ବିନା ଔଷଧରେ ଭଲ ହେବ ଗ୍ୟାଷ୍ଟ୍ରିକ୍ ସମସ୍ୟା

Поделиться
HTML-код
  • Опубликовано: 17 дек 2024

Комментарии • 4,4 тыс.

  • @debcreation396
    @debcreation396 Год назад +34

    ଅତି ସୁନ୍ଦର ସରଳ ଭାବରେ ଉପସ୍ଥାପନା କରିଛନ୍ତି ଆଜ୍ଞା l ପ୍ରକୃତ ରେ ଆପଣଙ୍କ ଭଳି ଡାକ୍ତର କେବଳ କଥାରେ ଅଧା ରୋଗ ହରଣ କରି ନେବେ l ମୋର ବି ଏହି ସମସ୍ୟା ଅଛି..... ଆପଣଙ୍କ ଉପରୋକ୍ତ ସମସ୍ତ ନିରାକରଣ ଓ କାରଣ ବିବରଣୀ ଆମ ଭଳି ସମସ୍ୟା ଭୋଗୀ ମାନଙ୍କ ପାଇଁ ବରଦାନ ସଦୃଶ୍ୟ l ଅଶେଷ ଅଶେଷ ଧନ୍ୟବାଦ.... ଆପଣଙ୍କର ମଙ୍ଗଳ ହେଉ l

    • @drsenapatiscbmch4672
      @drsenapatiscbmch4672  Год назад +4

      TQ so much, watch my other videos too

    • @iamskb508
      @iamskb508 4 месяца назад +1

      Sir gote katha kuhantu mote gastric jogu anxiety badhi jaithae ki au anxiety re smarna sakti kamijaye ki please sir kuhantu apanka clinic ta koithi kuhantu

    • @soumyashanti8243
      @soumyashanti8243 2 месяца назад

      Apankara bujhaebasaliatisundat dhanyabad

    • @soumyashanti8243
      @soumyashanti8243 2 месяца назад

      Apanka klinickeuthi adressdiantu

    • @narayanmishra9154
      @narayanmishra9154 22 дня назад

      Best description by Dr

  • @santoshmajhi5357
    @santoshmajhi5357 Год назад +37

    ଆପଣଙ୍କ ଜିବନ ସୁଖମୟ ହେଉ ଶାନ୍ତି ମୟ ହେଉ ଏହି ବାର୍ତ୍ତ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ ସାର

  • @lalatendubidyadharsethy2961
    @lalatendubidyadharsethy2961 Год назад +102

    ପ୍ରକୃତରେ ଆପଣଙ୍କୁ ହି ଡାକ୍ତର ବୋଲି କହିବ । ଯିଏ ଭଲ ଭାବରେ ମେଡିସିନ୍ ସହିତ ରୋଗର କାରଣ ନିରାକରଣ ର ମଧ୍ୟ ଉପାୟ ବତାଇଛନ୍ତି । ଭଗବାନ ଆପଣଙ୍କୁ ଦିର୍ଘାୟୁ କରନ୍ତୁ 🌹🌹🌹🌹🙏🙏🙏

    • @drsenapatiscbmch4672
      @drsenapatiscbmch4672  Год назад +5

      TQ so much for your kind words

    • @maamangalacablenetwork8065
      @maamangalacablenetwork8065 Год назад

      Sata katha...🙏🙏

    • @chinmaynayak225
      @chinmaynayak225 Год назад

      Sir mora beta byatha hauchhi au Peta jaluchhi.endoscopy karithili sum hospital re doctor kahile Peta infection bahut hauchhi.h pylory test bi heithila..doctor medicine deithile 14 dina ra antibiotic au gas au acidity pain esomeprazol au cizaspa-x deithile ..khaisariba pare au thare pain au Peta jaluchhi kn karibi kuhantu sir....help me (antibiotic name-Amoxicillin tablet)

    • @vijaykumardas1379
      @vijaykumardas1379 Год назад

      ​@@chinmaynayak225 Aga bhul lekhichha. Ta'pare seita gastric nien gastritis. Mo paitruka ghara Bhadrak ru 20 kilometre dura re thiba gaon.

  • @MUNDABABUSURIYA
    @MUNDABABUSURIYA 9 месяцев назад +19

    ଭଲ ଲାଗିଲା ଆପଣଂକ ବାର୍ତ୍ତା ଶୁଣି

  • @rishikesh4340
    @rishikesh4340 Год назад +39

    ଏଇଭଳି ଆଗରୁ ଓଡ଼ିଆରେ ଏତେ ସୁନ୍ଦର୍ ୟୁଟୁବ୍ ରେ କେହି ବୁଝାଉ ନ ଥିଲେ ଆପଣଙ୍କ ସବୁ vdo ବହୁତ୍ ଶିକ୍ଷଣୀୟ ସାର୍ 🙏

