ନିଜ ବାପାଙ୍କୁ ମାରିବା ପରେ ଅଭିଯୁକ୍ତ ଫେରାର ନହୋଇ ସ୍ଥିର ରହିବାର କାରଣ କହିଲେ ବ୍ୟୋମକେଶ // Byomakesh Tripathy

Поделиться
HTML-код
  • Опубликовано: 4 июл 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/OdishaBhaskar
    OUR WEBSITE - odishabhaskar.com/
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #Bhubaneswar #ByomakeshTripathy #OdishaPolice #Odisha

Комментарии • 234

  • @subhagamer123
    @subhagamer123 21 день назад +48

    ଏ କୁଳାଙ୍ଗାର ବାପାଙ୍କୁ murder କରିବା ପାଇଁ ବହୁଦିନରୁ preplan କରିଥିଲା। ଏ କୁଳାଙ୍ଗାର କାହିଁକି loan କରୁଥିଲା । ତୋ ପାଖରେ ଯଦି ଟଙ୍କା ନ ଥିଲା foreign ବୁଲିବା କାହିଁକି ହେଉଥିଲା । ଏ କୁଳାଙ୍ଗାର ଜାଣି ସିଅଣ । ଏ kulangara କୁ ଯଦି ଫାଶୀ ନ ଦିଆଯାଏ,ତେବେ ସତର୍କ ରୁହ ସବୁ ବାପାମାନେ ।

    • @devilsworld4724
      @devilsworld4724 20 дней назад +2

      Tahale tu kulangar bhi ea plan re samprukta thilu nahale tu kemiti janilu pre plan heichi

    • @manjushreemukhi7715
      @manjushreemukhi7715 19 дней назад

      Subhagamer ଯାହା କହିଲେ ତାହାହିଁ ଠିକ୍ ଜଣାପଡୁଛି

    • @Beero_explores
      @Beero_explores 19 дней назад

      Foreign ଯାଇ LLM କଲେ କଣ India ରେ ତାକୁ PM କରିଦେବେ କି ? India ରେ ପଢିଥିଲେ ଏତେ ସବୁ ଅବସ୍ଥା ହୋଇ ନ ଥାନ୍ତା

  • @Harekrishnatv1113
    @Harekrishnatv1113 21 день назад +56

    କଳି ର କରାଳ ରୁପ ଜାଣତରେ ହଉ ବା ଅଜାଣତରେ ହଉ ଭୁଲ୍ ଟା ସବୁବେଳେ ଭୁଲ୍ ଖାଲି ପାଠ ପଢିଦେଲେ ପଣ୍ଡିତ କୁହାଯିବ ନାହିଁ ସେଥିପାଇଁ ସତ୍ କର୍ମ, ଭଗବତ୍ ଶିକ୍ଷା, ସଂସ୍କାର ନିହାତି ଆବଶ୍ୟକ ମିଛ ମାୟା ସଂସାର କେହି ନୁହେଁ କାହାର ଜୟ ଜଗନ୍ନାଥ 🙏

    • @tapannaik1404
      @tapannaik1404 20 дней назад +2

      ଜୟ ଜଗନ୍ନାଥ ନାହିଁ ଵେ ଭକୁଆ ବାପା ମା ହେଲେ ପୃଥିବୀର ବଡ଼ ଭଗବାନ ତା ପରେ xyz ଜଉ ମାନେ ଏକଥା ବୁଝି ପାରନ୍ତି ନାହଁ ସେମାନେ ମୋ ବାଣ୍ଡ ଵାଳ ସହ ସମାନ

  • @prakashbehera3159
    @prakashbehera3159 20 дней назад +32

    ଆପଣ କହିଲେ ମୂର୍ଖ ଲୋକ ଏ କାଣ୍ଡ କରନ୍ତି ଭୁଲ କହିଲେ ଆପଣ କିଛି ଜାଣିନାହାନ୍ତି ମୂର୍ଖ ଠାରୁ ଶିକ୍ଷିତ ବେଶୀ ଅପରାଧୀ କ ମାମଲାରେ ଜଡିତ ମୂର୍ଖ ତ ମୂର୍ଖ କିନ୍ତୁ ଶିକ୍ଷିତ ଯଦି ମୂର୍ଖ ହୁଏ ଏମିତି ଘଟଣା ଘଟେଇ ଦିଏ

    • @Nk_officialvlog143
      @Nk_officialvlog143 20 дней назад +2

      💯 percent right

    • @bharatiyaainodia1885
      @bharatiyaainodia1885 20 дней назад +2

      ସେ ଓକିଲ ଦଲାଲ କରୁଛି ଅର୍ଥାତ୍ ଆଇନ ବିଷୟରେ ତାକୁ ଜଣା ନାହିଁ କିନ୍ତୁ ଆଇନ ବ୍ୟବସାୟ କରୁଛି । ଏଣୁ ଶିକ୍ଷିତ ଶିକ୍ଷିତ ବାକ୍ୟ ବ୍ୟବହାର କରି ଘଟଣାକୁ ଅଘଟଣ କହି ଜନସାଧାରଣଙ୍କୁ ବୋକା ବାନାଉଛି ।

