BJD's wicket down in Rajya Sabha, 3 MPs in waiting as Mamata quits

Поделиться
HTML-код
  • Опубликовано: 8 сен 2024
  • BJD's wicket down in Rajya Sabha, 3 MPs in waiting as Mamata quits

Комментарии • 417

  • @nrushinghnathsahu1630
    @nrushinghnathsahu1630 Месяц назад +52

    ଗତ କାଲି ଡାଲି ଚୋରଣୀ ର ପ୍ରତିକ୍ରିୟା ଦେଖୁ ଥିଲି, ହସ ଲଗିଲା। ନିର୍ବାଚନ ର ଠିକ୍ ପୂର୍ବରୁ ବିରୋଧୀ ଦଳ ନେତା କୁ ନେଇ ନିଜ ଦଳରେ ମିଶେଇ ଦେଇ ଥିଲେ।
    କିଛି କ୍ରୀତଦାସ କହୁଥିଲେ ପାଣ୍ଡୁ ପଟନାୟକ ଥିବା ଯାଏ ବିଜେଡି ହାରିବ ନାହିଁ ତାହା ହୋଇଗଲା.
    ଠିକ୍ ସେମିତି ପାଣ୍ଡୁ ପଟନାୟକ ଆଖିରେ ଦେଖୁଥିବ, ଦଳ ସଫା ହୋଇଯିବ.

    • @kedarbiswal4575
      @kedarbiswal4575 Месяц назад +1

      ବିଜେଡି ଦରକାର ପଡିଲେ କଂଗ୍ରେସ ଦଳରେ ମିଶିଯିଵ।
      ଆଉ ଅଧେ ରାଜନୀତି ଛାଡିଦେଵେ।

  • @ajitkumarpanda6388
    @ajitkumarpanda6388 Месяц назад +78

    ମମତା ମହାନ୍ତ ଙ୍କ ଇସ୍ଥାପା ଏକ ନୂଆ ସମୟ ର ସୂଚନା ଦେଉଛି,,,,ସମୟ ବଡ ବଳବାନ,,,,
    ଯେ ପାଞ୍ଚେ ପର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ,,,,,,,,,,,

  • @user-tm1kk4sd3q
    @user-tm1kk4sd3q Месяц назад +26

    ମହାପ୍ରଭୁ ଜଗନ୍ନାଥଙ୍କୁ ଅର୍ପଣ ରଥ ନାମରେ ରାସ୍ତାରେ ବୁଲାଇବା ଯୋଗୁଁ, ବିଜୁ ଜନତା ଦଳ ର ଏ ଅବସ୍ଥା।

    • @prakashtoltia
      @prakashtoltia Месяц назад +2

      Correct bhai ....Jaya Jagannath

  • @jagdishkumarrath4631
    @jagdishkumarrath4631 Месяц назад +54

    ସମ୍ବଲପୁରୀ ଦିନ ର ଆପଣଙ୍କୁ ଭି ବହୁତ୍ ବହୁତ୍ ଅଭିନନ୍ଦନ।

  • @prafulasingh2267
    @prafulasingh2267 Месяц назад +16

    ସମୟ ବଡ଼ ବଳବାନ
    ସମୟ ଯାହାକୁ ବି ଅପେକ୍ଷା କରେନାହିଁ
    ସମୟ ବହୁ ପରିସ୍ଥିତିକୁ ସଜାଡ଼ି ଦିଏ
    ବହୁ ପରିସ୍ଥିତିକୁ ବିରାଡ଼ି ଦିଏ ।
    ଆପଣଙ୍କର ବିଶ୍ଳେଷଣ To the point କୁ hit କରେ । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

  • @bmn2568
    @bmn2568 Месяц назад +17

    Bjd ର ଦୁର୍ଦଶା, ଦୁର୍ଦ୍ଦିନ ଆସିଗଲା ସମୟ ବଡ଼ ବଳବାନ ଯାହା ହେଉଛି ବହୁତ ଭଲ ହେଉଛି ଆଗାମୀ ଦିନରେ ଯାହା ହେବ ଭଲହେବ

  • @rajeshkumarpanda6202
    @rajeshkumarpanda6202 Месяц назад +28

    ଜୟ ଶ୍ରୀ ଜଗନ୍ନାଥ❤️🙏🚩 ଜୟ ମାଁ ସମଲେଶ୍ବରୀ🙏🚩

  • @abhayamishra3806
    @abhayamishra3806 Месяц назад +21

    କଂଗ୍ରେସ ଦଳ ଭାଙ୍ଗି ଖୁସି ହେଉଥିବା BJDର ଗାଣ୍ଡି ଫଟା ଚିତ୍କାର ଶୁଣିବାକୁ ଏବେ ଭାରି ଆନନ୍ଦ ଲାଗୁଛି😂😂😂

