Salute to you Madam. Everyone has to learn the Moto of human life from you.Without kindness, love, affection in heart, one is just like a stone in the jungle. You are super and hats off to you Mam.
I salute for you sonakhi madam sabu manisha nka manare ebhali chinta dhara nathae aapana gote bahut bhala desition neichanti God bless you always madam
ସୋନାକ୍ଷୀ ମେଢ଼ମ ଜଣେ ପ୍ରକୃତ ମଣିଷ ଅଟନ୍ତି ଈଶ୍ୱର ତାଙ୍କୁ ଆଶୀର୍ବାଦ ଦେଇ ସାରିଛନ୍ତି🙏🙏🙏
Raight answer thenk you
ଭଗବାନ ତୁମର ମଙ୍ଗଳ କରନ୍ତୁ
ସତ କଥା କହିଲ ସୋନାଖି ଭଉଣୀ ମଣୀଷ ଜୀବନରେ ଜାତି ଧର୍ମ ଏ ସବୁ କିଛି ନାହିଁ ଆଉ ସବୁଠୁ ବଡ଼ କଥା ହେଲା ତମେ ଜୋ କହିଲ ତାକୁ ସାନଭଉଣୀ କରିରଖିବ
ଯାହା ହେଉ ଏତେ ଦିନ ପରେ ମନ କୁ ଛୁଇଁଲା ଭଳି କଥା କହିଲେ । ଆପଣଙ୍କୁ ଆଉ ସମସ୍ତଙ୍କୁ news reporter ମାନଙ୍କୁ ହୃଦୟରୁ ଧନ୍ଯବାଦ୍ । ବହୁତ୍ ଖୁସି ଲାଗିଲା । ଆଉ ଆସା କରିବି ଏମିତି ଅନ୍ୟ ଅସହୟ ଲୋକ ମାନଙ୍କୁ ସାହାଯ୍ୟ କରନ୍ତୁ ଛଟ ନିଚ ଜାତି ଭୁଲି ପ୍ରକୃତ ମଣିଷ ଭଳି ଭାବନା ଜାଗ୍ରତ କରନ୍ତୁ ସମସ୍ତଙ୍କୁ ଭଲ ଦୃଷ୍ଟି ରେ ଦେଖନ୍ତୁ ବହୁତ୍ ସୁନ୍ଦର୍ ଲାଗିବ ।👏👏👍❤❤❤❤
ଆପଣଙ୍କ ଏ ମହତକାର୍ଯ୍ୟ ଏ ସମାଜର ଉଦାହରଣ ହୋଇ ରହିବ।
U are the great women I proud of you.and God bless you.my sister.
ଧନ୍ୟବାଦ ଦିଦି ଆପଣଙ୍କୁ ସୁନ୍ଦର ବିଷୟ ଶୁଣିବାକୁ ପାଇଲି। ଜାତୀବେଦ କରିବା ଟିକ୍ ବିଷୟ ନୁହେଁ।
Best video vai Jai hind jai bharat samasta nku dhanya bad
ଜାତି ପ୍ରଥା ଉଠି ସାରିଛି କୋଟା ରହୁ କିନ୍ତୁ ଏଇ ଅଛୁଆଁ ମନ ଭାବ ଜାତିଆଣ ମନ ବୃତ୍ତି କଣ ପାଈଁ ତାର ଭୁଲ୍ ସେ ଛଟୋ ଜାତି ସେଥି ପାଈଁ ଦୁନିଆ ର ଆଲୋକ ଦେଖିପାରିବି ଏଇ କଥା ସମ୍ପୂର୍ଣ୍ଣ ଭୁଲ୍ 🙏 ଜାତି ଥାଉ ଗୋଟେ ଗୋଟେ ନିୟମ ରେ ଆମେ ବନ୍ଧା ଏଇଟା ବୁଝିଚେ କିନ୍ତୁ ଇମିତି କାହାକୁ ହଇରାଣ କରିକି ନୁହେଁ ଆଜ୍ଞା
ବହୁତ ବହୁତ ଧନ୍ୟବାଦ ସୋନାକ୍ଷୀ ମାଡାମ
ଦିଦି ତୁମ ପରି ଭଉଣୀ ସମସ୍ତ ଙ୍କୁ ମିଳୁ ଅତି ସୁନ୍ଦର କଥା କହି ଦେଲେ ତୁମ ପରି ଭଉଣୀକୁ ପ୍ରଣାମ ଜଗନ୍ନାଥ ତୁମକୁ ବୋହୁତ ଆଗକୁ ନେଇ ଯାଆନ୍ତୁ
