କମିଲା ନବୀନ ନିବାସର ସୁରକ୍ଷା || Former CM Naveen Patnaik's Security Cover Reduced || Kanak News Digital

Поделиться
HTML-код
  • Опубликовано: 11 июн 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Stay tuned to get 24/7 news updates from Kanak News Live.
    For latest Odisha News Follow Kanak News:
    Visit: kanaknews.com/
    Watch Live: ruclips.net/user/KanakNewsLIVE...
    RUclips: / kanaknewsdigital
    Twitter: / kanak_news
    Facebook: / kanaknews
    #KanakNewsDigital #MohanMajhi #NaveenPatnaik

Комментарии • 425

  • @Meenu_074
    @Meenu_074 Месяц назад +534

    ଆମ ନବୀନ୍ ସାର୍ ଙ୍କୁ କୌଣସି ସୁରକ୍ଷାକର୍ମୀ ଙ୍କର ଆବଶ୍ୟକତା ନାହିଁ, ସ୍ଵୟଂ ଭଗବାନ ଆମ ନବୀନ୍ ସାର୍ ଙ୍କୁ ସୁରକ୍ଷା ପ୍ରଦାନ କରିବେ 😇😇🥰❤️🙏🙌 we love you ନବୀନ ସାର୍ ❤️

    • @SKumar-rb1tz
      @SKumar-rb1tz Месяц назад +42

      Tebe surakhya paie koti koti tanka kharcha heuthila kahiki. Ehara karana se ebe ex- CM of odisha. Rule anusare, Ex CM ku govt tarafaru surakhya Diya Jaye nahi.

    • @Travelwithuttam-hz6zl
      @Travelwithuttam-hz6zl Месяц назад +15

      Bala naa

    • @subratmadgul5375
      @subratmadgul5375 Месяц назад +21

      ନା ତୋତେ ଲଜ୍ୟା ଅଛି ନା ତୋତେ ସରମ ଅଛି.... ତୋତେ ମୁ କୋଉ ଭାଷା ରେ ଗାଳି ଦେବି ନିଜେ ବି ଜାଣି ପାରୁନି.... ନବୀନ ପଟନାୟକ ସହିତ କଣ ତ ବଉ ଘଇତା ମାନେ ଜାଉ ଥିଲେ କି... ଏତେ ESCOT, CRPF, IRB, ODISA POLICE ମାନେ ଜାଉ ଥିଲେ ସେମାନେ କଣ ତ ବଉ ଘଇତା କି..... 🤫🤫🤫🤫🤫🤫

    • @ashokkumarchhotaray
      @ashokkumarchhotaray Месяц назад +25

      ଆଲୋ ମା, ସୁରକ୍ଷା ଯଦି ତମ ସାରଙ୍କୁ ଦରକାର ନାହିଁ ତାହାଲେ ଏତେ ପୋଲିସ୍ କାହିଁକି ସେଠାରେ ରଖିଥିଲେ । କେତେଥର ଦେଖାକରିବାର ସୁଯୋଗ ପାଇଛ ତମ ସାର୍ ଙ୍କ ସହ ।

    • @jyotiranjankhadiratna
      @jyotiranjankhadiratna Месяц назад +7

      Lajjaya laguni tk keun munha re ye katha kahucha ..
      Nabina nivas samnna re Jana sadharan mane jiba asiba Kariba bhari kasta thila bahut police officer dera pakau thile ebe ta chhapra udigala au

  • @lalitmohanpradhan3427
    @lalitmohanpradhan3427 Месяц назад +33

    ଆମ ନବୀନ ପଟ୍ଟନାୟକ ଙ୍କ ଭଳି ନେତା ହେବ ଦରକାର। ଯାହାଙ୍କ ର କୌଣସି ଶତ୍ରୁ ହିଁ ନାହିଁ, କି ଜୀବନ ପ୍ରତି ବିପଦ ବି ନାହିଁ। ଲାଭ ୟୁ ନବୀନ ସାର ❤❤❤❤❤❤❤❤❤❤

