Oath-Taking Ceremony Of Newly Elected MLAs In Odisha Legislative Assembly
HTML-код
- Опубликовано: 15 сен 2024
- Witness the solemn oath-taking ceremony of newly elected MLAs in the Odisha Legislative Assembly. Explore the significance of this event as elected representatives pledge to serve the people and uphold their responsibilities. Stay updated on the political atmosphere and the aspirations of the new legislators.
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #OdishaNews #IndiaNews #OdishaLegislativeAssembly #OathTakingCeremony #NewMLAs #PublicService
ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ଆଗାମୀ ଦିନରେ ମଧ୍ଯ ସାଇକେଲ୍ ରେ ବିଧାନସଭା ଆସନ୍ତୁ।
ଦିନେ ଅଧେ ସାଇକେଲ୍ ବ୍ଯବହାର କଲେ ପରିବେଶ ସଂରକ୍ଷଣ ବାର୍ତା ଯିବନି କି ପରିବେଶ ସୁଧୁରିବନି।
ବିଧାୟକ ଭାବେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଗସ୍ତ କରନ୍ତୁ। ଜନଶୁଣାଣି କରନ୍ତୁ।ଲୋକଙ୍କ ତଥା ଅଞ୍ଚଳର ଉନ୍ନତି ପାଇଁ କାମ କରନ୍ତୁ।
RUclips search କର.. ସିଦ୍ଧାନ୍ତ ମହାପାତ୍ର ଆଉ ତାଙ୍କ ସାଇକେଲ ଭିତରେ ସମ୍ପୂର୍ଣ ବିବରଣୀ ଜାଣି ପାରିବ.. ତାଙ୍କ ଫିଟନେସ ର ରାଜ ହଉଛି ସାଇକେଲ.. ଯିଏ ବି ତାଙ୍କୁ ତାଙ୍କ ଫିଟନେସ ବିଷୟରେ ପଚାରିଲେ, ସେ ସାଇକେଲ ବା ଶୂନ ଗାଡି କୁ ଆଗ କୁହନ୍ତି.. ସାଇକେଲ ଚଲେଇବା ଦ୍ୱାରା ଶରୀର ଫିଟନେସ ରହିବା ସହିତ ସୋସାଇଟି ର ଆଉ କିଛି କାମ ମଧ୍ୟ କରି ହୁଏ.. ସେ ବହୁତ ଗୁଡ଼ାଏ Interview ରେ କହିଛନ୍ତି.. ଆଉ ସାଇକେଲ ରେ ଯିବାର ଭିଡ଼ିଓ ବହୁତ ଗୁଡ଼ାଏ youtube ରେ ବହୁତ ଅଛି.. ଆଗ ତର୍ଜମା କର, ତାପରେ ରାଜନୀତି କରିବ....
Lok dekhania,flim style
ହଉ ଦେଖିବା ସିଦ୍ଧାନ୍ତ ଭାଇ କେତେ ଦିନ ସାଇକେଲ ରେ ଆସିବେ । ମୁଁ ଭାବୁଚି ଏଇଟା ଦେଖାଣିଆ ସବୁ ।
Right
Actor ta so tike acting 😂banta hai😂
ହଁ ପେଟ୍ରୋଲ ରେଟ୍ ଯାହା ହେଲାଣି ନକହିଲେ ଭଲ 😅 ତେଣୁ ସେ ଭଲ ସନ୍ଦେଶ ଦେଉଛନ୍ତି thank u 😅
@@sradhamihir5552 ଜୟ ମୋଦି ସରକାର
