ସ୍ବାମୀ ଘରେ ଛାଡ଼ି ଥାନା ରେ ନାଇଟ୍ ପିନ୍ଧି କଣ କରୁଥିଲେ

Поделиться
HTML-код
  • Опубликовано: 20 ноя 2024

Комментарии • 1,3 тыс.

  • @dkbehura8767
    @dkbehura8767 2 месяца назад +19

    ଭାଇ ତମକୁ ବହୁତ୍ ବହୁତ୍ ଧନୟବାଦ୍,

  • @numerologistsannjoy5996
    @numerologistsannjoy5996 2 месяца назад +86

    100% ସତ କଥା କହିଛନ୍ତି ଭାଇ 🙏🙏🙏ଆପଣଙ୍କୁ ସତ ସତ ପ୍ରଣାମ 🙏🙏🙏

  • @kailashchandrarout2551
    @kailashchandrarout2551 2 месяца назад +178

    ସରକାର୍ ଙ୍କୁ ଅନୁରୋଧ ସମସ୍ତ ଦୋଷୀ ଙ୍କୁ ଅରେଷ୍ଟ୍ କରାଯାଉ।

  • @subashchandradas1638
    @subashchandradas1638 2 месяца назад +30

    ଆପଣ ସମ୍ପୂର୍ଣ୍ଣ ସତ୍ୟ କଥା ନିର୍ଭୀକ ଭାବରେ କହିଛନ୍ତି, ବହୁତ୍ ଧନ୍ୟବାଦ୍।

  • @satyasahu2074
    @satyasahu2074 2 месяца назад +175

    ଯଥାଶୀଘ୍ର ତାର ସମ୍ପତି ବଜ୍ୟପ୍ତି କରାଯାଉ,

  • @GaniaJagadish-v8p
    @GaniaJagadish-v8p Месяц назад +1

    Right very good acha kahile

  • @हम_हिंदू_हैं
    @हम_हिंदू_हैं 2 месяца назад +188

    ପୋଲିସ ଅଫିସ ନୁହେଁ ସେଇଟା ରଙ୍ଗମହଲ

  • @mrsmallick9725
    @mrsmallick9725 2 месяца назад +44

    ବଢ଼ିଆ କଥା କହିଲେ ଆଜ୍ଞା ସେ ମାନଙ୍କୁ ମାଲକାନଗିରି ନହେଲେ କୋରାପୁଟ ଜିଲ୍ଲା ‌ପଠେଇଵା ଦରକାର

    • @susantagaan1386
      @susantagaan1386 Месяц назад +1

      ସେଠି କୁ ଗଲେ ଲୋକ ସାଇଜ କରିଦେବେ। ଉପକୂଳ ଅଞ୍ଚଳ ରେ ଲୋକଙ୍କ ସାହସ କାହିଁ?

  • @santoshkumarmishra2620
    @santoshkumarmishra2620 2 месяца назад +158

    ଭାଇ ଏତେବେଳେ କହିଲା ଭଳି କଥାଟିଏ କହିଲ. ଧନ୍ଯବାଦ. ଚୁମ ବାଇଟ୍ ନିର୍ଭୀକ. ଆମେ ପସନ୍ଦ କରୁଛୁ.ପ

  • @ArakhitaSamal-t3g
    @ArakhitaSamal-t3g 2 месяца назад +7

    Bhai bhala katha kahila

  • @gopalchandradigal8590
    @gopalchandradigal8590 2 месяца назад +157

    ସେଥିପାଇଁ କନ୍ଧମାଳ ରେ ପୋଲିସ ଙ୍କୁ ଥାନା ପୁଡ଼ା ଆଉ ପୋଲିସ ଙ୍କୁ ପ୍ରବଳ ମାଡ ହେଉଛି

    • @BaishnabaMajhi-ok3tu
      @BaishnabaMajhi-ok3tu 2 месяца назад +3

      Nischita

    • @Londa00
      @Londa00 2 месяца назад

      Yoo ganja ganja 😂

    • @michel8689
      @michel8689 Месяц назад

      Ta pore kn hla dakhi thilo ki nai..samanku pocharo kahibe

    • @rajanikanta7504
      @rajanikanta7504 Месяц назад

      @@gopalchandradigal8590 ନାହିଁ ବ ଭାଇ ତାଙ୍କୁ ନୟାଗଡ ଜିଲ୍ଲା ରେ ଯୋଉ ଭଳି ମାଓବାଦୀ ମାନେ police ଙ୍କର ଗାଣ୍ଡିରେ ବନ୍ଧୁକ ଭର୍ତି କରିକି ମୁଣ୍ଡ ରେ ଗୁଳି ବାହାର କରିଥିଲେ ଏଇ ହାରାମି ମାଘିଆ Police ଙ୍କୁ ଏଭଳି ଦରକାର ହଉଛି

