ସୁନାର ମନ୍ଦିର ଏଠାରେ ସବୁଦିନ ଲକ୍ଷେ ଲୋକ ଙ୍କୁ ମାଗଣା ରେ ଖାଇବାକୁ ଦିଆଯାଏ || Golden Temple Punjab Amritsar

Поделиться
HTML-код
  • Опубликовано: 8 янв 2025

Комментарии •

  • @LaxmanOfficial8
    @LaxmanOfficial8 4 месяца назад +183

    ଲବ ଭାଈ ଙ୍କୁ ହୃଦୟ ରୁ ଭଲ ପାଉଥିଲେ ଲାଇକ କରନ୍ତୁ।❤😊

  • @bhanjentertainment4371
    @bhanjentertainment4371 4 месяца назад +113

    ଲବ ଭାଇ ଙ୍କ ଦ୍ଵାରା ସାରା ଦୁନିଆ ଦେଖି ପାରୁଛି ..

  • @hoknowledgeodisha
    @hoknowledgeodisha 4 месяца назад +301

    କିଏ କିଏ ମୟୂରଭଞ୍ଜ ରୁ ଦେଖୁଛ ଲାଇକ ଗୋଟେ ହୋଇଯାଉ ❤❤👍👍

  • @Laxmi-lu7jc6rb8q
    @Laxmi-lu7jc6rb8q 4 месяца назад +37

    ଲବ ଭାଇ 🎉😊❤ ରାକ୍ଷୀ ପୂର୍ଣିମା ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

  • @danardhanmunda4172
    @danardhanmunda4172 4 месяца назад +21

    ଜାଲିଆନାୱାଲାବାଗ ଵିଷୟ ରେ ଇତିହାସ ବହି ରେ ପଢ଼ିଥିଲି ଆଜି ସତରେ ଦେଖୁଛି। love you Laba Bhai ❤💖

  • @Odia.Jhia_Puja
    @Odia.Jhia_Puja 4 месяца назад +105

    Best traveller ଲବ ଭାଇ 🎉🎉👍ସତରେ କେତେ ଭଲ ଭଲ କଥା ଆଉ ଭଲ ଯାଗା ଆମକୁ ଦର୍ଶଉଛନ୍ତି 😊 ଆଛା କିଏ କିଏ ଲବ ଭାଇ ଙ୍କୁ ହୃଦୟରୁ ଭଲ ପାଅ❤ ଲାଇକ୍ କର😍👍🏻👍🏻

  • @Oyeblogersyam
    @Oyeblogersyam 4 месяца назад +79

    କିଏ କିଏ ଲୋବ ଭାଇଙ୍କୁ ସପୋର୍ଟ କରୁଛନ୍ତି plz ଲାଇକ କରନ୍ତୁ ❤❤

  • @alibanath2011
    @alibanath2011 3 дня назад +1

    Thank u bhai mu kahithili sunara video aniba pain au thare tq

  • @SagarBage-143
    @SagarBage-143 4 месяца назад +16

    ନାରୀଙ୍କୁ ସମ୍ମାନ ଦେବା
    ହୃଦୟରେ ମାନବିକତା ରଖିବା
    Happy Rakshabandhan ❤

  • @dineshkumarpatra7881
    @dineshkumarpatra7881 4 месяца назад +2

    ଯାହା ସବୁ କହିଲେ ଲବ ଭାଈ ସବୁ ସତକଥା ❤❤❤

  • @judhisthiranaik2503
    @judhisthiranaik2503 4 месяца назад +15

    🙏ଜୟ ଜଗନ୍ନାଥ 🙏ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ଏତେ ସୁନ୍ଦର ସୁନ୍ଦର ଜାଗା, ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖାଇ ଆମ୍ଭମାନଙ୍କ ମନ ଖୁସି କରୁଥିବାରୁ ବହୁତ ବହୁତ ଧନ୍ୟବାଦ l