Dine asile habani daily continue Kariba darkara😎😂
କ୍ଷମା କରିବେ, ସମସ୍ତଙ୍କ କଥା କହୁନି, ଏଥିରେ ବହୁତ୍ ଜଣ ଅଛନ୍ତି ଯେଉଁମାନେ ନିଳବର୍ଣ ଶୃଗାଳ
Right
Mke@@BiGDaDDy307-zc3mw
ଭାଇ ଏ କଳାକାର ମାନେ ନୀଳ ବର୍ଣ୍ଣ ଶୃଗାଳ
@@samirballiarsingh9433 sidhhant sethiru gote sartha badi, subidhabadi
Pandian kahile rajniti chhadibe,chhadidele
ଆଜ୍ଞା ଦୟାକରି କେହି କର୍ମି ଦେହକୁ ନେବେନି
ଆଜ୍ଞା ୟାଙ୍କ ବାପା ମାନେ କଣ କୋଳି ଖାଇ ମଞ୍ଜି ଲଗେଇ ଛନ୍ତି ସେମାନେ ଖାଲି ଛିଡ଼ା ହେବେ ଆଉ ନେତା ହେବେ
ୟାଙ୍କରି ମାନଙ୍କ ଘରେ ଚାରିପୁନ୍ୟ ତମ ପୁଅ ପୁଅ ଆଉ ଆମ ପୁଅ ପେଲେଇ ପୁଅ
Vote daucha boli jituchhanti na manaku jiti jauchhanti
Correct katha kahichha bhai
ସେଇଟା,।,,,।, ଟ୍ଟଟ୍ଇଏଇଟ, ମ,,,,।, ଥ୍ୟ 1:17 ଟ୍ଟଟ୍ଟଟ୍ଟଟ୍@@sudhirsahoo3804
ଆମେ ଯେତେବେଳେ ଜାଣିଶୁଣି ଭୁଲ କରୁଛୁ ସେମାନଙ୍କୁ କଣପାଇଁ ଦୋଷୀ କରିବା, ଆମେ ଯଦି ଚାହିଁବା ସେମାନେ କଣ ବିଜୟୀ ହୋଇ ପାରିବେ.
Ei katha 1947 ru hoiasuchhi congress 1998 ru odisha re 😅
ଏଠି ତ 90% ନେତା ର ପୁଅ ନେତା ହେଇଛନ୍ତି ଆଉ ଖାଲିଟାରେ ଗାନ୍ଧୀ ପରିବାର ବଦନାମ ହେଉ ଛନ୍ତି
ପରିବର୍ତ୍ତନ କିଛି ହେଇନି ଭାଇ ଖାଲି ପତକା ପରିବର୍ତ୍ତନ ହେଲା ନେତା ସବୁ ଏପଟ ସେପଟ ହେଲେ
Paribarbad re gote party ku gote paribar chaleithanti..main pada padabi re rahithanti..
Right bro 👍🙏🙏
Neta pua neta
Are are Ethi Raja chhua Raja au....ethi Kia nija dum re asinahanti
ହଉ ଦେଖିବା କେତେ ଦିନ ସାଇକେଲ ରେ ଆଉଚ??....
ଖାଲି ସବୁ ଦେଖାଣିଆ , ନେତା ମନ୍ତ୍ରୀ ମାନେ ଏମାନେ ବିନା AC ରେ ଘରୁ ବହାରନ୍ତିନି
Ea rajaniti ra oliwud ra pura ghosa patha
ଯେଉଁ ମାନେ ଆସିଛନ୍ତି ନିଜ ନିଜ ବିଧାନସଭା ଆସନରୁ ବିଜୟୀ ହୋଇ asichhanti
ତାଙ୍କୁ ଖୁବ୍ ଧନ୍ୟବାଦ୍
କିଛି ଲୋକ ଇଆଡୁ ସିଆଡୁ କହିବା ପାଇଁ ବେଶ୍ ଆଗ୍ରହୀ ।
ସେମାନେ ସେ ଅଧିକାର ପାଇଁ ଏତେ ଇଚ୍ଛା କି ପାଇଁ?
ନିଜେ ଯଦି ଭଲ, ଯାଇକି ଗୋଟେ ଗୋଟେ ସରପଞ୍ଚ ହେଇକି ଦେଖାଅ।
Kia Kia nabin babu paen sabudin tike tike kanduchha like kala...
