ଆଜି(26-12-2024) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV

Поделиться
HTML-код
  • Опубликовано: 25 дек 2024

Комментарии • 669

  • @chakradharapati4080
    @chakradharapati4080 День назад +10

    ଭାଵ ଵିନୋଦିଆ ଠାକୁର ଭକ୍ତ ବତ୍ସଳ ହରି ଭକତ ନିମନ୍ତେ କଳେବର ଦଶ ମୁରତୀ ଧରୀ

  • @Bidyabharati-b4j
    @Bidyabharati-b4j День назад +11

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ହେ ମଣିମା ତମ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏⭕❗⭕🙏🙏🙏🥥🥥🥥♥️♥️♥️♥️🥥🥥🥥🥥🥥♥️♥️♥️♥️♥️♥️🥥🥥🥥🥥🥥🥥🥥♥️♥️♥️♥️🥥🥥🥥🥥🥥♥️♥️🥥🥥♥️♥️🥥🥥♥️♥️🥥🥥♥️♥️🥥🥥♥️♥️🥥🥥♥️♥️🥥🥥🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @chakradharapati4080
    @chakradharapati4080 День назад +10

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ

  • @SagarikaNayak-me2ph
    @SagarikaNayak-me2ph День назад +3

    ବାବା, ମା ତୁମ ପାଦ ପଦ୍ମ ରେ ମୋର ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ❤❤❤❤ ଆଶୀର୍ବାଦ ରଖିଥ୍ଥ ପ୍ରଭୂ ଆମ ଉପରେ,,,,,ରକ୍ଷାକର,,,,❤❤❤❤❤

  • @pratapkumarsahoo5811
    @pratapkumarsahoo5811 День назад +11

    ଜୟ ଜଗନ୍ନାଥ କାଳିଆ ସାଆନ୍ତ ନୀଳତନୁ ଚକାଡୋଳା 🙏🏽ମହୋଦଧିକୁଳେ କଳ୍ପ ବଟ ମୂଳେ ଲଗାଇଛ ଯେଉଁ ଲୀଳା 🙏🏽ସେଲୀଳା ସେ ମହିମା ଦେବ ଅଗୋଚର 🙏🏽କାହୁଁ ଜାଣିବେ ମାନବ ଯାହାଙ୍କ ମହିମା ଅନ୍ତ ନ ପାଆନ୍ତି କିଞ୍ଚତରେ ବ୍ରହ୍ମା ଶିବ 🙏🏽🙏🏽🙏🏽ଏମନ୍ତ ପ୍ରଭୁ ତୁ ଇଶ୍ୱର 🙏🏽ତୋତେ ମୋହର ନମସ୍କାର 🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽

  • @khokanmaiti3810
    @khokanmaiti3810 День назад +10

    🙏🙏🙏⭕‼️⭕🙏🙏🙏 Joy jagannath joy jagannath joy joy sri jagannath 🙏 hare Krishna Prabhu 🙏 hy mohaprobhur koruna koro probhu hoy jagter nath 😭😭😭😭😭😭😭😭

  • @krupasindhumishra3135
    @krupasindhumishra3135 День назад +11

    ମହା ପ୍ରଭୁ ଜଗନ୍ନାଥଙ୍କ ଚରଣେ ସଦା ଶରଣ କୃପା କରିଦିଅ

  • @smitabiswal3318
    @smitabiswal3318 День назад +3

    🌹🌹🌹🌹🌹🌹🌹ଜୟ ଶ୍ରୀ ପତିତପାବନ ମୋହାପ୍ରଭୂ 🌹🌹🌹🌹🌹🌹🌹🌹🌹🌹🪔🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️

  • @gouttammunda412
    @gouttammunda412 День назад +9

    Jay Jay shreejagannath. ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @pabitrakumarpatra4347
    @pabitrakumarpatra4347 День назад +7

    ଜୟ ଜୟ ଶ୍ରୀ ଜଗନ୍ନାଥ ପତିତପାବନ ମହାପ୍ରଭୁ ଙ୍କ ମଙ୍ଗଳ ଆଳତୀ କୁ ମୋର ଅନନ୍ତ କୋଟି ଦଣ୍ଡବତ ହେ ମହାପ୍ରଭୁ ସମସ୍ତଙ୍କୁ ଭଲରେ ରଖିଥାନ୍ତୁ 🙏🌹🙏🪔🪔🪔🪔🪔🪔🪔

