ଭତ୍ତାକୁ ନେଇ ଉଠିଲା ପ୍ରଶ୍ନ // ମୋହନ ମାଝୀ ୮୦ ବର୍ଷ ବେଳକୁ ବଞ୍ଚିବେ ତ!

Поделиться
HTML-код

Комментарии • 441

  • @nuapadaspecial525
    @nuapadaspecial525 2 месяца назад +119

    ମୋହନ ସରକାର ଆଗାମୀ ନିର୍ବାଚନ ବେଳକୁ ନଥିବେ। ସେଥିପାଇଁ ଏଇ ଯୋଜନା କରିଛନ୍ତି।

  • @saratchsatapathy9115
    @saratchsatapathy9115 2 месяца назад +86

    ଭୁଲ୍ ହେଇଗଲା BJP କୁ ଭୋଟ ଦେଇ

    • @SnShine-ul7uc
      @SnShine-ul7uc 2 месяца назад

      Bjp full form Bada jumla party😂😂😂😂

  • @AkshyaKaran
    @AkshyaKaran 2 месяца назад +147

    ଆଉଥରେ ବିଜେପି ଭୋଟ ଦେବାକୁ ଇଚ୍ଛା କରିବେ ନାହିଁ

    • @Skybluewindcool
      @Skybluewindcool 2 месяца назад +4

      Bjd sarkar ta 500 dauthila bhatta. Gala nirbachana ku akhire rakhi 1000 bhata dela last 2 masa heba 60+ nku 1000 au 80+ ku 1200. Au se puni abe Bjp ku kahuchi tara 3 guna adhika deba Bjp 60+ nku 3000 au 80+ 3500. Tama muha re laja nahi tk kan kan kahucha tame mane ahankara bari hei paduchi tumara au hinsra hei jaicha tame.

