Jagannath mahaprabhu knk bada pa!nda mahasyaknu bhumista pranam more question hela ame ghare rakhi thiba diyan knu kipari colour kariba syenthik colour use karile kichi papa lagiba nahi agyan
Respected sir Sadara Jayguru Pranam Thank you so much for your beautiful and lovely presentation about Sri Jagannath Swami.Jay Sri Jagannath Swami ❤❤❤ Krupa hi kebalam ❤❤❤
ପ୍ରଣାମ ଆଜ୍ଞା 🙏 ଆପଣଙ୍କ କଥା ଅତ୍ୟନ୍ତ ମଧୂର ଈଛା ହଉଛି ଆପଣ ଏମିତି କହୁଥିବେ ପ୍ରଭୁ ଙ୍କ ଲୀଳା ଆମେ ଶୁଣୁଥିବୁ ।ଜୟ ଜଗନ୍ନାଥ 🌹🙏🌹
😅😢
Jagannath mahaprabhu knk bada pa!nda mahasyaknu bhumista pranam more question hela ame ghare rakhi thiba diyan knu kipari colour kariba syenthik colour use karile kichi papa lagiba nahi agyan
Jay jagannath
,🙏🙏🙏🙏🙏
@@rammisha9715hi po wee 12:31 😊😊😊 12:37 12:38 12:38 12:42
ଅବର୍ଣ୍ଣନୀୟ ଶ୍ରୀଜଗନ୍ନାଥ.....
ବିଶ୍ବ ର ସବୁଠୁ ସୁନ୍ଦର ପୂଜାପାଣ୍ଡା ଭାଇ ଜଣେ ଆପଣ ରାମଚନ୍ଦ୍ର ବଡ ପଣ୍ଡା ଜି ଆମ ହୃଦୟ ର ପଣ୍ଡା ସାଆନ୍ତେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
He prabhu ଆପଣ ଆପଣଙ୍କର ଏହି ଲୀଳା ଅପାର ପ୍ରଭୁ ଏ ଅଧମ କୁ ସବୁ ବେଳେ କ୍ଷମା କରିବେ ଜୟ ଜଗନ୍ନାଥ
ହେ ମୋ ମଣିମା ମହାବାହୁ ଙ୍କ ଶ୍ରୀଚରଣ ରେ କୋଟି କୋଟି ଅନନ୍ତ କୋଟି ଦଣ୍ଡବତ 🙏❤️🙏..ପରମ ପୂଜ୍ୟ ବଡ଼ପଣ୍ଡା ମହାଶୟ ଙ୍କ ଶ୍ରୀଚରଣ ତଳେ ଅଭୂମ ପ୍ରଣିପାତ 🙏 ବହୁତ ଭଲ ଲାଗୁଛି ଆଜ୍ଞା ଆପଣ ଙ୍କ ଠାରୁ ମଣିମା ଙ୍କର ଲୀଳା ସବୁ ଶୁଣି 🙏🙏🙏
ସତରେ କେତେ ଦୟାଳୁ ମୋ ମଣିମା। ମଣିମାଙ୍କ ର ଅଭୟ ଚରଣାର ବିନ୍ଦରେ ମୋର କୋଟି କୋଟି ପ୍ରଣାମ।ଗୁରୁ ଦେବ ଙ୍କୁ ମୋର ପ୍ରଣାମ।ଜୟ ଜଗନ୍ନାଥ ସ୍ବାମୀ
ଜୟ ଜଗନ୍ନାଥ 🙏🙏🙏🙏🙏
