ନିର୍ବାଚନ ପରେ କୁଆଡେ ଗାୟବ ହେଇ ଗଲେ ପାଣ୍ଡିଆନ ? କଣ ତାମିଲନାଡୁ ପଳେଇଲେ କି ?

Поделиться
HTML-код
  • Опубликовано: 27 янв 2025

Комментарии • 270

  • @Shripatitapabana
    @Shripatitapabana 7 месяцев назад +97

    ପାଣ୍ଡୁ ସହ ମିଶନ ଶକ୍ତି ମହିଳା ମଧ୍ୟ ତାମିଲନାଡୁ ଯାଆନ୍ତୁ।

    • @gayatridas5698
      @gayatridas5698 7 месяцев назад +6

      Tama maa aga thiba se line re don't underestimate the women on this state

    • @gayatridas5698
      @gayatridas5698 7 месяцев назад +3

      Mission sakti re loka Dubai Jai asileni .. tamilnadu krte bata

    • @bikashmohapatra4807
      @bikashmohapatra4807 7 месяцев назад +4

      Aau jibeni Dubai ebe jibe tamilnadu

    • @gayatridas5698
      @gayatridas5698 7 месяцев назад

      Tamil Nadu kn pae leader gujrat ra leader hba tah tame Mane dadan khatibaku seithi hi jiba​@@bikashmohapatra4807

    • @kjrboytarun
      @kjrboytarun 7 месяцев назад +1

      😂🤣😂

  • @Nature-and_educational-S.H
    @Nature-and_educational-S.H 7 месяцев назад +19