    • @devilsworld4724
      @devilsworld4724 20 дней назад +1

      Educated people are the 1st criminal like bijaymalaya

  • @hrudayaragita7961
    @hrudayaragita7961 21 день назад +39

    ସଂପର୍କରେ ମଧୁରତା ଆଉ ନାହିଁ।

  • @user-qr2zs8ih4c
    @user-qr2zs8ih4c 20 дней назад +13

    ଘଟଣାର ପଛରେ ସ୍ତ୍ରୀ ର ଭୂମିକା ରହିଛି sir ଟିକେ ତର୍ଜମା କରିକୀ ଦେଖନ୍ତୁ

  • @Dalai143
    @Dalai143 20 дней назад +8

    ଆପଣ ସତ କହିଲେ, ଗଣମାଧ୍ୟମରେ ଆସିବା ଦ୍ୱାରା ବାପ-ପୁଅ ଭିତରେ ଥିବା ବିଶ୍ୱାସ, ଭରଷା କମିବା ଭଳି ସନ୍ଦେଶ ଯାଉଛି.

  • @omkarahi
    @omkarahi 20 дней назад +34

    ସବୁ ପତ୍ନୀମାନେ ସ୍ୱାର୍ଥପର ଉଦ୍ଦେଶ୍ୟ ପାଇଁ ନିଜ ସ୍ୱାମୀଙ୍କୁ ଭଲ ପାଆନ୍ତି ନାହିଁ |ତୁମର ବିବୃତ୍ତି ଅଧିକାଂଶ ପତ୍ନୀଙ୍କ ପାଇଁ ଅପମାନ, ଯେଉଁମାନେ ନିଜ ସ୍ୱାମୀ ଏବଂ ପିଲାମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରନ୍ତି |

    • @shubhasisnayak8304
      @shubhasisnayak8304 20 дней назад

      For example.

    • @omkarahi
      @omkarahi 20 дней назад

      @@shubhasisnayak8304 He is generalizing.

    • @srimanansuman592
      @srimanansuman592 19 дней назад

      He ha given a example...not a statement....

    • @omkarahi
      @omkarahi 19 дней назад +1

      @@srimanansuman592 He is clearly saying that father and mother love without selfish motives and wife loves with selfish motive, not saying for example or under specific conditions.

    • @thewireodisha
      @thewireodisha 18 дней назад +2

      Can you say these things about your mother। As per your logic your mother also a wife of your father।

  • @darkrose7728
    @darkrose7728 21 день назад +17

    A real person . A valuable message to society . 100% correct .

  • @B.Durgashaktee
    @B.Durgashaktee 21 день назад +9

    Byomkesh sir... bhuli jaichanti bodhe...
    Gote naari... sabu bhumika re abatirna jhia,premikaa,bohu,stri,maa,aai,jejema,mausi,Khudi... tahele se kou bhumika re keu rupa dharana kariba seita ta pariparswa paristiti uoare depend kare

  • @user-dx8ul9hx5q
    @user-dx8ul9hx5q 20 дней назад +5

    ଦଣ୍ଡ ନିହାତି ମିଳିବ ଦରକାର ନହେଲେ ଏଇଟା ସୋସାଇଟି ରେ ଖରାପ impact ପକେଇବା

  • @surendranathrath504
    @surendranathrath504 21 день назад +39

    ଅନ୍ୟ ଜଣଙ୍କର ଜୀବନ ନେବା କଦାପି ଜଣେ ଶିକ୍ଷକ/ ଶିକ୍ଷିତ ବ୍ୟକ୍ତି କରି ପାରିବ ନାହିଁ । ଜଣେ ଅପରାଧିକ ଚିନ୍ତାଧାରା ର ବ୍ୟକ୍ତି ହିଁ ଏକାର୍ଯ୍ଯ କରିବା ସମ୍ଭବ। ହୁଏତ ସାଧାରଣ ଲୋକ ଚିନ୍ତାରେ ବାପା ମା ବିଚାର ନ ରହିପାରେ, କିନ୍ତୁ ଏ ଲୋକ ? ଅୟସରେ ଖରଚ କରି, ବାପାଙ୍କୁ ଟଙ୍କା ମାଗୁଥିଲେ, ବାପା ନଦେଲେ, ନିନ୍ଦିତ ହେବା ପାଇଁ ଖରାପ ଲାଗିଲା ଆତ୍ମହତ୍ୟା କରିନେଇଥିଲେ ଚଳିଥାନ୍ତା। ବାପାଙ୍କର ହତ୍ୟା ?

