ବିନାଶ କାଳେ ବିପରୀତ ବୁଦ୍ଧି, ମା ଦେଲା ଝିଅକୁ ଅଭିଶାପ ! PratidinTv

Поделиться
HTML-код
  • Опубликовано: 6 дек 2022
  • ବିନାଶ କାଳେ ବିପରୀତ ବୁଦ୍ଧି, ମା ଦେଲା ଝିଅକୁ ଅଭିଶାପ ! #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like Our Facebook Page
    : / pratidinodisha
    Subscribe To Our RUclips Channel: / @pratidintvodisha
    Subscribe To Our Hashtag Channel: / @hashtag6187

Комментарии • 2,9 тыс.

  • @Ranjitdasofficial611
    @Ranjitdasofficial611 Год назад +866

    ମାଆ ର ମୂଲ୍ୟ ସେ ହିଁ ଜାଣିଛି ଯାହା ପାଖେ ମାଆ ନାହିଁ।ଭଗବାନ ଭଉଣୀକୁ ସଦବୁଦ୍ଧି ଦିଅନ୍ତୁ। ଜୟ ଜଗନ୍ନାଥ।

    • @d.rpanda9633
      @d.rpanda9633 Год назад +7

      Vai se vauni ku au sadbudhi nuhe, taku thik Berhampur ra Dipika type ra haba darkar.

    • @prabhashbarik123
      @prabhashbarik123 Год назад +7

      ସିଏ ହିଁ ଉଦଣ୍ଡ ହୁଏ ଯାହା ପାଖେ ମା ବାପା ଥାନ୍ତି । ମା ବାପା ହିଁ ଛୁଆ କୁ ବଡ଼ କରନ୍ତି ଉଛିତ୍ ସଂସ୍କାର ଦିଅନ୍ତି । ସବୁଠେ ଭୁଲ୍ ହଉଚି ଏ ପୁଅ ମାନଙ୍କର ଆଜ୍ଞା । Tk ଧ୍ୟାନ ଦେଇ ସଂସାର ଆଗକୁ ନିଅନ୍ତୁ

    • @krutibashpradhann7407
      @krutibashpradhann7407 Год назад +1

      Stupid girl after few months she will realise the real love

    • @bhovyakumarirana120
      @bhovyakumarirana120 Год назад +3

      You are right Bro....😥😥😥😥

    • @rupalijena5555
      @rupalijena5555 Год назад +3

      Right

  • @GOVTJOBALERT3
    @GOVTJOBALERT3 Год назад +1389

    ସେମିତି ଝିଅକୁ ଘରକୁ ନେବା ଅପେକ୍ଷା ଆଉ ଗୋଟେ ଅନାଥ ଛୁଆକୁ ପାଳିବା ବହୁତ ଭଲ

  • @SUBHRANSU99
    @SUBHRANSU99 Год назад +230

    ଏତେ ହେଲା ପରେ ବି ମା ତଥାପି ଝିଅ ପ୍ରତି ଭଲ ପାଇବା ଛାଡ଼ିନି 😭😭😭😭😭💔😢😢🙏🙏🙏😭💔😢

    • @igouttampatro6300
      @igouttampatro6300 Год назад +6

      ସତ କଥା ଭାଇ
      ନହେଲେ ଦେଖୁନ
      ସେ ମା କହୁଛି ମୋ ଝିଅ କୋଟ ମେରେଜ କରୁ
      କାଲି ସକାଳୁ ସେ ପୁଅ ଛାଡିଲେ ଯିବ କୁଆଡେ.
      ଧନ୍ୟ ମା
      ସତ କଥା ଝିଅ ର ବିନାଶ କାଳେ ବିପରୀତ ବୁଦ୍ଧି

    • @satyajitroul1456
      @satyajitroul1456 Год назад +1

      Toki ta duba ghasa bodhe

    • @sudipajena6003
      @sudipajena6003 6 дней назад

      Swami stree samparka apekhya ma bapa samparka bada.. E katha jhia bhujhuni...

  • @badboyasish1
    @badboyasish1 Год назад +573

    ଯଦି ମା ବାପା ଙ୍କୁ ଖୁସି ଦେଇପରୁନ ଦୟାକରି 🙏 ଦୁଃଖ ବି ଦିଅନି 🙇🙏 ମା ବାପା ହିଁ ପ୍ରଥମ ଭଗବାନ ❤️🙏

  • @dillipnaik1875
    @dillipnaik1875 Год назад +323

    ମା ସବୁବେଳେ ମା 🙏🙏ଏତେ ପରେ ବି ତା ଝିଅ ର ମଙ୍ଗଳ ଚାହୁଁଚି,, କିନ୍ତୁ ଝିଅ ଏଠି ମା କୁ ମାଡ ମାରୁଛି,,, ଦିନ ଆସିବ,, ଆସିବ ଆସିବ ଲୋ ଭାଙ୍ଗି ଯିବ ଗର୍ବ ତୋର 😭😭😭

    • @dhanumunda7630
      @dhanumunda7630 Год назад +1

      Rights

    • @sibaramdas9847
      @sibaramdas9847 Год назад +2

      apana thik kahichanti aji kali jhia mane bi nije jaha karuchante pare bhabila belaku kichi nathiba sehi bapa maa ra mulya sete bele hi bujhilabelaku kichi nathib.

    • @sunilsahoo6433
      @sunilsahoo6433 Год назад +1

      Thik

    • @sunilsahoo6433
      @sunilsahoo6433 Год назад

      Prema pagala 😡😡😡👏👏👏 chi chi chi chi chi chi chi

    • @hiralalpadhi
      @hiralalpadhi 2 месяца назад

      ମାଁ ଭଗବାନଙ୍କ ରୂପେ ପିଲା ମାନଂକ ଉପରେ ବିପଦ ଆସିଯିବ ଭାବି କୋଳରେ ଧରୁଥିଲେ ତୁ ଏମିତିକା ଝିଅ ଠେଲିଦେଇ ଲାଭ କ'ଣ ପାଇବ ଅଭିଶାପ ରେ ବରବାଦ ହେବ ସେଥିପାଇଁ ବିନାଶକ କାଳରେ ବିପରୀତ ବୃଦ୍ଧି। ଧନ୍ୟବାଦ ଲୋକ ମାଁ ତୋର ବୃଦ୍ଧି ପଣିଆ।

  • @ranjanmallick9715
    @ranjanmallick9715 Год назад +186

    ସେ ଝିଅ ମା ହେଲେ ଜାଣିବ ମାର ଦରଦ

  • @Panda_art_craft_panda_official
    @Panda_art_craft_panda_official Год назад +86

    କାହା କୁ ମା ର ସ୍ନେହ ମା ର love ମିଳୁନି ହେଲେ ....... 🥺😔😒......love you maa ❤️......ମା ଦୁନିଆ ର ଅମୂଲ୍ୟ ସମ୍ପଦ ...ମା ର ମୂଲ୍ଯ ନାହିଁ......ଏ ଝିଅ ଯେବେ ମା ହବ ସେ ମା କଣ ବୁଝିପାରିବ.....🙏🏻🙏🏻🙏🏻