  • @Odia.Jhia_Puja
    @Odia.Jhia_Puja 4 месяца назад +48

    ପ୍ରଭୁ ଜଗନ୍ନାଥ ତମ ଭଲରେ ରଖନ୍ତୁ ଭାଇ😊🙏🏻...ଆଜିକା ଦୁନିଆରେ ତମ ପାଇଁ ଆମକୁ ତ ବହୁତ୍ କିଛି ଶିଖିବାକୁ ମିଳୁଛି❤❤ really u are great broo 🔥🔥✨🎉❤️

  • @TukuramMohanta
    @TukuramMohanta 4 месяца назад +41

    ରାଇରଙ୍ଗପୁର ରୁ କିଏ କିଏ ଦେଖୁଛନ୍ତି ଲାଇକ କର ❤❤❤

    • @sushantakumarpatra8697
      @sushantakumarpatra8697 4 месяца назад +1

      ମୁଁ rairangpur ରୁ ଦେଖୁଛି ଭାଇ
      🎉🎉🎉🎉🎉🎉🎉

    • @HEMBRAM_COLLECTION
      @HEMBRAM_COLLECTION 4 месяца назад +3

      Mu BISOI ru dekhuchiii❤

  • @surendrabhoi7529
    @surendrabhoi7529 4 месяца назад +4

    Bahut bhal lagila
    Golden temple

  • @mahadevsingh4659
    @mahadevsingh4659 4 месяца назад +11

    ବାରିପଦା , ତେୟାଃ ଅକଏ ବୁ କୟଃ ତାନାଃ

  • @babuliparida3410
    @babuliparida3410 4 месяца назад +1

    ବହୁତ ସୁନ୍ଦର ଜାଗା ଧନ୍ୟବାଦ ଭାଇ 🙏🙏

  • @The_part_of_nature
    @The_part_of_nature 4 месяца назад +24

    ଜୟ ଜଗନ୍ନାଥ ହୃଦୟରୁ ଲବ ଭାଈ ବହୁତ୍ ସାରା ଭଲ ପାଇବା ଦଉଛି ❤❤❤

  • @dasarathimohapatra618
    @dasarathimohapatra618 4 месяца назад +6

    ବହୁତ ସୁନ୍ଦର ହେଇଛି ଭିଡିଓ ଟି, ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ଏମିତି ହସଖୁସିରେ ଯାତ୍ରା ମଂଗଳ ମୟ ହେଉ,ଜୟ ଜଗନ୍ନାଥ,

  • @SantoshKumarMandal-k5e
    @SantoshKumarMandal-k5e 4 месяца назад +10

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ❤️❤️❤️

  • @shreekantamallikoficial
    @shreekantamallikoficial 4 месяца назад +10

    Odisha number 1 vlogger I'm from Sonepur distric ❤❤❤

  • @IswarPradhan7ce9uc8z
    @IswarPradhan7ce9uc8z 4 месяца назад +7

    ଲବ ଭାଇ ଏଇ ଜାଗା ର ନାଁ କଣ ବହୁତ୍ ସୁନ୍ଦର ହେଇଛି👍👍👍

  • @sushilchakisushil557
    @sushilchakisushil557 4 месяца назад +6

    ଲବ ଭାଇ ସେ ଜାଗା ହେଉଛି ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ 1919 ରେ ହେଇଥିଲା 😢😢❤❤

  • @ManojHembram-gp6ns
    @ManojHembram-gp6ns 4 месяца назад +5

    Bahot bariya laga video dhanyawad Bhai ❤❤❤❤❤❤❤❤❤

  • @JituPagada
    @JituPagada Месяц назад +1

    Laba bhai nku jaganath bhal are rakhantu

  • @odiajhiasweta6593
    @odiajhiasweta6593 4 месяца назад +15

    Laba bhai always in our hearts ❤❤
    Love from bhubaneswar ❤

  • @sunitasunitamohantamohanta5852
    @sunitasunitamohantamohanta5852 4 месяца назад +1