    • @madhusmitapatra5458
      @madhusmitapatra5458 21 день назад +3

      Absolutely right

    • @user-ou7oh4wd9z
      @user-ou7oh4wd9z 21 день назад +4

      ସମ୍ପୂର୍ଣ ମାତ୍ରା ରେ ଭୁଲ ମନ୍ତବ୍ୟ l ବୃତ୍ତିରେ ଶିକ୍ଷକ ହେଲେ କଣ ହେଲା ପ୍ରକୃତି ତ ଖରାପ l ଆପଣ ବୃତ୍ତି ସହ ପ୍ରକୃତି କୁ ତୁଳନା କଣ ପାଇଁ କରୁଛନ୍ତି l v.n(autonomous )college jajpur road re 2 ଜଣ ସ୍ୱାମୀ ସ୍ତ୍ରୀ lecturer ଗୋଟେ ପିଲାକୁ ଘରେ ପୁରେଇ murder କରି ଏସିଡ ପିଆଇଦେଇଥିଲେ 2008-9 ମସିହା ଘଟଣା l
      ଆହୁରି ଅନେକ ପ୍ରକାର case ଅଚ୍ଛି l ତେଣୁ ବୃତ୍ତି ସହ ପ୍ରକୃତି କୁ ତୁଳନା କରନ୍ତୁନି

    • @Vivekanandadas-xz2ji
      @Vivekanandadas-xz2ji 20 дней назад

      Bhai apana nka upare bharasha thila kintu jajapur tharu durei gala

    • @Broo401
      @Broo401 20 дней назад +2

      Loan ନେଇଥିଲା, finance recovery ଲୋକ ଘରେ ଆସି ବସୁଥିବେ, ମୟ ବେ ବହୁତ୍ pressure ରେ ଥିବ, ବାପା ର ବହୁତ୍ property, may be ବାପା ଦେବାକୁ ମନା କରୁଥିବେ, ସ୍ତ୍ରୀ ଭି chhadiki ପଳେଇଲା, କେହି saath ନ ଦେଲେ ଏକୁଟିଆ ମଣିଷ ର ମୁଣ୍ତ କାମ କରୁନଥିବ, so ଏମିତି ଅଘଟଣ heigalaa

    • @devilsworld4724
      @devilsworld4724 20 дней назад

      Tahale puni patha padhu thiba pila Mane criminal,maobadi,naxalite kemiti hauchanti Chali aila gyana pelite nije gyana nija pakhare hi rakho

  • @rashmiranjan7660
    @rashmiranjan7660 20 дней назад +9

    ଭୁତ ପରୀ ଭଲ ପାଇବ ତ କେବଳ ମା କୁ

  • @AnjanaMishra-hb8sy
    @AnjanaMishra-hb8sy 21 день назад +3

    Absolutely right 👍

  • @binatirani8303
    @binatirani8303 21 день назад +7

    ଓକିଲ ଵାବୁ ପୁଅ ଠୁ ଝିଅ ଭଲ କିନତୁ ଓକିଲ ବାବୁ ଵାହା ପରେ ନିଜ ଵାପି ଘର ଲୋକ ମାନଂକ ଛଡା ଶାଶୁ ଘର ସମସ୍ତ ଲୋକ଼୍କ଼୍ ଝିଅ ବୋହୂ ହୋଇ ବହୁତ ଖରାଫ behaviour dekhanti. Husband ଛଡା ସମସ୍େତ ପର ।
    ପୁଅ ବାହା କଲା ପରେ ପୁଅଘରം ସଵୁ ମରିଯିବା ଉଚିତ୍ କି ?
    ପୁଅ। ସୱ।ମି ନ ହୋଇ wife ର ବାପା ହୋଇ ଗଲେ ସରିଲା କଥା ।
    ତେଣୁ ଭଲ ଖରାଫ