    • @priyanshisen496
      @priyanshisen496 2 месяца назад +4

      Ye jumla sarkar ​@@Skybluewindcool

    • @Skybluewindcool
      @Skybluewindcool 2 месяца назад +2

      @@priyanshisen496 pandu x sarkar

    • @ManjulataDeo
      @ManjulataDeo 2 месяца назад +5

      @@Skybluewindcool ARE MAGIHA 😂😂 KIA KAN DOUTHILA ALAGA KATHA BJP KAHITHILA BHATA 3000 DEBA BOLI SAMTANKU

    • @Skybluewindcool
      @Skybluewindcool 2 месяца назад +1

      @@ManjulataDeo Deba be samasta nku 3000 mghiya magana khia

  • @ajaykumarajaykumar4799
    @ajaykumarajaykumar4799 2 месяца назад +111

    ସବୁପଇସା ଜଦିଭତାରେ ସାରିବେ ରଙ୍ଗକିଣିବେ କେମିତି

  • @anirudhamallick4868
    @anirudhamallick4868 2 месяца назад +77

    ଖାଲୁଆ ସରକାର

  • @Taaucreation
    @Taaucreation 2 месяца назад +190

    ଆଉ 20 ବର୍ଷ ବଢ଼େଇକି 100 ବର୍ଷ କରିଥିଲେ, ଲୋକ century ମାରି ବୋନସ+3000 ପାଇଥାନ୍ତା 🤣🤣🤣😹

    • @status4u267
      @status4u267 2 месяца назад +5

      @@Taaucreation Ye BJP CHOR PARTY ETHU KICHHI ASA RAKHANI

    • @chiranjivmansis1415
      @chiranjivmansis1415 2 месяца назад +2

      😂😂😂😂 century Bonus

    • @Royalking75912
      @Royalking75912 2 месяца назад +1

      ​@@Skybluewindcoolଆରେ ମୂର୍ଖ ବାଣ୍ଡା କୋଉଠି ଲେଖା ହେଇଛି ଆଗ କହ ୬୦ ବର୍ଷ କୁ ୩୦୦୦ ହଜାର ବୋଲି....ମାଦର ଚୋଦ୍ ବଜେଟ କଣ ଆସିଛି ଜାଣିଛୁ କି ନାଇ ବେ ନା ବୋଉ କୋଳରେ ସୋଇଥିଲୁ ଏବେ ଉଠିକି ଆସି କମେଣ୍ଟ ଦଉଛୁ. ....ବଜେଟ ରେ ସ୍ପଟ ଲେଖା ଯାଇଛି ୮୦ ବର୍ଷ ପରେ ୩୫୦୦ ଭତ୍ତା ମିଳିବ ଆଉ ୮୦% ଭିନ୍ନକ୍ଷମ ଙ୍କୁ ମିଳିବ......ମୂର୍ଖ ଚୋଦା ଭଲ ସେ ନିୟୁଜ ଜଣେ....ଅନ୍ଧଭକ୍ତ ଥିଲୁ ଏବେ ମୂର୍ଖ ବାଣ୍ଡ ହେଇଗଲାଣି

    • @sarfaroshkitamanna8388
      @sarfaroshkitamanna8388 2 месяца назад +2

      😂😂😂😂😂😂 120 karithile bhala heitahanta😂😂

    • @sarfaroshkitamanna8388
      @sarfaroshkitamanna8388 2 месяца назад +3

      ​@@Skybluewindcoolkichi januna 80 barsa kariba katha election purburu kahilani

  • @Rusi-s6r
    @Rusi-s6r 2 месяца назад +3

    ବେଇମାନ୍ ସରକାର ମୋହନ ମାଝୀ

  • @ChhabilaBehera-bd3lb
    @ChhabilaBehera-bd3lb 2 месяца назад +37

    ଏଇ ସରକାର ମାତ୍ର ଏକ ବର୍ଷ

  • @wadingcollcationberhampurm6068
    @wadingcollcationberhampurm6068 2 месяца назад +38

    ଓଡ଼ିଆ ଲୋକ ମୁର୍ଖ ଗୁଡାକ
    ଭୁଁଆ ବୁଲଉଛି ମୋଦି ସବୁ ଶଳା ଚୋର

  • @Vijaydebrazdash
    @Vijaydebrazdash 2 месяца назад +85

    ଆଗେ 300 ୟୁନିଟ ବିଜୁଳି ଦିଅ ତା ପରେ ଯାହା ଦେବ,,,,ଠିକ୍ କହିଲିଁ ନା ଓଡ଼ିଶା ବାସି

    • @SnShine-ul7uc
      @SnShine-ul7uc 2 месяца назад +1

      Mili gala 300 unt sabu khushi hai gale😂😂😂😂😅

    • @lilamayasahu6669
      @lilamayasahu6669 2 месяца назад +1

      Bhatta3000
      Chaula magana
      Kalia 2000
      Kete magana kahiba
      Puni electric bill free
      Sabu magana
      Kintu jamma Kariba 1 gote 😂😂😂

    • @debabratadash6993
      @debabratadash6993 2 месяца назад

      ​@@lilamayasahu6669 au jau ete tax , gst, naucha sabu katha re. Kan kariba neiki

    • @lilamayasahu6669
      @lilamayasahu6669 2 месяца назад

      @@debabratadash6993 tax je sasan kale bi neba
      Tax dela loka keve bhatta paiba nahi

    • @debabratadash6993
      @debabratadash6993 2 месяца назад

      @@lilamayasahu6669 tax kain nianti janicha ?

  • @manojparida2880
    @manojparida2880 2 месяца назад +53

    ସବୁଥିରେ ବିଫଳ କିନ୍ତୁ ରତ୍ନଭଣ୍ଡାର ଖୋଲିବାରେ ସଫଳ କାରଣ ତାଲା କାଟି ଖୋଲିଦେଲେନା!

    • @SnShine-ul7uc
      @SnShine-ul7uc 2 месяца назад +2

      Sabu tadi debe jana paduchi😂😂😂😅

    • @Tapu-jz5ks
      @Tapu-jz5ks 2 месяца назад +1

      Sabu luti naba odisha ru

  • @bhaktisuman9628
    @bhaktisuman9628 2 месяца назад +42

    ଭୂଆଁ ବୁଲଉଛନ୍ତି...

  • @parthananda5208
    @parthananda5208 2 месяца назад +1

    Ur right sir.

