‘ନବୀନ ନିବାସ ଆସିଥିଲେ ଗୋବିନ୍ଦ | Odisha Reporter
HTML-код
- Опубликовано: 10 окт 2024
- ପ୍ରତାପ ଦେବଙ୍କୁ ଜବାବ ଦେଲା ବିଜେପି।ଟିକେଟ୍ ପାଇଁ ଆସିଥିଲା ଗୋବିନ୍ଦ, ସାଙ୍ଗରେ ଥିଲେ ବିଜେଡି ବିଧାୟକ ପ୍ରତାପ ଦେବ। ଏପଟେ ବିଜେଡି କହିଛି, ଅଭିଯୁକ୍ତ ଗୋବିନ୍ଦ ସାହୁର ଓକିଲ ଅଛନ୍ତି କଣ୍ଟାବାଞ୍ଜି ବିଜେପିର ଜଣେ ସକ୍ରିୟ କର୍ମକର୍ତ୍ତା ମନୋହର ଲାଲ ଶର୍ମା ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RUclips: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter
ବିଜେଡି ଵାଲା ଗୋଟେ ବାଳ ପଲା କରୁଛନ୍ତି 😖
ବିଜେଡି ଵାଲା ତମେ ଯଦି ଏତେ ସତୀଆଗିହା CBI ତଦନ୍ତ କଣ ପାଇଁ କରୁନା
ସତକଥା
ପ୍ରତାପ ଦେବ , ପ୍ରମିଳାମଲ୍ଲିକ , ଗୋଟେ ଗୋଟେ ଗlଳୁଆ ଏମାନେ ଖାଲି କୁହlଳିଆ କଥା କହିବେ ବିଜେଡି ଦଳ କୁ ସେହି ଗlଲୁଅl ମାନେ ମିଛ ସତ କହି , ନିଜ ସୋର୍ଥ ପାଇଁ ବୁଡେଇଦେଲେ BJD କୁ ଲୋକଙ୍କର ଆଶା ତୁଟିଗଲାନୀ BJD ଉପରୁ
ପୁରା ଠିକ୍ କଥା
ବିଜେଡି ଯଦି ଗୋଟା ପଣରେ ସ ତୀ ତେବେ cbi ତଦନ୍ତ କୁ ଏତେ ଡ଼ରୁଚି କାହିଁକି
ରାଜନୈତିକ ବେପାରୀ,ଓକିଲ, ଡାକ୍ତର ଓ ପୋଲିସର କୌଣସି ନୀତି ଓ ଧର୍ମ ସହ ସମ୍ପର୍କ ନ ଥାଏ ! ବିଚାରପତି ମହୋଦୟଙ୍କ ବିବେକାନୁମୋଦିତ ବିଚାର ଉପରେ ନିର୍ଭର କରନ୍ତୁ ! ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ ।
Tama nabin pattnail gote maghia
Galu Mariba Bela.absoletive majority achhi.jahakaripara karijao.
ଚିଟ୍ ପଣ୍ଡ କେସ ରେ କିଏ ଲଡୁ ଥିଲା ,,,
ରାଜ୍ୟ ସରକାର , କେସ କଲେ ବିଜେଡି ର ପୁରୀ ସାଂସଦ ,,ଶ୍ରୀ ମିଶ୍ର ସୁପ୍ରିମକୋର୍ଟ ରେ ,ଲୋଡୁ ଥିଲେ ଚିଟଫଣ୍ଡ ବାଲା ଙ୍କୁ ବଞ୍ଚାଇବାକୁ ,,
ଏ କଥା ଭୁଲି ଗଲେ କି,,,
Right
ବିବାଦୀୟ ମନ୍ତ୍ରୀଙ୍କ ପାଇଁ ଶାସକ ଦଳର ଏତେ ଦରଦ କାହିଁକି?
