Custodial Scandal: Moment of Embarrassment for CM Majhi as Police Association puts Pressures on Govt

Поделиться
HTML-код
  • Опубликовано: 21 сен 2024
  • Custodial Scandal: Moment of Embarrassment for CM Majhi as Police Association puts Pressures on Govt
    #satyapatha #mohanmajhi #bharatpurpolice #odishapolice #satyaprakashnayak #editorial
    Click on the playlist 'Satyapatha With Satyaprakash' & watch all the editorial episodes.
    Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
    For Latest Updates Follow us:
    Web: www.satyapatha...
    RUclips: / @satyapatha
    Facebook: / satyapatha.in
    Instagram: / satyapatha.media
    Twitter(X): / satyapathalive

Комментарии • 599

  • @user-jv9rz9rv9n
    @user-jv9rz9rv9n 6 часов назад +84

    ମୋହନ ମାଝୀ ଙ୍କୁ ଜଣେ ଥାନା ଅଧିକାରୀ କି ପ୍ରକାର ଅସଭ୍ୟ ବ୍ୟବହାର କରିଥିଲେ ମୋହନ ମାଝୀ ବିଲକୁଲ ଭୁଲି ନଥିବେ. ଯଦି ଆରୋପି ମାନଙ୍କୁ ଦଣ୍ଡ ନମିଳେ ତେବେ ମୋହନ ମାଝୀ ସ୍ୱୟଂ ପୋଲିସ ଗୁଣ୍ଡାଙ୍କ ସହ ମିଶି ଏସବୁ କୁକାର୍ଯ୍ୟ ରେ ଲିପ୍ତ ଅଛନ୍ତି ବୋଲି କୌଣସି ସନ୍ଧେହ ରହିବ ନାହିଁ. କେନ୍ଦ୍ର ସରକାରଙ୍କୁ ନିବେଦନ ଯଦି ପୁଙ୍ଖାନୁ ପୁଙ୍ଖ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ସରକାର ଭାଙ୍ଗିବାକୁ ବେଶୀ ଡେରି ଲାଗିବ ନାହିଁ. ଓଡିଶାରେ ଅନ୍ୟାୟ, ଅଧର୍ମ ତାର ସୀମା ଉଲଘଂନ କରି ସାରିଚି, ସମ୍ପୂର୍ଣ ଓଡିଶା ବାସି ଜାଣନ୍ତି ଓଡିଶା ପୋଲିସ ଜନସାଧାରଣଙ୍କ ପ୍ରତି କି ପ୍ରକାର ବ୍ୟବହାର ଏବଂ ନ୍ୟାୟ ଦେଇ ଆସୁଛି ତେଣୁ ଆଉ ବେଶିସମୟ ଲାଗିବ ନାହିଁ ଘରେ ଘରେ ମାଓବାଦୀ ସୃଷ୍ଟି ହେବାକୁ. ସରକାର ସାବଧାନ ଯେମିତି ଜିତେଇଚୁ ସେମିତି ଚପଲ ମାଳ ଦେଇ ତଡିଭି ପାରିବୁ. ଅତିଶୀଘ୍ର ନ୍ୟାୟ ଦିଆଯାଉ ଏହା ଓଡିଶା ବାସୀଙ୍କ ଆଦେଶ 😡. ସତ୍ୟମେବ ଜୟତେ 🙏🏼 ଜୟ ଜଗନ୍ନାଥ.

    • @RupNarayanMajhi
      @RupNarayanMajhi 6 часов назад +5

      ଲଙ୍କାରେ ଯେତିକି ଅସୁର, ସବୁ ଗୁଡ଼ାକ ରାବଣ ପ୍ରକାର । ବିରୋଧିରେ ଥିଲା ବେଳେ ଆମେ ତାଡ଼ିଦବୁ ଓଲଟେଇ ପକେଇବୁ ସବୁ ବିରୋଧୀ ଦଳର ନେତା କୁହନ୍ତି । କିନ୍ତୁ ଶାସନକୁ ଆସିଲା ପରେ ନିଜର ବ୍ୟକ୍ତିଗତ ଆଉ ରାଜନୈତିକ ଫାଇଦା ପାଇଁ ପୋଲିସ ଓ ପ୍ରଶାସନର ଅପବ୍ୟବହାର କରାଯାଏ ।

    • @RupNarayanMajhi
      @RupNarayanMajhi 6 часов назад +4

      ଆଉ ରହିଲା ମାଓବାଦୀ, ତାର ସୃଷ୍ଟିକର୍ତ୍ତା ବି ଏମାନେ । ଗୋଟେ କମ୍ପାନୀ ଯେତେବେଳେ ଗାଁ ର ଜମି ଦଖଲ କରେ, ସେତେବେଳ ସେ ରାଜନେତା, ପ୍ରଶାସନିକ ଅଧିକାରୀ, ଟିଭି ମିଡ଼ିଆ,ଲୋକାଲ ଗୁଣ୍ଡା, ପୋଲିସ ସମସ୍ତଙ୍କୁ ପଇସା ଦିଏ ନିଜ favour ରେ କରିବା ପାଇଁ । ସେତିକି ବେଳେ ଯେତେବେଳେ ଗ୍ରାମବାସୀ ଅହିଂସା ରେ ବିରୋଧ କରନ୍ତି ତାଙ୍କୁ ଜେଲ୍ ରେ ବନ୍ଦ୍ କରିଦିଆଯାଏ, ଯେତେବେଳେ ସଶସ୍ତ୍ର ବିରୋଧ କରନ୍ତି ତାଙ୍କୁ ମାଓବାଦୀ ଘୋଷଣା କରି ଦିଆଯାଏ ।

    • @BikashkumarPradhan-y9u
      @BikashkumarPradhan-y9u 3 часа назад +1

      ୧୦୦% ଠିକ୍

    • @prafullamohanty5557
      @prafullamohanty5557 2 часа назад

      @@user-jv9rz9rv9n ଠିକ୍ କଥା କହୁଛନ୍ତୀ ଭାଇ

  • @NilamaniSahu-de9rl
    @NilamaniSahu-de9rl 6 часов назад +34

    ଆମ ମୂଖ୍ୟମନ୍ତ୍ରୀ ମୋହନ ମାଝୀ ଭଦ୍ର ଓ ସରଳ।ତାଙ୍କ ସରଳତାର ସୁଯୋଗ ନେଇ ଆଜି ସିପାହୀ ବିଦ୍ରୋହ ମୁଣ୍ଡ ଟେକୁଛି।କେନ୍ଦ୍ର ସରକାର ଓ ଗୃହ ମନ୍ତ୍ରୀ ଙ୍କ ସହିତ ପରାମର୍ଶ କରି ଯେଉଁ ଭରତପୁର ପୋଲିସ ମହିଳାଙ୍କୁ ବାଡେଇ ଉଲଗ୍ନ କଲେ ଆଇଆଇସି ମହିଳାଙ୍କୁ sexual assault କଲେ ଓ ସେନା ଅଫିସର୍ ଙ୍କୁ ଅଟକ ରଖିଲେ ତାଙ୍କୁ ତୁରନ୍ତ ଗିରଫ କରି ଚାକିରିରୁ ବହିଷ୍କାର କରନ୍ତୁ।ରାଜ୍ୟର, ସରକାରଙ୍କ ଓ ଦଳର ସମ୍ମାନ ରଖିବାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