    • @mousuminaik6487
      @mousuminaik6487 Месяц назад +2

      Naveen Patnaik amor hirday achnti aru rahuthibe

  • @guddy2002-np8bv
    @guddy2002-np8bv Месяц назад +35

    😢😢 bahut dukha laguchi jane mahan neta nku ame hareile

  • @sanjaysahoo9885
    @sanjaysahoo9885 Месяц назад +28

    ❤ ସଦା ସର୍ବଦା ଓଡିଶା ବାସୀଙ୍କ ହୃଦୟରେ ରହିବେ,,l

  • @swapnilraja1409
    @swapnilraja1409 Месяц назад +49

    ସେଇଟା ସେମିତି ରହିବ, ଗହଳି ଆଗ ଅପେକ୍ଷା ଅଧିକ ବଢିବ❤❤❤ଲୋକଙ୍କର ସୁଅ ଛୁଟିଲା ଭଳି ଆଖି ଦୃଷ୍ଟିଆ ଭିଡ଼ ଲାଗିବ❤

    • @SPD1206
      @SPD1206 Месяц назад +1

      Sample of biggest selfish is human, if there is honey in flowers there is bee unless that flowers are useless 😢

    • @moviecenter5149
      @moviecenter5149 Месяц назад

      😂

    • @aswinianand5340
      @aswinianand5340 Месяц назад

      ଦେଖିବା ଭଲ ହେବ ଲୋକଙ୍କୁ ତାଙ୍କ ପ୍ରିୟ ନେତା ଭେଟିବାକୁ ସୁଯୋଗ ମିଳିବ... ଦେଖିବା କେତେ ସତ ହେବ କଥା