    ଭାଇ 🙏ଦୁନିଆର ବଡ଼ କିଚନ ଜଗନ୍ନାଥ ମନ୍ଦିର re

  • @AnandaMohanta-t6i
    @AnandaMohanta-t6i 4 месяца назад +11

    ମୟୂରଭଞ୍ଜ ରୁ କିଏ କିଏ ଦେଖୁ ଛ ଲାଇକ👍 କର

  • @pravasinipatra5961
    @pravasinipatra5961 4 месяца назад +1

    Mun jaichi golden temple bahut sundar jaga

  • @KhiramatiMD
    @KhiramatiMD 4 месяца назад +15

    ମାନନୀୟ
    ସ୍ୱର୍ଗତ ଶ୍ରୀ ଯୁକ୍ତ ଗାନ୍ଧୀ ହେ
    ସ୍ୱାଧୀନ ଦେଇ ଚାଲିଗଲ ତୁମେ
    ଆମେ ହେଇଗଲୁ ଛନ୍ଦି ହେ,,
    ରାମ ରାଜ୍ୟ ପାଇଁ ସପନ ଦେଖିଲ
    ରାବଣ କରିଲା ବନ୍ଦୀ ହେ
    ଦଲାଲ ମାନଙ୍କ ଶାସନ ଚାଲିଲା
    ଭେଜାଲ ଦେଲାଣି ଛନ୍ଦି ହେ
    ଦେଶରେ ଜନନୀ ପ୍ରସବ କରୁଛି
    ବାଟେଘାଟେ ଲୁଗା ବାନ୍ଧି ହେ
    ଦେଶର କୃଷକ ରୁଣାଗ୍ରସ୍ଥ ହୋଇ
    ମରୁଛି ଫାଶରେ ଛନ୍ଦି ହେ,,
    ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀ ଲୁଟନ୍ତି ଲୋକଙ୍କୁ
    କରିଣ ଫିକର ଫନ୍ଦି ହେ
    ଭକୁଆ ଭଳିଆ ଗରିବ ଦେଖୁଛି
    ପେଟ ଓଦା କନା ବାନ୍ଧି ହେ
    ଶିକ୍ଷକ ସମାଜ ରାଜରାସ୍ତା ରେ
    ବସିଛି କର୍ମ କୁ ନିନ୍ଦି ହେ
    ଶିକ୍ଷା ର ବିକାଶ କରନ୍ତି ଶିକ୍ଷକ
    ସ୍କୁଲରେ ଭାତ ରାନ୍ଧି ହେ,
    ଡାକ୍ତର ସବୁ ଯମ ରୂପ ନେଇ
    ରୋଗୀ କୁ ଦିଅନ୍ତି ବାନ୍ଧି ହେ
    ଟଙ୍କା ଗଣି ଗଣି ରୋଗୀ ନୟାନ୍ତ
    ରୋଗୀ ମରେ କାନ୍ଦି କାନ୍ଦି ହେ,
    କହୁଥିଲ ତୁମେ ଦେଶବାସୀ ଆମେ
    ଏକ ସୂତ୍ରେ ଥିବା ବାନ୍ଧି ହେ
    ଜନ ସାଧାରଣ କର୍ମ କୁ ଆଦରି
    ହେଉଛନ୍ତି ପରା ଧନ୍ଧି ହେ
    ରାମ ରାଜ୍ୟ କିମ୍ବା ରାବଣ ରାଜ୍ୟ
    ବୁଝି ହେଉନାହିଁ ସିନ୍ଧି ହେ
    ସ୍ୱାଧୀନତା ସିନା ଦେଇ ଚାଲିଗଲ
    ପରାଧୀନ ଦେଇଛି ଛନ୍ଦି ହେ...

  • @santilatakanhar-zy7pw
    @santilatakanhar-zy7pw 4 месяца назад +5

    Dhanyabad bhai..mu golden temple bahut Barsha tale jaethili..2005 re..aji puni dekhuchi..

