ଯାଜପୁର କୁସୁମାକୁ ନେଇ ବିଜେପି ଜିଲ୍ଲା ସଭାପତିଙ୍କ ପ୍ରତିକ୍ରିୟା କୁ ଖଣ୍ଡନ କରିଛନ୍ତି ଜିଲ୍ଲା ବିଜେଡି ସଭାପତି

Поделиться
HTML-код
  • Опубликовано: 10 июл 2024
  • ଯାଜପୁର କୁସୁମା କଟେଜ କୁ ନେଇ ସାରା ରାଜ୍ୟ ରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଏ ନେଇ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ରେ ଦେଇଥିବା ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କ ପ୍ରତିକ୍ରିୟା କୁ ଖଣ୍ଡନ କରିଛନ୍ତି ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର।
    #jajpurtown
    #jajpurkhabar
    #jajpuria
    #bjd
    #jajpurbjd
    #pranabprakashdas
    #kusumaa

Комментарии • 131

  • @Babaphakiryoutube
    @Babaphakiryoutube 21 день назад +15

    ତଥ୍ୟ ନାହିଁ ପ୍ରଶାସନ ପାଖରେ ବବି ବ୍ଲାକ ରୋଜ ଜାହାଜ ବୁଡି ପଇସା ନା ଲୁଟ ପଇସା ରେ

  • @Babaphakiryoutube
    @Babaphakiryoutube 21 день назад +9

    କେତେ ଲୁଟି ଖାଇଛ କୁହ ତ ଆଗ

  • @user-xd8vk5ry1h
    @user-xd8vk5ry1h 21 день назад +7

    ଯାଉ ଲୋକେ ଦେଖିବେ ତୁମେ ଘର ଦୁଆର ଭାଗିଂ ଦିଅ ଅଟାଲିକା କା କାମରେ ଆସୁଥିଲା ଟିକିଏ କହିବ କି ଯିଲାପାଲ କହୁଛନ୍ତି ଆମେ ଜାଣିନୁ

  • @Babaphakiryoutube
    @Babaphakiryoutube 21 день назад +15

    ଯାଜପୁର ଜିଲ୍ଲା ଲୋକ ଦେଖିଛନ୍ତି କଟେଜ କିନ୍ତୁ କେବେ ଉପଯୋଗ କରି ନାହାଁନ୍ତି ଦେହଜୀବୀ ଘର କୁସୁମା

  • @muodia2002
    @muodia2002 21 день назад +2

    ଆପଣଙ୍କ ପକେଟ ଗରମ ହୋଈଛି

  • @sadanandasahoo3707
    @sadanandasahoo3707 16 дней назад +1

    ବଢିଆ କଥା। ପ୍ରମାଣ ସହ ଅଭିଯୋଗ କରନ୍ତୁ।‌ ଦୁର୍ନୀତି ର ପର୍ଦ୍ଦାଫାଶ କରନ୍ତୁ।‌ତାହା ନ କରି ,ମିଛ ଅଭିଯୋଗ କରିବା ବିଜେପିର ଓ ବିଜେପିର ଦଲାଲ ସାଜିଥିବା ମେଡିଆ ର ଅଭ୍ୟାସ ହୋଇଗଲାଣି।‌ ସରକାର ତୁମର। ଦୁର୍ନୀତି, ରଙ୍ଗଶାଳା ର ପ୍ରମାଣ ସହ , କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ଅଛି

  • @dhusasanmallick3162
    @dhusasanmallick3162 21 день назад +5

    Auu micha kuhani tama keta khae cha kuha bjd prasident

  • @dhusasanmallick3162
    @dhusasanmallick3162 21 день назад +3

    Really koti koti tanka hadap heichi auu jeta chahi la bee chora keba sadhu hei pariba nahi

