ଯିଏ ବାପାଙ୍କୁ ପଚାରୁନଥିଲେ ସିଏ ଓଡ଼ିଶାବାସୀଙ୍କୁ କଣ ପଚାରିବେ || Saroj Padhi || Kanak News Digital

Поделиться
HTML-код
  • Опубликовано: 24 ноя 2024

Комментарии • 876

  • @KBR300
    @KBR300 5 дней назад +182

    ଆପଣ ବାଲି ଯାତ୍ରା ନୁହେଁ,ବାଲି ଘାଟ କଥା ଚିନ୍ତା କରନ୍ତୁ। କୋଉଠୁ କେତେ ମିଳିବ......😂😂😂😂😂😂

  • @BANTIFF
    @BANTIFF 5 дней назад +105

    ସଲl ତୋ ମୁଁହ କୁ ଟିକେ ଲାଜ ନାହିଁ ରେ ବେହିଆ ପୁଣି କହୁଚୁ ନବୀନ ଓଡ଼ିଆ କହି ଜାଣିନି ଆଊ ମୋହନ 😅😅

    • @SANTOSHMANDAL-w5s
      @SANTOSHMANDAL-w5s 5 дней назад +5

      Satare naveen kichii jani nathila..
      Mohan majhi pila belu odisha re badhichi

    • @SUPER-e7e
      @SUPER-e7e 5 дней назад +11

      ​@@SANTOSHMANDAL-w5s ଓଡିଆ ଜାଣିଥିବା ମନ୍ତ୍ରୀ ।ତେଣୁ ମୂଖ୍ଯ ମନ୍ତ୍ରୀ କହିଲା ଉତ୍କଳ ମଣି ମଧୁସୂଦନ ଦାସ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଝାରୀ ଭାରତ ନ ଲେଖି ଡାରତ ଲେଖିଲେ ।

    • @gitarani2831
      @gitarani2831 5 дней назад +1

      @@BANTIFF ଠିକ୍, କହିଛ

    • @ambarishswain3233
      @ambarishswain3233 5 дней назад

      Nabina gote Ajogya Aparaga

    • @chandanparida1561
      @chandanparida1561 4 дня назад

      Tate Gandi marichi 😅😅​@@ambarishswain3233

  • @SIDHANTBEHERA
    @SIDHANTBEHERA 5 дней назад +129

    ୨୪ ବର୍ଷ ରେ କିଛି ଭଲ ବ୍ୟବସ୍ଥା ହୋଇନି ହେଲେ କଣ ପାଇଁ ଏତେ ଲୋକ ବାଲିଯାତ୍ରା ଦେଖି ବାକୁ ଆସୁଛନ୍ତି । ତମେ ୫ ମାସ ରେ ଏମିତି କଣ ତାଡି ଦେଲ କି । ଏ ବର୍ଷ ଯେମିତି ବ୍ୟବସ୍ଥା କରାଯାଇଛି ତାହା ଦେଖି ଲୋକ ତ ଦୂରର କଥା ମୋହନ ସରକାର ବି ଆସିବାକୁ ଥରେ ଭାବିକି ଆସିବ 😅

    • @subhashrout99371
      @subhashrout99371 4 дня назад +1

      Thike. Katha. Bhai. Kahile

    • @Godeepak
      @Godeepak 4 дня назад +1

      ବାଲିଯାତ୍ରା କ'ଣ ୨୪ ହେବ ଆରମ୍ଭ ହୋଇଥିଲା କି ନା ନବୀନ କରିଥିଲେ 😅

    • @SIDHANTBEHERA
      @SIDHANTBEHERA 4 дня назад +4

      ​@@Godeepak ୨୪ ବର୍ଷ ହେଲା ବାଲିଯାତ୍ରା ଦାୟିତ୍ଵ ପୂର୍ବ ସରକାର - ପ୍ରଶାସନ ଦ୍ବାରା ଆୟୋଜିତ ହୋଇଥିଲା ତ ଏ ବର୍ଷ କଣ ପାଇଁ ଏତେ ଅବ୍ୟବସ୍ଥା ହୋଇ ଛି ତାହା କୁହାଯାଉଛି।

    • @Godeepak
      @Godeepak 4 дня назад +1

      @SIDHANTBEHERA ଯିଏ ଜାଇନି ତାକୁ ପଚାରିବ ସେ କହିବ,,, ବାଲିଯାତ୍ରା ର ଏକ ସ୍ବତନ୍ତ୍ର କମିଟି ଅଛି ସେଠି ସରକାର ଙ୍କ ର ମାମଲତ କିଛି ନାହି,, ତମେ କ'ଣ ଓପାଡି ପକୋଉଥଲ