    • @RajintaBarik
      @RajintaBarik Месяц назад +1

      Police ku suspend hela.ta pare jail jibe​

  • @rajanikanta7504
    @rajanikanta7504 2 месяца назад +4

    ବହୁତ ବହୁତ ଧନ୍ୟବାଦ Sir ଆପଣଙ୍କୁ ଠିକ୍ କହିଛନ୍ତି ....କିନ୍ତୁ ଏ ମାଘିଆ police ଙ୍କର ଲିଙ୍ଗ କାଟିକି ଛକା କରିଦେବା ଦରକାର

  • @prahaladsahu5406
    @prahaladsahu5406 2 месяца назад +89

    ମୋହନ ମାଝୀ ସରକାର ଏପରି ପୋଲିସ ଅଫିସର ଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ

  • @GoMusicBeat
    @GoMusicBeat Месяц назад +7

    Theek Katha sar

  • @jhasketanpradhan602
    @jhasketanpradhan602 2 месяца назад +143

    ରାତିରେ ରାସ ନୀଳା କରୁଛନ୍ତି ତେଣୁ ନାଇଟି‌ କାମ କରେ

    • @itsjhon635
      @itsjhon635 2 месяца назад +2

      Too maa ku kahibu....emiti

    • @Cool_boy_Deepak5005
      @Cool_boy_Deepak5005 2 месяца назад

      To maa ki sia😂😂​@@itsjhon635

    • @BasudebNayak-i6f
      @BasudebNayak-i6f Месяц назад

      ଭାଇ ତମ ସ୍ତ୍ରୀ କି ତମକୁ ଭାରି ଭାଦୁଚି😂 ଆଉ ମାଆ କଥା କୁହନି ତମକୁ ଲାଜ ଲାଗିବା କଥା ଶଳା ଚୋର ମଦୁଆ ପୋଲିସ୍​@@itsjhon635

    • @RajintaBarik
      @RajintaBarik Месяц назад +1

      ​@@itsjhon635sata katha

  • @pratibhaacharya4558
    @pratibhaacharya4558 2 месяца назад +6

    ସଂପୂର୍ଣ୍ଣ ସତ୍ୟ ଆମେ ସାରା ଓଡ଼ିଶାବାସୀ ସପୋର୍ଟ କରୁଛୁ ଧନ୍ୟବାଦ୍
    ଏମାନେ କ୍ଳବ୍, ନାରି ଧନ୍ଦା ବାର, ରେଷ୍ଟୁରାଣ୍ଟ ମଦ ଘାଟି, ବାଲି ମାଫିଆ,ଗଞ୍ଜେଇ ଚାଲାଣ ୟେ ସବୁରେ ଏମାନେ ପ୍ରଚୁର ଟଙ୍କା ଉଠାଉଛନ୍ତି

  • @ganeswarmahanta1254
    @ganeswarmahanta1254 2 месяца назад +150

    ନାଇଟି ପିନ୍ଧିଲେ ଖୋଲିବାକୁ ସହଜ ହୁଏ।

    • @CHUNY999
      @CHUNY999 2 месяца назад +12

      Kholibani... Teki daba nite

    • @bimbadharjena1572
      @bimbadharjena1572 2 месяца назад +11

      ସହଜରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ପାରିବ ସେଥିପାଇଁ ନାଇଟି ପିନ୍ଧିଦେଇ ଆସୁଛି ସେ ମାଇକିନିଆ ।

    • @MadhabBhola-oo9ud
      @MadhabBhola-oo9ud 2 месяца назад +5

      Right

    • @MahendraBhue-l1t
      @MahendraBhue-l1t 2 месяца назад +6

      .naity pindhile...jldi kama heipariba .....😂😂😂😂😂😂

    • @BSCREATION145
      @BSCREATION145 2 месяца назад +1

      ହାତ ପୁରେଇ ବାକୁ ବହୁତ ସୁବିଧା ହେବ

  • @kirankumarrana2161
    @kirankumarrana2161 2 месяца назад +14

    Wow true statement, selut.