  • @The_part_of_nature
    @The_part_of_nature 4 месяца назад +27

    ଭଦ୍ରକ ଜିଲ୍ଲାରୁ କିଏ କିଏ ଦେଖୁଛ ଲବ ଭାଈ ଙ୍କୁ like କର ❤❤❤❤❤❤❤❤

  • @SugresanNag
    @SugresanNag 4 месяца назад +1

    Very nice

  • @gangadharbeshra4621
    @gangadharbeshra4621 4 месяца назад +5

    ଭାଇ ଭିଡିଓ ଟି ବଢ଼ିଆ interesting ହେଇଛି।👍👍👍

  • @dineshbhoi6480
    @dineshbhoi6480 4 месяца назад +2

    Wow so beautiful please.. Thank you so much & god bless you laba bhai.. Odisha no-1 international vlogger laba bhai.. jai hind jai bharat 🇮🇳🇮🇳

  • @PramodSha-e1w
    @PramodSha-e1w 4 месяца назад +23

    ❤❤❤ ଜୟ ମା ତାରିଣୀ ❤❤❤❤😊😮

  • @DjRAJENDRAMIX
    @DjRAJENDRAMIX 4 месяца назад +6

    Piladine Punjab ra Golden temple Bisayare Padhithili Aji Dekhiki Bhala Lagila 👍👍

  • @gobindamallick302
    @gobindamallick302 4 месяца назад +21

    ଗଜପତି ରୁ କିଏ କିଏ ଦେଖୁଛ ଗୋଟେ ଲାଇଟ୍ ହେଇଜାଉ ❤🎉🎉🎉

    • @Jagathevloggar
      @Jagathevloggar 4 месяца назад

      Bhai gajapati kauthi❤❤❤

    • @UdeshOfficial3
      @UdeshOfficial3 4 месяца назад

      Light ❎ like ✅
      Padhai likhai men dhyan do 😅

  • @pratyushapattnayak2091
    @pratyushapattnayak2091 3 месяца назад

    Labavai tumaku bahut bahut dhanyawad God bless you

  • @sambit_samal_123
    @sambit_samal_123 4 месяца назад +15

    କିଏ କିଏ କଟକ ରୁ ଲବ ଭାଇଙ୍କ ଭିଡିଓ ଦେଖୁଛ ଗୋଟେ ଗୋଟେ like ହଉ ❤❤❤

  • @Madhaba_Dora
    @Madhaba_Dora 4 месяца назад +1

    Dhanyavad lava Bhai golden temple ଦେଖେଇଥିବାରୁ ,🙏 ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ 🙏 ଜୟ ଜଗନ୍ନାଥ ⭕❗⭕

  • @chunarambehera9454
    @chunarambehera9454 4 месяца назад +10

    ମୟୁରଭଞ୍ଜ ରୁ କିଏ କିଏ ଦେଖୁଛ ଲବ ଭାଇ ପାଇଁ ଗୋଟେ ଲାଇକ ହେଇଯାଉ 👍😍

  • @pranatisahoo9191
    @pranatisahoo9191 4 месяца назад

    Bahut sundar heichi mandira

  • @lalabhai.999
    @lalabhai.999 4 месяца назад +8

    Jay Jagannath

  • @chandramohanmajhi6645
    @chandramohanmajhi6645 4 месяца назад +1

    Many many thanks Laba Bhai.

  • @SoniSoni-xx5mf
    @SoniSoni-xx5mf 4 месяца назад +8

    so beautiful place Bhai 👌👌👌

  • @SALKHUMURMU-gx1oq
    @SALKHUMURMU-gx1oq 4 месяца назад +1

    Aguku madi chalo ❤❤❤❤❤❤

  • @RanjitKumar-dl1wm
    @RanjitKumar-dl1wm 4 месяца назад +3

    Good Evening ଲୋବ ଭାଇ ଆପଣଙ୍କ ଦିନ ଶୁଭ ମୋୟ ହୋଉ 👍👍👍❤️❤️❤️🇮🇳🇮🇳🇮🇳🫡🫡🫡

  • @kaliabagha1242
    @kaliabagha1242 4 месяца назад +1

    ଜୟ ଜଗନ୍ନାଥ ଭାଇ

  • @laxmanofficialsmj5478
    @laxmanofficialsmj5478 4 месяца назад +3

    Lower class re study bele golden temple book re dekhi thili but laba bhaika jogu dekhiparili thank you laba bhai from BBSR

  • @joyotshnarout851
    @joyotshnarout851 4 месяца назад

    Bhai tumara ei video bahut bhala lagila jaha ame janinathilu ei video ru janipatilu dekhi parilu 🇮🇳🇮🇳🇮🇳🇮🇳🇮🇳