  • @dharmajaybal8837
    @dharmajaybal8837 День назад +7

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ⭕‼️⭕🙌

  • @Satyapriya.Das1
    @Satyapriya.Das1 День назад +6

    ଉଦ୍ଧାର କର ହେ ମଣିମା,,, 🛐🛐🛐

  • @PrasaantaBehera
    @PrasaantaBehera День назад +7

    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତୁମେ ଭରସା ❤❤❤❤❤

  • @lopamudramisha3202
    @lopamudramisha3202 День назад +6

    Jay Shree jagannath Jay Jay Shree jagannath Jay Jay Shree jagannath Swami nayan Patha gami bhaba tu me 🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @NarendraDethi
    @NarendraDethi День назад +3

    ହେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଜଗତର ଦୁଃଖ ବୁଝିବେ ହେ ମହା ବାହୁ ଶ୍ରୀ ପତିତପାବନ ଦେବ ନମ୍ଃ ଭଗବତେ ବାସୁଦେବାୟ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ହେ ମହା ବାହୁ ଶ୍ରୀ ହରି ଲକ୍ଷ୍ମୀ ନାରାୟଣ ନମ୍ଃ

  • @renuka-e1n
    @renuka-e1n День назад +9

    ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମାତା ଜୟ ଶ୍ରୀ ସୁଦର୍ଶନ ଜୟ ମା ମହାଲକ୍ଷ୍ମ ସମସ୍ତଙ୍କୁ ଭଲରେ ରଖନ୍ତୁ ମୋ ମହାପ୍ରଭୁ 🙏🙏🌹🌹🙏🙏

  • @ParvatiNayak-l6k
    @ParvatiNayak-l6k День назад +7

    Hare Krishna hare Krishna Krishna Krishna hare hare 🙏🪷🙏 Hare rama hare rama rama rama hare hare 🙏🪷🙏
    Om krushnya basudebya hareya parmatmane pranatha kleshanashay Govinday namo namah 🙏😭😭😭🙏

  • @lovestoryforu9
    @lovestoryforu9 День назад +2

    ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ମା ବିମଳା ❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤❤ ଜୟ ଜଗନ୍ନାଥ ❤❤❤❤❤

  • @prabashkumargochhi7768
    @prabashkumargochhi7768 День назад +7

    ଜୟ ଶ୍ରୀଜଗନ୍ନାଥ 🙏🙏🙏

  • @sadashivapati2989
    @sadashivapati2989 День назад +7

    ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤❤❤ ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @diptiranirout2373
    @diptiranirout2373 День назад +4

    ଜୟ ଶ୍ରୀ ଜଗନ୍ନାଥ ଶ୍ରୀ ଜଗନ୍ନାଥ ଶ୍ରୀ ଜଗନ୍ନାଥ ଶ୍ରୀ ଜଗନ୍ନାଥ ଶ୍ରୀ ଜଗନ୍ନାଥ ଶ୍ରୀ ଜଗନ୍ନାଥ ଶ୍ରୀ ଜଗନ୍ନାଥ ଶ୍ରୀ ଜଗନ୍ନାଥ ଶ୍ରୀ ଜଗନ୍ନାଥ ଶ୍ରୀ ଜଗନ୍ନାଥ ଶ୍ରୀ ଜଗନ୍ନାଥ ଶ୍ରୀ ଜଗନ୍ନାଥ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଦେବୀ କି ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @babitapanigrahi528
    @babitapanigrahi528 День назад +7

    ହେ ପତିତପାବନ ପ୍ରଭୁ ମୋର କୋଟି କୋଟି ପ୍ରଭୁ। ସବୁ ବିପଦରୁ ରକ୍ଷା କର ପ୍ରଭୁ ।ଆମ ସମସ୍ତଙ୍କୁ ଭଲରେ ରଖ ପ୍ରଭୁ 🙏🙏🙏🙏🙏🙏🙏

  • @gullu7961
    @gullu7961 23 часа назад +1

    ❤ ଶୁଭ ସକାଳ ❤🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏❤🙏 ଜୟ ଅଲାରନାଥ ନମଃ 🙏❤🙏 ଆଜିର ଦିନ ସମସ୍ତଙ୍କର ମଙ୍ଗଳମୟ ହେଉ 🙏❤

  • @jkcreations399
    @jkcreations399 День назад +8

    ଜୟ ଜୟ ଶ୍ରୀ ଜଗନ୍ନାଥ । ସମସ୍ତଙ୍କୁ ଭଲରେ ରଖିଥାଅ ପ୍ରଭୁ । ଆଜି ଦିନଟି ସମସ୍ତଙ୍କର ମଙ୍ଗଳମୟ ହେଉ ।