  • @BhabilataSahoo
    @BhabilataSahoo 2 месяца назад +180

    ମାଇକିନା ପୋଲିଶ ନାଇଟ୍ ପିନ୍ଧି କଣ ପେଲା ଖାଉଥିଲା

    • @lie2349
      @lie2349 2 месяца назад +2

      Ta bala nai kichhi...

    • @CNayaK1
      @CNayaK1 2 месяца назад +2

      Right line sir

    • @localgame3580
      @localgame3580 2 месяца назад +6

      ପଲଙ୍କ ସେବା😅

    • @SleepyAtom-do5uf
      @SleepyAtom-do5uf Месяц назад +4

      Khatia seva karuthhila

    • @gurukrupa4151
      @gurukrupa4151 Месяц назад +3

      ହଁ ନାଇଟି ପିନ୍ଧିଲେ ସୁବିଧା ହଉଛି,
      ସେଥିଲାଗି ପିନ୍ଧିଥିଲା , ନାଇଟି ସୁବିଧା କଣ ଟେକିବ ପେଲିବ

  • @pramodakumarojha3155
    @pramodakumarojha3155 2 месяца назад +10

    ମିଶ୍ର ବାବୁ ରାତି କାମ ପାଇଁ ସେ ନାଇଟି ପିନ୍ଧି ଥିଲେ ।

  • @dr.surendranathdash8861
    @dr.surendranathdash8861 2 месяца назад +26

    Brave statement, thanks sir

  • @partimabarik2645
    @partimabarik2645 2 месяца назад +18

    ବହୁତ ଗୁରୁତ୍ବପୁର୍ଣ କଥା ଏହା ହିଁ ଦରକାର 🎉🎉

  • @swastiprasaddas5508
    @swastiprasaddas5508 2 месяца назад +78

    ଲେଡୀସ ପୋଲିସ ଏ ଡ୍ରେସ୍ ଥାନାରେ କାହିଁକି ପିନ୍ଧି ଥିଲେ. ଏ ସରକାର ସର୍ବ ସମ୍ମୁଖରେ ଉତ୍ତର ରଖନ୍ତୁ. ଓଡିଶା ର ପୋଲିସ ସେବା ବିପର୍ଯ୍ୟସ୍ତ. ପୋଲିସ ବର୍ଦୀ ପିନ୍ଧିଲେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି. ଭୁଲି ଯାଉଛନ୍ତି ଯେ ପାଉଥିବା ବେତନ ଟି ଜନସାଧାରଣ ଙ୍କର.

    • @chandrasingh653
      @chandrasingh653 Месяц назад

      Hoire magiha police kn dabubele dress pindhibo rest nahi

  • @BenudharMajhi-oj2dd
    @BenudharMajhi-oj2dd 2 месяца назад +8

    ନାଇଟୀ ପିନ୍ଧିଥିବା ଲେଡୀ ପୋଲିସ କୁ ଜେଲ୍ ହେବା ଦରକାର

  • @JayantkumarSethi
    @JayantkumarSethi 2 месяца назад +47

    ଭାଇ ଜଣକ ଅପ୍ରିୟ ସତ କଥା କହିଲେ । ପୋଲିସ କେବଳ ନେତା ମାନଙ୍କ କଥା ଶୁଣନ୍ତି କିନ୍ତୁ ସାଧାରଣ ଲୋକ କଥା କିଏ ପଚାରେ ..! ପୋଲିସ ବିଭାଗ ରେ ଗୋଟେ ବଡ଼ ପରିବର୍ତନ ଆବଶ୍ୟକ ।

  • @santoshpanda1589
    @santoshpanda1589 Месяц назад +4

    Pura satya kahile a ଭାଇନା

  • @mishrakradika1173
    @mishrakradika1173 2 месяца назад +283

    Sir ଆପଣ ଯାହା କହିଲେ 100% ,ସବୁ ବେଶିଆ

    • @chandanakhatoi2768
      @chandanakhatoi2768 2 месяца назад

      @@mishrakradika1173 to maa basiya

    • @chandanakhatoi2768
      @chandanakhatoi2768 2 месяца назад

      @@mishrakradika1173 to maa basiya

    • @mishrakradika1173
      @mishrakradika1173 2 месяца назад

      @@chandanakhatoi2768 ଭାଇ ତମ ମା ବିଷୟରେ ଖରାପ coment କଲେ ତତେ କେମିତି ଲାଗିବ,ଯାହା କରିବାର ଅଛି ମତେ କରେ

