମୁଖ ନିଃସୃତ ଓଡ଼ିଶୀ ଭଜନ ବେଶ୍ ହୃଦୟସ୍ପର୍ଶୀ ଭଉଣୀ)
🙏 ଜୟ ଜଗନ୍ନାଥ ସ୍ଵାମୀ 🙏
ଆପଣଙ୍କ ସମୁଜ୍ଜ୍ଵଳ ଭବିଷ୍ୟତ ପାଇଁ ମୁଁ ନୀଳାଚଳ ଧାମ କାଳିଆ ସାଆନ୍ତଙ୍କ ପାଦ-ପଦ୍ମରେ କୋଟି କୋଟି ପ୍ରଣାମ ଜଣାଉଛି। ସଦା କୀର୍ତ୍ତିମତୀ ଭବ। ଉତ୍କଳର ନାରୀ କୁଳ କସ୍ତୁରୀ ରୂପେ ସମ୍ମାନିତ ହୁଅନ୍ତୁ.. ଏହାହିଁ ଏକାନ୍ତ ପ୍ରାର୍ଥନା।🙏
Bahut.Sundar.Paribasana.
So beautiful heart touching keep shining beautiful 💓
please Gote request karibi mu ଦେଖିବ ପରାଆସରେ ପ୍ରାଣ ସଗିଂନୀ " ଏହି ଗିତ ଟି
Very beautiful singing
Amazing voice..... God bless you dear👍👍
ଜୟ ଜଗନ୍ନାଥ ସ୍ଵାମୀ
Ati Sundar ❤❤❤.
Very nice voice, God bless you
Very sweet 👍
Super 👌
ସୁନ୍ଦର ଗାୟନ । God bless
Adyasakti bahu bata jibaku achhi.Bahabuchhi nishay safal heba.
Very nice Beti!!
वॉयस god gifted
Old melodies are real gold and with her god gifted voice it's magical always..😍😍
Excellent Dear Sister
Bahut sundar
Nice song
God bless you beta
Small girl but big achievement
👌👌👌
I am happy to note the sweet tone and beautiful performance.God bless her.Om shanti.D.S.Misra.
🙏🙏🙏
Your voice is so peacefull ,,,, nice 👏👏👏😊
Wow just wow wow wow
Beautiful voice .
Wow...❤️❤️
A... beautiful blessing for a beautiful girl..
Hope you will do.... amazing in your future..
Love from khorda ❤️