Taa pare tama fan favourite bjp party asanty jia aie chota mota ghotala re nuhe sidha bada bada ghotala re samil thanty example- neet exam, up 7000cr ra tiari hei thiba infrastructure, delhi airport terminal, then uttarakhand tunnel incident 😂😂 bhai deha ku nebeni kathaa taa mora khali kahiba katha sabu politician corruption
Salute to Journalist Srijukta PPanigrahi Babu who has moral courage to to tell the naked truth about corruption of so called big builders people at the behest of ex Super CM.Many Many Congratulations to Panigrahi Babu🙏🏾🙏🏾🙏🏾
Govt must take step against land mafias who r glorifying that as a real estate destroying the agricultural lands. Govt must facilitate the irrigation facilities to save the farmers.
Pension of retd officers of BDA ,IDCO ETC SHOULD BE STOPPED .UP TO PAHALA NHAI HAS AQUIRED LAND VIA PWD .AT RUDRAPUR 3.71 ACRE HAD BEEN UNDER ENCROACHMENT OF WHICH PART HAS BEEN RECOVERED ONLY
No, it can use by govt of odisha, waste of money and waste of raw material, also further this type of work can Stop. This already done can use by govt job or hospital 🏥
I don't think there is any need for destroy dn regalia after all it shows how beautiful our Odisha is. If in future any type of petition is approved for road extension then it gives value for now no need after all.
BY demolition govt is not getting any money rather spending money to destroy.It will be wise to put fine on the buider plus increase holding tax of such building atleast 2 to 3 times.so that govt earnings will increase.Govt can give lot of employment from this income.
ଆଜ୍ଞା ନମସ୍କାର. ଆଙ୍ଗୁଠି ବଙ୍କା କଲେ ଲହୁଣୀ ବାହାରିବ. ଏମିତି କେତେ ସଂଗଠନ, କେତେ ମେଡ଼ିଆ ଅଚ୍ୟୁତ ସାମନ୍ତଙ୍କ ଜବରଦଖଲ ବିରୋଧରେ ଭୁକୁଥିଲେ, ଲହୁଣୀ ପାଇ ସବୁ ଚୁପ ହୋଇଗଲେ. ଏମିତି ଅନେକ ଉଦାହରଣ ଅଛି. ସେମାନଙ୍କର --- ବଙ୍କା କରିବାର କ୍ଷମତା କାହାର ନାହିଁ. ଖାଲି ଶୁଖିଲା ବାହାସ୍ଫୋଟ.
ତୁତ ମୁତୁରି ମୂଁ ତ ମୁତୁରି, ହେଂସ କାହିପାଇଁ ଧୋଇବା l ଆ ଘୋଡ଼ିପୋଡି ହୋଇ ଶୋଇବା l ଏହି ହେବ ପ୍ରକୃତ ଭବିଷ୍ୟତ. ଆଉ ତାର ମୁଖ୍ୟ ଅସ୍ତ୍ର, ଓକିଲ ଓ ପଇସା ଖିଆ ନାୟଧୀଶ.
10:21 10:21
Yes 100%right
ଭାଙ୍ଗିବା kn darkar..state govt ନିଜ ଅଧୀନ ରେ ନେଇ ଭଡ଼ା ଲଗେଇଲି revenue generate କରିପାରିବ
Bhangile Na bans Na basuri.na bhangile para govt .Re milijiba
Soubhagya Bhai, nice news reading. Keep it up
ମହାଶୟ ଏ ହେଉ କଥାଟି ଲୋକ ଲୋଚନକୁ ଆଣିଛନ୍ତି ବହୁତ୍ ସୁନ୍ଦର୍ କଥା । ଆପଣ ଆଗରୁ କାହିଁକି ସୋଇଥିଲେ ।
Paisa mili jiba Sabu thik heijiba….Kiit re Sabu jemite thik heigala
Pradip pandey aou Niakhunta DN ku paisa magichhanti. DN manakala tenu ta against re video kari chhadile. Ebe DN maal chadiba tapare sabu thik thak.