  • @surajwankhede3730
    @surajwankhede3730 День назад +5

    जय श्री रणछोड़राय महाराज की जय☺️🙏🚩
    जय श्री द्वारकाधीश महाराज की जय☺️🙏🚩
    जय श्री जगन्नाथ महाराज की जय☺️🙏
    हरि बोलो हरि हरि बोलो हरि हरि बोलो हरि हरि बोलो हरि हरि बोलो🚩☺️🙏

  • @sumitrapradhan4102
    @sumitrapradhan4102 День назад +5

    Jay jay shree jagannath radhe radhe ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @shradhanjalidas3662
    @shradhanjalidas3662 День назад +4

    Jay Maa❤️🙏Jay Bada Manima❤️🙏Jay Manima❤️🙏

  • @somanathdas686
    @somanathdas686 День назад +8

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏

  • @jharanamohanty4852
    @jharanamohanty4852 День назад +5

    ❤❤❤OM NAMO BHAGABATE BASUDEBAYA NAMAHA❤❤❤

  • @puspanjalibehera4928
    @puspanjalibehera4928 День назад +3

    Jay Jagannath Swami Nayana patha Gami Bhava Tu Me Saha Bharasa 🙏🪔🌹🙏🪔🌹🙏🪔🌹🙏🪔🌹🙏🪔🌹🙏🪔🌹🙏🪔🌹🙏🪔🌹🙏🪔🌹

  • @samratkesharipaschimakabat6461
    @samratkesharipaschimakabat6461 День назад +1

    Jay shree Krishna Jay shree jagannath maa shree subhadra Bhai shree balabhadra shree sudarshan ki ❤

  • @gourangpradhan8712
    @gourangpradhan8712 День назад +2

    🌹🌷🥀🌻💐🚩🪔🙏💅🕉️ JAY JAY SHREE SHREE PATITAPAWAN JAGANNATH MAHABAHU SHARANAM HARI TRAHIMAM PRABHU PAHIMAM JAGATPATE JAY HO 🌹🌷🥀🪔 JAY HO 🌹🌷🥀🪔 JAY HO 🌹🌷🥀🪔🚩🚩🚩🚩🙏🙏🙏🙏🪔🪔🪔🪔🌹🌹🌹🌹 JAY HO

  • @niharikadas4451
    @niharikadas4451 День назад +2

    Nilachala Nibasaya Nityaya Paramatmane Balabhadra shubhadrabyam Jagganathayate Namah 🙏🌷🙏🙏🌷🙏🌷🙏🙏🌷🙏🙏🙏🙏🌷🌷🙏🌷🙏🌷🙏🌷🙏🌷

  • @sankargouda773
    @sankargouda773 День назад +2

    Jay Jagannath ji 🌼🌼🪻🪻🏵️🪻🌺💐🌷🌷🪷🌸🌸🪷🌸⚫‼️⚫🌸🪷🪷🙌🙌🌸🌼🌼🏵️🪻🪻🙏💐💐💐🙌🙏

  • @Moonlight_starx_yuki
    @Moonlight_starx_yuki День назад +2

    Jay shree Jagannath mahaprabhu koti koti pranam 🪷🙏🏻

  • @ParvatiNayak-l6k
    @ParvatiNayak-l6k День назад +1

    He Prabhu laxmikanta tuma shree payare koti koti pranipata 🙏🙏😭🙏😭🙏😭🙏🙏😭

  • @pratapchandra4926
    @pratapchandra4926 День назад +1

    Trahi korohe porombraho jay jagannath ananta koti prana🎉🎉🎉🙏🙏🙏

  • @dipanshuvermaa5618
    @dipanshuvermaa5618 День назад +2

    He patit Pawan Narayan apko hm tuch jeevo ka koti koti pranam mohan pyare hai ❤ happy ekadashi kanha 😢❤⭕❗⭕🙏🏽🫂🌹

  • @sanjaykumarsahoo1896
    @sanjaykumarsahoo1896 День назад +4

    Jay shree jagannath 🌼🏵️🌼🏵️🌼🏵️⭕‼️⭕💮🪔💮🪔 Jay shree jagannath 💐💮💐💐💐💐💐💐⭕‼️⭕🌺🌿🌺🌺🌿💐💮💐💮💐💮💐💮💮💮 Jay shree jagannath 🌻🌺🌻🌻🌻🌻🌻🌺🌻🌺🌻🌻🌻

