Naba babu mu 4 ta jatra parti saha contact kali march april masa 2025 pai sabu jatra anustan 2lakh90 thousand ru 3 lakh20 thousand rate per night kahila 4 rati jatra kela 2 rati ra advance au ghara au jalani katha prachara gadi oil au electri au permisan sabu plus kala per night3 lakh50 thousand paduchi ata rate ra jatra kamiti ku kan labha milu thina jatra kamiti ku labha houchi na nasti houchi mu nija jani paruni mo mata ra per night 2.20 lakh per night rahila bhala huanta
Jay Shree Ram, Jay Jagannath, Jay Maa Samleswari .
ଆଗକୁ ବଢିଚାଳ, ବହୁତ ସୁନ୍ଦର ଯୋଡ଼ି।
ଯାତ୍ରା ଏମିତି ହେବା ଆବଶ୍ୟକ ମେଲୋଡ଼ି ଠୁ ଆରମ୍ଭ କରି ନାଟକ ଶେଷ ପର୍ଯ୍ୟନ୍ତ ସ ପରିବାର ଏକାଠି ବସିକି ଦେଖି ପାରୁଥିଲେ ଭଳ । ଅଧିକ ଲାଇଟ୍ ଓ ସାଉଣ୍ଡ ଏବଂ ସାଜସଜ୍ଜା ଉପରେ ଅଧିକ ଗୁରୁତ୍ବ ଦିଆଯିବା ଆବଶ୍ୟକ ନୁହେଁ । ନାଟକ ଏମିତି ହେବା ଆବଶ୍ୟକ ଏକ ସୁନ୍ଦର କାହାଣୀ ଏବଂ ଆମ ଓଡ଼ିଶା ର ସୁବାସ ଚନ୍ଦ୍ର ବୋଷ, ଗୋପବନ୍ଧୁ ଦାସ, ବୀର ସୁରେନ୍ଦ୍ର ସାଏ , ଏହା ଉପରେ ଏକ ସୁନ୍ଦର କାହାଣୀ ତିଆରି କରାଯାଏ ଏବଂ ଦର୍ଶକ ଆଗରେ ନାଟକ କୁ ପ୍ରଚାର ପ୍ରସାର କରାଯାଏ ବହୁତ ଭଲ ହୁଅନ୍ତା।
ଜୟ ଜଗନ୍ନାଥ, ଜୟ ଭାରତ ମାତା ।
ଜୟ କଳା ।
ହିରୋ ଭୁମିକାରେ ଆପଣଙ୍କ ବୟସ
ଅଧିକ ହୋଇ ଗଲାଣି
ଟୁକୁନା ଭାଈ 🙏 ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ 😭🤪😂🤣 ସାହସ ପାଇଁ ଧନ୍ୟ ବାଦ 👍👏🫶👎
ଭାଇ ଏ ରାଜା ରାଣୀ ରଙ୍ଗମଞ୍ଚ ର ଗେଟ ଲାଇଟ ଏବଂ ସୋଉଣ୍ଡ ର ଟିକେ ଝଲକ ଦେଖେଇବେ 🙏
ମା ଧାକୁଲେଇ ଭରସା🙏
ଯାହାହେଉ ଟୁକୁନା ଭାଈ ଙ୍କ କଥା ଭଲ ଲାଗିଲା ଧନ୍ୟବାଦ୍
ମୋର ଭାଇ ଅପା ଙ୍କ ସହିତ ବହୁତ ଦିନର ଜଣାଶୁଣା ଯେତେବେଳେ ଭାଇ ଅପା ଯାତ୍ରା ମହିମା ରେ ଥିଲେ କୁନାଲ ବାବୁ ବି ଥିଲେ ସେତେବେଳ ଠାରୁ ମୋର ଭଲ ସମ୍ପର୍କ ହୁଏତ ଭାଇ ମୋତେ ଜାଣିପାରୁନଥିବେ ଦିପୋଟି ମେଳଣ କଥା କହିଲେ ଜାଣିପାରିବେ ଆପଣଙ୍କ ସ୍ବପ୍ନ ନିଶ୍ଚୟ ସାକାର ହେବ ମୋର ଦୃଢ଼ ବିଶ୍ୱାସ ଜୟ ଜଗନ୍ନାଥ
Jajpuria bandhu nataka 2024 au 2025 ra no 1 nataka heba odisha jatra jagatare💕
Naba Babu, ଆପଣ ଯାତ୍ରା କ୍ରେ ଏବେ କମ ଦିନ ହେଲା ଯାତ୍ରା ସାମ୍ବାଦିକତା କରୁଛନ୍ତି,ସେଥିପାଇଁ ଜାଣି ନାହାନ୍ତି,ଆଜିକି ପନ୍ଦର ବର୍ଷ ହେଲା ମୁ ଦେଖି ଆସୁଛି କୋଣାର୍କ,ଶିବାନୀ,ଆଉ ସବୁ ବଡ଼ ବଡ଼ ପାର୍ଟି ଜୁଲାଇ ଶେଷ ସପ୍ତାହ ନ ହେଲେ ଅତି ବେଶି ରେ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଯାତ୍ରା ପରିବେଷଣ ପାଇଁ ବାହାରକୁ ବାହାରି ଯାଆନ୍ତି,ଏଇଟା ତମେ ଯାଇ ସବୁ ବଡ଼ ବଡ଼ ପାର୍ଟି ର ପନ୍ଦର ବର୍ଷ ର ହିସାବ ବୁଝି ଦେଇ ପାର ,ଆଉ ଯୋଉ ତୁମେ କହିଲ ସବୁ ବଡ଼ ବଡ଼ ପାର୍ଟି aug 15 ବେଳକୁ ବାହାରନ୍ତି,ସେଇଟା ଜମା ନୁହଁ,କୋଉ ପାର୍ଟି ର କିଛି ଅସୁବିଧା ହୋଇଥିବ ସେ aug 15 ବେଳକୁ ବାହାରେ,ନହେଲେ ସବୁ ପାର୍ଟି ଜୁଲାଇ ଶେଷ ସପ୍ତାହ ନହେଲେ aug ପ୍ରଥମ ସପ୍ତାହ ରେ ବାହାରନ୍ତି
Tukuna Bhai lipi bhauja best of luck 🙏
Tukuna Bhai & bhauja nk uchakotira chintadara bahuta vala❤❤❤ jay Jagannath
ଟୁକୁନା ଭାଇ ଆଗେଇ ଚାଲ ଦେଖା ହବ ପହଙ୍ଗା ରଙ୍ଗ ମଞ୍ଚରେ 🙏
Failure is d pillar of success so always go ahead. Best of luck
ବହୁତ ସୁନ୍ଦର ❤️
#shesadevjoshi
Jay Jagannath