KIIT ହେଉ ବା Hitech - ପ୍ରଦୀପ ପାଣ୍ଡେ କେବେ ଶୁଏନି। ସେ ଲଢ଼ି ଚାଲେ। କିନ୍ତୁ ସାମର୍ଥ୍ୟ ତ ଦରକାର। କିଟ୍ ବିରୋଧରେ ଲଢି ଯେତେବେଳେ ପୋଲିସ କେସ ଖାଇଲେ, ହଇରାଣ ହେଲେ ସେଟବେଲେ ଆମ ଭିତରୁ କେତେ ଜଣ ତାଙ୍କ ସମର୍ଥନରେ ଠିଆ ହୋଇଥିଲେ ? ଆମେ ଆର୍ଥିକ,।ମାନସିକ, ନୈତିକ ସମର୍ଥନ ଦେଇ ପାରିଥିଲେ କି ? ତେବେ ଜଣେ ଲଢିବ କେମିତି ? ଏଥର ତାଙ୍କୁ ପ୍ରଶ୍ନ ନ କରି ସମର୍ଥନ କରନ୍ତୁ, ସିଏ ଆହୁରି ଲଢ଼ିବେ।
Sunhila bhali sarakar nathila
କିଛି ହେବ ନାହିଁ । ବିଜେପି ସରକାର କଥା ପ୍ରବଳ । କାମ ଦୁର୍ବଳ । ସମସ୍ତେ ମିଶିଯିବେ । ଏଠାରେ ସାଧାରଣ ଜନତା ଭକୁଆ ।
Wait till the end of cinema.
Thik kahuchha vai😅
Mate bi semiti laguchhi jadio mu Bjp karmii corrupted bjd neta sabu misijibe
ଆମେ ସେଇଆ ଦେଖୁଚୁ ଭାଇ
Jadi.bhanga.jiba tame kana kariba
ଭ୍ରଷ୍ଟାଚାର ସରକାର ଭ୍ରଷ୍ଟାଚାରୀ ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହିତ ଜନସାଧାରଣଙ୍କ ସ୍ଵାର୍ଥ ପ୍ରତି ସନ୍ମାନ ଦେବା ମୋହନ ସରକାର ଙ୍କ ପ୍ରଚେଷ୍ଟା ରହୁ।
ଧନ୍ୟବାଦ୍ ଏହି ସବୁ ତଥ୍ୟ ଅବଗତ କରାଇଥିବାରୁ । ଅବଶ୍ୟ ବହୁତ ଅଫିସର/ସାଧାରଣ ଲୋକ ଜାଣିଥିଲେ ମଧ୍ୟ ପାଣ୍ଡିଆନ ଭୟରେ ସମସ୍ତେ ଚୁପ୍ ରହୁଥିଲେ
Right 🎉
ଶଳା ବିଜେଡି ସରକାର ପାଇଁ ଏ ସବୁ ଖୋଳ, ଶଙ୍ଖର ଅରାଜ କତା, ମୋହନ୍ ସରକାର ଖୋଲୁ,ଜୟ ଜଗନ୍ନାଥ
Taa pare tama fan favourite bjp party asanty jia aie chota mota ghotala re nuhe sidha bada bada ghotala re samil thanty example- neet exam, up 7000cr ra tiari hei thiba infrastructure, delhi airport terminal, then uttarakhand tunnel incident 😂😂 bhai deha ku nebeni kathaa taa mora khali kahiba katha sabu politician corruption
Bahut bhal heaba
Kichi kholi paribani ....yankara kichi aukat nahi 😅😅
Bohot dhanyabad aapn mananku forur information.
DN regalia turanta bhanga jau, durniti officer ku arrest kara jau.