ବେଦ ଭୁଲ ନୁହଁ ଭଉଣୀ
କଥାରେ କଥାରେ କଣ କହୁଛନ୍ତି ଭାବୁଛନ୍ତିତ
ଆପଣ ଜାତି ଧର୍ମ କହିଲେ ଠିକ ହେଲେ ବେଦ ଭୁଲ ବୋଲି କହି ଆପଣ ବହୁତ ବଡ଼ ଭୁଲ କଥା କହିଲେ |
ଆପଣ କଣ ଭାବିଲେ ନିଜକୁ
କାହାକୁ ସହାଯ୍ୟ କରିବା ମନେ କଣ
ଆପଣ ବେଦ କୁ ଭୁଲ କହିବେ
ଆପଣଙ୍କର ଭୁଲ ଯଦି ଆପଣ ଭୁଝିପାରିଲେ ତ
ଆପଣ ପୁଣି ବେଦ କୁ ଭୁଲ ବୋଲି କହିବେନି 🙏ଧନ୍ୟବାଦ 💐
Ranjit Sir Jagannath Aapananku Bhalaee Rakhantu .
Thanks ishwar news and Vaskar news tv Bahut Bhala katha kahila madam
ମେଡମ ନମସ୍କାର
ଆପଣ ଯାହା କହିଛନ୍ତି ଠିକ ହିଁ କହିଛନ୍ତି.....
Love from-Baripada...
Thank you didi love you🙏🙏🙏🙏🙏🙏🙏🙏🙏🙏 Apananku bahut bahut dhanyavad
Bahut bahut dhanyawad ete sundar Barta dela j ❤️❤️❤️🙏
ଦିଦି ଭଗବାନ ତୁମର ମଙ୍ଗଳ କରନ୍ତୁ
Salute to you Madam. Everyone has to learn the Moto of human life from you.Without kindness, love, affection in heart, one is just like a stone in the jungle. You are super and hats off to you
Mam.
Thank u madam, God bless u
🥰🥰🥰
Bahut ସୁନ୍ଦର katha ହେଲେ ଆପଣ ନେଲା pare ତାଙ୍କୁ ଭଲ ରେ ରଖିବା ଦରକାର ତାଙ୍କ r କିଛି bi ଅସୁବିଧା ହବନି ନ ହେଲେ ତାଙ୍କୁ ନେଇକି ଯଦି ତମ ଘର କାମ ରେ lageiba ସେମିତି ଜମା bi କରିବନି ଭଉଣୀ katha ଦେଇଛ ଭଲ ରେ ରଖିବ bhgabna ତୁମର ମଙ୍ଗଳ କରନ୍ତୁ
Right katha kahicha Bhai 🙏🏻🙏🏻🙏🏻🙏🏻
ସତ କଥା ଭାଇ
Mu bi sei bhabuthili
Thank you thank you so much sonakshi didi ur great 🙏🙏🙏
Thank you so much sonakshi Didi ur great👍👍👍
Thank you 🙏🙏🙏🙏🙏 thank you thank you 🙏🙏🙏🙏🙏🙏
Madam bahut bhala chinta dhara
Thank you
ବହୁତ ବହୁତ ଧନ୍ୟବାଦ
Thank you Sonaskhi sister,,,,,From,Bhadrak
Badhya kama te karicha Didi 😃 bhagaban 🙏🙏 Tama ku khusure rakhantu🥰
1st thanks for iswar news and all are helpful people godbless you...
