ୟୁଟ୍ୟୁବ୍‌ନେ ଫେମସ୍‌ ରୋସନ୍‌ ଭାରଦ୍ୱାଜ୍‌କଁର କମେଡି ଭିଡିଓ

Поделиться
HTML-код
  • Опубликовано: 11 дек 2024
  • ପଶ୍ଚିମ୍‌ ଓଡିଶାର୍‌ କମେଡି କିଙ୍ଗ୍‌ ରୋସନ୍‌ ଭାରଦ୍ୱାଜ୍‌ ତାକଁର ଭିଡିଓ ୟୁଟ୍ୟୁବ୍‌ ଆର୍‌ ଫେସ୍‌ବୁକ୍‌ନେ ସବୁବେଲେ ଭାଇରାଲ ହେଉଥିସି । ମୁମ୍ବାଇନେ ପାଠ୍‌ ପଢିକରି ରୋସନ୍‌ ନିଜର୍‌ ଭାଷାଥି ନୁଆ ନୁଆ କମେଡି ଭିଡିଓ ହେଉ କି ଲୋକକୁଁ ଭିନ୍‌ ଭିନ୍‌ ଜିନିଷ ଶିଖାବାର୍‌ ଭିଡିଓ ବନାସନ ଆର୍‌ ତାକଁର ଭିଡିଓଥି ସବକର ମନ ଘିନି ନେଉଛନ୍‌ ରୋସନ ।
    About Us!
    ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍‌
    ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି
    ପହରା, ଆମର ଉଷତ୍ ଆନନ୍ଦର କଥାନୀ
    ଆମର ଭାଷାଥି, ଆମକୁ କହେବେ ଆମର ନନୀ
    ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍‌କଁର କଥା
    ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର
    ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍‌ର ପ୍ଲାଟଫର୍ମ
    ଆଗକେ ବଢ୍‌ବାର ଲାଗି ପହରା ଆମର ସିଢି
    ପହରା, ଆମର କଥା, ତୁମର କଥା, ସମ୍‌କଁର କଥା
    ଆମର ସମିଆଁର ସବୁନୁ ସୁନ୍ଦର କଥା
    ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍‌ଥି
    ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ
    ପହରା, ଆମର ଭାଷା, ଆମର ତୁଲସୀ ଚଅଁରା
    ଜୁହାର 🙏
    Subscriber If you are watching this video on RUclips, Like our page if you are on Facebook and Stay Connected with Awesome Videos In Sambalpuri!
    Contact Us:- paharaa24x7@gmail.com If you finds your content in our videos!
    Thanks & Regards
    www.Paharaa.com
    #ସମାଜ #ସଂସ୍କୃତି #ସମାଚାର

Комментарии • 71