  • @bijayjena3140
    @bijayjena3140 Год назад +71

    ମା ଏତେ ସବୁ ହୋଇସାରିବା ପରେ ଝିଅର ମଙ୍ଗଳ ପାଇଁ କୋର୍ଟ ମାରେଜ୍ କରିବାକୁ କହୁଛି
    ମା ତତେ ସହେ ଦଣ୍ଡବତ🙏🙏🙏🙏

  • @dusmantanaik2506
    @dusmantanaik2506 Год назад +158

    ମା ବାପାକୁ ଏମିତି କନ୍ଦେଇ କେବେ ତୁ ଖୁସିରେ ରହିପାରିବୁ ନାହିଁ ଭଉଣୀ ।।ତୋତେ ସଦ୍ବୁଦ୍ଧି ଦିଅନ୍ତୁ ଭଗବାନ

  • @bijaya.
    @bijaya. Год назад +25

    ସବୁବେଳେ ଭଗବାନଙ୍କ ଉପରେ ବିଶ୍ୱାସ ରଖ ସବୁଠିକ୍ ହେବ ।

  • @adarshajeevan1315
    @adarshajeevan1315 Год назад +27

    ଧନ୍ୟ ଲୋ ଝିଅ,ତୋତେ କୋଟି ମୁଣ୍ଡିଆ🙏
    ମାଆ ଠିକ୍ କହୁଛନ୍ତି🙏

  • @shriyanshiofficial2176
    @shriyanshiofficial2176 Год назад +181

    ଦେଢ଼ ବର୍ଷର ଭଲପାଇବା କଣ 25 ବର୍ଷର ଭଲ ପାଇବା ଆଗରେ ବିକିହେଇଯିବୋ 😭ହେ ପ୍ରଭୁ ଜଗନ୍ନାଥ ତୁମେ କିଛି କର🙏

    • @shriyanshiofficial2176
      @shriyanshiofficial2176 Год назад

      @Bapun Mishra ଆରେ ଭାଇ ମୁ ଲେଖି ସିକିନି ତୁ ମୋ ପାଇଁ ଲେଖିଦବୁକି

    • @chesta197
      @chesta197 Год назад

      ​@Bapun Mishra youtube permanent mobile re insta nuha delete heijiba

    • @chesta197
      @chesta197 Год назад

      @Bapun Mishra hmm ta maa katha kn pain kahuchu 😂😂😂😂😂😂🖕

  • @sukanyadalai8470
    @sukanyadalai8470 Год назад +102

    ଧନ୍ୟ ରେ ଝିଅ ତୁ ଏତେ ଲୋକ ଙ୍କ ଆଗ ରେ ମା ଗର୍ଭ କଷ୍ଟ ର, ଜନ୍ମ କଷ୍ଟ ର, ଲାଳନ ପାଳନ ର, ସ୍ନେହ ଶ୍ରଦ୍ଧା ର ଉଚିତ ମୂଲ୍ୟ ଦେଲୁ 😭😭😭, ଏଇ ପାପ ରୁ ଭଗବାନ ବି ବଂଚେଇ ପାରିବେନି, ମା ର ସ୍ନେହ କୁ ଗୋଇଠା ମାରିକି ଯାଇଛୁ

    • @bharat680
      @bharat680 Год назад +3

      Ei bhali jhia pet re Mari Jai thile bhala hei thanta... 🤬

    • @deepakbehera5450
      @deepakbehera5450 Год назад +1

      Sata kahilo mem Amitika jhio darkar nai chi😭😠

    • @pinkyvidyashort
      @pinkyvidyashort 3 месяца назад +1

      Really sukanya very sad 😢

  • @janardanjena9928
    @janardanjena9928 Год назад +16

    ଖୁସି ଲାଗିଲା.... ପ୍ରମିଳା ମା' ଆଜି ଶାଶୁ ବା ମା' 😄😄ପଟେ ଅଛନ୍ତି...

  • @purusottamhemram1122
    @purusottamhemram1122 Год назад +15

    ବାପା,ମାଙ୍କୁ ଦୁଃଖ ଦେଉଥିବା ପିଲା କେବେ ଶାନ୍ତିରେ ରହି ପାରେ ନାହିଁ ।

  • @puspanjalimalik4657
    @puspanjalimalik4657 Год назад +822

    ଏତେ କଥା ପରେ ମା ଛୁଆ ର ଭବିଷ୍ୟତ କଥା ଭାବୁଛି ମୋ ଝିଅ କୋଟ ମାର୍ରଜେ କରିକି ରହୁ କିନ୍ତୁ ଝିଅ ମା କୁ ପିଟି ପଳାଉଛି... ଧନ୍ୟ.. ମା 🙏🙏ସବୁବେଳେ ଦୟାର ସାଗର 🙏🙏🙏🙏😭😭

    • @baikunthabehera3971
      @baikunthabehera3971 Год назад

      Ajira jubapidhhi ku bhari maza lage .bises kari MAHILLA NKU SEX ..DRAX....WINE..AND TANKA ....KI CIGARET PIUCHHANTI MAHILLA .ARACHANA PAKHAKU A JHIA KU CHHADIDHIA

    • @miliranisamal5453
      @miliranisamal5453 Год назад +14

      ମା ସବୁବେଳେ ମା।।।।।

    • @sujatanayak480
      @sujatanayak480 Год назад +6

      Maa 🙏😭😭😭

    • @cuteASMR519
      @cuteASMR519 Год назад +4

      Right 😢

    • @ansumansahoo3606
      @ansumansahoo3606 Год назад +4

      Abhisaàp deichi dekha bhalase

  • @santoshdehury6690
    @santoshdehury6690 Год назад +382

    ଭଉଣୀ ନିଜର ପ୍ରେମ ପାଇଁ ନିଜର ବାପା ମାଆ ଭୁଲିଯାଇଛି ଏବଂ ମାଆକୁ ମାଡ ମାରିବାକୁ ମଧ୍ଯ ପଛକୁ ଘୁଞ୍ଚି ନାହିଁ,ଆଜି ସେ ଭାବୁଛି ସେ ପିଲା କୁ ପାଇ ସବୁ ଖୁସି ପାଇଛି ,କିନ୍ତୁ ସେ ଖୁସି କମ ଦିନ ପର୍ଯ୍ୟନ୍ତ, ପରେ ଭାବିଲା ବେଳକୁ କିଛି ନ ଥିବ ,ସମୟ ଅଛି ନିଜ ମାଆଙ୍କ ପାଖକୁ ଚାଲି ଆସି ,,,,,,

