Khub sundar vala ruhantu sustha niroga sundar ruhantu mast ruhantu bhagaban antarjaami tumara mangala karantu samaja pai bhala udaharan jaha ku rakhi be ananta ki kari pare bala banta thanks 🙏
The Power Girl. An Instance of Woman Empowerment.... Govt should encourage this young girl to do what ever she is ambitious for...She should be in police deptt or Traffic department...👌👌👌👌
ଆପଣଙ୍କ ଭବିଷ୍ୟତ ର ଆଶା ପୁରଣ ହଉ, ଜୟ ମହାବୀର 🙏
ବହୁତ୍ ବଢିଆ ଆଜିକାଲିକା ଝିଅ ମାନଂକ ପାଇଁ ତମେ ଏକ ଉଦାହରଣ।
ତମକୁ ହୃଦୟରୁ 🙏🙏🙏🙏
ସତରେ ଭଉଣୀ ତୁମକୁ ୧୦୦ ସଲାମ 🙏
Ur Great👏
Jai jagannath
U are great Sister......I salute you....God Always with you
@@kunalnayak363the 7777⁷77⁷⁶ 😊😊😊
💅👍ସତରେ କଥାରେ ଅଛି ନାରୀ ଆଗେଇଲେ ଦେଶ ଯିବ ଆଗେଇ ,,,,,💅💅
🌟🌟🇮🇳ଜୟ ସଲାମ୍ ଚମ୍ପାବତି 👍👍💪💪
Yes
ହାର ନ ମାନିବା ହେଉଛି ଜୀବନ। ବିଶ୍ଵନିୟନ୍ତାଙ୍କ ଆଶୀର୍ବାଦ ଅଛି ଆଗକୁ ବଢ।
ଜୟ ଜଗନ୍ନାଥ
ଭଉଣୀ ଯାହା କରୁଛ କିଛି ଲାଜ ନୁହେଁ
ମୁଁ ବହୁତ୍ ଖୁସି
🙏🙏🙏👍
ଅନେକ ଯୁବକ ତଥା ଯୁବତୀ ଙ୍କ ପାଇଁ ଉଦାହରଣ
ଭଉଣୀ ତମର ସବୁ ଆଶା ଭଗବାନ ପୂରଣ କରନ୍ତୁ
ଜୟ ଜଗନ୍ନାଥ 🙏🙏🙏
Okkk
Okkk
Very Very Very nice nice 👌👌👌
Ok
Ggooooodddd
ଧନ୍ୟବାଦ ଚମ୍ପବତୀ, ତୁମର ସେହି ପ୍ରେରଣା ଅନ୍ୟାନ୍ୟ ଅସହାୟ ଯୁବକ ଯୁବତୀ ମାନଙ୍କୁ ଉସ୍ଚାହିତ କରୁ।
ଜୟ ଜଗନ୍ନାଥ 🙏🏻❤️🙏🏻ଝିଅ କୁ ଆହୁରି ଆଗ କୁ ନିଅନ୍ତୁ 🙏🏻🙏🏻
Good
Corruption money au reservation agaku neba to Jaga andha ta bada akhi thile kana heba
ଭଗବାନ୍ ତୁମର ଆଶା ବହୁତ୍ ଜଲ୍ଦୀ ପୂରଣ କରନ୍ତୁ।
ଭଉଣୀ ମହାପ୍ରଭୁ ତମକୁ ଭଲରେ ରଖିଥାଆନ୍ତୁ,
,ବହୁତ ଭଡିଆ ଭଉଣୀ kipitop iseliut you
ଭଉଣୀ ତୁମକୁ ଅଶେଷ ଅଶେଷ ଧନ୍ୟବାଦ 🙏
Khub sundar vala ruhantu sustha niroga sundar ruhantu mast ruhantu bhagaban antarjaami tumara mangala karantu samaja pai bhala udaharan jaha ku rakhi be ananta ki kari pare bala banta thanks 🙏
Bhagaban tumar mangal କରନ୍ତୁ, ଭଉଣି ❤️❤️❤️❤️❤️🙏🏼🙏🏼🧡🙏🏼🙏🏼
ବହୁତ କଷ୍ଟ ସହିବାକୁ ପଡ଼ିଥିବ ଭଗବାନ ତୁମକୁ ଭଲରେ ରଖିବେ (ଜୟ ଜଗନ୍ନାଥ) ଭଗବାନ ତୁମର ପରିକ୍ଷା ନେଉଥିଲେ | god bless you 🙏
Orissa government parikha neuchi au corruption select kareiba bhagwan kichi karibeni kauthi🤣🤣
ଜୟ ଜଗନ୍ନାଥ ଭଉଣୀ ଆପଣଙ୍କ ଆଶା
ପୁରଣ ହଉ🙏🙏
ଏହା କେବଳ ଝିଅ ମାନଙ୍କ ନିମନ୍ତେ ନୁହେଁ, କିନ୍ତୁ ଆମେ ସମସ୍ତ ଓଡ଼ିଆ ଓ ଓଡ଼ିଶା ବାସିଙ୍କ ପାଇଁ ଏକ ନୂତନ ଉଦାହରଣ
ଜୟ ଜଗନ୍ନାଥ, ଇଶ୍ଵର ତୁମର ଭବିଷ୍ୟତ ଉଜ୍ଜ୍ୱଳ ମୟ ହେଉ।ସୁର ଭାଇ ଟିକେ ଚିନ୍ତା କଲେ ଭଲ ହେବ।
ytfd096nyuuyhn8u0000
ଭଉଣୀ ତୁମକୁ କୋଟି କୋଟି 🙏🏼🙏🏼
Brave girl,A great salute to you .
