🔴LIVE: ହୁତ ହୁତ ହୋଇ ଜଳୁଛି ପୂରା ଆମେରିକା, ପ୍ରକୃତିର ତାଣ୍ଡବରେ ଧ୍ୱଂଶ ହେବାରେ ଲାଗିଛି ଶକ୍ତିଶାଳୀ ରାଷ୍ଟ୍ର

Поделиться
HTML-код
  • Опубликовано: 26 янв 2025

Комментарии • 20

  • @ranjanmalla1124
    @ranjanmalla1124 14 дней назад +6

    Jay jaganath 🙏🙏💜🌹❤️🌹❤️🌹❤️🌹❤️🌹❤️🌹❤️❤️🌹❤️🌹❤️🌹

  • @jagdishtoppo1746
    @jagdishtoppo1746 14 дней назад +1

    Good bless you

  • @jullysamal6626
    @jullysamal6626 14 дней назад +3

    ଈଶ୍ୱର ବିରୋଧୀ ଧର୍ମ ବିରୋଧୀ ଅମେରିକଟେନୁ god nk ଇଛା
    ଜଗତର ନାଥ ଜଗନ୍ନାଥ ରକ୍ଷା କରିବେ ଠିକ୍ ସମୟରେ

  • @puspanjalipradhan3336
    @puspanjalipradhan3336 14 дней назад +2

    ମଣିମା ରକ୍ଷା କରନ୍ତୁ

  • @hrudanandamajhi4441
    @hrudanandamajhi4441 11 дней назад

    ଯେମିତି କର୍ମ ସେମିତି ଫଳ❤

  • @rkentertainment3226
    @rkentertainment3226 14 дней назад +1

    ବନ୍ୟା ବାତ୍ୟା ପ୍ରଳୟ ଦେଖିଛେ ନିଆଁର ପ୍ରଳୟ ବି ହୋଇ ପାରେ। ଯାହାଙ୍କ ତୁଣ୍ଡରେ ଭଗବାନଙ୍କ ନାମ ନ ଥିଲା ତା ତୁଣ୍ଡେ ବି ହେ ଭଗବାନ ବୋଲି ନାମ ଧରିବେ।

  • @laxmanmurmu3285
    @laxmanmurmu3285 14 дней назад +1

    Jay jaganath 🙏

  • @PadlamDumali
    @PadlamDumali 13 дней назад

    ହେତୁ ବାଦୀଙ୍କୁ କୁହନ୍ତୁ, ଠିକ କରି ଦେବ ନ ହେଲେ ନିଆଁରେ ପେଲି ଦିଅ, ଏମିତି ନ ହଉ ଆମ ଦେଶରେ, ଜଗନାଥଙ୍କୁ ଡାକ ସବୁ ଠିକ ହବ, ଆମେରିକା ପ୍ରବଳ ହେତୁ ବାଦୀ

  • @Maagouri2828
    @Maagouri2828 13 дней назад

    Jay jagannath 🙏

  • @gandharbanayak5660
    @gandharbanayak5660 14 дней назад

    He pravu jagannath America ku sahaya huantu! 🙏🙏

  • @harekrushnabiswal4230
    @harekrushnabiswal4230 14 дней назад

    Jay Jagannath please save

  • @Bhakti-Gitanjali
    @Bhakti-Gitanjali 14 дней назад

    Jay Jagannath, namaskar । Apana mane jani rakhiba uchit ki srusti karta swayan Maha Bishnu bhayankara sanketa dei chanti । Yuga paribartana hebara samaya chalichi tenu jaha sabu ghati chalichi taha prabhu nka lila । Jay Jagannath Swami ।

  • @madhusmitajena5629
    @madhusmitajena5629 13 дней назад

    Pradhanmantri nku mu binamra anurodh karuchhi aamerika rastrapatinku barta diantu je jagannath nkar saranare aasi 1008 aahuti diantu nischit niaan livib bharatar maa rahib.biswa dekhib jagannath mahima.