ବାପା ମାନେ ଲୁଟି ଗଲେ
ଏବେ ପୁଅ,ଝିଅ ଲୁଟିବାକୁ
ଆସିଛନ୍ତି🎉 ରାଜନୀତି କୁ ଘର କରିଛନ୍ତି
ସିଦ୍ଧାନ୍ତ ଦିନେ ଆସିବେ ନା ସବୁଦିନ ଆସିବେ?
Ha ha 😅😅 viral haba pain ei dabu natak bhati sabudine aasibe dekhiba cycle aasibe😊
ନୀଳବର୍ଣ ଶୃଗାଳ
କ୍ଷମକରିବେ ଧଳା ବର୍ଣ୍ଣ ଶୃଗାଳ
@@arunamohanty2986 sidhant bahare superbike chalauchi sala
Mu bujhi paruni dine dui dina kana gote .aare vai se gote samajh ku Barta dau6nti sethi ate dimak kahi lagau6
ଆଉ କିଛି ଦିନ ଯାଉ କ୍ଷୀର ପାଣି ଅଲଗା ଅଲଗା ହୋଇ ଯିବ।।
Right
Sidhanta bhai jindabad . Katedina cycle dhari aasucha , dekhiba . Environment gote dina re change hebani . By the way , good step , thank you
Sidhant Now in Cycle. Where's Bmw Bike ? Show Baji
ଉପାସନା ମହାପାତ୍ର ଖାଲି ବାପା ବାପା ହୋଉଥା ବ୍ରହ୍ମପୂର ଲୋକଙ୍କ କଥା କହନା ତୁ କୁଆଡେ ଆସିଛୁ କଣ କାଲି ଗପ ସୁନେଇବାକୁ
Bhai ବ୍ରହ୍ମପୁର ନୁହେଁ ବ୍ରହ୍ମଗିରି ବିଧାୟିକା
Tame au hebani😀
2kg makeup ନେଇ ଆସିଛି 😂
Gopo suneibaku nuhe Khali makeup lagei style maribaku
ଏତେ ଲୋକ ଦେଖାଣିଆ କଣ ପାଇଁ କାମ କଣ କରିବ ଆଗକୁ ଦେଖିବା, l ଏଠି ଥରେ ଯିଏ ଜିତିଲା, ତା ବଂଶର ପୁଅ, ଝିଅ ଠିଆ ହେବେ, ଅନ୍ୟ ମାନେ ପାଇବେନି, ଏ କି ରାଜନୀତି, ଅନ୍ୟଙ୍କୁ ଆକ୍ଷେପ କରିବ କିନ୍ତୁ ନିଜ ଦେହରେ କେତେ ଅଳିଆ, ଆଉ ଯେଉଁମାନେ, ତାଙ୍କୁ ଭୋଟ ଦେଉଛନ୍ତି, ସେମାନେ କେମିତିକା ବୁଝି ହେଉନି
Ati roll
ଲୁଲୁ ମହାପାତ୍ର congress ଗୁଣ୍ଡା NO 1
Gunda jhia gundi.......😡
Correct brother 💯
ଏ ସବୁ ଲୋକ ଦେଖାଣିଆ
ବଂସବାଦର ସଂପୁଣ୍ଣ ଚିତ୍ରପଟ।
70yr hela congress 25yr hela bjd Biju babu nka pare Naveen Babu 😅😅 dekhi asuchhu
Sabu jatra party ra hero heroine........
"LOKA DEKHANIA"-Cenema Kalakarankara thare aha Sova paeni..
ଉପାସନା ଟା ଅଧିକ ଛୁଡ଼ି ହଉଛି
କେତେ ଦିନ ଦେଖିବା
Chilka bridge kebe haba kuha 😂😂😂😂
Really Sidhant jaha pakhare expensive bike ra collection achi ..sie pollution katha kahuchanti
Good job sir ସିଦ୍ଧାନ୍ତ ମହପାତ୍ରଙ୍କୁ
Sidhanta adhika bekaria vasana maruchhi jaha sunile birakta laguchhi
You are great.