    • @ashokmuduli4902
      @ashokmuduli4902 2 месяца назад +2

      Semane bhakhyak

    • @ashokmuduli4902
      @ashokmuduli4902 2 месяца назад

      Semanku bi nagala kari bulatu ,sabu police nu

  • @AshokKumar-rz8ti
    @AshokKumar-rz8ti 2 месяца назад +3

    Good nice disesana

  • @GulusunKumar
    @GulusunKumar 2 месяца назад +98

    Right Katha କହିଲ ଭାଇ ସେ ପୋଲିସ ଝିଅ କୁ ତା ସ୍ତ୍ରୀ କୁ ଟିକେ ଘେଇଦିଅ

    • @anantanahak2718
      @anantanahak2718 2 месяца назад

      Tapare toh maa toh bhaunni toh stri jhiaku police gehibe tu kanna karibu.se camera re bite deuchi kintu hatare Baga banda sallakhi paribani.

  • @padmanavparhi9602
    @padmanavparhi9602 9 дней назад +1

    You are right bro

  • @ashokkumarnayak499
    @ashokkumarnayak499 2 месяца назад +130

    ଯଦି େକୗଣସି ନ୍ଯାୟ ବିଚ଼ାର ନ ହୁଏ ଜାଣି ବା ଏ ଥିରେ ମହୋନ ମାଝି ର ସପୋର୍ଟ ଅଛି😊

  • @BharatiBeura
    @BharatiBeura 2 месяца назад +8

    Yes yes,right Sir, every ward correct

  • @hrudanandadash8283
    @hrudanandadash8283 2 месяца назад +30

    ମାଲଗାନାଗିରି କଣ ଶସ୍ତାଯାଗା, ଆଉ କଟକ ଭୂବନେଶ୍ଵର ଦାମିଯାଗା ? ଖରାପ୍ କାମକଲେ କୋରାଫୁଟ, ମାଲକାନାଗିରି ଯିବେ ? କାମରେ ଅବହେଳା କଲେ ଜେଲ୍ ପଠାଅ, କୋରାଫୁଟ ନୁହେଁ, ଆଉ ଏଭଳି ଲୋଲୁପି କର୍ମ ଚାରିଙ୍କ ହସ୍ତ ଛେଜନ କରିବାକୁ ନୁଆ ଆଇନ୍ ଆଣ

  • @ArvindMishra-u3u
    @ArvindMishra-u3u Месяц назад +2

    Very Good speech by senior Journalist Tulitababu

  • @lingarajpanigrahi7579
    @lingarajpanigrahi7579 2 месяца назад +22

    Bhai you great,bold person dhikar this govt.Inefficient,law,revenue minister.

  • @PradiptaPradhan-g7f
    @PradiptaPradhan-g7f Месяц назад

    Ati sundar katha apanaku mora koti pranam sir.. Pranam pranam pranam pranam pranam pranam pranam pranam pranam pranam pranam pranam pranam.... Sir. Sir sir proud of you pk

  • @kkmusic38
    @kkmusic38 2 месяца назад +35

    ବ୍ରାହ୍ମଣିଆ police officer ଟା ଟିକେ ଲୋଭ ଅଛି ସେଇ ଲୋଭ ରେ ସବୁ କରେ କିନ୍ତୁ ଜାଣି ନ ଥିଲା ଏଇଟା army ଧନ, ତା ପଛରେ ଏଥର ପଶିବ..

    • @avayapanigrahi
      @avayapanigrahi Месяц назад

      🤣🤣😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

  • @maghubaral9678
    @maghubaral9678 Месяц назад +2

    Ankalnlu. Bahot. Bahota. Dhanybad

  • @niranjannayakgreatodisha2342
    @niranjannayakgreatodisha2342 2 месяца назад +30

    👌👍very very very very thanks to brother

  • @SubashchandraSethy-e7m
    @SubashchandraSethy-e7m 2 месяца назад +7

    Bhai janaka pura thik kahuchhanti thnks

  • @nrusinghabehera9461
    @nrusinghabehera9461 2 месяца назад +12

    Very. Very. Thanks. Sir.