    • @Zanil-kr7ll
      @Zanil-kr7ll Месяц назад +1

      Tama raddi ta parliament re ame dekhibu Modi ra gandi fateibe wait wait

  • @prakashpanigrahi6393
    @prakashpanigrahi6393 Месяц назад +123

    ଦଳ ଭାଙ୍ଗିବାରେ ନବୀନ ବାବୁ ମାହୀରଥିଲେ। ଏବେ ତାଙ୍କ ଦଳ ଭାଙ୍ଗୁଛି।

  • @PatrakanaTV
    @PatrakanaTV Месяц назад +7

    ଜୟନାରୟଣ ମିଶ୍ର ଏବେ କିଛିଦିନ ପୂର୍ବରୁ କହିଛନ୍ତି ନା ବିଜେଡି ଦଳର ପରମାୟୁ କମଦିନ ବୋଲି ତାହା ସତ ହେବାକୁ ଯାଉଛି

  • @chaturamahanta013
    @chaturamahanta013 Месяц назад +12

    ଯିଏ ବଜେଡି ଛାଡି ଚାଲିୟିବ ସେ ନିଶ୍ଚିତ ଭଲ ଲୋକ ବା ରାଜନେତା ହେଇଥାଏ।

  • @netajidash9367
    @netajidash9367 Месяц назад +13

    ମମତାଙ୍କ ଇସ୍ତଫା ପରେ ଆଗାମୀ ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ଥୟ। ଦି'ତିନ ଜଣ ଇସ୍ତଫା ଦେଇଥିଲେ ଉପନିର୍ବାଚନରେ କ୍ରସଭୋଟିଂ ପାଇଁ ସୁଯୋଗ ମିଳିଥାନ୍ତା ବିଜେପିର ବିଧାୟକ ସଂଖ୍ୟା ଦୃଷ୍ଟିରୁ। ମଜା ହେଇଥାନ୍ତା ଖେଳ ଜମିଥାନ୍ତା।

  • @arucharanpradhan5502
    @arucharanpradhan5502 Месяц назад +21

    ଜୟ ଜଗନ୍ନାଥ, ସବୁ ତାଙ୍କର ଲୀଳା। ଓଡ଼ିଶାର ଆରାଧ୍ୟ। ପ୍ରଭୁ ନିଶ୍ଚୟ ଓଡ଼ିଶା ବାସୀଙ୍କର ମଙ୍ଗଳ ନିମିତ୍ତ ସମସ୍ତ କାର୍ଯ୍ୟକୁ ପରିଚାଳନା କରିବେ, ଏଥିରେ ସନ୍ଦେହ ନାହିଁ।

  • @nabinbeura3225
    @nabinbeura3225 Месяц назад +13

    ସମୟ କଣ ସୂଚାଏ -
    ଏହା ନବୀନ୍ ବାବୁଙ୍କ ଗାରିମା ନା ଚଗଲା ପଣିଆ .

  • @geetaranisamal6638
    @geetaranisamal6638 Месяц назад +31

    କଲା କର୍ମର ଫଳ ଭୋଗୁଛନ୍ତି ଏବେ ନବୀନ ବାବୁ।

    • @dagreswargoud
      @dagreswargoud Месяц назад +2

      ସତ ନୁହେଁ ତ ପଚାରି ନିଅ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ

  • @brajakishorepadhi4022
    @brajakishorepadhi4022 Месяц назад +8

    ନବୀନ ପଟ୍ଟନାୟକ ଏକ ବିରଳ ଚରିତ୍ର। କ୍ଷମତାଲିପ୍ସୁ ନବୀନ କ୍ଷମତା ପାଇଁ ଯେ କୌଣସି ସ୍ତର କୁ ଖସି ପାରେ। ଓଡିଶା ବାସୀ କୁଂ ଲୁଟିବାରେ ପ୍ରଥମ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ତେଣୁ ତାକୁଂ ଭାରତ ରତ୍ନ ପୁରସ୍କାର ଅମିତ ଶାହା ଦେଇ ଦିଅନ୍ତୁ।

  • @bishnucharnrana3282
    @bishnucharnrana3282 Месяц назад +51

    ଜୟ ଜଗନ୍ନାଥ । ବିଶ୍ବର ସବୁଠାରୁ ପ୍ରତାରକ ଓ ରାଜନୈତିକ ଶତ୍ରୁଙ୍କ ଉପରେ ପ୍ରତିଶୋଧ ନେବାରେ ସିଦ୍ଧହସ୍ତ ନବୀନ ପଟ୍ଟନାୟକ ଏବେ ଅସହାୟ ହେବାରେ ଆଶ୍ଚର୍ଯ୍ୟ କିଛି ନାହିଁ ।

    • @brajakishorepadhi4022
      @brajakishorepadhi4022 Месяц назад +5

      ଇଣ୍ଟରନେସନାଲ ଠକ ନବୀନ ବୁଢା ତିଳ ତିଳ ହୋଇ ଧ୍ବଂସ ହେଉ। ଜଗନ୍ନାଥ ମହା ପ୍ରଭୋ ନିଶ୍ଚିତ ମୋ ପ୍ରାର୍ଥନା ଶୁଣିବେ।