  • @sarojnayak7137
    @sarojnayak7137 Месяц назад +322

    ଏବେ ସମସ୍ତେ ନବୀନ ବାବୁଙ୍କୁ ବିନା ସିକୁରିଟି ରେ ଦେଖା କରି ପାରିବା,

    • @omsahoo4370
      @omsahoo4370 Месяц назад +23

      Kana haba dekha kale😂😂

    • @SunilKumar-iu5lw
      @SunilKumar-iu5lw Месяц назад +7

      ​@@omsahoo4370 to vaunni bia Ta haba re😂😂

    • @lasya937
      @lasya937 Месяц назад

      ​@@omsahoo4370ବିଜୁ ପକ୍କା ଘର 🏠 ମିଳିବ ଦେବ😂

    • @UttamMohanty-pe2wv
      @UttamMohanty-pe2wv Месяц назад +4

      ଦେଖା କର ତତେ ଫାଞ୍ଚେଇ ଦେବ ନବୀନ ପଟ୍ଟନାୟକ

    • @ODISHABHAI-eq8jq
      @ODISHABHAI-eq8jq Месяц назад

      ​@@omsahoo4370ତୋ ଘରେ ଗେହିବେ

  • @deepakacharya3892
    @deepakacharya3892 Месяц назад +152

    ଭଗବାନଙ୍କୁ ସୁରକ୍ଷାର ଆବଶ୍ୟକତା ନ ଥାଏ। ସେ ସଦା ସର୍ବଦା ରାଜ୍ୟବାସୀ ଙ୍କ ହୃଦୟରେ ରହିବେ।

    • @nareshpanda4485
      @nareshpanda4485 Месяц назад +7

      ସେ କଣ ଜଗନ୍ନାଥ ମହାପ୍ରଭୁ ki👍

    • @j.s.mmohanty2542
      @j.s.mmohanty2542 Месяц назад +2

      Tu gote pagala jadi nabin bhagavan tahale aaguru kainki protection diyajautthila

    • @Balasoreexpress123
      @Balasoreexpress123 Месяц назад

      ସେ ଆମ ଗର୍ବ

    • @deepakacharya3892
      @deepakacharya3892 Месяц назад +1

      @@nareshpanda4485 ରାଜ୍ୟବାସୀଙ୍କ ପାଇଁ ଚଳନ୍ତି ପ୍ରତିମା Ok। ଭଗବାନ ରାଜ୍ୟବାସୀ ଙ୍କର ପରୀକ୍ଷା ନେଉଛନ୍ତି। ସଖୀ କଣ୍ଢେଇ ପୁଣି Action. ଶପଥ ସମୟରେ ସଖୀ କଣ୍ଢେଇ CM ର ବାପା ମାନେ ଗତ କାଲି ଭଗବାନ ଙ୍କ ନିକଟରେ ନତମସ୍ତକ ହେଉଥିଲେ। Anyone who doesn't understand is a fool...

    • @falgunimajhi1891
      @falgunimajhi1891 Месяц назад +1

      Kou Manisha bhagaban nuhen

  • @fakirmohansahoo2079
    @fakirmohansahoo2079 Месяц назад +95

    ଏବେ ପୂରା ନବୀନ ବାବୁ ନିରପେକ୍ଷ ଭାବେ ସ୍ଵାଧୀନ,❤❤❤👍🏾👍🏾👍🏾👍🏾😱😱😱

    • @hansdahram1271
      @hansdahram1271 Месяц назад +5

      ଏପରି ପରିବର୍ତ୍ତନ ହେଵ ସେପରି କେହି ଚିନ୍ତା କରିନଥିଲେ ।ପରେ ଏପରି ଏଠାରେ ହେଉଥିଲା ବୋଲି ମଧ୍ୟ କେହି ବିଶ୍ବାସ କୁ ନେଇ ନପାରନ୍ତି । ଏହା ହେଲା ଗଣତନ୍ତ୍ର ର ଶକ୍ତି ।

  • @ODISHABHAI-eq8jq
    @ODISHABHAI-eq8jq Месяц назад +62

    ସମସ୍ତ ଙ୍କ ସମୟ ଏଇ ଭଳି ଆସିବ, ରାଷ୍ଟ୍ରପତି, ଙ୍କ ପାଇଁ ବି 2 ବର୍ଷ ପାଇଁ, ଏହା ଠାରୁ ଅଧିକ ସୁରକ୍ଷା ଦିଆ ଯାଏ 👍 ମିଡ଼ିଆ ବାଲା, ଜାଣି ପାରୁ ନାହାଁନ୍ତି,, ଯେତିକି ଦିନ, ପାୱାର ଥିବ, ସେଟି କି ଦିନ, ସୁରକ୍ଷା ଦିଆ ଜିବ 🙏🏻👍🙏🏻👍 ଏ କିଛି ନୂଆ କଥା ନୁହେଁ

  • @bhabanisankardas8641
    @bhabanisankardas8641 Месяц назад +166

    ଦୁନିଆଁ ପରିବର୍ତ୍ତନ ଶିଳ, ସମୟର ଚକ୍ର ଘୁରୁଛି, ଘୁରୁଥିବ, ଆଜିଜିଏ ରାଜା କାଲି ସେ ପ୍ରଜା ମଧ୍ୟ ହୋଇପାରେ,
    ତେଣୁ ରାଜନୀତି ସବୁସମୟରେ ସ୍ଥିର ନୁହେଁ, ଯୁଆଡେ ବର୍ଷା ସିଆଡେ ଛତା.
    ମୋ ମତରେ ରାଜନୀତି କରିବା ଉଚିତ ନୁହେଁ, ଗୋଟିଏ ସାଧାରଣ ବ୍ୟକ୍ତି ହୋଇ ଜୀବନ ଯାପନ ତାଠାରୁ ଶତ ଗୁଣରେ ଭଲ

  • @dibakarmishra6319
    @dibakarmishra6319 Месяц назад +22

    ମହୁ ଥିଲା, ପିମ୍ପୁଡ଼ି ଘେରି ରହିଥିଲେ.
    ମହୁ ସରି ଗଲା, ପିମ୍ପୁଡ଼ି ମାନେ ସ୍ଵ ସ୍ଵ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି.