    • @Abhimanyusamal-c5v
      @Abhimanyusamal-c5v 4 дня назад

      @SIDHANTBEHERA
      ଅନ୍ଧଭକ୍ତ 😂😂

  • @akhileshmishra3195
    @akhileshmishra3195 5 дней назад +72

    ତୁମ MLA ଯେଉଁ ଓଡ଼ିଆ ଅସ୍ମିତା ନାମରେ ଇଂଲିଶ ଭାଷଣ ଦେଲେ ସେଇ ବିଷୟରେ ପଦେ କହୁନ.

    • @hacker00747
      @hacker00747 5 дней назад +3

      ଠିକ୍ କଥା ଭାଇ। ବାପାଲୋ ମୋ କାନ ଉଠିବା ଦିନଠୁ ସେଭଳି English Speech ଶୁଣିନଥିଲି।😂😂। ଯେଉଁ Delegate ମାନେ ବାହାରୁ ଆସିଥିଲେ ସେମାନେ stage ରୁ ଉଲ୍ହେଇବା ପରେ ବିଧାୟକଙ୍କ ପାଖରୁ English ରେ tution ହେବା ପାଇଁ MOU sign କରିକି ଯାଇଥିବେ 😂😂😂

  • @gautamakumarsahoo5932
    @gautamakumarsahoo5932 5 дней назад +62

    ଆପଣ କାହିଁକି ନବୀନବାବୁଙ୍କ ବିଷୟରେ କହି ହାସ୍ୟସ୍ପଦ ହେଉଛନ୍ତି। ତାଙ୍କ ବିଷୟରେ ଓଡିଶାବାସୀ ଜାଣିଛନ୍ତି। ଆପଣ ବିକାଶ କଥା କୁହନ୍ତୁ ଏବଂ କାମ କରନ୍ତୁ, ତାଙ୍କ ଭଳି ତାଙ୍କ ବାପାଙ୍କର ଦେଶ ବିଦେଶରେ ସ୍ୱତନ୍ତ୍ର ପରିଚୟ ଅଛି। ଯାହା ସମାଲୋଚକ ପାଇଁ ଅପହଞ୍ଚ। ଜୟ ଜଗନ୍ନାଥ।

    • @hacker00747
      @hacker00747 5 дней назад

      Well explained brother.Nabin Patnaik's image is beyond criticism and this stupid fellow should very much know about it.

    • @LilabatiPradhani
      @LilabatiPradhani 3 дня назад

      ଦେଶର ଅଧାରୁ ରୁ ଅଧା ଲୋକ ବି ଜାଣି ନାହାଁନ୍ତି ବିଜୁ ପଟ୍ଟନାୟକକୁ 😂

  • @manoranjanjena7434
    @manoranjanjena7434 5 дней назад +105

    ଏଇଟା ମହାନ୍ ଟାଉଟର, ତାକୁ ଟିକେଟ ବିଜେଡି ଦେଇନଥିଲା ବୋଲି ଏବେ ଗପ କହୁଚି । ବାଲି ମାଫିଆଙ୍କ ପାଖରୁ ଚାନ୍ଦା ମାଗୁ ଥିଲା ଭିଡିଓ ଭାଇରାଲ ହେଉଚି ଜେ।କାହାର ?