    • @RD123.........
      @RD123......... 4 часа назад

      ତୁମେ ଦେଖିଛ କି ଯେଉଁ ସବୁ ଲେଖିଛ ନା ତା video ଅଛି, ତେଣୁ ତଦନ୍ତ ପରେ କହିଲେ ଭଲ ହେବ କାରଣ ସେ lady medical ରେ police ସହିତ ପୁରା ସୁସ୍ଥ ଅବସ୍ଥାରେ କଥାବାର୍ତ୍ତା କରୁଛନ୍ତି ତେଣୁ କେମିତି ତାଙ୍କ ହାତ ଭାଙ୍ଗିଲା, ବେକ injured ହେଲା ତଦନ୍ତ ଜରୁରୀ

  • @nilanchalamallick-bs5ws
    @nilanchalamallick-bs5ws 6 часов назад +98

    ସେ ପୋଲିସ ଙ୍କୁ ମାନଙ୍କୁ ବାହାର କର ନୂଆ ପିଲା ରଖ ପିଲା ବହୁତ ଅଛନ୍ତି

    • @ssoutheee5784
      @ssoutheee5784 5 часов назад +2

      Tu jibu

    • @AnimeshDas108
      @AnimeshDas108 4 часа назад

      ​@@ssoutheee5784ତୋ ବାପା ଭି ମାଘିଆ ପୋଲିସ୍ ଫୋର୍ସ ରେ ଅଛି ବଧେ

    • @naresh9515
      @naresh9515 4 часа назад

      Yes...​@@ssoutheee5784

    • @Arunbhumi...
      @Arunbhumi... 4 часа назад

      Tu jibu​@@ssoutheee5784

    • @kaibalyasaho1401
      @kaibalyasaho1401 3 часа назад +1

      Perfect katha

  • @ramakantaanimation
    @ramakantaanimation 6 часов назад +63

    ନିଜ ଘର ପୋଡ଼ିଗଲେ କେତେ କଷ୍ଟ ହୁଏ ଏବେ ପୋଲିସ ବାଲା ବୋଧ୍ ହୁଏ ଜାଣି ପାରିଲେ କାରଣ ସେମାନେ ସବୁବେଳେ ପର ଘର ପୋଡ଼ିଵାର ଦେଖୁଥିଲେ। ହାରାମି ଲଜ୍ଜ୍ୟା ନାହିଁ ତମମାନଙ୍କୁ।

    • @saifalivv2564
      @saifalivv2564 5 часов назад +2

      Police wala ku Odisha govt ru tike bhi doro nh..😂😂😂

    • @ssoutheee5784
      @ssoutheee5784 5 часов назад +1

      Tate lajya naiii mobile re basiki aku taku soduchu chiiii chiii

    • @SubratPadhi-q5i
      @SubratPadhi-q5i 4 часа назад +2

      Ground ku asiki kaha mard pila jadi mobile re chodihele kn heba

  • @chittaranjanchakra35
    @chittaranjanchakra35 6 часов назад +82

    ମୋହନ ଭାଇ ପୋଲିସ ଙ୍କୁ ଡ୍ୟୁଟି ରେ join କରିବାକୁ କହିଦିଅନ୍ତୁ ଯେଉଁ ପୋଲିସ ଡ୍ୟୁଟି ରେ ଯୋଗ ନଦିଅନ୍ତି ସେମାନଙ୍କୁ suspention order ବାହାର କରି ଦିଅନ୍ତୁ new recrutment କରି ପୋଷ୍ଟ ଗୁଡାକ fillup କରନ୍ତୁ ସବୁ ଠିକ୍ ଚାଲିବ

  • @pallimadhuriodiafolksong2771
    @pallimadhuriodiafolksong2771 6 часов назад +33

    ୨୪ ବର୍ଷ କାଳ ପୋଲିସ କଣ କରୁଥିଲା ଓଡିଶା ବାସୀ ଦେଖିଛନ୍ତି ଓ ଅନୁଭବ କରିଛନ୍ତି ମଧ୍ୟ । ପୋଲିସଙ୍କ ଅନ୍ଦୋଳନ କରିବା ଅର୍ଥ ସରକାରଙ୍କୁ ଡରାଉଛନ୍ତି । କେତକ ପୋଲିସ ଦୁର୍ନୀତି କରି ପ୍ରମୋସନ ପାଇଛନ୍ତି ।

    • @rahashyakatha9028
      @rahashyakatha9028 4 часа назад

      24 ବର୍ଷ ହେଲା ମା ଭଉଣୀ ଙ୍କୁ ବଳାତ୍କାର ହେଉଥିଲା ମାନେ ଏବେ ହେବ କି ନ୍ୟାୟ ତୋର

    • @JanaSwara07
      @JanaSwara07 2 часа назад

      ବିରୋଧୀ ଦଳ ମାନେ କହୁଛନ୍ତି ଜନତା ସେଥିପାଇଁ ତ change କଲେ କେତେଦିନ ଲୋକଙ୍କ ମତକୁ ବାହାନା କରି ଲୁଚେଇବେ

  • @sidheswarmahapatra2493
    @sidheswarmahapatra2493 6 часов назад +14

    ଆଜ୍ଞା ପୋଲିସ୍ ଉପରେ ଭରସା ନାହିଁ ଆଉ ଛି ଥୁ। ଯୋ ପୋଲିସ ବିଦ୍ରୋହ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଚାକିରି ରୁ ବହିସ୍କାର କରାଯିବା ଉଚିତ୍। ଓଡ଼ିଶା ର ଜନସାଧାରଣ ଙ୍କ ସୁରକ୍ଷା ଠୁ ପୋଲିସ ବଡ଼ ନୁହଁ। ଦେଶର ସୁରକ୍ଷା ଅର୍ମୀ ଯବାନ କରୁଛନ୍ତି ଦେଶ ଭିତରେ ପୋଲିସ୍ ଜନତା କୁ ଲୁଟୁଚି। ପୋଲିସ୍ ଭୋଟ ଦେବେନି ଜନତା ଭୋଟ ଦେବେ। ସେଥିପାଇଁ BJP ସରକାର ଶୀଘ୍ର ପୋଲିସ୍ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ

  • @sadhudas2758
    @sadhudas2758 6 часов назад +39

    ପୋଲିସ କୁ ପ୍ରତିବାଦ ର ଅଧିକାର କିଏ ଦେଲା

  • @dhyanachandramahanta3671
    @dhyanachandramahanta3671 6 часов назад +25

    ସରକାରୀ ଦରମା ନେଇ ସରକାର ବିରୋଧ ରେ ପ୍ରତିବାଦ ଆଉ ସରକାର ନିରବ...