  • @abhiabhi2511
    @abhiabhi2511 2 месяца назад +4

    ଠିକ କଥା ଭୁବନେଶ୍ୱର ଆଉ କଟକ ରେ ଥିବା ସମସ୍ତ ପୋଲିସ ଅଫିସର ଙ୍କୁ ନକ୍ସଲ ଏରିଆ କୁ ଟ୍ରାନ୍ସଫର କରାଯାଉ

  • @brajasundarsahoo1590
    @brajasundarsahoo1590 2 месяца назад +36

    ସେ ନିଲମ୍ବିତ ଆଇଆଇସିକୁ ବହିଷ୍କ।ର କରି ଜେଲ୍ ଦଣ୍ଡ ଦେଲେ ଯାଇ ପ୍ରକୃତ ଦଣ୍ଡ ହେବ l

  • @kalicharanpanda4079
    @kalicharanpanda4079 Месяц назад +2

    pura kada statement hoigala. Thanks ❤❤❤❤❤

  • @birajrath877
    @birajrath877 2 месяца назад +13

    You are great man

  • @ganeshmahapatra5056
    @ganeshmahapatra5056 2 месяца назад +2

    Right kathaa kahichanti thanks 🙏

  • @newstarsvision7754
    @newstarsvision7754 2 месяца назад +20

    Wow right katha 👌👌

  • @sharmisthaswain6107
    @sharmisthaswain6107 2 месяца назад +7

    ଏମିତି ନିର୍ଭୀକ ହୋଇ ଖୋଲା ଖୋଲି chlenge କୁ ଗ୍ରହଣ ଯୋଗ୍ୟ ଧନ୍ୟବାଦ

  • @bandananayak6852
    @bandananayak6852 2 месяца назад +30

    ଏମିତି ନିନ୍ଦନୀୟ ଘଟଣାର ଯଥା ଶୀଘ୍ର ସମ୍ଭବ ପୁଙ୍ଖାନପୁଙ୍ଖ ଓ ନିରପେକ୍ଷ ତଦନ୍ତ କରାଯାଉ ଓ ଦୋଷୀ ମାନଙ୍କୁ ଆଇନତ ଦଣ୍ଡିତ କରାଯାଉ 🙏🙏

  • @apartimoharana2763
    @apartimoharana2763 2 месяца назад +53

    ଏବେ ନୁହେଁ ପୂର୍ବରୁ ରାଜ୍ୟପାଳ ପୁଅ ବେଳରୁ ହେଉଛି. କଣ ହେଲା ତାଙ୍କର? ଜୋତାରେ ଛେପ ପକାଇ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଚାଟି ଚାଟି ସଫା କରିବାକୁ ବାଧ୍ୟ କଲେ. ତାଙ୍କ ସ୍ତ୍ରୀ fir ମଧ୍ୟ ଗ୍ରହଣ କଲେନାହିଁ. ଏହା ଆମରି ଦୋଷ ଆମ ମଧ୍ୟରୁ କିଛି ତାଙ୍କୁ ସପୋର୍ଟ କରୁଛନ୍ତି

  • @muchiramhembram6268
    @muchiramhembram6268 Месяц назад

    ବଡ ଭାଇ ଠିକ୍ କଥା କହିଛନ୍ତି, ମୋ ହୃଦୟରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍

  • @newstarsvision7754
    @newstarsvision7754 2 месяца назад +74

    ପୋଲିସ ତ ସବୁବେଳେ ସାଧାରଣ ଲୋକଙ୍କୁ ବାଡଉଛି ଏବେ ତାକୁ ଛାଡୁନ ଦେଖିବା ଜନତା ଟିକେ ସେଖନ୍ତୁ 😅😅 ଆରେ ପୁଅ ବର୍ଦ୍ଧି ଓହ୍ଲେଇ ବାହାରକୁ ଆ ପୁରା ଫଟେଇ ଦେବେ ତୋ ଗା.....😂😂😂

    • @lie2349
      @lie2349 2 месяца назад

      Mun sidha gandire gheibi mgh corrupted policenka...

  • @sashibhubannaik7030
    @sashibhubannaik7030 Месяц назад +2

    Correct sir.

  • @bibutibehera117
    @bibutibehera117 2 месяца назад +38

    Police officer ମାନଂକୁ CRS ଦେଇ ,ତାକୁ ବିରୁଦ୍ଧରେ criminal offence ଲଗାଇ ତଦନ୍ତ କରାଯିବା ଦରକାର

  • @balarambhoi1185
    @balarambhoi1185 2 месяца назад +1

    Your analysis is absolutely 💯 right sir.

  • @munsarkhan9381
    @munsarkhan9381 2 месяца назад +16

    Yes sir good

  • @PradiptaPradhan-g7f
    @PradiptaPradhan-g7f Месяц назад

    Baba kya bat hain sir you are briliant god of our odisha i am so proud of you sir............ Baba kyabat hen. Pk

  • @AjitKumarSahu-i3h
    @AjitKumarSahu-i3h 2 месяца назад +11

    100℅ correct......