    • @SagarBarik-pu9rn
      @SagarBarik-pu9rn Месяц назад +1

      @@brajakishorepadhi4022jahaku international thaka kahuchha tame dekhiba 2029 re puni cm hebe au record karibe Sara bhartata re

    • @nandansahu3832
      @nandansahu3832 Месяц назад +3

      ​@@SagarBarik-pu9rnnabin au asibeni lekhiki rakha

    • @sujitsamal694
      @sujitsamal694 Месяц назад

      2029 belaku budha banchi thiba ta?​@@SagarBarik-pu9rn

  • @kailashrana5820
    @kailashrana5820 Месяц назад +6

    ବିଜେଡି ର ଯେପରି ଉତ୍ଥାନ ହୋଇଛି ପତନ ବି ହେବ ।ଅନ୍ଯାୟ ଦୁର୍ନିତୀ ଚରମ ସୀମାରେ ପହଞ୍ଚି ଯାଇଛି ଓ ଯାଉଛି ।

  • @paramanandaswain2562
    @paramanandaswain2562 Месяц назад +13

    ଶିବସେନା ର ମନୋହର ଯୋଶୀଙ୍କ ଫଟୋ ବଦଳରେ ବିଜେପି ର ମୁରଲୀ ମନୋହର ଯୋଶୀଙ୍କ ଫଟୋ ଦେଖାଉ ଛନ୍ତି.. ଆଗକୁ ଦୟାକରି ଏଥି ପ୍ରତି ଧ୍ୟାନ ଦେବେ କୁ ଅନୁରୋଧ.. ଜୟ ଶ୍ରୀ ଜଗନ୍ନାଥ 🙏🙏🙏

    • @yezdani2000
      @yezdani2000 Месяц назад

      U r right about Manohar joshi.,

  • @hrusikeshmahapatra6735
    @hrusikeshmahapatra6735 Месяц назад +6

    ନବୀନ ପଟ୍ଟନାୟକ ଜଣେ କୁତଗ୍ନ

  • @amitakar948
    @amitakar948 Месяц назад +7

    ପର ର ଅମଙ୍ଗଳ ଚିନ୍ତା ଯେ କରେ ଭଗବାନ ତାଙ୍କ ଅମଙ୍ଗଳ ଚିନ୍ତା କରନ୍ତି

  • @skdsingerkumarsaroj655
    @skdsingerkumarsaroj655 Месяц назад +6

    ସମୟ ହେଉଛି ସ୍ଵୟଂ ଜଗନ୍ନାଥ
    ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ

  • @niranjanpanda8574
    @niranjanpanda8574 Месяц назад +27

    CBI, ED ତଦନ୍ତ ହେଲେ ବିଜେଡି ନିଶ୍ଚିନ୍ନ ହୋଇଯିବ।

    • @netajidash9367
      @netajidash9367 Месяц назад +1

      @@niranjanpanda8574 ନିହାତି ହେବା ଦରକାର। ବିରୋଧୀ ଦଳ ଥିଲାବେଳେ ବହୁତ ହଙ୍ଗାମା କରୁଥିଲେ। ଏବେ ଚୁପ କାହିଁକି? CBI ତଦନ୍ତ ପାଇଁ ପ୍ରସ୍ତୁତି ଚାଲିଚି ବୋଲି ଜଣେ ନୂଆ ମନ୍ତ୍ରୀ କହିଦବା ପରରେ ତାଙ୍କୁ ଚୁପ କରେଇଦେଲେ କିଏ ଏବଂ କ'ଣ ପାଇଁ?

    • @pabitmaroy1592
      @pabitmaroy1592 Месяц назад +1

      Tu CBI ED lageide

  • @mituprdhan2020
    @mituprdhan2020 Месяц назад +12

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ❤❤❤❤❤❤❤❤❤❤❤

  • @prasantamohanta7837
    @prasantamohanta7837 Месяц назад +3

    Mamata Mohanta Jindabad

  • @binayakpaikaray8221
    @binayakpaikaray8221 Месяц назад +30

    ପାଣ୍ଡିଆନଙ୍କ ଉପସ୍ଥିତି ଯୋଗୁଁ ବିଜେଡି କ୍ରମେ କ୍ରମେ ହଜିଯିବ।

    • @sadhaihembram9242
      @sadhaihembram9242 Месяц назад

      Na re bhai se post re bjd come back karibo

    • @vasundharaofficial
      @vasundharaofficial Месяц назад

      ​@@sadhaihembram9242bjd come back korile bjd kujjinetamane & nettamananku kotti kotti durnithi koriba pai sujog melibo

  • @laxmidharapanda6086
    @laxmidharapanda6086 Месяц назад +4

    ସମୟ ବଡ଼ ବଳବାନ, ସମୟର ପରିଚାଳକ ସ୍ୱୟଂ ଜଗନ୍ନାଥ ! ସେ ହିଁ ନବୀନଙ୍କୁ କରିଥିବା ପାପର ଫଳ ଦେବାକୁ ଆରମ୍ଭ କରିଛନ୍ତି ! ଯଦି ସମସ୍ତେ ବିଜେଡି ଛାଡ଼ି ଚାଲିଯିବେ ତଥାପି ନବୀନବାବୁ କହୁଥିବେ ପାଣ୍ଡିଆନ ଓଡ଼ିଶାର ବିକାଶ ପୁରୁଷ !