    • @prafullamohanty5557
      @prafullamohanty5557 5 часов назад +2

      ଅପାରଗତା ସରକାରଙ୍କ ଅପାରଗତା

  • @arundhati97
    @arundhati97 6 часов назад +16

    Police ବାଲା ଆଉ ହଲି ପାରୁନାହାନ୍ତି ବସି ବସି ଏଡେ ଏଡେ ପେଟ ହେଲାଣି

  • @swadhikarbetaj3768
    @swadhikarbetaj3768 6 часов назад +22

    ମୋହନ ବାବୁ ଏଥର ପାଣ୍ଡିଆନ ଇକୋ ସିଷ୍ଟମ କୁ ଚାଟୁଥା'ନ୍ତୁ।ଅତି ସିଆଣିଆ କାଉ ର ଶେଷ ପରିଣତି ଏହାହିଁ ହୁଏ।

    • @prafullamohanty5557
      @prafullamohanty5557 5 часов назад +1

      ଠିକ୍ କଥା କହୁଛ ଭାଇ

    • @JanaSwara07
      @JanaSwara07 2 часа назад

      ଇ ଏ ଖାଲି କହିବା କଥା
      Dg change , Chief secretary change CM change
      They are unable to show their power

  • @damodardash1273
    @damodardash1273 6 часов назад +18

    ସିପାହୀ ମାନଙ୍କୁ ବହିଷ୍କାର କରାଯାଉ.

  • @NityanandaSahoo-ny1ko
    @NityanandaSahoo-ny1ko 5 часов назад +12

    ମୋହନ ସରକାର କଠୋର ହୁଅ. ଆପଣଙ୍କସାଥିରେ ଜନସାଧାରଣ ଅଛନ୍ତି. ଆଦୌ ଦୁର୍ବଳ ହୁଅନ୍ତୁ ନାହିଁ. ପୋଲିସ କେତେ ବଦମାସ ଏଥିରୁ ଅନୁମାନ କରନ୍ତୁ.

  • @manasdas5715
    @manasdas5715 6 часов назад +14

    ବେଳହୁଁ ସାବଧାନ ସରକାର, ଦୃଢ ହସ୍ତରେ କାର୍ଯ୍ୟନୁଷ୍ଠାନ ଦରକାର

  • @JayantkumarSethi
    @JayantkumarSethi 6 часов назад +12

    ସଂଘ ନାମରେ ପ୍ରହସନ କରୁଛି ପୋଲିସ ସଂଘ ।ଯେଉଁଠି ପୋଲିସ ଅନ୍ୟାୟ କରୁଛି ସେ ଜାଗାରେ କାହିଁକି ସଂଘ ଏକାଠି ହୋଇ ଆନ୍ଦୋଳନ କରୁନି ..? କେବଳ ନିଜ ସ୍ବାର୍ଥ ପାଇଁ ସବୁ ଖେଳ 😂😂 । ଯେଉଁମାନେ କାର୍ଯ୍ୟ ରେ ଯୋଗ ଦେଉନାହାନ୍ତି ସେମାନଙ୍କୁ ତୁରନ୍ତ ସାସ୍ପେଣ୍ଡ କର ।ଏବଂ ଭୁବନେଶ୍ୱର ଆଉ କଟକ ରୁ ସବୁ ପୋଲିସ ଅଫିସର ମାନଙ୍କୁ ବଦଳାଇ ଦିଅନ୍ତୁ । ତାହେଲେ ବୋଧେ କିଛି ପରିବର୍ତ୍ତନ ହବ ।

  • @manaromaswain9328
    @manaromaswain9328 6 часов назад +12

    ସତ୍ୟ ବବୁଙ୍କ କଥା ଅତି ସୁନ୍ଦର , ସଦାବେଳେ ସତ୍ୟ କୁହନ୍ତି

  • @bijoyasamal5008
    @bijoyasamal5008 6 часов назад +14

    Odisha is not dependent on OP!! Army, CRPF, BSF, are there.

    • @RupNarayanMajhi
      @RupNarayanMajhi 6 часов назад

      ଓଡିଶାରେ ଯେତିକି ଅପରାଧ ଘଟୁଛି, ତାର ସବୁ ଅପରାଧର ପଞ୍ଜିକରଣ ହୁଏ, ତେବେ ସେନା କୁ border ଛାଡ଼ି ଦେଶ ଭିତରେ petrolling କରିବାକୁ ପଡ଼ିବ ।

    • @abhimanyuswain1525
      @abhimanyuswain1525 4 часа назад

      This is not acceptable from a responsible and reputable force. In fact, such an incident had happened in the state of Gujrat in the year 1987 .The police union had disobeyed the President's order to go for duty at Golden Temple after OP Blue Star and stopped performing their duties duties. Then the total Ahmedabad city was looked after by Army personnel till matter was settled between Govt and Police union.

    • @sukantapradhan4727
      @sukantapradhan4727 3 часа назад

      Compulsory retirement please . All D G for last one decade are working as ruber stamp . 😅😅😅

  • @sadanandasahoo3707
    @sadanandasahoo3707 6 часов назад +6

    ସତ୍ୟ ବାବୁ, ନିଶ୍ଚୟ କିଛି ପୋଲିସ ଅଫିସର ବହୁତ ଦକ୍ଷ, କିନ୍ତୁ ସେମାନଙ୍କର ସଂଖ୍ୟା କମ୍। ପୋଲିସର କାମ ଆଜି ନୁହେଁ , ଆବାହମାନ କାଳରୁ ଏମିତି ଅବସ୍ଥା।‌ ତେଣୁ ଏଇଟା ପୋଲିସର ଦାୟିତ୍ବ ନିଜକୁ ପ୍ରମାଣ କରିବାକୁ ସେମାନେ ଲୋକଙ୍କ ର ସେବକ, ଅପରାଧିଙ୍କ ଶତୃ। ଯଦି ସେହି ୭ ଜଣଙ୍କ ଭିତରେ ମୋହନ ମାଝିଙ୍କ ଭଣଜା ଅଛି, ତାହାଲେ ଏଇଟା‌ ସଫା , କାହିଁକି ମେଜର କୁ ଲକ୍ ଅପ ରେ ଭର୍ତି କରାଗଲା ଓ କଥା ଏତେ ବାଟଗଲା।
    ଏବେ କିନ୍ତୁ ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣି ,ଯିଏ ଦୋଷୀ, ଅଙ୍କିତା ହୁଅନ୍ତୁ କି ଥାନାଧିକାରୀ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର।‌

  • @RabindraSethy-w2f
    @RabindraSethy-w2f 6 часов назад +22

    Why suspense they may dismissed from service immedialy action against them as per law

  • @imshree99
    @imshree99 4 часа назад +8

    ଯେଉଁ ପୋଲିସ୍ ସବୁ ସଂଘ ବନେଇ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଆସିଛନ୍ତି ସେମାନଙ୍କୁ ଲଙ୍ଗଳା କରି ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିବା ଦରକାର୍। ତା ନହେଲେ ଆଗାମୀ ଦିନରେ ପୋଲିସ୍ ମାନେ ରାଜ୍ୟରେ ଭୟଙ୍କର ଅପରାଧିକ କାର୍ଯ୍ୟକଳାପ କରିବେ।

    • @sukantapradhan-v3x
      @sukantapradhan-v3x 4 часа назад +2

      Mohan Sarkar soiruha nahi police Bala netagiri karuchanti tenu Mohanbabu turanta action mudaku asantu nahele policebala gundasaji BJP Sarkar ku dhamkaibe.

