2 temples in Dhenkanal’s Mahima Shrine pulled down; Kaupindhari Samaj to take refuge in SC

Поделиться
HTML-код
  • Опубликовано: 21 ноя 2022
  • 2 temples in Dhenkanal’s Mahima Shrine pulled down; Kaupindhari Samaj to take refuge in SC | Special Story
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 363

  • @stylishsujit266
    @stylishsujit266 Год назад +130

    କଳୀଯୁଗ ରେ ମନ୍ଦିର ଭଙ୍ଗିବେ , ଆଉ ନୁଆ ନୁଆ ମଦ ଦୋକାନ, ପାର୍କ,ସିନେମା ହଲ ଖୋଲିବେ..

  • @madhubabu8314
    @madhubabu8314 Год назад +64

    ହେ ପ୍ରଭୁ ଏ କଣ ହୋଉଛି
    ଭଗବାନ ଙ୍କୁ କେହି ମାନୁ ନାହାନ୍ତି.. ଭଗବାନ ତୁମେ ହ୍ନି ସାହା ଭରଷା 🙏🙏🙏

    • @sagarbindhani9258
      @sagarbindhani9258 Год назад +2

      ଭଗବାନ୍ ଙ୍କୁ ତ ଲୋକେ ମାନୁ ନାହାନ୍ତି ଭାଗବନ କଣ ସାହା ହେବେ

    • @chandramadhabdash6908
      @chandramadhabdash6908 Год назад +1

      Because of
      Kali yug 😈

  • @kamallochanranakamal9332
    @kamallochanranakamal9332 Год назад +96

    ମାଳିକା କଥା ସତ ହେବ ସାଧୁ ସମାଜ ଗଲା ଅଖଣ୍ଡ ଧ୍ଵନୀ ଗଲା ଏହା ପରେ ଭଗବାନ ହିଁ ଭରସା ଜୟ ଜଗନ୍ନାଥ 👏

    • @padmalayarout4519
      @padmalayarout4519 Год назад

      P0Q0

    • @deben22
      @deben22 Год назад

      ଏମାନେ ହିନ୍ଦୁ ସାଧୁ ନୁହଁନ୍ତି. ଜଗନ୍ନାଥଙ୍କୁ ମାନନ୍ତି ନାହିଁ କି ତାଙ୍କ ପ୍ରସାଦ ମଧ୍ୟ ଛୁଅନ୍ତି ନାହିଁ. ଏହା ମହିମା ଧର୍ମ. ହିନ୍ଦୁ ଧର୍ମ ନୁହେଁ

    • @anantabehera498
      @anantabehera498 Год назад +2

      ଯାହାକୁ ଭରସା କରିବା କଥା ତାକୁ ଭାଙ୍ଗି ଦିଆ ଯାଉଛି ..ଯାହାକୁ ଭରସା କରି ଆମେ ଏତେ ବଡ ହେଇଆସିଛୁ ଓ ଯାହାର ପାଦୁକା କୁ ବିଭୁତି ରୂପରେ ପାଇ କେତେ କଷ୍ଟ କେତେ ଦୁଃଖରୁ ନିବୁର୍ତ ରହିବା ପାଇଁ ପ୍ରୟାଶ କରି ଆସିଛୁ ଆଜି ତାକୁ ଭାଙ୍ଗି ଦିଆ ଯାଉଛି ମାତ୍ର 7 ଗୁଣ୍ଠ ଜମି ପାଇଁ .ତାଠୁ ଦୁଃଖର କଥା ଆଉ କଣ ହେଇପାରେ .. ଜେମିତି ଲାଗୁଛି କଳି ଯୁଗରେ କଳି ମାଡିଆସିଲାଣି . ଆମ ଅଣ ଜେଜେ 20 ଏକର ଜମିର ମାଲିକ ଥିଲେ ସମୟ କ୍ରମେ ତାହା କିଛି ଜମି ଠାକୁର ଘର ବିଲ ନାମରେ ନାମିତ କରାଜା ଇ ଥିଲା ମୋ ର ଜେଜେ କିଛି ଠାକୁର ଘର କୁ ଦେଇଛନ୍ତି maxiam ଏବେ ବି ଆମର 25 ଗୁଣ୍ଠ + ବିଲ ଭାଗବତ ବିଲ ନାମରେ ପଡି ରହିଛି..