  • @ththandthclasssciencebySANTOSH
    @ththandthclasssciencebySANTOSH 2 месяца назад +38

    ନଦେବା ଯୋଜନା

  • @TapasMohapatra-t9e
    @TapasMohapatra-t9e 2 месяца назад +1

    Right sir ji

  • @bijaymalickbijaymalick4729
    @bijaymalickbijaymalick4729 2 месяца назад +20

    ନିଜେ ମୁଖ୍ୟ ମତୀରି 80 ବର୍ଷ ବଚିବେତ

  • @crazyyyy-cp5ih
    @crazyyyy-cp5ih 2 месяца назад +15

    BJP ର ସବୁ ଯୋଜନା ଏ ଭଳି

  • @BinodBehera-mh3xo
    @BinodBehera-mh3xo 2 месяца назад +16

    ନାମ ରଙ୍ଗ କଥା ଏଠି କିଛି ନୁହେଁ ଜନତାଙ୍କୁ ସୁସାସନ ଦବାର ଆବଶ୍ଯକ. ଆଉ ବାର୍ଦ୍ଧକ୍ୟ ଭତ୍ତା ବୟଷ 60ବର୍ଷ କରାଯାଉ

  • @AlokMishra-w3e
    @AlokMishra-w3e 2 месяца назад +37

    ତାଙ୍କର କଣ ଅସୁବିଧା ହେଉଛି ଯାହାର ଅସୁବିଧା ହେଉଛି ସିଏ ଜାଣିଚି ଭିନ୍ନକ୍ଷମ ଭତା ରେ ବି ପାତର ଅନ୍ତର ଯାହାର ହାତ ଗୋଡ଼ ନାହିଁ ସେ କଣ କରି ପାରିବ ଯଦି ଭିନ୍ନକ୍ଷମ ୬୫/ 😢😢😢😢😢😢😢😢😢😢😢😢😢😢😢😢

  • @timepasscreative6794
    @timepasscreative6794 2 месяца назад +30

    ସାପ ମରିବ ନି କି ବାଡି ଭାଙ୍ଗି ବନି କଥା ଦେଇ ଛତା ଫୁଟେଇଲା ମୋହନ ସରକାର ଲୋକ ହଶା କଥା ଆଜି କାଲୀ 80 ବର୍ଷ କେତେ ଜଣ ବଞ୍ଚୁଛନ୍ତି

    • @Skybluewindcool
      @Skybluewindcool 2 месяца назад +2

      Jie banchigala adhika 500 paiba nahele nai sethire kan achi 3000 ta paiba...Bjd ta 500 dauthila kintu gata 2-3 masa thu 60+ nku 1000 au 80+ nku 1200 dauthila election thibaru. 😂😂😂