    • @drsenapatiscbmch4672
      @drsenapatiscbmch4672  Год назад +2

      TQ so much

    • @manasethi9148
      @manasethi9148 8 месяцев назад

      Sir mate bhoka jamaru hauni mu jadi bhoka medicin kahuchi Ta mate bhoka laguchi Na hele nahi Mu Kan karibi kuhantu plz

    • @ParameswarNaik-jl9fu
      @ParameswarNaik-jl9fu 8 месяцев назад

      Sir errosive gastritis re sucralfate sahita raciraft suspension nei heba ki pls reply

  • @pravatpradhan2735
    @pravatpradhan2735 10 месяцев назад +7

    ସାର,ଆପଣ ଡାକ୍ତର ନୁହେଁ,ଆପଣ ଭଗବାନ। ଆପଣଙ୍କ ଉପଦେଶ ସବୁ ରୋଗୀଂକ ପାଇଁ ଭଗବାନଙ୍କ ଆଶୀର୍ବାଦ ଭଳି କାମରେ ଲାଗିବ। ଆପଣ ଦୀର୍ଘ ଦିନ ରୁହନ୍ତୁ। ମୁଁ ଜଣେ ପେଟ ରୋଗୀ।କଣ ଖାଇବି, କ'ଣ ଖାଇବି ନାହିଁ

    • @drsenapatiscbmch4672
      @drsenapatiscbmch4672  10 месяцев назад

      I have already uploaded a video on gastric ରୋଗୀଙ୍କ ଖାଦ୍ୟପେୟ,,,go through my video list, u can find it

  • @rajendramoharana7211
    @rajendramoharana7211 Год назад +15

    ସାର ନମସ୍କାର
    ବହୁତ ଉପାଦେୟ ଉପଦେଶ ଗୁଡିକ ଦେଇଛନ୍ତି । ଧନ୍ଯବାଦ

  • @chakrapanisethi
    @chakrapanisethi 7 месяцев назад +51

    ଲୋକଙ୍କ ଧାରଣା ଅଛି କି ଡାକ୍ତର ହେଉଛନ୍ତି ଦ୍ଵିତୀୟ ଭଗବାନ... ବାସ୍ତବିକ ଆପଣଙ୍କ ଭଳି ଡାକ୍ତରଙ୍କୁ ହିଁ ଏଇ ଶ୍ରେୟ ଯାଉଛି... ଏଭଳି ସଚେତନତା ମୂଳକ ଭିଡ଼ିଓରୁ ଲୋକେ ବହୁତ ଉପକୃତ ହେବେ... ହୃଦୟରୁ ପ୍ରଣାମ sir 🙏 ସେବା ଜାରି ରଖନ୍ତୁ.. ଆପଣଙ୍କ ସୁନାମ ବିଶ୍ୱଦରବାରରେ ବିଦିତ ହେଉ... ଜଗନ୍ନାଥ ଆପଣଙ୍କୁ ସର୍ବଦା କୃପା କରନ୍ତୁ....ବହୁତ ବହୁତ ଧନ୍ୟବାଦ....

  • @mohantymohanty377
    @mohantymohanty377 Год назад +22

    ସାର୍ ଆପଣଙ୍କ ମୂଲ୍ୟବାନ୍ ଉପଦେଶ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ 🙏 ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ

  • @sahumurali1988
    @sahumurali1988 3 месяца назад +7

    ସାର୍ ମୋ ଭଣଜାର ବୟସ 7ବର୍ଷ ତାର stomach pain ମାସେ ହେଲାଣି ହେଉଛି। Vizag ଶିଶୁ ଡାକ୍ତରଙ୍କୁ ଦେଖାଇଲୁ endoscopy ଛଡ଼ା ସବୁ ଟେଷ୍ଟ କରାଗଲା ultra sound ଭି କରାଗଲା ସବୁ ଠିକ୍ ଠାକ୍ ଆଉ ଔଷଧ ଭି ଦିଆଯାଉଛି କିନ୍ତୁ ପେଟ ବଥା କମୁନି

  • @dibakarharijan5748
    @dibakarharijan5748 Год назад +3

    ବୋହୁତ ଭୋଳ ସାର୍ ପ୍ରଣାମ 🙏🙏🙏🙏🙏

  • @vimarajjena5956
    @vimarajjena5956 6 месяцев назад +4

    ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ ସାର୍... ଏତେ ସୁନ୍ଦର ଉପଦେଶ ଏବଂ ଔଷଧ ନାମ କହିଥିବାରୁ.... ଆପଣଙ୍କ ଏହି ମୂଲ୍ୟବାନ୍ ଉପଦେଶ ଯୋଗୁ ଆମେ ବହୁ ମାତ୍ରାରେ ଉପକୃତ ହେଉଛୁ 🙏🙏🙏

    • @drsenapatiscbmch4672
      @drsenapatiscbmch4672  6 месяцев назад +1

      Tq so much for your kind words

    • @AlonNayak-i8u
      @AlonNayak-i8u Месяц назад

      ସାର ମୋର ଝିଅ ଉଚ୍ଚତାରେ ପ୍ରାୟ ବହୁତ କମ୍ ତାଙ୍କୁ କଣ ମେଡିସିନ ଦେଇ ପାରିବି ଦୟାକରି କହିବେ କି?