  • @yudhistirapanda3874
    @yudhistirapanda3874 21 день назад +35

    ତୁରନ୍ତ ଫାସି ଦିଆଯାଉ ଏଇଭଳି ପୁଅକୁ

  • @amitbehera2320
    @amitbehera2320 21 день назад +2

    Very well said my dear.. friend ❤ 🥰

  • @manjushreemukhi7715
    @manjushreemukhi7715 19 дней назад +3

    ଆଜିକାଲି ଅନ୍ୟକୁ ଦେଖେଇ ହେବା ପାଇଁ ବଡ କାର, ଆପାର୍ଟମେଣ୍ଟ, ପାର୍ଲର, ଦାମୀ ଜିନିଷ କିଣି କରଜରେ ରହୁଚନ୍ତି। ପ୍ରକୃତ ରେ ଏଗୁଡାକ ଭିକାରୀ । ବାପାକୁ ପଚାରିବୁନି କି ସେବା ଟିକେ କରବନି ପାର୍ଲର ରେ ସଜେଇ ହେଉଥିବା ସ୍ତ୍ରୀ କଥାରେ ପଡି ମର୍ଡର କରିବୁ। ପୁଅକୁ ଫାଶି ଓ ଉଷ୍କାଇ ଥିବାରୁ ବୋହୁକୁ ଆଜୀବନ ଜେଲ୍ ଦଣ୍ଡ ହେଉ । ଲ ପଢିଚି ନା ସବୁ ପ୍ରି ପ୍ଲାନ କରିଛି । ସ୍ତ୍ରୀ କୁ ଘରକୁ ପଠାଇ ଦେଇଛି ଯେ କି ବାହାରେ ରହି ୟା ପାଇଁ ଲଢେଇ କରି ବାହାର କରିବ ଓ ଶେଷରେ ସବୁ ସଂପତ୍ତି ହାତେଇବେ

  • @latkadas7639
    @latkadas7639 21 день назад +5

    Right massage for society.

    • @Ansha157
      @Ansha157 21 день назад

      Yes 👍🙌👍
      Please subscribe 🙏🙏

  • @sibanipati4746
    @sibanipati4746 20 дней назад +3

    ରାଗ ବ୍ରହ୍ମ ଚଣ୍ଡାଲ ପୁଅ ହେଉ ବା xyz ଯିଏ ହେଉ କ୍ରାଇମ୍ । ସେ କହିଲେ ପୁଅର ମୁଣ୍ଡ କାମ କଲାନି ସେ ଅଘଟଣ ବୋଲି କହିଲେ । ଯଦି ବୋହୂ ହୋଇଥାନ୍ତା ସେ କଣ ଅଘଟଣ ଘଟିଛି କହିବେ

  • @user-mh7vq6cn3g
    @user-mh7vq6cn3g 21 день назад +9

    Bahut bhala loka ye,loka kintu yeku vot deleni bahut dukhara bisaya

  • @bijaybehera1725
    @bijaybehera1725 21 день назад +9

    Right

    • @Ansha157
      @Ansha157 21 день назад

      Thik katha kahicha
      Please subscribe 🙏🙏🙏

  • @padmininayak2998
    @padmininayak2998 20 дней назад +1

    Absolutely correct

  • @minutesaboutShantikunjbyDSLenk
    @minutesaboutShantikunjbyDSLenk 20 дней назад +3

    ପଳାଇବା କୁହ ଚେଷ୍ଟା କରିଥିଲେ କେବେ ନାଁ କେବେ ଧରା ପଡିଥାନ୍ତା, negative imotion control କରିପାରିଲାନି.

  • @manojpanda1997
    @manojpanda1997 21 день назад +1

    Bahut badhia chenta dhara,sir.... really i appreciate your word's.

  • @JayantiDebi-yg2ee
    @JayantiDebi-yg2ee 18 дней назад +2

    ସେମିତି ସବୁ ପତ୍ନୀ ବି ଖରାପ ନୁହନ୍ତି।ଆମେ ଶାସ୍ତ୍ରରେ ପଢିଛେ ସୀତା, ସାବିତ୍ରୀ, କୁନ୍ତୀ ଇତ୍ୟାଦି। ଏବେ ବି ଏ ଯୁଗରେ ସେହିପରି ମହିୟସୀ ମହିଳା ଅଛନ୍ତି। ଯାହା ଯୋଗୁଁ ପତି ପରିବାର ଉଚ୍ଚ ସ୍ତରକୁ ପାଇପାରିଛନ୍ତି। ଆଉ ସ୍ଵାମୀମାନଙ୍କ ଦ୍ଵାରା ବି ସ୍ତ୍ରୀ ନିର୍ଯ୍ୟାତିତ ହେଉଛନ୍ତି।
    ସବୁ ନିର୍ଭର କରେ ଆମ ମନ ଉପରେ।ସେ କେମିତି କାହାକୁ ଗ୍ରହଣ କରି ପରିବ, ପରିବେଶକୁ ସୁସ୍ଥ ରଖି ନିଜେ ହସି ଅନ୍ୟକୁ ହସାଇ ବଞ୍ଚି ପାରିବ। ସେଥିପାଇଁ ଆମେ ଗୁରୁ, ଗୁରୁଜନଙ୍କ କଥା ମାନି ଚଳିବାକୁ ପଡିବ। ଶାସ୍ତ୍ରକୁ ପଢି ସେଥିରେ ଦିଆଯାଇଥିବା ମର୍ମକୁ ଗ୍ରହଣ କରି ନିଜ ଜୀବନରେ ଲଗାଇବା। ତାହେଲେ ... କଷ୍ଟ ସହି, କୃଷ୍ଣଙ୍କୁ ପାଇପାରିବା🙏🙏