    • @timepasscreative6794
      @timepasscreative6794 2 месяца назад +1

      @@Skybluewindcool 60 ବର୍ଷ ପାଇଁ 3000 ହେଲେ ଠିକ୍ ହେବ

  • @AmarKing-hp3hy
    @AmarKing-hp3hy 2 месяца назад +25

    ଗାଲୁଆ ସରକାର ବଜେପି ଵା ବୟସ ବଡେଇଦେଇଛି ମଣିଷର ବୟସ

  • @KartikaBrahma
    @KartikaBrahma 2 месяца назад +8

    80% ଖାଲି କହିବା କଥା ଭତା ଦେବାକୁ ଏମାନଙ୍କ ଇଛା ନାହିଁ

  • @padhicreation
    @padhicreation 2 месяца назад +1

    ଏ ସରକାର ରହିବ ନାହିଁ କାରଣ ଏ ସରକାର କହିଥିବା କଥା କୁ ଠକୁଚି

  • @nibeditakar2317
    @nibeditakar2317 2 месяца назад +1

    Sarkar punar bichar karantu

  • @sbehera5051
    @sbehera5051 2 месяца назад +1

    👍ଭାଇ

  • @BibunaBibhuti
    @BibunaBibhuti 2 месяца назад +3

    Right your speakers thanks

  • @mihirranjanharichandan2197
    @mihirranjanharichandan2197 2 месяца назад +17

    You are right sir

  • @BasantaBehera-gl3li
    @BasantaBehera-gl3li 2 месяца назад +1

    ଠିକ୍ କହିଛନ୍ତି ଗୋସେଇଁ 👍👍👍👍👍👍

  • @Royalking75912
    @Royalking75912 2 месяца назад +10

    ପ୍ରଫୁଲ ମହାରାଜ ଆପଣକୁ ସାଦରେ ନମସ୍କାର....ଭଲ କଥା ପଦେ କହିଲେ ଏ ସରକାର କେମିତି ଏମିତି ଭାବନା ଆଣୁଛନ୍ତି...୮୦ ବର୍ଷ ବଞ୍ଚିଲେ ତ ଭତ୍ତା ପାଇବେ ସରକାର ଜାଣି ଜାଣି ଏମିତି କାମଚଳା କାମ୍ କରୁଛି.....

  • @mahapatrarakesh3783
    @mahapatrarakesh3783 2 месяца назад +1

    Thk Katha bhai

  • @ଲକ୍ଷ୍ମୀନାରାୟଣ
    @ଲକ୍ଷ୍ମୀନାରାୟଣ 2 месяца назад +2

    କେବଳ ଭତ୍ତା ପାଇବା ପାଇଁ ଲୋକ ମାନେ ବଞ୍ଚି ରହିବେ😂😂😂

  • @UpendraDebata-mn2bc
    @UpendraDebata-mn2bc 2 месяца назад +3

    Right

  • @suryakantpradhan2409
    @suryakantpradhan2409 2 месяца назад +1

    ମିଛୁଆ ବିଜେପି ଦୟାକରି କହିବେକି 80ବର୍ଷ ବୟସ ର କେତେଲୋକ ଓଡ଼ିଶାରେ ଅଛନ୍ତି

  • @gitanjalibarik8184
    @gitanjalibarik8184 2 месяца назад +19

    ଭତା 50 ବର୍ଷ ରୁ ଲାଗୁ କରନ୍ତୁ ମୋହନ ମାଝୀ ସାର

    • @RashmiPati-t5o
      @RashmiPati-t5o 2 месяца назад +1

      You r right Gitanjali

    • @jaymuduli4583
      @jaymuduli4583 2 месяца назад

      Right

    • @SnShine-ul7uc
      @SnShine-ul7uc 2 месяца назад

      Ara budget ku pension 100+age ku masku 10000+banus miliba😂😂😂😂

  • @RajibBehera-hw1tj
    @RajibBehera-hw1tj 2 месяца назад +31

    100 age ରେ ଭତା ଦବ କଂଗ୍ରେସ 10000 ରେଡ୍ଡୀ ଓଡ଼ିଶା ବାସି ନେଷ୍ଟ୍ election ku

    • @drpcreations789
      @drpcreations789 2 месяца назад +1

      @@RajibBehera-hw1tj Right Bhai👍

    • @soumyaannodyne
      @soumyaannodyne 2 месяца назад

      Congress party 150 year banchile 50000 bhata ame ta gariba bala thiba je khaibu sun pampudi.😂😂😂😂

  • @basantasahoo425
    @basantasahoo425 2 месяца назад +1

    ଗୋଟେ ନୂଆ ଯୋଜନା

  • @TimishTimish-e2r
    @TimishTimish-e2r 2 месяца назад +1

    Thank you so much sir

  • @tapaskumar1222
    @tapaskumar1222 2 месяца назад +1

    Thik Katha kahuchanti bhai

  • @bharatkharsel2575
    @bharatkharsel2575 2 месяца назад +3

    ମୋହନସରକାର80ଵରଶଵଚିଵେତ

  • @manojsahoo6413
    @manojsahoo6413 2 месяца назад +2

    2007ରେ ଆମ ପରିବାର ର ମାସିକ ଆୟ 1800ଥିଲା ନବୀନ ବାବୁ ଙ୍କ 2ଟଙ୍କିଆ ଚାଉଳ ଆମ ମେରୁଦଣ୍ଡ ସାଜି ଥିଲା