My cute sister 😘😘 love you loo😍😍 always be happy 😘😘
Sonakhi sister you're disition is great
Your father and mother very very great I'm salute 🌹🙏🙏🙏🌹
Didi thanks bhagaban karanntu ama ku gote amiti sujaga milu tame sabu bele khusire ruha
Thank u sonakhi mam ur great..🙏🙏🙏🙏🙏
Right Didi apon jahaa khohuchothi thaha hi right you are verry nice
Grate thinking mam salute u
Good job and right concept tq
Sonaki sister very things you
ବହୁତ ଧନ୍ୟବାଦ ଦିଦି
GOD BLESS YOU ALL TIME MADAM
Thank you my sister
Right 👍 god bless you 🙏
Bahut badhiya katha kahila tame
Didi l love you bhagaban kotiparamayudiyanti
Salute diii ur grate person
Sana bhauniku help karuchati.....God bless you
Thanks media
the great mam for u r motivation in siciety
Sonakhi didi you're great god bless you
Tumaku Hrudayara gabhiratama Pradesh ru aneka dhanyabad deuchhi Sonaxi madam
ଏ ଜାତି କଥା ଉଠେଇନିଅ please କେତେ ଜୀବନ ବଚିଜିବ , ଏ ଜାତି ପାଇଁ କେତେ ଜୀବନ ଯାଉଛି , ଏମିତି କାଲି ମୋର ବି ଯାଇପାରେ .....😞😞😞😞😞
Sonakshi thank you very much god bless you 🙏
Thank you di 👍 good bless you
Actually you speak right.
God bless you Sonakshi madam .
Thank you 💓 sonakshi bhauni bahuta bhala kama kariki dekhaila god bless you
Good mam u are great👍👍👍👏👏👏
Good bless you sister you r great
Thik katha kahicha didi apana bahut bada kama karuchanti god bless you
Bahut badhia sonakshi sister. God bless you
Thank u subhadra didi u help a poor family
Thank you Sonakshi madam ,bahut bhala kathaa te kahile🙏🙏🙏🙏
Thanks sonakhi ma'am you are really
a great person...
Odisa ra sabu sister manana manare emiti manobhaba rahibe nihati darkar . Didi apananku baht bahut 🙏🙏🙏🙏🙏🙏🙏🏻🙏🙏
Think you mam .........tq so much 🙏🙏🙏🙏🙏🙏🙏🙏🙏🙏🙏 for your help
Thank you Sonakshi bhouni ete mahan kemiti hela sabu jhia jadi tama bhali hae thante duniya kete agaku jae thanta
ହେ ଭାଇ ତାକୁ ଆଗେ ଜଗ ରେ ସବୁ ସରିଯିବ
Salute to you ma'am 🙏🙏 love you from odisha 👍👍👍
Apnaku salut santashi madam..dilse
Bahut badhia katha
🙏 thanks dei super
bahut bahut thanks madam
Bahut khusi lagila
wow.... Didi u r great...💯💯🖤🖤
Right kahile 👍👍👍👍
🙏 Sister, I agree with u
Tq mam apanka God bhalare rakhantu
Didi apananku koti pranam🙏
