ମନ ବାଛୁରୀ, ପବନ ଗାଇ, ତ୍ରିକୂଟ ଖୁଣ୍ଟ, ମନ ବାଛୁରୀକୁ ତ୍ରିକୂଟ ଖୁଣ୍ଟାରେ ବାନ୍ଧି ପାରିଲେ ତାହା ସ୍ଥିର ହୁଏ

Поделиться
HTML-код
  • Опубликовано: 2 янв 2025

Комментарии • 71

  • @sureshpradhan5947
    @sureshpradhan5947 8 месяцев назад +3

    ବାବା ଚରଣେ କୋଟି କୋଟି ପ୍ରଣାମ 🌼🌺💐🌼🚩🪔🙏

  • @bhubanamahakur8169
    @bhubanamahakur8169 8 месяцев назад +2

    ଅ🕉️ ଜୟଜୀଵ ଗୁରୁ ଦେଵ୍ ପ୍ରଣାମ ବହୁତ ସୁନ୍ଦର ପ୍ରବଚନ ଦେଇଥାନ୍ତି 🏳️‍🌈🏳️‍🌈🏳️‍🌈🪔🪔🪔🙏🙏🙏👋👋👋🏡🏡🏡

  • @DipunSahoo-jl7pj
    @DipunSahoo-jl7pj 8 месяцев назад +2

    Jay gurudev 🙏🙏🙏

  • @haramohanbehera7876
    @haramohanbehera7876 8 месяцев назад +1

    ଅତି ସୁନ୍ଦର ❤

  • @sitarammohapatra5592
    @sitarammohapatra5592 8 месяцев назад +3

    ଗୁରୁଦେବଙ୍କ ଜୟ ହେଉ.... ଯିଏ ଅନ୍ତର ପାନ୍ତର ନକରି ସଭିଙ୍କୁ ସନ୍ତୁନ୍ତୁଷ୍ଟ କରନ୍ତି ସବୁ କ୍ଷେତ୍ରରେ, ସିଏ ଗୁରୁ।
    🎉ଜୟ ଗୁରୁ🎉

    • @rskbmohapatra2364
      @rskbmohapatra2364 7 месяцев назад

      ଆମେ ମହାବିଦ୍ୟାଳୟ ରେ ପାଠ ପଢ଼ାଇବା ସମୟରେ ପାତର ଅନ୍ତର କରୁ ନଥାଉ।ଯିଏ ଭଲ ପାଠ ପଢି ପରୀକ୍ଷା ରେ ସବୁଠାରୁ ଶ୍ରେଷ୍ଠ ନମ୍ବର ରଖିଲା ଆପେ ଆପେ ତା ପ୍ରତି ପାଠ ବୁଝାଇବାକୁ ମନ ହୁଏ।

  • @mirapriyadarshini7582
    @mirapriyadarshini7582 8 месяцев назад +1

    Baba pranam, aji ra alochana bahuta fantastic

  • @BijayDas-y2i
    @BijayDas-y2i 2 месяца назад

    ଜୟ ଜଗନ୍ନାଥ।ପଚାରୁଥିବା ଭାଇ ଆପଣ ସବୁକଥା ବୁଝିଛନ୍ତି। ଧନ୍ୟବାଦ ଭାଇ

  • @sridharsahoo1217
    @sridharsahoo1217 8 месяцев назад +4

    ପ୍ରଶ୍ନପଚାରି କି ମଝିରେ ବାଜୁରୁବାଜୁରୁ କାହିଁକି ହେଉଛନ୍ତି ସୁଣନ୍ତୁ ସୁଣିବାକୁ ଦିଅନ୍ତୁ।।

  • @aratatarai2196
    @aratatarai2196 8 месяцев назад +1

    Jay sri gurudev🌹🙏🙏🙏🙏🙏🙏🙏......