କୋଠାଟି ଭାଙ୍ଗିବା ଅର୍ଥ ବିପୁଳ ସମ୍ପଦ ନଷ୍ଟ ତେଣୁ ଏହାର ମାଲିକାନା ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର କରାଯାଉ।
Jo v ho......mora au Mama ra fbrt DN regalia... being human zudio khub vala..mo gharu 5 minutes rasta amaku kete subidha hauchi
BDA=ବୃହତ ଡକାୟତ ଆଡ୍ଡା
ଯା ହେଉ ଅନେକ ଦିନ ଗଲାପରେ "ନିଆଁଖୁଣ୍ଟା " ପୁନଃ ଅବତରି କଳିଯୁଗରେ ସତ୍ୟ ଉପସ୍ଥାପନା କରିବେ ବୋଲି ଆଶା ଓ ଭରୋସା ll ଜୟ ଜଗନ୍ନାଥ ll
Salute to Journalist Srijukta PPanigrahi Babu who has moral courage to to tell the naked truth about corruption of so called big builders people at the behest of ex Super CM.Many Many Congratulations to Panigrahi Babu🙏🏾🙏🏾🙏🏾
DN group ରେ ପାନଡିଆନ୍ ର ପଇସା ଲାଗିଛି।
😂😂
ବାଳ ନା... ମୋ fav dn regalia
Best analices sir ji
Builder ମାନେ ପୁରା ପୃଥିବୀର ସବୁଜ ବନାନୀ ନଷ୍ଟ କରି ଦେଇଛନ୍ତି
But tanku approve kiye karuchi. Amari neta mane paisa khai tanku allow karuchanti
Turanta unauthorised building sabu bhanga jau.A builder mananku severe punishment diajau.Emane paribesha nasta karisarileni.
Accha...sei mane b ta dunia ku development karuchi
@@anandamohakuda4943
Development ନାମ ରେ ଧ୍ୱଂସ ଅଧିକ ହେଉଛି
Waw so so nice action 🙏
Heichi jadi bhangiba kan darkar...public upakar heuchanti....
Correct correct decision for mohan majhi sir
NH kaha pakhare
ଶୁଣାଯାଉଛି ଜାତୀୟ ରାଜପଥ ର ଅଧିକାରୀ ମାନେ builder ସାଙ୍ଗରେ ମିଶି ପାତ୍ରପଡା ପାଖରେ over bridge କଲେ ଯେଉଁଟା କି ଆଇଗିଣିଆ ପାଖରେ ହବାକୁ ଥିଲା. ଆଇଗିଣିଆ ପାଖରେ ଥିବା ଛୋଟ over bridge ବଡ଼ କରବାର ଥିଲା. କିନ୍ତୁ ----------
Bhangani ma... it's adding beauty to capital city
ଯଦି ଭଙ୍ଗl ନଯାଏ କେବଳ ପ୍ରଚାର କରିଯିବ ସରକାର ବଦନାମ ହେବ l ତେଣୁ ଯେତେ ଶୀଘ୍ର ସମ୍ଭବ ଭଙ୍ଗାଗଲେ ଭଲ ହେବ l
Kichi aukat nahi 😅😅
This type of buildings should be donate to the Poor's 🌹
Ready Ready
Thanks to the Reporter and editor.