ନବୀନ ପଟ୍ଟନାୟକ ଏଠୁ କିଛି ଶିଖିବା କଥା ମୁଖ୍ୟମନ୍ତ୍ରୀ ହେଇକି କିଛି ଲାଭ ନାହିଁ even all govt job person ମାନେ ବି ଏଇଟା କିଛି ଜାଣିବା କଥା ଆଉ ଶିଖିବା କଥା ଯେ ଗୋଟେ actor ଗୋଟେ ପରିବାର କୁ ବଞ୍ଚେଇବା ପାଇଁ ନିଜର ଜାତି ବର୍ଣ୍ଣ ଧର୍ମ କୁ ଭୁଲି ଯାଇ ସେ ପରିବାର କୁ ସେ ନିଜର ମା ଆଉ ଭଉଣୀ କରି ନିଜର ପରିଚୟ ଦେଇ ସବୁ ଦିନ ପାଇଁ ସହାୟତା ର ହାତ ନିଜେ ବଢ଼େଇଛନ୍ତି ଏଇଟା ଆମେ ସମସ୍ତେ ଶିଖିବା କଥା 🙏 ଝିଅ ଟି ନବୀନ ପଟ୍ଟନାୟକ sir କୁ ଚିଠି ଲେଖିଥିଲା ହେଲେ କୋଉ ଶଳା ନେତା ମନ୍ତ୍ରୀ ଏବେ ଯାଏଁ ତାକୁ help କରି ନାହାନ୍ତି , ଭୋଟ ମାଗିବା ପାଇଁ ସବୁ ଘରକୁ ଚାଲି ଆସନ୍ତି କୋଉ ଶଳା କୁ ବି vote ଦିଅନି ଲାଜ ଲାଗିବା କଥା ନେତା ମନ୍ତ୍ରୀ ମାନକୁ ଗୋଟେ ଟେଲି ଅଭିନେତ୍ରୀଙ୍କ ଠୁ କିଛି ଶିଖନ୍ତୁ କେମିତି ସବୁ ଦିନ ପାଇଁ ସେ ପରିବାର କୁ ତାଙ୍କ ପାଖରେ ରହିବାକୁ ଜାଗା ଦେଇଛନ୍ତି good decision ନେଇଛନ୍ତି madam keep it up 👍 and God bless you 🙏 ସବୁ ବେଳେ ଏମିତି ସମସ୍ତଙ୍କୁ ସାହାର୍ଯ୍ୟ କରୁଥାନ୍ତୁ ଭଗବାନ ତମକୁ ସବୁ ବେଳେ ହସ ଆଉ ଖୁସିରେ ରଖନ୍ତୁ ମାତା ଲକ୍ଷ୍ମୀ ଆପଣଙ୍କୁ ଧନ ର କେବେ ବି ଅଭାବ ନ କରନ୍ତୁ ବୋଲି ମୋର ସେ ବିଶ୍ବାସ ଅଛି ଆଉ ଆପଣ ଏହି video ରେ ଯୋଉ msg ଟି ଦେଇଛନ୍ତି ଜାତି ପ୍ରଥା ଉଠେଇବା ପାଇଁ ଏହି କଥା ରେ ମୁଁ ଏକମତ ଅଛି ମୋ ମତରେ ବି ଜାତି ଉଠେଇବା କଥା ଆମେ ସମସ୍ତେ ସମାନ 👍 ଜୟ ଯବାନ ଜୟ କିସାନ 🙏
Tq Tq tqSo much Sonaxi mam,God bless u Mam,🙏🙏🙏🙏🙏😭😭😭😭😭Very sad news
Love u sister, thanks to u for ur good thinking nd good decision.
God bless u always. Jay Jagannath 🙏🙏🙏
Bahut Sadhubad 🙏🙏🙏
Bhagwan tamara mangala karantu didi
Thinks sanakhai madam
Subhadra ku maa bhsuni aau parkbar milijiba
I salute for you sonakhi madam sabu manisha nka manare ebhali chinta dhara nathae aapana gote bahut bhala desition neichanti God bless you always madam
You are great madam
You are a great sister
Very good Sonakshi didi
Thank you di ..god bless you
Thank you Sonakshi madam 👌👌
Bhaut bhala katha kahicha apana . Apanka chinta dhara bhut bhala ♥️
Speak u right my sister
Thank you for making a big decision mam salute ❤️ god bless you 🙏
Great job dii
U r great madam God bless u
right kahila di
Protective for Suvhadara sister 🙏🙏🙏🙏🙏🙏 all people request
Jay Maa subhadra Jay
So beautiful ❤️ medom 🙏🙏🙏🙏🙏🙏🙏
Sanakshi mada jaha kahile bahuta khushi lagila
How is lucky girl subhadra panda bas mt semiti kehi helo karithante🙏🙏🙏🙏
Great job madam 👌
You,ar,great,didi
Thank you so much uma didi 👌🏻👌🏻👌🏻