  • @mahadevsingh2285
    @mahadevsingh2285 4 месяца назад +8

    ଭଲ ବୁଝାଇଥିବାରୁ ଧନ୍ୟବାଦ

  • @SBKSUBHASMITA
    @SBKSUBHASMITA Год назад +3

    ବହୁତୁ ବହୁତୁ ଧନ୍ୟବାଦ ସାର 🙏ଭଗବାନ ତୁମର ମଙ୍ଗଳ କରନ୍ତୁ ଆପଣ ଏମିତି ଭିଡ଼ିଓ ମାଧ୍ୟମ ରେ ଆମ ମାନଂକୁ ରୋଗ ବିଷୟରେ ଅବଗତ କରାନ୍ତୁ 🙏🙏🙏🙏🙏

  • @rabindranathpradhan7279
    @rabindranathpradhan7279 2 месяца назад +1

    ଵହୁତ ସୁନ୍ଦର ଉପଦେଶ, ଧନ୍ୟବାଦ Dr.Senapati

  • @jamunamajhi3350
    @jamunamajhi3350 Год назад +3

    Gyasha pahin bahuta Sundar bhabare bujhaichanty Tq Sir🙏🙏🙏👌👍

  • @SubasiniMohapatra-h9k
    @SubasiniMohapatra-h9k 3 месяца назад +3

    ବହୁତ ଭଲ ସାର୍ ସବୁ ଦିନ ଗ୍ୟାସ ଔଷଧ ଖାଇବା ଉଚିତ କି ଦୁଇବର୍ଷ ହେଲା ଖାଉଛି ଏବେ ପେଟ ସମସ୍ୟା ଜଣା ପଡୁଛି ଡାକ୍ତର ଙ୍କ ପରାମର୍ଶକ୍ରମେ ଖାଉଛି ଏବେ ଖାଇବାକୁ ଇଚ୍ଛା ହେଉନି

  • @karnielmajhi5694
    @karnielmajhi5694 Год назад +7

    ଧନ୍ୟବାଦ ସାର୍ ଆମର ସ୍ବାସ୍ଥ୍ୟ ବିଷୟ କହିଥିବାରୁ

  • @santoshkumaracharya3521
    @santoshkumaracharya3521 Месяц назад +1

    ସୁନ୍ଦର ଆଲୋଚନା ,ଭଲ ଲାଗିଲା ସାର୍ । ଧନ୍ୟବାଦ 👌

  • @Devdasbachha-gt9vy
    @Devdasbachha-gt9vy Год назад +4

    Very very thank Sir

  • @pranatijena8495
    @pranatijena8495 Год назад +5

    Bahut sundar bhabare bujhaedele sia

  • @hatakishornaik3294
    @hatakishornaik3294 Год назад +8

    ସାର୍ ଆପଣମହାନ ଭଲ ବାର୍ତ୍ତା ଦେଇଥିବାରୁ ସମାଜକୁ ଆପଣଙ୍କ ସହ ପରିବାରଙ୍କୁ ଅଲେଖ ମହିମା ଗୋସାଇଁଙ୍କ କୃପାରୁ ଆରୋଗ୍ୟରୁହନ୍ତୁ ଆପଣ ଆହୁରି ଆଗକୁ ଆଗକୁ ଯାଅନ୍ତୁ ଅଲେଖ ମହିମା ଗୁରୁଦେବ ଶରଣମ୍

  • @thakurprasadbehera3001
    @thakurprasadbehera3001 Год назад +2

    Bahat dhanyavaad sir 🙏🏻

  • @swadeshranjanroy7807
    @swadeshranjanroy7807 Месяц назад

    ଧନ୍ୟବାଦ୍ ସାର୍, ଆପଣଙ୍କର ବହୁ ମୂଲ୍ୟ ଉପଦେଶ ଦେଲେ, ଆଶା କରୁଛି ବହୁତ ଲୋକଙ୍କ ପାଇଁ ସୁବିଧା ହେବ।

  • @akshayakumarjena4452
    @akshayakumarjena4452 Год назад +4

    Koti koti Namaskar for your valuable information God bless you

  • @RajnitaKindo
    @RajnitaKindo Месяц назад +5

    ଥ୍ୟାଙ୍କୁ sir

  • @KartikBehera-z5b
    @KartikBehera-z5b 3 месяца назад +4

    ସା ର ମୋର ଲାଳ ହଉଚି ଆଉ. ବାୟୁ ରୋକୁଛି ଦେହ ହାତ ବିନ୍ଧୁଚି ମୁଣ୍ଡ 5ମାସ ହେଲାଣି ବୁଲାଉଛି ଝାଡା cler ହଉନି ଭଲ ଲାଗୁନି ସବୁ ଟେଷ୍ଟ କଲି ନର୍ମାଲ ଅଛି ବୁଟ. ଏମିତି କଣ ପାଇଁ ହଉଚି କୁହ sir ପ୍ଲିଜ଼