  • @gyanabratamohanty4219
    @gyanabratamohanty4219 Месяц назад +1

    ଆପଣଙ୍କ ଜ୍ଞାନ, ବାକଶକ୍ତି ଓ ସ୍ମୃତିଶକ୍ତି କୁ ଶତ ପ୍ରଣାମ | ଓଡ଼ିଆ ମାନେ ଭାରି ଭୁଲା | ଏମିତି ଗହନ ଇତିହାସ ଟିକିଏ ଟିକିଏ ମନେ ପକାଇ ଦେଉଥାନ୍ତୁ | ଆଶା କରିବା - ନୂଆ BJP ସରକାର ଭଲ କାମ କରନ୍ତୁ ଓ BJD କୁ ଲୋକେ ଭୁଲି ଯାଆନ୍ତ 🙏🙏🙏

  • @satishchandrabehera7291
    @satishchandrabehera7291 Месяц назад +6

    ଜୟ ମା ସମଲେଶ୍ବରୀ!!!

  • @basantakumarnayak7432
    @basantakumarnayak7432 Месяц назад +3

    କଥା ରେ ଅଛି ଆପଣା ହାତେ ଜିହ୍ୱା ଛେଦିତ କେ ଅଛି ତାହାର ପ୍ରତିବାଦୀ ଏହା ବର୍ତ୍ତମାନ ଦୁଇ ମୁଖ୍ୟ ମନ୍ତ୍ରୀ ଙ୍କ ପାଇଁ ପ୍ରଜୁଯ୍ୟ। ଜଣେ ପୂର୍ବତନ ଓ ଜଣେ ବର୍ତ୍ତମାନ ର। ଲୋକଙ୍କ ଭାବାବେଗକୁ ମୋହନ ସରକାର ସମ୍ମାନ ଦେବାକୁ ଅନୁରୋଧ। ନମସ୍କାର

  • @dillipkumarsahoo1133
    @dillipkumarsahoo1133 Месяц назад +7

    ଜୟ ମା ସମଲେଇ 🛕🙏

  • @basantapattnaik7812
    @basantapattnaik7812 Месяц назад +6

    ସାର ସମୟ କୁ ସମସ୍ତେ ମାନୁଥିବେ ସମୟ ଜେତେ ବେଳେ କଡ ଲଉଟାଏ ସେତେବେଳେ ସୁଖ ବି ଦୁଃଖ ହେଇଯାଏ l ଏବଂ ଦୁଃଖ ବି ସୁଖ ରେ ପରିବର୍ତନ ହେଇଯାଏ l ଏ ହେଉଛି ମୋର ଅନୁଭବ l ସମୟ ବଡ଼ ବଲଵାନ

  • @saratmishra7100
    @saratmishra7100 Месяц назад +1

    Jay Jagannath. ମୋହନ ସରକାର game ଖେଳୁଛି। ଯେମିତି Pandian ଙ୍କୁ ସୁରକ୍ଷା। ଯେତେଦିନ pandian ଏକ୍ଟିଭ ରହିବେ, ସେତେ ଦଳରେ କନ୍ଦଳ ବଢି ବଢି ଚାଲିବ ଓ ଦଳ ଭାଙ୍ଗିବାର କାରଣ ହେବ।

  • @user-jw6bh6ug6h
    @user-jw6bh6ug6h Месяц назад

    RESPECTED NABIN BABU ! HEARTY CONGRATULATIONS FROM D.K.BHAKTI CHANNEL ! I WISH YOUR AND ALL NIRBHAYA GUMARA KATHA FAMILY MEMBERS ! BEAUTIFUL PRESENTATION ! REALLY, I ENJOY YOUR DISCUSSION VERY MUCH ! YOUR EXPECTATION IS RIGHT ! OUR FORMER C.M.NABIN SIR IS AN INTERNATIONAL WRITER ! I RESPECT HIM VERY MUCH ! HE HAS AN EXTRAORDINARY EYE ! HE SHOULD ENCOURAGE NEW GOVT. AS AN EXPERIENCED C.M FOR DEVELOPMENT OF ODISHA ! IT IS THE DUTY OF AN REAL OPPOSITION LEADER ! BECEASE NOBODY IS THE ENEMY OR FRIEND OF ANYBODY IN POLITICS ! THANKS ! LORD JAGANNATH MAY BLESS YOU !