  • @sumitrarana1977
    @sumitrarana1977 День назад +2

    ❤❤ ଜୟ ଜୟ ଶ୍ରୀ ଜଗନ୍ନାଥ ❤❤

  • @magsirasahu2050
    @magsirasahu2050 День назад +3

    Jay shree Jagannath patitapaban mahaprabhu jay maa mahalaxmi 🛕⭕‼️⭕🐚🔔☸️🚩👣🛐🕉️🌅🌄✡️👣🛐📿🪔🪔🪔🪔🪔🍓🍎🍈🍌🌾🍍🥭🍇🍏🌿🚩🪷💐🌷🌷🙏🙏🙏🌼🙏🙏🙏🙏🙏🙏🙏🙏🙏🙏🙏🙏🙏🙏⭕

  • @rabindragoud6623
    @rabindragoud6623 День назад +2

    Jay jagarnath Jay jagarnath Jay jagarnath Jay maa Laxmi Narayan Jay ma Laxmi Narayan Jay ma Laxmi Narayan 🙏🙏🙏🙏🌄 🌄🌄🪔🪔🪔🪔🪔🪔🪔🪔🪔🪔🪔

  • @saraswatisahoo1033
    @saraswatisahoo1033 День назад +2

    Jay jagannath swami nayana patha gami bhaba tume ❤❤❤

  • @tapanpradhan880
    @tapanpradhan880 День назад +1

    Saha heithiba maha prabhu sabu bhalare heijau tume asiba ama laxmi maa uku ne ama ghare aji puja heuchi prabhu sabu Thik karideba tuma krupa ama upare barasi deo he bhai aji pujare basiba Jay jagannath swami nayan patha gami bhaba tume🙏🙏🙏🙏🙏🙏🙏🙏🙏🙏🙏🙏🙏 😭😭😭😭😭😭😭😭😭😭😭😭

  • @jharanaparida6448
    @jharanaparida6448 День назад +2

    Jay jaganath Jay jaganath Jay jaganath ♥️♥️♥️♥️♥️🙏🙏🙏🙏🙏

  • @bhubanranjandash7017
    @bhubanranjandash7017 День назад +1

    ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ

  • @rajendrasahu4199
    @rajendrasahu4199 День назад +2

    ଜୟ ଜୟ ଜଗନ୍ନାଥ 🙏ମୋ ପ୍ରଭୂ ଜଗନ୍ନାଥ 🙏ଶୁଭ ସକାଳ ମଣିମା 🙏ହେ କାଳିଆ ସାଆନ୍ତ କଳାଶ୍ରୀମୁଖ 🙏ପତିତପାବନ ନାରାୟଣ ଶ୍ରୀ ହରି 🙏ହେ ବାସୁଦେବ 🙏କେଶବ 🙏ମାଧବ 🙏ହେ ଗୋବିନ୍ଦ 🙏ଗୋପାଳ 🙏ହେ ଦୀନବନ୍ଧୁ 🙏କୃପାସିନ୍ଧୁ 🙏ହେ ମଙ୍ଗଳ ମୟ ତଵ ଶ୍ରୀ ମଙ୍ଗଳ ଆଳତି ଦର୍ଶନ କୁ ଏ ଅଧମ ର ଅନନ୍ତ କୋଟି ପ୍ରଣିପାତ ମଣିମା 🙏ହେ ପ୍ରଭୂ ପରମବ୍ରହ୍ମ ସାରା ସଂସାର କଲ୍ୟାଣ କର ହେ ଦିନବାନ୍ଧବ 🙏ଜୟ ଶ୍ରୀ ଲକ୍ଷ୍ମୀ ନାରାୟଣ ଙ୍କ ଚରଣେ ଶରଣ 🙏ଜୟ ଶ୍ରୀ ରାଧେ ଗୋବିନ୍ଦ 🙏ଜୟ ମା ବାଟ ମଙ୍ଗଳା 🙏ଜୟ ମା ବିମଳା ପ୍ରଣାମ ମା 🙏ଜୟ ଜୟ ହନୁମାନ 🙏🙏