    ବିଜେଡ଼ି ହାରିବାର ପ୍ରମୁଖ କାରଣ
    1) ସରକାରୀ କଳର ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର
    2) ଅପରାଧି ଟିଏ ଯଦି ଶାସକ ଦଳ ର ତେବେ ସେ ଯେତେ ବଡ଼ ଭୁଲ୍ କଲେ ବି ତାକୁ ମାଫ୍ କିନ୍ତୁ ଜଣେ ସାଧାରଣ ନିର୍ଦ୍ଦୋଷ ଲୋକ ହେଲେ ବି, ସେ କିଛି ଦୋଷ କରିନଥିଲେ ବି ତାକୁ ବିନା ଦୋଷରେ ଖୋଜି ଖୋଜି ଆଣି ଦଣ୍ଡ ।। ପୁଣି ତାକୁ ହିଁ ଧରିବେ ଯିଏ ଚାହିଁଲେ ବି ଆଇନ୍ କାନୁନ୍ ମ୍ୟାଟର ରେ କିଛି କରି ପାରିବ ନାହିଁ।।
    3) ଯୋଜନା ପରେ ଯୋଜନା କରିବା ଓ ସେଥିରୁ ବହୁ ଯୋଗ୍ୟ ହିତାଧକାରୀଙ୍କୁ ବାଦ୍ କରି ଅଯୋଗ୍ୟ ହିତାଧକାରୀ ବା ଶାସକ ଦଳ ର କର୍ମୀ ଙ୍କୁ ଦେଖି ଦେଖି ତାଙ୍କର ସବୁ ଥିଲେ ବି ସୁଦ୍ଧା ଯଚେଇକି ଯୋଜନାର ସୁଫଳ ତାଙ୍କୁ ଦେବା
    4) ବିଜେଡ଼ି ଦଳର ସବୁଠାରୁ ବଡ଼ ଘୋଟାଲା ଥିଲା ଗରିବ ମେଧାବୀ ଙ୍କୁ ବାଦ୍ କରି ଟଙ୍କା ନେଇ ଅଯୋଗ୍ୟ ଲୋକଙ୍କୁ ସରକାରୀ ଚାକିରୀ ଦେବା, ଯୋଗ୍ୟ ପାର୍ଥିଙ୍କୁ ବାଦ୍ କରିବା।।ସେଥିପାଇଁ ବାରମ୍ବାର ପାର୍ଥି ଙ୍କ ତରଫରୁ କୋର୍ଟ ରେ କେସ ହୋଇଥିଲେ ବି ତାର ସୁଫଳ କିଛି ମିଳି ନଥିଲା ।। ଯେଉଁ ଗରିବ ଚାକିରୀ ଆଶାୟୀ ମାନେ ହତାଶ ହେଇଥିଲେ ସେଇମାନେ ବିଜେଡ଼ି ବିପର୍ଯ୍ୟୟ ର ପ୍ରମୁଖ କାରଣ ସାଜିଲେ।।
    5) ଦଳୀୟ ଭିତ୍ତିରେ ପୋଲିସ୍ ବିଭାଗ କୁ ପରିଚାଳନା କରିବା
    l6) ବିଜେଡ଼ି କର୍ମୀଙ୍କ ସାଧାରଣ ଜନତା ଙ୍କ ଉପରେ ଗୁଣ୍ଡାରାଜ୍
    7) ଓଡ଼ିଶାରେ ସବୁ ସଂସାଧନ ବା ଖଣି ଖାଦାନ ଇତ୍ୟାଦି ଥାଇବି ଓଡ଼ିଶା ଏକ ଗରିବ ରାଜ୍ୟରେ ମାନ୍ୟତା ପାଇବା
    8) ରୋଜଗାରରେ ଅଭାବ ଓ ଓଡ଼ିଶା ଲୋକଙ୍କ ବାହାର ରାଜ୍ୟ ରେ ଦାଦନ ବୃଦ୍ଧି
    9) ସାଧାରଣ ଲୋକଙ୍କୁ ବିଜେଡ଼ି ସପୋର୍ଟର ହେବାକୁ ତାଙ୍କ ଉପରେ ଚାପ ପକେଇବା ଓ ତାଙ୍କ ବିରୁଦ୍ଧରେ କିଛି କହିଲେ ସରକାରୀ ଯୋଜନାର ରାସନ୍ କାର୍ଡ, ଗୃହ ଆଦି ଯୋଜନାରୁ ବଞ୍ଚିତ କରିବା ଓ ତାଙ୍କ ନାମରେ ମିଛ ପୋଲିସ୍ କେସ କରିବାକୁ ଧମକ ଦେବା ଏବଂ ଲୋକଙ୍କୁ ଭୟଭୀତ କରେଇବା ଓ ଓଡ଼ିଶାର ରାଜସ୍ଵ ର ଅପ ବ୍ୟବହାର କରି ନିଜ ବ୍ୟକ୍ତଗତ ସ୍ବାର୍ଥ ଓ ବିଜେଡ଼ି ଦଳର ସ୍ବାର୍ଥ ପାଇଁ ଖର୍ଚ୍ଚ କରିବା।।
    10) ରାଜ୍ୟରେ ଅପରାଧ ବୃଦ୍ଧି ଓ ନାରୀ ନିର୍ଯାତନା ବୃଦ୍ଧି
    11) ଭି.କେ ପାଣ୍ଡିୟନ୍ ଙ୍କ ଭଳି ଜଣେ ରାଜ୍ୟ ବାହାର ଲୋକକୁ ଓଡ଼ିଶା ଶାସନ କ୍ଷେତ୍ରରେ ଆଣି ହସ୍ତକ୍ଷେପ କରିବାକୁ ଅଯଥାରେ ସୁଯୋଗ ଦେବା
    12) ଆଇନ୍ କାନୁନ୍ ସମ୍ବିଧାନ ଆଦିକୁ ନିଜ ଦଳର ସ୍ବାର୍ଥ ପାଇଁ ବ୍ୟବହାର କରିବା
    13) ରାଜ୍ୟରେ ବାଂଲାଦେଶୀ ଙ୍କ ଅନୁପ୍ରବେଶ ଓ ରାଜ୍ୟ ସରକାରଙ୍କ ନୀରବତା
    14) ମାତ୍ରାଧିକ ନିଶା କାରବାର
    15)ଓଡ଼ିଶାର ଖଣି ଖାଦାନ କୁ ଓଡ଼ିଶାର ବିଜେଡ଼ି ଦଳର ଚାମଚା ଓ ତାଙ୍କ ସହିତ ତାମିଲ୍ ଚୋର ମାନେ ଲୁଟିକି ଖାଇବା
    16) ଲୋକଙ୍କ ପ୍ରକୃତ ବିକାଶ ପାଇଁ କାମ ନକରି ଇଲେକ୍ସନ ପୂର୍ବରୁ ମଦ ଓ ଟଙ୍କା ବାଣ୍ଟିକି ଭୋଟ ହାତେଇବାର ଯେଉଁ ନିଶା, ସେଇଟା ବେଶି ବିଜେଡ଼ି ପାଇଁ କାଳ ହେଲା, କାରଣ ଲୋକ କହିଲେ ବିଜେଡ଼ି ଠୁ ଖାଇବୁ କିନ୍ତୁ ଭୋଟ ଦେବୁ ଆଉ କାହାକୁ ।। କାରଣ ଲୋକ ଚାହିଁଲେ ନିଜର ଶାନ୍ତି,ସୁରକ୍ଷା, ବିକାଶ ଓ ସମ୍ମାନ କିନ୍ତୁ ଟଙ୍କା ଓ ମଦ କି ଅନ୍ୟକୌଣସି ଜିନିଷ ନୁହେଁ
    ଏମିତି ଅନେକ କାରଣ ଅଛି ଯାହାକୁ କହିଲେ ମୋ ଫେସ୍ ବୁକ୍ ପେଜ୍ ପୁରିଯିବ ପଛେ କିନ୍ତୁ ଲେଖା ଛିଡ଼ିବ ନାହିଁ ।। ତେଣୁ ବିଜେପି ଯଦି ଏଗୁଡ଼ା ବିଜେଡ଼ି ଭଳି ଦୋହୋରେଇବ ତେବେ 2029 ଇଲେକ୍ସନ ବିଜେପି ଜିତିବା ମୁସ୍କିଲ ହେବ।। କାରଣ ଏସବୁକୁ କରିକି ବିଜେଡ଼ି ଗଲା, କିନ୍ତୁ ବିଜେପି ଯେମିତି ଏସବୁ ନକରେ ଓ ନଯାଏ।। କାରଣ ଆମେ ଚାହୁଁଛୁ ଦଶ ପନ୍ଦର ବର୍ଷ ବିଜେପି ଓଡ଼ିଶା ରେ ଶାସନ କରୁ କିନ୍ତୁ ଭୁଲ୍ କଲେ ଏପରି ବିଜେଡ଼ି ଭଳି ବିଜେପି କୁ ମଧ୍ୟ ଉପାଡ଼ି ଫୋପାଡ଼ି ଦେବୁ।।