  • @susmitasingh869
    @susmitasingh869 16 дней назад

    Right Bhai

  • @darkrose7728
    @darkrose7728 21 день назад +1

    A person to be respected. His moral n legal concepts are to be highly appreciated . ❤him

  • @bhagabanpanda3444
    @bhagabanpanda3444 20 дней назад +13

    ଆପଣ ଏକଦମ୍ ଠିକ୍ କହିଲେ ଏଗୁଡ଼ାକ ଗଣମାଧ୍ୟମରେ ପ୍ରଦର୍ଶନ ଓ ପ୍ରସାରଣ କରିବା କଥା ନୁହେଁ 🎉🎉🎉🎉🎉 ଆପଣଙ୍କୁ ଜଗନ୍ନାଥ ସହାୟ ହୁଅନ୍ତୁ🎉🎉🎉

  • @jamuna1995
    @jamuna1995 21 день назад +1

    Right sir ❤

  • @thewireodisha
    @thewireodisha 18 дней назад +1

    Yaku hi କହନ୍ତି ଯାଦୁଆ ର ଯାଦୁ ମଲମ ବିକା

  • @rebabalaraut884
    @rebabalaraut884 20 дней назад +1

    Sir pranam ❤❤

  • @bibhutisahu4204
    @bibhutisahu4204 20 дней назад +6

    ତମେ ଆଉ ଦୋଷୀ କୁ ହିରୋ ବନାଓନି, ଏମିତି ହେଲେ ସମାଜରେ ଆହୁରି ହତ୍ୟାକାଣ୍ଡ ବଢିବ, କଥାରେ ଭୁଳାଇ ତା ଦଣ୍ଡ କୁ କୋହଳ କରାଅନି, ନ ହେଲେ ଆହୁରି ଅନେକ ବୁଢ଼ା ବୁଢ଼ୀ କୁ ଦୁଷ୍ଟ ପୁଅ ମାନେ ମାରିଦେବେ

    • @bharatiyaainodia1885
      @bharatiyaainodia1885 20 дней назад

      ଆପଣ ଠିକ୍ କଥା ଲେଖିଲେ କାରଣ ଦୋଷୀକୁ ନିର୍ଦ୍ଧୋଷୀ ବୋଲି ପ୍ରମାଣ ଦେବାକୁ ଚାହୁଛନ୍ତି ଦଲାଲ ଓକିଲ ।

    • @babajicharannayak6475
      @babajicharannayak6475 20 дней назад

      Yes you are right

  • @bishnupriyaswain2104
    @bishnupriyaswain2104 19 дней назад +3

    ଦୟାକରି ଏହି ଭଳି କାର୍ଯ୍ୟ କୁ ମିଡିଆ ବନ୍ଧୁ ମାନଙ୍କୁ ଅନୁରୋଧ ସୋସିଆଲ ମିଡିଆରେ ବା
    ଦେଖାନ୍ତୁ ନାହିଁ । କାରଣ ଏହା ଦ୍ବାରା ସମସ୍ତ କର ସମସ୍ତକ ଠାରୁ ବିଶ୍ଵାସ ତୁଟି ଯିବ ।

  • @rashmigoud04
    @rashmigoud04 18 дней назад

    Very rightly said sir

  • @ashokamohanty6521
    @ashokamohanty6521 21 день назад

    Thank u sir

  • @kabitamohapatra5530
    @kabitamohapatra5530 21 день назад

    Sir,You are great.

  • @surjyalatapanda2008
    @surjyalatapanda2008 19 дней назад

    Rightly said

  • @ByamokeshRath-fb3cj
    @ByamokeshRath-fb3cj 20 дней назад +1

    Spritual education is essential for developing morale.

  • @dstl5308
    @dstl5308 20 дней назад

    Good explaination sir

  • @sudhirpatra8455
    @sudhirpatra8455 19 дней назад

    You are right 👍 sir
    💯

  • @juluchsahu7279
    @juluchsahu7279 21 день назад

    Good advice lower sir👍👍👍👍

  • @prasantakumarmishra7928
    @prasantakumarmishra7928 20 дней назад

    Appreciate the comment of this gentleman ❤

  • @HemantKumarMangaraj
    @HemantKumarMangaraj 21 день назад

    Jay Jay Jagannath Radhe Radhe.bhai apannanka katha swagat jogya.