  • @manojmohanty9477
    @manojmohanty9477 5 часов назад +5

    ମୋହନ ମାଝୀ ଓ ନରେନ୍ଦ୍ର ମୋଦିଙ୍କୁ ପୋଲିସ ତାର କ୍ଷମତା ଓ ଏକତା, ଶକ୍ତି ପ୍ରଦର୍ଶନ କରି ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି।୧୦୦ଦିନରେ ପୋଲିସ ପ୍ରଥମେ ଧମକେଇଲେ,ଏହାପରେ ଆଉ କିଏ ଧମକେଇବେ ,ତାହା ଦେଖିବାକୁ ବାକି ରହିଲା।

  • @Jagannath-oc9ht
    @Jagannath-oc9ht 4 часа назад +6

    ନବିନ୍ ସରକାର ସମୟରେ, ପୋଲିସ ବିରୋଧ ର କି ସରକାର ବିରୁଦ୍ଧରେ କେହି ଏମିତି କି ସମ୍ବାଦପତ୍ର କି ନିଉଜ ଚାନେଲ କିଛି କହିପାରୁନଥୀଲେ

  • @drpanda9462
    @drpanda9462 4 часа назад +6

    Immediately DCP pratik sing Must be suspended for his careless statement.

  • @sadhudas2758
    @sadhudas2758 6 часов назад +17

    ମହିଳାଙ୍କୁ ଅସଦାଚରଣ ର କେତେଦିନ ପରେ ପୋଲିସ ଗିରଫ ହେବେ ?

    • @Makehappy5
      @Makehappy5 6 часов назад

      ମିଥ୍ୟା ଅଭିଯୋଗ ରେ କିଛି ହବନି ଯେତେ ରଡି ଛାଡ଼ୁଛ ଛାଡ 😮😮😮 ଓଡିଶା ନା ବଦନାମ କରୁଛ ଭଲ ହବନି

    • @DM-vs4ye
      @DM-vs4ye 6 часов назад

      Se mahila maha bedha

    • @PrabhuBhakt-y9r
      @PrabhuBhakt-y9r 5 часов назад +1

      କିଛି ପ୍ରମାଣ ଅଛି କି ସେ ଝିଅ ଠିକ୍ ଆଉ ପୋଲିସ ଭୁଲ । ଏମିତି ଯଦି ହବ , କାଲି ଗୋଟେ ପ୍ରଭାବ ଶାଳୀ ଝିଅ ତମ ନାଁରେ ଯେତେବେଳେ କହିବ କି ସେ ମୋତେ ଦୁଷ୍କର୍ମ ପାଇଁ ଚେଷ୍ଟା କରିଛି କିନ୍ତୁ ତୁମେ ତାକୁ ଜାଣିନଥିବ । ତ ତୁମେ ତୁମର ଇମେଜ କୁ ଠିକ୍ କରିବ ପାଇଁ ପ୍ରମାଣ ଖୋଜିବ ନା ନିଜକୁ ଦୋଷୀ ଦେଇକି ଦଣ୍ଡ ପାଇଁ ପ୍ରସ୍ତୁତ ରହିବ । ଉଚିତ୍ ପ୍ରମାଣ ବିନା କାହା ବିରୁଦ୍ଧରେ କିଛିବି କହିବା କି ପ୍ରକାରର ବାହାଦୂରୀ ।

    • @Makehappy5
      @Makehappy5 5 часов назад

      ଭାଇ ରେ ସତ ରେ କେଡେ ବଡ ଭୁଲ ହେଇଆଗଲା ହେ but ଭୁଲ କୁ କିଏ ସାଥ ଦଉଛି ଆଉ ଓଡିଶା କୁ ବଦନାମ କରୁଛି କିଏ..... ଭାଇ ତୁମ ଘର କଉଠି ଆଉ ସେହି ଏରିଆ ରେ ମୋ ବାନ୍ଧବୀ ନେଇ ରାତିରେ ମଦ ପିଇ ଟାରେ ନାଁରେ ହେବି ଦେଖିବା କାହାର ପାଟି ଖୋଲିବା ବାଳ ମୁଣ୍ଡରେ ତ ଗୋବର

    • @PrabhuBhakt-y9r
      @PrabhuBhakt-y9r 5 часов назад

      @@Makehappy5 ଆପଣ ଭି ସେଇଭଳି ଭୁଲ କହୁଛନ୍ତି । I love Indian Army 🪖 I love Indian police 🚨 🚓 I love all defence system ଯେଉଁମାନେ ନିଜର duty କୁ truly କରୁଛନ୍ତି । ପାତର ଅନ୍ତର କାହାକୁ କରନ୍ତୁ ନାହିଁ । Defence system କେବେବି wrong nuhan ।
      😔😔😔😔
      Army 🪖 ଦେଶର ବାହ୍ୟ ଆକ୍ରମଣରୁ ଆମକୁ ସୁରକ୍ଷା ଦେଇଥାନ୍ତି ଓ ପୋଲିସ ଦେଶର inside r all ସମସ୍ୟା କୁ ସମାଧାନ କରିଥାନ୍ତି ଓ ସୁରକ୍ଷା ଦେଇଥାନ୍ତି । ସେ ବହୁତ୍ କଥା ଅଛି । ଗୋଟେ ଦୋଷୀ ପଛେ ଦଣ୍ଡ ନ ପାଉ କିନ୍ତୁ ଗୋଟେ ନିର୍ଦ୍ଦୋଷ ଥିବା ବ୍ୟକ୍ତିକୁ ଦଣ୍ଡ ନ ମିଳିବା ଦରକାର । ଆମ ଦେଶର ଆଇନ ଅନୁସାରେ ଉଚିତ୍ ପ୍ରମାଣ ହିଁ ସବୁ କିଛି । ସମସ୍ତଙ୍କୁ ଭଲ ପାଇବା ଦରକାର ।

  • @KalingaAsmita
    @KalingaAsmita 6 часов назад +10

    Congratulations satyapatha.💯💯

  • @purnapradhan1549
    @purnapradhan1549 6 часов назад +5

    Mohan Majhi is not able to read rules and regulations written in English,please spare him,that's why he is introducing odia in official work.

  • @NilamaniSahu-de9rl
    @NilamaniSahu-de9rl 6 часов назад +9

    ସତ୍ୟପାଠ କୁ ଧନ୍ୟବାଦ୍।

  • @biswabandhumohanty761
    @biswabandhumohanty761 7 часов назад +13

    Mohan maji nka handia nisa uturini😂😂

  • @budhanathmohapatra150
    @budhanathmohapatra150 2 часа назад +3

    ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ମୁଖ୍ୟମନ୍ତ୍ରୀ ଙ୍କୁ ହେଉ ବା ଅନ୍ୟ କାହାକୁ ହେଉ ଭୟ କରି ପୋଲିସମାନେ ସରକାରଙ୍କ ପ୍ରତି ଆନୁଗତ୍ୟ ସ୍ୱୀକାର କରୁଥିଲେ। କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ବା ସରକାର ଙ୍କୁ ଡ୍ୟାସ ରେ ବି ଖାତିର କରୁ ନାହାନ୍ତି। ଯାହା ଲାଗୁଛି ମୁଖ୍ୟମନ୍ତ୍ରୀ ଙ୍କୁ କାମ କରିବାରେ ନିଜ ଦଳର କେହି ହସ୍ତକ୍ଷେପ କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ପୋଲିସ ମାନଙ୍କ ମଧ୍ୟରେ ଏପରି କକୁଆ ଭୟ ସୃଷ୍ଟି କରନ୍ତୁ ଯେପରି ସରକାରଙ୍କ କାର୍ଯ୍ୟ କୁ ଦେଖିଲେ ପୋଲିସ ଚାକିରି କରିବାକୁ ଡ଼ରିବେ ।

  • @riyabarsa6676
    @riyabarsa6676 6 часов назад +7

    Must be dismissed all stric police constable and officers who is involved stric. Why Mohan Charan majhi could not take any action against DGP with DCP sri pratik Singh. CM Mohan Charan majhi please give resignation from CM post of Odisha

  • @gadadharbehera4712
    @gadadharbehera4712 7 часов назад +9

    Right journalist.