Thanks sister tamasaha vagaban achanti
ଆଗକୁ ବଢିବାକୁ ଠାକୁରଙ୍କୁ ମୋର ପ୍ରାର୍ଥନା।
Ke news is great news Samaj ke liye bahut hi Achcha sikhane wala dekhne wala janne wala message dene ke liye dhanyvad
ଭଗବାନ ତୁମ୍ଭର ସହାୟ ହୁଅ ନ୍ତୁ
ତମର କାମ ସଫଳ ପୂରଣ ହେଉ ଭଉଣୀ ଜୟ ଜଗନ୍ନାଥ 🌑‼️🌑🪔🪔🪔🌺🌺🌺🙏🙏🙏🚩🚩🚩
ସଲାମ ଚମ୍ପାବତୀ. 🙏🏻. ଏମିତି ପ୍ରେଣନା ଦେବା ସହିତ ନିଜେ ମଧ୍ୟ୍ୟ ନିଜ କର୍ମ କରି ଆଗେଇ ଚାଲ. ଜୟ ଜଗନ୍ନାଥ 🙏🏻🌹
ଭଗବାନ୍ ତମକୁ ସୁସ୍ଥ ରଖନ୍ତୁ
❤❤❤❤❤❤❤❤❤❤❤❤❤❤❤
ପ୍ରଭୁ ଜଗନ୍ନାଥ ତୁମ୍ଭର ମଙ୍ଗଳ କାମନା କରନ୍ତୁ ଭଉଣୀ
Thank you all news teams person god bless you 🙏🙏🙏🙏🙏🙏
ସେ ଝିଅ ବହୁତ୍ ଦୁଃଖ ସହିଥିବ
Suna jhia ...bhagban sabu bele khusi re rakhantu
Jay Jagannath 🙏🙏🙏
ବହୁତ ବହୁତ ବଢିଆ 👏👏👏
Keep up good works.
God bless you 👌👌👌
🙏🙏🙏
Jay maa super hero
Always God with you...
Keep it up
God bless you🙏❤ sister
U r Such A Great Lady.Wish We Could See U As Police.God Bless U Champa 🙏🙏🙏🙏
Icon of Society
ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ
ଜୟ ଜଗନ୍ନାଥ ମହା ପ୍ରଭୁ ସହାୟ ହୁଅ 🙏🙏🙏
ନଂ୧ Example for ବାହାନା ବାଲି ...ପାପା କି ପରୀ ମାନଙ୍କ ପାଇଁ .. ଦେଖରେ କିଛି ସିଖ ଏ ମହାନ୍ ଭଉଣି ଠୁ ।
ଏମିତି ଆଗକୁ ବଢ ଭଉଣି ଭଗବାନ ତୋ ଇଚ୍ଛା ପୁରଣ କରନ୍ତୁ ।
I met her once at Royal Enfield Showroom. A courageous Brave girl. God bless her.
👌ଅତି ସୁନ୍ଦର
Dhanya bad sister
Brave girl
ଧନ୍ୟବାଦ ନମସ୍କାର ❤❤❤❤❤
Huge salute 👍🏻👍🏻
ଠାକୁର ଙ୍କ ଆର୍ଶୀବାଦ ନିଶ୍ଚୟ ପଡ଼ିବ, ଧର୍ଯ୍ୟ ରଖ ଭଉଣୀ,
Bhouni tamoku 🙏
God bless u bhouni, bhouni tu great
Bhouni mu etiki pray koruchi bhagbanku, tamoku sobu khusi milu
Mo bhouni tu joma kandibuni
Mote bhalo lagila tu to nijo godare chida houchu,
Brave hero.
My blessings .