  • @କଳ୍କୀ
    @କଳ୍କୀ 5 дней назад +108

    ୧) ରଥ ଯାତ୍ରାରେ ଲାଠି ମାଡ଼
    ୨) ବଳଭଦ୍ର ରଥରୁ ପଡ଼ିଗଲେ
    ୩) ରାଜ୍ୟପାଳ ପୁଅ ଅଫିସର ବୈକୁଣ୍ଠ ପ୍ରଧାନକୁ ମାରି ଲୋହୁ ଲୁହାଣ କଲା
    ୪) ମୂଖ୍ୟ ଶାସନ ସଚିବ ହେଲେ ଅଣ ଓଡିଆ
    ୫) ମେଜରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନକୁ ମୂଖ୍ୟମନ୍ତ୍ରୀ ଭଣଜା ମାଡ଼ ମାରିଲେ
    ୬) ୧୭ ଖଣି, ଦୁଇ ବନ୍ଦର ଏବଂ ଗୋଟିଏ ବିମାନ ବନ୍ଦର ବିକ୍ରି ହେଲା
    ୭) ଆର ଆଇ ପରୀକ୍ଷାରେ ମହା ଦୁର୍ନୀତି । ରାଜ ରାସ୍ତାରେ ଛାତ୍ର ଛାତ୍ରୀ ।
    ୮) ରାଜ ରାସ୍ତାରେ ମିଶନ ଶକ୍ତିର ମା' ମାନେ
    ୯) ଆମ୍ବୁଲାନ୍ସ ଡ଼୍ରାଇଭର ରାଜ ରାସ୍ତାରେ
    ୧୦) ସରକାରି ନର୍ସ ମାନେ ରାଜ ରାସ୍ତାରେ
    ୧୧) ହବିଶ୍ୟାଳି ମା ମାନେ ଭୋକ ଉପାସରେ ବଡ଼ ଦାଣ୍ଡରେ
    ୧୨) ରାସନ୍ ଚାଉଳ ୩ ମାସ ହେଲା ବନ୍ଦ ଆମ୍ବ ଟାକୁଆ ଖାଇ ଦୁଇ ମୃତ ।
    ୧୩) ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ମିଳୁଛି ଭାତ ସାଥିରେ ଲୁଣ ଲଙ୍କା ।
    ୧୪) ନବରଙ୍ଗପୁର, ରାଉରକେଲା, ଢେଙ୍କାନାଳ, ମୟୂର ଭଞ୍ଜ, ଭଦ୍ରକ, ରାଜଧାନୀ ଭୁବନେଶ୍ୱରରେ ବଢ଼ି ଚାଲିଛି ଗଣ ଧର୍ଷଣ ।
    ଏଇ ମାତ୍ର ଚାରି ମାସରେ ଦର ଦାମ ବୃଦ୍ଧି ଯୋଗୁଁ ଓଡିଆ ଅଣ ନିଶ୍ୱାସି ହେଇଗଲାଣି ଆଜ୍ଞା । ଓଡିଆ ବଞ୍ଚିଲେ ସିନା ଅସ୍ମିତା ବଞ୍ଚିବ
    ଏଇଟା କଣ ଓଡିଆ ଅସ୍ମିତା…. ? ରଙ୍ଗ ପରିବର୍ତ୍ତନ, ନାମ ପରିବର୍ତ୍ତନର ନାମ ଓଡ଼ିଆ ଅସ୍ମିତା ନୁହେଁ ।

    • @technicalkalahandi129
      @technicalkalahandi129 5 дней назад +1

      BJD ra katha kahile... Mahabharata 😅

    • @technicalkalahandi129
      @technicalkalahandi129 5 дней назад +1

      BJD ra katha bi comments kara bhaina

    • @umakantabhola5310
      @umakantabhola5310 5 дней назад +6

      1)ପରି
      2)ମମିତା
      3)କୁନ୍ଦୁଲି
      4)ବେବିନା
      5)acf ସୌମ୍ୟରଞ୍ଜନ
      6)ମାହାଙ୍ଗା duble murder
      7)ସ୍ମିତାରାଣୀ
      ଆହୁରି ଅନେକ କିଛି, ଏସବୁ ଛାଡିଦେଲେ ଯେ

    • @କଳ୍କୀ
      @କଳ୍କୀ 5 дней назад +8

      @umakantabhola5310 24 ବର୍ଷ କଥା କହିଲେ, ଆଉ 5 ମାସର ଅନେକ 24 ବର୍ଷ ହେଲା ବେଳକୁ କେତେ ହେବ

    • @କଳ୍କୀ
      @କଳ୍କୀ 5 дней назад +2

      @@technicalkalahandi129 କହିଲେ ଲୋକ ଜାଣିବେ କୁହ

  • @khagabhaivillage
    @khagabhaivillage 5 дней назад +39

    ନବିନ ପଟ୍ଟନାୟକ ଭଳିଆ ମୂଖ୍ୟମନ୍ତ୍ରୀ ଓଡିଶାରେ ଆଉ ଜନ୍ମ ହୋଇପାରିବେ ନାହିଁ

  • @bharatbehera4505
    @bharatbehera4505 5 дней назад +32

    ବାଲି ଯାତ୍ରା କୁ କିଏ ଆଗକୁ ନେଇଥିଲେ ।ମନେପକାନ୍ତୁ ।ସେ ମହାନ ବ୍ୟକ୍ତି କିଏ ।ବିଜୁ ବାବୁ।ବର୍ଲି କୁ ବା ଇଣ୍ଡୋନେସିଆ କୁ କିଏ ଯାତ୍ରା କରି ଥିଲେ।ନିଜର ଦୋଷ ଘୋଡାଇବାକୁ ଯାଇ ଅନ୍ୟ କୁ ବ୍ୟକ୍ତି ଗତ କହିବା ଠିକ୍ ନୁହଁ। ଆଲୋ ସଖି ଆପଣା ମହତ ଆପେ ରଖି। ଜୟ ଜଗନ୍ନାଥ।