Yar ଅଧିକ ଡ୍ରାମା ହାରାମି no1
ସିଦ୍ଧାନ୍ତ ସାର ଆମ ଦିଗପହଣ୍ଡି କୁ କେବେ ଆସିବେ ପ୍ରତିଶୃତି କେବେପୁରଣ ହେବ ଟିକିଏ କୁହନ୍ତୁ
Sidhant mahapatra sir great actor
❤🎉JAY JAGANNATH❤🎉
ନେତାଙ୍କ ପୁଅ ଝିଅ ହେବେ ନେତା ୟେ କି ଗଣତନ୍ତ୍ର ??
Great
ଅତି ଭକ୍ତି ଚୋର ଲକ୍ଷଣ l
Yas
ସମସ୍ତ ଦଳର ନେତାମାନଙ୍କୁ ଅନୁରୋଧ ପରିବାର ବାଦରେ ସିମିତ ନରଖି । ସାଧାରଣ ଜନତାଙ୍କୁ ମଧ୍ୟ ରାଜନିତିକୁ ଆସିବାର ସୁଯୋଗ ପ୍ରଦାନ କରନ୍ତୁ । ହେଲେ ଲୋକମାନେ ଠିକ୍ ଭାବରେ ସେବା ପାଇବେ , ନେତା ମନ୍ତ୍ରୀ ଏବଂ ବିଧାୟକଙ୍କ ପରବର୍ତ୍ତୀ ପିଢ଼ିକୁ ସବୁବେଳେ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ତେଣୁ ଗଣତନ୍ତ୍ର ରେ ସଠିକ୍ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି ଜନତା ।
Kn digapahandi ru cycle re asichi😂😂😂
Siye digapahandi kebe jibani sethika katha bujhibaku 😂 berhampur jouta ki ta janma mati ta nija ghara sethi bjd tarafru 2 thara mp heithila berhampur ra bt kebe jaeni sethika katha bujhibaku as a mp ki na hi delhi loksabha kebe attend kareni sabu mp mane janti bt siye jaeni even se anbhav attend kare nija katha rakhe bt eiye kebe jaeni may be sidhant uncle ku hindi english kahi aseni sethipain jaeni..siye lokanka seva kariba psin nuhan only paisa pain politics re achi kejani kemiti se digapahandi wala taku vote dele janiki b je se berhampur ra mp 2thara thaiki v sethika pain kichi karini ki kebe sethiki jaeni barsa ku thare b jae ki nahin kahiba mushkil
ନିର୍ବାଚନ ସମୟରେ କଣ ସାଇକେଲ ନଥିଲା
Sidhant sir apana kete Dina saicalre asisibe Bidhan sabhaku aigote dina
Nabinbabunka bhali loka world re kehinahanti miss you sir please come back jagannath apanankara mangala karantu 🙏🏻🙏🏻
Ati bhakti charara lakhyana
Word member huantu
ଜୟ ଶ୍ରୀ ଜଗନ୍ନାଥ ନୂଆ ଓଡ଼ିଶା🙏🙏💐💐
I am very appreciated
ବହୁତ ଦେଖାଣିଆ ବିଜେପି
Jibana ra first time sabu amiti start kara jai puruna hele ghasa pathara heijai
Super all mla
Really appreciating Sidhant Sir❤❤❤ for his efforts towards environment thought by cycle
ଅତି ଭକ୍ତି ଚୋର ର ଲକ୍ଷଣ, ସିଦ୍ଧାନ୍ତ ର ନୂଆ ନୋଟଙ୍ଗି
ସିଦ୍ଧାନ୍ତ ମହାପାତ୍ର ଙ୍କୁ ଲାଜ ସରମ ନାହିଁ.. ବୋଲି ଏମିତି କଥା କହୁଛନ୍ତି............ ନୀଳ ବର୍ଣ୍ଣ ଶୃଗାଳ.......... ମୋତେ ହିରୋ ହିରୋଇନ ଙ୍କୁ ଭରସା ନାହିଁ.... ଏ ମାନେ acting କରିବା ଜାଣି ଛନ୍ତି.......