  • @SimanchalMali-gb3xh
    @SimanchalMali-gb3xh 2 месяца назад +9

    ଏ ମାଗ୍ୟା ବିଜେପି ସରକାର କୁ ଭୋଟ ଦେଇ ବହୁତ ଭୁଲ କଲୁ

  • @ChandanPatra-gg1dk
    @ChandanPatra-gg1dk 2 месяца назад +1

    Right sir

  • @RajeshSwain-e2y
    @RajeshSwain-e2y 2 месяца назад +1

    Our CM Naveen Patnaik great CM best cm se aaji bi mo pain CM achhanti

  • @netraranjanbaliarsingh2868
    @netraranjanbaliarsingh2868 2 месяца назад +1

    Right 👍🏻👍🏻 80 years banchile ta 3500 paibe

  • @gupteswarsahoo540
    @gupteswarsahoo540 2 месяца назад +1

    ମୋହନ ମାଝୀ 120ବର୍ଷ ବଂଚିବ

  • @niteshofficial5532
    @niteshofficial5532 2 месяца назад +2

    ସାରା ଓଡ଼ିଶାବାସୀ ଓ ସବୁ ବୃଦ୍ଧ ଏବଂ ଭିନ୍ନକ୍ଷମ ଭାଇ ଓ ଭଉଣୀ ଙ୍କୁ ମୁଁ ଅନୁରୋଧ କରୁଛି ଯେ ଓଡ଼ିଶା ସରକାର ବିରୁଦ୍ଧରେ ଯୋରଜାର ଆନ୍ଦୋଳନ କରାଯାଉ । ନ ହେଲେ ଏହି ସରକାର ଓଡ଼ିଶାକୁ ବିକି ଦେବାକୁ ବି ପଛଘୁଞ୍ଚା ଦେବନାହିଁ। ଭୁଲ କହିଥିଲେ କ୍ଷମା କରିବେ। 🙏 ଜୟ ଜଗନ୍ନାଥ 🙏

  • @shuvendradash8391
    @shuvendradash8391 2 месяца назад +3

    ସେ ମୋହନ ମାଝୀ ନିଜେ ଆଗ 80 ବର୍ଷ ବଞ୍ଚିବ କି

  • @santoshkhora657
    @santoshkhora657 2 месяца назад +16

    Balo Sarkar

  • @DilluDilli-g4v
    @DilluDilli-g4v 2 месяца назад +1

    ଭାଇ ମାନେ ମୁଁ ଯାହା ଭାବୁଛି ମୋହନ ମାଝୀ ହାଣ୍ଡିଆ ମାରିକି କଥା ବାର୍ତ୍ତା କରନ୍ତି, ଆଉ ସବୁ ବେଳେ ହାଣ୍ଡିଆ ମାରି ନିଶାରେ ରୁହନ୍ତି

  • @bibhutibibhu5316
    @bibhutibibhu5316 2 месяца назад +2

    Good decision by mohan 80+ 3500 😊
    ଯଦି ସମସ୍ତ ଙ୍କୁ ୩୫୦୦ ଦିଆଯିବ ତାହେଲେ ପଇସା ଆସିବ କେଉଁଠୁ। ଯଦି ଦିଆଯାଏ ଓଡ଼ିଶା ଭିକାରି ହୋଇଯିବ

    • @nationalanthem9596
      @nationalanthem9596 2 месяца назад

      @@bibhutibibhu5316 ସେଇ ଭତ୍ତା ପାଇବା ଆଶା ରେ ଗରିବ ଲୋକ ବିଜେପି କୁ ଭୋଟ କି ଶାସନ କୁ ଆଣିଛନ୍ତି.... ଭୁଲି ଯାଉଛନ୍ତି ବୋଧେ. ବିଜେପି ଘୋଷଣା ସମୟରେ ତ କିଛି ସର୍ତ୍ତ ରଖି ନଥିଲା ଏବେ କାହଁକି ଡରୁଚି...