  • @gudubadajenagudu8750
    @gudubadajenagudu8750 5 дней назад +10

    ନବୀନ ବାବୁ ବଳେ କଟକ ରେ ପିଲା ମରି ନଥିଲେ ମିଛ ମିଛ ମିଛ ଓଡ଼ିଆ ଙ୍କୁ ମାଡ଼ ମିଛ ପ୍ରତିଶ୍ରୁତି ଆମ ଓଡ଼ିଶା ରେ electric କିନ୍ତୁ କେହି ପାଉନାହାନ୍ତି ଓଡ଼ିଶା ବାସୀ ଙ୍କୁ ମିଛ ମିଛ ଓଡ଼ିଶା ବସିଚି ମିଛ ର ଶବ୍ଦ ଉପରେ ଜୟ ଶ୍ରୀ ଜଗନ୍ନାଥ 🙏🙏🙏 ଚକା ଆଖି ସବୁ ଦେଖୁଛି 🙏🙏🙏

  • @bidyabhusanmohanty387
    @bidyabhusanmohanty387 5 дней назад +51

    ପାଢ଼ୀ ବାବୁ ଆପଣ କେବଳ ବାଲିଘାଟ କଥା ଚିନ୍ତା କରନ୍ତୁ ଏମିତି ଫାଲତୁ କଥା କହି କାହିଁକି ଲୋକ ହସା ହେଉଛନ୍ତି

  • @subhamNayak99
    @subhamNayak99 4 дня назад +7

    ଏଇ ଟା ପି ଦେଇଛି 😂😂

  • @damodharsahu4111
    @damodharsahu4111 5 дней назад +14

    Super michhua BJP

  • @ganeshdhal135
    @ganeshdhal135 5 дней назад +52

    ଏଟା ଶଳା ପାଗଳ ହେଇଗଲାଣି ଏଟା ଅମିତି କଣ ଦେଖା ଯାଉଚି

  • @JitendraSahoo-v6q
    @JitendraSahoo-v6q 5 дней назад +24

    BJD NO 1🎉

  • @NarendraDethi
    @NarendraDethi 5 дней назад +39

    ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ

  • @khagabhaivillage
    @khagabhaivillage 5 дней назад +7

    ଭାରତମାତାକୁ ଡାରତମାତା ଇଏ ହେଉଛି ଓଡିଆ ଅସ୍ମିତ।

  • @naraharidas7582
    @naraharidas7582 23 часа назад +1

    Loka bhala katha ku kebe respect debenai

  • @RanjanSethy-w5u
    @RanjanSethy-w5u 5 дней назад +7

    ଚୁପ୍ ମଜ୍ଞା

  • @sarojkumarpanda6160
    @sarojkumarpanda6160 5 дней назад +19

    ଅସ୍ମିତା ହେଉଛନ୍ତି ନବୀନ ବାବୁ ନିଜେ

  • @Subashdas-c6m
    @Subashdas-c6m 5 дней назад +4

    ଜୟ ବିଜେଡି ଜୟ ନବୀନ ପଟ୍ଟନାୟକ ଵାବୁ

  • @nabakumarsahu1689
    @nabakumarsahu1689 5 дней назад +8

    Janata sabu dekhuchi

  • @sujitkumarrout2022
    @sujitkumarrout2022 5 дней назад +17

    ଏଇଟା ଗୋଟେ ପାଗଳ ଏ ଶଳାକୁ କିଏ ପଚାରୁଛିବେ

  • @PradyumnaKhilar-m6i
    @PradyumnaKhilar-m6i 5 дней назад +25

    ତୁ ସବୁ କରୁଛୁ

  • @RINKUUUUUU12333
    @RINKUUUUUU12333 5 дней назад +37

    ଯିଏ ବାପା କୁ ତାଲା ପକେଇ ଦେଇ ଥିଲା ତା କଥା ଟିକେ କୁହ

    • @oynarottamallmusicplayer6091
      @oynarottamallmusicplayer6091 5 дней назад

      😂😂😂😂

    • @bbsenapati2245
      @bbsenapati2245 5 дней назад +2

      Acha Dharma katha ki?