Upasana Mohapatra tigeress
Wa sagar wa
Super bike chalauthiba rangila manisa. Cycle re wow ...chot dil se hai ..🎉
sri sri sri Jagannath Mahaprabhu nku bhumistha pranam ebam pratrhana Upasana Mahapatra MLA Brahmagiri nirbachana mandali ra ebam Odisha r unnati mulak karjya karibaku saksham huantu ,Upasana Ma'am apananku Sri Sri Sri JagannathMahaprabhu saparibar bahut bahut bhalare rakhantu
B.J.P ta abe sabu puruna raga sujhauchhi.....kahaku job ru kadhi dauchhi ta kahaku Ration card kati dauchhi😮😮
Good bai
ସିଦ୍ଧାନ୍ତ ଜଣେ କ୍ୟାମେରା ପ୍ରିୟ ଜୀବ ତେଣୁ ସେ ସାଇକେଲ ରେ ଆସିଲେ
Wel.to.sid.
Environment issue big step to take ahead
ଏ ଟା ଶଳା ଟାଉଟର ଏଥର ଡେଲି ସାଇକେଲ ଚଢିବୁ ପୁଅ,ଅଧିକା ଛୋଡ଼ି ହେଉଛ,
❤
ସେଠି ପାଇଁ ତ ନବୀନ ବାବୁ cycle ଯୋଜନା ଆଣିଥିଲେ।। ଠିକ୍ କହିଲିନା
ଲୁଲୁ ଭାଇ
Ati bhakti chora lakhayna😂😂
Jay Jagannath ⭕️❗️⭕️🕉🙏🙏🙏
Real hero sidhant sir ❤❤❤
ବର୍ଷା ପ୍ରିୟଦର୍ଶିନୀ ଆସିଥିଲେ ବିଧାନସଭା ଟା ପୁରିଲା ପୁରିଲା ଲାଗୁଥାଆନ୍ତା
ଉପାସନା ଙ୍କୁ ମୁଁ ବହୁତ like କରେ ବାପା ବାଘ ଥିଲେ ଝିଅ ବାଘୁଣୀ 🥰
Thumbs up for Sidharth Mahapatra....
ବିଜୁ ପଟ୍ଟନାୟକଙ୍କ ଆଦର୍ଶ ସିଦ୍ଧାନ୍ତ ଅନୁସରଣ କରୂଛନ୍ତି ଧନ୍ୟବାଦ୍ ସିଧନ୍ତଙ୍କୁ
ଓଡିଶାର ଦୁର୍ନୀତି, ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଓଡିଶାଵାସୀ ଦେଖିବାକୁ ଚାହାଁନ୍ତି ନାହିଁ, କାରଣ ଓଡିଶାର କଳଙ୍କିତ ମୁଖ୍ୟମନ୍ତ୍ରୀ, ଇତିହାସରେ ମନେରଖିଵାଭଳି ମୁଖ୍ୟମନ୍ତ୍ରୀ, ଓଡିଶାର ଯୁବକ ଯୁବତୀ ଙ୍କର ଚାକିରୀ ନିଲାମ କରି ବିକ୍ରି କରିଥିବା ମୁଖ୍ୟମନ୍ତ୍ରୀ, ଜୟ ଜଗନ୍ନାଥ,
Upasana ra bapa upare thaiki ta jhia ku dhanya mane karuthibe 🙏🙏
ସିଦ୍ଧାନ୍ତ ପାଗଳ ହେଇ ଗଲାଣି
Sir privete school ବନ୍ଦ କରିଦିଅନ୍ତୁ ବହୁତ ଗରମ ଲାଗୁଛି ଆମ school ବହୁତ ଦୂରରେ ଅବସ୍ଥିତ ଏହି ଗରମ ରେ school ଯିବାକୁ ଭଲ ଲାଗୁନି please school ବନ୍ଦ କରିଦିଅନ୍ତୁ ନୂଆ ମୁଖ୍ୟମନ୍ତ୍ରୀ sir ମୋହନ ଚରଣ ମାଝୀ please ଆପଣ ଦୟାକରି ଗଛ ଲଗାଇବା ପାଇଁ ଅନୁମତି ଦିଅନ୍ତୁ ଆପଣ ସମସ୍ତଙ୍କୁ କୁହନ୍ତୁ ଗଛ ଲଗାଇବା ପାଇଁ ଆପଣ ମୋହନ ଚରଣ ମାଝୀ ଆପଣ ବି ଦୟାକରି ଗଛ ଲଗାନ୍ତୁ
Sidharth sir always hero 😊
Baandona
Only acting re
One and only odisha ra hero Naveen Pattnaik... sidhant Mohapatra ku Delhi ra au up ra local people ku pacharibe who is sidhant Mohapatra?..jadi Delhi ki UP and Bihar ,west bengal, Andhra, telengana etc Naveen Pattnaik is role model of our country.and world wide.
