News Point: LoP Rahul Gandhi Targets BJP In Lok Sabha Amid ''Hindu'' Remark | Know The Details

Поделиться
HTML-код
  • Опубликовано: 30 июн 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #OdishaNews #IndiaNews #RahulGandhi #LokSabha #Hindu

Комментарии • 812

  • @studyforsuccess535
    @studyforsuccess535 8 дней назад +50

    ରାହୁଲ ଗାନ୍ଧୀ ହିନ୍ଦୁ କହିବାର ମାନେ ହେଲା କି ସେ BJP ନେତାଙ୍କୁ କହିଛନ୍ତି କାରଣ ସେ ଏହା କହିଛନ୍ତି କି ହିନ୍ଦୁ ଧର୍ମ ରେ ହିଂସା, ଅହଂକାର ରହିବା କଥା ନୁହଁ, ଆପଣ ମାନେ ଯଦି ହିଂସା, ଅହଂକାର କରିବେ ତ ଆପଣ ହିନ୍ଦୁ ହେବେ କେମିତି ସେ ଏହି କଥା କହିଛନ୍ତି ଭଲସେ ବୁଝି ଯିବେ | ରାହୁଲ ଗାନ୍ଧୀ ସତ କଥା କହିଲେ BJP ନେତାଙ୍କୁ ମିର୍ଚ୍ଚା ଲାଗୁଛି | କହୁଛନ୍ତି କି ପିଲାଳିଆମୀ ଏହି ଯୁବକ ପିଲା ହିଁ ତୁମକୁ ତୁମର ଅଉକତା ଦେଖେଇବ. Mind it. Rahul is the best Leader.

    • @prabhakarpranigarhi6596
      @prabhakarpranigarhi6596 4 дня назад +2

      ଭିଇ ଭଲ ଭିଵେ ରାହୁଲ ପଠାଣ ର ଭାଷଣ ଷୁଣ,ସେ ପ୍ରଥମରରୁ ତିନି ଧର୍ମ କୁ ଭଲ କହି ହିନ୍ଦୁ ଧର୍ମକୁ ହିଂସାକ କହୁଛି। ମୋଦି ଙ୍କ ପାଲଟା ଜ ବାବ ରେ କଥା ବଦଳାଯାଇଥିଲା। ମୁଁ ଜଣେ ସାଧାରଣ ଅଟୋ ଚାଳକ ହେଲେ ହିନ୍ଦୁ ମୁଁ କଣ ହିସୁକ।ଏ ମାନେ ପୁରା ହିନ୍ଦୁ ଧର୍ମକୁ ଲୋପ କରିଦେବେ,,ଉଠ ଜାଗ।

    • @priyankanayak5075
      @priyankanayak5075 3 дня назад

      Right.

  • @samithjhaan8722
    @samithjhaan8722 8 дней назад +217

    ରାହୁଲ ଗାନ୍ଧୀ ଜ଼ିନ୍ଦାବାଦ ❤️❤️❤️❤️❤️

  • @husenpradhan7171
    @husenpradhan7171 7 дней назад +13

    ମଣିପୁରରେ ଯେଉଁ ଘଟଣା ହୋଇଥିଲା। ସେଇ ଉପରେ କାହିଁକି ଆଜି ପର୍ଯ୍ୟନ୍ତ ଆକ୍ସନ ନାହିଁ।

  • @AsishKumar-qw2xu
    @AsishKumar-qw2xu 8 дней назад +142

    ବିଜେପି ର ଶେଷ ସମୟ ଆସିଗଲାଣି

  • @arunsatapathy9126
    @arunsatapathy9126 8 дней назад +156

    Good Rahul .It is good for nation.