  • @gadadhardash6459
    @gadadhardash6459 5 часов назад +3

    ଏହା ଏକ ଅନୁଶାସନ ନମୁନା ଦେଖିବାକୁ ମିଳିଲା।
    ବର୍ଦ୍ଧି ପିନ୍ଧି ଅସହଯୋଗ ଆନ୍ଦୋଳନ କୁ ଓହ୍ଲାଇ ବା
    ଏହା ବହୁତ ବଡ ଆଘାତ ରାଜ୍ୟ ଦେଶର ନାମ
    ଉଚ୍ଚାକରିବ। ଏପରି ଘଟଣାକୁ ଗୃହମନ୍ତ୍ରୀଙ୍କ ଓ
    ପ୍ରଧାନମନ୍ତ୍ରୀଙ୍କ ହସ୍ତଖେପ କରିବା ଆବଶ୍ୟକ। ଜୟ ହିନ୍ଦ

  • @ArunDas-hc5zz
    @ArunDas-hc5zz 5 часов назад +3

    ଏ ବେ ବି ସମୟ ଅଛି, ଭରତପୁର ଥାନା ଘଟଣା ର ତଦନ୍ତ ଭାର CBI କୁ ହସ୍ତାନ୍ତର କରାନ୍ତୁ ।ନଚେତ୍ ଆଗକୁ ସମ୍ଭାଳି ପରିବେନାହି ।ପୋଲିସ ପଲ୍ଟକ୍ସ ସରକାର ପତନ ର କାରଣ ହେବ ,ଅନ୍ୟ ପଟେ ଆଇନ ଶୃଙ୍ଖଳା ଓ ପୋଲିସ ଆଚରଣ କୁ ନେଇ ଜନତା ସନ୍ତୁଷ୍ଟନୁହନ୍ତି ।

  • @PrasantaMohapatra-yg8fo
    @PrasantaMohapatra-yg8fo 4 часа назад +8

    ମୋହନ ସରକାର ପୋଲିସ ର ସ୍ୱଏଛାଚାରିତା ଵିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବା ଓଡ଼ିଶା ରେ ରାଷ୍ଟ୍ରପତି ଶାସନ ଜାରି କରି ଦୁର୍ନୀତି ଗ୍ରସ୍ତ ପୋଲିସ, ଓସ୍ୱଏଛାଚରିତା ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ।
    ଭୁଲ କରି ଆଜି ପୋଲିସ ସାମ୍ବିଧାନିକ ସଙ୍କଟ ତିଆରି କରିଛି। ଏହା ପଛରେ ପାଣ୍ଡିଆ ନ,କୁଟ୍ଟେ , ଇତ୍ୟାଦି ଦୁର୍ନୀତି ଗ୍ରସ୍ତ ପୋଲିସ ଅଫିସର ମାନଙ୍କର ହାତ ହିଁ ଅଛି।

  • @santoshkumar-pw5fe
    @santoshkumar-pw5fe 6 часов назад +8

    Mohan sir follow up jogi sirs guide line.

  • @damodardash1273
    @damodardash1273 6 часов назад +5

    ଅରୁଣ ଷଡ଼ଙ୍ଗୀ was better than ଖୁରାନିଆ as DGP

  • @HareKrushna-f3d
    @HareKrushna-f3d 5 часов назад +3

    ଦେଶର ସୌନିକ ମାନଙ୍କ ବଳ ସାଥିରେ ଲଢି ପାରିବେ ,ଜେତକ ପୋଲିସ ସେ ଘଟଣାରେ ଲିପ୍ତ ସେମାନଙ୍କ ଉପରେ ଆକ୍ସନ ହୋଇଛି ରାଜ୍ୟର ପୋଲିସ୍ ସଂଘ ଏଥି ପ୍ରତି ମୁଣ୍ଡ ଖେଲାଇବା ବେଇମାନ୍ ର ପରିଚୟ । ସୌନିକ ଏକାଠି ହେଲେ ସମ୍ଭାଳିବତ ?

  • @JagabandhuMalik-ck5fj
    @JagabandhuMalik-ck5fj 5 часов назад +3

    ମୋହନ ମାଝି ବିଧାୟକ ଥିଲାବେଳେ କି ପ୍ରକାର ବ୍ୟବହାର ଜଣେ ଆଇ ଆଇ ସି କରିଥିଲା ଆମେ ଜାଣିଛୁ। ‌ଇଏ ମାଇଚିଆ ସରକାର, ମୁହଁ ଫୁଟାଣି,ଖାଲି ଵଡ ଵଡ ଭାଷଣ।ପୋଲିସକୁ କେଇଟା ଲୋକ ଭଲ ପାଆନ୍ତି। ଇଏ ଶଳେଙ୍କ ପାଇଁଁ ଆଇନ ଶୃଙ୍ଖଳା ନଷ୍ଟ ହେଇଯାଉଛି।

  • @pritisworld2774
    @pritisworld2774 6 часов назад +7

    ଅତି ସୁନ୍ଦର ଉପ୍ଥାପନା

    • @AshokKumarBhoi-g3t
      @AshokKumarBhoi-g3t 6 часов назад +1

      Uniforms re odisha sipahi bidraha.Dhanya sarakar.
      Sipahiku chakiriru baharkarajau.
      Duty re uniform nahi but
      Pratibad re uniform.
      Dhanya odisha asmita.
      Nua police nijuktikara.

  • @damodardash1273
    @damodardash1273 6 часов назад +6

    ସଙ୍ଘ ନିରପେକ୍ଷ ରହୂ

  • @saratmishra7100
    @saratmishra7100 5 часов назад +2

    Mohan ସରକାର୍ ପ୍ରଥମ ବଡ ଭୁଲ ଥିଲା, ଗୃମନ୍ତ୍ରାଳୟ କୁ modification ସରକାର୍ ଗଢିବାର ପ୍ରଥମ ସପ୍ତାହରେ କରିବାର ଆବଶ୍ୟକତା ଥିଲା। କାରଣ ପୋଲିସ ବିଭାଗରେ ବହୁତ୍ ବରିଷ୍ଟ ପୋଲିସ ମାନେ Pandian ଙ୍କ ଚେଲା ଅଛନ୍ତି।
    Odisha police ର ସଙ୍ଘ ଏହା ପାଇଁ ସରକାର ଙ୍କ ବିରୋଧ ରେ ବାହାରିଛନ୍ତି, ଲଜ୍ଜ୍ୟା ଲଜ୍ଜ୍ୟା।।।।
    ଓଡିଶାରେ ରେ ସବୁଠାରୁ ବଡ଼ ଗୁଣ୍ଡା, ଏହା ଆମେ last 25 ବର୍ଷ ହେଲା ଦେଖି ଆସୁଛୁ।
    ଛି ଛି କୁଳାଙ୍ଗାର ପୋଲିସ department of Odisha.