  • @nirmalmallick5314
    @nirmalmallick5314 12 дней назад +1

    ଯାଜପୁରରେ କିଛି ନ ଥିଲା.. ଯାହାକିଛି ବିକାଶ ମୂଳକ କାର୍ଯ୍ଯ ହୋଇଛି ତାହା କେବଳ ବବି ଦାସ୍ କରିଛନ୍ତି ।
    BJP ମିଥ୍ଯା ଖବର ପ୍ରଚାର କରି ସାରା ଭାରତ ବର୍ଷରେ ଜିତି ଆସିଛି ତେଣୁ ଗୌତମ ବାବୁ ସେଥିରୁ ବା ବାଦ୍ ଯିବେ କିପରି ? ଅବସ୍ଯ ଆଗରୁ(BJD) ରେ ଥିଲାବେଳେ ସେ ଏପରି ନ ଥିଲେ କିନ୍ତୁ ଏବେ ଦଳର ନିତି ନିୟମ ମାନି ନିଜର ନୈତିକତା ହରାଇବାକୁ ବାଧ୍ଯ ହେଉଛନ୍ତି ।
    ଗୌତମ ବାବୁ ନିଜକୁ ପଚାରନ୍ତୁ , ଯାଜପୁରରେ ଯେଉଁ ବିକାଶ କାର୍ଯ୍ଯ ହେଇଛି ତାହା ତାଙ୍କ ମନକୁ ଛୁଇଁଛି କି ନାହିଁ ?
    ଗୌତମ ବାବୁଙ୍କୁ ପଦେ... ଆପଣ ବହୁତ ଭଲ । ରାଜନୀତି କରନ୍ତୁ କିନ୍ତୁ ମିଥ୍ଯାର ଆଶ୍ରୟ ନେଇ ହେଇଥିବା ବିକାଶକୁ ବିରୋଧ କରନ୍ତୁ ନାହିଁ ।

  • @shreenibashkuanr6598
    @shreenibashkuanr6598 21 день назад +1

    ସତ କଣ ଓଡ଼ିଶା ବାସୀ ଓ ଯାଜପୁର ବାସି ଠିକ୍ ଜାଣି ଛନ୍ତି,ତମେ କହିଲେ ସମସ୍ତେ ଏ କାନରେ ପସେଇ ସେ କାନରେ କାଢି ଦେବେ,ସମସ୍ତେ ମିଛ କହୁଛନ୍ତି ତମେ ଏକା ସତଗ୍ୟ ପୁରୁଷ,

  • @manaswinisatapathy6176
    @manaswinisatapathy6176 21 день назад +2

    Goutam nka dalare misibaku manahelaniki

  • @sanu3983
    @sanu3983 21 день назад +18

    ତୁ ମାଗିହା ଗୋଟେ BJD ପେଳ ଚଟା କୁଖୁର ଶଳା ହାରାମି ଏତେ ଟାଉଟର

  • @user-fv1zn1qp5l
    @user-fv1zn1qp5l 21 день назад +1

    ଧନ୍ୟବାଦ

  • @akshayakumarbehera3502
    @akshayakumarbehera3502 16 дней назад

    ସାର, ଯେଉଁମାନେ ରଙ୍ଗ ସାଳା ଆଖ୍ୟା ଦେଇଛନ୍ତି. ସେମାନଙ୍କ ଅଜାଣ ତରେ. ତାଙ୍କ ମା, ଭଉଣୀ, କି ରକ୍ତ ସଂକୀୟ ମହିଳା ଙ୍କୁ ଏଠାକୁ ନେଇ ଆସିଥିଲେକି. ଏ କଥା ରଙ୍ଗସାଳା କହୁଥିବା ଲୋକ. ପରେ ଜାଣି. ଏହାକୁ ରଙ୍ଗଶାଳା କହୁଛିନ୍ତି.