  • @jitendrasahu1942
    @jitendrasahu1942 Месяц назад +69

    ପରିବର୍ତ୍ତନ ସୃଷ୍ଟି ର ନିୟମ,

  • @RajKumar-dp2ip
    @RajKumar-dp2ip Месяц назад +4

    Navin sir best 💯🙏 miss you sir 😭😭😭

  • @pramodkumarvlogs4429
    @pramodkumarvlogs4429 Месяц назад +30

    କଥାରେ କହନ୍ତି........
    କି ଥିଲା ଏ ରାଜ୍ୟ
    କି ହୋଇଛି ଆଜ.
    "ଏ ଦିନ ସବୁ ଦିନ ନଥିବ"
    ଜୟ ଜଗନ୍ନାଥ

    • @satyabratasethi444
      @satyabratasethi444 Месяц назад +2

      ଯାହା ଏବେ ହେଇଛି ଭଲ ହେଇଛି, ଗୋଟେ ଲୋକ ପାଖରେ ବହୁତ ଦିନ power ରହିଲା ପରେ monopoly ହେଇ ଯାଇଥିଲା ଓଡ଼ିଶାରେ

  • @narayansahu9278
    @narayansahu9278 Месяц назад +4

    Odisha ka CM Naveen sir
    Pahle bhi tha Aaj bhi hai CM

  • @EKIARTVLOG-vt8hk
    @EKIARTVLOG-vt8hk Месяц назад +11

    Amara priya neta shree Navin pattanayak sir

  • @chintu2091
    @chintu2091 Месяц назад +3

    Aapana sabu bele Odisha basinka pain sammananiya🙏🙏

  • @Radhu1971
    @Radhu1971 Месяц назад +14

    Send police to every gram panchayat office, because in village area now more crime and also set up new police out post in every village panchayat to engage some odisha people.

  • @jyotimisra6651
    @jyotimisra6651 Месяц назад +9

    NAVEEN JI GREAT. SE SABU KU ACCEPT KARI NEBE.

  • @bijayalaxmimishra2051
    @bijayalaxmimishra2051 Месяц назад +13

    Love You Naveen Sir❤🙏🙏🙏🌹

  • @lasya937
    @lasya937 Месяц назад +6

    NAVEEN ebe jane Common MLA in Odisha , Besi Security, road hygak kariba darkar nai....
    Jehetu se anti party ra President kichi suraksha nabin niwas rahibe Not complete area ...

  • @gungunchhatria4438
    @gungunchhatria4438 Месяц назад +9

    jagannath bless you Naveen sir

  • @Bharati-gm9ol
    @Bharati-gm9ol Месяц назад +2

    Naveen Patnaik is not power hungry. He is beyond these materialistic world. He seems very normal even without power.

  • @biswajitpalei2694
    @biswajitpalei2694 Месяц назад +31

    ଜୟ ନବୀନ ପଟ୍ଟନାୟକ❤❤❤

  • @debabratabehera6423
    @debabratabehera6423 Месяц назад +123

    ଏ ନୁଆ ମୁଖ୍ୟମନ୍ତ୍ରୀ ବି Naveen Babu ଙ୍କୁ ସୁରକ୍ଷା ଦେଲେ କଣ ହୁଅନ୍ତାନି ସମସ୍ତେ ନିଜର ସ୍ବାର୍ଥ ଦେଖନ୍ତି

    • @omsahoo4370
      @omsahoo4370 Месяц назад +10

      Gihirdhari gamango ku dia hei ki nabin pattnayak dura

    • @alekhakumarsahu7529
      @alekhakumarsahu7529 Месяц назад +9

      As per protocol, he will get. As per blue book, he is entitled to receive. No emotions exist in rule of law.