  • @tusharranjannayak4002
    @tusharranjannayak4002 День назад +1

    ହେ ପ୍ରଭୁ ପତିତପାବନ ❤️🙏❤️

  • @jayshreekrishna-bs5gp
    @jayshreekrishna-bs5gp День назад +2

    Jay shree jagannath swami 🙏🏻🪷🙏🏻🪷🙏🏻🪷🙏🏻🪷🙏🏻🪷🙏🏻🪷🙏🏻🪷🙏🏻🪷🙏🏻🪷🙏🏻🙏🏻

  • @damayantidas5308
    @damayantidas5308 День назад +2

    ❤❤❤ଜୟ ଜଗନ୍ନାଥ ହରିବୋଲ ହରିହରିବୋଲ ହେ ବାସୁଦେବ ହେ ମହାବାହୁ ହେ ପତିତପାବନ ଆପଣଙ୍କ ପାଦପଦ୍ମ ରେ ଆମମାନଙ୍କର ଅନନ୍ତ କୋଟି କୋଟି ପ୍ରଣାମ ମଣିମା ମଣିମା ଆପଣ ସମସ୍ତଙ୍କୁ ଭଲରେ ରଖନ୍ତୁ ମଣିମା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମଣିମା ଚତୁର୍ଦ୍ଧାମୂର୍ତ୍ତିଙ୍କୁମୋର ଅନନ୍ତ କୋଟି କୋଟି ପ୍ରଣାମ ମଣିମା ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜୟ ଦେବହରେ ହରେ ଜୟଜୟଦେବହରେ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤

  • @bikashpradhan5096
    @bikashpradhan5096 День назад +1

    Mahaprabhu kalia saant dhuka dura kara 😭😭😭😭😭😭🙏🙏🙏🙏 thaki padilini mu 😭😭😭😭😭

  • @pradeepbehera1827
    @pradeepbehera1827 День назад +1

    ଜୟ ଜୟ ଜୟ ଶ୍ରୀ ଶ୍ରୀ ଶ୍ରୀ ବଲଭଦ୍ର ଦେବ ଶୁଭଦ୍ରା ମା ଜଗନ୍ନାଥ ମହାପ୍ରଭୁଙ୍କ ଜୟ। ଆପଣଙ୍କର ଶ୍ରୀ କମଳ ଚରଣ ରେ କୋଟି କୋଟି ପ୍ରଣାମ ହେ ପଦ୍ମନାଭ ମନମୋହନ ପଦ୍ମଲୋଚନ ଜଗତେଶ୍ୱର । ସବୁବେଳେ ଭଲରେ ଥାଅ ହେ ନାରାୟଣ ବାସୁଦେବ ଗୋପାଳ ବିହାରୀ। ଆପଣଙ୍କର ମଙ୍ଗଳ ହେଉ ହେ ଜଗତ ପାଳକ ଶ୍ରୀ ହରି ଲକ୍ଷ୍ମୀପତି ଦାମୋଦର। 🪷🪷🪷🪷⭕❗❗⭕🙏🙏🙏🙏❤️❤️❤️❤️

  • @nareshchandrasahu9774
    @nareshchandrasahu9774 День назад +3

    Jay shree Jagannath 🙏🙏🙏🙏🙏🙏🙏🙏🙌🙌🙌🙌🙌

  • @nabinbaisakha1454
    @nabinbaisakha1454 День назад +25

    ଜୟ ଜୟ ଜଗନ୍ନାଥ ଶୁଭ ସକାଳ ରେ ପତିତ ପାବନ ନାରାୟଣଙ୍କ ମଙ୍ଗଳ ଆଳତି ଦର୍ଶନ କରି ଭକ୍ତଙ୍କ ଭିଡ଼, ହେ ପ୍ରଭୁ ହେ ଭଗବାନ ତୁମେ ସାହା ଭରଷା ଏହି ଭକ୍ତି ଭାବରେ ଅଧମ ଅକ୍ଷମ ତୁମରି ପାଦ ତଳେ ଦଣ୍ଡବତ ତୁମେ ରକ୍ଷା କର

  • @UmakantaBehera-o1p
    @UmakantaBehera-o1p День назад +1

    Jay Jaganntha swami ji ki jai ho 🌹🙏🌹🙏🌹🙏🌹

  • @satishkumarpradhan8849
    @satishkumarpradhan8849 День назад +1

    Jai shree jagannath 🙏🚩🌺

  • @miraraula1082
    @miraraula1082 День назад +1

    Jay jagannath Swami Nayana patha gami vhaba tume mo Bhai re dukha Dura kar he parvhu ❤❤❤❤❤❤❤

  • @RadheKirshna-z5i
    @RadheKirshna-z5i 18 часов назад +1

    ❤️ Jey 🚩 Jey 🕉️ Sri 🚩 Jagannath 🕉️ Maha 🚩 Parbhuji 🕉️ Maharaj 🚩 Ji 🕉️ Ram 🚩 Ram 🕉️ Ji 🚩 Piyare 🕉️ Sakhaa 🚩 Jagannath 🕉️ Maha ❤️ Parbhuji 🚩 Maharaj 🕉️ Ji ❤️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩🕉️