  • @NilamaniSahu-de9rl
    @NilamaniSahu-de9rl 17 дней назад

    ସରୋଜ ଠିକ୍ କହୁଛନ୍ତି,ପ୍ରାମାଣିକ ତଥ୍ୟ ପ୍ରଦାନ କରି ସତ୍ୟ ପଦାକୁ ଆସିବା ଉଚିତ୍।

  • @sidharthMoharana-dn9ie
    @sidharthMoharana-dn9ie 21 день назад +1

    Yas🎉🎉🎉❤❤🎉🎉

  • @jyotiprakashdash5638
    @jyotiprakashdash5638 21 день назад +1

    ତମେ ସବୁ ସାମିଲ ଅଛ ସେଥି ଲାଗି ସଫେହିଦହୁଚ

  • @Odiaclasic
    @Odiaclasic 21 день назад

    ସାର କିଛି ଖରାପ ଭାବିବେ ନାହିଁ ଗୋଟେ କଥା କହିବି...... ଆପଣଙ୍କ ମୁନିସିପାଲିଟି ର ଉପ ସଭାପତି ସନ୍ତୋଷ ମଲିକ ମହୋଦୟ media ଆଗରେ ଆସି କହିଲେ ଯେ, କ୍ରୀଡା ର ସମ୍ପ୍ରସାରଣ ପାଇଁ କ୍ରୀଡା ବିଭାଗ ତରଫରୁ ନିର୍ମାଣ କରାଯାଇଛି କିନ୍ତୁ ଆପଣ ଏଠି କହିଲେଣି ଯେ, ଭଲ ହୋଟେଲ ଟେ ନାହିଁ ବୋଲି ପର୍ଯ୍ୟଟନ ର ସୁବିଧା ପାଇଁ ଏହା ନିର୍ମାଣ କରାଯାଇଛି l ଦୟାକରି ମିଡ଼ିଆ ଆଗରେ କିଛି ମନ୍ତବ୍ୟ ଦେବା ପୂର୍ବରୁ ଆପଣ ମାନଙ୍କ ବରିଷ୍ଠ ନେତା ଙ୍କ ସହ ବାର୍ତାଳାପ କରିବା ଉଚିତ

  • @umeshnayak9265
    @umeshnayak9265 21 день назад +1

    Mu janin ea gotia thik katha nuha
    Upajukta tadanta heu

  • @BhubaneswarBehera-w8p
    @BhubaneswarBehera-w8p 21 день назад +1

    ଅଲାଯୁକ ଟାଉଟର

  • @dillipkumarpanda2875
    @dillipkumarpanda2875 20 дней назад

    ଆଜି ଯାଏ କେତେ ବିଦେଶୀ ଏଠାରେ ରହିଛନ୍ତି କହିପରିବେକି

  • @TarunPati-fy2ky
    @TarunPati-fy2ky 21 день назад +2

    Sabu michha

  • @user-uk6pi7yz4x
    @user-uk6pi7yz4x 21 день назад

    ବହୁତ ସୁନ୍ଦର ଭାଇ

  • @papubehera3153
    @papubehera3153 18 дней назад +1

    ତତେ ଶଳା arrest Kale sabu Uttar milliba

  • @arabindmohapatra9685
    @arabindmohapatra9685 20 дней назад

    Saroj better go to the court to stop the mouth of the press.

  • @gajendrasahoo1970
    @gajendrasahoo1970 21 день назад +1

    ମୀଛ

  • @sanjibdas9834
    @sanjibdas9834 21 день назад +1

    Bhai congratulations

  • @kailashchandrabehera4791
    @kailashchandrabehera4791 21 день назад

    No buildings are not allowed to public.

  • @JaganJena-hb3sx
    @JaganJena-hb3sx 15 дней назад

    🎉🎉🎉🎉

  • @Dipinkumarkhandual
    @Dipinkumarkhandual 21 день назад +1

    Eita chora no one

  • @AkshayaKumarRath
    @AkshayaKumarRath 19 дней назад

    ପାନ୍ଡିଆନର ଚାକର କିପରି।ଯାଜପୁରର ଇଜ୍ଜତ ରଖିବ ?