  • @RK-xe4qq
    @RK-xe4qq Год назад +64

    ନବୀନ ମଲାବେଳେ ପାଣି ପାଇବନାହିଁ, ହେ ଭଗବାନ ତୁମେ ହିଁ ଭରସା 🙏 ଜୟ ଜଗନ୍ନାଥ 🙏

    • @dineshghosh8575
      @dineshghosh8575 Год назад

      ଭିଡିଓ ଟି ଦେଖିକି ପୁରା କହୁଚ ନା ବିରୋଧ କରିବି ପାଇଁ ବିରୋଧ କରୁଛ??? ହାଇକୋର୍ଟ ନିର୍ଦ୍ଦେଶ ରେ ଉଛେଦ କରାଜାଇଛି, ଅତେଏବ, ନ୍ୟାୟାଳୟ ସର୍ବପରୀ, ସରକାର ପ୍ରଶାସନ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ନ୍ୟାୟ ପାଳିକା ଉପରେ ନୁହନ୍ତି

    • @soumyakantpatel8238
      @soumyakantpatel8238 Год назад

      Are murkha sabu state re mandir bhange

  • @ChhabilaMunda
    @ChhabilaMunda Год назад +64

    ବହୁତ ଦୁଃଖ ଲାଗୁଛି ଏ ଭିଡିଓ ଦେଖି... 😥😥😥
    ଆଗରୁ କୁହା ଯାଇଥିବା ମାଳିକା ବଚନ ଏବେ ସତ ପ୍ରମାଣିତ ହେଉଛି...।
    ଜୟ ଜଗନ୍ନାଥ... 🙏🙏🙏

    • @kaliadas6008
      @kaliadas6008 Год назад +1

      ଦୁଃଖ ଲାଗିବ ନିଶ୍ଚିତ.. ହେଲେ ପାପୀ ସଂହାର ପାଇଁ ମହାପ୍ରଭୁ କଳ୍କୀ ଅବତାର ନେବେ. ସେଇଟା ତ ଖୁସି ଲାଗିବ 🙏🙏🙏

    • @ChhabilaMunda
      @ChhabilaMunda Год назад +2

      @@kaliadas6008 Hn

    • @Jay-yt2pj
      @Jay-yt2pj Год назад +2

      Han Bhai

  • @abhimanyudhal9266
    @abhimanyudhal9266 Год назад +69

    ମରିବା ସମୟ ପାଖେଇ ଆସିଲାଣି ଅଖଣ୍ଡ ଦୀପ ଲିଭିବା ମାନେ ଜୀବନ ଦୀପ ଲିଭିବା

    • @harekrushnabehera3138
      @harekrushnabehera3138 Год назад +1

      କିଛି ହବନି , ବିଶ୍ଵାସ ଓ ପରମ୍ପରା ଉପରେ ବୈଜ୍ଞାନିକ ମୂଲ୍ୟବୋଧ ଭିତ୍ତିକ ବିଚାର ଧାରା ରହିବା ଆବଶ୍ୟକ ।

    • @anakarbiswal9201
      @anakarbiswal9201 Год назад

      ମହିମା ଅଲେଖ ସାହାଭରଶା ତାଙ୍କ ସହିତ ଜିଏଅନାୟ କରି ଆସୁଥିଲେ ତାଙ୍କ ର ଲିନହୋଈଯାଊ

    • @harekrushnabehera3138
      @harekrushnabehera3138 Год назад

      @@anakarbiswal9201 କିଛି ବି ଅନ୍ୟାନ୍ୟ ହୋଇ ନି । "ତୋ ସଙ୍ଗତେ ଗଲେଣି ଯେତିକି ଜନ ,କେକେତେ ବାନ୍ଧି ନେଲେ ଗଣ୍ଠିରେ ଧନ ?" ସବୁ ମିଛ ମାୟା ବାହାନା । ସବୁ ପରଂବ୍ରହ୍ମ ଙ୍କ ନିର୍ଦ୍ଦେଶନାରେ ହିଁ ହେଉଛି ।

    • @biswanathnayak7643
      @biswanathnayak7643 Год назад

      He Prabhu

  • @likurout9162
    @likurout9162 Год назад +28

    କଳି ଯୁଗ ଆସିଗଲା ଆଉ ଅଳ୍ପ ସମୟ ଅପେକ୍ଷା କର ଜୟ ଜଗନ୍ନାଥ 🙏🙏

  • @anildeep1234
    @anildeep1234 Год назад +20

    _ଏ ସବୁ ନହେବା କଥା ବହୁତ ଦୁଃଖର କଥା..._

  • @Gopabandhu91
    @Gopabandhu91 Год назад +23

    ହେ ପ୍ରଭୁ ରକ୍ଷା କର 🙏🏻🙏🏻🙏🏻
    ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @rasmiranjandash4670
    @rasmiranjandash4670 Год назад +33

    ଗାଣ୍ଡୀ ରେ ଦମ୍ ଅଛି ତ ମସଜିଦ, ଚର୍ଚ୍ଚ ଘର ଭାଙ୍ଗ ତ?? ପଦ୍ମପର ଇଲେକ୍ସନ ରେ ଜବାବ... ମିଛ କାନ୍ଦ ଅଭିନୟ କଲେ କିଛି ନାହିଁ

    • @ashisrout6101
      @ashisrout6101 Год назад +2

      Thik kahila bhai

    • @sibadattajena1311
      @sibadattajena1311 Год назад

      Court kie jaithile... sei jaga ra babaji mane. Tamara Muslim Christian katha kain mane paduchi.