  • @RasmitaSwain-ke4tt
    @RasmitaSwain-ke4tt Месяц назад

    ଆପଣ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍

  • @BabubhaiBabubhai-bu9vm
    @BabubhaiBabubhai-bu9vm 2 месяца назад +21

    Sir ଠିକ୍ କହିଲେ

  • @ShashikantGadanayak
    @ShashikantGadanayak 2 месяца назад +19

    ଏଭଳି ପୁରୁଣା ଖରାପ ରେକର୍ଡ ଥିବା କର୍ମଚାରୀ କୁ ଥାନା କୁ ପଠାଯାଉଛି କେମିତି..

    • @jaydevpradhan9433
      @jaydevpradhan9433 2 месяца назад +1

      କମର ସାରା ବାଳ ସେଥିରୁ କାହାକୁ ବାଛିବୁ।

  • @radhamohanbehera4896
    @radhamohanbehera4896 Месяц назад

    100% accepted, very nice statement for our state government. 🙏🙏

  • @biswajitmohanty589
    @biswajitmohanty589 2 месяца назад +10

    Thik katha sir right 👍👍

  • @jiteshkumar-wl2gk
    @jiteshkumar-wl2gk 2 месяца назад +10

    Thik katha kahila mo bhai

  • @Behera-i9y
    @Behera-i9y Месяц назад

    Good 👍👍👍

  • @thedancinggirlmeenakshimah7408
    @thedancinggirlmeenakshimah7408 2 месяца назад +7

    Vigilance raid heu Dinakrushna ra.

  • @sanjayakumarsahu5757
    @sanjayakumarsahu5757 Месяц назад

    Great..... Open thought...
    Jai Odisha....
    Police raa naa badnam karibaya... Amiti staff...

  • @hrushikeshkar3297
    @hrushikeshkar3297 2 месяца назад +4

    Bhai tumanku anek dhanyabad.

  • @purnachandradakua8265
    @purnachandradakua8265 2 месяца назад +1

    Sir 100% ଠିକ ଆପଣଙ୍କ ବାର୍ତ୍ତା

  • @niharranjandash8869
    @niharranjandash8869 2 месяца назад +20

    ଓଡିଶା ସରକାର 100 ଦିନ ପୂରଣ କଲେ କିନ୍ତୁ ଯାତ୍ରା ପାରଟି ଛୁଆ ଓଡିଶା ସରକାର କାର୍ଯ୍ୟ ରତ ଅଫିସର କୁ ମାଡ଼ ମାରି ବା ଘଟଣା ର କିଛି ହେଲା ନାହିଁ ଏ ଘଟଣା କୁ ମଧ୍ୟ ଚାପାୟ ଦେବେ

  • @julu872
    @julu872 2 месяца назад

    Mausa tame thik kahicha.

  • @GaneswarNayak-e6j
    @GaneswarNayak-e6j 2 месяца назад +5

    ଥାନାରେ ନାଇଟି ପିନ୍ଧି ସେକ୍ସ୍ କରିବାକୁ ସୁବିଧା ହେବ ବୋଲି ମହିଳା ପୋଲିସ ନାଇଟି ପିନ୍ଧିଥିଲା। ଏମାନଙ୍କୁ ସିଧା ଚାକିରି ରୁ ବହିଷ୍କାର କରାଯାଉ। କନ୍ଧମାଳ ,କୋରାପୁଟ ନ ପାଠାଇ ଏମାନଙ୍କୁ
    ଏନ୍ କାଉଣ୍ଟର କରାଯିବା ଉଚିତ୍।

  • @PramodBisoyi-g4h
    @PramodBisoyi-g4h 2 месяца назад

    100% Right 👍👍👍

  • @NilamaniSahu-de9rl
    @NilamaniSahu-de9rl 2 месяца назад +10

    ଏତେ ବଡ଼ ଘଟଣାରେ ଶାସକ ଦଳର କୁହାଳିଆ ନେତାମାନେ ଚୁପ୍ କାହିଁକି? ବିଜେପି ଦଳର ରାଜ୍ୟ ସଭାପତି ହୁଅନ୍ତୁ କିମ୍ବା ଭୁବନେଶ୍ୱର ସାଂସଦ ହୁଅନ୍ତୁ ନିର୍ଯ୍ୟାତନା ର ଶିକାର ହୋଇଥିବା ମହିଳା ଙ୍କ ପ୍ରତି ସମ ବେଦନା ଜଣାଇ ଘଟଣାର ନିନ୍ଦା କରିବା କଥା।