    • @gitarani2831
      @gitarani2831 5 дней назад +4

      ଧରମା, ବାପାକୁ, ତାଲା, ପକେଇ, ରାଜନିତୀ, କରୁଥିଲା, ଏମାନଙ୍କ, ମୁହଁ କୁ, ଲାଜ, ନାହିଁ

  • @narayanparida5469
    @narayanparida5469 5 дней назад +6

    ବାଲିଘାଟ ନିଲାମରୁ ବାଲିଯାତ୍ରା ଲମ୍ବା ରାସ୍ତା

  • @rinkudas5565
    @rinkudas5565 5 дней назад +6

    Sethi payein ta 24 years,behiya nku lajya nahin…Ranga change sarkar….

  • @tadasilu8478
    @tadasilu8478 5 дней назад +4

    Naveen hero

  • @prasantchinara9911
    @prasantchinara9911 День назад +1

    Nabin hatao

  • @THERAMPAGECREATOR
    @THERAMPAGECREATOR 5 дней назад +6

    Beiman lokata

  • @Abhimanyusamal-c5v
    @Abhimanyusamal-c5v 4 дня назад

    ମୋହନ ବାବୁ ଜଣେ ସାଧାରଣ
    ଆଦିବାସୀ ଘରର ପୁଅ ଆଜି cm ହେଇଥିବାରୁ
    ବୋହୁଟ ଲୋକଙ୍କ ଆଖିରେ ଯାଉନି😢😢😢😢😢😢😢😢😢

  • @biswaamat8488
    @biswaamat8488 5 дней назад +3

    କଥାରେ ବିଶ୍ବାଶ କରେ କହ । କାମରେ ତ ଜିରୋ ।

  • @s.mohapatra-i1k
    @s.mohapatra-i1k 5 дней назад +8

    ଆଜି ପର୍ଯ୍ୟନ୍ତ କେଉଁଠି ଥିଲୁ ପାଟି ଖୋଲୁ ନଥିଲା ସେତେବେଳେ ଆଉ ଆଜି ପାଟି ଖୋଲିଲା

  • @pinusahoo8001
    @pinusahoo8001 5 дней назад +4

    Aeta pagala ta kire...maal tike mari deichi bodh hua😅😅😅😅😅😂😂😂

  • @BikashkumarPradhan-y9u
    @BikashkumarPradhan-y9u 5 дней назад +6

    100% Right

  • @SangharshOdisha-x9n
    @SangharshOdisha-x9n 5 дней назад +5

    Bjp hatao

  • @onlyshorts175
    @onlyshorts175 3 дня назад +1

    Nabin patnaik heuchanti best cm.

  • @mahendradas7356
    @mahendradas7356 5 дней назад +9

    ସରୋଜ ପଢି ମହୋଦୟ ଲାଜ ଲାଗୁନି 25 ବର୍ଷ ହେଲାଣି କଣ ତୁମେ ପଚାରୁଥିଲ ଓଡିଶା ବାସୀଙ୍କୁ ଲାଜ ଲାଗୁନି 🌹🌹🙏🏼🙏🏼🙏🏼🙏🏼🙏🏼🌹🙏🏼🙏🏼

  • @Mopakhala8337
    @Mopakhala8337 5 дней назад +7

    Nabin ☝️☝️☝️

  • @santoshbarik4485
    @santoshbarik4485 5 дней назад +4

    Bjd kichi karini tu karibu re

  • @arunrout9907
    @arunrout9907 5 дней назад +1

    ଆଜି ବି ଲୋକଙ୍କ ହୃଦୟରେ ନବୀନ ପଟ୍ଟନାୟକ, ସରକାର ବଦଳିବା ଲୋକଙ୍କ ପାଇଁ ଶୁଭଙ୍କର, ଗଣତନ୍ତ୍ର ରେ ଶୁଭଙ୍କର,

  • @gulfjobvacancy4599
    @gulfjobvacancy4599 5 дней назад +1

    ତମେ bjp ବଲା କଣ କରିଦେବ ସବୁ ଲୋକ ଦେଖିଲେ ନେଣି 😂😂😂😂😂😂 ନିଜେ ବଟି ମଗିକି ନିଜ ପକେଟ ଗରମ କର ଏଏ 5year next କୁ bjp ଆସିବା ଏତେ is ନାହିଁ