  • @susantakumarsahu7675
    @susantakumarsahu7675 7 месяцев назад +26

    କାରଣ କିଛି ନୁହେଁ,କେବଳ ଲୋକ ଚାହିଁଲେ ପରିବର୍ତ୍ତନ ସେୟା ହିଁ ହେଲା ।

  • @Ramachadra3639
    @Ramachadra3639 7 месяцев назад +68

    ଭାଇ ମୁଁ କଣ କହୁଥିଲି ଲୋକମାନେ ପରିର୍ବତ୍ତନ ଚାହୁଁଛନ୍ତି 👍👍👍ଏବେ ଟିକେ ପୁରୀ ଚନ୍ଦନଯାତ୍ରା ଉପରେ କୁହ ଗୋଟେ ସପ୍ତାହରୁ ଅଧିକ ହେଇଗଲାଣି କିଛି ଜଣା ପଡୁନାହିଁ ନିର୍ବାଚନ news ଆଗରେ ସେ ଦୁଃଖଦ କଥାଭୁଲି ଯାଉଛନ୍ତି

    • @MrbaudiaCreation
      @MrbaudiaCreation 7 месяцев назад +1

      କେବେ?

    • @Ramachadra3639
      @Ramachadra3639 7 месяцев назад +2

      ​@@MrbaudiaCreationପୂର୍ଵ ଭିଡ଼ିଓ ଦେଖ

    • @panipagaodisha-nz5fx
      @panipagaodisha-nz5fx 7 месяцев назад +1

      ଗାଣ୍ଡିର ଦମ ଅଛି ୟାର

  • @alokkumardas50
    @alokkumardas50 7 месяцев назад +34

    ଲେଖା ଟା ଛିଡ଼ିଗଲା finally 😂😂

  • @Shripatitapabana
    @Shripatitapabana 7 месяцев назад +23

    ଜଗନ୍ନାଥ ହିଁ ସବୁ ଗର୍ବ ଅହଙ୍କାରକୁ ଚୁନା କରିଛନ୍ତି ବାବୁ, ଆମେ କିଛି କରିନାହୁଁ। ଗର୍ବ ଗଞ୍ଜନ ନରହରି ଗର୍ବ ନରଖନ୍ତି କାହାରି 🙏। ଜୟ ଜଗନ୍ନାଥ 🙏🙏❤️

  • @jyotirajmaharana635
    @jyotirajmaharana635 7 месяцев назад +24

    କିଏ କିଏ ମୋ ଭଳି ଭାବୁଛ ଯେ ପାଣ୍ଡିଆନ ଆମ ନବୀନ ବାବୁ ଆଉ ସମସ୍ତ ଓଡିଶା ବାସୀଙ୍କ ସହ ବିଶ୍ୱାସ ଘାତକତା କରିଛି।

