ପିଲା ବେଳ କଥା ମନେପକାଇ ଦେଲେ। ଛୋଟିଆ ଭୁଲ ପାଇଁ କେଉଁଭଳି ଦଣ୍ଡ ମିଳୁଥିଲା, Beautiful msg. 👏 Those things most mandatory in school life. 🏫 so that our rest life will be. Great 🎉
Papu bhai, I like you and respect you a lot.Please think about what fear can do to a child, we should be progressive. There are many good things in our culture, like getting up early, drinking water from the earth, etc. But we shouldn't promote pseudoscience, it will make our society backward. We should learn from the Japanese why they have banned corporal punishment. They also have an ancient civilisation and culture like ours.
ମାନିବାକୁ ପଡିବ ପପୁ ଭାଇ ତୁମର ଚିନ୍ତା ଧାରା ଆଉ ତୁମର ଅଗାଧ ଜ୍ଞାନ.. 🙏ଏଇ ଛୋଟ ଭିଡ଼ିଓ ମାଧ୍ୟମ ରେ ସବୁ ବାପା ମା ମାନଙ୍କୁ ପ୍ରେରଣା..
ବହୁତ ବଢିଆ ପ୍ରସଙ୍ଗ ଆଜ୍ଞା ହୃଦୟ କୁ ଛୁଇଁ ଗଲା.. ସତରେ ଆଉ ଶିକ୍ଷକ ଙ୍କୁ ସନମାନ ମିଳୁନି କି କୋଉ ଛୁଆ ଡରୁ ନାହାନ୍ତି.... ମୁଁ ବ ବହୁତ ଜାଗାରେ ଦେଖିଛି ବାପା ମା ମାନେ ଶିକ୍ଷକ ଙ୍କୁ ଦୋଷ ଦଉଛନ୍ତି.... ନିଜ ପିଲାଙ୍କ ଦୋଷ ଦେଖୁନାହାନ୍ତି 😢😢😢
ପିଲା ସବୁ ମୂର୍ଖ ଏବଂ ଅମଣିଷ ହୋଇଯିବେ ସରକାର ଙ୍କୁ ମୋର ନିବେଦନ ସ୍କୁଲ ରୁ ଦଣ୍ଡମୁକ୍ତ ଅଚଳ କୁ ଉଠେଇ ଦିଆ ଯାଉ 🙏
Right 👍
Right 👍
Right
Right
ବହୁତ୍ ବଢିଆ ପ୍ରସଙ୍ଗ ଟେ ଦେଖେଇଲ,,,ଶିକ୍ଷା ବ୍ୟବସ୍ଥା ପୁରା ଭୁସୁଡ଼ିଗଲାନି ଆଜ୍ଞା 😢😢😢😢
ଆଜି କାଲି ପିଲା ମାନଙ୍କୁ ସୁବିଧା ହଇ ଗଲା ଦଣ୍ଡ ମୁକ୍ତ ଅଞ୍ଚଳ ହଇ ଗଲା ଯଉଠୁ ଏ ମାନେ କେବେ ବି ମଣିସ ହେବେ ନି ଜେ ପର୍ଜନ୍ତ ଦଣ୍ଡମୁକ୍ତ ଉଠି ନି ସେ ପର୍ଜନ୍ତ୍ ଏଭଳି ଅସି କ୍ଷିତ ପିଲା ବାହା ରିବେ thanks ପପୁ sir God job sir
One of the best episode ever in this channel. Always criticism in current affairs which has fault.
