भगवान ऊवाच मैं मूर्तियों में नहीं किताबों में हूं मैं धर्म में नहीं विश्वास में हूं मैं इबादत में नहीं कर्म में हूं मैं तुम में नहीं तुम मुझ में हो और मेरे अंदर नस्ल नहीं देश नहीं धर्म नहीं जात नहीं इंसान भी नहीं प्राणी बसते हैं
Jai shree jagannath ki Jai 🙏🕉️🙏🙏 beautiful presentation very nice best voice thanks 👍👍 from RUKMINI PRODUCTION Bijaya kumar Mishra Gitikar Puri subscribe done
ଏହି ଗୀତ ଆମ ବିଦ୍ୟାଳୟ ରେ ବୋଲା ହେଉଥିଲା, ଆହା। କି ସୁନ୍ଦର ସ୍ୱର। ଆଉ ଥରେ ଶୁଣି ଜୀବନ ଧନ୍ୟ ହେଇ ଗଲା।
ସ୍ବଭାବ କବି ଗଙ୍ଗାଧର ମେହେର 🙏
କେତେ ସୁମଧୁର କଣ୍ଠ ସ୍ୱର
Super Amazing voice. Jay Jagannath swami nayana patha gami bhaba tume
Adhunika odia sahitya ra safala srasta swabhaba kabi ku koti koti pranam nice singing my guru or Mamu naba mahatttam Mamu koti koti pranam
Ati Sundar
ଜୟ ଜଗନ୍ନାଥ।ଏତେ ଦିନ ପରେ ଏହି ସୁନ୍ଦର ଗୀତ ଶୁଣିବାକୁ ମିଳିଲା।।ଏହି ପରି ଭକ୍ତି ସଙ୍ଗୀତ ଆମେ ଶୁଣିବାକୁ ଆଶା କରୁଛୁ।ମୋର ଧନ୍ୟବାଦ୍।
ଅତି ସୁନ୍ଦର ଭାବରେ ପରିବେଷଣ କରାଯାଇଛି।
କବିଙ୍କ ପ୍ରତେକ ରଚନା ହୃଦୟସ୍ପର୍ଶୀ।
ବିଶ୍ଵଜିବନହେ ତୁମ୍ଭଙ୍କୁ କରୁଣା ସିନ୍ଧୁ ର ରଚନା କରିଥିବା ମହାନ୍ କବି ଗଙ୍ଗାଧର ମେହେରଙ୍କୁ କୋଟି କୋଟି ପ୍ରଣାମ
❤
Good signing. Heart torching
Very hearttouching gaiki very soulful blissful enrgetic performance really. Mindblowing bhai joyguru. 7:28 7:28
ସ୍ବଭାବ କବି ଗଙ୍ଗାଧର ମେହେରଙ୍କୁ କୋଟି କୋଟି ପ୍ରଣାମ ।
ବହୁତ ସୁନ୍ଦର
ଧନ୍ୟବାଦ, ଆପଣ ଖୂବ ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି, ଆଗକୁ ଭି ଏମିତି ପୋଷ୍ଟ ଆପଣଙ୍କ ଠାରୁ ଆଶା କରେ I
Fantastic and very very heart touching singing.The voice of the singer is awesome.
Jaya hind bande utakal jananee
pranam ...
..............
Superb
Nice song 👌
भगवान ऊवाच
मैं मूर्तियों में नहीं
किताबों में हूं
मैं धर्म में नहीं
विश्वास में हूं
मैं इबादत में नहीं
कर्म में हूं
मैं तुम में नहीं
तुम मुझ में हो
और मेरे अंदर
नस्ल नहीं
देश नहीं
धर्म नहीं
जात नहीं
इंसान भी नहीं
प्राणी बसते हैं
The great completion of Poet Gangadhar Meher
ବାସ୍ତବରେ ହୃଦୟସ୍ପର୍ଶୀ କଣ୍ଠସ୍ୱର
Excellent Sir
ବିଶ୍ୱଜୀବନ ହେ! ତୁମ୍ଭଙ୍କୁ କରୁଣାସିନ୍ଧୁ,
ବୋଲିବାକୁ ମନ ବଳୁ ନାହିଁ ଯେଣୁ,
ସିନ୍ଧୁ ତୁମ୍ଭ କୃପାବିନ୍ଦୁ।।(ଘୋଷା)
ତୁମ୍ଭ ଭଜନରେ ହେବି ନାହିଁ ନାଥ
ମାଳା ଜପିବାକୁ ବାଧ୍ୟ,
କୋଟି କୋଟି ଗ୍ରହ କଣ୍ଠି ସେ ମାଳାର
କେ ଜପେ କରିବ ସାଧ୍ୟ?(୧)
କି ଦେଇ ପୂଜିବି ଯାହା ମୁଁ ଦେଖୁଛି
ସବୁ ତୁମରି ପ୍ରସାଦ,
ଯାହା ପରସାଦ ତାଙ୍କୁ ଅରପିଲେ
ହେବ ସିନା ଅପରାଧ।।(୨)
ମୁଁ କାର ମାତର ମୋର ନୁହେଁ ବୋଲି
କହିବାକୁ ନାହିଁ ବାଟ,
ଦୂରୁଁ ଶ୍ରୀଚରଣେ ଅର୍ପଣ କରୁଛି
ଘେନ ତ ବିଶ୍ଵ-ସମ୍ରାଟ।।(୩)
ବିଶ୍ଵଜୀବନ ହେ........