ଆଜ୍ଞା ପ୍ରଣାମ ବଡ଼ପଣ୍ଡା ମହାଶୟ 🙏🙏🙏
ଆପଣଙ୍କ ପାଖରୁ ପ୍ରଭୁଙ୍କ ବହୁତ କଥା ଜାଣିବାକୁ ପାଉଛୁ। ବହୁତ ଖୁସି ଲାଗୁଚି। ଆପଣଙ୍କୁ, ଆପଣଙ୍କ ପରିବାର କୁ ଜଗନ୍ନାଥ ଭଲରେ ରଖନ୍ତୁ 🙏🙏🙏
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏 ବଡ ପଣ୍ଡା ଗୋସେଇଁ ଆପଣଙ୍କ ପାଦ ଚରଣେ କୋଟି କୋଟି ପ୍ରଣାମ 🙏🙏
Prabhu... Apananka katha mruta apara prabhu... Sabubele emitii sunibaku mora ichha prabhu
ମହାପ୍ରଭୁ ପରମବ୍ରହ୍ମ ପୁରୁଷୋତ୍ତମଙ୍କ ଶ୍ରୀ ଚରଣ ତଳେ ଏଅଧମର ଭକ୍ତିପୂତ ପ୍ରଣାମ🙏🙏🙏🙏🙏
ହରି ଓ଼ମ୍ ଜୀ ଆଗ୍ୟା,ବହୁତ ଉଚ୍ଚ କୋଟିର,ଓ ଆନନ୍ଦ ଜୀବନ ମୁକ୍ତି ଦାୟକ,
ପ୍ରଭୁ ଙ୍କ ରିନା ବହୁ ଗୁଣ,ତାହା ଭକ୍ତ ଙ୍କ ପାଇଁ ଅତି ସରଳ,ଜୟ ଜଗନ୍ନାଥ
ଜୟ ଜୟ ଶ୍ରୀ ଜଗନ୍ନାଥ...... କୋଉ ଜନ୍ମରେ କେତେ ପୂଣ୍ୟ କରିଥିଲେ ବୋଲି ଆଜି ଠାକୁରଙ୍କ ସେବା କରିବାର ସୁଯୋଗ ପାଇଛନ୍ତି .... ଅନ୍ତରରୁ ପ୍ରଣାମ ।
Bahut badhia lagila. Apana apari bhagabanka katha kuhantu. Amy suni anamda lava karibu
ପ୍ରଣାମ ଗୁରୁଜୀ।ଆପଣ ଏତେ ଶିକ୍ଷଣୀୟ ତଥ୍ୟ ଦେଉଥିବାରୁ ରୁ ଅଶେଷ ଅଶେଷ ଧନ୍ୟବାଦ। ମୋର ପ୍ରଶ୍ନ ଥିଲା ଯେ,ନବକଳେବର ରେ ଜଗନ୍ନାଥ ଙ୍କୁ ନେଇ ସପ୍ତାବରଣ ଦିଆଯାଏ ସେ ସପ୍ତ ଆବରଣ ର ନାମ କଣ ଆଉ ତାହା କେମିତି ଦିଶେ । ଜୟ ଶ୍ରୀ ଜଗନ୍ନାଥ।
Ok
U👌👌🙏🙏
Koti koti Pranam Badapanda Mahashay. You have clarified many things. Jay Jagannath 🙏🙏🙏
Apnank charanare koti koti pranama jay Jagannath
Jay shree jagannath mahaprabhu 🙏🌹💐🪷🌷 badapanda mohodaya nku koti koti pranam 🙏
ପ୍ରଣାମ ମହାଶୟ 🙏ମୋର ଏକ ପ୍ରଶ୍ନ ଥିଲା 🙏ମହାପ୍ରଭୁ ଙ୍କ ପାଇଁ ଭକ୍ତ ମାନେ ମନ ର କଥା ଲେଖି ଯେଉଁ ଚିଠି ଦେଇଥାନ୍ତି,ତାର କଣ ହୁଏ ?
Ahh ki sundar mo sant kar mahima, Jay jagrnath, koti pranam .