Right
ଯଦି ଆପଣଙ୍କ କଥା ସତ, ତାହେଲେ ଆପଣଙ୍କ ଦଳର ଗୁଣ୍ଡା ଗୋବିନ୍ଦ କୁ ଫାଶୀ ଆଉ ଏ କେସ ରେ ସିବିଆଇ ତଦନ୍ତ କରିବାକୁ କୁହ, ଆପଣଙ୍କୁ ଲୋକେ ଭୋଟ ନ ଦେଇ କଂଗ୍ରେସ କିମ୍ବା ସ୍ବାଧିନ ପ୍ରାର୍ଥୀ ଙ୍କୁ ଭୋଟ ଦେବେ, ସାରା ଓଡ଼ିଶା ଜାଣିଛି ,ତମ ମନ୍ତ୍ରୀ ମାନେ ଗୋବିନ୍ଦ କୁ ମହାଲିଙ୍ଗ ର ବିନ୍ଧାଣି କହି ସମର୍ଥନ କରିଛନ୍ତି, ଲୋକଙ୍କୁ ପୁଣି ଭକୁଆ ବନେଇ ବାକୁ ଚେଷ୍ଟା କରନି, ଏଥର ଆପଣକଂ ଚାଲ ସଫଳ ହେବନି
Tate fasi hebo
@@tnda2 Mr. / Mrs. BJD ପୋଷା କୁକୁର ନ ହେଲେ କୁକୁରି, ତତେ କୋଉ ଭାଷା ରେ କୁହାଯିବ ତୁ କହିବୁ, ଜଣେଇବu, ତତେ ଖରାପ ଲାଗୁନି ଗୋଟେ ଅପରାଧୀ କୁ supoort କରୁଛୁ l
କି ସୁନ୍ଦର ପାଲା କରୁଛନ୍ତି ଏ ରାଜନେତା ମାନେ ଛି ଛି
ଭଗବାନ କେବେ ବି କ୍ଷମା କରିବେ ନାହିଁ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ବିଜେଡି ଓ ବିଜେପି ଦୁହେଁ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ
BJD ର ଫାଲତୁ ପ୍ରମାଣ, ଏ ସବୁ ଡ୍ରାମା ବାଜି
Pratap dev chora ta
A mg Pratap param toutar chora mg sala
Pratap Dev gote chora bidhayak
Both cm n padyn are involved all mder case in orissa ..nayagarh kidney, G sahu,dfo..all cases with huge money deal internally with padyn
ହୋ ପ୍ରତାପ ଦେବ ସମସ୍ତଙ୍କର CDR ଯାଞ୍ଜ କରୁନା ସବୁ ଧରା ପଡ଼ିଯିବ, ଏତେ କଥା କଣ ଗପୁଛନ୍ତି
Right speech sir 🙏
ଭାରତ ଜନତାପାଟି ଠିକ୍ କଥାକହୁଚି ଆଉ ବିଜୁଜନତାଦଳର ଜେଉଁ ମୁଖିଆ ମାନେଅଛନ୍ତି ତାକଂ ମା ଭଉଣିକୁ ଏମିକଲେ ଠିକ୍ ହେବ
ବର୍ତ୍ତମାନ ବିଧାନ ସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି ମାତ୍ର ବିଧାନସଭା ଭିତରେ ରାଜନୀତି ସରଗରମ ହେବାର ଲାଗିଛି,ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ," ମୁଖ୍ୟ ପ୍ରସଙ୍ଗ ମମିତା ମେହେର ହତ୍ୟାକାଣ୍ଡ" ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋ ପ, ଦୋଷ ଲଦା ଲଦି ହେଉଛନ୍ତି, "ଚାଲୁଣୀ କହୁଛି ଛୁଞ୍ଚି କୁ ତୋ ଗାଣ୍ଡିରେ କଣା ଅଛି,କିନ୍ତୁ ଚାଲୁଣି ଭାବି ପାରୁନାହିଁ ମୋ ଗାଣ୍ଡିରେ ବି କଣା ଅଛି
Very good Bjp.. Bjd sabuble nija dosa ku chapiba pain kichhi b kahuchhanti
Very good
Mohan Lal Sharma strong leader boli manucha tame sabu weak
Bjp prove right
Hae re galua... belajya janata dala ra neta CBI tadant pain fatuchhi kana pain...
ଓଡ଼ିଆ କୁ ଖାଇଗଲା ତମ ଛତରଖିଆ ରାଜନୀତି।
ପ୍ରତାପ ତୁ ଗୋଟେ oukat ଲେସେ ଟ୍ରାଫିକ pollice ଠାରୁ ବି ନିହାତି
Next time BJP
କଥା କୁହା କପିଳା ଇଏ।
ପ୍ରତାପ ଦେବ ଗେଣ୍ଡା ଦଳର ମହା
ଗ।ଲୁଆ
Pratap dev chhi chhi
BJP Right katha kauchhi NABIN RIP
ନାରୀନେତ୍ରୀ ମହାଶୟ ଆପଣ ମୁଖ୍ୟମନ୍ତ୍ରୀ ହେବେ l ଏଥର ଗୋଟେ କଥା କରନ୍ତୁ, ନିୟୁଜ ଚାନେଲ ଛାଡି ବିଜେପିରେ ଯୋଗଦିଅନ୍ତୁ l କାରଣ ନେତା ଓ କର୍ମୀମାନେ ବିଜେପି ଛାଡି ଏବେ ବିଜେଡି ଦଳରେ ଯୋଗ ଦେଲେଣି l ବିଜେପି ର ଏମପି, ଏମେଲେ ସିଟ ଫାଙ୍କା ଅଛି ଯଥାଶୀଘ୍ର ଆପଣ ଯୋଗଦିଅନ୍ତୁ l ଜୟ ଜଗନ୍ନାଥ 🙏🏻🙏🏻🙏🏻
Kaha katha sunibar nanhi taku fasi heu
Hinjida cm
Vai kn kariba ame au... Jete kahile loka mane bujhu nahanti... Ama odisha pari state au kauthi nahi... Amyt kete case heuchi hele solution nahi...