ଆମ ଗମେଣ୍ଟ ଙ୍କୁ ଅନୁରୋଧ ଦଣ୍ଡ ମୁକ୍ତ ଉଠେଇ ଦିୟ ପିଲା ମାନଙ୍କୁ ଶାସନ କର 🙏🙏🙏🙏🙏🙏🙏😭😭😭😭😭
ମୁ ତୁମ କଥାରେ ଏକ ମତ 🙏🙏
ଶାସନ ନୁହେଁ, ଅନୁଶାସନ ଦରକାର୍ ।
ପିଲା ବେଳ କଥା ମନେପକାଇ ଦେଲେ। ଛୋଟିଆ ଭୁଲ ପାଇଁ କେଉଁଭଳି ଦଣ୍ଡ ମିଳୁଥିଲା, Beautiful msg. 👏 Those things most mandatory in school life. 🏫 so that our rest life will be. Great 🎉
ବହୁତ ବଢିଆ Episode
ସବୁ ଠିକ ପପୁ ବାବୁ l ପରୀକ୍ଷା ଫଳ ବାହାରିଲେ ବାପା ମାଙ୍କ ପରେ ଶିକ୍ଷକ ଅଧିକ ଖୁସି ହୁଅନ୍ତି l କିନ୍ତୁ ଏ ଭଳି କାର୍ଯ୍ୟ ଅତି ନିନ୍ଦନୀୟ l
Statement of the episode
"ଅନୁଶାସନ ଯୁକ୍ତ ଅଞ୍ଚଳ"❤
ଦଣ୍ଡ ଯୁକ୍ତ ମାନେ ନୁହଁ ଯେ teacher ଘର ଝଗଡ଼ା ପିଲାଙ୍କ ଉପରେ ଉତାରିବା ।
Exercisal punishment ବ୍ୟବସ୍ଥା ହେବା ଦରକାର୍ । Like 100 ଥର ଉଠାବସ ଦଣ୍ଡ ଡରରେ ପିଲା ଆପେ ସୁଧୁରି ଯିବେ ।
ପପୁ ଭାଇ ଯାହା କହିଲେ ସବୁ ସତ କଥା ଯାହା ପୁରୁଣା କଥା କହିଲେ ଏମିତି ହେବା ଦରକାର
Nice presentation.thank you papu bhai n ur team for a fantastic episode
ଭାଇ ଥରେ outsourcing ଚାକିରି topic ଉପରେ ଗୋଟେ episode କରନ୍ତୁ
Teacher is God so please kindly respect all teachers
Beautiful message
And the laday who dit yhe teacher role is very bold and did a great role
Feeling Proud ❤👻
ବହୁତ୍ ବଢିଆ, ଏକଥା ସମସ୍ତେ ବୁଝିବା ଆବଶ୍ୟକ ରହିଛି
ଏହିଭଳି ପିଲାଙ୍କୁ ଆଉ ଏମିତି ଜେଜେ ମା ଙ୍କୁ ଖୁବ୍ ବିରୋଧ କରାଯାଉ।
This is the good advice to our society and odisha Government
Amiti video darkar sir ❤❤❤❤❤
Great episode.. Great message to society....
Ati sunder katha tia
Very useful message for the current situation. Actually we should request our government to write "ଅନୁଶାସିତ ଅନ୍ଚଲ"
This is best episode.....punishment must be required in a student life....
Mu papu bhai tamara sabu episode dekhichi A episode sabuthu niara prabhu tumara Mangala karantu
You are great sir
A episode tiku nabi patnayak ji dekhiba nihari darakara
Concept bht Vala lagila Ati Sundar msg deichanti society ku....
Lovely massage Papu Bhai
Right point papu bhai
❤Beautifull message papu sir❤
Right 👍 Papu bhai
Mo vala lagila gote dialogue ct kale kan heba job nahi😂😂😂😂
Ea video dekhiba pare mo ae maa katha mane padigala I miss you ar maa😭😭😭😭
Thanks Papu Bhai
ପପୁ ସାର୍ ଆଉ all good ❤❤❤❤
Always respect teacher....❤🙏
Satare papu sir and au kehi teacher hebaku chanhu nahanti
Papu bhai thanks.
Nice message to society.
😊😊😊😊😊😅😅😅mind-blowing tukuna bhai act
Nice episode
Feeling Proud
So so proud 🎉😮
Right papu bhai
One Of Your Great Video
👌👌👌👌👌
Eha saha prateka class room ebam school re cctv camera laga jau jaha falare pila bhul kale kimba sikhyka bhule kale jana padi pariba jay Jagannath 🚩
Right ek dam perfect
ପାପ ବେସି ଦିନ ଲୁଚି ର ହେନି ସମସ୍ତଙ୍କୁ ଜାଣିବା ଦରକାର
Papu bhai bahut sunder re bujhidele
Beautiful message for this uncivilized parent and child
Perfect natural acting by Tukuna Bhai ❤❤❤❤
ମୁଁ ବିଭିନ୍ନ ନାମରେ ନାମିତ
ମୁଁ କ୍ୟାନ୍ସର ରୋଗର ସଙ୍ଗାତ
ମୁଁ ସଫଳ କୁ ମୁଁ ମିନାଜି
ଲୋକେ ଆସନ୍ତି ମତେ ଖୋଜି ଖୋଜି..