  • @PradyumnaKhilar-m6i
    @PradyumnaKhilar-m6i 5 дней назад +3

    ଜୟ ଜଗନ୍ନାଥ

  • @minakhipriyadarshini2925
    @minakhipriyadarshini2925 5 дней назад +4

    Bali Ghat MLA

  • @NabkishorBarik
    @NabkishorBarik 5 дней назад

    Thanks Sir for your comments about Nabin Pattnaik

  • @ManagobindaSenapati-d4c
    @ManagobindaSenapati-d4c 5 дней назад +3

    Khanti odia kahuchhi govt mohan

  • @ashishdandapat95
    @ashishdandapat95 2 дня назад

    नबीन सर आपने पिछले 24 साल में कुछ नहीं किया! अब आपको जिम्मेदारी दी गई है, अरे अब आप ही हमरा ओडिशा को आगे बढ़ाएंगे। जय हिंद जय भारत जय ओडिशा...

  • @p_coolls
    @p_coolls 5 дней назад +1

    ହଁ ଖୁନ୍ଦୁ ହେଇଛି ଓଡ଼ିଆ ଅସ୍ମିତା

  • @gargidas1795
    @gargidas1795 5 дней назад +5

    Tautare no 1

  • @badalsahu2000
    @badalsahu2000 5 дней назад

    ନଡ଼ିଆରେ 3 ଟା କଣା ତତେ ମୋ ____ଜଣା

  • @JagannathBehera-g8o
    @JagannathBehera-g8o 5 дней назад +1

    Right katha

  • @nirmalyajena3130
    @nirmalyajena3130 4 дня назад

    ବିଧାୟକ ମୋହଦୟ କହିବେ କି କଟକ ବାଲିଯାତ୍ରା ଆମ ଓଡ଼ିଆ ଅସ୍ମିତା ର ପରିଚୟ କିନ୍ତୁ ବିଧାୟକ ପ୍ରକାଶ ସେଠୀ ଓଡ଼ିଆ ଜାଣନ୍ତି କିନ୍ତୁ ଇଂରାଜୀ ରେ ଭାଷଣ ମାରିଲେ ହେଲେ ସେ ଇଂରାଜୀ ସେ ନିଜେ ବୁଝିଛନ୍ତି ତ ସେହିଟା କ'ଣ ଆମ ଓଡ଼ିଆ ଅସ୍ମିତା

  • @manasNayak-ig1ib
    @manasNayak-ig1ib 5 дней назад

    A nabin babu ame tama fan

  • @meherhendloom3088
    @meherhendloom3088 5 дней назад +1

    ତୁଇ କିଏରେ ମାଗିହା

  • @tusarkantanayak6084
    @tusarkantanayak6084 5 дней назад

    ତୁମ cm କାହିଁକି ରାଗିଲେ

  • @sudarsanmohapatra2246
    @sudarsanmohapatra2246 5 дней назад +2

    Sabu nata,balighat

  • @hirachandbadajena4335
    @hirachandbadajena4335 5 дней назад

    ଆପଣ ଟିକେ କହିବେ ଜିଲ୍ଲା ର କ୍ଯ୍।ପିଟ। ଲ ନାଁ କଣ? ଛାଡ ହୋ ବାଲି ଟ୍ରିପ କଥା ଚିନ୍ତା କର

  • @niranjanmajhi7013
    @niranjanmajhi7013 5 дней назад

    ବାଲି କଥା ଚିନ୍ତା କର, ବାଲି ଯାତ୍ରା ଛାଡ଼।

  • @Sidheswar80
    @Sidheswar80 5 дней назад +8

    Naveen Sir odisha rajniti re aji b king kahaku kana kahuchha😮😮😮

    • @BasantaBehera-gl3li
      @BasantaBehera-gl3li 5 дней назад

      ଭାଇ ଏଇଟା ଚୋର ଟା ଏବେ ମୁହଁ ଫୁଟlଣୀ ମାରୁଚି 😂😂😂

    • @umakantabhola5310
      @umakantabhola5310 5 дней назад

      ଭାଇ କଣ ସତ ହଜମ ହଉନି?