  • @bnmcreations4670
    @bnmcreations4670 7 месяцев назад +8

    ନବୀନ ବାବୁ ଙ୍କୁ ମଦ ଦେଇକି ପାଣ୍ଡିଆନ ବହୁତ ଲୁଟିନେଲା l

  • @SKBarik-sd8sy
    @SKBarik-sd8sy 7 месяцев назад +8

    Odia jindabad

  • @energeticram9928
    @energeticram9928 7 месяцев назад +1

    ମିସ୍ ୟୁ ନବୀନ ସାର୍

  • @DeepakKumar-b5c7v
    @DeepakKumar-b5c7v 7 месяцев назад +5

    ଭାଇ ମନୋଜ ମିଶ୍ର କୁ ଟିକେ ହେଇ ଯାଉ

  • @debendrakumarsahoo8975
    @debendrakumarsahoo8975 7 месяцев назад +3

    Bhai Apanka katha bahut badhia

  • @pkbably6717
    @pkbably6717 7 месяцев назад +5

    ସେଇ ଗାଲୁଆ ମନୋଜ ମିଶ୍ର ବିଷୟରେ କିଛି ଆସୁ

  • @biswajitnayak8467
    @biswajitnayak8467 7 месяцев назад +5

    Huge Respect for NABIN PATNAIK SIR ❤🙏

  • @trinathdas5716
    @trinathdas5716 7 месяцев назад +4

    ସ୍ଵାଭିମାନୀ ଓଡିଶା ବାଶି କେବେ ପଇସା ପାଇଁ କେବେ ମୁଣ୍ଡ ବିକିବେ ନାହିଁ jay shree ram ❤

  • @nilakanthasahoo8101
    @nilakanthasahoo8101 7 месяцев назад +1

    ପୁରୀ ଶଙ୍କରାଚାର୍ଯ୍ୟ ଅଭିଶାପ ପଡିଲା bjd ଗର୍ବ ଗଞ୍ଜନ କରି ଚନ୍ତି ଜଗନ୍ନାଥ

  • @Official_dilkhu_boy
    @Official_dilkhu_boy 7 месяцев назад +3

    ସତ ଟା ପର୍ଦ୍ଦାଫାଶ ହୋଇଗଲା।

  • @ranjankumarnayak6141
    @ranjankumarnayak6141 7 месяцев назад +1

    Good news bhai

  • @deepakswain777
    @deepakswain777 7 месяцев назад +5

    ଦେଖିବା BJP ଓଡ଼ିଶା ପାଇଁ କଣ କରିବ
    ପ୍ରଥମ bsky card ବନ୍ଦ କରିଦେଲାଣି
    କେତେ ରୋଜକର ମିଳିବ

    • @nilendrisahoovlogs312
      @nilendrisahoovlogs312 7 месяцев назад +1

      BSKY card chaliba ayushman na asiba parjyanta

    • @divyarashmirout533
      @divyarashmirout533 7 месяцев назад

      Bjp ra card au kebe asiba au kbetaka loka Naveen Babu nkara bsky card re nijaku treatment kareyibe

    • @raghunathmuduli2392
      @raghunathmuduli2392 7 месяцев назад

      Card lagu achhi

    • @maninanayak140
      @maninanayak140 7 месяцев назад

      Sabu chaluchi ete propaganda au chalaoni

  • @lionkapil8775
    @lionkapil8775 7 месяцев назад +9

    ପଇସା ଢେର ବଣ୍ଟା ହେଇଚି ତାହା ବିଜେପି ତରଫରୁ
    ମୁଁ ନିଜେ ଆଖିରେ ଦେଖିଚି
    ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଜୋନ no ୩ ରେ

    • @drdmediasibatala4061
      @drdmediasibatala4061 7 месяцев назад

      BJD kete bantila seta b kuha kantabanji re ta 5k deithila BJD

    • @shaktiprasad5897
      @shaktiprasad5897 7 месяцев назад +2

      ଏଇ କଥା ଗୋଡା ଏଇ mgh RUclipsr ମାନେ କହିବେ ki 😂
      ଖାଲି godi Ku support କରିବେ ଆଉ ପାଣ୍ଡୁ କୁ ସୋଧିବେ ବେ😂
      ଶଳା Godi media 😂