  • @PujaSingh-qc8te
    @PujaSingh-qc8te 10 месяцев назад +2

    Thank you guru ji 🙏🙏🙏🙏🙏🙏🙏💙🙏🇮🇳🙏

  • @jitendradigal283
    @jitendradigal283 Год назад +4

    ବହୁତ ଧନ୍ୟବାଦ ସାର 🙏🙏🙏🙏

  • @sasmitapanda3688
    @sasmitapanda3688 Год назад +4

    Thank you so much for valuable information..🙏🙏

  • @upendranathdeogam4691
    @upendranathdeogam4691 Год назад +6

    Thanks 🙏🙏 u Dr Senapati sir we are excited to hear from you about ACIDITY problem with the registered player 🥇 and Delhi India organization

  • @mrpinku9033
    @mrpinku9033 Год назад +2

    ବହୁତ ସୁନ୍ଦର ଭାବରେ ବୁଝେଇଚନ୍ତି ସାର ଆଉ ଏମିତି ଭିଡିଓ ଛାଡନ୍ତୁ ଯାହା ଆମ ଶରୀର ପାଇଁ ଉପକାରିତା ହେବ

    • @drsenapatiscbmch4672
      @drsenapatiscbmch4672  Год назад

      TQ so much,go through my video list,u can find a number of such useful videos

  • @dibakarharijan5748
    @dibakarharijan5748 Год назад +4

    ସାର୍ ପ୍ଲିଜ୍ କୋହିବେ ମୁଣ୍ଡ କୋଉଥିପାଇଁ ଘୂରୁଥାଏ ପ୍ଲିଜ୍ ସାର୍ ଦୟାକରି କୁହନ୍ତୁ ବୋହୁତ ଅସୁବିଧା ହଉଛି 🙏🙏🙏🙏🙏 ସାର୍ ଟିକେ କହିବେ ଦୟାକରି ପ୍ଲିଜ୍ ସାର୍ ଜୟ ଜୟ ଶ୍ରୀ ଜଗନ୍ନାଥ

  • @285deepak
    @285deepak Год назад +8

    Very nice and very important information u gave to us, you explain it very nicely sir , thanks 👍👍

  • @sobhaginidehury2696
    @sobhaginidehury2696 Год назад +4

    Thank you so much sir...sir gastric hele chhati pain hue kahinki

    • @drsenapatiscbmch4672
      @drsenapatiscbmch4672  Год назад +1

      Due to acid reflux

    • @sobhaginidehury2696
      @sobhaginidehury2696 8 месяцев назад

      Thank you sir

    • @sagarikamohapatro526
      @sagarikamohapatro526 2 месяца назад

      Sir mu last 1 yr hela varieties of gastric tablet khauchi but kamuni sabu test sarilani report normal asuchi bbsr Berhampur 5/6 jana dr nku consult karisarilini dr sabu kahuchanti kichi prblm nahi med khaile bhala laguchi chadidele bhl laguni sir kichi suggest karantu med khaibaku au icha nahi dr kahuchanti medicine continue kara ... sir chest pain b gastric ru huye ki sir upper back pain kamuni 10day hela ete b kn sir gastric acidity ru reason ki sir ebe mu essomprazol khauchi dr aeta continue karibaku kahichanti kn karibi sir pls kichi help karantu upper back right side pain kamuni sir kichi suggest karantu induscopy echo ecg ultrasound chest xray all are done sir report sabu normal sir
      Apana kichi suggest karantu sir 🙏 pls

    • @sagarikamohapatro526
      @sagarikamohapatro526 2 месяца назад

      Sir apanku kemiti contact karihaba pls reply sir

  • @KuberSahu-nu4xt
    @KuberSahu-nu4xt Год назад +2

    Thanks sir apana jaha kahile sabu Mora semiti heuchhi all talk Mora ocd

  • @shibnarayanpatra5243
    @shibnarayanpatra5243 Год назад +12

    RESPECT SIR ! MANY THANKS FOR YOUR VALUABLE SUGGESTIONS FOR
    GASTRIC PROBLEMS WITH REMEDIES.
    🙏🙏🙏🙏🙏🙏🙏🙏

  • @rajendrapradhan4471
    @rajendrapradhan4471 2 года назад +8

    Namaskar Sir .Your video influenced me much .Thank you for your service .