  • @manjulapatro2183
    @manjulapatro2183 День назад +1

    Jai shri jagannath Swami 🚩🙏 Hare krishna hare Rama ❤❤❤❤ Radhe Radhe 🍁🍁🙏

  • @kabitasahu214
    @kabitasahu214 День назад +2

    Jay Jagannath 🙏🙏🙏🪔🪔🪔🚩🚩🚩❤️❤️❤️

  • @ashishbehera2169
    @ashishbehera2169 День назад +2

    Jayjagananth jayjagananth jayjagananth

  • @purnachandrasahu6785
    @purnachandrasahu6785 День назад +1

    ତ୍ରାହି ହେ ଜଗନ୍ନାଥ 👏

  • @arjunkhuntia8698
    @arjunkhuntia8698 20 часов назад

    ହେ ରାଧାମାଧବ ତୁମ ମଙ୍ଗଳ ଆଳତିରେ ଏ ସଂସାର ମଙ୍ଗଳମୟହେଉ ମଣିମା ତୁମ ଶ୍ରୀ ଚରଣାର ବିନ୍ଦରେ ଏ ଅଧମର କୋଟି ପ୍ରଣାମ ହେ ବିଶ୍ୱବିଧାତା 🙏🙏🙏🙏🙏🙏🙏🙏❤️❤️❤️❤️🙏🙏🙏🙏🙏

  • @SupravaRout-g5j
    @SupravaRout-g5j День назад +1

    Jaya jagannath swami Nayana patha gami vaba tume

  • @JkjaganMalik
    @JkjaganMalik День назад +1

    Jay Shri Jagannatha 🙏🙏🪷🪷
    Jay Mata Shri Laxmi 🙏🙏🪷🪷

  • @mangulumahanta6222
    @mangulumahanta6222 День назад +1

    Jai shree jagannath maha prabhu maa subhadre mu bada bhai balabhadre jagatara samastankara mangala karantu Dharma ra heu Jai papa ra heu kshya radhe radhe Prabhu ji

  • @sjena9474
    @sjena9474 19 часов назад +1

    Omm namaha shivaya omm namaha narayanayah deva namaha namaha namaha namaha namaha namaha omm namaha bhagavate vasudevaya Namaha Namaha Namaha Namaha Namaha Namaha omm Sri radhe radhe radhe radhe radhe radhe🙏🏽🙏🏾🙏🏾🙏🙏🏽🙏🏾🙏🙏🏽🙏🏽🙏🙏🙏🏽🙏🙏🏽🙏🙏🏾🙏🙏🏽🙏🙏🏾🙏🙏🏽🙏🙏🏾🙏🙏🏽

  • @sumitraranidas
    @sumitraranidas День назад

    ଜୟ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବତୁମେ 🙏🙏🙏କୋଟି କୋଟି ପ୍ରଣିପାତ ମଣିମା ଶ୍ରୀ ପୟରରେ 🙏🙏🙏🙌🙌🙌🙌

  • @smitamahalik9180
    @smitamahalik9180 День назад +1

    ଶ୍ରୀ ରାଧା

  • @sjena9474
    @sjena9474 19 часов назад +1

    Jay Sri Sri Sri Sri Sri Sri Sri Sri Sri Sri ganeshaya ganapataye gajanana girija nandana lambodaraya vakratunda mahakaya Surya koti samaprabha nirbighnam kurumedeva sarva karyeshu sarbadahh omm Sri radhe radhe radhe radhe radhe radhe radhe radhe jay sri radhe radhe radhe radhe radhe radhe radhe jay sri srikrishna Govinda hare murari hey natha narayana vasudeva omm Sri radhekrishna Govinda hare murari hey natha narayana vasudeva radhe radhe radhe radhe radhe radhe radhe radhe radhe radhe jay Srikrishna👍🏽🎂💐🌞⭕🎉🛕💮🍬🕉️💯💖⭕‼️⭕🪔🌾👍🏽🌱🌱🌄✡️🙏🏾🙏✅🔯🩷👌🏽🪷🚩

  • @patitapabansahoo1152
    @patitapabansahoo1152 День назад +3

    ❤ Jay Jagannath

  • @AMITBISWAL-u8q
    @AMITBISWAL-u8q День назад +1

    🐚🕉🔔JAY SHREE JAGANNATH ⭕ ⭕🐚☀🌴🥥🌿🥥🌿🥥🌿🌼🌼🌼🌿🌺🌺🌺🌿🌹🥀🌷🌿🌻🌻🌻🌿🌸🌸🌸🌿💐🌿🍎🌿🪔🪔🪔✨🙏

  • @Sonusonu-vn4ng
    @Sonusonu-vn4ng 19 часов назад +1

    Jay Prabhu patita paban Prabhu ki jay

  • @prasanti1988
    @prasanti1988 День назад

    ତୁମେବ ମାତାଶ୍ଚ ପିତା ତୁମେବ ତୁମେବ ବନ୍ଧୁଶ୍ଚ ଶଖା ତୁମେବ ତୁମେବ ବିଦ୍ୟା ଦ୍ରାବିଡ଼ମ ତୁମେବ ତୁମେବ ସର୍ବ ମମ ଦେବ 🙏🙏🙏🙏😭😭😭😭.