    • @lionkapil8775
      @lionkapil8775 7 месяцев назад

      @@shaktiprasad5897 😆😆

    • @mamataghadei83
      @mamataghadei83 7 месяцев назад +1

      But na padila Bjd

    • @shaktiprasad5897
      @shaktiprasad5897 7 месяцев назад +1

      @@mamataghadei83 Hmm ba

  • @Official_dilkhu_boy
    @Official_dilkhu_boy 7 месяцев назад +2

    BJD ra ଦଳ ଦୁର୍ବଳ ହୋଇଯାଇଥିଲା pandian ସକାଶେ।pandian କୋଉ ମନ୍ତ୍ରୀ, ନେତା ମାନଙ୍କୁ ଭାଷଣ ଦେବା ପାଇଁ ସୁଯୋଗ ଦେଲେନି।pandian ନବୀନ ପଟ୍ଟନାୟକ ଓଡ଼ିଶାରେ ନଜର ବନ୍ଦୀ ରଖିଥିଲେ।ସାଧାରଣ ଲୋକ ନବୀନ ପଟ୍ଟନାୟକଙ୍କୁ ଦେଖା କରି ପାରିଲେନି । ଓଡ଼ିଶା ରେ ଦୁର୍ନୀତି ବଡିଲା, ମଦ ର କାରବାର ବଢିଲା ସେଥି ପାଇଁ ଆଜି BJD ଖସିଲା।😮😮😮😮

  • @sukantidash9468
    @sukantidash9468 7 месяцев назад +2

    Pravu Jagannath sabu problem solve karideleJaya Jagannatha🙏🌹

  • @prithvirajnaik6100
    @prithvirajnaik6100 7 месяцев назад +2

    ଜୟ ଜଗନ୍ନାଥ 🙏🙏🙏 ଭାଇ, ହେଲେ ପାଣ୍ଡିଆନ ଗଲା କୁଆଡେ ଆଉ କଣ ଦେଖା ଯାଉନି।

  • @tukunavlogs8097
    @tukunavlogs8097 7 месяцев назад +2

    BJP ଜୟ ଶ୍ରୀ ରାମ ❤❤❤❤

  • @ganeshwarmahanta
    @ganeshwarmahanta 7 месяцев назад +1

    ହଁ ୟେ ଠିକ୍ କଥା b j d ଜାଣିଥିଲା କି ସେ ଆଉ ଜିତି ପାରିବନି ସେଥି ପାଇଁ ଆମ ଓଡ଼ିଶା କୁ ପୁରା କମ୍ ଜର କରି ଦେଲେ B J D party

  • @stylesstarbishnu6769
    @stylesstarbishnu6769 7 месяцев назад +1

    BJP jindabad

  • @gayatridas5698
    @gayatridas5698 7 месяцев назад +7

    Exactly. Naveen patnaik is so poised and cultured. He knows what to talk where to talk, how much to talk etc. isloye ek proud feeling tha ki we are under a father figure who knows how to care for us.

  • @Madhuvlogs94
    @Madhuvlogs94 7 месяцев назад

    Thank you odisha basi

  • @cmcreation4905
    @cmcreation4905 7 месяцев назад

    Thik kahichhanti bhai

  • @SidhantaMuduli-w6w
    @SidhantaMuduli-w6w 7 месяцев назад

    ଜୟ ଶ୍ରୀ ରାମ 🙏🙏🙏🙏🙏🙏🙏

  • @soumyananda3828
    @soumyananda3828 7 месяцев назад

    We support you

  • @TIGERRR-354
    @TIGERRR-354 7 месяцев назад +5

    Correct bro.....

  • @jpradhan2140
    @jpradhan2140 7 месяцев назад

    ବିଜେପି ପ୍ରସାଦ ବାଣ୍ଟୁ ଥିଲା ବିଜେପି କୁକୁର ସବୁ ତମେ ମାନେ
    ଆଗକୁ ଦେଖ ବାହାରେ States ଭଳିଆ ତମର କଣ ହଉଚି 💚💚💚

  • @jaherayo6978
    @jaherayo6978 7 месяцев назад

    👍🏼👍🏼👍🏼

  • @situdas09
    @situdas09 7 месяцев назад

    👍👍👍👍

  • @bbsrlinks
    @bbsrlinks 7 месяцев назад

    ଭାଇ ❤❤❤❤ ତୁମ ଭିଡିଓ। ବହୁତ୍ ପସନ୍ଦ ଲାଗେ❤❤

  • @stylesstarbishnu6769
    @stylesstarbishnu6769 7 месяцев назад +1

    Jya BJP

  • @rameshnaik6987
    @rameshnaik6987 7 месяцев назад +4

    Right bro

  • @vlogdisbilitybapunu
    @vlogdisbilitybapunu 7 месяцев назад +2

    Ld ବହୁତ ବଢିଆ ହେଲା. ଅଂହକାର ଖାଇ ଦେଲା.