ପାନ ବଦଳରେ କରନ୍ତି ମତେ ଆଦର
ସାନରୁ ବଡ଼ କରନ୍ତି ପ୍ରଶଂସା ଯେ ମୋର
ଛାତି ପକଟରେ ଯେ ମୋହରି ଘର
ମୋ କପଡା ଚିରି ଲୋକେ ପାଟିରେ କରନ୍ତି ଆହାର...
ଷ୍ଟାଇଲି ମାରି ଉଡ଼ନ୍ତି ମୋହରି ଧୂଳିକୁ
ଧନ୍ୟବାଦ ମୋର ସେହି ଲୋକ ମାନଙ୍କୁ
ସବୁଠି ପାଇବେ ମତେ ଆପଣ ଦେଖିବାକୁ
ମୁଁ ଲାଲା କରିଦିଏ ସମସ୍ତିଙ୍କ କାନ୍ଥକୁ...
ମତେ ଧରିକି ନାଚନ୍ତି ଫିଲ୍ମ ଷ୍ଟାର
ଛକରେ ଲାଗିଛି ମୋର ବଡ଼ ପୋଷ୍ଟର
ନାମକୁ ରୋକ ଲଗେଇଛନ୍ତି ସରକାର
ସବୁଠି ସବୁ ସ୍ଥାନରେ ରହିଛି ମୋ ଅଧିକାର...
ପାଟି କରିଦେବି ମୁଁ ତୁମର ଛୋଟ
ରଙ୍ଗୀନ କରିଦିଏ ଢ଼ଳେଇର ବାଟ
ମୋ ବିନା ତୁମ ପାଟି ସବୁ ଫିକା
ମୋ ନାମଟି ହେଲା ଗୁଡୁକା.......ମାନା,,,
❤
❤❤❤❤❤
Nice msg.respect to all teachers 🙏🙏
ସାର ଏଥି ପାଇଁ କିଛି ଗୋଟେ ଉଚିତ୍ ପଦକ୍ଷେପ ନିଆ ଯାଉ। ଆପଣଙ୍କ ସହ ମୁଁ ବି ଏକମତ ଯଦି ମୁଁ କୋଉ ଉଚ୍ଚା ପଦପିଧିଆରି ହୁଅନ୍ତି ତାହାଲେ ଏହା ମୁଁ ଏକା ସମ୍ଭବ କରନ୍ତି
👏👏👏👏💐💐♥️♥️
Beautiful message
Papu sir❤🙏🙌🙌🙌🙌🙌
Beautiful message for our society
Teacher is pinnacle of every student they build future in there hands great message for society
Really a great concept
ପପୁଭାଇ ତୁମ ଚିନ୍ତା ଧାରା ମାନିବାକୁ ପଡ଼ିବ
papu bhai best king comedy papu bhai
Papu bhai mun feel kariparuchi apanku kete kasta dauchi 🙏😢🙏
Tukuna bhai is best
Papu Bhai good
ପପୁ ଭାଇ ଏକଦମ ଠିକ କହିଲେ 🙏
Bahut bhala massege
Papu bhai ok pura ok
Didi bhari sweet 😂
Love u papu bhai
I love you popu bahi
ଏକଦମ ସୁପର ଡୁପର ଏପିସଦ
❤❤pura rgt katha papu vi ❤❤❤
କାହାକୁ ସବୁ ଏଇ ଭିଡିଓ ଭଲ ଲାଗିଲା like ଦିଅ
Comedy king 👑
ଯୋଉଠି comedy king ପପୁ ଭାଇ ଥିବା ,ସେଠି ଦମଦାର୍ ମଜା ସହିତ, ବହୁତ ଶିକ୍ଷଣୀୟ ଜିନିଷ ଥାଏ , ସେ ମୟୂରଭଞ୍ଜୀଆ ଦିଲ୍ ସେ ମୟୂରଭଞ୍ଜୀଆ,, ବାହାର ଯେମିତି ଭିତରେ ସେମିତି,... ପପୁ ଭାଇ ପାଇଁ ଆମ ଓଡ଼ିଶା, କଣ ପୁରା ଭାରତର ବର୍ଷ ଗର୍ବିତ ❤❤❤
Papu bhai, I like you and respect you a lot.Please think about what fear can do to a child, we should be progressive. There are many good things in our culture, like getting up early, drinking water from the earth, etc. But we shouldn't promote pseudoscience, it will make our society backward. We should learn from the Japanese why they have banned corporal punishment. They also have an ancient civilisation and culture like ours.