  • @golarani6165
    @golarani6165 8 месяцев назад +1

    Omm Gurudevay🙏🙏🙏🙏 2 jana Gurunka katha suni mana santust hei gala omm Gurudevay🙏🙏🙏🙏🙏

  • @SanjayDas-stkpd
    @SanjayDas-stkpd 8 месяцев назад +2

    ମନ କୁ ବାନ୍ଧିବା ବାଟ ମନ କୁ ଭଗବାନ ଙ୍କ କାମରେ ଅଭ୍ୟାସ ରଖ୍ ରଖିଲେ ମନ ଶୂନ୍ୟ ଅନୁଭବ ହେବ

  • @Zodnd1254
    @Zodnd1254 3 месяца назад

    ଗହନ ତତ୍ତ୍ଵ❤❤❤ପ୍ରଣାମ ।ଗୁରୁ ସରଣମ୍ ❤

  • @sanatanbehera7537
    @sanatanbehera7537 8 месяцев назад +3

    ମନକୁ ବୁଝା ମନ ବୁଝି ଗଲେ ହୋଇବୁ ରଜା ବାଜିବ ବାଜା ଦେଖିବୁ ମଜା

  • @rskbmohapatra2364
    @rskbmohapatra2364 7 месяцев назад +6

    . ସୂକ୍ଷ୍ମ ଶରୀର ରେ ନାଡୀ ର ଅବସ୍ଥାନ।ସ୍ଥୁଳ ଶରୀରକୁ ନାଭି ମାଧ୍ୟମରେ ପ୍ରାଣ ବାୟୁ ପ୍ରଵେଶ କଲା ଏଣୁ ସ୍ଥୁଳ ଶରୀରରୁ ନଅଟି ଦ୍ଵାର ଦେଇ ପ୍ରାଣ ଗଲେ ଆସିଥିବା ବାଟ ଭୁଲି ଇନ୍ଦ୍ରିୟ ଦେଇ ପ୍ରାଣ ତ୍ୟାଗ ହେଲେ ପୁନରପି ଜନନମ ପୁନରପି ମରଣମ ଚକ୍ରରେ ଘୁରିଵାକୁ ପଡ଼ିବ।ନାଭି ମାଧ୍ୟମରେ ସୂକ୍ଷ୍ମ ରଜତ ରଜୁ ଲାଗିଥାଇ ସୂକ୍ଷ୍ମ ଶରୀର କୁ ପ୍ରଵେଶ କଲା ପରେ ମୂଳାଧାର ଚକ୍ର ରେ ଦକ୍ଷିଣାଗ୍ନି କୁଣ୍ଡଳୀନି ଶକ୍ତି ଉପରକୁ ଉଠେଇ ଵାରେ କାମରେ ଲାଗେ।ସ୍ଵାଧୀଷ୍ଠାନ ଚକ୍ରରେ ଗୃହ ପତି ଅଗ୍ନି ସଂଯୋଗ କରିଦେବାରୁ ପୁଣି ନାଭି ଚକ୍ରରେ ଵୈଶାନର ଅଗ୍ନି ତଥା ହୃଦୟ ଚକ୍ରରେ ଆହଵନି ଅଗ୍ନି କଣ୍ଠ ଚକ୍ରରେ ସମିଦ୍ଭଵ ଅଗ୍ନି ଆଜ୍ଞା ଚକ୍ରରେ ଵ୍ରହ୍ମ ଅଗ୍ନି ତଥା ସହସ୍ରା ର ରେ ଦାଵାନଳ ରେ ପରମ ଵ୍ରହ୍ମ ଅଗ୍ନି ରେ ସଂଯୁକ୍ତ ହୁଏ। ଆଜ୍ଞା ଚକ୍ର‌‌‌ ରୁ ଶିଵ ଲୋକ ଆରମ୍ଭ।ଚିଦାକାଶ ଏଵଂ ମହାଶିଵ ଲୋକ ମହାକାଶ ମଝିରେ ଦହରାକାଶ,ପରାକାଶ, ଆତ୍ମା କାଶ ଅତିକ୍ରମ କରିବାର ଗୌରବ ଅର୍ଜନ କରିବା ସମ୍ଭବ ହୁଏ।

  • @pruthirajbehera5739
    @pruthirajbehera5739 8 месяцев назад +2

    Hate krusna hare ram
    🙏🌹🙏🌹🙏🙏

  • @nishakarbehera3472
    @nishakarbehera3472 8 месяцев назад +1

    Dui gurunku.satakoti.pranam

  • @bhagabanguru7848
    @bhagabanguru7848 8 месяцев назад +1

    ଜୟ ଗୁରୁଦେବ, ଆଜ୍ଞା ପ୍ରଣାମ

  • @Aditya.aditya.
    @Aditya.aditya. 8 месяцев назад

    ❤ ବହୁତ ସୁନ୍ଦର ଓ ଗୁରୁତ ପୂର୍ଣ୍ଣ କଥା ଶିକ୍ଷା ମିଳିଲା❤

  • @minumishra6511
    @minumishra6511 8 месяцев назад +1

    Jay shree radhe Krishna govind hare Krishna hare Krishna

  • @tapaswinisahu9826
    @tapaswinisahu9826 6 месяцев назад +2

    Hari om 🙏

  • @HemantKumarMangaraj
    @HemantKumarMangaraj 4 месяца назад

    Jay shree Jagannath Radhe Radhe.