ଧନ୍ୟ ଧନ୍ୟ ମହାପ୍ରଭୁ ଆଉ ତାଙ୍କ ଲୀଳା 🙏🙏🙏ଜୟ ଶ୍ରୀ ଜଗନ୍ନାଥ
ପ୍ରଣାମ ଗୁରୁଦେବ। ଆପଣଙ୍କ ପରମ କୃପା ଯୋଗୁ ଆମେ ମହାପ୍ରଭୁଙ୍କର କଥା, ତାଙ୍କର ଲୀଳାର ଅନୁଭୂତି ଜାଣି ପାରୁଛେ ଆମେ ସାଧାରଣ ଲୋକ। ଆପଣଙ୍କୁ କୋଟି କୋଟି ପ୍ରଣାମ। ଜୟ ଜଗନ୍ନାଥ 🙏
Bada panda mahasaya Namskar
Jay Jagannath Swami
Respected sir Sadara Jayguru Pranam Thank you so much for your beautiful and lovely presentation about Sri Jagannath Swami.Jay Sri Jagannath Swami ❤❤❤ Krupa hi kebalam ❤❤❤
ଚାରିଆଡେ ପ୍ରଚାର ହେଉଛି ସେବାୟତ ମାନେ ଆଇସ ଖାଇ ଆସି ସେବା କରୁଛନ୍ତି।ବହୁତ ବଡ ସଂଦେହ ଦୁର ହୋଇ ଗଲା ।ଧନ୍ୟବାଦ ।
Nice to listen about Maha Prabhu, Thanks, sir 🙏🙏😊
ଜୟ ଜଗନ୍ନାଥ ମହାପ୍ରଭୁ
ରକ୍ଷା କର କୃପା କର ଦୟା କର
ବଡ଼ପଣ୍ଡା ମହୋଦୟ ଭକ୍ତିପୂର୍ଣ୍ଣ ପ୍ରଣାମ
କଟକ ମନୋଜ ସାହୁ
🙏 Jay Jagannath Swami nayanpathogami bhotume❤🌹🙏
ବୋହୁତ ସୁନ୍ଦର ଜୟ ଜଗନ୍ନାଥ ପ୍ରଭୁ
ଜୟ ଜଗନ୍ନାଥ ଆଜ୍ଞା 🙏🏻କୋଟି କୋଟି ପ୍ରଣାମ ଆପଣକୁ 🙏🏻ଗୋଟେ ପ୍ରଶ୍ନ ଆମ ଘରେ ମହାପ୍ରଭୁଙ୍କ ପତିତପାବନ ବିଘ୍ରହ ଅଛନ୍ତି ଅଣସର ସମୟରେ ତାଙ୍କୁ ଆମେ କିପରି ସେବା କରିବୁ 🙏🏻କହିବାର ମାନେ ଦ୍ୱାର ବନ୍ଦ କରିକି ସେବା କରିବୁ ନା ଦ୍ୱାର ଖୋଲିକି 🙏🏻ଟିକେ ଆମକୁ ଅବଗତ କରାନ୍ତୁ 🙏🏻ଜୟ ଜଗନ୍ନାଥ 🙏🏻
Bahut sundar katha janibaku paili gurudev 🙏🏻🙏🏻
ଚକା ଆଖି ସବୁ ଦେଖୁଛି
ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏
Jay Jagannath Swami 🙏❤️🙏Badapanda mahanayak nku pranam 🙏🙏🙏
ବଡ଼ପଣ୍ଡା ମହାନାୟକ ଙ୍କୁ ଏ ଅଧମ ଚାକର ର ପ୍ରଣାମ
🙏
Bahut sundar katha suni jeeban dhanya hoigala 🙏🏻
Jay shree Jagannath swami Nayana patha gami vab tum 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jai shree jagannath 🙏🙏🙏
Jai jai jagannath swami Nayana patha gaami vabatume 🙏🙏🙏
Badapanda sir nku Moro pranam 🙏