  • @ramachandrapanipani7424
    @ramachandrapanipani7424 Месяц назад

    ଜୟ ଶ୍ରୀ ଜଗନ୍ନାଥ ! ଜୟ ମା ସମଲେଇ !
    ଶୁଭ ସମ୍ବଲପୁର ଦିବସ !

  • @Jagannath-oc9ht
    @Jagannath-oc9ht Месяц назад +2

    ଆଗ୍ୟାଁ ଆଗ୍ୟା ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ।

  • @ShricoomarPinakeen-yc7ge
    @ShricoomarPinakeen-yc7ge Месяц назад +2

    BJD would breakdown by itself .

  • @SudhansuSwain-cm4gi
    @SudhansuSwain-cm4gi Месяц назад +3

    ଗର୍ବ ରୁ ଖର୍ବ

  • @sagarnaik5508
    @sagarnaik5508 Месяц назад +3

    Good analysis

  • @ashokkumardash1444
    @ashokkumardash1444 Месяц назад

    ସମ୍ବଲପୁରୀ ଦିନରେ ଅନେକ ଅନେକ ଅଭିନନ୍ଦନ।Jay maa ସମଲେଶ୍ଵରୀ।ମମତା ମହନ୍ତ ପରେ ପରେ ଆଉ କେତେକଙ୍କ ଇସ୍ତଫା ଦେଖିବାକୁ ବାକି ରହିଲା।ସ୍ଵlଗତଙ୍ଗ ମାନ୍ୟବର ଓଡ଼ିଶା ର ଶାଗ ପଖାଳ ଖାଇବାକୁ ଭଲ ପାଇବାରାଲୋକପ୍ରୀୟ ନେତା ।

  • @AbhimanyuPattayat
    @AbhimanyuPattayat Месяц назад +1

    ଆପଣ ଆଗତ ଭବିଷ୍ୟତକୁ ଆକଳନ କରିପାରୁଛନ୍ତି ମୋତେ ଲାଗୁଛି, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ 🙏

  • @pradeeptadash6501
    @pradeeptadash6501 Месяц назад +2

    Nice opininon

  • @user-yg2nl2xn5d
    @user-yg2nl2xn5d Месяц назад +1

    Extremely right statement.

  • @sujitpradhan2117
    @sujitpradhan2117 Месяц назад

    ଆପଣଙ୍କୁ ମଧ୍ୟ୍ୟ ଅଭିନନ୍ଦନ, ଜୁହାର

  • @user-sg3qk2hn5f
    @user-sg3qk2hn5f Месяц назад

    Brave& correct presentation.

  • @dpslncollege
    @dpslncollege Месяц назад +1

    ମନୋହର ଯୋଶୀ ଙ୍କ ଫଟୋ ବଦଳରେ ମୁରଲୀ ମନୋହର ଯୋଶୀ ଙ୍କ ଫଟୋ ଆସିଗଲା. ଆଗକୁ ନିଶ୍ଚୟ ଧ୍ୟାନ ଦେବା କୁ ଅନୁରୋଧ.

  • @basantapattnaik7812
    @basantapattnaik7812 Месяц назад +5

    ସାର ପ୍ରଣାମ 🙏🌹

  • @rabindrarath9474
    @rabindrarath9474 Месяц назад +2

    ସମୟଚକରେ ସବୁକିଛି ଘଟେ ବିଜେଡି ତା କର୍ମଫଳ ଭୋଗିବାକୁ ପଡିବ ସମୟକୁ ଅପେକ୍ଷା କରିବାକୁ ପଡିବ ମହାପ୍ରଭୁ ଜଗନ୍ନାଥ ସବୁ ଦେଖୁଛନ୍ତି ପାପର ପ୍ରାଯଶ୍ଚିତ କରିବାକୁ ହେବ

  • @Sekharchandraray
    @Sekharchandraray Месяц назад

    Agyan apnanka samachar mu dekhi bahut khushi

  • @gourishankarpati2120
    @gourishankarpati2120 Месяц назад +1

    ଆପଣ ଭୁଲ ଛବି ଦେଖାଉଛନ୍ତି। ମନୋହର ଯୋଶୀ ଙ୍କ ଜାଗାରେ ମୁରଲୀ ମନୋହର ଯୋଶୀ ଙ୍କୁ ଦେଖାଉଛନ୍ତି।

  • @MrSachidananda1
    @MrSachidananda1 Месяц назад +4

    ଆପଣ ମନୋହର ଯୋଶୀ ଙ୍କ କଥା କହୁଛନ୍ତି ଆଉ ମୁରଲୀ ମନୋହର ଯୋଶୀଙ୍କର ଫୋଟୋ ଦେଖୋଉଛନ୍ତି ।ମୁରଲୀ ମନୋହର ଯୋଶୀ ବଂଚି ଛନ୍ତି କିନ୍ତୁ ମନୋହର ଯୋଶୀ ମରିଗଲେଣି ।୨ ଜଣ ଅଲଗା ଅଲଗା ଲୋକ । mistake କୁ correction କରନ୍ତୁ । ମନୋହର ଯୋଶୀ ବାଚସ୍ପତି ଥିଲେ ।