  • @narmadaswan974
    @narmadaswan974 Месяц назад +3

    ଆପଣକ ଇପାରିଵେକିମୋତେଵାତିହୋଉଛିଗିଆସରୁକେମେତିଭଲହେଵ

  • @laxmikanhar986
    @laxmikanhar986 Год назад +1

    ସୁନ୍ଦର ଭାବେ ବୁଝାଇଛନ୍ତି,ଏଣୁ ଧନ୍ୟବାଦ

  • @ddsspblogddsspblog923
    @ddsspblogddsspblog923 Год назад +3

    Sahi introduction bataya sir , thanks 🙏🙏🙏

  • @Itsjay143
    @Itsjay143 Год назад +5

    Thank you for giving a satisfactory answer about gastric ❤

  • @basiniSekhar
    @basiniSekhar 2 месяца назад +32

    9days ହେଇଗଲାଣି ମୋର ଗ୍ୟାସ ଜମା ବି ଛାଡୁନି। ଭୋକ ହୋଉଛି କିନ୍ତୁ ଖାଇବାକୁ ଡର ଲାଗୁଚି। ପେଟ ବେଳେ ବେଳେ ଜଳିଲା ପରି ଲାଗୁଚି।ପେଟ ସବୁବେଳେ ପୂରା ପୂରା ଲାଗୁଚି l ଗ୍ୟାସ ଜମା ବି ଛାଡୁନି।😢😢

    • @mamatapradhan2809
      @mamatapradhan2809 2 месяца назад +6

      Mora 1 year heigala sei bhali hauchi

    • @ArunNaik-w7g
      @ArunNaik-w7g 2 месяца назад

      Mo maa ra peta jalile kichi alla tike khaile kam heijauchi try karantu kaale kaama deba

    • @radhamadhaba-e5e
      @radhamadhaba-e5e 2 месяца назад

      ĺp​@@mamatapradhan2809

    • @Devid1432
      @Devid1432 2 месяца назад

      Yoga karantu

    • @arpitapradhan4367
      @arpitapradhan4367 Месяц назад

      ​@@Devid1432 moro bi

  • @trilochannaik6234
    @trilochannaik6234 3 месяца назад

    ସାର, ଆପଣ ଅତି ସୁନ୍ଦର ଭାବରେ ବୁଝେଇ ଥିବାରୁ ମୁଁ ମୋ ତରଫରୁ ଅନେକ ଅନେକ ସାଧୁବାଦ ଜଣାଉଅଛି !

  • @akashpani938
    @akashpani938 2 года назад +17

    Your speech most helpful for us sir.... Keep it up sir 🙏

  • @sushirkumarmahapatra3221
    @sushirkumarmahapatra3221 2 года назад +5

    respected sir i like your advice thank you

  • @santoshsahu7987
    @santoshsahu7987 2 года назад +32

    I have no words to express my gratitude . Valuable information . You are really great sir . Very simply you defined the disease,it's causes, precautions and treatment.

  • @ajitpatra1543
    @ajitpatra1543 2 месяца назад +2

    Dr senapati ji apananka mulyavan jankari bahut upayogi. Apananku bahut bahut dhanyavad.

  • @meenamanibarik6063
    @meenamanibarik6063 4 месяца назад +4

    Very nice advice sir 🙏🙏

  • @YSPRASANT
    @YSPRASANT 10 месяцев назад +9

    ସାର🙏, ମୋ ସ୍ତ୍ରୀ ର ବୟସ 35 ବର୍ଷ ,ତାର 1 ମାସ ହବ ଭୋକ ଜମା ଲାଗୁନି ରୋଷେଇ ବାସ୍ନା ତାକୁ ଭଲ ଲାଗୁନି, ଅଳ୍ପ ଖାଇଲେ ହଜମ ହେଉନି , ବାନ୍ତି ହେଇ ଯାଉଛି , ଅମ୍ବିଳ ହାକୁଟି ଦେଉଛି , please help 🙏🙏🙏

    • @drsenapatiscbmch4672
      @drsenapatiscbmch4672  10 месяцев назад +2

      Take some digestive enzyme tablet or syrup like aristozyme,,,,voka ବଢେଇବା ପାଇଁ syrup aptimust or cyproheptadine

    • @bharatipattanaik2986
      @bharatipattanaik2986 4 месяца назад

      Sir 👏

    • @bharatipattanaik2986
      @bharatipattanaik2986 4 месяца назад

      Sir, I m 37 years. I'm suffering in gas problem when I drink tea. Always hv constipation. Taking food less amount. Feel chest pain sometimes.

    • @dayanidhidas5888
      @dayanidhidas5888 3 месяца назад

      Golda baldar aparasan haethini minds bulauchi anti palatal Ataki rahuchi chati balauchi nisuasha balauchi

  • @bnb6128
    @bnb6128 Год назад +7

    Sir I am totally vegitarian, never take spice food, wine. Always take food in time.I am involved with also pranayam and meditation. But it is pretty sure running in stress full time . I have done two times endoscopy at Nilachal hospital Bhubaneswar and in another clinic berhampur but remain unsuccessful as result I live a upset life. Please suggest me which medicine I can take normally for my problem when I suffer most ? God will bless you.