  • @brajakishorsahoo7148
    @brajakishorsahoo7148 20 дней назад

    Jadi durniti heithiba tahele arrest heba darkar

  • @subashchandrabehera5555
    @subashchandrabehera5555 18 дней назад +1

    Keta kampani khola hoichi 25 brchare

  • @Narmada-s3y
    @Narmada-s3y 18 дней назад

    Lutu vs Saroj 1000 Crore Property ? 😮😮😮😮😮

  • @user-vm4rd4pz5u
    @user-vm4rd4pz5u 21 день назад

    Very good .......ma biraja

  • @nilimaswain2216
    @nilimaswain2216 20 дней назад

    ତମ ସମ୍ପତି ବିକ୍ରି କରି କରିଚ ଉନ୍ନତି ଲଜ୍ୟ ନାହିଁ

  • @kalyanpanda5885
    @kalyanpanda5885 21 день назад

    ବବି ବାବୁ ଉତ୍ତର ଦେବାକୁ ଡରୁଛନ୍ତି କାହିଁକି?ଯାହା ଆପଣ କହିଲେ ସେ ତ କହିପାରିଥାନ୍ତେ..

  • @RakeshKumar-cf3xr
    @RakeshKumar-cf3xr 17 дней назад

    ପ୍ରମାଣ କଲେ ଭଲ ଲାଗନ୍ତା

  • @abhiramdas9561
    @abhiramdas9561 21 день назад

    Investment Govt.

  • @jagannathamahapatra9513
    @jagannathamahapatra9513 21 день назад +1

    Sir apana janiba uchit , Jajapur jilare kounasi kama ra purnagna nahi.

  • @beheraajay2886
    @beheraajay2886 16 дней назад

    ବବି ସଙ୍ଗରେ କେତେ ଥର ରଙ୍ଗ ଶାଲା କୁ ଯାଇଛୁ।

  • @prahalladrout1301
    @prahalladrout1301 21 день назад

    ଡରି ଡରି କହୁଛି

  • @prahalladrout1301
    @prahalladrout1301 21 день назад

    ବିଜେଡି ଵାଲା ପ୍ରବଳ ଖାଇଛି

  • @DilipKumar-by5yz
    @DilipKumar-by5yz 7 дней назад

    ବିଜେଡିର ଏଟା ବଢଡକାୟତ

  • @DilipKumar-by5yz
    @DilipKumar-by5yz 21 день назад

    ଜାଜପୁର ର ବିକାଶ ହୋଇନି ଜାହୋଇଚି ନେତାମାନକର ହୋଇଚି ଆଊ ବବିର ହୋଇଚି

  • @prafullamaharana1672
    @prafullamaharana1672 21 день назад +1

    Right

  • @ajitsarangi6046
    @ajitsarangi6046 21 день назад

    💐🙏💐

  • @ramakantatripathy
    @ramakantatripathy 20 дней назад

    full of corruption in jajpur town. play area changed , new construction came. why changed. need cbi investigation

  • @jagannathamahapatra9513
    @jagannathamahapatra9513 21 день назад +1

    Apana Jane bjd agent , sabujanikari front ku asantu

  • @SanjayBehera-uf6vx
    @SanjayBehera-uf6vx 21 день назад

  • @Evil_Jivan
    @Evil_Jivan 20 дней назад

    ସବୁ ମିଛ କଥା.

  • @Mir-ts4bk
    @Mir-ts4bk 20 дней назад

    Nice,jajpur

  • @golokbiharipradhan9175
    @golokbiharipradhan9175 20 дней назад

    My question is to you please tell me who is owner of Kusuma cottages who has kept the keys of cottages

  • @gangadharpatra8104
    @gangadharpatra8104 18 дней назад

    Collector Nije mana karuchanti se bisayare kichi Jani nahanti kaha permission heithila

  • @debabratamohanty4567
    @debabratamohanty4567 21 день назад

    True

  • @dhusasanmallick3162
    @dhusasanmallick3162 21 день назад +3

    Bjd means chora bjd bala tama keta sadhu Sarapancha mana Jani chanti

  • @hiranyasahoo3548
    @hiranyasahoo3548 21 день назад

    Great Babi vai

  • @birajakumarbarik3038
    @birajakumarbarik3038 21 день назад

    ଯାଜପୁର ରେ ସରକାରୀ ବସ ଟାର୍ମିନାଲ ଟେ ଆଜିପ୍ରଯନ୍ତ ହୋଇପାରିଲା ନାହିଁ ଏହା ଓଡିଶା ରେ ବିରଳ ଘଟଣା

  • @digambarsamal215
    @digambarsamal215 11 дней назад

    Kia rohuthila sethi kuha ta.