  • @SuvamsrikantaBehera
    @SuvamsrikantaBehera День назад +3

    ଜୟ ଶ୍ରୀ ଜଗନ୍ନାଥ ହେ ମହାପ୍ରଭୁ ଏ ଦୁନିଆଁ ଏ ସଂସାର ଏ ଜୀବ ଜଗତ ଏ ପାଣି ପବନ ସବୁ ଆପଣଙ୍କ ଦାନ ହେ ପରମ ଆତ୍ମା ହେ ପରମ ବ୍ରହ୍ମ ହେ ପରମ ପୁରୁଷ ମହାପ୍ରଭୁ ସମସ୍ତଙ୍କୁ ସଦ୍ ବୁଦ୍ଧି ପ୍ରଦାନ କର ଯେପରି ତୁମ ହାତ ଗଢା ସଂସାର କୁ ନଷ୍ଟ ନ କରି ସୁରକ୍ଷା କରିବେ ଜୟ ଜଗନ୍ନାଥ ତୁମର ମଙ୍ଗଳ ଆଳତି କୁ ଆମର ଅନନ୍ତ କୋଟି ପ୍ରଣାମ ଜୟ ଶ୍ରୀ ଜଗନ୍ନାଥ

  • @GitanjaliDash-z2m
    @GitanjaliDash-z2m День назад +1

    Jay jagannath prabhu samastaknku khusi re rakha etiki tumapadatala maguni

  • @dkbchannel9992
    @dkbchannel9992 День назад

    Jay jagannath swami nayana patha gami bhaba tume 🙏🙏🙏🙏🙏
    Jay shree jagannath 🙏🙏🙏🙏🙏
    Jay shree balabhadra 🙏🙏🙏🙏🙏
    Jay shree subhadra maa 🙏🙏🙏🙏🙏
    Jay maa laxmi 🙏🙏🙏🙏🙏
    Jay shree sudarshan 🙏🙏🙏🙏🙏

  • @pranabnayak-zn8qy
    @pranabnayak-zn8qy День назад +1

    Jai. Jagannath❤❤❤❤❤❤❤❤

  • @SubashBehera-c8e
    @SubashBehera-c8e День назад +1

    Jay Jagannath 🙏🙏🙏🌹🌹🌹🥥🥥🥥🌙🌙🌙‼️⭕‼️

  • @rabipanda9569
    @rabipanda9569 День назад

    ❤❤Jay Jagannath mprp Jay Sri Ganesh mprp Jay Prabhu Loknath mprp Jay maa maa dakhinkali mprp Jay maa mahalaxmi mprp ❤❤Jay Sri markendeyswaraya namha mprp ❤❤Prabhu ashribad rahithau ❤❤Krupa drusti mprp ❤❤

  • @surendranathnayak9319
    @surendranathnayak9319 22 часа назад

    ଦୟା ତାଙ୍କର ଜୀବନ ତାଙ୍କ ର, ଖେଳ ବି ତାଙ୍କର ଧନ ତାଙ୍କର କେବଳ ନିମିତ୍ତ ମାତର ଆମେ, ଜୟ ଜଗନ୍ନାଥ ଜୟ ମା ଲକ୍ଷ୍ମୀ ❤❤

  • @pratimamohapatra1720
    @pratimamohapatra1720 День назад

    ଯେତେ ଦେଖୁ ଥିଲେ ନୂଆ ଦିଶୁଥାଅ
    ଅପୂର୍ବ ସେ ରୁପକାନ୍ତି
    ତୁମରି ଦୁଆରେ ପାସୋରି ପକାଏ
    ଅପଶୋରା ମୋ ଦୁଃସ୍ଥିତି।
    ଭାବ କେତେ ଜଣ ନାହିଁ
    ଅଭାବେ ତୁମକୁ ଝୁରି ହେଉଥାଏ
    ରକ୍ଷା କର ଭାବଗ୍ରାହୀ।
    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,🙏🙏🙏🙏🙏🙏🙏