    • @drsenapatiscbmch4672
      @drsenapatiscbmch4672  Год назад +1

      Stress itself a triggering agent for gastritis,avoid stress, gastritis will b cured without medication

  • @pravaschandrarout9237
    @pravaschandrarout9237 Год назад +1

    ଅତ୍ୟନ୍ତ ଉପାଦେୟ
    ଧନ୍ୟବାଦ୍ sir
    Continue

  • @subashchandrapuspalak6067
    @subashchandrapuspalak6067 2 года назад +6

    Thanks Dr. Senapati for your valuable advice.

    • @drsenapatiscbmch4672
      @drsenapatiscbmch4672  2 года назад

      Always welcome

    • @sanatankumar7499
      @sanatankumar7499 Год назад

      Sir ମୋର h pylori ହୋଇଛି ମୁଁ କଣ କରିବି ମୋତେ କୁହନ୍ତୁ

    • @hattey
      @hattey Год назад

      Santana bhai aparna thik achantiki.

  • @swostiaradhana1212
    @swostiaradhana1212 2 года назад +8

    Common problems of 90 percent people .. thanks for this information sir🙏🙏

  • @odiashreemati
    @odiashreemati 2 года назад +5

    Very valuable tips & advice sir.Helpfull video. 🙏Thank you sir.

  • @rajdhanimallick4939
    @rajdhanimallick4939 7 дней назад +2

    Thank you so much sir 🙏🙏🙏

  • @minalatanayak1715
    @minalatanayak1715 2 года назад +5

    Thanks sir, namaskar, very good tips

    • @drsenapatiscbmch4672
      @drsenapatiscbmch4672  2 года назад

      Thanks and welcome

    • @dayanidhidas5888
      @dayanidhidas5888 3 месяца назад

      Sir namaskar mu sasmita Das. Mora age 39 . 2yers purbaru gold bledd ston opreson hoithili . petare pani jamithila . Opreson pare matha bulauchi tanti gutalia laguchi chest kisahauchi 👃 niswasa balauchi please dayakari kichi upay kuha

  • @nikitapradhan2755
    @nikitapradhan2755 2 месяца назад +4

    ଦୀର୍ଘ 2 ମାସ ହବ ମୁଁ ବିଭିନ୍ନ ଗ୍ୟାସ medicine ଖାଉଛି still ମୋ ଗ୍ୟାସ ଭଲ ହଉନି, ଛାତି ଭାରି ଭାରି ଲାଗୁଛି, ଖାଇବା ହଜମ ହଉନି, ବାନ୍ତି ହଉଛି, ମୁଣ୍ଡ ବିନ୍ଧା ହେଉଚି , and hair fall ବହୁ ମାତ୍ର ରେ ହଉଛି , କିଛି solution ଦିଅନ୍ତୁ

    • @drsenapatiscbmch4672
      @drsenapatiscbmch4672  2 месяца назад +1

      Watch my video thoroughly and follow my advice.video on hairfall is already uploaded, go through my video list, u can find it

    • @sukantabehera4551
      @sukantabehera4551 Месяц назад

      Madam use for Chia seeds. & Avoid to Arua Rice .

  • @tularammajhi2.0
    @tularammajhi2.0 Год назад +6

    Thank You So Much For Explained , it's easy to understand very helpful for every patient.
    Sir Kindly Make One Video On Topic Respiratory Problem
    ଶ୍ୱାସ କାଶ, ଶ୍ୱାସ ନେବାରେ problem, ଟିକେ Hard କାମ କରିଲେ ଶ୍ୱାସକ୍ରିୟା ବଢ଼ି ଯିବା କାହିଁକି ଏମିତି ହୋଇଥାଏ Video ରେ Explained କରନ୍ତୁ ଏବଂ ଏହାର Treatment କେମିତି କ'ଣ ବୁଝାନ୍ତୁ
    THANK You So Much ❤️ Love From Nuapada

  • @PurnnanandaJena
    @PurnnanandaJena Год назад +2

    Sabse jyada padhaai❤

  • @Studytechmotivation831
    @Studytechmotivation831 2 года назад +6

    Sir u r really a super +ve doctor.
    Tq..sir for good information..

  • @PankajKumar-uf7tf
    @PankajKumar-uf7tf 2 года назад +7

    Sir your way of describing is much heart touching

  • @birabikrammohapatra8877
    @birabikrammohapatra8877 2 года назад +14

    Sir, your presentation is wonderful and highly convincing. Sir I really salute for your simple presentation.