  • @prasantakumarnayak5298
    @prasantakumarnayak5298 20 дней назад

    କେତେ ସରକାରୀ ପଇସା ଲୁଟିଛ ସେ କଥା କୁହନ୍ତୁ

  • @arupsahooisabtsloveer5606
    @arupsahooisabtsloveer5606 21 день назад +1

    Agrs tivi balaku bade

  • @user-hj1yl6ch2h
    @user-hj1yl6ch2h 21 день назад

    Right.

  • @dillipkumarpanda2875
    @dillipkumarpanda2875 20 дней назад

    ଯାଜପୁର ଦୁର୍ନୀତିର ଗନ୍ତାଘର

  • @kalyanpanda5885
    @kalyanpanda5885 21 день назад

    ଚାମଚା ଭଳି ଦେଖାଯାଉଛି

  • @gangadharpatra8104
    @gangadharpatra8104 18 дней назад

    Govt paisa hechi but loka nk pain ban thila kn pain

  • @pradeepkumarjena4162
    @pradeepkumarjena4162 21 день назад

    ଭଲଭାବରେ କରନ୍ତି ବବିଦାସ ପଇସା କିଏ
    ଦେଉଛନ୍ତି ଜିଲ୍ଲା ପାଳ କଂ ପାଖରେ ସେ ଖବର ନାହିଁ ତୁମେ ବିଧାୟକ କଣ କରନ୍ତି
    ସବୁ ଜଣା ଭୁବନେଶ୍ୱର ରେ କୁଟାର୍ କଣ ହେଇଥ୍ଲା ଲା ବବିଦାସ ର ପୁଷା କୁକୁର

  • @manasroutray5987
    @manasroutray5987 21 день назад

    What about Black Rose Ship case ?????

  • @gggamer5478
    @gggamer5478 21 день назад

    ସରୋଜ ତମେ ସେ ରଙ୍ଗ ଶାଳ ରେ କଣ ପୋଛା ପୋଛି କରୁଥିଲ କି,,????❤❤❤❤

  • @sanjuktabehera7052
    @sanjuktabehera7052 21 день назад

    ଯାଜପୁର ର ଉନ୍ନତି ବବି ଦାସ ଙ୍କ ପାଇଁ, ଅନ୍ୟ ଜିଲ୍ଲା ଅପେକ୍ଷା ଯାଜପୁର ରେ ବହୁତ ଉନ୍ନତି ହୋଇଛି।

  • @abhiramdas9561
    @abhiramdas9561 21 день назад

    Kusuma kana Pani Rs -50 tiket mucipalty kete tank nanti.99 year nilam kaha namare

  • @piyushrajkumar15
    @piyushrajkumar15 15 дней назад

    ଏବେ କେତେ ଟଙ୍କା ଖର୍ଚ୍ଚ ହେଇଛି କହୁନୁ କୋଉଠୁ ଆସିଲା. ତତେ କେତେ ମିଳିଛି କହୁନୁ. କୁସୁମା କଣ ତମ ବୋପା ସମ୍ପତ୍ତି କି?

  • @dibyajyotiray4263
    @dibyajyotiray4263 21 день назад

    Chitalo Degree Mohavidyalya Damage kala kia?

  • @sukanta212
    @sukanta212 21 день назад +1

    Jajpur BJP bala nku hatajau

  • @kalyanpanda5885
    @kalyanpanda5885 21 день назад

    ପ୍ରାୟୋଜିତ

  • @manojroutray4400
    @manojroutray4400 16 дней назад

    Prasasan dai
    Yete Kala pare
    Ma ku tame harei dela?

  • @kailashbarik8132
    @kailashbarik8132 21 день назад

    ମହାପାତ୍ର ମହାସୟ, ଯେତେ କହିଲେ ବି ଯାଜପୁର ସମେତ ଓଡ଼ିଶାର ଲୋକେ ଜାଣନ୍ତି । ବିଜେଡି ର କଳା ଶାସନ, ରଙ୍ଗ ଶାଳା କୁସୁମର କଳା କାରନାମା।
    ପାଣ୍ଡିଆ ଓଡ଼ିଶା ରୁ ଲିଚି ପଳେଇଲା କାହିଁକି ?