  • @AmarBehera-yi6tu
    @AmarBehera-yi6tu 5 дней назад

    Jay Jagannath Jay Naveen patnaik sir

  • @PabitrakumarSwain-wt4tp
    @PabitrakumarSwain-wt4tp 5 дней назад +1

    ଜନତା ସବ ଜାନତା।

  • @susantasingh2485
    @susantasingh2485 4 дня назад

    Odisha aaji jadi parichaya paichhi Only Naveen Pattanayak pain

  • @NarendraChhatria-qh4eh
    @NarendraChhatria-qh4eh 5 дней назад

    ବିଜେଡି no 1

  • @PrasantKumar-be1zy
    @PrasantKumar-be1zy 4 дня назад

    ଆରେ ଓଡ଼ିଆ କହିପାରୁନାହାନ୍ତି ଖାଲି କହୁଛ ତମର ଦମ୍ ଅଛି ଯଦି ଓଡ଼ିଶାରେ ଓଡ଼ିଆ ଭାଷାରେ ସବୁ ଅଫିସ ଚଲଉନ। ଇଂରାଜୀ ବିଦ୍ୟାଳୟ ବନ୍ଦ କରିଦିଅ।

  • @mrutyunjayaacharya
    @mrutyunjayaacharya 5 дней назад +4

    ତମେ କଣ କରିଛ।ଛିଃ ଛି

  • @samikshyadash1127
    @samikshyadash1127 4 дня назад

    Navee Sir is the great CM in Odisha and Indian Politics 🙏🏻❤️✨💚

  • @PradeepKumar-o5x3u
    @PradeepKumar-o5x3u 5 дней назад +3

    Bjp sarakara kuha odia ashmitara Mane kan

  • @biswanath449
    @biswanath449 4 дня назад

    ଏହା ସବୁ ପାଗଳର ପ୍ରଳାପ ନୁହେଁ ତ ଆଉ କ'ଣ... ଏକଥା ଶୁଣି ଜନେ ହସିବେ....

  • @Coolsusant
    @Coolsusant 2 дня назад

    ଆଗରୁ ଆଉ କଣ ବାଲିଯାତ୍ରା ହଉଥିଲା କି ଏ ରଙ୍ଗ ମିସ୍ତ୍ରୀ ମୋହନ ଆସିକି ବାଲିଯାତ୍ରା କଲା ବା ଶଳା ଛୋଡ଼ି ହଉଚି 😂

  • @LaxmidharSethi-jv9rv
    @LaxmidharSethi-jv9rv 5 дней назад +4

    Balimaphia kana kahichi

  • @dhirenkumardeo7608
    @dhirenkumardeo7608 2 дня назад

    ତୁମକୁ ଲାଜ ଲାଗିବା ବିଜେପି ନେତା ମାନ 2:12 ଙ୍କୁ ଓଡ଼ିଆ ଲେଖି ଆସୁ ନାହିଁ ଅନ୍ୟ ମାନଙ୍କୁ କହୁଛନ୍ତି ଧନ୍ୟ ଧନ୍ୟ

  • @GOPALCHANDRAJENA-zs6ct
    @GOPALCHANDRAJENA-zs6ct 5 дней назад

    ପାଗଲ..........

  • @p_coolls
    @p_coolls 5 дней назад

    ଆଉ ତମ ଯୋଉ english ଭାଷଣ ସୁନିକି କାନ ଫାଟିଗଲା 😂

  • @sekharmahakud8978
    @sekharmahakud8978 5 дней назад +1

    ତୁ ବେଶୀ ଜାଣିଛୁ

  • @sewanayak945
    @sewanayak945 5 дней назад

    Yes👍ମୋହନ ସରକାର 🙏

  • @tusarkantanayak6084
    @tusarkantanayak6084 5 дней назад

    ମନେ ପଡୁନି

  • @Pankajkumarreddy
    @Pankajkumarreddy 5 дней назад

    ଯାତ୍ରା ରେ ହେମିତି ଗପିଲେ ଭଲ 😂😂😂

  • @Kalpataru012
    @Kalpataru012 4 дня назад

    Naveen Patnaik Is Best Cm🎉

  • @rabindrakumarlenka7267
    @rabindrakumarlenka7267 3 дня назад

    ପାଗଳ କଥା ଶୁଣି କେହି ବୁଧୀ ମାନ ଲୋକ ବିରକ୍ତ ହୁଏ ନାହିଁ,ବରଂ ଦୟା ଆସେ।
    ପାଞ୍ଚ ମାସରେ କେତେ ଋଣ କଲେଣି ଏ ପାଗଳ କୁ ଜଣା ଅଚିତ ,? ପାଗକୁ ଦୟାକର.