  • @prafullakumarnayak2088
    @prafullakumarnayak2088 Год назад +1

    ବହୁତ ଉପାଦେୟ ପରାମର୍ଶ ଧନ୍ୟବାଦ

  • @sanjaylima4649
    @sanjaylima4649 Год назад +4

    ମୁଁ ଯାହା ଖାଇଲେ ବି ଗ୍ୟାସ ହେଉଛି , ଏଥି ପାଇ ଡ଼ାକ୍ତର କୁ ଦେଖେଇ ସାରିଛି । ଔଷଧ ଖାଇଲେ କିଛି ଦିନ ଠିକ୍ ହୁଏ ବନ୍ଦ କଲେ ଯେମିତିକି ସେମିତି ହୁଏ କଣ କରିବି

    • @drsenapatiscbmch4672
      @drsenapatiscbmch4672  Год назад +2

      Watch my video thoroughly and follow my advice

    • @suvransujena5310
      @suvransujena5310 2 месяца назад

      Sir ମୋର ଖାଇବା ପରେ ପେଟ ଫୁଲି ଯାଉଛି କଣ କରିବି

  • @Beast-xs5uh
    @Beast-xs5uh Год назад +6

    Thanks a lot sir for your advice. I hope you are a very good doctor. I will follow your tips. I would like to be a doctor like you.
    May Jagannath bless you😀😌

  • @sunilkumarlenka117
    @sunilkumarlenka117 Год назад +6

    ଆପଣଙ୍କ ଭଳି ଯୁବ ଡାକ୍ତର ମାନେ ଆମ ଓଡ଼ିଶା ଓ ଭାରତ ର ଲୋକମାନଙ୍କୁ ସାହାଯ୍ୟ କରୁଥାନ୍ତୁ।

  • @shibaprasadpattnaik5492
    @shibaprasadpattnaik5492 22 дня назад +1

    Very Essential information. Thank You Dr. Sir

  • @soumyaparija5091
    @soumyaparija5091 Год назад +6

    EXCELLENT SIR GOD BLESS U PL MAKE A VIDEO ON CONSTIPATION

  • @dibakarpradhan5631
    @dibakarpradhan5631 2 года назад +4

    Sir, dandabat pranam, Jaya Jagannath. You are really great . Service to mankind is service to God, is meaning for you. Sir, please answer any person would take Razo 20 for longtime?

    • @drsenapatiscbmch4672
      @drsenapatiscbmch4672  2 года назад

      Why 2 take for long time,,, watch the video, follow the advice,,,u can take for 1-2month

  • @odiastorytvodia
    @odiastorytvodia Год назад +4

    SIR , Irregular menstrual cycle ଉପରେ ଗୋଟେ video ବନାନ୍ତୁ please 🙏

  • @JamunaMurmu-q9w
    @JamunaMurmu-q9w 3 месяца назад +1

    ବହୁତ ବହୁତ ଧନ୍ୟବାଦ ସାର

  • @truptirekhapanigrahi8283
    @truptirekhapanigrahi8283 2 года назад +4

    Sir mu everyday 1 Cyra tablet khauchi..... Continue kale kichhi problem heba ki

    • @drsenapatiscbmch4672
      @drsenapatiscbmch4672  2 года назад

      Try to avoid drug,,,1-2month khaiparibe

    • @truptirekhapanigrahi8283
      @truptirekhapanigrahi8283 2 года назад

      @@drsenapatiscbmch4672 sir mote jaha khaile bi banti hei jauchi 5 to 10 munit pare.... Khataa jinisa khaile besi hauchi..... Sabudina nai.... Dine dine....

  • @punyabratasatapathy1731
    @punyabratasatapathy1731 2 года назад +5

    Sir! Very important & genuine advices. Keep it up. GOD Bless You.

  • @barikmamata9328
    @barikmamata9328 2 года назад +5

    🙏🙏🙏🙏🙏 sir thanks

  • @LP-oy1zs
    @LP-oy1zs Месяц назад +1

    Many many thanks to Dr Senapati for your valuable tips.

  • @SangitaMishraSangitaMish-qf4rr
    @SangitaMishraSangitaMish-qf4rr 15 дней назад +4

    ଝାଡା ସଫା ହ ଇନି ବାୟୁ ଗ୍ୟାସ ହ ଇଛି ସେଥିପାଇଁ ଇପାୟ

    • @drsenapatiscbmch4672
      @drsenapatiscbmch4672  15 дней назад

      Watch my video on constipation, already uploaded, go to my video list, u can find it

  • @swostiaradhana1212
    @swostiaradhana1212 2 года назад +4

    ❤❤🙏

  • @prasantakumarnathnath2450
    @prasantakumarnathnath2450 Месяц назад +1

    ଧନ୍ୟବାଦ ସାର୍ ❤❤❤❤❤

  • @Sached299
    @Sached299 Год назад +2

    ମୋତେ ଗ୍ୟାସ ହୋଉଥିଲା. 2 ବର୍ଷ ହେଲା ଆଲୋପାଥି ମେଡ଼ିସିନ ଖାଇଲି କିଛି ଫରକ ଆସି ଲାନି. ତା ପରେ ଦେଶୀ medichine try koli.. 3 maso bhitore pura bholo hei goli 🙏🙏🙏🙏🙏

    • @drsenapatiscbmch4672
      @drsenapatiscbmch4672  Год назад

      No need for medication at all,u need to be in healthy life style

    • @granjanchoudhury2376
      @granjanchoudhury2376 6 месяцев назад

      Bhae apana kn desi medicine nele

    • @Sached299
      @Sached299 6 месяцев назад

      ​@@granjanchoudhury2376, amo locality re miluchi.