  • @PinkiMahanty-so6yg
    @PinkiMahanty-so6yg День назад +1

    mo kalia nilachalia chakadolia samastankaangala karahe kalia auna mo garabhare baduthiaba pilaku bhalare duniyaku ana saha hua daya kara bhala tikia dia tamara karideichi prabhu rakhaya kariba saha heba mo suna pua

  • @pradhanparamananda5142
    @pradhanparamananda5142 20 часов назад +1

    Jay jagannath 🙏🙏🙏⭕❗⭕

  • @AshisKundu-xq7bp
    @AshisKundu-xq7bp День назад

    Jay shree Prabhu Jagannathji, Jay shree Prabhu Bala Ramji, Jay Subhadra ji ⭕‼️⭕🙏🪷🙏

  • @sasmitabiswal3011
    @sasmitabiswal3011 День назад

    Jai jai shree jagannath Jai Jai shree krishna jai jai shree ram jai shree radhe radhe jai jai shree laxmi mata jai jai shree sai baba Maharaj Jai jai shree Madhuri baba jai jai shree mahapravu koti koti koti pranam help everyone a6 🍒❤️🌹🌾🕉️🪔🪔👏🤲🙏🙏🙏🙏🙏🙏🙏🙏🙏

  • @shibanimitra4108
    @shibanimitra4108 День назад

    जय श्री जग्गननाथ स्वामी 🌸🙌🙌🙌🌸मैं नतमस्तक होकर 🌸 मेरा 🌸प्रेम एवम भक्ति 🌸 मई प्रणाम🌸 आप के चरण कमल में स्विकार कीजिए हरी🌸🙏 बोल

  • @bapobiswal5800
    @bapobiswal5800 День назад +1

    Jay Jagannath 😢😢😢

  • @jibandeeprout9729
    @jibandeeprout9729 День назад

    Jay jagannath swami hay manima mira sia haiejau pravhu Mora aau kichi darakar nahin ta hay manima mo Mora tanka paiesa kichidarkar nahin bas gote bhala mana darkar jia mate bujhiparuthiba Jay jagannath🙏🙏🙌🙌

  • @abhijitmallik9164
    @abhijitmallik9164 День назад

    Jay jagannath swami nayana patha gami bhava tume 🙏🙏🙏🙏🙏

  • @AnandaMohanty303
    @AnandaMohanty303 День назад +1

    Jay jaganath😢😢❤❤

  • @LikuSahoo-y4h
    @LikuSahoo-y4h День назад +1

    Mahaprabhu 🙏🙏

  • @bijayalaxminayak8904
    @bijayalaxminayak8904 День назад

    ଜୟ ଜୟ ଶ୍ରୀ ପତିତପାବନ ମହାପ୍ରଭୁ🌺🙏🌺🙏🌺 🪔🪔🚩🚩

  • @MinatiSethi-u1c
    @MinatiSethi-u1c День назад +1

    Prabhu 🙏

  • @sanjaynayak6059
    @sanjaynayak6059 День назад +2

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏 ଓଁ ନମଃ ଭଗବତେ ବାସୁଦେବାୟ 🙏🙏🙏

  • @Pinkybehera-u6d
    @Pinkybehera-u6d День назад +1

    ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମା ଜୟ ମା ଲକ୍ଷ୍ମୀ ଜୟ ମା ବାଟ ମଙ୍ଗଳା ଜୟ ଶ୍ରୀ ସୁଦର୍ଶନ ମୋର ମନସ୍କାମନା ପୂରଣ କର ପ୍ରଭୁ🙌🏻🌼🏵️🪷🪷🪔🌸🌷⭕❗⭕🙏🏻🌺

  • @ThinkAboutStudy
    @ThinkAboutStudy 21 час назад +1

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତୁମ ଚରଣରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Pinkybehera-u6d
    @Pinkybehera-u6d День назад +1

    ସକାଳ ପ୍ରଣାମ ଘେନ ହେ ଚକାନୟନ 🌺🙏🏻⭕❗⭕🌷🌸🪔🪷🌹🏵️🌼🙌🏻

  • @banitamalik2353
    @banitamalik2353 День назад +1

    Hai jagannath mahabahu prbhu tum darshan pain thare dori Lagaee dia.🙏🙏🙏🙏a janma dhanya hoee jiba.🚩🚩🚩⭕❗⭕🥥🥥🥥🥥🥥

  • @papunswain574
    @papunswain574 День назад +2

    JAY JAGANNATH🙏🙏🙏🙏