  • @JusayaSabar-w3z
    @JusayaSabar-w3z 14 дней назад +2

    ଏଥିଉତ୍ତାରେ ମୁଁ ଆଉ ଜଣେ ଦୂତଙ୍କୁ ସ୍ଵର୍ଗରୁ ଓହ୍ଲାଇ ଆସିବାର ଦେଖିଲି; ସେ ମହା କ୍ଷମତାପନ୍ନ, ତାହାଙ୍କ ମହିମାରେ ପୃଥିବୀ ଆଲୋକମୟ ହୋଇଗଲା,। 2 ✽ସେ ମହା ଶଦ୍ଦ କରି ଉଚ୍ଚ ସ୍ଵରରେ କହିଲେ, ମହାନଗରୀ ବାବିଲ ପତିତ, ଅଧଃପତିତ ହୋଇଅଛି, ତାହା ଭୂତମାନଙ୍କ ବାସସ୍ଥାନ, ପୁଣି ଅଶୁଚି ଆତ୍ମାମାନଙ୍କର ଏବଂ ଅଶୁଚି ଓ ଘୃଣ୍ୟ ପକ୍ଷୀମାନଙ୍କର ଆଶ୍ରୟସ୍ଥାନ ହୋଇଅଛି। 3 ✽କାରଣ ଜାତିସମୂହ ତାହାର ବ୍ୟଭିଚାରର କାମରୂପ ମଦିରା ପାନ କରିଅଛନ୍ତି, ପୃଥିବୀର ରାଜାମାନେ ତାହା ସହିତ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀର ବଣିକମାନେ ତାହାର ବିଳାସିତାରେ ଧନୀ ହୋଇଅଛନ୍ତି।
    4 ✽ପରେ ମୁଁ ସ୍ଵର୍ଗରୁ ଆଉ ଗୋଟିଏ ସ୍ଵର ଏହା କହିବାର ଶୁଣିଲି, ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ଯେପରି ତାହାର ପାପର ସହଭାଗୀ ନ ହୁଅ ଓ ତାହାର କ୍ଳେଶର ଅଂଶୀ ନ ହୁଅ, ଏଥିନିମନ୍ତେ ତାହାଠାରୁ ବାହାରି ଆସ; 5 ✽କାରଣ ତାହାର ପାପରାଶି ସ୍ଵର୍ଗ ପର୍ଯ୍ୟନ୍ତ ସୁଦ୍ଧା ଉଠିଅଛି, ଆଉ ଈଶ୍ଵର ତାହାର ଅଧର୍ମସବୁ ସ୍ମରଣ କରିଅଛନ୍ତି। 6 ✽ସେ ଯେପରି କରିଅଛି, ସେହିପରି ତାହାକୁ ପ୍ରତିଫଳ ଦିଅ, ତାହାର କର୍ମାନୁସାରେ ତାହାକୁ ଦ୍ଵିଗୁଣ ପ୍ରତିଫଳ ଦିଅ, ଆଉ ସେ ଯେଉଁ ପାତ୍ରରେ ମଦ୍ୟ ମିଶ୍ରିତ କରିଅଛି, ସେଥିରେ ତାହା ପାଇଁ ଦ୍ଵିଗୁଣ ମଦ୍ୟ ମିଶ୍ରିତ କର। 7 ✽ସେ ଯେତେ ନିଜର ଗୌରବ କରିଅଛି ଓ ବିଳାସିତାରେ କାଳ କାଟିଅଛି, ତାହାକୁସେତେ ଯନ୍ତ୍ରଣା ଓ ଶୋକ ଦିଅ; କାରଣ ସେ ମନେ ମନେ କହୁଅଛି, ମୁଁ ରାଣୀ ହୋଇ ବସିଅଛି, ମୁଁ ବିଧବା ନୁହେଁ, ମୋତେ କଦାପି ଶୋକ କରିବାକୁ ହେବ ନାହିଁ। 8 ✽ଏନିମନ୍ତେ ଏକ ଦିନରେ ହିଁ ତାହା ପ୍ରତି ଏହି ସମସ୍ତ କ୍ଳେଶ, ଅର୍ଥାତ୍, ମୃତ୍ୟୁ, ଶୋକ ଓ ଦୁର୍ଭିକ୍ଷ ଘଟିବ, ଆଉ ସେ ସମ୍ପୂର୍ଣ୍ଣ ରୂପେ ଅଗ୍ନିରେ ଦଗ୍ଧ ହେବ, ଯେଣୁ ତାହାର ବିଚାରକର୍ତ୍ତା ପ୍ରଭୁ ଈଶ୍ଵର ଶକ୍ତିମାର୍ନ।
    9 ✽ପୃଥିବୀର ଯେସମସ୍ତ ରାଜା ତାହା ସଙ୍ଗରେ ବ୍ୟଭିଚାର କରି ବିଳାସିତାରେ କାଳ କାଟିଅଛନ୍ତି, ସେମାନେ ତାହାର ଦାହର ଧୂମ ଦେଖି ତାହା ନିମନ୍ତେ କ୍ରନ୍ଦନ ଓ ବିଳାପ କରିବୋ;

  • @Tapnnkumrsahoo
    @Tapnnkumrsahoo 14 дней назад +3

    What happened😮😮😮😢

  • @madhusmitajena5629
    @madhusmitajena5629 13 дней назад

    Aam Pradhan mantri aamerikaku barta pathantu je jagannath nkar nare 1008 aahuti diaajau sunistit nian livib. Dhrub bakya Satya .sighra barta patha jau.

  • @mohapatrasubhranshusekhar7545
    @mohapatrasubhranshusekhar7545 14 дней назад +1

    Karma phala bhoguchhi America. Bishwaku asanta karuthiba Ràstra mukhya Santi paiba paiba kemiti?

  • @YBS55
    @YBS55 14 дней назад

    😢eha hin nijo karmo ro pholo KAHIBE...low of universe
    ...anyo desh re indirectly nia logeiva desh ... prakruthi emithi kore kichi karipare😢

  • @pranatijena8495
    @pranatijena8495 14 дней назад

    Anya desare nialageile ninara kaanhuanta