  • @user-kk9mn4uj1n
    @user-kk9mn4uj1n 8 дней назад +36

    ରାହୁଲ୍ ଗାନ୍ଧୀ ଜିନ୍ଦାବାଦ । ଜୟ କଂଗ୍ରେସ୍ ❤❤❤❤❤❤❤❤

    • @debaprasadsethy1874
      @debaprasadsethy1874 5 дней назад

      Congress jete bele asiki gandi mariba samastanku Muslim Kariba setiki bele tame mane janiba Rahul Gandhi murdabad boli

  • @UmakantaMajhi-k6n
    @UmakantaMajhi-k6n 8 дней назад +192

    ରାହୁଲ ଗାନ୍ଧି ଠିକ୍ କହିଛନ୍ତି। ବିଜେପି ଦଳ ଜାତି ଧର୍ମ ବର୍ଣ୍ଣ ନାମରେ ଭୋଟ ମାଗୁଚି। ଅଯୋଧ୍ୟା ର ଜନସାଧାରଣ ମାନେ ଠିକ୍ ବୁଯି ଭୋଟରେ ପରିଣତ କରିଛନ୍ତି।

    • @pradeeppradhan6133
      @pradeeppradhan6133 8 дней назад +7

      Right

    • @ironmenee
      @ironmenee 8 дней назад +4

      @@pradeeppradhan6133 Right !! ? jadi jat dharma BJP karuchi then pakistan bangladesh kan pae hela ?? kan pae sabudin terrorist hamla heuchi ??

    • @iamlegend8124
      @iamlegend8124 8 дней назад

      Bot comment 😂😂

    • @sriyanshupadhi6627
      @sriyanshupadhi6627 8 дней назад +1

      Ha sethilagi yadaba ku mathurare bi harae dele😂

    • @pramodnaik3860
      @pramodnaik3860 8 дней назад

      ​@@ironmeneeindia ku divide kara jau

  • @starindiadigitalcreation8644
    @starindiadigitalcreation8644 8 дней назад +199

    Rahul gandhi ସବୁ ହିନ୍ଧୁ ମାନଙ୍କୁ କହି ନାହାନ୍ତି କେବଳ BJP ହିନ୍ଧୁ ମାନେ ଖାତ୍ରା ବଲି କହିଛନ୍ତି❤❤❤

  • @chandrakantaswain1331
    @chandrakantaswain1331 8 дней назад +27

    ମନ୍ଦିର ଆଉ ମସଜିତ୍ କୁ ନେଇ ଯିଏ ରାଜନୀତି କରେ ସେ ହେଉଛି BJP

  • @saraswatisahoo5171
    @saraswatisahoo5171 7 дней назад +6

    ମୋଦି ର ଅନ୍ୟାୟ ଅତ୍ୟାଚାର ଶୋଷଣ ଆଉ ବେଶୀ ଦିନ ନୁହେଁ

  • @susantasasmal2559
    @susantasasmal2559 8 дней назад +93

    ନାହିଁ ସେ ଶଳା ଜୟ ଶ୍ରୀରାମ କହି ସବୁ ବିକି ସାରିଲାଣି ଅମ୍ବାନୀ ଅଦାନୀ ku

  • @SashikantNayak-z1y
    @SashikantNayak-z1y 8 дней назад +205

    Rahul Gandhi will be our next PM

  • @jibankumar9421
    @jibankumar9421 8 дней назад +31

    ବିରଞ୍ଚି ଶଳା ରାହୁଲ ଗାନ୍ଧୀ ର କଥା କୁ ପିଲାଳିଆମୀ କହୁଛି ଗୋଟେ ଥର ରାହୁଲ ଗାନ୍ଧୀ ସହିତ ବସେଇ ଦିଅ ଶଳାର ଯୋଦି ଗାଣ୍ଡି ନ ଫାଟିଛି ମୋ ନାଁରେ କୁକୁର ପାଳିବା

  • @adgurumuzic6876
    @adgurumuzic6876 8 дней назад +118

    Iam not gandhi femile sopport but i support to rahul gandhi, i love u rahul gandhi

  • @MunaDigal-ni3bf
    @MunaDigal-ni3bf 8 дней назад +27

    Next odisha re Congress

  • @MunnakarjeeMunnakarjee-ph1lj
    @MunnakarjeeMunnakarjee-ph1lj 8 дней назад +18

    I love you Rahulgandhi ❤❤

  • @narendraparida3927
    @narendraparida3927 8 дней назад +63

    Rahul Aaj haro hai.