    • @subratmadgul5375
      @subratmadgul5375 Месяц назад

      ତୋତେ ମାଘିଆ କୁ ଚପଲ ରେ ତ ଗାଣ୍ଡି କୁ ସେଖିବି ମାଘିଆ... ହେଇରେ ଶଳା ନବୀନ ବାବୁ ଏବେ ଜଣେ ସାଧାରଣ ବିଧାୟକ ତାଙ୍କୁ କି security ଦରକାର ଵେ.... ତତେ ଯଦି ଏତେ ଦୟା ଲାଗୁଚି ତ ବୋପା କୁ କହ security ଦେବ ନବୀନ ବାବୁ କୁ... କଣ ତ ବୋପା ଗାଣ୍ଡି ରେ ଦମ ନାହିଁ କି Security ଦେବା ପାଇଁ... ନ ହେଲେ ଭେଣେଇ କୁ କହ.... ଶଳା ଚାମଚା ଅଇଁଠା ଖିଆ ବିଜେଡି ଦଲାଲ.... 🤫

    • @rameshsethi1280
      @rameshsethi1280 Месяц назад

      😅😅🤣😄

    • @Pinky59015
      @Pinky59015 Месяц назад +1

      ​@@alekhakumarsahu7529exactly 💯 sir

  • @pinkiswain9478
    @pinkiswain9478 Месяц назад +15

    Amara rahibe Naveen sir 😢 miss u sir 🙏❤

  • @satyabratasethi444
    @satyabratasethi444 Месяц назад +2

    ବହୁତ ଭଲ କଥା, the end of the rubber stamp cm,

  • @BIJAYNAYAK-Bjp
    @BIJAYNAYAK-Bjp Месяц назад +7

    Material obect sina nei jiba..dil ru kemiti hateiba nabeen babu ku ?

  • @extremeplanner9526
    @extremeplanner9526 Месяц назад +1

    Waqt sabhi ka badalta hai.It's an universal truth.... 🗽🗽🗽🗽🗽🗽🗽🗽🗽🗽🗽🗽🗽🗽🗽🗽🗽🗽🗽🗽🥽🥽🥽🥽🥽🥽🥽🥽🥽🥽🏎🏎🏎🏎🏎🏎🏎🏎🏎🏎🤝🤝🤝🤝🤝🤝🤝🤝🤝🤝🤝🤝🤝🤝🤝🤝🤝🤝🤝🤝

  • @Krishna-lm3ws
    @Krishna-lm3ws Месяц назад +2

    Naveen sir hero hero

  • @PramodNayak-oj1im
    @PramodNayak-oj1im Месяц назад +3

    ଆମ ଓଡ଼ିଶା ନବୀନ ଓଡ଼ିଶା ❤❤❤

  • @RashmitaSahoo-om9zw
    @RashmitaSahoo-om9zw Месяц назад +33

    Jay Naveen sir Jay Jagannath

  • @lasya937
    @lasya937 Месяц назад +16

    ସମୟ ପରିବର୍ତ୍ତନ ଶୀଳ " ଆଜି ଯେ ରାଜା କାଲି ସେ ଭିକାରୀ" ... ତେଣୁ ଗର୍ବ ଅହଙ୍କାର ଉତ୍ପାତ୍ତ ନ ହେଇ ନିଜ କର୍ତ୍ତବ୍ୟ ପାଳନ କର ଜନସେବା କର ❤❤❤❤