  • @PradeepKuDas-ls5xf
    @PradeepKuDas-ls5xf 5 часов назад +3

    ଉଚିତ୍ ପଦକ୍ଷେପ ନିଆଯିବା ଅତ୍ୟନ୍ତ ଜରୁରୀ ଅଟେ ଅନ୍ୟଥା ଆଗକୁ ବିପଦ ଅଛି

  • @aurobindaupadhyaya86
    @aurobindaupadhyaya86 6 часов назад +4

    Absolutely right prediction...✍️👌🙏

  • @theperfectlaw922
    @theperfectlaw922 3 часа назад +3

    If Any mistake done by police staff ,then why not action initiated against police staff?

  • @ramachandrabehera9116
    @ramachandrabehera9116 5 часов назад +2

    ସରକାର୍ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଶହ ଡ୍ରେସ ରେ ଯେଉଁ ପୋଲିସ ଏ ସଂଗଠନ ରେ ଯୋଗ ଦେଇଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍

  • @swarupsahoo5046
    @swarupsahoo5046 6 часов назад +9

    I congratulate Satyapath.Maintain it.

  • @LambodarPradhan-sj6uy
    @LambodarPradhan-sj6uy 5 часов назад +4

    ମେଳି କରି ଥିବା ସମସ୍ତ ପୋଲିସ ମାନଙ୍କୁ କୋଠର ଦଣ୍ଡ ବିଧାନ କରାଯାଉ।

  • @santoshjena5791
    @santoshjena5791 6 часов назад +3

    ପୋଲିସ ଜାଣି ନି ଦେଫେନ୍ସ ମାର୍ଚ୍ଚ କଲେ କନ ହେବ

  • @bishnumishra8668
    @bishnumishra8668 6 часов назад +3

    The protesting staffs must be dealt with The Police Forces (Restriction Of Rights) Act, 1966

  • @bibhuprasadcreation2512
    @bibhuprasadcreation2512 6 часов назад +4

    Pakistan heigala odisha,,,

  • @biswajit9165
    @biswajit9165 7 часов назад +4

    Right journalists

  • @ArvindMishra-u3u
    @ArvindMishra-u3u 6 часов назад +3

    No Issues many unemployed scholars are waiting for job and Also CRPF is there to control intermittently law and order.Bhubaneswar police must see the police rule 1966 3

  • @nrusinghaprasaddas4783
    @nrusinghaprasaddas4783 2 часа назад +1

    ଭରତପୁର ଥାନା ଘଟଣା ଭାରତର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ମୋହନ ମାଝି ସରକାରଙ୍କୁ ଅପଦସ୍ତ କରୁଛି ଓ ଓଡିଶାର ଭାବମୂର୍ତ୍ତି ଗଭୀର ଆଘାତ ପାଉଛି।
    ପ୍ରଧାନମନ୍ତ୍ରୀଙ୍କ ୧୭ ତାରିଖରେ ଓଡିଶା ଗସ୍ତ ପୂର୍ବର ଏହି ଘଟଣାକୁ ଚପାଇଦେବାରେ ଡିସିପି ଓ ସିପିଙ୍କ ଭୂମିକା ସନ୍ଦେହ ଜନକ।

  • @GaneshJena-mr1hf
    @GaneshJena-mr1hf 6 часов назад +3

    Thanks to you. Cc camera ଗଲା କୁଆଡେ , ଉତ୍ତର ମିଳିବା ଉଚିତ ।

  • @subaljena2069
    @subaljena2069 6 часов назад +17

    ସରକାର ଚଲେଇବା ପାଇଁ ଯୋଗ୍ୟତା ଦରକାର ପଡେ। ଯାହା ବିଜେପି ବାଲାଙ୍କ ପାଖରେ ନାହିଁ।

  • @swagatmishra7776
    @swagatmishra7776 5 часов назад +2

    Closed the Police Department and new Department with new Rules should come.

  • @sanjuktamohanty9668
    @sanjuktamohanty9668 5 часов назад +2

    Satya babu. you are bold and impartial journalist

  • @pratapmohanty6481
    @pratapmohanty6481 5 часов назад +1

    I completely agree with you. Excellent show. Keep it up.

  • @mahendrasahoo1677
    @mahendrasahoo1677 4 часа назад +1

    Satyababu you are excellent. Your presentation very TRUE. The statements dcp is unfortunate. The police union has no moral right to show strength in support of brutal action of their members thank you sir .keep it up.

  • @karunakarkisan1143
    @karunakarkisan1143 2 минуты назад +1

    Police chaile court forward କରିଦେଉଛି l ସେଥିପାଇଁ ଲୋକଲଜ୍ୟl କୁ ଡରି publice ପୋଲିସକୁ ଡରୁଛନ୍ତି l

  • @karunakarkisan1143
    @karunakarkisan1143 7 минут назад +1

    ପୋଲିସ ସଂଘ ବଡ ଭୁଲ୍ କରୁଛି l ଜଣେ ବନ୍ଧୁ କହିଲେ disciplinary action nei suspend କରନ୍ତୁ l ନୂଆଁ recruitment Kari post fill up କରନ୍ତୁ l

  • @bhagavansriatmananda9596
    @bhagavansriatmananda9596 6 часов назад +1

    Thank you for such frankness, and adherence to Truthful analysis.
    You are a precious gift for all Odias!
    Blessings and Love.

  • @RabindraSethy-w2f
    @RabindraSethy-w2f 6 часов назад +3

    If CM ie gintelman must reviewed first please appointed others as good police immediately ?

  • @BiswaPradhan-qy5vc
    @BiswaPradhan-qy5vc 4 часа назад +1

    ସାମର୍ଥ୍ୟ ନ ଥାଇ କାହା ଦୟାରେ ମୁଖ୍ୟମନ୍ତ୍ରୀ ହେଲେ ଏହିପରୀ ହୁଏ

  • @surathaswain9356
    @surathaswain9356 5 часов назад +1

    Governor ପୁଅ ମାମଲା ରେ ପୋଲିସ ସରକାରଙ୍କୁ ଅନୈତିକ ସାହାଯ୍ୟ କରିଥିଲା।ତେଣୁ ବର୍ତ୍ତମାନ ପୋଲିସକୁ ଅନୈତିକ ସାହାଯ୍ୟ କରିବା ବୋଧ ହୁଏ ସରକାରଙ୍କ ନୈତିକ ଦାୟୀତ୍ଵ ।

  • @debidasimohanty4356
    @debidasimohanty4356 3 часа назад +1

    Excellent opinion from daring journalist .iam proud.

  • @TARINIPATTANAIK
    @TARINIPATTANAIK 5 часов назад +1

    Satyapatha ku Dhanyabad

  • @JagabandhuMishra-g7j
    @JagabandhuMishra-g7j 6 часов назад +1

    Many thanks satya babu for your news for the public

  • @sujitsahu828
    @sujitsahu828 6 часов назад +1

    Honesty towards Nation. Nice presentation.

