Satary ay kono jaicanti khya khyti dykhiba ku na ay jadi dykhyi baku cahi thily borsa ro 4 dino pory jiba ku kiy kohila news ry dekhouci jy au 2 dino borsa hoba amo casi vai bysta hyi biloru dhano ani sukhyi ki ghoroku nyla pory drama koruci ay mohan majhi
ଲୋକଙ୍କ ମୁଖ୍ୟ ମନ୍ତ୍ରୀ ଜୟ ମୋହନ
ଏଥିପାଇଁ ଭାରତର ନଂ-1 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାରଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎉🎉🎉
ବିଜେଡି ସରକାରଙ୍କ ସମୟରେ ଲଗାତର ଭାବରେ ଯାହା ଦୀର୍ଘ ୨୪/୨୫ବର୍ଷରେ କ୍ଷମତାରେ ରହି ସାଧାରଣ ଲୋକଙ୍କ ପାଖରେ ଦୁଃଖ ତଥା ଦୈବୀଦୁର୍ବିପାକାଦି ସମୟରେ ପହଞ୍ଚାଇବାକୁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିବା ବେଳେ ତାହାକୁ ଆଜି ଭାଜପା ସରକାର ନିଜେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନଙ୍କ ସହ ସମସ୍ତ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଗ୍ରାମକୁ ଗ୍ରାମ ବୁଲି ଲୋକମାନଙ୍କ ସହିତ ସିଧା ସଳଖ ମିଶି ସମ୍ପର୍କ ରକ୍ଷା କରିବାରେ ସିଦ୍ଧ ସାବ୍ୟସ୍ତ ହୋଇ ଉନ୍ନତ ସେବା ଯୋଗାଇ ଦେବାକୁ ଶୀର୍ଷ ସ୍ଥାନରେ ପହଞ୍ଚିବା ବାସ୍ତବରେ ଏକ ଗଣତାନ୍ତ୍ରିକ ରାଜ୍ୟ ପାଇଁ ଅତ୍ୟନ୍ତ ଶୁଭ ଓ କଲ୍ୟାଣକାରୀ ହୋଇ ପାରିଛି...
🇮🇳ବନ୍ଦେ ଉତ୍କଳ ଜନନୀ🚩...
🇮🇳ଭାରତ ମାତା କି ଜୟ🚩...
Bharat mata ki jai
Bande utkal janani.
ଏଭଳି ମୁଖ୍ୟମନ୍ତ୍ରୀ ପାଇବା ଭାଗ୍ୟରେ ଥିଲେ ମିଳେ, ୨୪ ବର୍ଷ ଶାସନରେ କେବେ ନବୀନ ବାବୁ କୃଷକଙ୍କ ସହିତ ଭେଟିଛନ୍ତି କି???
Jai shree jagannath
Upajukta Thik Kshatipuruna Diantu ,Jey Kishan ,Jey Odisha
ପ୍ରକୃତ ରେ ଜନସାଧାରଣ ସହାୟତା ପାଇବା ପର କଥା ମାତ୍ର ଦୁଇ ଦଶନ୍ଧି ପରେ ମୁଖ୍ୟମନ୍ତ୍ରୀଙ୍କୁ ଧାନ ବିଲରେ ଧାନ ଫସଲ ନଷ୍ଟ ହେବାର ଦେଖାଇ ପାରୁଛନ୍ତି ଓଡିଶାର ସୌଭାଗ୍ଯ
ସାତ ସ୍ଵପ୍ନରେବି ନବୀନ ଚାଷୀଙ୍କ ପାଖକୁ ଯାଇ ପାରିବ ନାହିଁ । ଜୟ ଜଗନ୍ନାଥ।
Prakutare mohan sarkar nku dhanyawad deba uchit bipad bele lokanka pakhare pahanchuchanti bahut bahut dhanyawad BJP jindabad 🇮🇳👏👌💐🙏
State aji Jane lokapratinidhi ground zero re pahanchi ganatantra swakshara deichanti bahut dhanyavad jayhind.
ଡାରତ ମାତା କି ଜୟ l
Satary ay kono jaicanti khya khyti dykhiba ku na ay jadi dykhyi baku cahi thily borsa ro 4 dino pory jiba ku kiy kohila news ry dekhouci jy au 2 dino borsa hoba amo casi vai bysta hyi biloru dhano ani sukhyi ki ghoroku nyla pory drama koruci ay mohan majhi