  • @oyekarim143official
    @oyekarim143official 7 месяцев назад

    Right Bhai ❤️

  • @prabhakarnahak4558
    @prabhakarnahak4558 7 месяцев назад

    Bjp

  • @SiluswainSiluswain-jd2gf
    @SiluswainSiluswain-jd2gf 7 месяцев назад

    Sesha heijiba odisha

  • @bhagabannayak5890
    @bhagabannayak5890 7 месяцев назад

    Many many thanks brother for your good information

  • @basudevpradhan8334
    @basudevpradhan8334 7 месяцев назад

    Thik heichi

  • @ajitkumarsamal7202
    @ajitkumarsamal7202 7 месяцев назад +6

    BJD haribar reason hauchhi only Pandiyan aau voters paribartan chanhuthile

  • @prasantakumarghadai929
    @prasantakumarghadai929 7 месяцев назад

    ବିଜେଡି ବିଜେପି ଦୁଇ ଦଳର ଲୋକମାନ କହୁଛନ୍ତି ପାଣ୍ଡିଆନ ଯୋଗୁ ନବୀନ ବାବୁ ହାରିଛନ୍ତି ତେବେ ମୋଦି, ନବୀନ ବାବୁଙ୍କୁ ମୋର ଅନୁରୋଧ ଦୁଇ ଜଣ ମିଶି ପାଣ୍ଡିଆନର ଇତିହାସ ବାହାର କରନ୍ତୁ ସତରେ କଣ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହବାର ଯୋଜନା କରୁଥିଲା ଯୋଉଁଥିପାଇଁ ଜନସାଧାରଣ ଅସନ୍ତୁଷ୍ଟ ହୋଇ ବିଜେପିକୁ ଜିତାଇଲେ ନା ବିଜେପି ସହ ମିଶି ବିଜେଡିକୁ ହରେଇ ଫେରାର ହୋଇଯାଇଛି

  • @gaurangacharanasahu6033
    @gaurangacharanasahu6033 7 месяцев назад

    Jay jaganatha Jay odisha Jay Bharat super news bhai 😁😁😁

  • @kabunayak8218
    @kabunayak8218 7 месяцев назад

    Nice❤

  • @whatisthis1900
    @whatisthis1900 7 месяцев назад +1

    ollywood hatasihiaa star nka genda prachara upare vdo hou

  • @balarammohanty8451
    @balarammohanty8451 7 месяцев назад

    East aur west hungama Chanel is the best।।।।

  • @energeticram9928
    @energeticram9928 7 месяцев назад

    Only BJD button ✅.............

  • @sanjaydhal8342
    @sanjaydhal8342 7 месяцев назад

    ଭାଇ ଆଶିଷ ସିଂ ର ଖବର.......

  • @sureshpuhansurya845
    @sureshpuhansurya845 7 месяцев назад +1

    BJP jindabad Jay Shri Ram Jay jagannath 🙏 🙏

  • @spshortsvideo052
    @spshortsvideo052 7 месяцев назад

    Pura right

  • @KhuSus536
    @KhuSus536 7 месяцев назад

    Bhai jaha bi kuha ...ame apanankara bada fan ❤❤❤❤The way of narrating is absolutely fine