ଭୁବନେଶ୍ବରରୁ ଖୋର୍ଦ୍ଧ ଯିବାଟା ବଡ କଷ୍ଟ ହେଇଯାଉଛି । ମହା ଭିଡ ।
Maximus 30 Min
Tu bodhe nua asichu Bhubaneswar ku Rode dekhichu
Right 🎉
@@ManaskumarnayakManas Daily Jauchi Re Bhai
Highway deiki gale late heboni 😂😂😂New road heichi jana nahi bodhe
Thank you for highlighting this scam
ଉତ୍ତମ ପଦକ୍ଷେପ, ମୁଁ ଏହାକୁ ସ୍ବାଗତ କରୁଛି
Tame madam kia
Patrapada ରେ ପାଣ୍ଡିଆ କେତେ ଜମି ହଡ଼ପ କରିଛି ତାର ତଦନ୍ତ ହେବା ଦରକାର।
ପୂର୍ବେ ସୁର ରାଉତରାୟ ମଧ୍ୟ ଏହି rigalia ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱର ଉଠେଇ ଥିଲେ।l
😂😂😂 ହଇରେ ମୂର୍ଖ ଦଳ, ସେଇଟା ଭୁବନେଶ୍ୱର ପାଇଁ ଗର୍ବ ❤ ବାହାରୁ ଲୋକ ଦେଖି ଖୁସି ହୁଅନ୍ତି, କେତେ ଲୋକ କାମ କରୁଛନ୍ତି ❤ତାଙ୍କର ପେଟ ମାରନି ❤
କେହି ଭାଂଗିପାରିବେ ନାହିଁ। ବିଲଡର ଘର ତିଆରି କରି ବିକିଦେଲେ। ଲୋକମାନେ ଘର କିଣିଲେ। କିଛିବର୍ଷ ପରେ ଏବେ ଘର ଭାଙ୍ଗି ଲେ ଘର କିଣିଥିବା ଲୋକମାନେ କୁଆଡେ ଯିବେ।
ଘର ତିଆରି କରିବା ସମୟରେ କାହିଁକି ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଯଦି ଘର ଭାଙ୍ଗିବା ପୁର୍ବରୁ ବିଲଡର ଠାରୁ ପ ଇସା ଆଦାୟ କରି ଘର କିଣିଥିବା ଲୋକମାନଙ୍କୁ ଫେରାଯାଉ।
@@srikantakumarhota6134 ଆଗ ପୂର୍ବ ସରକାରଙ୍କୁ ଧର ଯିଏ ଏହାକୁ କେମିତି ଉଦଘାଟନ କରିଥିଲେ ।
ପାନ ଠେଲା, ଝୁପୁଡି ଘର, ଗରିବ ଲୋକର ଘର ଭାଙ୍ଗି ସରକାର ବାଃ ବାଃ ନିଅନ୍ତୁ ନାହିଁ |
Semane illegal dokan kholuchanti
@@sashibhusanrout468ତମେ ଏମିତି କହୁଛ ସେ ଯେମିତି 5 star ହୋଟେଲ କରିଦେଲେ । ସେ ତାର ଗୁଜୁରାଣ ମେଣ୍ଟାଇବା ପାଇଁ ଛୋଟ କେବିନ୍ ଟେ ଖୋଲିଲା । ସରକାର ତାଙ୍କୁ ତାଙ୍କୁ ଅନ୍ୟତ୍ର ଥଇଥାନ କରନ୍ତୁ ।
Investigative report. Very good.
ଭଙ୍ଗା ନଯାଇ ତାକୁ ବାତ୍ୟା ଆଶ୍ରୟସ୍ଥଳୀ କରାଗଲେ ହିଁ ବିକାଶ ଆସିବ।
Right 🎉
ଅତି ସୁନ୍ଦର
କିଛି ହେବନି। Guaranted
Govt must take step against land mafias who r glorifying that as a real estate destroying the agricultural lands. Govt must facilitate the irrigation facilities to save the farmers.
Excellent 👌 decision. All such apartments must be demolished.
Regalia bhangile bjp ku au vote dia habani
Important video