  • @GirijasankarSarangi-yk2fd
    @GirijasankarSarangi-yk2fd 5 дней назад

    Thik

  • @soumyaranjannayakdeepak9020
    @soumyaranjannayakdeepak9020 5 дней назад

    BJP Full form _Belajya Janata Party

  • @BRAJAMOHANMISHRA-pt1gv
    @BRAJAMOHANMISHRA-pt1gv 2 дня назад

    Actually Right sir

  • @kamallochannayak9660
    @kamallochannayak9660 5 дней назад

    Right Speaking Sir .

  • @manaswiniacharya4733
    @manaswiniacharya4733 5 дней назад

    Hn ma tame sabu karideba

  • @bipinbiharinayak5973
    @bipinbiharinayak5973 4 дня назад +1

    Correct topics thanks always

  • @pradeep9762
    @pradeep9762 4 дня назад

    ଆପଣ ଠିକ୍ କଥା କହୁଛନ୍ତି ❤❤

  • @kalpatarugauntia2942
    @kalpatarugauntia2942 5 дней назад

    BJP ସରକାର ଲୋକ ହଂସା ସରକାର 😂

  • @gitanjalibehera9648
    @gitanjalibehera9648 5 дней назад +3

    Chora muhan tana

  • @Rhahulnaik1449
    @Rhahulnaik1449 4 дня назад

    ଜୟ ଜଗନ୍ନାଥ 🙏 ବଳିଘାଟରମାଫିଆ ଲୋକଙ୍କୁ କହୁଛନ୍ତି ଭକୁଆ ଓଡ଼ିଆ ଅଶ୍ମୀତା ଜୁଲାମ ସରକାର 300.Uniti,eleteri କୁଆଡେ ଗଲା ଓଡ଼ିଶା ରେ କେବେ 🍺 ମଦ ଦୋକାନ ବଦ ହେବ ଚିନି କଳ କେବେ ଖୁଳାହେବ । ଳୋକଙ୍କୁ ଭୁଆଁ ବୁଲାଉଛନ୍ତି ।💐

  • @SanjayakumarBhesra
    @SanjayakumarBhesra 5 дней назад +2

    Aamba Takuaa khaibaa Ye B odiaa ASMITAA

  • @KishorPatra-i6i
    @KishorPatra-i6i 5 дней назад

    Your right sir 100 correct

  • @brundabanrout9655
    @brundabanrout9655 5 дней назад

    Donot like to him, ତୁମେ କଣ କରୁଛ, ତୁମେ କଣ କହିବ ଘୋର ଲଜ୍ୟା

  • @sashidevnayak3599
    @sashidevnayak3599 4 дня назад

    ମିଛଟାରେ ବାଉଳା ହଉଛନ୍ତି ଆଉ କିଛି ନୁହଁ ଆମ ନୂଆ ସରକାର

  • @augustburns3725
    @augustburns3725 5 дней назад

    ବାଲି ଘାଟ କଥା ଚାନ୍ଦା କଥା ସେ ବିଷୟରେ ଟିକେ କୁହ. କୁହାଳିଆ mla.

  • @sridharpatel2459
    @sridharpatel2459 3 дня назад

    ଯାହା କହଛନ୍ତି ତାହାକୁ ଧନ୍ୟବାଦ

  • @taranisenrout7155
    @taranisenrout7155 5 дней назад

    ମୋହନ ମାଝୀ ତୋ ମାଇପ କୁ ଗେହିଁ ଥିଲା ବୋଧେ

  • @SATYABRATASWAINChiku
    @SATYABRATASWAINChiku 4 дня назад

    ହେ ଭଗବାନ ତୁମେ ଆମ ଆଖି ଖୋଲିଦେଲ::::::::

  • @BabuKhan-pg7px
    @BabuKhan-pg7px 5 дней назад

    Only bjd ❤jinda bad 👍👍👍💯💯💯💯💯

  • @gangadharjena1477
    @gangadharjena1477 4 дня назад

    କାହାକୁ ଚିହିଁ ନଥାଇ 24 ବର୍ଷ ଓଡିଶା ଶାସନ କଲେ I

  • @kiran9388
    @kiran9388 4 дня назад +1

    Galua ku bohe sekiba darkar !
    Nonsense shala. Nabin sir nka name re kahuchhu, chhii ! Tama ra CM palabala 😂