    • @changeyourlife3995
      @changeyourlife3995 Год назад +1

      ସବୁଆଡେ ସମ ଦଶା

    • @bhanupratapsahoo3135
      @bhanupratapsahoo3135 Год назад

      Right

    • @sanjusamson5869
      @sanjusamson5869 Год назад

      Nice bhai

    • @rupalibehera4792
      @rupalibehera4792 Год назад

      😔😔😔😔

    • @poojadas8578
      @poojadas8578 Год назад +8

      Mu manuchi ye jhio bhul koruchi but mote gote kotha kuho jodi ye jhio maa kotha re raji heiki government job bala puo ku baha hua au ta pore se puo jodi jhio pai Mori jae ta pore sobu jhio ro bhul emti kon pai sobu bele jhio ro bhul 😭😭😭 au jhio please maanku bujhao time ku wait koro sobu thik heijibo 🙏🙏

  • @KUMARYESH-se8td
    @KUMARYESH-se8td Год назад +264

    ମାଉସୀ ଆପଣଙ୍କ ଅଭିଶାପ ନିଛିନ୍ତ ପଡ଼ିବ ଭଗବାନ୍ ବଡଲୋକ 🙏🙏🙏 ଖାଲି ସମୟକୁ ଅପେକ୍ଷା କର ....

    • @pradyumnakumar3949
      @pradyumnakumar3949 Год назад +1

      Bhai kichi habani se jhia ra. Tame b wait Kara.

    • @manashkumar6760
      @manashkumar6760 Год назад

      Yes

    • @ranjansm6014
      @ranjansm6014 Год назад +1

      @@pradyumnakumar3949 abhisapa pade re bhai hyudaya ya ru jaha asirbada kimba abhisapa pa de taha aji nuha ta kali pratiphalita hue jay jagannath

    • @srishantmishra3014
      @srishantmishra3014 Год назад

      @@pradyumnakumar3949 😂😂😂😂

    • @KUMARYESH-se8td
      @KUMARYESH-se8td Год назад

      @@pradyumnakumar3949 ତମେ ତାକୁ ଟେକିକି ଧର

  • @utkaliniparida
    @utkaliniparida Год назад +30

    Parents are the most precious things in the world.. don't loose them..🙏☺️💟

    • @anojpradhan6617
      @anojpradhan6617 Год назад +1

      Aisa mat karo.jaisa v ho aapka maa aur papa hai

    • @omm_xyzz
      @omm_xyzz Год назад

      Maghia jhio

  • @ajaykumarsahoo4909
    @ajaykumarsahoo4909 Год назад +7

    ଭଗବାନ ସେ ଝିଅ କୁ ସଦବୁଦ୍ଧି ଦିଅନ୍ତୁ, ମା ଏତେ ପରେବି ସେ ଝିଅ ର ଭବିଷ୍ୟତ ନେଇ ଚିନ୍ତିତ, ମା ସବୁବେଳେ ମା 🙏🙏🙏🙏

  • @ramachandramishra1472
    @ramachandramishra1472 Год назад +205

    ମା'ର ଅଭିଶାପ ମିଛ ନୁହେଁ 😘
    ଯେତେବେଳେ ବାଫ ନବୁ ସେତେବେଳେ ମା କୁ ଡାକିବୁ🤱

  • @smita_art_craft_gallery
    @smita_art_craft_gallery Год назад +36

    ଏ ଝିଅ କୁ ମରଣ ହଉନି 😡😡😡
    ବାପା ମା ଙ୍କୁ ଦୁଃଖ ଦେଇ କୋଉ ପିଲା କେବେ ସୁଖରେ ରହିନି 😠😠

  • @soubhagya2246
    @soubhagya2246 Год назад +38

    Maa is living goddess

  • @pintumandal3804
    @pintumandal3804 Год назад +20

    Nobody can takes place of Mother.
    Every words of mother's deep heart will be correct in time...
    I respect mother...

  • @sadanandasahoo3707
    @sadanandasahoo3707 Год назад +268

    ପିଲା ନ ହେବା ଦୁଃଖ, ପିଲା ଜନ୍ମ ହୋଇ ମରିଯିବା ଆଉ ଟିକେ ଦୁଃଖ, ସବୁଠୁ ଦୁଃଖ ପିଲା ମୂର୍ଖ ହୋଇ ରହିବା। ପ୍ରେମକଲା ଠିକ ଅଛି।କିନ୍ତୁ ମା କୁ ଏମିତି ମାରିବା -- ଏମିତି ଝିଅ ପାଇଁ ମନଦୁଃଖ କରିବା ଅପେକ୍ଷା ଶୁଦ୍ଧି ହୋଇଯିବା ଭଲ।

    • @sibasibanigouda4746
      @sibasibanigouda4746 Год назад

      Raite

    • @singing-star90
      @singing-star90 Год назад +1

      अजात मृत मुर्खाणां बरमादौ न चांती म:।सकूत दु:ख कराबाद्या बनती मस्तू पदे पदे।।

    • @babulidehuria4524
      @babulidehuria4524 Год назад +2

      ଧିକ ତୋ ପ୍ରେମ

    • @World21288
      @World21288 Год назад

      Ri8

  • @shibanipradhan4247
    @shibanipradhan4247 Год назад +131

    ସବୁ ଦୁଃଖ ସୁଖ ରେ ମା ବାପା ଠିଆ ହୁଅନ୍ତି
    ଆଉ କେହି ନୁହେଁ

    • @gatikrushnasahoo8377
      @gatikrushnasahoo8377 Год назад

      Ease

    • @baikunthabehera3971
      @baikunthabehera3971 Год назад

      KAHIDHELE MU MANIJIBI KI .TUME JAHA LEKHICHA TAHA SATHHIK HELE BAPA BOU NKU SEBA KETE BATARE RAKHICHA ..BUJHIPARILANI KI GODA HATA MODIBA SEBA..JUHAR

    • @janmejaymohanty1245
      @janmejaymohanty1245 Год назад +1

      କଣ ଏଇ bhali ଦୁଖଃ ଦେଇକି କହିବ ବାପା ମା ଆମକୁ kasta ଦେଲେ
      Ebhali 3rd class ଝିଅ ମରିଗଲେ Bhala ହେବ

    • @bharatvlogs9077
      @bharatvlogs9077 Год назад

      tujanichu ..