  • @PurnimaPinu
    @PurnimaPinu 21 день назад +7

    Bahut sundar bite👍

  • @manaskumarmohanty5215
    @manaskumarmohanty5215 20 дней назад +2

    ସାରେ ଆପଣ ନିର୍ବାଚନରେ କେତେ ଖଣ୍ଡ ଭୋଟ ପାଇଲେ

  • @NandankumarSingh-nx4mz
    @NandankumarSingh-nx4mz 21 день назад +1

    😢😢😢

  • @laxmanbehera553
    @laxmanbehera553 20 дней назад

    Right sir

  • @s_sarojakumar7270
    @s_sarojakumar7270 19 дней назад

    Psycho ଯଦି ତେବେ ଦୋଷୀ ଆଉ କାହାକୁ ବଛାଯାଉ। Jay Jagannath

  • @narendraknaik2374
    @narendraknaik2374 20 дней назад +1

    ତୁ ଶଳା ମେନ୍ ଘଟଣା କଣ କହବେ, ଶଳା ତୁ ବେକରିଆ କଥା ଅଧିକ କହୁଜୁ

  • @debasismajhee7876
    @debasismajhee7876 21 день назад

    Right 👍🏻👍🏻👍🏻

  • @rcci4810
    @rcci4810 20 дней назад +1

    Samajare a khabar asiba katha. Jahafalare se khuni ku samaja basanda karu.... Dhik dhik

  • @sabitamishra3921
    @sabitamishra3921 21 день назад

    ❤🎉

  • @user-hc5rd6ho9k
    @user-hc5rd6ho9k 21 день назад +5

    Ony fashi

  • @laxminarayanpanda1463
    @laxminarayanpanda1463 21 день назад +3

    Very sad
    He Prabhu abhali manda budhi bhagwan kahaku na diantu

  • @spandanikapatnaik6234
    @spandanikapatnaik6234 20 дней назад +1

    Samaja, ghatana t ku vuliba agaru,taku jete jaldi faashi heba darkar

  • @user-hd2tk6ye9t
    @user-hd2tk6ye9t 21 день назад +13

    Sabu stree swatha rakhi bhala pantini aji jie maa kali se kahara stree thila

  • @swetapadmamohapatra4394
    @swetapadmamohapatra4394 20 дней назад

    Perfect prediction

  • @paintingparamandanayak4635
    @paintingparamandanayak4635 20 дней назад +1

    Fasi diajau, odisha government

  • @Joshika366
    @Joshika366 21 день назад +1

    Yes aeta media re asibara na thila

  • @doctor831
    @doctor831 18 дней назад

    There could be several reasons why a murderer may not leave the scene after committing the murder:
    1. Shock or Panic: The murderer may be overwhelmed with shock or panic after committing the murder, causing them to freeze up or become immobilized, unable to leave the scene.
    2. Personal Connection: The murderer may have a personal connection to the victim or the location of the murder, which may make it difficult for them to immediately leave.
    3. Evidence Tampering: The murderer may stay at the scene in an attempt to tamper with evidence or stage the scene to make it look like something else happened.
    4. Witness Control: The murderer may stay at the scene to control any potential witnesses or prevent them from contacting the authorities.
    5. Morbid Curiosity: The murderer may have a morbid fascination with the consequences of their actions, leading them to stay at the scene to observe the aftermath.
    6. Mental Health Issues: The murderer may have mental health issues that cloud their judgment and prevent them from making rational decisions, including leaving the scene of the crime.
    7. Lack of Planning: The murderer may not have planned their actions or thought through their escape route, leaving them stranded at the scene without a clear exit strategy.

  • @manasranjanbarik3644
    @manasranjanbarik3644 20 дней назад

    ❤ଆମର ଚିହ୍ନ ହୁଇସିଲ😂

  • @chintamaninegi3545
    @chintamaninegi3545 19 дней назад

    Ref Gita Slok - 2/63

  • @divyapati3291
    @divyapati3291 20 дней назад

    Byomkesh babu election re jitile na harile

  • @hirojbehera448
    @hirojbehera448 21 день назад +1

    Relationship is created on both sides committed...in today's society, parents are not behaving as expected , ego is more

  • @anantapaharia546
    @anantapaharia546 20 дней назад

    ନିଜ କଥା କହିଲ ଆମେ କଣ ସମଜ ନାହିୁଁ,ସବୁ ଜିନିଷସମାନାକୁ ଆସୁ, ଆମେ ସେ ରାବଣ ହେଉ କି କଂସ

  • @sanatanbhoi4039
    @sanatanbhoi4039 21 день назад +3

    Only fhasi

  • @anadijena8831
    @anadijena8831 19 дней назад +1

    Kete stree loka nija pilanku chhadi para ghaita sangare mattuchhanti seya kahuna

  • @nalinibehera9328
    @nalinibehera9328 18 дней назад

    ସେ ପୁଅଟା ତାହେଲେ ମହାପୁରୁଷ। ତାର ଦୋଷ ନାହିଁ। ତା ମୁଣ୍ଡ କାମ କରୁନଥିଲା ମାରିଦେଲା। ତା'ର କିଛି ଦୋଷ ନାହିଁ। ଭଲ ଆଉ