  • @gajendranathjena356
    @gajendranathjena356 Месяц назад

    ଆଜ୍ଞା ମୋହନ ବାବୁ ବିଜେଡି ସରକାରଙ୍କ ଦୁର୍ନୀତିକୁ CBI ଦ୍ୱାରା ରାଜନୈତିକ ନେତା କିମ୍ବା ସରକାରୀ ବାବୁମାନଙ୍କୁ ଆଗ ଗୋଟିଏ ଗୋଟିଏ ସାମ୍ନାକୁ ଆଣନ୍ତୁ ଏବଂ ଜନମଙ୍ଗଳ କାର୍ଯ୍ୟଆସ୍ତେ ଆସ୍ତେ ଚାଲୁ ରହିଲି ଆପଣଙ୍କଦ୍ୱାରା ମୋର ଆନ୍ତରିକତା ଜଣାଇଲି ଜୟ ଶ୍ରୀରାମ✍️🚕)U(❤❤❤

  • @rajendraacharya5842
    @rajendraacharya5842 Месяц назад +1

    Suffering of BJD .🎉will continue as leaders are incapable to analyse cause of debacle.

  • @rkbehera1241
    @rkbehera1241 Месяц назад

    Good news sir

  • @rajanikantabiswal2669
    @rajanikantabiswal2669 Месяц назад +1

    ସାର୍ ନମସ୍କାର ମନେ ହେଉଛି ନବିନ ବାବୁ ଆଉ ଆଂଚଳିକ ଦଳକୁ ଆଗକୁ ନେଇ ଆହୁରି ଅଧିକ ବଦନାମ ହେବାକୁ ଚାହୁଁ ନାହାଁନ୍ତି କାରଣ ସାହା ରାଜ୍ଯ ସଭାରେ ବଧାଈ ଦେବାପରେ ଏ ଇସ୍ତଫା ପଚ୍ର କାହାଣୀ

  • @abhayakumarmohanty3992
    @abhayakumarmohanty3992 Месяц назад

    Mamata mahanta next to president of bharat

  • @binayamishra3723
    @binayamishra3723 Месяц назад +2

    Jai jagannath.jai maa samlai

  • @sushilsamal3789
    @sushilsamal3789 Месяц назад +1

    ସାର୍ ଆପଣ ମନୋହର ଯୋଶୀ ଲୋକସଭାର ବାଚସ୍ପତଙ୍କ କଥା କହୁଥିବାବେଳେ ଫଟୋ କିନ୍ତୁ ମୁରଲୀମନୋହର ଯୋଶୀଙ୍କର ବାହାରୁଥିଲା,Good 👍 Analysis

  • @sairamsahoo9059
    @sairamsahoo9059 Месяц назад +1

    ଆଜ୍ଞା, ଭୁଲବଶତଃ ମନୋହର ଯୋଶୀ ଙ୍କ ସ୍ଥାନରେ ମୁରଲୀ ମନୋହର ଯୋଶୀ ଙ୍କ ଫଟୋ ଦେଇଦେଲେ l 🙏🙏🙏

  • @akpanda833
    @akpanda833 Месяц назад +1

    Request to cover in details sometime on Asit Tripathy who was ex chief secretary now holding western Odisha development council . Who is from BJP MLA or Minister supporting him . How can he contest Bhubaneswar club & Golf club .

  • @ashokmohanty7626
    @ashokmohanty7626 Месяц назад

    Very good 👍👍

  • @saratnayak1567
    @saratnayak1567 Месяц назад

    Time is so powerful no body has survived from his clutch. Nabin baboo is only a human being. We should see and watch.

  • @Manoranjansahoo34680
    @Manoranjansahoo34680 Месяц назад +1

    ସାର ନମସ୍କାର,ଆପଣ ଯେଉଁ ଫୋଟୋଟି ଦେଖାଇଲେ ତାହା ମୁରଲୀ ମନୋହର ଯୋଶୀଙ୍କର ଯିଏକି ବିଜେପିର, ଶିବାସେନର ନୁହେଁ, ଧନ୍ୟବାଦ, ଜୟ ଜଗନ୍ନାଥ 👌👌👌

  • @manjushaswain1037
    @manjushaswain1037 Месяц назад

    ଜଗନ୍ନାଥ ଭରସା ଉତ୍କଳ କୁ। ।

  • @sarojinibagh1990
    @sarojinibagh1990 Месяц назад +1

    Sir namaskar gumara subject ti bahut rochakara

  • @jchoudhury274
    @jchoudhury274 Месяц назад

    BJD ର ଶେଷ ସମୟ ଆସି ଯାଇଛି ଜୟ ଜଗନ୍ନାଥ

  • @sarojghosh1199
    @sarojghosh1199 Месяц назад +1

    Tremendous presentation.

