Satayu Sabara - ଶତାୟୁ ଶବର | Ladhei Pala - ଲଢେଇ ପାଲା | Part-1 | Pratap Chandra Rath,Ajaya Kumar Dash
HTML-код
- Опубликовано: 4 фев 2025
- ବିଷୟବସ୍ତୁ : ଶତାୟୁ ଶବର
ପ୍ରଥମଦଳ : ଗାୟକ କଳ୍ପଶ୍ରୀ : ପ୍ରତାପ ଚନ୍ଦ୍ର ରଥ ଓ ସାଥି
ଦ୍ୱିତୀୟଦଳ : ଗାୟକ ଯୁଗଜ୍ୟୋତି :ଅଜୟ କୁମାର ଦାଶ ଓ ସାଥି
ବିଚାରକ : ପଣ୍ଡିତ ଜିତୁ ଦାଶ
ପାଲା ଏମିତି ଏକ ଲୋକ କଳା ଯେଉଁଥିରେ ପୁରାଣ କାହାଣୀ, ସଙ୍ଗୀତ, ନୃତ୍ୟ ଓ ନାଟକର ସ୍ୱାଦ ମିଶିକି ରହିଥାଏI“ସିଦ୍ଧାର୍ଥଭକ୍ତି” ଚ୍ୟାନେଲ୍ ନୂଆ କାର୍ଯ୍ୟକ୍ରମ" ଲଢେଇପାଲା" ରେ ଦୁଇ ପ୍ରତିପକ୍ଷ ଦଳ ମଧ୍ୟରେ ଦମଦାର ଲଢେଇରୁ ଦର୍ଶକ ଭରପୁର ମନୋରଞ୍ଜନ ପାଇଥାଆନ୍ତି I ଏହି କାର୍ଯ୍ୟକ୍ରମ ଆପଣଙ୍କ TV ପରଦାରେ ମଧ୍ୟ ସୋମବାର ରୁ ଶନିବାର ରାତି ୮ଟା୩୦, ସକାଳ୯ଟା୩୦, ଦିନ୨ଟା୩୦ରେ ଦେଖିପାରିବେ I ସିଦ୍ଧାର୍ଥ ଭକ୍ତି ଦେଖିବା ପାଇଁ ଆଜି ହିଁ ନିଜ Cable/DTH ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ I
Also watch this Programme on SIDHARTH BHAKTI CHANNEL.
Sidharth Bhakti : Dish TV-1395, Airtel-616,Sun-491,D2H-1395
Sidharrth TV : Dish-1311,Tata Play-1757,Airtel-600,Sun Direct -657,D2H-1311
Sidharth Gold : Dish TV -1333, Airtel-602,Sun-658,D2H-1333
Jay Jagannath : Dish-1397,Airtel-615,Sun Direct-490,Videocon D2H-1397
SUBSCRIBE us for new shows every day:
RUclips : / sidharthbhakti
Instagram : / sidharthbhakti
Facebook : / sidharthbhaktiodia
Subscribe our other Television Channels :
Sidharth TV : / sidharthtv
Sidharth Gold : bit.ly/3a1P4Ac
Jay Jagannath : bit.ly/3aa1lTa
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #jayjagannath
😊
Keshaba
😂
❤
Super achi pala
Manadhata charitra ku tk paribesana karajau
Sata tala Pani tale maachha lakha. A haa kenu. Mahabharata re achhi ?
🙏Jay jagannath🙏
Sir namaskar very nice think
Jay Jagannath
Upasthapak introduction thik nahi
ସିଦ୍ଧାର୍ଥ ଭକ୍ତି ଚେନେଲ ର ସମସ୍ତ କର୍ମ କର୍ତ୍ତା ଙ୍କୁ ମୋର ପ୍ରଣାମ ତଥା ଉପସ୍ଥାପକ ଜିତୁ ଗୁରୁ ମହୋଦୟ ଙ୍କୁ ମୋର ଦଣ୍ଡବତ ଏବଂ ଉଭୟ ପାଲା ଗାୟକ ମହାଶୟ ଙ୍କୁ ମୋର ପ୍ରଣାମ। ଉଭୟ ପାଲା ଗାୟକ ବହୁତ ସୁନ୍ଦର ଭାବରେ ବୁଝାଇଲେ ସେମାନଙ୍କ ଗାୟନ ଶୈଲି ଅତି ଉତ୍ତମ। ପାଲା ମଞ୍ଚ ରେ ଥାଇ ମହାପ୍ରଭୁ ସତ୍ୟ ନାରାୟଣ ସମସ୍ତ ଙ୍କ କଲ୍ୟାଣ କରନ୍ତୁ ଏତିକି ମୋର ପ୍ରଭୁ ଙ୍କ ପାଖରେ ଗୁହାରି। ପୁଣି ଥରେ ସମସ୍ତ ଙ୍କୁ ଜୟ ଜଗନ୍ନାଥ