  • @tripatibisoi6235
    @tripatibisoi6235 7 месяцев назад +1

    Nabin sir bohut bholo
    Pandian pain harila bjd

  • @BasantaPanda-s7v
    @BasantaPanda-s7v 7 месяцев назад

    Bhai thik katha😂

  • @anshumanparichha4870
    @anshumanparichha4870 7 месяцев назад

    Odisha best Odisha base is the best mue Paschim Odisha ra

  • @PrakashTarai-q9u
    @PrakashTarai-q9u 7 месяцев назад +12

    ଆଉ କିଛି ପାଣ୍ଡୁର ପେଳଚଟା ଦାଦନ ଖଟିବାକୁ ପାଇଁ ରେଡି ହୁଅ

  • @gurubhailifestyle
    @gurubhailifestyle 7 месяцев назад +1

    ଭାଇ ଫିଲ୍ମ ଅଭିନେତା ଅଭିନେତ୍ରୀ ଙ୍କ ବିଷୟରେ ଟିକେ କୁହନ୍ତୁ
    ଅଭିନେତା ଅଭିନେତ୍ରୀ ପାଣ୍ଡିଆୟାନ କଥାରେ ପଡି କେତେ ମିଛ କହୁଥିଲେ
    ସେଇ ବିଷୟରେ କୁହନ୍ତୁ
    ଗରିବ ଲୋକ ଖାଇବାକୁ ପାଉନଥିବା ବେଳେ ଏଠି ସେଲିବ୍ରେଟି ମାନେ କେତେ ଟଙ୍କା ନେଇ ମିଛ ଗପୁଥିଲେ

  • @krishnadehury963
    @krishnadehury963 7 месяцев назад

    Bhai tomo video ku mu wait kori thili

  • @jkkumar9189
    @jkkumar9189 7 месяцев назад

    Bhai Jay shree Ram

  • @madanapattnaik1243
    @madanapattnaik1243 7 месяцев назад

    Correct

  • @SibaSiba-i6m
    @SibaSiba-i6m 7 месяцев назад

    BJP ❤❤❤❤

  • @basantakumar417
    @basantakumar417 7 месяцев назад

    Navin Pattnaik zindabad all India best no1 cm

  • @debiprasadgouda6635
    @debiprasadgouda6635 7 месяцев назад

    Nice video

  • @slb7498
    @slb7498 7 месяцев назад

    ହଁ ଭାଇ ବିଜେପି ବି ପଇସା ଦେଇଛି

  • @shaktiprasad5897
    @shaktiprasad5897 7 месяцев назад

    ଓଡ଼ିଶା ରେ ଯଦି job ନ ବାହାର କରା ଯାଏ ପାଣ୍ଡୁ ଆଉ ଗୋଡି ଦୁଇଜଣ ସମାନ ହେଇ ଯିବେ
    ଓଡିଶା no 1 ହେଲେ ନହେଲେ କିଛି ଫରକ୍ ପଡୁନି
    ଆମ ଯୁବ ପିଢ଼ି କୁ job ଦରକାର
    ତୁ Godi କୁ support କରିଛୁ ମନା ନାହିଁ ହେଲେ ଯଦି job na ବାହାର କଲା ତାହାଲେ ଏ ସରକାର ଗଢି କି କିଛି ମାନେ ନାହିଁ

  • @L.kstatus694
    @L.kstatus694 7 месяцев назад +2

    ଓଡ଼ିଶାରେ ପରିବର୍ତ୍ତନ ହେବା ନିହାତି ଦରକାର ଥିଲା

    • @musicalparadise614
      @musicalparadise614 7 месяцев назад

      Dekha agaku paristhiti... UP re dekhisarithiba abastha kan

  • @kalyani817
    @kalyani817 7 месяцев назад +1

    👍🏻👍🏻

  • @ganeshkarjee4896
    @ganeshkarjee4896 7 месяцев назад

    Tame thik kahila bhai...

  • @SatyaVlogs147
    @SatyaVlogs147 7 месяцев назад +6

    Bhai Daya Kari gote Varsha Priyadarshini upare gote video hou

    • @OdiaHungama
      @OdiaHungama  7 месяцев назад

      😂😂

    • @Binapanisahu5554
      @Binapanisahu5554 7 месяцев назад

      Sei nei som bhai pura ready..cause som bhai Anubhab nka tali chata..

  • @CampingKoshal
    @CampingKoshal 7 месяцев назад +2

    Mind blowing.. ❤from bolangir patanagarh......

  • @prasantchinara9911
    @prasantchinara9911 7 месяцев назад +1

    Right brother

  • @tunadasvlogs6621
    @tunadasvlogs6621 7 месяцев назад +1

    ଜୟ ଜଗନ୍ନାଥ

  • @Abhirammallick-zb3ln
    @Abhirammallick-zb3ln 7 месяцев назад +1

    Jay jagannath.. som Bhai.....mu apana nk big fan .. Bhai apana nk Katha kahibar style Bhala Lage ❤ u bro

  • @sureshpanda8529
    @sureshpanda8529 7 месяцев назад

    Right bro...