Jay jagannath
Jay Jagannath, pranam sir apananka katha suni bahut bhala lagila
ନନା ଗୋଟେ କଥା ଟିକେ ବୁଝେଇବେ,ଧ୍ୟାନ. ଜପ. ଯୋଗ. ପ୍ରାଣାୟାମ. ମନ୍ତ୍ର ସିଦ୍ଧି. ଏବଂ ଆଧ୍ୟାତ୍ମିକ ର ସାହାଯ୍ୟ ସୋହଯୋଗ ଦ୍ଵାରା ନିଜକୁ ସୁସ୍ଥ ରଖିବା ସହ ଏ ବ୍ରହ୍ମାଣ୍ଡ ର ଆଗାମୀ ଭବିଷ୍ୟତ କୁ ଜାଣି ହେବ କି ଅନ୍ୟ ମାନଙ୍କୁ ପ୍ରେରଣା ଦେଇ ସତ ମାର୍ଗକୁ ଅଣିହେବ କି
Yes
ପଣାମ
Jai Jagannath 🙏
Jagannath Maha Vishnu..Ki sundar leela❤
Thank you 😢Koti pranam Badapanada Samanta 🙏🙏🙏
Jay Jagannath Dandabat Pranam Bada Panda nku 🙇🙇🙏🙏
ବଡ଼ପଣ୍ଡା ମହୋଦୟ ସାମନ୍ତ ଙ୍କୁ ମୋର କୋଟି କୋଟି ପ୍ରଣାମ 🙏ଜୟ ଜଗନ୍ନାଥ 🙏ମହାପ୍ରଭୁ ଙ୍କ ଲୀଳା କଥା ଆପଣଙ୍କ ଠାରୁ ଶୁଣି ମୁଁ ଧନ୍ୟ ହୋଇ ଗଲି🙏ମହାପ୍ରଭୁ ଙ୍କ ପାଖରେ ଟିକେ ମୋର ପ୍ରଣାମ ଜଣାଇ ଦେବେ 🙏🙏🙏🙏
Thakurank krupa sada bele thau ehahi prarthana.katha suni bhala lagila.Thakurank mahima ahuri janile bhala lagiba.🙏🙏
Very nice thank ing my God bless you 🙏 sir
🌹🌹🌹ଜୟ୍ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀ👏👏👏👏👏👏
Jay.jaganntha..sundha.katha.sabu.snuparuchu..dhany.badha🙏🏻🙏🏻
Jai Jagannath!
Very nice nectarine Jagannath-pastimes!
Maha prabhu Shree Jagannath o Gurudev manima nka charana re ananta koti danda bata pranam..
ପରମ ପୂଜ୍ୟ ପୂଜା ପଣ୍ଡା ଙ୍କୁ ମୁଁ ହୃଦୟ ର ସହ ସାଷ୍ଟାଂଗ ପ୍ରଣାମ କରୁଛି🙏🙏🙏
ଜୟ ଶ୍ରୀ ଜଗନ୍ନାଥ 🙌 ବଡପଣ୍ଡା ସାମନ୍ତ ମହାଶୟ ପ୍ରଣାମ 🙏
Jaya jaganatha. Mahaashaya koti koti pranaam grahan karantu. Bahut shundar. Aama prabhunka niti kanti prabhu nka nidreshre heu. Pranam
Jay Jay shree Jagannath 🙏🏻🙏🏻🙏🏻
Mahaprabhu nka Charanarabindare Mora koti pranam 🙏🏻🙏🏻🙏🏻🙏🏻
Pranam Sante 🙏🏻
Bahut sunder thila ajira question and answer .