  • @SanatanchattarChattar
    @SanatanchattarChattar 8 дней назад +123

    ରାହୁଲ୍ ଗାନ୍ଧୀ ଆଗାମୀ ପ୍ରଧାନ ମନ୍ତ୍ରୀ ହେବେ । ମୋଦୀ କୁକୁର ଭଳି ହlରିବ

  • @sanjeebdvlogs3705
    @sanjeebdvlogs3705 8 дней назад +17

    Rahul is great politician now

  • @manojswain3957
    @manojswain3957 8 дней назад +62

    ମୁଁ ଜଣେ ହିନ୍ଦୁ,and ବ୍ରାହ୍ମଣ ମଧ୍ୟ,ମତେ କାଇ ଲାଗୁନି ରାହୁଲ ଗାନ୍ଧୀ ଯାହା କହିଛନ୍ତୀ ଖରାପ କହିଛନ୍ତି ବୋଲି,I support Rahul Gandhi.❤

  • @BiswanathJani-yy9te
    @BiswanathJani-yy9te 8 дней назад +41

    ରାହୁଲୁ ଙ୍କୁ ଏମିତି ସାହସ ଦରକାର ରାହୁଲୁ ସାର ଡର ନାହିଁ ମାନେ ଜନତା ଆପଣଙ୍କ ସାଙ୍ଗ ରେ ଅଛୁ ଜୟ କଂଗ୍ରେସ

  • @tapassb9159
    @tapassb9159 6 дней назад +3

    ରାହୁଲ ଗାନ୍ଧୀ ଏତେ ଦୀନ ପରେ ମୋଦୀ ମୁଁହ ରେ ଜବାବ ଦେଇଛନ୍ତି।।।।।।ଜୟ କଂଗ୍ରେସ

  • @tapasranjan216
    @tapasranjan216 8 дней назад +73

    Bjp ଗାଲୁଆମୀ

  • @Lbaghar
    @Lbaghar 8 дней назад +57

    Good Rahul ji

  • @akshaykumardas9496
    @akshaykumardas9496 6 дней назад +3

    Rahul Gandhi is truth, ସେ ସତ୍ୟ ରେ ଅଛନ୍ତି, ସତ୍ୟ ର ବିଜୟ ହେବ,Rahul Gandhi jindabad ❤

  • @parsuramsahoo7509
    @parsuramsahoo7509 8 дней назад +62

    ମୋଦି,ଯେତେବେଳେ ନଥିଲେ ସେତେବେଳେ ହିନ୍ଦୁ ଥିଲେ ।ମୋଦି ହିନ୍ଦୁକୁସୂର୍ଷ୍ଟୀ କରି ନାହାନ୍ତି। ହିନ୍ଦୁଙ୍କୁ ଭଗବାନ ସୂର୍ଷ୍ଟୀ କରିଛନ୍ତି । ଦେଶର ବାସ୍ତବତା କୁ ଅଣ ଦେଖାଅ କରିବାପାଇଁ ବେକାରୀ ଦର ଦାମ ବୃଦ୍ଧି ଉଅପେରୁ ନଜର ହଟାଇବା ପାଇଁ ଏ ସବୁ ପ୍ରହସନ।

  • @janishkumarparida2414
    @janishkumarparida2414 8 дней назад +88

    Rahul Gandhi jindabad

  • @samarubhatrado3106
    @samarubhatrado3106 8 дней назад +24

    There are two type of hindu one is bjp hindu and another is real hindu

  • @bindastokasubhankar00
    @bindastokasubhankar00 8 дней назад +101

    Rahul Gandhi thiki kahichhanti Rahu Gandhi good 👍

  • @kiranparida2499
    @kiranparida2499 8 дней назад +28

    Right right

  • @pradipkumarrout316
    @pradipkumarrout316 8 дней назад +14

    Rahul......jii....great ..leader

  • @s.jchanel8198
    @s.jchanel8198 8 дней назад +32

    ରାହୁଲ ଗାନ୍ଧୀ english wad କହୁଥିଲେ ପ୍ରଧାନମନ୍ତ୍ରୀ, ଅମିତ୍ ଶାହା,ବୁଝି ପାରି ନାହାନ୍ତି।ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଟିଭିରେ ଦେଖି ମଧ୍ୟ ଟୁଟାଲ୍ ବୁଝି ନାହାଁନ୍ତି ।କଣ କରାଯିବ