  • @swainsatyabhama-lb7zl
    @swainsatyabhama-lb7zl 19 дней назад

    Jay.jaganntha..ucha.sikhitha.jogu.aji.val.kam.kari.samajaku.dekhela

  • @Hariharpatra109
    @Hariharpatra109 21 день назад +3

    Point is good,

    • @Ansha157
      @Ansha157 21 день назад

      Thik katha
      Please subscribe 🙏

  • @ashokmallik3711
    @ashokmallik3711 21 день назад

    R888

  • @DEBABRATAPANDA-kt7gb
    @DEBABRATAPANDA-kt7gb 20 дней назад

    Hmm sir apana bahut bhala judgement kale....hmm apana purusha commissioner ta au murder karithiba se loka bi purusha.... sethilagi apana kohuchhanti se loka ra intention nathila mariba ku....au last re judgement dele money problem lagi se ta wife ra pressure re se emiti karichhi.... Sir mu apanaka ra bahut bada fan....apanaka sabu interview mu dekhe and mu apanaka opinion re bahut satisfied feel kare....but aaji apana jaha opinion dele ba kahile bilkul wrong hin dele.....bhul thile sir khyama karibe🙏

  • @pradeepkumarmishra4660
    @pradeepkumarmishra4660 21 день назад +4

    Swartha Thai ki stree bhala paye... 😅
    A video ta mo stree ku dekheideli au siye katha hauni... 😂

  • @rajendrabarik9441
    @rajendrabarik9441 20 дней назад

    🙏🏽🙏🏽🙏🏽🙏🏽

  • @rashminanda6310
    @rashminanda6310 16 дней назад +1

    Stri nija swartha pain swami ku bhala pae... E katha ta ku pura generalize karidele ethi. Eita apananka maa, bhauni etc pain applicable ki....

  • @sujatapatnaik5421
    @sujatapatnaik5421 20 дней назад

    Precisely the point. Simply because the murderer son is a law professor, he did not attempt to flee! Now his lawyer can plead insanity for a milder sentence!

  • @kaminisuna4521
    @kaminisuna4521 21 день назад

    Kolijug Sir 😂😂

  • @Murmufamilylife
    @Murmufamilylife 20 дней назад +5

    ତୁ କ'ଣ ମଡ଼ର୍ରର ସାଙ୍ଗ କି????
    ମିଡ଼ିଆରେ କଥା ବାହାରିଲା ବେଳକୁ ତୋର ଫାଟୁକି
    ତମେ କି ବାଳ ଜଜ୍ ଦେଖେଇ ହେଉଛ???
    ସଠିକ ତର ଜମା କରି ନିର୍ଦଶୀ କୁ ଛାଡି ଦିଅ (Other କେସ ଗୁଡିକ)
    ତୁମେ ଶୋଳେ ଲାଂଛୁଆ..........

  • @flavorofodisha2271
    @flavorofodisha2271 19 дней назад

    Barbar channel ku asiba dwara bahut case public ru directly mili jauthiba. 😅

  • @kahnumishra4508
    @kahnumishra4508 20 дней назад

    ଜଣେ ପିତୃହନ୍ତା ଏପରି ଯୁକ୍ତି ଆଦୌ ଉଚିତ୍ ନୁହେଁ

  • @swapnasfamily4293
    @swapnasfamily4293 19 дней назад +2

    ତମେ ଆଗ କୁହ ତୁମେ ଯେଉଁ ପ୍ରକୃତି ମିଶ୍ର ମାନହାନି କେସ ନେଇଥିଲେ ସେଥିରେ ଜିତିଲ ନା ହାରିଲ 😜😜
    ଆଉ ନିର୍ବାଚନର ତ୍ରୁଟି ମଧ୍ୟ କୋଉଠି ରହିଲା 😭ପୁରୁଷ କମିଶନ କଣ ଫଳପ୍ରଦ ହେବ ନାହିଁ ଲାଗୁଛି 😜😜😜
    ତୁମ ଭଳିଆ ବାଦାମ ଖିଆ ଓକିଲ ଆମ କଟକ କୋର୍ଟରେ ଗଦା ଗଦା ବୁଲୁ ଛନ୍ତି ଯୋଉଁ ମାନଙ୍କର କଥା ପ୍ରବଳ କାମ ଦୁର୍ବଳ 😜😜😜
    ଆଉ ହଁ ପ୍ରକୁତି ମିଶ୍ର ଯଦି ସେ ମାନହାନି କେସଟା ଜିତେ ତାକୁ କହିବ ଯୋଉଁ 1 କୋଟି ଟଙ୍କା ପାଇବ ସେଥିରୁ ତମକୁ କିଛି ଆଉ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବି କିଛି ଦବ 😜😜😜🤣🤣