❤❤ very beautiful show
Excellent Papu bhai
ପୁରା ଥିକି କହିଲ ଆଜିର ପିଲା ପୁରା ନସ୍ଟ ହେଇଗଲାଣି
Bhai bhari dukha lagila.
Papu bhai jaha kahuchhanti pura thik 🙏🙏🙏
Super 💯💯💯
Right👉
Nice concept ❤❤
Good Message 👍
Right sir mada kamijibathu pila sabu bigidi galeni
Sarkar ea sabu school ku dandajukat karantu nahale pila bamurba hae jiba
ବୁଝିବାକୁ ଚେଷ୍ଟାକର ଶିକ୍ଷକ ସ୍ତାନ ବହୁତୁଉପରେ 🙏🙏ଜଣେ ଶିକ୍ଷକ ଙ୍କୁ ରାସ୍ତାମଝିରେ ହାତଉଠେଇବା କେତେ ଠିକି. ତାହା ମାରିଥିବା ବେକ୍ତି ବୁଝିବା ଦରକାର. କାଲି ସେ ପିଲା ଆପଣକୁ ମାନିବନି. ସମୟ ର ସିନା ପରିବର୍ତନ ହେଇଛି କିନ୍ତୁ ସଂସ୍କାର ରେ ପରିବର୍ତନ କରନ୍ତୁ ନାହିଁ ଓ ସ୍ୱାଭିମାନରେ ବଂଚିବା ଶିଖନ୍ତୁ 🙏🙏ଜୟ ଜଗନ୍ନାଥ 🙏🙏
Govermt school 🏫 ଚୁଆ ଯିବେନି ଆମ ଗାଁ ରେ ସ୍ school ବହୁତ୍ sir ମାନେ ଆମ ଗାଆଁ ଗାଁ ରେ ବୁଲି ବୁଲି ଚୁଆ ନେଉଛନ୍ତି
ଗୁଡ଼ୁ ପପୁ ଭାଇ
Best program....
Satare school manankare dandamukta hata jai danda jukta anchala lekhajiba uchit... Heart touching message 🙏🙏
Recent amt gote incident heithila taku base kariki aeita heichi bht bhala 😊
tukuna bhai mast acting karuchha
ସରକାରଙ୍କୁ ଏ ଇ ମଧ୍ୟମରେ ହେଲେ ଜଣାନ୍ତୁ ପପୁ ଭାଇ
Heart tuach !!!
ବର୍ତ୍ତମାନ ପରିସ୍ଥିତି ଯାହା , ପିଲାଙ୍କୁ ନୁହେଁ ନିଜକୁ ସୁଧାରିବା ହେଉଛି ବୁଦ୍ଧିମାନର କାମ
ସମସ୍ତ ଜନସାଧାରଣ ସଚେତନ ହେବା ସହିତ ସରକାରକୁ ଅବଗତ କରି ଦଣ୍ଡମୁକ୍ତ ଅଞ୍ଚଳ ପ୍ରଥା ନଉଠାଇଲେ ପରିଶେଷରେ ପିଲାଙ୍କ ଭବିଷ୍ୟତ ଅନ୍ଧକାର ହେବ ।
Papu vhaie ur great