  • @pitambarpradhan6348
    @pitambarpradhan6348 8 дней назад +26

    ବିଜେପି ବାଲା ଆରଥରକୁ ଆଉ ପତା ମିଳିବେନି

  • @user-sm3iz4ft4h
    @user-sm3iz4ft4h 8 дней назад +67

    ରାହୁଲ ଗାନ୍ଧି ଜିନ୍ଦାବାଦ ମାଡିଚାଲ ଥୟଦିଅନି ବିଜେପି କୁ

  • @brpalai9015
    @brpalai9015 8 дней назад +19

    RAGA❤

  • @kunapradhan7896
    @kunapradhan7896 8 дней назад +48

    Rahul Gandhi welcome

  • @biswaranjanjena5988
    @biswaranjanjena5988 8 дней назад +38

    Rahul jiiii next pm 100%

  • @AshokRaita
    @AshokRaita 8 дней назад +10

    Rahul gandhi bhalla kahile joy congress

  • @sanjayarout3164
    @sanjayarout3164 8 дней назад +16

    ରାହୁଲ ଗାନ୍ଧୀ ଯାହା କହି ଛନ୍ତି ଠିକ୍ ମୋଦୀ ଜାତି ଧର୍ମ କୁ ନେଇ ରାଜ ନୀତି କରୁଛି

  • @vickysamal5663
    @vickysamal5663 8 дней назад +16

    Rahul Gandhi 🔥🔥🔥

  • @user-ye3gw5oq3q
    @user-ye3gw5oq3q 8 дней назад +11

    Jay sambidhan ❤❤❤ Rahul sir ❤️🙏🙏🙏

  • @PrabhatKumar-gq4fx
    @PrabhatKumar-gq4fx 8 дней назад +56

    Rahul Gandhi will be our next p m

  • @ArjunDas-kl1xs
    @ArjunDas-kl1xs 8 дней назад +100

    ଆରଥରକୁ ନିଶ୍ଚିତ ବିଜେପି ଭାରତ ବର୍ଷ ରୁ ସଫା ହୋଈଜିବ

  • @anujmohanty1427
    @anujmohanty1427 8 дней назад +11

    Prachanda prahar by Rahul

  • @user-pp7ko6dr2p
    @user-pp7ko6dr2p 8 дней назад +62

    Very nice speech by our beloved leader Rahul Gandhi ji

  • @Modernindia9
    @Modernindia9 8 дней назад +9

    If bjp mistake then congess will come after

  • @MankaSoren-db4hd
    @MankaSoren-db4hd 8 дней назад +5

    Rahul Gandhi thik kahichhi .

  • @nagendrarout1817
    @nagendrarout1817 8 дней назад +11

    Rahul sir next pm

  • @DineshKumar-kh9xm
    @DineshKumar-kh9xm 8 дней назад +7

    Mahua Moutra rocked Modi ji shocked🔥🔥

  • @brpalai9015
    @brpalai9015 8 дней назад +22

    Hindu india re 89% still hindu khatara re 😂😂 according to bjp 😂😂
    Mu hindu bt mu congress au bjd ku support kare ... Ya mean mu kn hindu nai ... Bala only vote pain hindu - muslim
    Tame hindu hindu hela .. den muslim kou pataku jibe obviously semane anti bjp hebe ...
    You cant ignore modi ji 25 cr muslim are living in india ...