  • @BkSrey
    @BkSrey Месяц назад +1

    Fantastic narratives. Linked to ground realities !

  • @rabindrakumarmohapatra8182
    @rabindrakumarmohapatra8182 Месяц назад

    CORRECT 💯

  • @santoshnarayanbhagat2437
    @santoshnarayanbhagat2437 Месяц назад +1

    Best analices sir ji

  • @basantanayak8019
    @basantanayak8019 Месяц назад +1

    Samaya bada balaban. Bahut sundar bislesana. Amiti sabubele sachetana karuthantu.

  • @alekhabehera-tq3pw
    @alekhabehera-tq3pw Месяц назад +1

    Sir, Fantastic forecast made by you

  • @GadadharsamalGada
    @GadadharsamalGada Месяц назад

    Namaskar bjd sarkar bhangijiba sir bjp jindabada

  • @bijaypanda1843
    @bijaypanda1843 Месяц назад +2

    ଜୟ ମା ସମଲେଇ 🙏

  • @ashokkumarchatterjee8494
    @ashokkumarchatterjee8494 Месяц назад +1

    ଆପଣ ମନୋହର ଯୋଷି ଙ୍କ କଥା କହି ମୁରଲି ମନୋହର ଯୋଷି ଙ୍କ ଫଟୋ ଦେଖାଇଲେ ।

  • @benudharsenapati753
    @benudharsenapati753 Месяц назад

    ଜୟ ଶ୍ରୀ ରାମ

  • @makradhwajapatra2737
    @makradhwajapatra2737 Месяц назад

    Many many thanks

  • @bansidharswain6298
    @bansidharswain6298 Месяц назад

    Very good episode.

  • @raghubirdas7621
    @raghubirdas7621 Месяц назад +1

    Excelent analysis

  • @sanjibsingh7514
    @sanjibsingh7514 Месяц назад +3

    Pandian is adopted son of Naveen Pattnaik. Therefore Navin Pattnaik unable to separate Pandian.

  • @jupiter4910
    @jupiter4910 Месяц назад +3

    Jai Maa Samalei..

  • @bharatmohanta
    @bharatmohanta Месяц назад +1

    Jai shree Ram

  • @CaptainMithun10
    @CaptainMithun10 Месяц назад +10

    ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନବୀନ ପଟ୍ଟନାୟକ no 1। ବର୍ତ୍ତମାନ ଦଳ ର ବିପର୍ଯ୍ୟୟ ଘଟିଛି wait and watch
    Naveen pattanayak is comeback ❤

    • @dibyaranjanpalai
      @dibyaranjanpalai Месяц назад +1

      ନବୀନ ବାବୁ.... ପର ଘର ଭାଙ୍ଗି ଖେଳ କରନ୍ତି

    • @prakashkumar1695
      @prakashkumar1695 Месяц назад

      Definitely BJD will come back again ❤️ politics re esabu hue eita kchh bada katha nuha, puruna jibe nuaa aasibe, 24 barsa hela aame bahut emti dekhi aasuchu, Naveen Babu b emti bahut beiman, drust loka nku dala ru getout karichhanti, so it's very common issue, let's enjoy this 5yr journey

    • @dibyaranjanpalai
      @dibyaranjanpalai Месяц назад

      @@prakashkumar1695 ବିରୋଧୀ ରେ ବସିବା କିନ୍ତୁ ନବୀନ ବାବୁ ଙ୍କ ପାଇଁ ପ୍ରଥମ...

    • @prakashkumar1695
      @prakashkumar1695 Месяц назад

      @@dibyaranjanpalai Ta ethire asubidha kouthi achhi gote dala ku sabu prakar role nibheibaku padiba, se shasak dala re thile ebe strong birodhi dalare rahibe, Tachhada Naveen Babu jane smart politician se valse janichhanti tanka role ebe kn aau taku se ete age re b valase karuchhanti, kounasi b dala kete b vala sasan karu se b dine parajay haba , sabubele rajya re gote anchalika dala rahiba ta rajya pae vala

    • @dibyaranjanpalai
      @dibyaranjanpalai Месяц назад

      @@prakashkumar1695 ହଉ ସମୟ ଆସିଲେ ତାର ଉତ୍ତର ଦେବି..... ନବୀନ ବାବୁ bahut ଭାଙ୍ଗିଛନ୍ତି ଏବେ ତାଙ୍କର ଭାଙ୍ଗୁଛି
      ସବୁ ସମୟର ଖେଳ

  • @felixnayak6317
    @felixnayak6317 Месяц назад

    BJD has only option to protect its MPs and MLAS by merging in congress!