    • @baikunthabehera3971
      @baikunthabehera3971 Год назад

      @@bharatvlogs9077 tu janhini ki .kanha kahibaku chanhuchu LEKHE

  • @Samiraroul045
    @Samiraroul045 Год назад +2

    ରହି ନାହିଁ କେହି ରହିବେ ନାହିଁ ଟି, ଏ କଳି ଯୁଗ ସଂସାରେ
    ବାହୁଡ଼ି ବେ ସବୁ ନିଜ କର୍ମ ସାରି, ଅନ୍ୟାୟ ଅନିତି ବେଳରେ। ଯୋଉ ଝିଅ ନିଜ ମା ବାପା ମାଆ ଙ୍କୁ ସମ୍ମାନ ଦେବା ଜାଣିନି,ସେ ଝିଅ କେବେ ବି କେଉଁଠି ଶାନ୍ତି ରେ ରହି ନାହିଁ।କିମ୍ବା କେଉଁ ଠାରେ ରହି ପାରିବ ନାହିଁ। ପ୍ରଥମେ ଭାବିବା ଉଚିତ୍ କି ଯଦି ବାପା ମାଆ ଝିଅ ଜନ୍ମ କରି ନ ଥାନ୍ତେ ପ୍ରେମ କରି ଥାଆନ୍ତା କେଉଁଠୁ???? ଦ୍ୱିତୀୟ କଥା ଏବେ ମା କୁ ଯେଉଁ ଗୋଇଠା ମାରି ଚାଲି ଆସିଲ, ସମୟ ଆସିବ ତମ ପିଲା ଜନ୍ମ ହେଲା ପରେ ତମକୁ ଗୋଇଠା ନ ମାରି, ଜୀବନ ରୁ ମାରିଦେବ.... ସମୟ ଅଛି ସୁଧୁରି ଯାଅ ନହେଲେ ଆଗକୁ ବହୁତ୍ ପସ୍ଥେଇ ବ।....🙏🙏🙏jadi comment ti bhala lagi thae tahele gotie like kari debe...👍

  • @GangotriPriyadarshiniLenka
    @GangotriPriyadarshiniLenka 2 месяца назад +3

    ଆରେ, ସେ ଝିଅ ଯଦି ନିଜ ମା ସହ ଏମିତି ବ୍ୟବହାର କରୁଛି ,ତେବେ ସେ ତା ଶ୍ବଶୁରଘର ଲୋକଙ୍କୁ କେମିତି ବ୍ୟବହାର କରିବନି😢। ଆଉ ସେ ପୁଅ ବି ତାର ସାଥ୍ ଦେଉଛି, ଛି ଛି.... 😢 ପୁଅ ତୋର ବି ସମୟ ଆସୁଛି। ତୋ ଛୁଆ ଯେତେବେଳେ ତୋ ସହ ଏମିତି କରିବ ତୁ ଜାଣିବୁ, ଏମିତି କଲେ କେମିତି ଲାଗେ।

  • @pinkuncreation7406
    @pinkuncreation7406 Год назад +101

    ପିଲା ମାନେ ଯେତେ ଭୂଲ୍ କଲେ ବି ବାପା ମା ମାନେ କହିବେ ମୋ ପିଲା ର କିଛି ଭୁଲ୍ ନାହିଁ 😭😭ସେ ତାର ସୁରକ୍ଷା ଦେଖିବେ

  • @moharanasaroj6671
    @moharanasaroj6671 Год назад +72

    ଆଜି କାଲି ର ପିଲାମାନେ ବୁଝୁନାହାନ୍ତି, ବାପା ମା'ଙ୍କର ମୁଲ୍ୟ, ଭବିଷ୍ୟତ ପୁରା ଅନ୍ଧାର 👍🥰 ବିନାଶ କାଳେ ବିପରିତ ବୁଦ୍ଧି

    • @bikram264
      @bikram264 2 месяца назад

      Kemiti Bujhibe Tike Galu Dosa Lagi Kete Kan Kanda Karidauchanti Aaji Kali Ka Pila ....😢

  • @aapkisahelisoumya8713
    @aapkisahelisoumya8713 Год назад +23

    I love my parents ❤they are god for me

  • @Shreyansi_baby
    @Shreyansi_baby Месяц назад +3

    ମାଉସୀ ଝିଅ ମରିଗଲା ବୋଲି ଜାଣ ଏମିତି ଝିଅ ଥିଲେ କେତେ ନଥିଲେ କେତେ ଜିଏ janma କରିଥିବା ମା କୁ ମାନେ ଯୋଉ ମାଆ ଦଶ ମାସ ଗର୍ଭ ରେ ଧରି କେତେ କଷ୍ଟ ସହି ଜନ୍ମ ଦେଉଛି ସେ ମାଆ ର କଷ୍ଟ ଆଜି ai ଝିଅ ବୁଝିପରିଲାନି ଓଲଟି ମାଆ କୁ ପ୍ରେମିକ ପାଇଁ ମରୁଛି ଧିକ ଲୋ ତୋ ପରି ଝିଅକୁ ସେ ମାଆ ଜନ୍ମ ଦେଇଛି ତୋ ପାଇଁ ସେ ଶୁଦ୍ଧି କ୍ରିୟା କରିଦେବା କଥା.....

  • @Jayant239
    @Jayant239 Год назад +29

    ଧନ୍ୟ ରେ ଝିଅ........
    ଜିଏ ନିଜ ବାପା ଆଉ ମା ଙ୍କ ଆଖି ରେ ଲୁହ ଦେଇଛି ଭଗବାନ୍ ତାକୁ କେବେ ବି ଖୁସି ରେ ରଖିବେନି....

  • @gyanaranjansahoo8539
    @gyanaranjansahoo8539 Год назад +3

    ମା ହିଁ ମହାନ 🙏

  • @ganeshbehera9303
    @ganeshbehera9303 Год назад +2

    ମାଗିହା ଝିଅ ସେ ମା ତତେ ଜନ୍ମ କଲାବେଳେ କେତେ କଷ୍ଟ ସହିଛି ଜାନିଛୁ।।।
    Media ଭାଇ ମାନେ ଏ video ku viral କରା ଜାଉ।।।
    Request 🙏🙏🙏🙏

  • @chandrasekharnayaka9658
    @chandrasekharnayaka9658 Год назад +57

    ମାଆ ଆପଣ ସମ୍ଭଳିକି ରହି ଥାଆନ୍ତୁ ଦେଖିବେ ଆପଣଙ୍କ ଝିଅ ଦିନେ ଆପଣଙ୍କୁ ବାଧ୍ୟ ହେଇ ସାହାଯ୍ୟ ମାଗିବ ।