  • @iswarnayak1383
    @iswarnayak1383 Месяц назад +37

    Kichhi asubidha nahi,emiti pari bartan heba darkar,

    • @sayedsuraj6337
      @sayedsuraj6337 Месяц назад +2

      Wait kro paribartan bhala bhabre janiba

    • @pratik_mohanty555
      @pratik_mohanty555 Месяц назад

      Parivartan nuhe gujju sasana laghu hela odisha re.. Abe khali loot haba

  • @deepikamarndi5135
    @deepikamarndi5135 Месяц назад +11

    Nabeen sir❤❤❤

  • @tamannabehera6501
    @tamannabehera6501 Месяц назад +34

    Jay Nabeen sir❤

  • @mitunadas7052
    @mitunadas7052 Месяц назад +19

    Love you Naveen sir 🙏🙏🙏🙏

  • @judhistiranayak5930
    @judhistiranayak5930 Месяц назад +3

    ଧନ୍ୟ ବାଦ , ପାୱାର ସବୁ ସମୟରେ ରହିବ ନାହିଁ

  • @adityamishra4263
    @adityamishra4263 Месяц назад +11

    Naveen sir Cm thile achhanti rahibe.... Naveen Pattnaik zindabaad

  • @user-tw9le4mi8w
    @user-tw9le4mi8w Месяц назад +55

    ବନ୍ଦଥିବା ମୁଖ୍ୟ ରାସ୍ତା ଖୋଲାଯାଉ

  • @adds8322
    @adds8322 Месяц назад +8

    Naveen Sir ❤. Laaguchi Odisha lakhmi chhoda heigala

  • @pradiptamishra1441
    @pradiptamishra1441 Месяц назад +2

    Love you Naveen sir ❤️ 🙏

  • @jasmitasahoo4758
    @jasmitasahoo4758 Месяц назад +2

    ଆମ ଓଡ଼ିଶା ନବୀନ ଓଡ଼ିଶା

  • @DebiprasadSahoo47
    @DebiprasadSahoo47 Месяц назад +18

    Naveen abe Jane sadharana Manisha ....so tanku simple life baanchibaku diajau

  • @user-zm1xt1ke6x
    @user-zm1xt1ke6x Месяц назад +3

    ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ଏହା ଏକ ପ୍ରକ୍ରିୟା

  • @sasmitamallick9299
    @sasmitamallick9299 Месяц назад +4

    Aama Nabin sir nku jaga rakhya kariba

  • @Rolex77077
    @Rolex77077 Месяц назад +2

    It's hard to accept the fact that he's not our CM anymore 👀💔
    No matter who won, he will be our Forever CM ♾️🙇🙏💯
    We had no idea about this unexpected result sir.. 😣😖
    We'll be there for u in 2029, no matter who will be the successor You or anyone else it doesn't matter.. you should be there at the top 🥺🙏
    Still, can't accept.... I feel like heart Broken 💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔💔

  • @adammohammad2494
    @adammohammad2494 Месяц назад +1

    Odisha King 👑👑💖💖

  • @samarendrarout4341
    @samarendrarout4341 Месяц назад +2

    Jay Jagannath 🙏

  • @akshayasenapati4563
    @akshayasenapati4563 Месяц назад +5

    Jay Bjd

  • @BindasSamita
    @BindasSamita Месяц назад

    Aama Naveen sir ku Jagannath maha prabhu taku rakhaya karibe❤

  • @suranjanpradhan1971
    @suranjanpradhan1971 Месяц назад +1

    Love you Naveen sir

  • @kalpatarurout3073
    @kalpatarurout3073 Месяц назад +42

    Nabin Patnaik jindabad

  • @aproud_indian
    @aproud_indian Месяц назад +1

    Protection is given to the post/chair not to an individual. Be it Politics or Bureaucracy .

  • @ballavcharanpradhan3532
    @ballavcharanpradhan3532 Месяц назад +9

    Nabin sir Mahan 🙏

  • @basudevkumbhar707
    @basudevkumbhar707 Месяц назад +2

    Miss you Sir

  • @Sourav-kumar538
    @Sourav-kumar538 Месяц назад +1

    Naveen babu heuchanti Ajata satru , Odisha basi nkara betaj badshah tenu tanku security ra kichhi abasyakata nahi...