    • @sudhadiptadas9287
      @sudhadiptadas9287 7 дней назад +1

      Chora ta para modi kichi option nai ebe hindu Muslim hi hna

  • @sanjeevbehera368
    @sanjeevbehera368 8 дней назад +34

    Rip bjp

  • @amitabsamal4118
    @amitabsamal4118 8 дней назад +8

    BJP,Modi,RSS Hindu Dhrma ra contractor nuha. Rahul thick kahuchanti.
    NEET paper leak scam,Manipur issue,Agniveer a sabu solution darkar.
    Godi media aku alga way ra dakhiba au samja ra Andha baniba
    Relatiy issue ku divert kariba pain BJP ra Hindu Muslim propaganda.
    Congress Muslim muslim kara.
    Law sabu dhrma pain saman hau.

  • @akashajyotibehera1597
    @akashajyotibehera1597 8 дней назад +12

    Only Rahul Gandhi

  • @ManojMohanty-rf3ze
    @ManojMohanty-rf3ze 8 дней назад +7

    Right

  • @soumyaranjanmallick2952
    @soumyaranjanmallick2952 8 дней назад +42

    Rahul gandhi jindabad 🎉

  • @TaranisenSahu-gq2hq
    @TaranisenSahu-gq2hq 8 дней назад +36

    Rahul Gandhi ❤❤❤❤❤❤❤❤❤❤❤❤❤

  • @user-zp4wu3vx7q
    @user-zp4wu3vx7q 8 дней назад +6

    Rahul Gandhi ✊❤️👍

  • @Sams_World_1999
    @Sams_World_1999 8 дней назад +10

    Not Indi
    It's India brother
    Don't show ur brokerage

  • @rameshchandramajhi8219
    @rameshchandramajhi8219 7 дней назад +3

    ଆରେ ବିରୋଞ୍ଚି ତୋର ରାହୁଲ ସହିତ କଣ କମ୍ପାର କରୁଛ, ଆରେ ଭାଇ କଂଗ୍ରେସ ପାଇଁ ତୁ ଆଜି ଏଠାରେ ବସି କଥା ହେଇପାରୁଛ l ଆରେ ଭାଇ ଯେତେ ଚେନେଲ ଯାକ ଅଛି କେବଳ ତୁମ ଚେନେଲ କୁ ଛାଡିକି ଦେଖନ୍ତୁ କାହାର ପ୍ରଶଂସା ଅଧିକ

  • @priyadash5450
    @priyadash5450 8 дней назад +23

    Rahul Rocked 😎 Bjp ( Godi) Shocked

  • @narendralenka6405
    @narendralenka6405 8 дней назад +26

    Good rahul

  • @surendrasahoo5616
    @surendrasahoo5616 8 дней назад +5

    Rahul gandhi jindabad

  • @BarnabashMajhi
    @BarnabashMajhi 8 дней назад +3

    Raul ଗାନ୍ଧୀ ଜିନ୍ଦାବାଦ Nice spich

  • @swamisachchidanandasaraswa7788
    @swamisachchidanandasaraswa7788 8 дней назад +2

    ମିଥ୍ୟା ଅଭିଭାଷଣ, ସବୁ ନୋଟଙ୍କି, ଏ ଲୋକଧର୍ମବିଷୟରେ କିଛି ଜାଣେ ନାହିଁ,

  • @DeviNibedita7
    @DeviNibedita7 8 дней назад +2

    ମା ଗିହା ଅନ୍ଧ ବିରଞ୍ଚି ତ୍ରିପାଠୀ

  • @modicareristadilka6124
    @modicareristadilka6124 8 дней назад +22

    BJP neta galuami karuchanti

  • @tulubiswal4216
    @tulubiswal4216 8 дней назад +12

    Rahul Gandhi Great leader of India 👍

  • @guptajani1122
    @guptajani1122 8 дней назад +21

    Rahul ji Full form re ochanti

  • @tusardas3006
    @tusardas3006 8 дней назад +20

    Rahul gandhi jindabad. Congress jindabad. Very good Lop.