ଆପଣଙ୍କୁ ପ୍ରଣାମ, ମୋ କାଳିଆ ଅମୃତ ବାଣୀ ପରିବେଷଣ କରିଥିବାରୁ 🙏🌹, ମୋ ସମ୍ପତି ପ୍ରାଣରପ୍ରାଣ କାଳିଆ ମୋର 🙏🌹🌹♥️🙏
ଜୟଜଗନ୍ନାଥ, ଆପଣଙ୍କ ବିଚାର ଅଭିମନମୁଖଧିକରୁ ଜୟଜଗନ୍ନାଥ
Jay Shri Ram Jay Jay Shri Ram Jay Jagannath har har mahadev 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ପ୍ରଣାମ ପ୍ରଭୁ ଅତି ଉପାଦେୟ ଜୟ ଜଗନ୍ନାଥ
Apnank charanare koti koti pranama ❤❤ Jay jaganatha ❤❤❤❤❤❤❤❤❤❤
Pranam prabhu ji.. Jay Shree Jagannath 🙏 Se amo bahut dayalu thakura🙏🙌⭕❗⭕🧿✨
Jaya Jagannath mahaprabhu 🙏 badapanda samantnku Mora pranam
ପ୍ରଣାମ ଆଜ୍ଞା ଆପଣଙ୍କ କଥା ଶୁଣିବା ମାତ୍ରେ ମନରେ ବହୁତ ଭଲ ଭାବନା ଆସେ ଆପଣଙ୍କ ସହିତ ଯୋଗାଯୋଗ କରିବାକୁ ଇଚ୍ଛା, କେବେ ସେ କାଳିଆ ଓ ଆପଣଙ୍କ ସହିତ ଏକା ସଙ୍ଗେ ଦେଖାହବ ଜୟ ଜଗନ୍ନାଥ
Jay Jaganath Mahapravu
🙏🙏🙏🙏
Jay BadaPanda 🙏
Aparna nku madhya ei adhama ra pranam🙏🙏 Radhe radhe
🚩🚩🚩ଜୟ ଜଗନ୍ନାଥ 🚩🚩🚩🪷🪷🪷🪷🪷🪷🪷
Jai jaganath pranam ❤❤❤❤❤bahut sundar katha pranam gurudeb
Radhe radhe 🙏🙏♥️🙏🙏 jayjagarnnath Swami 🙏🙏♥️🙏🙏
Pranam pujya panda padhiari❤❤jay jagannath Swami 🙏 bahut sundar katha aapana kahile❤🙏🙏
ଆଜ୍ଞା ନମସ୍କାର ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ
Bahut sundar katha agaayan. Mahaprabhu kete ashirwad deichanti kete katha tankar janichanti apana, khub sundar souvagya agayan
Bahut bahut bhala lagila maharaj🙏🙏🙏🙏
ଜୟ ଜଗନ୍ନାଥ ପ୍ରଭୁ, ଆପଣ ଆରମ୍ଭରେ କହିଛନ୍ତି ଯେ ପୂଜା ପରେ ମାଛ ଖାଇଲେ ଚଳିବ, କିନ୍ତୁ ଏଠି ଚଳିବ ପରିବର୍ତ୍ତେ ଅନୁଚିତ୍ କହିବା ଅନିର୍ବାଜ୍ୟ। କାରଣ ଆପଣଙ୍କ ଉଚ୍ଚାରଣ ଆମ ପାଇଁ ଧର୍ମ ମାର୍ଗ ଅଟେ।
I'll remake it on my channel
ପାଦ ତଳେ ଭୂମିଷ୍ଠ ପ୍ରଣାମ ମହାଶୟ ବହୁତ ଭଲ ଲାଗୁଚି ଏ ସିଷ୍ଟମ ମୋ ବାବାଙ୍କ ସିଷ୍ଟମ ବହୁତ୍ ଭଲ
Thanks
ଜୟ ଜଗନ୍ନାଥ ଜୟ ଅନାଦି ଜୟ ଅନନ୍ତ।।।।
ଆପଣଙ୍କୁ କୋଟି କୋଟି ପ୍ରଣାମ ଗୁରୁଜୀ। ଆପଣଙ୍କ ଦର୍ଶନ ମୁକ୍ତି ପ୍ରଦାନକାରି। ଆପଣଙ୍କୁ ବାରମ୍ବାର ପ୍ରଣାମ❤🙏
Jai Jagannath Swami Nayana Patha gami vava tume 🙏🙏🙏🙏🙏🙏🙏🙏🙏🙏🙏 koti koti pranam Prabhu 🙏🙏🙏🙏🙏🙏🙏
Jay Jagannath 🙏🏻🙏🏻🙏🏻🙏🏻.....Aati Madhura ama Jagannath sanskruti.