  • @bijaysahoo2341
    @bijaysahoo2341 20 дней назад

    Bapa/maa andha bhabe bhala paanti nija jhiaku puaku nuhen

  • @AnilkumarSahoo-qs6et
    @AnilkumarSahoo-qs6et 20 дней назад +1

    Dahara byomakesh

  • @GyanaranjanPattanaik940
    @GyanaranjanPattanaik940 21 день назад +3

    Barsa juade chhata ciade

  • @chittarmahanta4304
    @chittarmahanta4304 20 дней назад +1

    Kaunasi advocate murderer pain case ladhantu nain

  • @bbntreaderking6627
    @bbntreaderking6627 20 дней назад

    ଆପଣ ଯାହା କହିଲେ ୧୦୦ ଠିକ୍।😢😢😢😢

  • @user-wi8je1li9t
    @user-wi8je1li9t 21 день назад +2

    Right 👍 kahichnti bymokesh Babu

  • @ARCHANAKANHAR-sq4ot
    @ARCHANAKANHAR-sq4ot 20 дней назад

    ଏ ଅକିଲ ଏଲିନା ଙ୍କୁ ବୁହୁତ ସପଠ କରୁଛ ଟଙ୍କା ପାଇ ଛି ର ଅକିଲ

  • @prasantpradhan3925
    @prasantpradhan3925 19 дней назад

    🙃 ଏମିତୀୟା ପୁଅ କୁ ଫାସୀ ଦରକାର...

  • @bharatiyaainodia1885
    @bharatiyaainodia1885 20 дней назад

    ଓକିଲଙ୍କର ହିତାହିତ ଜ୍ଞାନ ହିଁ ନାହିଁ । କାହିଁକି ନା ଓକିଲ ଜଣେ ଉଚ୍ଚ ଶିକ୍ଷିତ, ଧନୀ ବ୍ୟକ୍ତିଙ୍କୁ ବହୁତ ଭଲ ପାଆନ୍ତି । ଏଣୁ ନିଜେ ଓକିଲ କହୁଛି ଏହି ଅଘଟଣ ମିଡ଼ିଆକୁ ଆସିବା କଥା ନୁହଁ କାରଣ ଏହି ଅଘଟଣା ଉଚ୍ଚ ଶିକ୍ଷିତ ଏବଂ ଧନୀ ପରିବାରର ଅଟେ । ଅଳ୍ପ ଶିକ୍ଷିତ ଗରିବ ବ୍ୟକ୍ତି ଏହି ପରି ଅଘଟଣ ଘଟାଇଥିଲେ ତାହାକୁ ଅଘଟଣ କୁହାଯାଏ ନାହିଁ ଘଟଣା କୁହାଯାଏ ଏବଂ ମିଡ଼ିଆ ମାଧ୍ୟମରେ ଘଟଣା ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନା କରାଯାଏ ।

  • @user-cl1bx4nm5d
    @user-cl1bx4nm5d 19 дней назад

    Loan kariki pua foreign buluchi ...
    Aei shameless ku kie professor job deithila?
    Anywz who motivated him to do loan and to travel foreign???

  • @lopamudra3949
    @lopamudra3949 20 дней назад

    Bhala paiba ra bhala definition aau Diffeernatiaon kale. 👍

  • @subratkumardas3430
    @subratkumardas3430 21 день назад +4

    Bekara news

  • @rajkishorpanda4002
    @rajkishorpanda4002 20 дней назад

    You.are.currect

  • @fightforjustice9076
    @fightforjustice9076 19 дней назад

    ସମାଜ ରେ ଗୋଟିଏ ଵ୍ୟାଡ ସୋସାଟି msg ଜାଉଚି ନୁହେଁ ଓକିଲ ଵାଵୁ ଟିକେ ଉଚାରଣ ଠିକ କରନ୍ତୁ। ସୋସାଇଟିକୁ ଗୋଟିଏ ବ୍ୟାଡ msg ଜାଉଚି

  • @genznerd
    @genznerd 17 дней назад

    Iye ta jibana jakara prabochana gote thara re suneidela..

  • @raghunandansasmal483
    @raghunandansasmal483 21 день назад

    Punish the culprit immediately

  • @Sumitrabaral-rs5sh
    @Sumitrabaral-rs5sh 20 дней назад

    ଓକିଲ ବାବୁ ଠୀକିକହିଲ

  • @naturalofnatureboybabul8173
    @naturalofnatureboybabul8173 16 дней назад

    Advocate Nare aita gote kalanka

  • @pallabipujary5440
    @pallabipujary5440 20 дней назад

    Absolutely right excess mental pressure n depression n now days alcohol addiction n parents r not supporting n counseling properly why they were staying 100mtrs far away..parents r not ready to counsel properly...