Respected Sir, today's episode is most emotional episode by which tears come out automatically. Sir our MAHAPRABHU is great HE is ALMIGHTY. Jaya Jagannath, Jaya Jagannath, Jaya Jagannath.
Sir, your episodes of Michhamahatma terrific & interesting, which we can not express in words. Jagannath is Almighty & you are under grace of almighty.
Excellent very important & most precious real story of real story with related to you Bibhu sir Thank you very much Bibhu sir & about Patali incident with lord sree jagannath not present at srikhetra & car festival up to 144years I have now first time known from you Bibhu sir 🙏
Episode ଧୀରେ ଧୀରେ ଅତି ଆକର୍ଷଣ ହେଇ ଚାଲିଛି ,ଅତି ସୁନ୍ଦର୍ ଲାଗୁଛି , ଜୟ କାଳୁ , କାଳୁର ଜୟ ହେଉ
ସାର ମିଛ ମହାତ୍ମା, ଆପଣଙ୍କୁ ସତ ମହାତ୍ମା କରିଦେଲା। ଆପଣଙ୍କ ଦସ୍ତଖତ ରେ ମିଛ ମହାତ୍ମା ପୁସ୍ତକ ମେଳା ରୁ ଆଣି ବାରମ୍ବାର ପଢିଛି।ସତରେ ଅତି ସାହସିକ କାର୍ଯ୍ଯ ରୁ ନୂତନ ପରିଚୟ ମିଳିଲା। ପ୍ରଣାମ।
ମହାପ୍ରଭୁ ହିଁ ମହାସାଗର ।ଆପଣ ଭାଗ୍ୟବାନ। ଆପଣ ସେ ମହାସାଗର ରେ ଉବୁଟୁବୁ ହେବାର ସୁଯୋଗ ପାଇଚନ୍ତି।
Jay Sree Jagannath swami ❤❤🙏❤️❤️
Hey Prabhu 🙏
ଭକ୍ତର ଜୟ, ଭଗବାନଙ୍କର ଜୟ। ଜୟ ଜଗନ୍ନାଥ।
ଭକ୍ତ ଆଉ ଭକ୍ତ ପ୍ରାଣନାଥ ଶ୍ରୀ ଜଗନ୍ନାଥ ଙ୍କ କି ଅପୂର୍ବ ଲୀଳା ଜୟ ଶ୍ରୀ ଜଗନ୍ନାଥ 🙏🌷🙏🙏🌷🙏
🌹🌹🌹ଜୟ୍ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ଶରଣଂ ସମର୍ପଣଂ ଚ ମମ👏👏👏👏👏👏
ଜୟ ଜୟ ଜଗନ୍ନାଥ 🌿🌼🙏🏽🛐🫁❤🫁🛐
ବହୁତ ରୋମାଣ୍ଟିକ ରୋମାଞ୍ଚକ ଘଟଣା, କହିବାର ଶୈଳୀ ଖୁବ ସୁନ୍ଦର ଥିଲା, ବହୁତ ଦୁଃଖଦ ଘଟଣା ବଳି, ଜୟ କାଳୁ 🙏🏽🛐
ସତରେ, ଜଗନ୍ନାଥ ମହାପ୍ରଭୁଙ୍କ ଅପାର ଲୀଳା !!
ନମସ୍କାର
ମୋ ମତରେ ଆପଣଙ୍କର ପ୍ରାରବ୍ଧ ଓ ଗାନ୍ଧୀ ଙ୍କର ପ୍ରତି ଅହେତୁକ ଘୃଣା ଆପଣଙ୍କ ଜୀବନରେ ଏ ବିପର୍ଯ୍ୟୟ
ଆଣିଦେଲା। ମହାପ୍ରଭୁ ଙ୍କର ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ଓ ପୂର୍ବ ଜନ୍ମ ର ପୁଣ୍ୟ ବଳରେ ଏ ଦୁର୍ବାର ଝଡ଼ ଝାଞ୍ଜା କୂ ପାରି ହେଉଛନ୍ତି। ରୋମାଞ୍ଚକର ବ୍ୟାଖ୍ୟା । ଧନ୍ୟବାଦ୍।
JAGANNATHA RA BHALA PAIBA JOGU EHA GJATILA.JAYA JAGANNATHA.