ତୁମ୍ଭଙ୍କୁ କରୁଣାସିନ୍ଧୁ.......
ଧନ୍ୟବାଦ 🙏
Nice Writing ofGangadharMeher
ମା ସରସ୍ବତୀଙ୍କ କୃପାରୁ ତୋର ସଙ୍ଗୀତ ଉତ୍କର୍ଷର ଶୀର୍ଷରେ ପହଞ୍ଚୁ.
Very nice bhajan
👌
Jay MEHER creator
ସୁନ୍ଦର ଗାୟନ ଶୈଳୀ 🎉
Bahut sundar heichhe bhai.
❤❤❤Mahadabasahu. Sahu
Jay Gagannata
Jay Jagannath
Bahut Sundar
Very nice, Naba! You have sung this song with complete devotion and submission.
Good .........
5:57
Bahut badhia naba sir
great!!!
Superb song.
Supar
ବହୁତ୍ ବଢିଆ ହେଇଚି ନବ ଦାଦା 🙏
ଅନେକ ଦିନ ପରେ ଆପଣଙ୍କ ଗୀତ ଶୁଣିବାକୁ ପାଇଲି । ବହୁତ୍ ସୁନ୍ଦର୍ ଗାଇଛନ୍ତି । ଅଶେଷ ଧନ୍ୟବାଦ ।
❤❤❤
My farher was singing this song for me when i was a child ❤
Jai shree jagannath ki Jai 🙏🕉️🙏🙏 beautiful presentation very nice best voice thanks 👍👍 from RUKMINI PRODUCTION Bijaya kumar Mishra Gitikar Puri subscribe done
Best song
Jay jagannath swami🙏
Beautiful in all respect
Thanks
Beautiful song
ଜୟ ଜଗନ୍ନାଥ 🙏
Classic song, beautiful presentation by dada
🙏🙏🙏
Pride of odisa
Jay jaganatha 🙏🙏💐💐
Classic presentation 👍
Very nice song
ବହୁତ ସୁନ୍ଦର ହେଇଛି...ଭକ୍ତି ରେ ହୃଦୟ କୁ ଯେମିତି ପରିପୂର୍ଣ କରି ଦେଉଛି
Thanks
Excellent feeling, Nabada 👌👌
Nabada bhakti lekhichhanti ki?
Great 👏👏👏👏
Gangadhar Meher great Author, Pride of P,O-Odisha,,, very good Singing🎵
Nice
Excellent sir
Suoerb ଦାଦା.. great singing ..great tribute to our legendary poet Gangadhar Meher.🙏
ବହୁତ ସୁନ୍ଦର ହେଇଛେ , ମନ ଭରି ଯାଉଛେ , ।
Thanks
A tribute to legendary poet Gangadhar Meher.
Amor school time ra prathama
Naba dada is an ustad Khiladi in singing such songs. Quite good.......... 🎉🎉🎉🎉
Thank u for your support and complement
sir, ଦୟାକରି ୟେ ଗୀତ ର lyrics share କରିବେ।
Bhaba purnaSong OfGMeher
କି ଦେଇ ପୂଜିବି ଯାହା ମୁଁ ଦେଖୁଛି ସବୁ ତୁମରି ପ୍ରସାଦ.....।
ଯାହା ପରସାଦ ତାକୁ ଅରପିଲେ ହେବ ନାହିଁ ଅପରାଧ .....।
ବିଶ୍ଵ ଜୀବନ ହୈ ତୁମକୁ କରୁଣା ସିନ୍ଧୁ।
ସ୍ବଭାବ କବିଙ୍କ ଏହି ଅବର୍ଣ୍ଣନୀୟ ଗୀତଟିକୁ ଗାୟକ ଯଦିଓ ତାଙ୍କ ଶୈଳୀରେ ପରଷିଛନ୍ତି କିନ୍ତୁ ଏତେ ଉଚକୋଟୀର ପରିବେଷଣ ଲାଗୁନି। ଆହୁରି ହୃଦୟର ସହ ଗାଇବାକୁ ପଡ଼ିବ।
Beautifully sang..
One of my favorites 🙏🙏🙏
Thanks
❤️🙏🙏🙏🙏🙏🙏🙏🙏🙏🙏❤️
Aame prayaerclass re bolu thili àaji puni sunili....!!! 🙏🙏🙏🙏
କବି ତଥା ଗାୟକଙ୍କୁ କୋଟି ନମସ୍କାର
Plzz kie kahipariba ei kabita Ra alochana kouthi miliba
Give me your mail id. I'll send you.
Thik bhabare hela nahi
Jay Jagannath