  • @hoknowledgeodisha
    @hoknowledgeodisha 4 месяца назад +6

    ଲବ ଭାଇ ପାଇଁ First Coment....❤❤

  • @naturala143
    @naturala143 4 месяца назад +1

    ଶାନ୍ତିକୁଞ୍ଜ ହରିଦ୍ଵାର ଯାଅ ଲବ ଭାଇ । ବହୁତ ସୁନ୍ଦର ଜାଗା ଏବଂ ଋଷି ମୁନିଙ୍କ ପବିତ୍ର ତପସ୍ୟା ଭୂମି । ସେଠାରେ ମଧ୍ୟ ଅଖଣ୍ଡ ଦୀପ ଅଛି ଏବଂ ରହିବା ଓ ଖାଇବା ଦିନକୁ ଚାଳିଶ ହଜାରରୁ ଅଧିକ ଲୋକଙ୍କୁ ମାଗଣା ଦିଆଯାଉଛି।

  • @misscreaction3489
    @misscreaction3489 4 месяца назад +6

    କିଏ କିଏ ମୟୂରଭଞ୍ଜ ଜିଲ୍ଲାରୁ ଲବ ଭାଇଙ୍କ ଭିଡିଓ ଦେଖୁଛ ଗୋଟେ ଗୋଟେ like କରିଦିଅନ୍ତୁ ଜୟ ଶ୍ରୀ ରାମ

  • @RashmiraniPatra-h7c
    @RashmiraniPatra-h7c Месяц назад

    Lab Bhai dhanyawad tamaku bahut bahut

  • @manas8660
    @manas8660 4 месяца назад +3

    Thank you labahansda Bro this is very interesting video 🎉❤

  • @hrudanandasankhua5824
    @hrudanandasankhua5824 4 месяца назад +2

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @shubhashreemallik2275
    @shubhashreemallik2275 4 месяца назад +3

    ଯାହା ହଉ ଭାଇ ବହୁତ ଦିନ ପରେ ଭାରତ ଭିତରେ ବୁଲି ବାର ଦେଖି ଖୁସି ଲାଗିଲା.
    Mera Bharat Mahan🇮🇳🇮🇳Jay Hind.

  • @laxmidharkumbhar9590
    @laxmidharkumbhar9590 4 месяца назад

    ଲବ ଭାଇ ବହୁତ ବହୁତ ଧନ୍ୟବାଦ ❤❤❤

  • @BadalHo-se5ru
    @BadalHo-se5ru 4 месяца назад +8

    ଲବ ଭାଇ ଙ୍କୁ ଯିଏ ଯିଏ ଭଲ ପାଅ Like କରନ୍ତୁ

  • @MahiJagan
    @MahiJagan 4 месяца назад +1

    Thank you Bhai tamari pain yahi. Sabu janga dekhiparilu Jani parili ty so much ❤😊

  • @Majhiofficial1431
    @Majhiofficial1431 4 месяца назад +5

    ଆମ ଭାରତ କେତେ ସୁନ୍ଦର ହେଇଚି ଯେ ତାର ବର୍ଣ୍ଣନା କରିହବନlହି ❤ ଜୟ ଭାରତ ମାତlକି❤ ଜୟ ❤ ଜୟ ଜଗନ୍ନାଥ ❤