Jay jaganath 🙏👍❤ i want more about jaganath miracle❤❤❤❤❤❤❤❤
Sir pranam.Chamtkar apanka Anubhuti.Kaluķu madhya Satakoti Pranam
Om Jay shree Jagannath Swami Nayana Patha gami bhaba Tume 🙏🙏🙏 Hari Hari bol Manima Hari Hari bol 🙏🙏🙏🙏
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
ଜୟ ଗୁରୁଜୀ 🙏🙏🙏
ଆପଣଙ୍କ ଅନୁଭୂତି ଗୁଡିକ ମୋ ପାଇଁ ପ୍ରେରଣା ଅଟେ ମହାପ୍ରଭୁଙ୍କ ନିକଟତର ହେବା ପାଇଁ
ଜୟ ଗୁରୁଜୀ 🙏🙏🙏
God is almighty
ଯାହା ସବୁ ଘଟି ଜାହିଛି ଆପଣଙ୍କ ଜୀବନରେ ଏ ମିଛ ମହାତ୍ମା ବହି ପାଇଁ ଆପଣଙ୍କର କାଳୁ ପ୍ରତି ଏ ସବୁ ଅଗାଧ ଭଲ ପାଇବାର ନିଦର୍ଶନ. ଜୟ ଜଗନ୍ନାଥ 🙏🙏🙏. ଆପଣଙ୍କୁ କୋଟି କୋଟି ପ୍ରଣାମ. 🙏
❤❤
Respected Sir, today's episode is most emotional episode by which tears come out automatically. Sir our MAHAPRABHU is great HE is ALMIGHTY. Jaya Jagannath, Jaya Jagannath, Jaya Jagannath.
ଜୟ ଜଗନ୍ନାଥ ଉତ୍କଣ୍ଠାର ସହିତ ପ୍ରତୀକ୍ଷା
Mo mahaprabhu
Belqul theek Jagannath re Leela
🙏,,
ଅଦ୍ଭୂତ ଓ ଅବିଶ୍ଵସନୀୟ ମନେ ହେଉଥିଲେବି ଆତ୍ମା କିନ୍ତୁ ଏ ସମସ୍ତ ଘଟଣା କ୍ରମକୁ ତିଳେ ମାତ୍ର ଏଡ଼ାଇ ପାରୁନି। ଆପଣ ପ୍ରକୃତରେ ମହାପ୍ରଭୁଙ୍କର ଅନନ୍ୟ ପ୍ରିୟ ଭକ୍ତ । ଜୟ ଜଗନ୍ନାଥ... ଜୟ ଜଗନ୍ନାଥ... ଜୟ ଜଗନ୍ନାଥ 🙏🙏🙏
Jay jagannath
Vagabanka lila🎉❤🎉 apana Mahan sir🎉❤🎉
Sir, your episodes of Michhamahatma terrific & interesting, which we can not express in words. Jagannath is Almighty & you are under grace of almighty.
କୋଟି କୋଟି ପ୍ରଣାମ ଜୟ ଜଗନ୍ନାଥ
Excellent very important & most precious real story of real story with related to you Bibhu sir Thank you very much Bibhu sir & about Patali incident with lord sree jagannath not present at srikhetra & car festival up to 144years I have now first time known from you Bibhu sir 🙏
Jai jagannath 🙏
ଜୟ ଶ୍ରୀ ଜଗନ୍ନାଥ
I waited for you
ପ୍ରଣାମ । ପ୍ରଭୁ କୃପା ହିଁ କେବଳମ୍ ।
ଆପଣଙ୍କ କଥା ଶୁଣି ମୋ ଆଖିରୁ ଲୁହ ଝରି ଯାଉଛି
କେବଳ ମହାପ୍ରଭୁ ଙ୍କ ଲୀଲା କୁ ହୃଦୟ ରେ ସ୍ମରଣ କରି
ପ୍ରଣାମ
ଗୁରୁଜୀ ମୋର ଶତ ଶତ ପ୍ରଣାମ। ଆପଣଙ୍କ କାଳୁ ସହାୟତା ସତରେ ❤ଗ୍ରାହୀ।
🙏 ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
🙏ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
So fine I can't express God's bless😊
ଜୟ ମୋ ମଣିମା ମହାବାହୁ ଶ୍ରୀ ଜଗନ୍ନାଥ କାଳୁ ମହାପ୍ରଭୁ ଙ୍କର ଜୟ ହେଉ 🙏❤️🙏
ଜୟ ଗୁରୁଦେବ 🙏
You are great sir.Thank you so much🙏
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ
Jai Mahabahu 🙏ଆଗାମୀ ସଂସ୍କରଣ ଅପେକ୍ଷାରେ...
Thanks to Lord Jagannath & Ranju Madam.Really miracle story Sir.Waiting for next episode to know the end..Jay Kalu...