    • @ashisrout6101
      @ashisrout6101 Год назад

      @@sibadattajena1311 Babu tk Kam chodi chadi hua hela
      Babaji Mane kahiki court jibe
      Au govt kahiki ebe demolish karuchi ete barsa hela kouthi soithila ?
      Semane jadi v jaga madi basi chanti
      Kahaku flat baneiki biki ki business ta Karu nahanti na.
      Dharma kama re use hauchi
      Au Sethi kar loka Mane v oppose Karu nahanti
      So bakchodi katha jama kuha ni

    • @sibadattajena1311
      @sibadattajena1311 Год назад

      @@ashisrout6101 🤣🤣 Chhodi hauchi kie . Bakkala dhari sampradaya nije camera agere statement deichi semane jaga Madi basi thile boli. Dharma kama karu ki na karu...Semana nka bhitere 2 ta group heichi. Aau unhealthy competition chalichi. Ethi pain semane responsible ...Court nuhe

  • @gurunayak7132
    @gurunayak7132 Год назад +26

    ବିନାଶ କାଳେ ବିପରିତ ବୁଦ୍ଧି କଳିଯୁଗଶେସ ଵାରହାତ ଖଣ୍ଡା ବୁଲିବା ବାକି ରହିଲା

  • @kanhusahu5268
    @kanhusahu5268 Год назад +14

    ଆମ ସରକାର୍ ମଦୁଆ ସରକାର୍ ସେଇଠି ମଦ ଦୋକାନ ଖୋଲ

  • @rasmiranjandash4670
    @rasmiranjandash4670 Год назад +21

    କୋର୍ଟ ସମାନ କାମକୁ ସମାନ ଦରମା ଦେବାକୁ କହିଥିଲା ତାହା କାହିଁକି କରୁ ନାହିଁ, ନିର୍ବାଚନ ରେ ଜବାବ ଦିଆ ଯିବ

  • @harekrushnabehera3138
    @harekrushnabehera3138 Год назад +18

    ଏବେ ପରମ୍ପରା ବାଦୀ ମାନେ କୁଆଡେ ଗଲେ ?

  • @Chinapointbhubaneswar
    @Chinapointbhubaneswar Год назад +11

    ଭାଇ ନବୀନଙ୍କ ପାଠ ପଢ଼ା ବିଦେଶରେ ଥିଲା ଯୋଉଠି ଖ୍ରୀଷ୍ଟୟାନ ଧର୍ମ କୁ ମୋହତ୍ୱ ଦିଆଯାଉଛି ସେଠିକାର ଛାତ୍ର ହିନ୍ଦୁ ଧର୍ମକୁ ବୁଝି ପାରିବେ ନାହିଁ , କଳା ପାହାଡ଼ ର ରୋଲ ମୋଡେଲ, ରାଜନିତୀ ଗୋଟାଏ ଏମିତୀ ମଞ୍ଚ ସେ vote ପାଇଁ ଧର୍ମ ସହ ଯୋଡି ହେଲା ଭଳି ଦେଖା ଯାଉଥିବେ କିନ୍ତୁ ବାସ୍ତବରେ ତାହା ମିଛ , ସେମାନେ ଭଗବାନଙ୍କ ର ଭକ୍ତିଭାବ ଲୋକ ଦେଖାଣିଆ , ବୟସ୍କ ବ୍ୟକ୍ତି ଏତେ କଥା ବୁଝୁନାହାନ୍ତି ସେଥିପାଇଁ ତ ଗୋଟାଏ ଟୀମ ଗଢ଼ି ସରକାର ଚଳାଇଛନ୍ତି , ଏମିତି ତ ରାଷ୍ଟ୍ରପତି ଭି ସରକାର ଚଲାଇ ପାରିବେ ମୁଖ୍ୟମନ୍ତ୍ରୀ ଙ୍କ କୌଣସି ଆବଶ୍ୟକତା ରହିବନୀ ।

  • @kaliasahoo2392
    @kaliasahoo2392 Год назад +15

    ନିଶ୍ବାସ ପଡ଼ିବ ସରକାର ଉପରେ

  • @dds8244
    @dds8244 Год назад +13

    ମଣିଷ ନିଜେ ନିଜ ସ୍ୱାର୍ଥ ପାଇଁ ବଞ୍ଚୁଛି ଯଦି ମେସିନୀ ଡ୍ରାଇଭର ଭାଙ୍ଗୁଛି ନିଜ ସ୍ୱାର୍ଥ ପାଇଁ ପଲିସୀ ହସୁଛି ନିଜ ସ୍ୱାର୍ଥ ପାଇଁ ହେଲେ ସେଠାରେ ଯେଉଁ ବାବା ମାନେ ଡହଳ ବିକଳ ହେଉଛନ୍ତି ତାଙ୍କ ଲୁହର କ୍ଷମା ନାହିଁ ଅତି ଶୀଘ୍ର ନିଜ ନିଜର କର୍ମ ଫଳ ପାଇଁ ଯିବ ବଞ୍ଚି ଥାଉ ଥାଉ 🤭