  • @sajani567
    @sajani567 2 месяца назад

    Thik kahichhanti uncle ❤

  • @abhayapati9640
    @abhayapati9640 2 месяца назад +15

    ଏମାନଙ୍କ ଉପରେ କଡା ଆକ୍ସନ ନେବାକୁ ମୋହନ ମାଝୀ ଙ୍କ ଦମ୍ ଅଛିତ??? ଦେଖାଯାଉ କଣ କରୁଛନ୍ତି ମୋହନ ବାବୁ।

    • @lingarajpanigrahi7579
      @lingarajpanigrahi7579 2 месяца назад

      Bjd ବଇଁଶୀ ଧରିଛି କୌନ କାଞ୍ଜି।

  • @mamta2662
    @mamta2662 Месяц назад

    I support u sir, u are right

  • @SalilMohapatra
    @SalilMohapatra 2 месяца назад +8

    Right.

  • @prasantray5483
    @prasantray5483 2 месяца назад +1

    This person who speaks is a Daring man.Hats off to this man.

  • @ldbaghar3992
    @ldbaghar3992 2 месяца назад +6

    ଏଇ ଭାଇ ଙ୍କର କଥା ପୁରା ସିଧା ସଳଖ ଶୁଣିକି ପୁରା ଖୁସି ଲାଗିଲା . ଜୟ ଜଗନ୍ନାଥ ସ୍ବାମୀ

  • @ajaymohanty6368
    @ajaymohanty6368 2 месяца назад +2

    Sata katha Apana kahuchhanti. Mu Ahi katha ku samarthan karuchhi. Thank you bhai

  • @naraharimohanta4398
    @naraharimohanta4398 2 месяца назад +12

    , ଏ ଭଳି ଦୁର୍ନୀତି ଘୋର ବଡ଼ ବଡ଼ ଅଫିସର ମାନଙ୍କ ପାଇଁ special ଜେଲ୍ କରାଯାଉ ଏବଂ ଅଭଳି ଶାସ୍ତି ଦିଆଯାଉ ଯେଭଳି କୋନସି ଅଫିସର୍ ଆଉ ସାହସ କରିବେ ନାହିଁ ଜନତାଙ୍କ ପଇସାରୁ ଦରମା ନେଵ ଜନତାଙ୍କ ଉପରେ ରୋବାବ ଦେଖାଇବା ସଲଙ୍କୁ ଲଙ୍ଗଳା କରି ବିଚ୍ ରାସ୍ତା ରେ ବୁଲାଉ

  • @benudharparida1996
    @benudharparida1996 2 месяца назад +2

    ଭାବୁଥାନ୍ତୁ ସାଧାରଣ ଲୋକ ଅବସ୍ଥା କେମିତି ହେଇଥିବା ସମସ୍ତେ ଚାକିରୀ ଛାଡିଦିଅନ୍ତୁ ବୁହୁତ ଯୁବକ ଆଗକୁ ଆସେଵେ ତମେ ଶଳା କୋଉ କାମକୁ ନୁହଁ 👍

  • @SsBarik-y3v
    @SsBarik-y3v 2 месяца назад +4

    ଧନ୍ୟବାଦ ଭାଇ

  • @jayantamadhei602
    @jayantamadhei602 2 месяца назад +6

    ଭଲ ସେତାର ଲିଙ୍ଗର ଠିପି ଖଲି ମୋହମ ବତୀ ଜାଳି 3/4 ଟୋପା ପକାନ୍ତୁ ସବୁ ସତ ମାନିଯିବ ଏହା ହେଉଛି ତାର ରାମ ବାଣ ଜୟ ଶ୍ରୀ ରାମ

  • @ashishsenapati4527
    @ashishsenapati4527 2 месяца назад

    Sir you are saying Correct

  • @umashankardash5425
    @umashankardash5425 2 месяца назад +8

    ସବୁ ଚୋର ମାନଙ୍କୁ ଖାଲି ମାଲକାନଗିରି ପଠାଅ . ମାଲକାନିଗିରି ଗୋଟେ ଧର୍ମଶାଳା କି ? ଏଭଳି ଲୋକଙ୍କୁ ଚାକିରୀ ରୁ ବାହାର କରି ନୁଆ ପିଲାଙ୍କୁ ଦିଅ । ମାଲକାନଗିରି ମାଟିକୁ ଅପବିତ୍ର କରନି ।