ପ୍ରଣାମ ସାର୍,
ଏହି ଅଧ୍ୟାୟ ଟି ଶୁଣି ଆଖିରେ ଲୁହ ଆସିଗଲା, ଆଗାମୀ ଭାଗ ଅପେକ୍ଷାରେ ରହିଲି।
ଜୟ ଜଗନ୍ନାଥ।
Jay jaganath Mahaprabhu 🙏🙏🙏🙏🙏🙏🙏🙏🙏🙏🙏🙏🙏
Bahut badhiya laguchhi 🙏
ପ୍ରଣାମ sir। ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ 🙏
He mahaprabhu tuma ku koti2 pranam guruji nku be pranam
Guruji pranam Jai jagannath ❤
Jày jagannath
ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🏵️🌹🌺🍎🍓🌷🍇🏵️🌹🌺🍎🍓🌷🍇🏵️🌹🌺🍎🍓🌷🍇⭕‼️⭕ଜୟ ଜଗନ୍ନାଥ 🙏🏻🙏🏻🙏🏻
Jay jagnnath mahaprabhu...
Bhagaban apannkar Mangal karantu,,I think it is happening in my life.
🙏⭕❗⭕🙏 ଜୟ ଗୁରୁଦେବ 🙏 ଜୟ ଶ୍ରୀ ରାମ 🙏 ଜୟ ଜଗନ୍ନାଥ ⭕❗⭕🙏 ଗୁରୁଦେବ ସବୁ ସେହି ଜଗନ୍ନାଥଙ୍କ ଇଛା
ମୁଁ ଧ୍ୟାନ ଶିବିର ପାଇଁ ଆଗ୍ରହୀ ଏବଂ ଆପଣଙ୍କୁ ଶତ କୋଟି ଧନ୍ୟବାଦ ଓ ପ୍ରଣାମ 🙏🙏🙏
A good story Kalu can do anything
🎉🎉Right sir apananka katha bahut bhal laguchi
Jaya jagannath Swami
Very nice, jai jagannatha
Sir Pranam 🙏
Agami episode ku Apekhya
ଆଶା ରଖିଅଛି ଧ୍ୟାନ ଶିବିରକୁ ,
ଦୟା କିବା ହେବ ମୋର କପାଳକୁ ?
ଦୁର୍ଗାପୂଜା ପୁର୍ବୁ ହେବକି ଶିବିର ?
ପନ୍ଦରକୁ ଯିବି ତୀର୍ଥ ରାମେଶ୍ୱର l
ଅନୁରୋଧ ମୋର ରଖିବେକି ନାହିଁ ,
ଜାଣିଛନ୍ତି ଏକା ଜଗତର ସାଇଁ l
Jay Jagannath mahaprabhu.
Sir bahut bhala lagila Jay Jagannath
Jahaku rakhibe Ananta ki karipare balawant, Jay Jay Jagannath 🙏🙏🌹🌹
Aschrya..lage jaijaganatha jaijaganatha jaimahaprabhu
Jay jaganath Swami tuma Charan tale koti koti pranam mahaprabhu
ଜୟ ମୋ ମହାପ୍ରଭୁ କାଳୁ 🌿❤️🌼🙏🏽🛐❤️🫁
ଭିଡ଼ିଓ ତ ବହୁତ ଭଲ ଲାଗୁଚି କିନ୍ତୁ ଆପଣଙ୍କ ସଚ୍ଚୋଟତା ଓ ସତ୍ୟର ସାମ୍ନାରେ ଆଜିଦୁନିଆଟା ପରାଜୟ ପଥରେ, ଯେପରି ଆଈ ମା, ର ଗଳ୍ପ ନା କୌଣସି ଚଳଚିତ୍ରର କାହାଣୀ,😢❤
ଆପଣଙ୍କୁ ମୋର ପାଦ ସ୍ପର୍ଶ ପ୍ରଣାମ 🛐
ଆପଣଙ୍କ ଦୁଃସାଂଶିକ କୁ ଧନ୍ୟବାଦ 👍🏽👍🏽👍🏽
ଜୟ କାଳୁ ଜୟ କାଳୁ ଜୟ ପ୍ରଭୁ 🚩🚩🚩🌲
Soheart touching.tears came down.