  • @aniruddhadas5169
    @aniruddhadas5169 Год назад +9

    ବହୁତ ଦୁଖ ହୃଦୟ ବିଦାରକ।

  • @raghunathmishra9241
    @raghunathmishra9241 Год назад +2

    କୋର୍ଟ ର ଭଲକାମ ପାଇଁ ସମୟ ନଥାଏ, ଏଇ ଭଳି କାମ ପାଇଁ ବହୁତ୍ ସମୟ ଅଛି। ଧନ୍ୟ ରେ ଦୁନିଆଁ ଧନୁରେ ପ୍ରଶାସନ। ପ୍ରକୃତରେ ତୃତୀୟ ବିଶ୍ଵଯୁଦ୍ଧ ନିହାତି ଦରକାର, ନେତା ଙ୍କୁ ଯୁଦ୍ଧ ରେ ସାମିଲ୍ କରିବା ଦରକାର। ଧରିତ୍ରୀ ଶାନ୍ତ ପଡ଼ିବ।

  • @odialive2568
    @odialive2568 Год назад +2

    😢 eha upare jaldi jaldi padakhep niya jau ama sanatan dharma ku banchei rakho 🙏🙏🙏🙏 # jay-sri- ram 💐🙏🙏🙏🙏🙏

  • @manojadjuadi5174
    @manojadjuadi5174 Год назад +6

    ସାଧୁସନ୍ଥବାବାମାନେ ଅଲେଖ ଧର୍ମ ର ପ୍ରଚାର କାରି ତମେ ( ସତ୍ୟ ସତ୍ୟ ସତ୍ୟ )ରେ ମନପ୍ରାଣ ଦେଇ ଭୀମଭୋଇ ଙ୍କୁ ଭଲପାଉଛ.... ସମଗ୍ର ଓଡିଶା ରେ ଯେତେ (ବାବା ଅଛ ) ସମସ୍ତେ ଏକମନ ପ୍ରାଣ ରେ ହୋମ ଆହୁତି ହୋମ କର .. ଯିଏ ତମ ମନ୍ଦିର ଭାଙ୍ଗିଛି. ଆଉ ତାକୁ ଯିଏ ଭିଂଗିବାରେ ସାହାଯ୍ୟ କରିଛି( 3ଦିନ ଭିତରେ 50 ଟି ଲାଶ ଉଠୁ ଦୁନିଆ ଦେଖୁ ତମ power )

  • @anantaguntha3208
    @anantaguntha3208 Год назад +8

    Alekha mahima saronam 🙏 🙏 🙏 🙏 tume rakha tumo dharma 🙏🙏🙏🙏really very sad 😔 😭 😭 😭 😭 ସାଧୁ ଆଖିରେ ଲୁହ 😭😭😭

  • @subhamGhoshsk
    @subhamGhoshsk Год назад +1

    ସରକାର ୟେ ଅନ୍ୟାୟ କରୁଛି ହିନ୍ଦୁ ମାନଙ୍କ ସହିତ। କାହିଁ ଗୋଟେ ମସଜିଦ ଭାଙ୍ଗିକି ଦେଖାନ୍ତୁ ତାପରେ ଜଣା ପଡ଼ିବ। ସରକାର ଠିକ୍ କରୁଛି କି ଭୁଲ୍ କରୁଛି। ଜୟ ଶ୍ରୀ ରାମ 🙏

  • @mihirkumarmohapatra9275
    @mihirkumarmohapatra9275 Год назад +7

    ଦୁଃଖଦ ଘଟଣା 😥🙏

  • @chandrakantanayak530
    @chandrakantanayak530 Год назад +3

    ଜାତୀୟ ରାଜପଥ ର ଗତି ବଦଳୁଛି କିନ୍ତୁ ମସଜିଦ ଭାଙ୍ଗି ପାରୁନାହାନ୍ତି
    ୟେ ପ୍ରଶାସନ ଅପାରଗ ପ୍ରଶାସନ