  • @DhanapatiNayak-gv3xl
    @DhanapatiNayak-gv3xl Месяц назад

    Yes sir your 100%right speech sir ❤❤❤❤

  • @dambarutitisilet4476
    @dambarutitisilet4476 2 месяца назад +9

    ଦେଖ ସ୍କୁଲ, କଲେଜ, ହସ୍ପିଟାଲ, ପୋଲିସ ଟେସନ, କମ୍ପାନୀ, ସୋରୁମ ପ୍ରତୀକ୍ଷେତ୍ରରେ ପୁରୁଷ କର୍ମଚାରି ଆଉ ନାରୀ କର୍ମଚାରି ମଧ୍ୟରେ ସେକ୍ସ କାରବାର ହଉଛି ।
    ତେଣୁ ନାରୀମାନଙ୍କୁ ଚାକିରି କରାଇବାଟା ହିଁ ଭୁଲ ଏକିଛି ହୋଇନି ଆଗକୁ ଆଉହେବ ତାଳି

  • @BhaktaBandhusahu-nj7ju
    @BhaktaBandhusahu-nj7ju 2 месяца назад

    Absolutely 💯 correct talk

  • @ratnakaryadav7686
    @ratnakaryadav7686 2 месяца назад +10

    Ladies police ଥାନା ରେ ମୋବାଇଲ ଧରି ସମୟ ନଷ୍ଟ କରୁଛନ୍ତି।

  • @shauryasai7077
    @shauryasai7077 2 месяца назад

    Ye h....sachha odia....good...
    Good reply..sir...

  • @snigdharani-pl8ze
    @snigdharani-pl8ze 2 месяца назад +13

    ଠିକ୍ କହିଛନ୍ତି

  • @Sbhuyan217
    @Sbhuyan217 Месяц назад +1

    Simply appreciated..

  • @POWER_OF_BAPPA
    @POWER_OF_BAPPA 2 месяца назад +26

    ଆଇନ ମନ୍ତ୍ରୀ କଣ କରୁଛନ୍ତି ଘଟଣାକୁ ୫ଦିନ ବିତିଗଲାଣି ତାଙ୍କର ମନ୍ତବ୍ୟ ଜନସାଧାରଣଙ୍କ ଆଗର କଣ ପାଇଁ ଏପଯ୍ୟନ୍ତ ଚୁପ ରହିଛନ୍ତି ବିଜେପି ସରକାର କଣ ପାଇଁ ଚୁପ ବସିଛନ୍ତି

    • @sivanandarout4255
      @sivanandarout4255 2 месяца назад +5

      Samaste chup....kebala subhadra jojana re mati chanti ..... Naveen sarkar jaha thile ea seita

    • @lingarajpanigrahi7579
      @lingarajpanigrahi7579 2 месяца назад +1

      Eauta batua.

    • @MuralidharMulia
      @MuralidharMulia 2 месяца назад +2

      ଦିଲ୍ଲୀ ମାଲିକର ନିର୍ଦ୍ଦେଶ ଆସିଲେ ତ ଆଇନ୍ ମନ୍ତ୍ରୀ କିଛି କହିବେ।

    • @jayantakumar5184
      @jayantakumar5184 2 месяца назад +1

      Right

    • @amarrout3916
      @amarrout3916 2 месяца назад +1

      ପଖାଳ ଖାଇ ଶୋଇଛନ୍ତି ଉଠିଲେ କହିବେ

  • @balaramnatha2249
    @balaramnatha2249 2 месяца назад +13

    ତମେ ଜେଣେ ବୟସ୍କ ଲୋକ ଏତିକି ବୁଝୀପାରୁନ ଜଲଦି ଖେଳ କେମିତି ହବ,ଏତେ ଖୋଲା ଖୋଲି କିଏ କରିବ

  • @BinayakrishnaKanhar
    @BinayakrishnaKanhar 2 месяца назад

    Sata katha kahila ..

  • @prabodhpattanaik6284
    @prabodhpattanaik6284 2 месяца назад +6

    ଠିକ୍ କଥା। କଷ୍ଟ ଲାଗୁଥିବ ହାରାମି ପୋଲିସ୍ ମାନଂକୁ।

    • @anantanahak2718
      @anantanahak2718 Месяц назад

      Na jama nuhen toh bouku gehila bhalli laguthiba police mananku.

  • @pradeepvlogs8134
    @pradeepvlogs8134 2 месяца назад +1

    100% bhal katha kahichanti sir

  • @himanshuparida7011
    @himanshuparida7011 2 месяца назад +11

    ତା ଘରେ rade କରନ୍ତୁ incometax ବିଭାଗ.