ନିର୍ବାଚନ ରେ ଯେଉଁ ବେବସାୟୀ ବଟି ଦେଇ ନାହିଁ ସେସବୁ ହିସାବ କରିବେ ଆଉ ବଟି ପାଇଗଲା ପରେ ସବୁ ଚୁପ୍ କେବଳ ସେସବୁ କୋଠା ଭଙ୍ଗାଯିବ ଯାହା କି NGT /ସୁପ୍ରିମକୋର୍ଟ ଆଦେଶ ଦେବ
ମୁଁ ସେହି ରାସ୍ତାରେ ଖୋର୍ଦ୍ଧା ରୁ ଭୁବନେଶ୍ୱର ଯାଏ କିନ୍ତୁ ଓଭର ବ୍ରିଜ ଯୋଗୁଁ ଜାଣି ପାରିଲି ନାହିଁ ଯେ ସେଥି ଆଗରୁ କଳିଙ୍ଗ ହେଚେରି ଥିଲା ବୋଲି ଯାହା ତିଆରି ହୋଇଛି ଠିକ୍ ହୋଇଛି କଳିଙ୍ଗ ହେଚେରୀ ବହୁ ଦିନ ହେଲା ବନ୍ଦ୍ ହୋଇ ଯାଇ ଥିଲା ଆଉ ଜାଗାର ପ୍ରକୃତ ସଦ ଉପଯୁକ୍ଟ ହୋଇଛି ଜାତୀୟ ରାଜପଥ NO 5 /2003 ଅଟଳ ବିହାରୀ ବାଜପେୟୀ ଆଗରୁ ଗୋଟିଏ ରାସ୍ତା ଥିଲା ଆଉ ପ୍ରବଳ ଦୁର୍ଘଟଣା ହେଉ ଥିଲା 2003 ପରେ 4 ଲାଇନ ରାସ୍ତା ହେଲା ଆଉ 2014 ରେ ମୋଦି ଆସିବା ପରେ NH 5- NH16 ହୋଇ ଗଲା ଆଉ 2020 ପରେ NH16 -4ରୁ 6 ଲାଇନ ହୋଇ ଗଲା ଓଭର ବ୍ରିଜ ସହିତ ତେବେ ଆଉ କେତେ ଜାଗା ଦୀୟଜିବ କି NH କୁ ଯାହା ହୋଇଛି ଠିକ୍ ହୋଇଛି 40-50 କୋଟି BJP କୁ ଚାନ୍ଦା ଦେଇ ଦେଲେ ସବୁ କଳା ଧଳା ହୋଇ ଯିବ 24 ବର୍ଷ ବେପାରୀ ଙ୍କ ଠାରୁ BJD ଖାଇଲା ଆଉ ଏବେ BJP ଖାଇବାକୁ ଦେବାକୁ ପଡ଼ିବ ନା
Bhange dey. BJD ra kukura joojana vadua kodhea jojana 😅😅😅😅😅😅😅😅😅
Jay BJP jindabad BJP jindabad BJP jindabad jindabad jindabad BJP jindabad jindabad BJP jindabad jindabad jindabad BJP jindabad jindabad jindabad BJP jindabad jindabad jindabad 🙏🙏🪔🙏
Very correct information 👌
Good ❤
Good decision
Bala haba.
Right
ସେ ଅଫିସର ପୁରା ମାଲା ମାଲ୍ ହେଇ ଯାଇଥିବ ଆଉ।😅😅😅😅😅
ପୁରା NH ମାତ୍ର ରେ ଲାଗିଛି,
Thik thik respected mohan sir🙏🙏🙏
D N rigalia ଭାଙ୍ଗିବା ପାଇଁ ବର୍ତ୍ତମାନ ର ଓଡ଼ିଶା ସରକାର ଯେଉଁ ଯୋଜନା କରୁଛନ୍ତି ତା ପଛର କାରଣ rigalia group ପାଖରୁ କିଛି ମୋଟା ଅଙ୍କର ଟଙ୍କା ଲାଭ କରିବା ଉଦ୍ଦେଶ୍ୟ ନୁହେଁ ତ?
A hiBulding ku Na Bhangi Kayunasi Govt.. Ra kama re neba khata
Its a welcome move to save many People life. Its NH property
Plan approval କରିଥିବା ଅଧିକାରୀ , ପୁର କୋଠାର ଦଣ୍ଡ ଦିଆଯାଉ
Gendalia party ro achievement
You are 100% right 🙏
Health ଓ education ନାଁ ରେ KIIT ମଧ୍ୟ ଅନେକ ଜମି ଦୁର୍ନୀତି କରିଛି। ଆଶା ରଖୁଛୁ ଆଗକୁ ଅନୁସନ୍ଧାନ ମୂଳକ ତଥ୍ୟ ରଖିବେ।
Sadhubada sradha purna naman.
Nice 👍
DN regalia ku bhanga na jau.lokamananku bahuta asubidha heba.ame mane yar subidha neuchu.road kinnare kete lokankara ghara achi.