  • @OGT_X_OM
    @OGT_X_OM 8 месяцев назад +1

    ଗୁରୁଦେବ, ବାବା ଆପଣଙ୍କୁ ବାରବାର ପ୍ରଣାମ, ବାବା ଆପଣ ସବୁକିଛି ଖୋଲି ଜ୍ଞାନ ବିତରଣ କରୁଛନ୍ତି..........
    .

  • @BabitaPradhan-q9l
    @BabitaPradhan-q9l 4 месяца назад

    ଶରଣ

  • @umakantofficial2919
    @umakantofficial2919 8 месяцев назад +1

    ବହୁତ ଗୁଢ ରହସ୍ୟ କଥା ଗୁଡାକ କହୁଛନ୍ତି ଗୁରୁଜୀ

  • @PrafulaSwain-xe5sz
    @PrafulaSwain-xe5sz 8 месяцев назад +1

    Baba pranam.

  • @SubashChandra-p9c
    @SubashChandra-p9c 8 месяцев назад +1

    ପ୍ରଣାମ 🙏ଆପଣଙ୍କ ନଂ ଦେଲେ କିଛି ବୁଝିବାର ଅଛି ଆଜ୍ଞା

  • @MamiSwain-gv3sz
    @MamiSwain-gv3sz 8 месяцев назад +1

    🙏🙏

  • @amiyaranjansahu5575
    @amiyaranjansahu5575 8 месяцев назад +1

    Very fine and learning subject.

  • @sanatanbehera7537
    @sanatanbehera7537 8 месяцев назад

    ଧିରେ ଧିରେ ମନକୁ ଯେ ବାବୁ ନିଶ୍ଚଳ କରିବୁ। ଏ ମାୟା ସଂସାରୁ ତୁହି ତରିଯିବୁ । ନହେଲେ ପଶୁ ପ୍ରାୟହୋଇ ଅଗ୍ଯାନେ ମରିବୁ।

  • @sanatanbehera7537
    @sanatanbehera7537 8 месяцев назад

    ମନ ଏକାଗ୍ରତା ରେ ପବନ ନିଶ୍ଚଳ

  • @arakshitapati9228
    @arakshitapati9228 8 месяцев назад +1

    Pranaam baba🙏🕉❤🌹🙏

  • @swapnamalik2173
    @swapnamalik2173 8 месяцев назад +1

    ❤ram ram

  • @BipinSamal-mv4yp
    @BipinSamal-mv4yp 7 месяцев назад

    Guru Swami 🕉️🙏 🙏🙏

  • @rajendradehury1747
    @rajendradehury1747 8 месяцев назад +1

    Jay gurudev pranam

  • @rajnikantrajnikant8434
    @rajnikantrajnikant8434 8 месяцев назад +2

    ଆଜ୍ଞା,ବାହା ହୋଇ ଆପଣଙ୍କ ସ୍ତ୍ରି ଙ୍କୁ ଅଧାରେ ଛାଡି ଆସିଲେ,
    ମାଉସୀ ଆଜ୍ଞା କଣ ସାଧ୍ବୀ ହୋଇ କେଉଁଠି ଅଛନ୍ତି କି କଣ କି ପ୍ରକାର ଜୀବନ ଯାପନ କରୁଛନ୍ତି?

  • @ManiRana-f1f
    @ManiRana-f1f 7 месяцев назад +1

    ମାନସିକ ପ୍ରବେଲନ୍ ଅଛି ପେଟର ରୋଗ ଅଛି

  • @Shibsanka-v9r
    @Shibsanka-v9r 7 месяцев назад +1

    Jay gurudev

  • @sanatanbehera7537
    @sanatanbehera7537 8 месяцев назад

    ପବନ ନଚଳି ମନ ଚଳେ ନାହିଁ। ପବନ ସାଥେ ସାଥେ ଚାଲେ ପ୍ରାଣ ତାହାକୁ କହନ୍ତି ଜୀବନ

  • @kedarnathparida9781
    @kedarnathparida9781 8 месяцев назад +1

    JOYGURU PRANAM

  • @santilatasahoo3577
    @santilatasahoo3577 8 месяцев назад

    Jay. Sri. Gurudev❤❤❤❤❤

  • @NakulaNayaka
    @NakulaNayaka 8 месяцев назад +1

    Jaya shre hare

  • @pkishorchandraprusty4507
    @pkishorchandraprusty4507 8 месяцев назад +1

    Pranam🎉

  • @dasarathimahalik441
    @dasarathimahalik441 8 месяцев назад +1

    Hariomtatsat ❤

  • @simadritirumula2020
    @simadritirumula2020 8 месяцев назад +1

    Nomskhar sir, l am like buy book this type of knowledge book.