  • @damodarsatapathy6418
    @damodarsatapathy6418 16 дней назад

    Kehivitarakujaenahanti

  • @sipujena7056
    @sipujena7056 21 день назад

    Are bhai Kusuma paee ete nata

  • @sknuruddin7087
    @sknuruddin7087 20 дней назад

    Paesa asela keuthu ketetanka 9 ta beldeng relageache prakas karantu 9tA beldeng mein be vabakuhastAntarakarajaeachi ?

  • @user-ii8cb1vq5b
    @user-ii8cb1vq5b 15 дней назад

    Sabupramana aurgus ku pachara janiparibu

  • @DilipKumar-by5yz
    @DilipKumar-by5yz 16 дней назад

    ବବି ଭାଇକ ପଶାଗୁଡା

  • @anadicharansamal7033
    @anadicharansamal7033 21 день назад +3

    କେଡେ ସତୀଆ ଗୋଟିଏ ବାହାରିପଡିଲୁ।ନଟି ଅଟ୍ଟାଳିକା କୁ କିଏ ଯାଉଥିଲା।କଣ ହୋଉଥିଲା କୋଉ ଟଙ୍କା ରେ ତିଆରି ହେଇଛି।

  • @sarojde9808
    @sarojde9808 21 день назад

    ଶଳା ତମ ବୋପା ପଇସା ରେ ବୋଧେ କରିଛ ...

  • @adhardhal9046
    @adhardhal9046 21 день назад

    ଲୁଟୁ ଜଣେ ଛାଡ଼ନ୍ଦା ଖିଆ ନେତା

  • @Narmada-s3y
    @Narmada-s3y 18 дней назад

    Lutu ku jail re pura😮😮😮

  • @Yoomood09
    @Yoomood09 21 день назад

    Kete khaichhu kaha baby dash kakharu.

  • @gangadharpatra8104
    @gangadharpatra8104 18 дней назад

    Jaipur loka kn pain tumaku hareile

  • @dibyajyotiray4263
    @dibyajyotiray4263 21 день назад

    Chitalo College Kia karichila

  • @giridharinandayes6491
    @giridharinandayes6491 20 дней назад

    ଯେତେବିକାଶସେତେଲାଭ

  • @nirmlyakumar675
    @nirmlyakumar675 20 дней назад +1

    ସଳା ଚୋର

  • @durgacharandas7412
    @durgacharandas7412 21 день назад

    Naire vai ethar tini panjiru gala.au kete michha kahiba

  • @ambarishswain3233
    @ambarishswain3233 21 день назад

    Khatia Seba chalithila

  • @soulkiller9197
    @soulkiller9197 21 день назад

    Tume pa kahuthila krida bibhag ku dia jaichi ,aji micha dhara padigala boli kahucha loka rahibe.sata hauchi bada badua nka rahiba pai heichci public park milila tama rahiba au jajpur re jaga nathila jajpur re guest house pai..

  • @abhiramdas9561
    @abhiramdas9561 21 день назад

    Jajtikeshari nka photo kanhi phot bjd father

  • @Prakash-sw3kn
    @Prakash-sw3kn 21 день назад +1

    Ae ta bjd chora

  • @diptisatpathy2799
    @diptisatpathy2799 15 дней назад

    Bahut bhala bjp bala khali goda taniba janichanti

  • @trilochanlenka6726
    @trilochanlenka6726 20 дней назад

    To muhaku tika laje laguni

  • @rajendraram7418
    @rajendraram7418 21 день назад

    Tathya bhitka katha kahiba thik.ajikali kichhi na jani bivinna katha kahuchhanti.

  • @dhananjaymishra5370
    @dhananjaymishra5370 20 дней назад

    ETA nungurata.

  • @sanjuktabehera7052
    @sanjuktabehera7052 21 день назад

    I extremely appreciate your opinion about Jajpur and .Mr Bobby Das.