  • @ManishaManisha-cq3oc
    @ManishaManisha-cq3oc 2 месяца назад +1

    100% Right 👍

  • @SKSTATUS.SBP_bhwr
    @SKSTATUS.SBP_bhwr 2 месяца назад +1

    ଭୁଲ ହେଇଗଲା sir ବିଜେପି କୁ ଭୋଟ ଦେଇ ଆପଣ କରେକ୍ଟ ସତ କଥା କହୁଛନ୍ତି 80 ବର୍ଷ କଣ କିଏ ବଞ୍ଚୁଛି କି

  • @narayanpradhan7148
    @narayanpradhan7148 2 месяца назад +1

    Appna right kahichanti sir

  • @madhusudannayak1241
    @madhusudannayak1241 2 месяца назад +1

    Very good advice

  • @pravakarpradhan1571
    @pravakarpradhan1571 2 месяца назад +10

    ମୋହନ କୁହ ୪୦ ବର୍ଷ ବୟସରୁ ଭତ୍ତା ଲାଗୁ କରିବ

    • @Skybluewindcool
      @Skybluewindcool 2 месяца назад

      Na..thik heba janma hela sange sange hi bhatta lagu hei hei jiba katha. Kie janichi kie kebe mariba. Kie 20-40 age re marijauchanti ta kiye 90-100 bi banchuchanti. 😅😅😅

  • @ChitraNayak-t8l
    @ChitraNayak-t8l 2 месяца назад +1

    Right bhaen 👍

  • @prasantkumarsahoo1054
    @prasantkumarsahoo1054 2 месяца назад +2

    Bjp six month andar ଜଣେ bala

  • @sewanayak945
    @sewanayak945 2 месяца назад +1

    ବାଳ ନା 👍😜

  • @ODISHABHAI-eq8jq
    @ODISHABHAI-eq8jq 2 месяца назад +4

    80 ବର୍ଷ କେବଳ ମୋହନ ମାଝି ଓ ମୋଦି ବଞ୍ଚି ପାରିବେ, ସେମାନେ ଅମର ବର ପ୍ରାପ୍ତି ହୋଇ ଛନ୍ତି

    • @Skybluewindcool
      @Skybluewindcool 2 месяца назад +2

      Mg Nabin bi banchichi au budha jadi na marila mg ku jail pathai dia khani durniti mamla re 😂

    • @anojdhir2889
      @anojdhir2889 2 месяца назад

      ​@@Skybluewindcoolta agaru se bancithibo tu uporoku ticket katibu .bartaman 40 years re mrutyu..sunischito..se 80..parei 90, heijibo,.tu sala ta moriibu ago.

    • @Skybluewindcool
      @Skybluewindcool 2 месяца назад

      @@anojdhir2889 to bau ra husband ki nabin ta pain ate chinta tora

    • @SnShine-ul7uc
      @SnShine-ul7uc 2 месяца назад

      ​@@Skybluewindcool Naveen babu pantu ki na pantu pension tu aaga peibu pension 😂😂😂😂

  • @sudhansu159
    @sudhansu159 2 месяца назад +1

    Mohan maa only thiba

  • @sumantakjalikhushiexpress
    @sumantakjalikhushiexpress 2 месяца назад +1

    ଆନ୍ଧ୍ର ରେ ଭତ୍ତା ସମସ୍ତଙ୍କୁ 4000 ମିଳୁଛି

  • @manojsahoo6413
    @manojsahoo6413 2 месяца назад +1

    ଗରିବ ଙ୍କ ଦୁଃଖ ବୁଜିବା ବାଲା ନବୀନ ପଟ୍ଟନାୟକ ଏ ଗୁଡା କରି ପାରିବେନି

  • @simple-g4k
    @simple-g4k 2 месяца назад +6

    Jai Naveen Jai BJD our great CM Naveen Patnaik

  • @Glennickeetii
    @Glennickeetii 2 месяца назад +1

    ବାପା ର ଟଙ୍କା ଦେଉଛି ତ ତେଣୁ 80 ବର୍ଷ ରେ ଦେବ ଚର BJP ବେଲାଜ୍ୟା loka , debu ta 50 ବର୍ଷ ରେ ଦେ ,ନାହି ଯଦି ଦେଉନା, tamo BJP ଡ୍ରେସ୍ code orange colour kare MLA MP sabu