  • @snayak7837
    @snayak7837 Год назад +6

    ବାବାଜୀ ହୋଇ ଜମି ପାଇଁ ,କୋର୍ଟ ଯାଇ ଆଜି ଏ ଅବସ୍ଥା,ଜମି ବାବାଜୀ ଙ୍କ ର କଣ ହେବ ,ଏତେ ଲୋଭ କାଇଁ କରୁଥିଲ , ଏଥି ପାଇଁ ସବୁ ବାବା ଦାୟୀ ,ବାବା ଙ୍କ ଭିତରେ ଦୁଇ ଗୋଷ୍ଟି ହୋଇ ଆଜି ମହମା ଗାଡ଼ି ଧୁଲିର୍ଶତ, ଏଥି ପାଇଁ ଅଲେଖ ବାବା ମାନେ ଦାୟୀ

  • @arunmeher9513
    @arunmeher9513 Год назад +5

    ବିନାଶ କାଳେ ବିପରୀତ ବୁଦ୍ଧି

  • @mpmpmpmp143
    @mpmpmpmp143 Год назад +2

    ହେ ଭଗବାନ୍

  • @rojalinthatoi8510
    @rojalinthatoi8510 Год назад +3

    Eithi bhagaban nka tharu court nirdesha shaktisali heigala, Hey mahaprabhu Jay jagannath🙏🙏🙏 jagata ku udhara kara.

  • @Apriya1
    @Apriya1 Год назад +7

    Ahara mula kebala ahankara au jid,parinam dharmara apaman sebi hrudaya bidaraka,,😔😔😔😔😔😔😔😭😭😭😭😭😭😭😭😭prabhu sabu agapari karidio,🙏🙏🙏🙏🙏🙏🙏

  • @rksofm
    @rksofm Год назад

    ବହୁତ ଦୁଃଖ ଲାଗୁଛି କି ଭଗବାନ ତ ଜଣେ କିନ୍ତୁ ଏମାନେ କଣ ପାଇଁ ନିଜ ନିଜ ମଧ୍ୟରେ ବାଡିଆ ପିଟିଆ ହେଉଛନ୍ତି..
    କି ଏଇଟା ଆମର ସେଇଟା ତାଙ୍କର
    ଆମେ କଣ ଶିଖିବୁ ଏସବୁ ଦେଖିଲା ପରେ..
    ଜୟ ଜଗନ୍ନାଥ..

  • @suchitrasathapathy8592
    @suchitrasathapathy8592 Год назад +2

    ହେ ପ୍ରଭୁ🙏🙏🙏🙏

  • @sadnasardar7984
    @sadnasardar7984 Год назад +1

    He parbhu jagannath rokha Koro 🙏🙏🙏

  • @sibanandarout6214
    @sibanandarout6214 Год назад +4

    Jay Jagannath jay panchasakha🙏

  • @SwapnaDas-oq2zv
    @SwapnaDas-oq2zv Год назад +1

    Satare Kan Malika katha sata hauchi Jay Jagannath 🙏🙏🙏

  • @sanjaypradhan5688
    @sanjaypradhan5688 Год назад +1

    Jay jagannath

  • @sandhyamahananda5689
    @sandhyamahananda5689 Год назад +4

    Dharma ra stapana a jugare kehi karunahanti kintu dharma ku bhangibare agaku asuchhanti🙏 🥺 hey prabhu papa badhigalani rakhya kara

  • @sujitmeher3032
    @sujitmeher3032 Год назад +5

    ପରମ୍ପରା ବାଦି ସବୁ କୁଆଡ଼େ ଗଲେ
    ବେଶୀ ଛୁଡ଼ି ହଉ ଥିଲେ
    ଆସନ୍ତୁ ଆଉ ଆନ୍ଦୋଳନ କରନ୍ତୁ

    • @ashisrout6101
      @ashisrout6101 Год назад

      Tu kahiki chodi hauchu
      Mg hetubadi

    • @sujitmeher3032
      @sujitmeher3032 Год назад

      @@ashisrout6101 ମାଗୀହା ଗାଣ୍ଡୀ ମରେଇଲା ତୋ ପରମ୍ପରା
      ଆ ମୋର ବାଣ୍ଡ ଚୁଷିବୁ

    • @ashisrout6101
      @ashisrout6101 Год назад

      Hetubadi ra gandi jaligala mg😂

    • @sujitmeher3032
      @sujitmeher3032 Год назад

      @@ashisrout6101 ତୋର ମା କେ ଗିହାମୀ

    • @ashisrout6101
      @ashisrout6101 Год назад

      @@sujitmeher3032 tor maa k kukur gehi thila bele tui janmi Chu hethi lagi enta hauchu nai

  • @gagansahoo9896
    @gagansahoo9896 Год назад +1

    He.jagannath.mahaprabu.rakya.kar

  • @ManojKumar-li3ud
    @ManojKumar-li3ud Год назад +2

    ଆମ ସରକାର ତ ଓଡ଼ିଆ ବୁଝୁନି‌ ଓଡ଼ିଆ କ‌‌ ଦୁଃଖ କଣ ବୁଝିବ

  • @rajaking2216
    @rajaking2216 Год назад +1

    Jay Jagannath 🙏🚩🙏🚩

  • @basantajena6876
    @basantajena6876 Год назад +1

    Hey jagannath prabhu sabu dekhuchhata.