  • @prakashmeher8147
    @prakashmeher8147 8 месяцев назад +1

    ❤❤❤😮😮🎉

  • @jkkj6288
    @jkkj6288 8 месяцев назад

    ଜୟ ଜଗନ୍ନାଥ

  • @BipinSamal-mv4yp
    @BipinSamal-mv4yp 7 месяцев назад

    Tharete guru dharania

  • @sanatanbehera7537
    @sanatanbehera7537 8 месяцев назад

    ପବନ ନିଶ୍ଚଳ ହେଲେ ମନ ଚଳିବ ନାହିଁ। ମନ ନଚଳିଲେ ଆଖି, କାନ, ନାକ, ପାଟି, ଓଟାରନ୍ତି ନାହିଁ

  • @BinondaDas-si1zb
    @BinondaDas-si1zb 3 месяца назад

    Yoga mukhya anga Mana janili pranam gurudeb

  • @sanatanbehera7537
    @sanatanbehera7537 8 месяцев назад

    ପବନ ଚାଲିଲେ ମନ ଚାଲେ ପ୍ରକୃତି ଓଟାରନ୍ତି ବେଳେ

  • @rajnikantrajnikant8434
    @rajnikantrajnikant8434 5 месяцев назад

    ଆଜ୍ଞା ସବୁ ସନ୍ଥ ,ଭଗବାନ ଖାଲି ଭାରତ ରେ କାହିଁକି ରହି ଛନ୍ତି ?
    ବାହାର ଅନ୍ୟ ଦେଶରେ Londan, pyaris, ଅଷ୍ଟ୍ରେଲିଆ greenland ହରିକା ରେ କାହିଁ ୟେ ସନ୍ଥ ମାନେ ଯାଉ ନାହାନ୍ତି ?ଭଗବାନ ବି ।
    ସେ ଆଡ଼େକର ମଣିଷ ମନୁଷ୍ୟ କୁ କିଏ ତିଆରି କରନ୍ତି ?
    ସେଠାରେ ମଲା ପରେ କୁଆଡେ ଯାଆନ୍ତି,ଜମ ଦେବ ତାଙ୍କ କଥା କିମିତି ବୁଝନ୍ତି ?

  • @ganeshhembram5128
    @ganeshhembram5128 7 месяцев назад

    Thank you Guruji 🙏🙏🙏

  • @rajnikantrajnikant8434
    @rajnikantrajnikant8434 8 месяцев назад

    " ଆଜ୍ଞା ପଦ୍ମ " ଶରୀର ର କେଉଁ ଜାଗାରେ ଅବସ୍ଥାନ କରେ?
    ବ୍ରହ୍ମ ନାଡୀ କଣ ଭାରତ ବାହାର ଲୋକଙ୍କ ଶରୀର ରେ ଥାଏ?
    ମୁସଲିମ, ଈସାଇ,ଜୈନ ଆଦି ଲୋକଙ୍କ ଶାରୀର ଭିତରେ କଣ ବ୍ରହ୍ମ ନାଡି ଥାଏ ?

  • @sanatanbehera7537
    @sanatanbehera7537 8 месяцев назад

    ପବନ ଚଳିଲେ ମନ କଳ୍ପନା କରେ। ପବନ ନିଶ୍ଚଳ ହେଲେ ମନ ନିର୍ବିକଳ୍ପ ହୁଏ

  • @PrafulaSwain-xe5sz
    @PrafulaSwain-xe5sz 8 месяцев назад +1

    Khola kathha kuhantu .anubhaba batita au kichhi sutra achhi ki?

  • @rajnikantrajnikant8434
    @rajnikantrajnikant8434 8 месяцев назад

    କବାଟ, ଝରକା,ପଙ୍ଖା ବନ୍ଧ କରବା ଦ୍ୱାରା ପବନ ବନ୍ଦ,
    ତେବେ କଣ ଆମର ମନ ସ୍ଥିର ହୋଇ ପାରେ?