Right 💯
Right bhai
If it will happen then its good initiative
Much needed
Good
Jeun sabu sthana re durneeti dekha jauchi samasta durneeti grasta officer mananka upare karyanusthan grahan karajau ebam staff nku madhya sachetan karajau ebam jete shighra sambhaba padakshepa niajau.🙏 Jai ♥️🇮🇳🔥 Hind 🙏
By taking commission, new BJP govt. Shall regularise everything. All politicians and political parties are similar.
BDA clear your stand......
Shame on such corrupt people and their families
Pension of retd officers of BDA ,IDCO ETC SHOULD BE STOPPED .UP TO PAHALA NHAI HAS AQUIRED LAND VIA PWD .AT RUDRAPUR 3.71 ACRE HAD BEEN UNDER ENCROACHMENT OF WHICH PART HAS BEEN RECOVERED ONLY
👍
Government take action
Jay shree Ram 🚩🚩🚩🚩🔥🔥🔥🔥🔥
Please take action against the corrupted officers who have given the permission.
Nice taking
ମୂର୍ଖାମି ହେବ l ଏହାକୁ ଆଇନ୍ ପରିସର କୁ ଆଣିବା ଉଚିତ୍ ହେବ l କାରଣ ଭାଙ୍ଗିଲେ ରାଜ୍ୟର ବା ଦେଶର ଟଙ୍କା ନାଶ ହେବ l କୌଣସି ବିଦେଶୀ ଟଙ୍କା ଲାଗିନି l
ସେଇଠି ଭଙ୍ଗା ନ ଯାଇ ଗୋଦାମ ଘର କରାଯାଉ । ଚାଷୀ ଆଉ ଛୋଟ ବ୍ୟବସାୟୀ ଉପକୃତ ହେବେ ।
Valid documents show karantu
BMC off6 ସମ୍ମୁଖରେ ରିଗେଲିଆ ମଧ୍ୟ କିଛି ବେଆଇନ ନିର।ମାଣ କରିଥିବା ଅଭିଯୋଗ ହେଇଥିଲା।
No, it can use by govt of odisha, waste of money and waste of raw material, also further this type of work can Stop. This already done can use by govt job or hospital 🏥
My suggestion, if declared as illegal, then it should be declared as NATIONAL OR STATE PROPERTY ( without demolishing )
Encroachment should b removed.
BJP ra kam Bhangiba. Jodiba nuyee
Right
Welcome
ନ ଭାଙ୍ଗି ସରକାର ନିଜ ଅଧୀନ କୁ ନେଇ କାମ ରେ ଲଗାନ୍ତୁ ଭାଙ୍ଗିଲେ କେବଳ ଓଡିଶା ର ଖ୍ୟାତି
Right decession
ଦମ୍ ଅଛି!!!😂😂
Right decision of MOHAN SARKAR
Correct decision uttam padakhepa ❤❤❤❤
I don't think there is any need for destroy dn regalia after all it shows how beautiful our Odisha is. If in future any type of petition is approved for road extension then it gives value for now no need after all.
I wish bhangajau
Age bhanga jau.Nice
Bhangi ki lava kn? Jaha haigala au kichi kariheboni. Jadi ehi building ku loka hita re lagajae bahut vala hebo
Right action should be taken in right time👍
ଭାଙ୍ଗିବା ଠିକ୍ ନୁହେଁ renovation rectify penalty heu
That won't satisfy their egos
Idco officer chora...Aau BJD govt ra pandu ku arrest kara
🙏
କିଛି ହେବନି। ଏହି ନ୍ଯୁଜ କୁ ଆଳ କରି ଖାଲି ସୋସିଆଲ ମେଡିଆରେ କିଛି ଦିନ ବକ ବକ ହେବେ ଓ ପଇସା କମେଇବେ। ତାପରେ ସବୁ ଆଗ ଭଳି ଚାଲିବ।
BY demolition govt is not getting any money rather spending money to destroy.It will be wise to put fine on the buider plus increase holding tax of such building atleast 2 to 3 times.so that govt earnings will increase.Govt can give lot of employment from this income.
କିଛି haba nahin.
ଏ ପାଇଁ ନବୀନ ହିଁ ଦାଈ ଏଇ ବଡ଼ ଡକାୟତ
Nic