  • @pitambarpradhan6348
    @pitambarpradhan6348 8 дней назад +23

    ବିଜେପି ବାଲା ଆଉ କିଛି ମୁଦ୍ଧl ନାହିଁ ହିନ୍ଦୁ ନାଁରେ ରାଜନୀତି କରୁଚି ମିଛୁଆ ସରକାର ବିଜେପି

  • @janmejaypatra9542
    @janmejaypatra9542 8 дней назад +6

    ରାହୁଲ ଗାନ୍ଧି ଠିକ୍ କହିଛନ୍ତି କାରଣ ବି ଜେ ପି ଜାତି ଧର୍ମ ଉପରେ ଭୋଟ ମାଗୁଛନ୍ତି

  • @CreationOdia1234
    @CreationOdia1234 8 дней назад +29

    ବିରଞ୍ଚି ତ୍ରିପାଠୀ ମା ଘିଆ ବାଳ କୁ ଗେ ଗେ ହଉଛି ହିନ୍ଦୁତୋ କୁ ରାହୁଲ୍ ଗାନ୍ଧୀ କିଛି କରିନାହିଁ ମା ଘିଆ ମୋଦି କୁ ଦେଖେଇ ଦେଖେଇ ବହୁତ୍ କଥା କହିଛି ରାହୁଲ୍ ଗାନ୍ଧୀ ସବୁ କିଛି market ରେ ମହଙ୍ଗା ମାଡ଼ କଉ ଜିନିଷ ଅଛି କମ୍ ରେ ମିଳୁଛି ସବୁ ତେଲ ଡାଲି ପରିବା Gas ସବୁ କିଛି ମହଙ୍ଗା ଗୋଟେ ମଣିଷ ବଞ୍ଚିବ ତ କେମିତି ବଞ୍ଚିବ ମା ଘିଆ ବିରଞ୍ଚି ତ୍ରିପାଠୀ ତୋତେ କୁକୁର ଗେହୁ ମା ଘିଆ

  • @prabirchandrabehera7381
    @prabirchandrabehera7381 8 дней назад +4

    ବିରନଚି ବାବୁଊ ମଥା‌କାମ କରୁନି

  • @manas5763
    @manas5763 8 дней назад +4

    Raga

  • @pravashmishra1178
    @pravashmishra1178 7 дней назад +1

    ବିଜେପିକୁ ଉଚିତ ଜବାବ୍ ଦେଇ ଲୋକଙ୍କ ଭରଷା ବିଶ୍ଵାସ ବୃଦ୍ଧି କରିଛନ୍ତି ରାହୁଲ୍

  • @user-ik8qt4dl1c
    @user-ik8qt4dl1c 8 дней назад +5

    Modi is the PM of India.He is not the creater of Hinduism.Better he should think about poor people, poor farmers, helpless Manipur people and many others