  • @JkJitendraVigo
    @JkJitendraVigo Месяц назад +2

    Nabinbabu the best.2029.asib

  • @Ajaydasvlog6371
    @Ajaydasvlog6371 Месяц назад +32

    ଆମର ନବିନ ସାର୍ ଙ୍କ ର କିଛି ହେବନାହିଁ ତାଙ୍କର ସହିତ ଭଗବାନ ଶ୍ରୀକୃଷ୍ଣ ଅଛନ୍ତି ଜୟ ଜଗନ୍ନାଥ ଜୟ 😂😂😂

  • @rakeshnayak9174
    @rakeshnayak9174 Месяц назад +5

    Naveen sir Amra ame tanku jagichu

    • @Abhi-panda
      @Abhi-panda Месяц назад +1

      ତାହେଲେ ତାଙ୍କ ଘରେ ଯାଇ ରୁହ duty କର

    • @sayedsuraj6337
      @sayedsuraj6337 Месяц назад

      A duty tama pai kahiki na abe dadana to aau jiba nahin paribartan heichi tama dadana na jiba pai a duty tamaku hi Diya jau

    • @rakeshnayak9174
      @rakeshnayak9174 Месяц назад

      AME dadana kn janinu 30 yer haba BBSR business karuchu tame jadi jaicha dadana au jaoni bhala job mili jiba aethi tama ra dadana khatibata experience achi bodhe

  • @kunmun9983
    @kunmun9983 Месяц назад +2

    Best

  • @user-ku8ud9jd1v
    @user-ku8ud9jd1v Месяц назад

    ନବୀନବାବୁଙ୍କ ସୁଖ ସରିଗଲା ା ଅନ୍ଧକାର ଆସିଗଲା। ଏଇ ଖରାପ ବେଳରେ ସେ ଉପରକୁ ଚୀଲିଯିବେ। ହରିନାମ ସତ୍ଯ ହେ! ରାମ ନାମ ସତ୍ଯ ହୈ।

  • @SambhuNaik-df1if
    @SambhuNaik-df1if Месяц назад

    Naveen sar 🙏🙏🙏🙏🙏🙏

  • @raja.suryakanta3107
    @raja.suryakanta3107 Месяц назад +1

    Se really Hero
    Nabin babu

  • @sourav.1
    @sourav.1 Месяц назад +2

    Next time ପୁଣି CM ହେବେ

  • @subhasisnayak7896
    @subhasisnayak7896 Месяц назад

    Vala heichi bahut din lutila pandiaku dhari mohan Charan majhi is best 🎉🎉❤❤🎉🎉

  • @manjudash-ff5be
    @manjudash-ff5be Месяц назад +1

    We regret for it our beloved Naveen sir

  • @abhimanyug4801
    @abhimanyug4801 Месяц назад

    Very good

  • @Prabir567
    @Prabir567 Месяц назад

    ❤❤❤❤❤

  • @aksar1608
    @aksar1608 Месяц назад +1

    Mohan nabini sir 🙏

  • @Ranjankumar-fz8xj
    @Ranjankumar-fz8xj Месяц назад +3

    ଆପଣଙ୍କ କହିବା ଅନୁସାରେ ନବିନୀ ବାବୁଙ୍କର କୌଣସି କ୍ଷମତା ନାହିଁ ସେ ଏବେ ଖାଲି ମଦପିଇ ସୋଇବେ ।

    • @debd7630
      @debd7630 Месяц назад +1

      🤣🤣🤣thik thik

  • @susantmalik1872
    @susantmalik1872 Месяц назад +5

    Nabinbabu jinda bad.

  • @gourishankar6335
    @gourishankar6335 Месяц назад +6

    Earth is not static..earth is movable ...

    • @lagguru8032
      @lagguru8032 Месяц назад

      "CHANGE IS THE ONLY CONSTANT"

  • @user-cp7gs5vh3j
    @user-cp7gs5vh3j Месяц назад

    Very good chhura

  • @user-jz6tq7ff2j
    @user-jz6tq7ff2j Месяц назад +1

    Right sir

  • @skijharalam2504
    @skijharalam2504 Месяц назад +1

    Bah bah odisha basi 😢😢 aji tame kaha hata chadi dela
    Aau han sher Jungle m akela reh sakta h❤

  • @satyasagarbhuyan8949
    @satyasagarbhuyan8949 Месяц назад +1

    Let him allowed to live like general public .