  • @tejraj.sabarsabar1549
    @tejraj.sabarsabar1549 2 месяца назад +1

    Mahan.hariba

  • @ThabiraMahananda-s9x
    @ThabiraMahananda-s9x 2 месяца назад +1

    ନିରିହ ଅଷହାୟ ଲୋକଙ୍କ ବିଶ୍ୱାସ ରେ ବିସ ଦେଇଛି ମୋହନ ସରକାର ଫଳ ନିଶ୍ଚୟ ଭୋଗ କରିବ ଜୟ ଜଗନ୍ନାଥ

  • @jatindranaik4157
    @jatindranaik4157 2 месяца назад +3

    ମୁଖ୍ୟମନ୍ତ୍ରୀ ନିଜେ 70 ବର୍ଷ ବଞ୍ଚିବେକି ନାଇଁ ,,ଭତ୍ତା ମିଳିବ 80 ବର୍ଷ ପରେ,,,, ବାଳ ଯୋଜନା

  • @amasangathanakakarudrapurj9664
    @amasangathanakakarudrapurj9664 2 месяца назад +1

    Correct 💯

  • @AshokMalik-wm3iy
    @AshokMalik-wm3iy 2 месяца назад +1

    ମୋହନ ବାବୁ 100 ବର୍ଷ କରନ୍ତୁ 5000ଟଙ୍କା ଭଲହେବ

  • @jagabandhudash1753
    @jagabandhudash1753 2 месяца назад +1

    😭😭😭 90 ପରେ ଦିଅ ଭତ୍ତା ମୋହନ ତୁ ବଞ୍ଚିବୁ

  • @AshokAshok-sr2gb
    @AshokAshok-sr2gb 2 месяца назад +8

    ବେତନ କମିଶନ କରି, ସରକାରି ଚାକିରିଆ ମାନଙ୍କର, ଦାରମା ଡବଲ କର, ବାଧ କ୍ୟ, ଭ ତା, ରାଜ୍ୟରେ, ସଂ ଖ୍ୟା,ଯାହାର,
    କମ୍,୮୦, ବର୍ଷର,ଲୋକର,ଟଙ୍କା, ବଢ଼ା ଅ, ଲଜ୍ଜ୍ୟା, ଘୋର୍ ଲଜ୍ଜ୍ୟା,

  • @kishorekumbhar2855
    @kishorekumbhar2855 2 месяца назад +23

    ବିଫଳ ସରକାର

  • @pramodinijena
    @pramodinijena 2 месяца назад +3

    ବିଧବାମାକୁ3500ଦିଆଯାଉମାକୁସମ୍ମାନଏମାନେ ମାନୁହନ୍ତିମାକୁ ସମ୍ମାନକେଉଠିଏଠି SHGମାଆମେକଣ ଆମପାଇଁସରକାରଙ୍କଅନ୍ୟାୟତେଣୁପୁଣିବିଚାରକରନ୍ତିବିଧବାମାତାଙ୍କରପିଲାଙ୍କୁଅନାନ୍ତୁନ୍ୟାୟଦିଅନ୍ତିଜୟଜଗନ୍ନାଥ

  • @kiranbehera5413
    @kiranbehera5413 2 месяца назад +2

    Right bro

  • @RajeshNayak-sc5ko
    @RajeshNayak-sc5ko 2 месяца назад +1

    ମୋଦି ଜି ଆଉ ମୋହନ ବାବୁ ଭଲରେ ଚିନ୍ତା କରି ତୁମେ କଣ କରୁଛ ଜନତା ବିଗିଡିଲେ ଆର ଥରକୁ ନାଁ ରହିବ ବାଉଁଶ ନାଁ ବାଜିବ ବଇଁଶି ସେଇଥିପାଇଁ ଜୋଉମାନଙ୍କୁ ଭତ୍ତା ମିଳୁଛି ସେ ହି ମାନଙ୍କୁ ୩୦୦୦ ଦିଅ ନ ହେଲେ ନାମ ନବ