  • @bimalcharanmishra3002
    @bimalcharanmishra3002 7 месяцев назад +6

    Those serial heroes and heroines must go to Chennai

  • @SudeepGaming-kz3uk
    @SudeepGaming-kz3uk 7 месяцев назад

    ପେଲେଇ ପୁଅ ପାଣ୍ଡୁ ଗୋଟିଏ ଚୋର ତାପରେ ଡ୍ରାଇଭର କି ରାଜନୀତି କରିବ ।

  • @pareshkumarbehera1483
    @pareshkumarbehera1483 7 месяцев назад +3

    ଜୟ ଜଗନ୍ନାଥ*🙏/Bro....👍

    • @OdiaHungama
      @OdiaHungama  7 месяцев назад

      Jay jagannath.. 🙏🙏

  • @subratsk99
    @subratsk99 7 месяцев назад

    Superb🎉🎉
    Watching from
    BHATLI, DIST-BARGARH (ODISHA).

  • @anjananayak3971
    @anjananayak3971 7 месяцев назад +3

    Odisha basi pramaan karidele je semane kritadasa nuhanti

  • @GeetajiBehera
    @GeetajiBehera 7 месяцев назад

    ତୁମେ ଆଗରୁ ପାଣ୍ଡୁ ଭକ୍ତ ଥିଲ ...

  • @prativadas5071
    @prativadas5071 7 месяцев назад

    😊🙏🙏🙏🙏🙏😊

  • @pkboy7494
    @pkboy7494 7 месяцев назад +3

    ଭାଇ ତମେ ପୁରା ମଞ୍ଜି କଥା ଗୁଡାକ ଗଟି ଗଟି କରି ବାହାର କରୁଛ ହେଲେ video ଟା ଛଟ ହୋଇଗଲା

  • @BasantiMajhi-wm7vp
    @BasantiMajhi-wm7vp 7 месяцев назад

    Good video

  • @premanandamohanty3267
    @premanandamohanty3267 7 месяцев назад

    Jai sree ram bhai.....

  • @madhusmitamohanty2332
    @madhusmitamohanty2332 7 месяцев назад +1

    Niyantrana nuhen se akhyama hata tharu thila kahi paruni chaliparuni alapa dina pare marijiba emtiya budha lokaku kan cm kareiba katha....pandu na thile bi aku vite dei na thantu...😂😂😂

  • @PramodDaas
    @PramodDaas 7 месяцев назад +1

    Mudik adia

  • @Lokanath_Panda_LIC_Agent
    @Lokanath_Panda_LIC_Agent 7 месяцев назад

    ଭାଇ ତମର ବିଧାନସଭାରେ କିଏ ଜିତିଛନ୍ତି ?

  • @monalisadas56
    @monalisadas56 7 месяцев назад

    Make this video viral,so good.Thank You for making hilarious meaningful contents

  • @sugyanjena2740
    @sugyanjena2740 7 месяцев назад

    😂😂😂😂 😢😢😢😢 😂😂😂😂😂😂

  • @ultraorganicgreenfresh2073
    @ultraorganicgreenfresh2073 7 месяцев назад

    😃😃😃😄😄💯✅✅✅✅✅✅😀😀😀

  • @DeepakKumar-b5c7v
    @DeepakKumar-b5c7v 7 месяцев назад +2

    Manoj mishra ku tike hei jau

  • @desiduniya2325
    @desiduniya2325 6 месяцев назад

    Band....... Na

  • @saratnayak1567
    @saratnayak1567 7 месяцев назад

    H

  • @khagaswar
    @khagaswar 7 месяцев назад

    ତୁମର ଦାନ୍ତ ହୀରା ପରି ଦେଖାଯାଉଛି | ଆପଣ କେଉଁ ଟୁଥପେଷ୍ଟ ବ୍ୟବହାର କରୁଛନ୍ତି?

    • @BAGHMARI
      @BAGHMARI 7 месяцев назад

      Dabur red paste 0:34

  • @Ranjana965
    @Ranjana965 7 месяцев назад

    🙏😊

  • @pujaranipanda16
    @pujaranipanda16 7 месяцев назад +2

    Jete jaha kahile b Nabin Pattnaik hele ama best CM aeta sata..Odiaha ku khaiba loko hela ae pandiyan ..cm nka b setiki dosa pandiyan hata re sabu kichi teki deele..hele Nabin Pattnaik ama stste pai bahut kichi karichanti

  • @JagannathPati132
    @JagannathPati132 7 месяцев назад

    Pandian heabea bjp mla