  • @mbshortschannel2173
    @mbshortschannel2173 Год назад +5

    This is the starting of Kali yug......

  • @ashiskumargochhayat7764
    @ashiskumargochhayat7764 Год назад

    Jay jagannath 🙏🙏🙏

  • @silusahoo4102
    @silusahoo4102 Год назад

    Jay jagannth🙏🙏🙏

  • @santosjena3384
    @santosjena3384 Год назад

    Jay Jagannath 🙏🙏🙏🙏🙏🙏

  • @jaydevadha7816
    @jaydevadha7816 Год назад +3

    Brahma mahima alekh 🙏🙏🙏🙏

  • @sweet_9665
    @sweet_9665 Год назад +1

    ଚକା ଆଖିି ସବୁ ଦେଖୁଛି ଜୟ ଜଗନାଥ 🛕🚩🙏

  • @premudandakirtan99
    @premudandakirtan99 Год назад +1

    ଏହା ତ ବହୁତ ଖରାବ କାମ ଏଇ ବର୍ଷ କେହି ମଧ୍ୟ bhot (ମତ ଦେବ) ନାହିଁ ଜୟ jagarnath

  • @Apriya1
    @Apriya1 Год назад +4

    Samaste bhagabanku prathana Kariba bartaman kipari thaithan heiparibo🙏🙏🙏🙏🙏🙏😔

  • @shivshaktisobha6724
    @shivshaktisobha6724 Год назад

    କାହାକୁ କିଛି ନ କହି ସମସ୍ତେ ନିଜେ ନିଜେ ଭଗବାନ ଙ୍କୁ ଡାକିବା । କହିଲେ ବି କେହି କାହା କଥା ଶୁଣିବେ ନାହିଁ । ଏଇଟା ହେଉଛି କାଳୀ ର ଶେଷ ସମୟ ।
    ଆଉ କଣ କଣ ହେବ ଆଉ ମଣିଷ ମଣିଷ ହୋଇ ରହିବେ ନାହିଁ ।
    ଓମ୍ ପରମାତ୍ମIୟେ ନମଃ
    ଓଁ ନମଃ ଶିବାୟ
    ତୁମେ ହିଁ ତୁମ ସନ୍ତାନ ମାନଙ୍କ ସାହା ଭରଷା।

  • @nenacomedy3604
    @nenacomedy3604 Год назад

    🙏🙏🙏ଅଲେଖ 🙏🙏🙏

  • @Apriya1
    @Apriya1 Год назад +7

    Sabu dhwansa heijibo

  • @maheshk5258
    @maheshk5258 Год назад

    ଏଇଟା କଳି ଯୁଗ ଦ୍ଧଂଶ ହେବାର ଗାଟାଏ ଗାଟାଏ ସଂକେତ ବାଇଶି ପାହାଚେ ଖେଳିବ ମୀନ ଏବେ ସମସ୍ତେ ଉପର କୁ ଯିବା ପାଇଁ ପ୍ରସ୍ତୁତ ହୋଇଯାଅ...
    ଜୟ ମାଁ ତାରିଣୀ.........🙏🏻🙏🏻🙏🏻🌺🌺🌺

  • @r.p.screator3674
    @r.p.screator3674 Год назад

    ହେ ପ୍ରଭୁ ଏଦୁନି କଣ ହେଲାଣି 🙏

  • @motimalasabar7868
    @motimalasabar7868 Год назад

    ବହୁତ୍ ଦୁଃଖଦ ଏହା ଦେଖିଲେ ବହୁତ କଷ୍ଟ ଲାଗୁଛି😭 ହେ ଭଗବାନ 🙏 ଏହା କଣ ହେଉଛି.....