  • @LiveForOther
    @LiveForOther 2 месяца назад +1

    ଉପହାସ ମାତ୍ର 😢

  • @Kalandi.CharanSahoo
    @Kalandi.CharanSahoo 2 месяца назад +2

    Maa. Ghia. Sarkar. Mohon. Sarkar

  • @ishudas7585
    @ishudas7585 2 месяца назад +4

    Tike Katha sir 🎉🎉🎉

  • @littlequeenrakhi
    @littlequeenrakhi 2 месяца назад +1

    Right Katha 💯 parfect

  • @sureshpakala-ok9ui
    @sureshpakala-ok9ui 2 месяца назад +1

    A bala sarkar

  • @Hariharpatra109
    @Hariharpatra109 2 месяца назад +2

    ମୋହନ ମାଝୀ ମୁଖ୍ୟ ମନ୍ତ୍ରୀର ମର୍ଯ୍ୟାଦା କଣ ଜନତିନି।ମୋଦୀ ରିମୋଟ କେନ୍ଦୁଝର ଖଣି ଲୋଟିବାର ରାସ୍ତା ସଫା।

  • @djuma1234
    @djuma1234 2 месяца назад +3

    100 kara

  • @Abinash-sb7ob
    @Abinash-sb7ob 2 месяца назад +1

    ବିଜେପି ର ଶେଷ ଇଚ୍ଛା ପୂରଣ ହବ ଓଡିଶା ରୂ ବିଜେପି out 😂😂😂😂

  • @dibyaranjanbehera3517
    @dibyaranjanbehera3517 2 месяца назад +1

    Bjp ଦେଇ ପାରିବନି ବୋଲି ଭେଳିକି କରୁଛି। ଛି ଛି ଛି ଲଜ୍ୟ

  • @aryan7799
    @aryan7799 2 месяца назад +2

    Jaha ku pailla ani cm seat re basei dela se ta jibana re buli naa thila khali delhi dauduchi gb road

  • @jitendramishra9363
    @jitendramishra9363 2 месяца назад +1

    Kahile 100 Kariba mahon

  • @AartiAartiMaharana
    @AartiAartiMaharana 2 месяца назад +1

    ଠିକ୍ କଥା କହିଲ❤

  • @sanjaymohanta1993
    @sanjaymohanta1993 2 месяца назад +10

    ଆଗ mp,mla ମାନଙ୍କ ଭତ୍ତା ବନ୍ଦ କରାଯାଉ

  • @AswiniMoharana
    @AswiniMoharana 2 месяца назад +1

    ଠକ ସରକାର। ଭଣ୍ଡେଇ ଦେଲା।ଥରେ ମାତ୍ର ଆଉ ନୁହ

  • @sikanpanda4439
    @sikanpanda4439 2 месяца назад +1

    ମଣିଷ ମଲା ପରେ ତାଙ୍କ ଭୂତକୁ ମିଳିବ ଭତା ଆଜି କାଲି 80 ବର୍ଷ କେତେ ଜଣ ବଞ୍ଚୁଛନ୍ତି 😂😂😂

  • @KamalRana-r4x
    @KamalRana-r4x 2 месяца назад +1

    ଏଇଟା ତାକଂର କଳା ବୋଳା ଚାଲାକି ଆଗକୁ ତାର ଜବାବ ଏଇ ସାଧାରଣ ଜନତା ଦବ 😛😭

  • @kirttanbiharijena689
    @kirttanbiharijena689 2 месяца назад +1

    ନା ବିଜୁଳି ନା ଭତା କିଛି ମିଳିବାର ନାହିଁ

  • @jeetchefcooking
    @jeetchefcooking 2 месяца назад +1

    Sir you are good baid

  • @PuriToka91
    @PuriToka91 2 месяца назад +1

    ପ୍ରହସନ

  • @bibhunayak5533
    @bibhunayak5533 2 месяца назад +1

    👍👍👍👍

  • @soumitripadhan
    @soumitripadhan 2 месяца назад +1

    ବଲ୍କମନେ ବନ୍ଦ୍ ହେବା

  • @mathschool2095
    @mathschool2095 2 месяца назад +1

    Mohan majhi bhanda

  • @mrsahuhk1972
    @mrsahuhk1972 2 месяца назад +1

    ମିଥ୍ୟାବାଦୀ ସରକାର

  • @dasarathisingh599
    @dasarathisingh599 2 месяца назад +1

    ନବୀନ ବଂଚିଛି 80 ପାଖାପାଖି ତା କାହିଁ ଏତେ ଯାତ୍ରା

  • @rabindrabehera8496
    @rabindrabehera8496 2 месяца назад +1

    80 Barsha ku paribartana Kari 160 kara jau