  • @MunuDash-r5f
    @MunuDash-r5f 8 месяцев назад +1

    Guruji Panama

  • @rajnikantrajnikant8434
    @rajnikantrajnikant8434 8 месяцев назад

    ଆଜ୍ଞା, ଆପଣ ଗାଈ ର ଛୁଆ,ବାଛୁରୀ କୁ ରସି ବାନ୍ଧି ,ତାଆ ମାଆ ଠାରୁ ଦୂର ରେ ରଖି ତା ପାଇଁ ଈଶ୍ୱରଙ୍କ ପ୍ରଦତ୍ତ ଦୁଗ୍ଧ କୁ ନିଯେ ଦୁହିଁ ବ୍ୟବସାୟ କରୁଛନ୍ତି, ତାହା କଣ ଈଶ୍ୱର ଙ୍କ ଦୃଷ୍ଟି ରେ ନ୍ୟାୟ ସଙ୍ଗତ ଅଟେ?
    ଗାଇ କୁ ମାନବ, ମାତା ବୋଲି ମାନୁଛନ୍ତି, ତାହା କ'ଣ ନ୍ୟାୟ ସଂଗତ, ଏବଂ ଈଶ୍ୱର ଙ୍କ ଇଛା ଅଟେ?

  • @binodbhukta1125
    @binodbhukta1125 8 месяцев назад

    ଅଜପା ଉପରେ ଆଲୋଚନା କରିବାକୁ ଅନୁରୋଧ

  • @sudhakarnayak6003
    @sudhakarnayak6003 8 месяцев назад

    Prabhu Appnanku ANANTKOTI DAND PRANAM. AJYA PADM KU DEKHI HEB KI,,,,?JADI HEB TEBE KIPARI HEB ? KRUPA KARI KAHIBE

  • @SubhaMuduli-zr1fk
    @SubhaMuduli-zr1fk 7 месяцев назад

    Thank u guru ji

  • @ranjanpradhan3082
    @ranjanpradhan3082 8 месяцев назад +1

    Saran angya

  • @Aditya.aditya.
    @Aditya.aditya. 8 месяцев назад

    ଆଜ୍ଞା ପ୍ରଶ୍ନ କର୍ତ୍ତା ମହାଶୟ, ଆପଣ ଙ୍କ youtube re ପ୍ରବଚନ ଚାନେଲ ଅଛି,ମୁଁ ଆପଣଙ୍କ କଥାରୁ ଜାଣିପାରୁଛି, ମୁଁ ଆପଣଙ୍କ ଭିଡିଓ ସବୁ ଦେଖେ

  • @PradipNayak-xc6ou
    @PradipNayak-xc6ou 7 месяцев назад

    Kalyan pur mansada asram

  • @pratapmoharana9918
    @pratapmoharana9918 8 месяцев назад

    ମୋ ମନକୁ ଅସ୍ଥିର କରିବାରେ ତୁମେ m.b ଦାୟୀ l ପୁଣି ତୁମେ ହିଁ ଏ ଭିଡ଼ିଓ ଜାରି କରିବାର ତାତ୍ପର୍ଯ୍ୟ କଣ? ତୁମେ ହିଁ ସେମାନଙ୍କୁ ପୁଣି ଡାକି ଆଣିଲ ଯେଉଁମାନଙ୍କ ଯୋଗୁ ମୋ ମନ ଅସ୍ଥିର l ଘରେ ବସିବସି ସୋସିଆଲ ମିଡ଼ିଆ ମାଧ୍ୟମରେ ପୁଣି ସେମାନଙ୍କୁ ଆଣି ଗୋଟେ ଆଖଡ଼ା କଲ l

  • @creativechanel-tc1od
    @creativechanel-tc1od 8 месяцев назад

    Mendha

  • @mahagyanguru7101
    @mahagyanguru7101 8 месяцев назад

    Khudi Om Som sab baat kar leta hai to puchta kyon hai pagal sans per Dhyan Dene se kabhi Om ya Soham sunai nahin beta yah kitab padh kar bol raha hai so ham vah ham sab padh kar hi bol raha hai na to use Sadhna kiya hai na kuchh maloom hai Sadhna ke bare mein ki awaaz hi itna ghatiya hai vah aadami bhi Kitna ghatiya hoga jo phone kar raha hai

  • @pravakarsethy1107
    @pravakarsethy1107 8 месяцев назад +1

    🙏🙏🙏🙏