JAY JAGANNATH 🙏🏻 🙏🏻 🙏🏻 🙏🏻 🙏🏻 🙏🏻
ମହାଶୟ,
ଆମେ ଆପଣଙ୍କ ମିଛ ମାହାତ୍ମ୍ୟ ବହି ର ସାତଟା ଏପିଶୋଡ ଦେଖୁଛି, ଆମ ମହାପ୍ରଭୁ ଆମ ପାଖରେ ଅଛନ୍ତି, ସବୁବେଳେ ଜଗା ଠାକୁର ଆମର ଆମ ର ହେଇ ରହିବେ, ଆପଣଙ୍କୁ ଜିଆ ଭଲ ପାଉଛନ୍ତି ତା ସହିତ ମହାପ୍ରଭୁଙ୍କୁ ଭଲ ପାଉଛନ୍ତି ତାଙ୍କୁ ଲକ୍ଷ୍ୟ କରି ଆଗେଇ ଚାଲନ୍ତୁ,
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପରମବ୍ରହ୍ମ ଅନ୍ତର୍ଯ୍ୟାମୀ ମହାପ୍ରଭୁ ତୁମେ,
Pranam🙏Sir Joy Jagannath joy Kalu 🙏🙏🙏🙏🙏🙏🙏
ଜୟ ଜୟ ଶ୍ରୀ ଜଗନ୍ନାଥ
Pranam sir 🙏🏾🙏🏾
ଜୟ ଜଗନ୍ନାଥ
ଅକ୍ଟୋବର ମାସରେ ଛୁଟି ଦିବସ ରେ ଧ୍ୟାନ ଶିବିର କଲେ ଭଲ ହୁଅନ୍ତା କାରଣ ଚାକିରୀ କରିଥିବା ବ୍ୟକ୍ତି ମଧ୍ୟ ସୁଯୋଗ ପାଇ ପାରନ୍ତେ.
ଜୟ ଜଗନ୍ନାଥ
Aapanka anubhuti suni jagannathank prati manare aneka aneka bhakti asuchi.apanku koti koti pranam.
ଆପଣଙ୍କ ମାଧ୍ୟମରେ ଜଗନ୍ନାଥଙ୍କୁ କୋଟି କୋଟି ପ୍ରଣାମ
ଜୟ ଜଗନ୍ନାଥ 🙏🙏🙏
Thanks a lot for a beautiful description and the greatness of our Lord
Satare kete rahasyamaya apanankara atita au kete dayamaya ama prabhu.Jay Jagannatha.
Aapanka katha suni akhire luha asigala. Bahut bahut dhanyavaad.
Thrilling and chilling story
🙏
Bahut bhalalagilaSir
Sir apanka Kalu ku dandawata...au apananku sadar pranam. 👏👏
Gurudev aapan nku Moro pranam 🙏
Jay jay Jagannath Swami Narayan path gami vabatume 🙏🙏🙏🙏🙏🙏🙏🙏🙏🙏
❤❤❤🙏🙏🙏👍Ja Jagarnnath
🙏🙏
Wonderful n amazing
ଜୟଗୁରୁ ଜୟଶ୍ରୀ ଜଗନ୍ନାଥ ମହାପ୍ରଭୁଂକ ଅପାର ମହିମା
Bahut bhala laguchhi sir sunibaku prabhunk lila katha 🙏🙏
Jay shree Jagannath 🙏
Jay Jagannath.Praphunkara apara karuna.
Sir ଆପଣ ଙ୍କୁ କୋଟି କୋଟି ପ୍ରଣାମ
ସତରେ ଆପଣ ଙ୍କ କାଳୁ ଆପଣ ଙ୍କୁ ସତ ମହାତ୍ମା କରିଦେଲା, ଯାହାକୁ ରଖିବେ ଅନନ୍ତ କେ କରିପାରେ ବଳବନ୍ତ.ମୂଁ ଧ୍ୟାନ ଶିବିର ଲାଗି ଇଛୁକ.
ଜୟ ଜଗନ୍ନାଥ 🙏🙏🙏🙏🙏
Mo Mahaprabhu bapankara jai heu🙏🙏
Apanku sahasra pranam pravu jaganatha ka rupare.
Jagananth saranam🙏
Jay jagannath ❤
Jay jay sri Jagannath Swami Nayan patha gami vava tume manimaanka jay hau mo mahaprabhu nka jay hau 🙏🙏🙏🙏🙏
Aagami adhaya apekhyare rahilu.
What A heart touch event
Jay shree jagannath
Jay kaaaluuuuuu 💪
ବହୁତ ସୁନ୍ଦର story
Jay Jagannath Swami 🙏🌹❤️❤️ sir 🙏🙏🙏🙏
Thanks, Jay Jagannath mahaprabhu
ବ। ବା ଆପଣଙ୍କୁ ପ୍ରଣାମ ଆପଣ ଅନୁଭୂତଶୁଣିଭକ୍ତିଭାବ ଆସେ ସତରେ ଆପଣମହାନ