  • @srbsom5776
    @srbsom5776 Год назад +42

    ବାପା, ମା ଙ୍କ ଆଖିରେ ଲୁହ ଦେଇ କେହି ବି ଖୁସିରେ ରହି ପାରିନାହାନ୍ତି 🙏

  • @abhijitbe2001
    @abhijitbe2001 Год назад +5

    Maa Thu duniya re kehi nuha. Jibana and life ❤❤

  • @kirttimeher8621
    @kirttimeher8621 Год назад +1

    ଧନ୍ଯ ବ୍ରହ୍ମପୁର

  • @pradoshkumar7833
    @pradoshkumar7833 Год назад +298

    ବାପା ମା ଜନ୍ମ ଦେଇଛନ୍ତି, ଏ ଦୁନିଆ କୁ ଆଣିଛନ୍ତି. ଆଉ ବାପା ମା ଙ୍କ ପାଇଁ ଆମ କୁ କଛି ବି ତ୍ୟାଗ କରିବା କୁ ପଡେ ଯଦି ଆମ କୁ ତ୍ୟାଗ କରିବା କୁ ପଡିବ କାରଣ ବାପା ମା ଙ୍କ ଋଣ କେହି ସୁଜିପାରିବେନି. ତାଙ୍କ ପାଇଁ ଯଦି ଜୀବନ ଦେବାକୁ ପଡେ ବି ଦିଅ.ବାପା ଆମ ଆମର ପ୍ରଥମେ ପ୍ରେମ ଆଉ ଏ ଦୁନିଆ କୁ ଆସିବା ପୂର୍ବରୁ ତାଙ୍କ ସହ ସମ୍ପର୍କ ଯୋଡ଼ା ହେଇଛି.ଆଉ ଆମେ ଏ ଦୁଇ ଦିନିଆ ପୁଅ ହଉ କି ଝିଅ ପାଇଁ ନିଜ ପ୍ରଥମ ପ୍ରେମ ବାପା ମା ଙ୍କୁ କେମିତି ଆଡେଇଵା.ଯିଏ ବାପା ମା ଙ୍କୁ ଏମିତି ବ୍ୟବହାର କରୁଛି ଅନ୍ୟ ପାଇଁ ସେ କଣ ମଣିଷ.ଏ ଝିଅ ବହୁତ ବଡ଼ ଭୁଲ କରୁଛି.

    • @pradyumnakumar3949
      @pradyumnakumar3949 Год назад

      Bhai tu pua te to Mana re amiti banana asiba normal but se jhia te taku tyaga kn family kn father kn mother kn behavior kn a Sabu kehi sikhanti Khali market re buliki khela kare ayiya sikhiya jauchi ta se b kn kariba.. Tara b kichi vul nahi

    • @terroristrepublicofpakista902
      @terroristrepublicofpakista902 Год назад +3

      @@pradyumnakumar3949 hn bro jaun bap maa ଝିଅ ମାନଙ୍କୁ ଯେମିତି ଶିକ୍ଷା ଦେଇଥିବେ ସେ ସେମିତି କାମ କରିବ

    • @batakrushnajena983
      @batakrushnajena983 Год назад

      @@terroristrepublicofpakista902 right bro

    • @kameswarYouTubeExpress
      @kameswarYouTubeExpress Год назад

      Right 😊👍

    • @kalpanabehera1867
      @kalpanabehera1867 Год назад +1

      Maa thik kahuchanti

  • @divyajotiudya6141
    @divyajotiudya6141 Год назад +29

    ମାଲୋ ମା କଥା ଏବେ ତତେ ପିତା ଲାଗୁଥିବ ଅପେକ୍ଷା କର ଦିନ ଆସିବା ବୋହୁତ ହଇରାଣ ହେବୁ ସେତେବେଳ କୁ ମା ଆଉ ତୋ ପାଖରେ ନଥିବ 🙏🏻🙏🏻🙏🏻🙏🏻

  • @priyadarsanmallick8925
    @priyadarsanmallick8925 2 месяца назад

    ସେ ମାଆ ହେଲେ ସନ୍ତାନ ର ମୂଲ୍ୟ ବୁଝିବ , ହେଲେ ସେତେବେଳକୁ ଅନୁତାପ ହିଁ ସାର ହେବ ।

  • @bijayabhoi7242
    @bijayabhoi7242 Год назад +45

    ମା ବାପା ଙ୍କ ସ୍ତାନ ସବଠୂ ଉପରେ ତାଙ୍କୁ ଯିଏ କଷ୍ଟ ଦିଏ ସେ କେବେବି ଭଲରେ ରହିପାରିବନି ଜୟ ଜଗନ୍ନାଥ ଏମାନଙ୍କୁ ସତ୍ ବୁଧି ଦିଅ

  • @APV.07
    @APV.07 Год назад +24

    ଏଇ ଭଳି ଅନେକ ଘଟଣା ମାନ ଆହୁରି ଘଟିବ ଅପେକ୍ଷା କର ...ଆଉ ସେ ଭଲ ସମୟ ନାଇଁ , ଭଗବାନ କରନ୍ତୁ ସଦବୁଦ୍ଧି ଦିଅନ୍ତୁ ଯୋଉ ମାନେ ଭି ଏହି ରାସ୍ତା ରେ ଅଛନ୍ତି 👍

  • @prabinkumar3620
    @prabinkumar3620 Год назад

    ଆଜି କାଲି ର ପରିସ୍ଥିତି କୁ ନେଇ କି ମାଙ୍କ ଡର କାଳେ ସେ ମୋ ଝିଅ କୁ ଛାଡି ଦେବ,ଏହି ସବୁ ଚିନ୍ତା ମା ହିଁ ନିଜ ଛୁଆ ପାଇଁ କରି ପାରିବ ଆଉ କେହି ନାହିଁ

  • @pinkyoram1065
    @pinkyoram1065 Год назад +6

    Maa bapa nka bina duniya andhara 😭😭😭 taku pachara jahar bapa maa nahanti bapa maa nkara mulya kana 🙏🙏🙏🙏🙏 i love my parents respect them ❤️❤️❤️❤️❤️❤️❤️

  • @lifeofodia195
    @lifeofodia195 Год назад +56

    ମା ବାପା 😔🙏କୁ ତମେ ଏମିତି ଦୁଃଖ କଣ ପାଇ ଦଉଛ ପ୍ରେମ କରୁଛ ପ୍ରେମ 😡ବାପା ମା ଦୁଃଖ ଯେତେ ବେଳେ ପଡ଼ି ବନା ତମେ ଜଳି ପୋଡି ପାଉଁଶ ହେଇଯିବ😡 ଯିଏ ଯାହା କରୁଛି ଚକା ଆଖି ସବୁ ଦେଖୁଛି 😡

  • @pravaspravakar5952
    @pravaspravakar5952 Год назад +19

    ଏତେ ସବୁ ହେଲା ପରେ ବି still ମା ବି ଝୀଅ ର ମଙ୍ଗଳ ଚାହୁଁଛନ୍ତି, so court marriage, ପାଇଁ କହୁଛନ୍ତି. This the unconditional love only mother can give this type of love.. 👍

  • @yashbehera6504
    @yashbehera6504 Год назад

    ଶିକ୍ଷା ଅଟଇ ମହା ଧନ
    ଯାହା ଘଟୁଛି ତାକୁ ଦେଖି ସମସ୍ତେ କର ଉପାର୍ଜନ

  • @lohittirumula143lohit6
    @lohittirumula143lohit6 Год назад +7

    Parents are God ,no one replace the place 🙏

  • @bealearner3904
    @bealearner3904 Год назад +30

    ସବୁ ସରିଯିବ ଏ ଉଗ୍ର ରୂପ କୁ ସେ ଭଲପାଇବା ଆଉ ସେବେ ମା ଫୋଟ ଧରି କାନ୍ଦୁଥିବ.. ବ୍ରାଉନସୁଗାର ନିଶା ବି ମା ର ମମତାକୁ ସେବେ ଭୁଲିବାକୁ ଦବନି... 🙏🏻