    • @Sached299
      @Sached299 6 месяцев назад

      @@granjanchoudhury2376 amo locality re mulichi se desi medicine

  • @skdeentertain2485
    @skdeentertain2485 3 месяца назад +2

    ସାର ମୁଁ ଗ୍ୟାସ ରେ 6ବର୍ଷ ହୋଇଗଲାଣି cure ହେଉନି.. ତୋଳି ପେଟ ଜଳା ପୋଡ଼ା ହେଉଛି

  • @lokanathparida8918
    @lokanathparida8918 9 месяцев назад +2

    Thank you sia for your information you are really great sir , Jay shree Ram

  • @ramakantanayak4495
    @ramakantanayak4495 3 месяца назад +1

    ସାର୍ ଭଲ ବୁଝାଇଲେ ଧନ୍ୟବାଦ

  • @SontoshHota
    @SontoshHota 2 месяца назад +1

    ଅ ତି ସୁନ୍ଦର ବର୍ଣନା 👏👏🌹

  • @ParmeshwarNag-uk2tw
    @ParmeshwarNag-uk2tw 19 дней назад +1

    ବହୁତ ସୁନ୍ଦର

  • @prasantabehera6853
    @prasantabehera6853 2 месяца назад +1

    You are not only a doctor but also you are a real human god give you a long life

  • @SishirpradhanSishir
    @SishirpradhanSishir 4 месяца назад +2

    ଅତି ସୁନ୍ଦର ଉପସ୍ଥାପନା sir 🙏

  • @bhagyalatapradhan4061
    @bhagyalatapradhan4061 Год назад +1

    ସୁନ୍ଦର ଉପସ୍ଥାପନା ଶୈଳୀ ।

  • @DineshKalah
    @DineshKalah 8 месяцев назад +2

    Nice information doctor 💊🏥🏥🏥💊 sir

  • @gopaldas7470
    @gopaldas7470 2 месяца назад +1

    ଜୟ ଜଗନ୍ନାଥ ଭାଇ ❤❤

  • @satyapriyabiswal3691
    @satyapriyabiswal3691 Год назад +2

    Thank you very much sir for information.

  • @manoranjannayak7436
    @manoranjannayak7436 Год назад +1

    ଧନ୍ୟବାଦ ସାର୍. ଆୟୁର୍ବେଦିକ ଉପାୟରେ କିପରି gastric ସମସ୍ୟା କୁ ଦୂର କରି ପାରିବା.

  • @rajibmajhi7727
    @rajibmajhi7727 Месяц назад +1

    Hi sir, good morning. My belly is in a lot of pain. When I saw your video, I followed your instructions. That was a very helpful video for me. Thank you so much, sir. Please make more videos related to health.

    • @drsenapatiscbmch4672
      @drsenapatiscbmch4672  Месяц назад

      Thanks and welcome, watch my other videos too,u will definitely love it

  • @dfm0160
    @dfm0160 2 месяца назад +1

    ବହୁତ୍ ସୁନ୍ଦର୍ sr

  • @JyotiSwain-g8e
    @JyotiSwain-g8e 2 месяца назад +1

    ନମସ୍କାର,ମୋର gerd pangastritis heichi, ମୁଁ esogress -hp forte kit ଖାଉଛି,ତା ସହିତ acotiben-100, dozep-25 ନେଉଛି, 14 ଦିନ combikit (esogress hp forte) ଖାଇବା ପରେ esogress 40 ଖାଇବା କୁ ଡାକ୍ତର କହିଛନ୍ତି, ସାର୍ esomeprazole tab ଖାଇବାର କେତେ ସମୟ। ପରେ antibiotics ଖାଇବି, ଆପଣଙ୍କ ମୂଲ୍ୟବାନ ପରାମର୍ଶ କୁ ଶତ ଶତ ନମସ୍କାର,

  • @dwijabarmallick7698
    @dwijabarmallick7698 Месяц назад +1

    Very essential advices.
    Thank you Sir.

  • @santoshsatapathy4249
    @santoshsatapathy4249 3 месяца назад +1

    Bahuta sunder mulyaban paramarsa kathare ta adhe roga bhala heijiba many 2 thanks

  • @niranjanbarick5446
    @niranjanbarick5446 2 месяца назад +1

    ଧନ୍ୟବାଦ sir

  • @satrughnaparida6847
    @satrughnaparida6847 Год назад +2

    Thank you sir for your information 🎉

  • @foodspeciesbyjyoti
    @foodspeciesbyjyoti Год назад +1

    Bahut useful, thank you so much 🙏