  • @akshayasahoo8251
    @akshayasahoo8251 Месяц назад

    👍👍

  • @pinku7129
    @pinku7129 Месяц назад +2

    Aji apana mane khusi ta???gote dimond ku ame hareiche...agaku odisha basi bujhibe

  • @sairamsatapathy8539
    @sairamsatapathy8539 Месяц назад

    Ok. This reality no one is above God. One day everything will be zero.

  • @jhunumandal6864
    @jhunumandal6864 Месяц назад +1

    jay Nabin babu🎉

  • @SidharthPrasadDas
    @SidharthPrasadDas Месяц назад +36

    ଏ ପରମ୍ପରା ବିଜେପି କରୁଛି ଆକୁ ଦିନେ ସେମାନେ ବୁଝିବେ, ଟିକେ ବେଶୀ ହୋଇଯାଉଛନ୍ତି,

  • @jagabandhumoharana6603
    @jagabandhumoharana6603 Месяц назад

    Semiti kara nanhi Naveen Patnaik odisha ra garba gouraba Naveen Patnaik always god

  • @jibanjyoti119
    @jibanjyoti119 Месяц назад +1

    Naveen Pattnaik coming soon just wait and see

  • @MUNA-mn2gl
    @MUNA-mn2gl Месяц назад

    Good ❤

  • @saratnayak1567
    @saratnayak1567 Месяц назад

    Time is most powerful.

  • @BishnuNarayanRath-dg7jh
    @BishnuNarayanRath-dg7jh Месяц назад +1

    Nabin sir great

  • @user-go5ks5bd4r
    @user-go5ks5bd4r Месяц назад

    Now it is very easy to meet Naveen babu

  • @odiavloggersuchitradas5179
    @odiavloggersuchitradas5179 Месяц назад +1

    Tanka pai ame achu Navin babu kanu security darkar nahi

  • @batakrushnamahasuara6471
    @batakrushnamahasuara6471 Месяц назад

    Vala

  • @kshirabdhitanayasahoo3749
    @kshirabdhitanayasahoo3749 Месяц назад +1

    Emane kn jagibe Odisha Bashi achhanti tanka saha 💚💚🫰🫰

  • @mistyactivities9790
    @mistyactivities9790 Месяц назад

    One and only piece

  • @user-hc6vq7lj9x
    @user-hc6vq7lj9x Месяц назад +1

    God achanti ama sir pae

  • @sasmitamallick9299
    @sasmitamallick9299 Месяц назад

    Power is the great of our india

  • @biswambhardhal8351
    @biswambhardhal8351 Месяц назад +1

    Road kou Dinadina khola haba

  • @user-cj9es9ow1j
    @user-cj9es9ow1j Месяц назад +1

    😢

  • @user-sv9uv6eq6o
    @user-sv9uv6eq6o Месяц назад +1

    Mun 100% sure je tankara kehi satru nahanti ki nathile.Surakhya karmi namaku matra thile.Ebe chaligala pare bi kichhi farak padibani

  • @Skstarvlog3735
    @Skstarvlog3735 Месяц назад +2

    Ebe naveen Babu odia loko hua lokonko pakhu jao ac room re basiki mada au net flix besi dekhila .

    • @Abhi-panda
      @Abhi-panda Месяц назад

      ହଁ ହଁ ସେ ଯିବେ, ସମସ୍ତଂକ ପାଖକୁ ଯିବେ, ତୁମ ଘରକୁ ବି ଯିବେ, ଦୁଃଖ ବୁଝିବାକୁ

  • @prustysaurabh
    @prustysaurabh Месяц назад

    Unnecessarily road was blocked.....good free it up....

  • @saraswatisahoo5171
    @saraswatisahoo5171 Месяц назад

    ମିଡିଆ ବାଲା କୋଉ ବଡକଥା କଥା କହୁଚଜେ ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ରାଷ୍ଟ୍ରପତି ହୁଅନ୍ତୁ ସମସ୍ତ ପାଇଁ ଏ ନିୟମ ଅଛି