  • @sunilkumar96
    @sunilkumar96 Год назад +24

    ମାଆ ତୁମେ ପ୍ରକୃତରେ ବହୁତ୍ ମହାନ୍ 🙏

  • @Surya5103
    @Surya5103 2 месяца назад +1

    ଛି କି ଦୃଶ୍ୟ ......ବୋହୁତ ଦୁଃଖ ଲାଗୁଛି ମା କୁ ଦେଖିକି 🥺🥺

  • @niashasahoo2562
    @niashasahoo2562 Год назад +1

    ଅନ୍ୟକୁ ସାହାଯ୍ୟ କର, କିନ୍ତୁ ଅତି ନୁହେଁ । ଅତିରୁ ଇତି ହୋଇଯାଏ । ଏ ଦୁନିଆ ଏତେ ବେଇମାନ ଯେ ତମେ ଯାହାକୁ ସାହାଯ୍ୟ କରିବାକୁ ଚାହୁଁଛ,, ଶେଷରେ ସିଏ ହିଁ ତମକୁ ଚୋଟ ମାରିବ । ତେଣୁ,, ଦେଖି ଚାହିଁ ଚଳ । ନହେଲେ ପସ୍ତେଇବ ।

  • @mantupradhan1058
    @mantupradhan1058 Год назад +165

    Mother & father is our living God , Jai Jagannath 🙏🙏🙏

  • @radhakrushnapanigrahy1703
    @radhakrushnapanigrahy1703 Год назад +121

    Mother is like god.
    Please respect mother.
    Follow her advice.
    Mother and FATHER re our well wishers

  • @ArpitaHota-gy7kk
    @ArpitaHota-gy7kk 2 месяца назад

    ଅତି ସର୍ବତ୍ର ଗର୍ହିତମ୍ 😢 ମା କୁ ଦେବୀ ପରି ପୂଜା କରିବା ଶିଖନ୍ତୁ।❤

  • @skbhoi4705
    @skbhoi4705 Год назад +18

    ଯଦି ନିଜ ପିତା ମାତାଙ୍କୁ ଖୁସି ଦେଇ ପାରୁନ ତ please ଦୁଃଖ ବି ଦିଅନ୍ତୁନି 🙏

  • @travelwithdk006
    @travelwithdk006 Год назад

    Great... Desho ra future bright puraa...

  • @kbchandan5121
    @kbchandan5121 Год назад +13

    ମା କୁ ଏମିତି ମାରୁଛୁ 🤭 ବେଧେଇ ଅଳ୍ପ ଦିନେ ନାଶ ଯିବୁ 🤭 ପରିବାରକୁ ସମ୍ମାନ ଦେଇ ନ ପାରୁଥିବା ମଣିଷ ଜୀବନକୁ ଧିକ l

  • @pratibhabag6587
    @pratibhabag6587 Год назад +46

    ଧିକ ଏମିତି ଝିଅ କୁ..... ଦିନ ଆସିବ ଦିନେ ବହୁତ କାନ୍ଦିବ ଏ ଝିଅ ...ଯାହା ପାଇଁ ଦୁନିଆ ରେ ଆସିଲା ତାଙ୍କୁ ଆଜି କିଭଳି ବ୍ୟବହାର କରୁଛି.... ଆହା ତଥାପି ମାଆ ସେ ଝିଅ ର ଭବିଷ୍ୟତ ପାଇଁ ଭାବୁଛନ୍ତି 🙏🙏🙏

  • @user-vt5iu2hz8p
    @user-vt5iu2hz8p 2 месяца назад

    ସବୁ ବଢିଆ ପାଲା ଏଇ ଦୁନିଆରେ ଦେଖିବାକୁ ମିଳୁଛି.... ବାରେ ଵା ଆଖି ଧନ୍ୟ ହୋଇଗଲା...... 🫡🫡🫡🫡salute tama manisha ପଣିଆ କୁ

  • @rasmitadutta3679
    @rasmitadutta3679 Год назад +89

    କଳିଯୁଗର ଅନ୍ତ ହେବ ନିଶ୍ଚୟ ଜୟ ଜଗନ୍ନାଥ ପ୍ରଭୁ

  • @commerceconceptclear7542
    @commerceconceptclear7542 Год назад

    ଆପଣ ମାଉସୀ ଶାଶୁକୁ ସେମିତି କରିଥିଲେ କି?
    ଯଦି ନୁହେଁ, ଅପେକ୍ଷାରେ କରନ୍ତୁ!

  • @pintumahapatra8187
    @pintumahapatra8187 Год назад +19

    ବିନାଶକାଳେ ବିପରୀତ ବୁଦ୍ଧି
    ଧନ୍ୟ ରେ ତୁ ଝିଅ ଜନ୍ମ ଦେଇଥିବା ମା କୁ କନ୍ଦଉଛୁ ଜୀବନ ରେ ଛୁଆ ଜନ୍ମ ଦେଇସାରେ ପରେ ଜାଣିବୁ ମା ର ମମତା କଣ
    🙏🚩ଜୟ ସୀତାରାମ 🙏🚩 ଜୟ ବାଗେଶ୍ଵର ଧାମ🙏🚩

  • @ranjanseth7195
    @ranjanseth7195 Год назад +70

    ଶାରୀରିକ ସୁଖ ଏମିତି ଏକ ଜିନିଷ ଯିଏ ଥରେ ତାର ମଜା ନେଇଛି,ସେ ନିଜ ବାପା ମାଙ୍କୁ ବି ଭୁଲି ଯିବ, ଏ ଝିଅଟି ଭୁଲି ଯାଇଛି ଯେ ଯେଉଁ ଚରମ ସୁଖ ପାଇଁ ମାଙ୍କୁ ମାରିଛି ତାହା କ୍ଷଣସ୍ଥାୟୀ

  • @hemantswain9061
    @hemantswain9061 Год назад +1

    ପ୍ରମିଳା ମାଡମ ଏବେ କୁହନ୍ତୁ ପୁଅ ର ଭୁଲ ନା ଝିଅ ର ।

  • @rupaliroutvlog
    @rupaliroutvlog Год назад

    ସତରେ ବାପା,ମା ଙ୍କ ଋଣ କେହି ସୁଝି ପାରିବେନି ଭଉଣୀ,ଦିନ ଆସିବ ତମେ ସବୁ ବୁଝି ପାରିବ🙏😔🙏ମା କୁ ମାରିବା ପରେ ବି ସେ ଝିଅକୁ court marriage କରିବାକୁ କହୁଛି କାରଣ ସେ ଭାବୁଛନ୍ତି କାଳେ ଭବିଷ୍ୟତ ରେ ସେ ପୁଅ ମୋ ଝିଅକୁ ଛାଡି ଦେବକି🙏🙏... love u all bapa and maa