  • @rabindrakumarpuhan7688
    @rabindrakumarpuhan7688 Месяц назад

    Sir your stile of presention is so nice 👍

  • @DillipKumarBehera07
    @DillipKumarBehera07 Месяц назад

    ସମସ୍ତେ ଛାଡିଲେ ବି ଅସୁବିଧା ନାହିଁ ।

  • @prabhasray675
    @prabhasray675 Месяц назад +1

    Jay maa ssmlei

  • @pitambrarout8724
    @pitambrarout8724 Месяц назад +2

    ମନୋହର ଯୋଶୀ କେବେ ଶିବ ସେନା ଦଳର ନ ଥିଲେ ।
    ସେ ସର୍ବଦା ଭାରତୀୟ ଜନତା ଦଳର ଥିଲେ ।
    ପ୍ରହ୍ଲାଦ ଯୋଶୀ ଶିବସେନା ର ଥିଲେ ।

  • @bhaskarpadhi1916
    @bhaskarpadhi1916 Месяц назад

    Very much technically analysed.

  • @satrughnamallicj8703
    @satrughnamallicj8703 Месяц назад

    ଆଛା କାମ କା ଫଲ ଆଚ୍ଛା ବୁରା କାମ କା ଫଲ୍ ବୁରା ହେଁ, ନବୀନ ବାବୁ ନିଜ କର୍ମ ର ଫଳ ବର୍ତ୍ତମାନ ପାଉଛନ୍ତି, ଆହା ଧରଥି କିତ୍ନା ଦେତୀ ହେଁ, ଜବ୍ ଦେତି ହେଁ ଛପର ଫାଡ କେ ଦେତି ହେଁ, ଜବ ଲେତି ହେଁ ଚିନ୍ ବିନ୍ କେ ଲେତି ହେଁ, ମାଙ୍କଡ଼ ଜଗୁଥା ନବୀନ,ବନ୍ଦେ ଉତ୍କଳ ଜନନୀ

  • @bharatipanda6463
    @bharatipanda6463 Месяц назад

    Good sir

  • @dr.purnendutripathy5263
    @dr.purnendutripathy5263 Месяц назад

    ନବୀନ ବାବୁ ଙ୍କ ପରି ବେଇମାନ ଖୁବ୍ କମ ଥିବେ।

  • @manojpanda2956
    @manojpanda2956 Месяц назад

    ଆଜ୍ଞା ଧନ୍ୟବାଦ ଆପଣଙ୍କ ଇତିହାସ ଆଲୋଚନା ଉଚ୍ଚକୋଟୀର, କିନ୍ତୁ ବିଜେଡି ର ଅହଂକାର ପାଇଁ ଜଗନ୍ନାଥ ବିଚାର କରୁଛନ୍ତି

  • @niharranjandas1353
    @niharranjandas1353 Месяц назад +1

    ଆପଣ ମୁରଲୀ ମନୋହର ଯୋଶୀ ଙ୍କ ଫଟୋ ଦେଖାଇଲେ, ଭୁଲ, ତଥ୍ୟ, ଏ ଥିଲେ ବିଜେପି ନେତା

  • @ManaskuArukh
    @ManaskuArukh Месяц назад

    ଅତୀତର ଭୁଲକୁ ନେଇ ବର୍ତ୍ତମାନ ହିସାବ ହୁଏ. ବର୍ତ୍ତମାନର ହିସାବ ଭବିଷ୍ୟତରେ ହେବ 😷...

  • @pramodapradhan9257
    @pramodapradhan9257 Месяц назад

    ଏମାନେ ଯେଉଁ କେଳେଇଁକାରୀ କରିଛନ୍ତି ଯଦି ସି ବି ଆଇ ନାଁ ଶୁଣିବେ ସଖାଳୁ ଯାଇ ସାହା ଗୋଡ଼ତଳେ ପଡିବେ

  • @bidyabhusanmohanty387
    @bidyabhusanmohanty387 Месяц назад

    Deal କାହା ଦ୍ବାରା କରାଯାଉଛି ଆପଣ ମଧ୍ୟସ୍ଥି ଅଛନ୍ତି ବୋଲି ଜଣା ପଡ଼ୁଛି

  • @biplabbehera628
    @biplabbehera628 Месяц назад +1

    Biplab Behera
    ନମସ୍କାର ସାର, ନୂତନ ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ ଅନିଲ କପୂର୍ ଅଭିନୀତ ନାୟକ ଫିଲ୍ମ ଟିକୁ ଦେଖିବାକୁ ବିନମ୍ର ଅନୁରୋଧ

  • @bisweswarmishra103
    @bisweswarmishra103 Месяц назад +1

    ONCE a betrayer ALLWAYS A BETRAYER

  • @user-gg7ew5jg6f
    @user-gg7ew5jg6f Месяц назад +1

    Very good