  • @khemrajnayak1538
    @khemrajnayak1538 6 часов назад +1

    ବେଶୀ ହାର୍ଡ ହେଉ ଚି
    ଟିକେ ପାଣି ମିସାଅ ସତ୍ୟ ପାଠ news channel anchor 😂

  • @batakrishnapanda3410
    @batakrishnapanda3410 5 часов назад +1

    Today I appreciate your professional ability

  • @pramodpanda8976
    @pramodpanda8976 7 часов назад +2

    Right

  • @manjupravamishra8000
    @manjupravamishra8000 3 часа назад

    Thanks a lot for your nice analysis 👍.JAY SHREE JAGANNATH 🙏🌹.

  • @HemantKumar-jk2hs
    @HemantKumar-jk2hs 6 часов назад +2

    Yes..! ବିରୋଧି ବସିଛନ୍ତି ରାଜନୀତି କରିବା ପାଇଁ , ମୋହନ ମାଝି ଙ୍କ ପରୀକ୍ଷା ର ବେଳ...

    • @omsahoo4370
      @omsahoo4370 6 часов назад

      50 year au 25 year sarkar thiba old party circus re acting Kariba bhali acting karibe ,ethire state ra name kharab haba

    • @omsahoo4370
      @omsahoo4370 6 часов назад

      Mohan Majhi ka exam seita ama pai important nuhe , made in Odisha conclave kete investment ani paribe , infrastructure develop karibe seita important

  • @sipunrout8631
    @sipunrout8631 3 часа назад +1

    ପୋଲିସ ବାଲା ❌
    ୨୦୦ ଟଙ୍କାରେ ମୁଣ୍ଡ ବିକିବା ବାଲା ✔️

  • @TARINIPATTANAIK
    @TARINIPATTANAIK 5 часов назад +1

    U r right sir

  • @kashinathdash4772
    @kashinathdash4772 4 часа назад

    ସରକାର୍ ଠୁ ବେତନ ନେ଼ଇ ସରକାର୍ ବିରୋଧି ଆନ୍ଦୋଳନ କରିବା ଗ୍ରହଣୀୟ ନୁହେଁ।। ଏହା ଚେତେଇ ଦେଉଛି ପୋଲିସ୍ ବ୍ୟବସ୍ଥା ବିଶୃଙ୍ଖଳିତ ହୋଇ ପଡ଼ିଛି।। ତୁରନ୍ତ ପୋଲିସ ବ୍ୟବସ୍ଥାରେ ପରିବର୍ତ୍ତନ ନ ଆଣିଲେ ଆଗାମୀ ଦିନରେ ସରକାର୍ ଓ ଜନ ସାଧାରଣ ଅସୁବିଧା ର ସମୁଖୀନ ହେବେ।। ଟାଳ ଟୁଲ ନୀତି ଛାଡି ବର୍ତମାନ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଦ୍ୱାରା ହିଁ ଆଗାମୀ ଦିନ କୁ ସୁରକ୍ଷିତ ରହିବ।।

  • @mohitsharma00000-q
    @mohitsharma00000-q 7 часов назад +1

    Nothing will happened But nice topic.well done.

  • @sriseshkumarkar3499
    @sriseshkumarkar3499 2 часа назад

    ଆଇନ ଶୃଙ୍ଖଳା ରକ୍ଷାକାରି ସହଯୋଗ କରନ୍ତୁ। ସତ୍ୟତା ବାହାର କରି ପ୍ରମାଣିତ କରିବା ଆମ ସମସ୍ତଙ୍କର କାମ । ବିଦ୍ରୋହ ସମସ୍ୟାର ସମାଧାନ ନୁହଁ । ନିଜେ ମୋହନ ମାଝୀ ଆଗରୁ ପୋଲିସ ର ଦୁର୍ବ୍ୟବହାର ର ସମ୍ମୁଖୀନ ହେଉଛନ୍ତି।

  • @ramachandrapanda7858
    @ramachandrapanda7858 3 часа назад

    Many thanks for your this constructive EPISODE.

  • @laxmidharnayak4191
    @laxmidharnayak4191 2 часа назад

    Many many thanks for your analytical presentation regarding the police administration and law and order situation of the state. It's regretful for the people of odisha. What is happening?

  • @SoumyaranjanPandey-do8ke
    @SoumyaranjanPandey-do8ke 2 часа назад +1

    Gujurati cantrol Government 😡😡😡😡😡😡

  • @madhusudanmahakud9141
    @madhusudanmahakud9141 4 часа назад

    Excellent Express Absolutely Right

  • @BuduGanta
    @BuduGanta 3 часа назад

    ସତ୍ୟ ପାଠ ନୀଉସକୁ ବହୁତ୍ ଧନ୍ୟବାଦ୍ ଜଣାଉଛୁ 🌹🌹🌹🙏🙏🙏🇮🇳🇮🇳🇮🇳🇮🇳✋💯 ODISHA RAYAGADA Dist Khedapada

  • @bikrammohanty3961
    @bikrammohanty3961 4 часа назад

    We the people of Odisha are astonished that if any crime or any thing grievous happens in the jurisdiction of a Govt. Servant, he is placed under suspension because to make him away from all for transparent investigation. POLICE ASSOCIATION MUST UNDRSTAND SUSPENSION IS NOT A PUNISHMENT. IF THEY ARE FOUND AFTER INVESTIGATION, THAT CLEAN THEN AGAIN THEY WILL BE REINSTIGATED. I WAS A GOVT. SERVANT, FOR SOME MISAPS DURING MY TENURE, I WAS KEPT UNDER SUSPENSION WITH HALF SALARY. IT IS THE COMMON PROCEDURE BY LAW. WHY DO POLICE OBJECT TO IT. DO THEY WANT ARMY RULE IN ODISHA, IF THEY WANT WE ALL ODISHA PEOPLE WILL ACCEPT IT WITH PLEASURE AND WE WILL HOPE FOR A BETTER ADMINISTRATION HERE. BUT GIVE A VERY BEFITTING JAWAB TO THIS POLICE ASSOCIATION AND POLICE THAT WITHOUT THEM STATE CAN RUN SMOOTHLY RATHER BETTER. BY THAT TIME THE WHOLE POLICE WOULD BE CRYING FOR THEIR JOBS. NO BODY WILL CARE THEM WILL BECOME BEGGERS ON THE ROAD. MY REQUEST TO ALL POLICE AND THEIR ASSOCIATION BE CAURTIOUS NOW, CHANGE YOUR BEHAVIOUR AND ATTITUDE AND BE NORMAL TO COMMON MAN. IT WILL GIVE MORE RESPECT TO YOU. MY ADVISE WAIT TILL THE INVESTIGATION IS COMPLETED. IF POLICE IS GUILTY SHOULD BE PUNISHED AS PER LAW. BUT THAT LADY VICTIM IS GUILTY THEN SHE SHOULD BE PUNISHED.