  • @shydollpriti8691
    @shydollpriti8691 Год назад +9

    ଇଏ ହଉଛି ପ୍ରକୃତ ମା 🙏🙏🙏🙏🙏🙏🙏🙏🙏

  • @puspamallik4684
    @puspamallik4684 Год назад +9

    କେମିତିକା ଝିଅ ସେ ମା କୁ ମାଡମାରୁଛି ମା ଭାଗ୍ୟରେ ଥିଲେ ମିଳେ ମା ତେ ମମତା ସଦବୁଦ୍ଧି ଥିଉ 🙏🙏🙏🙏🙏🙏🙏

  • @pintupradhan2965
    @pintupradhan2965 Год назад

    ମାଉସୀ ତମେ ଠିକ୍ ଲୋକ ନୁହଁ ସେ ଭଳି ଝିଅକୁ ଛାଡିଦିଅ ବେକାର ଝିଅଟା ତମେ ମା ଝିଅ ଉଭୟ ଖରାପ୍ ସଳା କାହା ମୁହଁରେ ଲାଜନାହିଁ

  • @nirupamamahapatra1167
    @nirupamamahapatra1167 Год назад

    ତୁ କି ଝିଅ ଲ ମା କୁ ମା ରି ପକାଉଛୁ ତୁ କେମିତି ମା ଗର୍ଭ ରେ ଥିଲୁ ଛି ଛି ଥିକ୍ ତ ଯିବନ 🤜✊🤚🤛

  • @footyassociationofodisha2544
    @footyassociationofodisha2544 Год назад +100

    We support maa 🙏🙏 Always maa❤❤

  • @SandeepKumar-qg6cv
    @SandeepKumar-qg6cv Год назад +106

    ଗିଁହା ଖାଇବ ବୋଲି ଝିଅ କଲ କଲ ହେଉଛି

    • @secretstarsubhjit4830
      @secretstarsubhjit4830 Год назад

      Right Bhai .. se Randi moru... Kulu kulu hou6i Sola kukuruni .... Balo ghoita nagi maru6i ... Moribo tar kete golu hou6i

    • @gleo2237
      @gleo2237 Год назад +1

      Right

    • @rakesh-ge2gc
      @rakesh-ge2gc Год назад +2

      Aji kali jhia kebe banda pagal

    • @niranjanmaity8227
      @niranjanmaity8227 Год назад +4

      ରହ ଭାଇ ହାଡ଼ ହେଇ ଯାଉଛି.. 😄😄

    • @tnanda1432
      @tnanda1432 Год назад +2

      Bahut Pani ଟୋକିର, ପାଉଡର ର କମାଲ ଦେଖାଉଛି

  • @ritiklovessunita
    @ritiklovessunita Год назад

    କଉ ଧର୍ମ କଉ ଭଗବାନ ତତେ ସାଥ୍ ଦବନିରେ ମାଉସି..ତମେ ପିଳାବେଳୁ ଯଦି ଶିଖେଇଥାନ୍ତ ଯେ ତମେ ହିଂ ତମ ସନ୍ତାନର ଭଗବାନ ଆଜି ଏ ଦିନ ଦେଖିନଥାନ୍ତ..
    ଦେଖିବ..ତମ ଝିଅ ପୁଣି କଉ ଭଗବାନ ର ପଂଟ ପୁଜୁଥିବ କି କଉ ମନ୍ଦିର ଯାଇ ସେ ପଥରକୁ ଭଗବାନ ମାନୁଥିବ

  • @GopalLifestyle12
    @GopalLifestyle12 Месяц назад

    ଆରେ ମା ସେ ଝିଅ କୁ ମାଳିସାହି ରେ ଛାଡି ଦେଇ ଆସ ସମସ୍ତେ ଯାଇ ପେଲିବେ

  • @mjuniqueblogger
    @mjuniqueblogger Год назад +15

    କଣ ଘଟୁଛି ଏ ସବୁ ଆମ ସମାଜ ରେ କିଛି ବୁଝି ହେଉନି । ...ଜୟ ଜଗନ୍ନାଥ ମହାପ୍ରଭୁ 😢😢🙏

    • @dashbabu4005
      @dashbabu4005 Год назад

      ଚେଷ୍ଟା ବି ନି କର ଭାଇ

  • @MANAS-SIR-24
    @MANAS-SIR-24 Год назад +25

    Mother and father is the first God..
    There is nothing without parents.
    No one can be happy insulting parents.
    ପ୍ରେମିକ ଅବା ପ୍ରେମିକା ଧୋକା ଦେଇପାରେ କିନ୍ତୁ ବାପା ମାଆ ନୁହଁନ୍ତି।

  • @omshree708
    @omshree708 Год назад

    ଏମିତି ମାରିପାରୁ ଲୋ ଝିଅ.ମା କୁ. କୁଲଙ୍ଗାର . ବର୍ଣ୍ଣ ଶଙ୍କର.. ମା କୁ ବୁଝା ଇ ପାରିଥାନ୍ତୁ .. ତୁ ସମାଜ ପାଇଁ କଳଙ୍କ... ପ୍ରେମ ବଡ଼ ନୁହେଁ

  • @tapudas2316
    @tapudas2316 22 дня назад

    ଏ ପୁଅ ଟା ଜାଣିନି ବଧେ ପୁଅ ର 21 ଆଉ ଝିଅ ର 18 minimum age for marriage in india ଏ ମିଛ କହୁଚି କଣ ସିଏ ପାଇଁ ଠିକ୍ କହିପରୁନି ।

  • @dibyaranjan9457
    @dibyaranjan9457 Год назад +14

    ସେ ଝିଅ କୁ ଭଗବାନ କେବେ ବି କ୍ଷମା କରିବେନି , ହୁଏତ ଆମେ ମାନେ ଦେଖିବୁନି କିନ୍ତୁ ଭଉଣୀ ଜଣକ ବହୁତ ହଇରାଣ ହେବେ ମା ବାବା ଙ୍କ ଅଭିଶାପ ପଡିବ

  • @Sadgirlkandhei
    @Sadgirlkandhei Год назад +7

    ଧନ୍ୟ ତମେ ମା ଯାହା ହଉ ଝିଅ ର ଚିନ୍ତା କରୁଛ ଝିଅ ମାରିଲା ପରେ

  • @nibeditajena3070
    @nibeditajena3070 3 месяца назад +1

    ସେ ଝିଅ ମା କୁ ମରିଛି, ସେ କୋଉ କୁଳର ହେବନାହିଁ

  • @Subhashree_motivation
    @Subhashree_motivation Год назад

    ହେ ଭଗବାନ 🥺

  • @rkkiskucreation3848
    @rkkiskucreation3848 Год назад +19

    ଦିନେ ନା ଦିନେ ପର ଘରକୁ ଯିବ।ଯଦି ଝିଅ ତୁମ କଥା ନ ମାନି ଯାଉଛି ଯାଉ । ସମୟ ଆସିବ ବାପା ମା କଥା ମନେ ପଡିବ।

  • @shibanipradhan4247
    @shibanipradhan4247 Год назад +36

    ବାପା ମା ଙ୍କୁ ପ୍ରେମ କର
    ସେ ମାନେ ଆମ ଭଗବାନ

    • @gatikrushnasahoo8377
      @gatikrushnasahoo8377 Год назад

      Raigt qschin

    • @pradyumnakumar3949
      @pradyumnakumar3949 Год назад

      Tame definitely pua heithiba. Because abeka time re kou jhia ra nija bapa , maa , family Katha vabiba tanku respect Daba bahut rare. Tame definitely pua te heithiba.