Jai Jagannath ❤🌸🌼🌼🌼🌸🙏🙏🙏🙏🙏🙏🙏🙏🙏🙏
Angya Jay Jagannath Apana nka muhan ru Mahaprabhu nkara Alaukika sakti suni bahuta nija ku khusi anubhaba karuchhi ❤❤❤❤❤❤❤❤
Joi Guru Dev Joi Jagarnnath @ Om Jagarnnatho Ballabhadra Subhadravyam Yate Namah
ନନା, ଆପଣଙ୍କୁ ମୋର ହୃଦୟରୁ ପ୍ରଣାମ 🌹🙏🙏
Jai jagannath Jai jagannath jai jai jagannath mahaprabhu koti odiankara maudamani ..tuma charana re mu andhama ra dandabata praprata karuchi 🙏🙏🙏🙏🙏🙏🙏
Jay Jagannath
Jay Badapanda Mahodaya ❤
Pranam apanaka tharu jagannath nk bisaya re bahut katha jani parithibaru bahut dhanyawad Jay Jagannath
Mu sabu bele bhabe Puri bada panda kiye mote tanku dekhibaku icha hue aji apanku dekhi bahut khushi...
Jay shree jagannath 👏👏 mahaprabhu Jay shree jagannath
ଜୟ ଜଗନ୍ନାଥ ❤ ବଡ଼ପଣ୍ଡା ମହାଶୟଙ୍କ ଭୁମିଷ୍ଠ ପ୍ରଣାମ ❤
ଜୟ ଜଗନ୍ନାଥ ପ୍ରଣାମ ସର୍ବ ବଢନ୍ତୁ ସୁଖୀନଃ
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏
Jay shree Jagannath 🙏🙏🙏 apananku koti koti pranam 🙏🙏🙏🙏🙏
Jay jaganatha ❤swami nayan pathagami bhaba tuma❤
Mahaprabhunka kathababut hi sunderlagila🙏Jai Jagannath❤🙏❤️
Hari boll❤ jay Jagannath Jay Jagannath Jay Jagannath
Bahut Sundar Kathha. Namaste Mahasaya.
Jay Jagannath Mahaprabhu koti koti pranam 🙏🏽 ♥
Jai shree jagannath 🙏🚩🕉️ bada panda mahasayanku Mora koti koti pranam 🙏🙏🙏
ପ୍ରଣାମ ପୂଜା ପଣ୍ଡା ସାମନ୍ତ 🙏 ମହାପ୍ରଭୁଙ୍କ ବିଷୟରେ ଆପଣଙ୍କ ମୁଖନିଃସୃତ ବାଣୀ ଅତ୍ୟନ୍ତ ଶିକ୍ଷଣୀୟ ଓ ସାରଗର୍ଭକ। ଜୟ ଜଗନ୍ନାଥ 🙏
ସବୁ ସେଇ ଜଗନ୍ନାଥ ଙ୍କ ଲୀଳା ।।। ଜୟ ଜଗନ୍ନାଥ ❤❤❤❤❤
Bahut sunder system agya🙏🙏
Pranam padapanda mahasaya bahut bhala Lage apankara video ,kete Sundar Katha kahile .
Jay Shree Radhe Radhe 🙏 Jay Shree Jagannath 🙏 ♥️ Jay Shree Ram 🙏 Jay Shree Hanuman 🙏
Jay jagganath. Nana pranam.
Apana jaha kahile sabu nirata Satya🙏🙏🙏🙏🙏🙏Prabhunka Krupa ru ae dunia chalichi ...Jai Jagannath Swami 🙏🙏🙏🙏🙏🙏🙏 koti koti pranam Prabhu 🙏🙏🙏🙏🙏🙏