  • @najnar1264
    @najnar1264 4 часа назад

    ଭାଇ ଆପଣଙ୍କୁ ଧନ୍ୟବାଦ କି ଚାଲୁଣିର ସବୁ କଣାକୁ ଖୋଲିଦେବା ପାଇଁ। ଜୟ ଜଗନ୍ନାଥ

  • @bijoyketanacharya8921
    @bijoyketanacharya8921 3 часа назад

    Nice and Nirapekhya news analysis by Satya Babu 🙏🙏🙏🙏

  • @karunakarkisan1143
    @karunakarkisan1143 15 минут назад +1

    Sir Namaste 🙏🌹🙏

  • @budhanathmohapatra150
    @budhanathmohapatra150 2 часа назад

    ପୋଲିସ ସଂଘ ସରକାରଙ୍କ ବିରୁଦ୍ଧରେ ଏକଜୁଟ ହେବା, ସରକାର ଏବଂ ଜନସାଧାରଣ ଙ୍କ ପ୍ରତି ସଙ୍କଟ ସୃଷ୍ଟି କରିବା। ଏପରି ଅବସ୍ଥା କେଵଳ ପାକିସ୍ତାନ ରେ ଦେଖିବାକୁ ମିଳେ। ତେଣୁ ସରକାର ପୋଲିସ ସଂଘ ପ୍ରତି କଡା କାର୍ୟଅ।ନୁଷ୍ଠାନ ଗ୍ରହଣ କରିବା ଉଚିତ।

  • @krushnaprasadmohanty3831
    @krushnaprasadmohanty3831 51 минуту назад

    ନିର୍ଭୟା ଘଟଣାରେ - ଥିଲେ ପୁରୁଷ ବନ୍ଧୁ -
    ସମୟ ବିଳମ୍ବିତ ରାତ୍ରୀ - ଭରତପୁର ଘଟଣାରେ - ମଧ୍ୟ ପୁରୁଷ ବନ୍ଧୁ - ବିଳମ୍ୱିତ ରାତ୍ରୀ - କିନ୍ତୁ ଫରକ ଏତିକି ଅଙ୍କିତା / ଉଭୟ ପ୍ରବଳ ମଦ୍ୟପାନ କରିଥିଲେ - ଜଣେ ଉଚ୍ଚଶିକ୍ଷିତା ଯୁବତୀ ରାତି ଅଧରେ ମଦ ପିଇ ଘରକୁ ଫେରିବା କେତେଦୂର ଯୁକ୍ତିଯୁକ୍ତ ? ରାତି ଅଧରେ ମଦ ପିଇ ଫେରିଲେ କ'ଣ କ'ଣ ଯେ ଘଟିବ - ତାହା ପୋଲିସ କ'ଣ - ଭଗବାନ ବି ଗ୍ୟାରେଣ୍ଟି ଦେଇପାରିବେ ନାହିଁ !

  • @dr.ganeshchandradhal8653
    @dr.ganeshchandradhal8653 Час назад

    The attack on an army officer and her female friend by the Odisha police is a disgraceful offense that brings shame to our state. The accused police officers must be arrested, punished, and dismissed from their jobs. Only then will they understand the consequences of living without the power they have misused. Instead of taking effective action and addressing current issues, the present government seems more focused on blaming past administrations. This is not a symptom of good governance. On the other hand, we should have greater respect for our army officers, who dedicate their lives to protecting the nation.

  • @PriyabrataBehera-iz5jp
    @PriyabrataBehera-iz5jp 2 часа назад +1

    Drubala nirlaja mohan majhi sarkar. Bhangi jiba sarkar. Odisha re next harijiba bjp

  • @NarendraNarayanJena-tv2ic
    @NarendraNarayanJena-tv2ic 4 часа назад

    Police ର ଶକ୍ତି ପ୍ରଦର୍ଶନ ର ଅର୍ଥ,
    ବାଷ୍ଟର୍ଡ଼ ଙ୍କ ପରି, ପଶୁଙ୍କ ପରି, କାର୍ଯ୍ୟକରିବେ, ସେଇଟାକୁ ସରକାର ମାନିନେବେ,
    ଥାନା ରେ ନାଇଟ ପିନ୍ଧିବେ, ଖାଲି ବ୍ରା ପିନ୍ଧିବେ, ପୁରୁଷ ପୋଲିସ ଖାଲି ଚଡି
    ପିନ୍ଧିବେ, ଟିକିଏ ଅନ୍ଧାର ହେଲେ କେଳି
    କରିବେ, ସରକାର ଚୁପ ରହିବେ.

  • @bishnumishra8668
    @bishnumishra8668 5 часов назад

    Very Aptly Said 🙌

  • @peoplescouncilforsocialwel7677
    @peoplescouncilforsocialwel7677 2 часа назад

    They Should be given CUMPOLSORY RETIREMENT asap 😊

  • @AshokKumarBhoi-g3t
    @AshokKumarBhoi-g3t 6 часов назад +1

    Arun Kumar sadangi ku DG karajau.sipahi bidrohi bandha
    heba.dhanya odisha sarkar.
    Ana odia odisha ku budaebe.
    New pilanku chakiri re nijuktikara.🙏🙏🙏🙏🙏🙏

  • @manojkumarnayak5949
    @manojkumarnayak5949 3 часа назад

    ପୋଲିସ ର ଅସଲ ଚେହେରା ଶାସନ ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବିଶ୍ବାସ ବଞ୍ଚିରହିବ ନ ହେଲେ ସମସ୍ତେ ଅ ବିଶ୍ବାସୀ ଲା ଗିବେ police ra karma dekhi promashan karajau ନଚେତ୍ ବହିସ୍କାର କରାଯିବା ସମାଜ ପାଇଁ ମଙ୍ଗଳ ଜୟ ଜଗନ୍ନାଥ 🙏🙏🙏

  • @pradiptaroul5826
    @pradiptaroul5826 5 часов назад

    Your analysis is excellent sir 🙏

  • @nityaomshanti
    @nityaomshanti 7 часов назад +2

    Police ra dadagiri ae bhali jou police sangha banauchhanti aha eka police
    Bibhagara dadagiri ku prorsahana dauchhi jaha falare aji ka date re gote niriha sadharana loka nka upare police bina karanare giraf kari ainiku hataku neiki dadagiri karuchhi
    Ae katha sara odisha janichhi ta sadharana loka sachetana hua nahale pasteibe odisabasi police ra byabahar badalaiba panie chahuthile aeta best time odisha ra gariba niriha sadharana loka panie
    A ha nirata satya nije anubhav kara

  • @sorotoka9717
    @sorotoka9717 5 часов назад

    ପୋଲିସ 100 ରୁ 10 ଟା କାମ ଭଲ କରୁ ଛି ଆଉ 90 ଟା ପୁରା ଖରାପ ଆଉ ଲାଞ୍ଚ କାମ କରୁ ଛି.... 5 ଜଣ ଙ୍କୁ ସସ୍ପେଣ୍ଡ କରା ଯାଉ... ଆଉ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରା ଯାଉ ଆଉ ସମ୍ପତି ବି ଯାଞ୍ଚ କର ଜଣା ପଡି ବ କେତେ ଖାଇ ଛନ୍ତି.... ଏତିକି କରି ଦେଲେ ତାଙ୍କ ଘର ଲୋକ ଆଉ ଆସି ଧାରଣା କରି ବେ ନାହିଁ.. ଚୋର ପୋଲିସ ର ଚୋର ପରିବାର ଚୁପ ହେବେ.. ସବୁ ଜଗନ୍ନାଥ ଦେଖୁ ଛନ୍ତି..