  • @janishkumarparida2414
    @janishkumarparida2414 8 дней назад +9

    Bjp galua

  • @ranjankumarbehera3715
    @ranjankumarbehera3715 8 дней назад +4

    2 barsh sarakara bhagiba

  • @bhikaripradhan2919
    @bhikaripradhan2919 8 дней назад +13

    ପ୍ରସଙ୍ଗ ବହିର୍ଭୁତ ଆଲୋଚନା କରୁଥିବା ଆଲୋଚକ ମାନଙ୍କୁ ନିଅନ୍ତୁ ନାହିଁ।

  • @jubedalabehera.
    @jubedalabehera. 6 дней назад +1

    ଅଯୋଧ୍ୟାରେ ବୁଝିଲେ ସମସ୍ତେ 🎉😢

  • @mohansahoo3942
    @mohansahoo3942 8 дней назад +34

    Bjp ହଟା ପଜାବି ହଟା

  • @babulpalai2598
    @babulpalai2598 8 дней назад +6

    Rahul Ji...We ♥️ U

  • @sumanodiatoka8289
    @sumanodiatoka8289 8 дней назад +8

    Bjp ra sabu cm ku ed chake karajau

  • @tusarakantapradhan7885
    @tusarakantapradhan7885 7 дней назад +1

    ବିରଞ୍ଚି ଭାଇ ରାହୁଳଙ୍କ ଭାଷଣକୁ ଭଲ ଭାବରେ ତର୍ଜମା କରନ୍ତୁ ସତ୍ୟ ଜାଣି ପାରିବେ

  • @arunbaliarsingh1680
    @arunbaliarsingh1680 8 дней назад +4

    Rahul Sir good job

  • @somethingforyou-tv2cv
    @somethingforyou-tv2cv 3 дня назад

    ସର୍ବ ପ୍ରଥମେ ଆମେ ଏତିକି ଜାଣିବା ଦରକାର ଯେ- ଯେହେତୁ ଦୁଇ ଦଳ ଥାଇ ଆଲୋଚନା ହେଉଛି , ବିରୋଧିଦଳ ନେତା ଯାହା କହୁଛନ୍ତି ସାରା ଭାରତର ହିନ୍ଦୁ ମାନଙ୍କୁ କହୁ ନାହାଁନ୍ତି, ସେ କେବଳ ଗୋଟିଏ ଦଳକୁ ହିଁ କହୁଛନ୍ତି ।

  • @biswambarsatapathy9398
    @biswambarsatapathy9398 8 дней назад +3

    Aaji Rahul Babu aame sunixhu BJP Bala michhuaa kuhaliaa dala

  • @Rameshchandrajena.official
    @Rameshchandrajena.official 8 дней назад +16

    Next prime minister of India Sj Rahul Gandhi

  • @NoarottamPadhihary-nq9bv
    @NoarottamPadhihary-nq9bv 8 дней назад +4

    Really hero Rahul Gandhi

  • @bhagabatsoren249
    @bhagabatsoren249 7 дней назад +1

    ରାହୁଲ ଗାନ୍ଧୀ ଜିନ୍ଦା ବାଦ୍ ❤️ ❤❤❤❤❤

  • @sanatannayak7468
    @sanatannayak7468 8 дней назад +3

    Rahul gandhi Zindabad congress party Zindabad

  • @PilimaGomango
    @PilimaGomango 8 дней назад +2

    ରାହୁଲ ଗାନ୍ଧୀ ଏହି ମନ୍ତ୍ରୀ ମାନଙ୍କୁ ଗଡି ଦିଅ ଜାତି ଧର୍ମ ବାଛୁଛନ୍ତି ଏହି ଗୋଡ଼ାଇ ଗୋଡ଼ାଇ ମାର

  • @kshetrabasidas9682
    @kshetrabasidas9682 8 дней назад +3

    Rahul Gandhi 💯👌 Rahul Gandhi Jindabad Jay Jagannath ❤

  • @bndas42
    @bndas42 8 дней назад +4

    Next PM of India 🙏🎉

  • @gopalkrishnapattnaik5313
    @gopalkrishnapattnaik5313 8 дней назад +1

    Different conception about God,Religion,Caste,Language, & Work. Integration can be made possible ... THINK, One God, One religion, (LOVE)One. cast(HUMANITY) ,One language( HEART) IN INDIA. THOSE ARE TRUTH..

  • @PradipSethy-tk5qe
    @PradipSethy-tk5qe 8 дней назад +1

    Gud.r..g

  • @subhasishjani8409
    @subhasishjani8409 8 дней назад +11

    Rahul Gandhi Rock 💪💪👑👑
    BJP (Godi) Shocked

  • @tapansemerlia400
    @tapansemerlia400 8 дней назад +3

    Today Time Really Hero And Jana Nayaka Leader Tiger King Rahul Gandhi Jindabad 🇮🇳🇮🇳💪💪❤️❤️❤️❤️ ❤️❤️❤️❤️❤️❤️❤️❤️❤️❤️

  • @swadhinmaharana5989
    @swadhinmaharana5989 8 дней назад +1

    ଆପଣ ଙ୍କ ଯୋ ହା ହାଁ ହଁ ହଁ ହେଉଛନ୍ତି ସେଟା କଣ କୋଉଠୁ ଶିଖିଛନ୍ତି ନା ନିଜକୁ ଭଲ ଲାଗୁଛି

  • @narendraparida3927
    @narendraparida3927 8 дней назад +3

    Bjp should read the comments