ବହୁତ୍ ସୁନ୍ଦର୍ ଚିନ୍ତାଧାରା ସାର୍ 🙏
ଭକ୍ତ ବନ୍ଧୁ ମହାନ୍ତି ଙ୍କ ଉପରେ ନାଟକ ଟି ହଉଚି 🙏ଜୟ ଜଗନ୍ନାଥ
Sundar prayash go ahead God bless you
Tukuna bhai congratulations
All the best Bhai 👍 madi chala....
ରାଜା ରାଣୀ ରଙ୍ଗମଞ୍ଚ ରେ କିଏ କିଏ କଳାକାର ଅଛନ୍ତି
Anubhab . Babusan . Arindam. Sidharth 😂😂😂😂
God bless both of you
Nice attempt God bless you both
Jay shree Jagannath...... God bless you forever ❤️
All the best bro ❤
Go ahead brother
Bahut sundar.
Tukuna bhai all the best ❤
Sabu pare tukuna bhai au lipi apa nka parisrama kebe brutha jibani ...
Both are very nice artist
Apan future re bahuta bhala producer hebe
Jay Jagannath mahaprabhu 🙏 madichalantu🎉
Tukuna Bhai Maadi chala.
ଟୁକୁନା ଲିପି ଭଲ ହେବ ପାଟି
Daring step. God bless you.
All the best ଆପଣଙ୍କର ରେଟ କେତେ ରହିବ 3 ଲକ୍ଷ୍ୟ ଉପରେ
1ru1.50 lakh
Tukun Dada and lipi khudi all the best
ଟୁକୁନା ଭାଇ ତମ ନମ୍ବର ଟିକେ ଦେବ 🙏🙏🙏
🎉🎉🎉
ଯାତ୍ରା ପାଟି ଟେ ଚଳେଇ ବା କଣ ସହଜ 🙏କଥା
❤❤❤
My fav both sir and mam ❤❤
Good message dele
All the best ❤❤❤❤
Very nice jodi
Very nice
Aau vala artist naba katha
Khali T.souri re jatra hebani,
Sabu hele gote katha T,souri..
Amaku kichhi sujog milibaki
Party bahariba ta
Mu sange sange jai booking karanti
Naba babu mu 4 ta jatra parti saha contact kali march april masa 2025 pai sabu jatra anustan 2lakh90 thousand ru 3 lakh20 thousand rate per night kahila 4 rati jatra kela 2 rati ra advance au ghara au jalani katha prachara gadi oil au electri au permisan sabu plus kala per night3 lakh50 thousand paduchi ata rate ra jatra kamiti ku kan labha milu thina jatra kamiti ku labha houchi na nasti houchi mu nija jani paruni mo mata ra per night 2.20 lakh per night rahila bhala huanta
Per night kete
ଟୁକୁନା ବାବୁ ଙ୍କ ଯୋଗାଯୋଗ ନମ୍ବର କିଏ ଦେଇପାରିବେ
+919437169591
@@nabakishoremanik Thanks
2 lakhs vitare hele val huanta
Tukuna bahi tike no send korontu 24-25 pai mu tike party ku jiba ku chahuchhi
Kou jaga re rehlsel heuchi
ଧାକୁଲେଇ , କଟକ
Kete dina chaliba
Naba bhai mu jatra jibaku chanhuchhi
Tukuna bhai number debeki
+919437169591
@@nabakishoremanik thanks naba bhai
@@nabakishoremanik bhai mu jibaku jahuchi jatra ku tike help karantu mote
Bhai no ta switch off raja rani jatra no@@nabakishoremanik
Tume kahaku chance deuna lipi madam michhei ki tume
Raja rani na ta hela ni. Bada anustan ra hisab re
Pc re jibeki
Tukuna Babu mobile number tike share karantu darkar hele aama anustanaku daki paribu
+919437169591
Jagarnath bharasa
Phone no diantu
+919437169591