  • @cookmaster9580
    @cookmaster9580 Год назад

    Samaya asigalani....jay Jagannath 🙏🌺

  • @madhusmitasahoo7584
    @madhusmitasahoo7584 Год назад +1

    Papa adhikaru adhika hela Jay jagannath chaka akhi sabu dekhuchi

  • @sanjaypadhiary9604
    @sanjaypadhiary9604 Год назад +1

    Maribe sabu jiea mandira bhaguchi🔥🔥🔥🔥🔥

  • @pkbandishmusic988
    @pkbandishmusic988 Год назад

    Om shanti

  • @kishanbehera9993
    @kishanbehera9993 Год назад

    Bahut dukha ra katha 😭😭😭😭😭😭😭

  • @ujalasethi4549
    @ujalasethi4549 Год назад +3

    ♥️🙏🙏🙏🙌

  • @chandersa6947
    @chandersa6947 Год назад

    ମରଣ କାଳେ ବିପରୀତ ବୁଦ୍ଧି କଳିଯୁଗ ଶେଷ ହେବାର ସମୟ ଆସିଗଲାଣି ।

  • @dillsekanha
    @dillsekanha Год назад

    ଭସ୍ମ ହଉ ଯିବ ସାଧୁ ଙ୍କ ଆଖିର ଲୁହ ରେ 😭😭😭

  • @lulubiswal3339
    @lulubiswal3339 Год назад

    He prabhu

  • @ramch.karjee642
    @ramch.karjee642 Год назад +1

    ମହେନ୍ଦ୍ରଗିରି ରେ ଏମିତି ହେବା ଦରକାର
    ମହେନ୍ଦ୍ରଗିରି ରୁ ବାବା ମାନଙ୍କୁ ଉଛେଦ ହେବା ଦରକାର

  • @nibeditanaik4765
    @nibeditanaik4765 Год назад +1

    A sabu karibar nothila jagannatha swami 🙏 khyama karibe nai.govt kn karu6i babamananku niaya diaajau please 🙏 drupadi murmu mam ki6ita gote karantu baba mananka pai plzzzzzzzzzzzzzz mama

  • @mohitbarik7470
    @mohitbarik7470 Год назад

    ଦେଶ ର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖାଇଯାଉଥୀବା ଲୋକ ଅଦାଲତ କୁ ଦେଖାଯାଏ ନାହିଁ କିନ୍ତୁ କୋଉଠି ମନ୍ଦିର କୋଉଠି କାହା ଜାଗା ଜମି ସେଗୁଡିକ ସ୍ପଷ୍ଟ ଦେଖାଯାଏ

  • @lipasahoo7055
    @lipasahoo7055 Год назад

    ଆଜ୍ଞା ,ବିନାଶ କାଳେ ବିପରିତ ବୁଦ୍ଧି

  • @bijayakumarnayak2113
    @bijayakumarnayak2113 Год назад +1

    ଗାଦିର କୌଣସି ଧୂନି ମନ୍ଦିର ବା ବତୀ ମନ୍ଦିର ଭଙ୍ଗା ଯାଇନାହିଂ ।

  • @amitsahoo9446
    @amitsahoo9446 Год назад +2

    He bhagwan 😭😭😭😭😭

  • @saichintan717
    @saichintan717 Год назад +1

    कली युग का अंत निश्चिंत🙏🙏

  • @suryakantamohanty8276
    @suryakantamohanty8276 Год назад +2

    ଓଡ଼ିଶା ରେ କଂସ ରାଜ ଚାଲିଛି, ମନ୍ଦିର ଭାଙ୍ଗୁଛି ଅର୍ଚ୍ଚନା ବଢୁଛି,bjd ହଟାଇ ହିନ୍ଦୁତ୍ୱ ବଞ୍ଚାଅ

  • @desivillagefoods2837
    @desivillagefoods2837 Год назад

    ମହାମହିମା ଅଲେଖ ସ୍ୱମୀ ସୃଷ୍ଟି ରଖ୍ୟ କର,, ମାନ୍ୟବର ହାଇ କୋଟ ର ବିଚାର ପତି ଙ୍କୁ ଧର୍ମ ଜଣା ନହିଁ ଅପାଙ୍କର ଏହି ବିଚାର ଏହି ସୃଷ୍ଟି ବିନାଶ ର କାରଣ

  • @rajibbehera46
    @rajibbehera46 Год назад

    କଳିଯୁଗରେ ଏମିତି ହବତ ନୁଆଁ ନୁଆଁ ରୋଗ ଆସିବ ଆଉ ସବୁ କିଛି ଦୂଳିସାତ୍ ହେଇ ଯିବ 😭😭😭😭😭

  • @mithunswain1705
    @mithunswain1705 Год назад

    ମହିମା ଅଲେଖ ମହିମା

  • @pramodcratives8604
    @pramodcratives8604 Год назад +1

    So sad 😭😭😭😭

  • @dillsekanha
    @dillsekanha Год назад

    ମୁଁ ମନ ଖୋଲିକି କହୁଛି ପୁଣି କୋରୋନା ଭାଇରସ ଆସୁ ପୃଥିବୀ ପୁଣି ଥରେ ଥରୁ 😭 ଏଇ ସାଧୁ ସନ୍ଥ ମାନଙ୍କ ପାଇଁ ଦୁନିଆଁ ଚାଲିଛି କେହି ବି ରହିବନି 😭 ମରଣ କାଳେ ବିପରୀତ ବୁଦ୍ଧି 😔