  • @studywithbadshah6436
    @studywithbadshah6436 4 месяца назад +1

    Great people do great work , God bless you for ever

  • @paramanandanaik-xm8cc
    @paramanandanaik-xm8cc 4 месяца назад +4

    କେନ୍ଦୁଝର ରୁ କିଏ କିଏ ଲବ ଭାଇ ଭିଡ଼ିଓ ଦେଖୁଛ ଏହି ଭିଡ଼ିଓ ପାଇଁ ଲାଇକ ହଉ 👍👍👍👍👍👍👍👍

  • @dasharathivlogs1327
    @dasharathivlogs1327 4 месяца назад +2

    ବହୁତ interesting video laba bhai karicha

  • @NandakiswarMallick
    @NandakiswarMallick 4 месяца назад +5

    ଜୟବାହେ ଗୁରୁ ଜୟ ଶ୍ରୀ ରାମ ଭିଡିଓ ବହତ ସୁନ୍ଦର କନ୍ଧମାଳରୁ ଧନ୍ଯବାଦ❤❤❤❤❤❤❤❤

  • @Mamatasa973
    @Mamatasa973 4 месяца назад +2

    Laba Bhai aapana nku hrudaya ru TQ very much 🙏🙏 Jay shree jagannath 🙏🌹🙏

  • @SukeshmitaBuruda
    @SukeshmitaBuruda 4 месяца назад +3

    Nice ଭାଇ ଆଜିର video ବହୁତ ଭଲ ଲାଗିଲା ମୋତେ ଶ୍ବାନ କୁ ଖାଇବାକୁ ଦେବା

  • @rkbisoyi1kumar145
    @rkbisoyi1kumar145 4 месяца назад +1

    Your adventure in your life is very much appreciated,I am inspired alot, I use to watch all your video and trip

  • @kantabhoi9835
    @kantabhoi9835 4 месяца назад +6

    Jay maa samalei Jay jagarnnath

  • @Gayatrikisan
    @Gayatrikisan 4 месяца назад

    Wow sunara Mandir 🙏❤❤❤❤

  • @zigzag1681
    @zigzag1681 4 месяца назад +4

    Jaliwalabag ବ୍ରିଟିଶ ଗୁଳୀ ରେ ସହିଦ ୧୨୦୦, ଆହତ:୩୬୦୦........

  • @Nehatudu5
    @Nehatudu5 4 месяца назад +1

    Mu bi 6yr purve jaithili bahut changes heichi jalianwala baagh ro entry point re... Video bahut vala lagila dekhiki

  • @antrayamikamila7609
    @antrayamikamila7609 4 месяца назад +3

    ବ୍ରୋଡାବାନ୍ ଜାଓ ଲାବା |

  • @storylifejps
    @storylifejps 4 месяца назад

    My dream golden temple, janini kebe Jai paribiki nai but bahut khusi lagila , nija akhire re dekhila pari , ❤ dhanyawad

  • @kulamanipatra
    @kulamanipatra 4 месяца назад +4

    Nice Shearing And Explore Bro 💐 1:29 ଭାଇ ମୁଁ ବାଲେଶ୍ବର ରୁ ଆପଣଙ୍କ ଭିଡିଓ ଦେଖୁଛି 💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞

  • @RUDRATUBE-eg5mo
    @RUDRATUBE-eg5mo 4 месяца назад +2

    love from ganjam❤

  • @Chiki-v8e
    @Chiki-v8e 4 месяца назад +3

    ଜାଲିଆନା‌ୱ୍ବାଲାବାଗ୍ ହତ୍ୟାକାଣ୍ଡ

  • @MilkaMunda
    @MilkaMunda 4 месяца назад +1

    Sundargarh🎉 raurkela ru jiye dekhucha like kata❤🎉🎉

  • @wlrajyt8897
    @wlrajyt8897 4 месяца назад +5

    Odisha king❤

  • @surajitdhal9962
    @surajitdhal9962 4 месяца назад +1

    ThankU Laba babu, very nice 👍

  • @LocalToka-p2x
    @LocalToka-p2x 4 месяца назад +5

    Nic information

  • @susantadas3023
    @susantadas3023 4 месяца назад

    Bahut sundar video ❤❤

  • @thirdeye9492
    @thirdeye9492 4 месяца назад +7

    ଜାଲିଆନାୱାଗ ହତ୍ୟାକାଣ୍ଡ....13th April 1919 ରେ ସଂଗଠିତ ହୋଇଥିଲା 😢😢 Amritsar massacre 😭😭
    Thanks Laba da ❤️👍

  • @SonuSahu-ev9yr
    @SonuSahu-ev9yr 4 месяца назад +2

    Number one traveller laba bhai👍

  • @KanhaJena-i9g
    @KanhaJena-i9g 4 месяца назад +6

    ଜାଲିଆନାୱାଲାଵାଗ୍ ହତ୍ୟା କାଣ୍ଡ ଵିଷୟ ରେ କିଏ କିଏ ଜାଣିଛ 👍

    • @sushilchakisushil557
      @sushilchakisushil557 4 месяца назад +1

      ଭାଇ ମୁଁ ଜାଣିଛି 1919 ରେ ହେଇଥିଲା

    • @RajaMalik-w4i
      @RajaMalik-w4i 3 месяца назад

      Mu bi​@@sushilchakisushil557

  • @BishnucharanRaita
    @BishnucharanRaita 4 месяца назад

    Oh beautiful place.