    • @sumantamohapatra787
      @sumantamohapatra787 Год назад

      100/100

    • @shibanipradhan4247
      @shibanipradhan4247 Год назад

      @@pradyumnakumar3949
      No
      I'm a girl

    • @divinejagat807
      @divinejagat807 Год назад

      @@pradyumnakumar3949 କିଓ ମହାଶୟ ସବୁ ଝିଅ ସେପରି ନୁହନ୍ତି ବହୁତ୍ ଝିଅ ଙ୍କ ପାଇଁ ତାଙ୍କ ବାପା ମାଆ ସବୁକିଛି ok ନିଜ ବାପା ମା ଙ୍କ ସମ୍ମାନ ପାଇଁ ସେ କିଛି ଭି କରିଥାନ୍ତି ok
      ଆଉ ଏମିତି ବହୁତ୍ ପୁଅ ଅଛନ୍ତି ଯିଏ ନିଜ ବାପା ମା ଙ୍କୁ ପଚାରନ୍ତି ବି ନାହିଁ ସେଇ ପୁଅ ଙ୍କ ପାଇଁ ଆପଣ କଣ କହିବେ

  • @SuchitraKar-lb8wx
    @SuchitraKar-lb8wx 3 месяца назад

    ତଥାପି ସେ ମାଆ 🙏l ତିଆରି କରିଥିବା କଣ୍ଢେଇ କୁ ଶିଳ୍ପୀ କଣ ଭାଙ୍ଗି ପାରେ ସେ ଦିଅଁ ହେଉ କି ମାଙ୍କଡ଼ l ଏମିତି ପିଲା ମାନଙ୍କ ଭବିଷ୍ୟତ ଅନ୍ଧାର ନିଶ୍ଚୟ l

  • @jugnupower2615
    @jugnupower2615 Год назад

    ଯିଏ ମାକୁ ମାରୁଛି, ସେ ଶାଶୁ, ଶ୍ୱଶୁର, ଆଉ ଏ ଅଣ୍ଡିରାର ଅବସ୍ଥା ବାର ବଜେଇବ ପକ୍କା. ପୁଅ ଝିଅ ଉଭୟ ମୂର୍ଖ ନିହାତି.

  • @sachhidanandabarik1200
    @sachhidanandabarik1200 Год назад +107

    Parents sacrifices life for their childrens but in today's generation some individual not know that, what pain they have gained in his life for to treat their children in a well condition. So be like shraban Kumar , respect your parents....

  • @sq_af
    @sq_af Год назад +36

    A miti maa bhagya re thile mile🙏🙏🙏🙏🙏🙏🙏🙏

  • @AamaGaonAamaMati
    @AamaGaonAamaMati Год назад

    ଜୟ ଜଗନ୍ନାଥ 🙏🙏🙏

  • @Bishnupriya551
    @Bishnupriya551 Год назад

    ଧନ୍ୟ ଲୋ ଝିଅ ଛି ଛି😡

  • @rasmiranjansenapati2965
    @rasmiranjansenapati2965 Год назад +40

    ବ୍ରହ୍ମପୁର ରେ ଏତେ ଅଳିଆ ଟୋକି ଅଛନ୍ତି

    • @kameswarYouTubeExpress
      @kameswarYouTubeExpress Год назад +2

      Jane laka pai pura Ganjam and Brhampur lajita heuchi 🙏😥 he prabhu

    • @SR01995
      @SR01995 Год назад +2

      Berhampur re randi bharti.

  • @nidhianaik4890
    @nidhianaik4890 Год назад +8

    ମା'ର ମମତା ଏହି ପରି ଅଯୋଗ୍ୟ କୁଳାଙ୍ଗାର ସନ୍ତାନ ମାନଙ୍କ ପାଖରେ ତୁଚ୍ଛ ହେଇଯାଏ!! ହେଲେ ଏଠି ତୁମ ନିଷ୍ପତ୍ତି ପୁରା ଠିକ୍ ଅଛି।ତୁମେ ମହାନ୍ 🙏

  • @sweety_raj28
    @sweety_raj28 18 дней назад

    The words of mother are so true she get the most painful thing

  • @sandyysandyy9314
    @sandyysandyy9314 Год назад

    ମା ଜଣକ ଝିଅ ର ପ୍ରେମ କୁ ବିରୋଧ କରୁ ନାହାଁନ୍ତି ସେ ଚାହୁଛନ୍ତି ଯେ ଝିଅ ଆଇନ୍ ଅନୁସାରେ ବାହା ହେଇକି ସେ ପୁଅ ଘରେ ରହୁ। କିନ୍ତୁ ଏ ଝିଅ ତା ମା କୁ ଧକ୍କା ମାରୁଛି।

  • @competitor200
    @competitor200 Год назад +11

    କିଏ କହେ ଖାଲି ପୁଅ ମାନେ ବାପା ମା କୁ କଷ୍ଟ ଦିଅନ୍ତି ଝିଅ ମାନେ ସବୁର କାରଣ

  • @lalitakumari7266
    @lalitakumari7266 Год назад +30

    ଯିଏ ନିଜ ଜନ୍ମ କଲା ମା କୁ ମାଡ଼ ମାରିପରୁଚି 😥ସେ ପରି ଝିଅ ଠୁ ଆଉ ଅଧିକ ବା କଣ ଆଶା କରିବ, ମାଆ କୁ ମାରିଥିବା ର ଦଣ୍ଡ ନିଶ୍ଚୟ ଭୁଗିବ ଆଉ ଏ ପରି ଝିଅ କୌଣସି ମା ଙ୍କୁ ନ ମିଳୁ ଜୟ ଜଗନ୍ନାଥ

    • @payal1685
      @payal1685 Год назад +2

      Jou jhia nija janma kala maa ra helani se Tara Swami ra kemiti heba

  • @munna444yt8
    @munna444yt8 Год назад +2

    MAA.....MAA Hoti h ❤️✨ MAA ke Bina Kuch nehi

  • @ronalisahoo3784
    @ronalisahoo3784 3 дня назад

    ଏମିତି ପିଲା କୁ ଜନ୍ମ ହେଲା ସମୟରେ ମାରିଦବା କଥା 😡😡😡😡😡😡