  • @sanjibgardia606
    @sanjibgardia606 Год назад +3

    BJD Down Down Down
    BJD Govt.. Ending Time asi gala
    Last time asi gala

  • @Apriya1
    @Apriya1 Год назад +6

    Dharma ku bepara kale

  • @sksahooofficial
    @sksahooofficial Год назад

    Jouthi mlechha mane system ra upare rahibe sethi emiti dekhibaku miliba...jagrata huantu samaste

  • @subratmallick4u
    @subratmallick4u Год назад

    ଏଠି ଉଭୟ ପକ୍ଷ ହାରିଛନ୍ତି। ସାଧୁ ମାନଙ୍କ ମଧ୍ୟରେ ଶତ୍ରୁତା ,ସତରେ ଭାରି ଲାଜ ଲାଗୁଚି।

  • @purusottamhemram1122
    @purusottamhemram1122 Год назад

    ଦୁଇ ଜଣ ଲଢେଇ ଲାଗିଲେ,ତୃତୀୟ ଜଣଙ୍କ ଲାଭ ।

  • @drcollection6959
    @drcollection6959 Год назад

    Sabu mariba........jay jaganath

  • @jinunath8572
    @jinunath8572 Год назад +3

    So sad 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭

  • @leafcreation5312
    @leafcreation5312 Год назад +1

    Hey bhagwaan sabu ta banghila aau kn baki rakhila 😭😭😭😭😭😭 mariba sabu ruha

  • @subhendubabu5858
    @subhendubabu5858 Год назад

    Jay jaganath 😭😥

  • @narenrdamarkam2078
    @narenrdamarkam2078 Год назад

    Alekh mahima sarnm🙏🙏

  • @amitsahoo9446
    @amitsahoo9446 Год назад +3

    Nabina ra sesha bela aashigala ..

  • @gagankumarrout7516
    @gagankumarrout7516 Год назад +2

    ଠିକ୍ ହେଇଛି 👍👍👍👍👍

  • @kuladeepnaik4611
    @kuladeepnaik4611 Год назад

    ଓଡ଼ିଶାର ମୁର୍ଖ ମନ୍ତ୍ରି ନବିନ୍‌ ବାବୁଙ୍କୁ ଧନ୍ୟବାଦ୍ | ଆମ ଓଡିଶାର ସବୁ ମନ୍ଦିର ଆଉ ଭକ୍ତ ଆସ୍ତା କେନ୍ଦ୍ରକୁ ଭାଙ୍ଗି ସେଠାରେ ବିଦେଶି ମଦ ଦକାନ୍‌ ଖଲି ଦିଅ । ତୁମକୁ ଅଧିକ ଅର୍ଶିବାଦ ମିଳିବ ଯାହା ଫଳରେ ତୁମର ଆୟୁ ବଢିବ ଆଉ ୧୦୦ ବର୍ଷ ଶାସନ କରିବ ।
    ଚର ଲୁଟେରା ଇଂରେଜ ନବିନ

  • @gopalnayak724
    @gopalnayak724 Год назад +1

    ଯିଏ ଅନୁମତି ଦେଇଛି ସେ ମଣିଷ ଛୁଆ ନା ପଶୁ ଛୁଆ

    • @mohanpujari9135
      @mohanpujari9135 Год назад

      Nihati se jane pasu chhua Jia anumati deichhi

  • @tusharkantjena1996
    @tusharkantjena1996 Год назад +1

    😭😭😭😭
    Malika bachan kn sata haba 😭.
    Hey God 🙏🙏🙏🙏
    Kn e govt. Karuchhi

  • @pradhansatyaprakash5923
    @pradhansatyaprakash5923 Год назад

    ବାଳ...କିଏ ଭାଙ୍ଗୁଛି ମନ୍ଦିର ଭଗବାନ ସହିବେନା ରେ

  • @bhadraparajitaj6750
    @bhadraparajitaj6750 Год назад

    Mla kiye ethakara¿??

  • @bhanjacreative2931
    @bhanjacreative2931 Год назад +1

    Seti bhanga hauchi hele ama bhadrak ra matel chakare nh 16 masjid rahuchi

  • @itsmebiswajit91roul37
    @itsmebiswajit91roul37 Год назад +1

    କଳିଯୁଗ ଶେଷ ସମୟ

  • @sajasunani4055
    @sajasunani4055 Год назад

    Jadi todidele to Mandir nirman heba katha se mandira samana re😢❤🙏

  • @Cscreen11
    @Cscreen11 Год назад

    Jay Bhagban😭😭😭😭😭🙏

  • @kunaldas4471
    @kunaldas4471 Год назад

    ଏଥର ମରିବା ପାଇ ଟାଇମି ଆସିଲା ,,,କଳିଜୁଗ ମାଳିକା କଥା ସତ,,ଏଇ ପାପି ଲୋକ ମାନକ ପାଇ,,ସବୁ ଖରାପ ସମୟ ଆସୁଚି,,