Sidhanta bhabuchhi Sarpanch hele....CM hebo😂😂😂😂Mohan babu nka pari
ସରପଞ୍ଚ ହେବାର ବି ଅୟୁକାତ ନାହିଁ
Dubble Engine dubble Rate
Cycle nai gaacho lagaoo sir....😊
BJD ru nida hela pare cheta pasila ki
Dekhei houchi sidhanta
Kanak tv odia re sarapancha lekhi ba jagare kana sarafacha lekhuchhi 😅😅😅
Bharatiya Janata party ❌ Bharatiya jatra party 🥳✅
ଉପାସନା ମହାପାତ୍ର ବିୟୁଟି ପାର୍ଲର ରୁ ଆସିଛି 😂
Ja hu.... loka janiparuchhanti ki a sabu loka dekhania
ଖାଲି ଲୋକ ଦେଖା ନିଆ ମୁଣ୍ଡିଆ ମାରିଲେ ହେବନି, ସବୁଦିନ ସେହି ଚିନ୍ତା ଧାରା ନେଇ କାମ କରିବା ଉଚିତ । ନିଜ ବ୍ୟାଙ୍କ balance ବଢାଇ ବା ଚିନ୍ତା ଧାରା ନ କରନ୍ତୁ ......
Dekh kmti?camera dhari godauchanti😆
❤LOVE❤FROM❤USA❤RAW❤AGENT❤
ଏତେ ଦିନ ତାଙ୍କ ଯୌବନ ସମୟ ରେ କଣ ସାଇକେଲ ଚଳେଇବା ଆସୁ ନ ଥିଲା କି, ଏବେ ବୁଢ଼ା ସମୟରେ ସାଇକେଲ ଚଳାଉ ଛନ୍ତି, ଏଇଟା ସବୁ ଦେଖେଇ ହେବା ପାଇଁ କେମିତି ଆର ଥରକୁ ଟିକେଟ ଟେ ପାଇବେ।
Congratulations MLA Bhai .. jay Jagannath ...
Sidhant mohapatra adhika fadfadauchi
Nijaku salman khan bhabuchi😅😅
ତତେ ପିଟିବି।mgଅ
❤bjd
0:30 0:32 0:33 0:33 0:34 0:34
Sidhant sir ninja 900 ku bikidiantu environment prati jadi ete chinta
Nirbachon time re kete cycle use karuthule tike jahibeki
ପିତା Congress ru ଜିତିଥିଲେ ହେଲେ ଝିଅ bjp re misi bapa nk sopna sakar karuchhinti ଭଲ ଭଲ
Seba darkar bekar vasana karani
Reels nae bana kama Kara naehele Lata pelimu
Kauthu digapahandi ru
Sabu kan sath sapath nelle sabu janichanthi ye gote mithya kehi sathkahu nahanthi
Sabudina cycle chaleiba pain sapath nele ki .... Aaji Khali dekhei hele