  • @SwopnaraniDas-d2n
    @SwopnaraniDas-d2n 4 месяца назад +3

    କିଏ କିଏ ଯାଇଛ ସ୍ୱର୍ଣ୍ଣ ମନ୍ଦିର like କର

    • @anandasahu472
      @anandasahu472 4 месяца назад +1

      Sripuram Shree Lakshminarayani golden Temple
      14 July 2024 jaithili bahut bania heichhi ❤

    • @b.sofficial5129
      @b.sofficial5129 4 месяца назад +1

      Dada mui jaithile huly 21 re bahuta bhala jaga

  • @SatyabanSahoo-q7k
    @SatyabanSahoo-q7k 4 месяца назад

    Mandira bahut Sundar heichi

  • @LLJhumarlover
    @LLJhumarlover 4 месяца назад +3

    Mayourbhanj ra kia kia dekhuchha like

  • @RadhanathSingh-wc8rj
    @RadhanathSingh-wc8rj 4 месяца назад

    Jai jagannath odisha mayurbhanj baripada dukura

  • @X1_KAKA_99
    @X1_KAKA_99 4 месяца назад +2

    ❤❤❤❤

  • @durjyasanta8223
    @durjyasanta8223 4 месяца назад +2

    Happy rakshabandhan Nice video 👍

  • @GotiMuktiAndolan_Odisha
    @GotiMuktiAndolan_Odisha 4 месяца назад +2

    ଧନ୍ଯବାଦ ଲବ ତୁମର ଉତ୍ସାହ ପୂର୍ଣ୍ଣ ସ୍ବାଧୀନତା ସଂଗ୍ରାମୀ ସହିଦ ମାନଙ୍କ ପାଇଁ

  • @sasmitasahujaba1264
    @sasmitasahujaba1264 4 месяца назад

    Thanks bhai itihaasa ra kichi smriti ujjibita karidela

  • @sushilchakisushil557
    @sushilchakisushil557 4 месяца назад +2

    କୁକୁର ର ଖାଇବାକୁ ଦେଲ ମୋତେ ବହୁତ୍ ଖୁସି ଲାଗିଲା ଭାଇ ଏମିତି ପଶୁପକ୍ଷୀଙ୍କୁ ଭଲ ପାହାନ୍ତୁ ମୁଁ ବି ପଶୁ ପକ୍ଷୀ ପ୍ରେମୀ ଭାଇ ❤❤❤❤

  • @kironproduction8845
    @kironproduction8845 4 месяца назад

    ଲୋବଭାଇଙ୍କୁ ବହୁତଶାରା ❤❤❤ ଭଲପାଇବା ଦିୟନ୍ତୁ ତାଙ୍କର 1millions ପୁରାକୋରିଦିୟନ୍ତୁ ଜୟ ଜଗନ୍ନାଥ 🙏🙏🙏

  • @papinaranipanda9590
    @papinaranipanda9590 4 месяца назад

    Laba bhai Panjab video bahut bhala laguchi,, thank you so much,,panjab ro gaan ro paribeso au tike dekheithile bhala lagithanta

  • @ajm6594
    @ajm6594 4 месяца назад +1

    Jay jagannath
    ❤🚩

  • @pabitramohandandia274
    @pabitramohandandia274 4 месяца назад

    ଜୟ ଜଗନ୍ନାଥ ଭାଇ, ତୁମ ଚଲାପଥ କୁସୁମିତ ହେଉ l❤️❤️❤️❤️💐💐💐💐

  • @sanjaysahoo3346
    @sanjaysahoo3346 4 месяца назад +1

    Nice pic