ମନ୍ତୀ sir ସେଥିପାଇଁ ତ ଆମେ କହୁଛୁ C B I କୁ ଦିଅ ତମର ସଚ୍ଚୋଟ ପଣିଆ ଜଣା ପଡିବ
Yaa bhitare bahut rahasya achhi, seithi pain ta mantri darunahi
Neta mantri tame kahara nuha
BJD government Choro
Bjd ..tame sale pura chup . Sale gote natak chaleichha, jia b jaha karu ba juade jau, amara darakar mantri bahiskar, au CBI inquiry.
Pratap dev michua
Prtap ta gorubepari
Bjd no1 chor sakaro Naveen
Fast view and comment 🤩🤩
Chi Chi
BJD Hatao
Hare krishna gobinda sahoo kan jaminireasi aou dasajanka tantichipi maribapai jelaruasibe ki rajaniti khelachaluchi odishare amejniparunu niaku jadi antire rakhaja a tahele antita podiba sunichita hare krishna jay jagannath haribol
Bjd nataka karuchi. Bjp Apana continue birodh karantu
ଆରେ ପ୍ରତାପ ଦେବ କୁହାଳିଆ ଚୋର
Mamita meher nka bapa kaha na kahichhi dekha tume Mana ichha kahidele heba na kn .. nija mantri ku suraksha deba pai eha michha pahasana
Nabin babu kai assembly asunahanti. Pratab babu tike kuhantu
Chora bjd
Janaku safe kariba pai ate pala. Athire nischaya satyata thiba.
Pratp dey sala bada chora
Eta,maa,ghea,pratab
pratap deb dibyasankar sahita. Yong yong karichi
Aeta pura chorrrrrrrrr
Prataap ku fasi order heichi boli prachar kale sabu katha prataap muhnaru sata bahariba
Jay bjp
Naveen mariba
Bjd hatao
Cbi heu
Pratap Debbie galua chora
Bjd ra dam achi pratap dev ku chalenge karajau CBI inquriy kariki dekhantu,
Navin.babu.tyrant.c.b.I.tadantkarantu
BJP kahusanti ame pura swachha
Pratapdev gotedalal setakadale kaheba
Pertapdave Raja pua hebi ate chata munda.
Sasmiti patra kuead gale
Dibyasaknara misra istapaa dia
Mamitaa kase c b I ku dia
Gote belajya spokesman michha photo dekheila se michha dhara padila ea aau jane galua MLA spokesperson again michha kahiki case ku bhuan bulau chhanti
Pratapa jena gote murukha raipura loka
Sala bjd ra barabati chasa
Sala odia nku murkha Bhanu chi
କି ବାଳ ପ୍ରେସ ମିଟିଂ? ୟାକୁ କଥା କହି ଆସୁନି? ଖାଲି honorable କହୁଛନ୍ତି।
Kumbha karana badabada katha kuhanti debasis nayak gale kuade
Kebala Rajaniti
Pratap deo is mean less spokesman & illigal person.
Genda dala au kichi kahna cbi ku case diya
Sabu dhanda chaleichhanti 3 dala janisuni
Binasa kale biparita budhi.kala rupi chila uduchhi.
To muhan tike aina dekha ati faltu loka mate lagu chu chora kouthi kara
Sabu chora kola koli.
Jie really re gyani se bekar emiti ki job b miluni au jie sabuthu bada 3rd class se karib Desha ra Gatibidhi
BJD RA PRATAP DEV APANA GOTE GALUA NETA ,APANKAR MAMITA CASE KU CBI KU INVESTIGATION PAIN DIANTU ATE DRAMA KANA PAIN
BJP is not a political party is a Bharatiya Jatra Party.
Sabu sale choro na bjp na bjd na congress
mission 120 + kebe
Benga Phulla Pratap Dev jadi ete satia giha CBI darucha kana pain?
Mr pratap deb,, this is Lord jagannath state,,, gandi moreihebu magiha, bhaunigiha, keep quite
Kouthu praman dekhao hai bedham MLA.... BJD murdabaad
Odisha ra sabu Tharu thanda thaka michua neta,m al aul pratab dev
Pratap dev ra pant kholi ta gaandi re tela lagai Odisha baasi gehi paakao
Abe michua
Tumidasutiki
Bedhei muha bahala godarinij godukudekhe ade satia pratapdeb
Bjp gundagardi ku help kare
BJP au bjd 2 ta ku odisha ru hatao janata mane
Sala bjp galua
BJD banda
Bhakta ଦାସ nka silent.... ସବୁଠାରୁ ବଡ issue.... Manage ହୋଇ ଗଲା
Bjd bjp bhai bhai.... ଖାଲି ଡ୍ରାମା ଚାଲିଛି ଜନତା ସହିତ