ଜୟ ଜଗନ୍ନାଥ ମା ମା, ବିଶ୍ଵକର୍ମା ଆମ ହାତ ରେ ଅଛନ୍ତି। ଆମେ ବିଶ୍ଵକର୍ମା ର ସନ୍ତାନ ହାରିନାହି ନା କେବେହାରିବୁ । ମୁଁ ମଧ୍ୟ ତୁମ ପରି ଗୋଣ୍ଡେ ଖାଇବାକୁ ନପାଇ ପାଠ ପଢ଼ା ଛା ଡୀ ଲି ଗାଡି ସଫାକୋଲି ଆଜି ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ, ଦୁଇ ଚକିଆ ଯାନ ମିସ୍ତ୍ରୀ ବିନା ଟ୍ରେନିଂ ରେ ସବୁ ଶିଖିଛି । ଆଗୋକୁ ମାଡି ଚାଲ ଜୟ ଜଗନ୍ନାଥ।
She deserves blessings 👍
Bahut khusi laguchi bhauni tumaku dekhiki ...bhagan tumar sabu ichha Ku puran karantu
Girl can do anything. Don't disappoint. God will help.
ଜୟ ଜଗନ୍ନାଥ 🙏🙏🙏
You are an inspiration for the women's.👍👍👍
ଜୟ ମା ବିରଜା🌺🌺🙏🙏ତୁମକୁ ଅଶେଷ ଅଶେଷ ଧନୀବାଦ 🤛💪💪💪💪💪💪💪💪
Manigali bhauni bhagaban tamaku nischinta saha hebe jay jagannath 🙏
ଅତି ଭଲଭାବରେ ନିଜ ହାତରେ ନିଜ ପରିବାରର କଥା ବୁଝିବା ପରେ ସେ ଯେଉଁ ଆଶା ରଖିଛନ୍ତି ତାହା ଶିଘ୍ର ପୂରଣ ହେଉ । ଜୟ ପ୍ରଭୁ ଜଗନ୍ନାଥ
May God bless you. You are Great ! 👍
Salute you sister
Good lady.. do not worry God one day help you
Bahut bhal Kam karuchha godbles
May God bless you and your aim. 🚩
bahut badhiya tume aaga ku badhi chala jay seba
God bless you sister 🙏🙏🙏
କିନ୍ତୁ ମୋ ବାବା ମାଆ ତ ବାହା ଘର କଥା ଭାବୁଛନ୍ତି କଣ ପାଇଁ ନା ମୋର ବି କେତେ କଣ ଆଶା ଅଛି କିନ୍ତୁ ମୋତେ ବାହା ଘର କରିଦେବେ କହୁଛନ୍ତି ମୋର ଇଚ୍ଛା ନାହିଁ ବାହା ହେବାକୁ ମୋତେ ଜବର୍ ଦଶ ବାହା କରିଦେବେ କହୁଛନ୍ତି police କୁ fir ଦେବି ଭାବୁଛି କିନ୍ତୁ ଡୋର ଲାଗୁଛି 😭😭😭😭😭😭😭😭😭😭😭😭😭
Please help me 😭😭😭😭😭😭😭😭😭
God bless her. Incredible
ଭଗବାନ ତୁମର ମଙ୍ଗଳ କରନ୍ତୁ
The Power Girl. An Instance of Woman Empowerment.... Govt should encourage this young girl to do what ever she is ambitious for...She should be in police deptt or Traffic department...👌👌👌👌
God bless you didi bohut bholo lagila. Jaha hau.
Never give up sister.hard work is the key of success 😌
ଶୁଭେଚ୍ଛା ଓ ଅଭିନନ୍ଦନ ❤❤❤
Greeting to you Odisha's brave sister. You are an example of lots of youth. Salute to your struggle.
ନବୀନ ସରକାର ଆପଣଙ୍କୁ ଓଡ଼ିଶା ବାସୀଙ୍କର କୋଟି କୋଟି ନମସ୍କାର ଏ ଝିଅକୁ ଗୋଟିଏ Police ଚାକିରି ଦିଅନ୍ତୁ, ପାଣ୍ଡିଆ Sir ଙ୍କର ଜଗନ୍ନାଥ ମଙ୍ଗଳ କରନ୍ତୁ🙏🙏🙏🙏
Mata rani apko khub taraki degi sister🎉🎉🎉
ହେ ଭଗବାନ ,ଜମା ନିଷ୍ଟୁର ହୁଅନି ।
ଭ ଉଣୀ ତୁମେ ପୁଲିସ ରେ ନିଶ୍ଚିତ ପାଇଵ
Bahut Bahut Dhanyabaad...sister
ଝିଅ ଜଗନ୍ନାଥ କରନ୍ତୁ ତୁ ପୋଲିସ ଚାକିରୀ ଶୀଘ୍ର ପା. ଆମ ସମସ୍ତଙ୍କର ଆଶ୍ରିବାଦ ତୋ ଉପରେ ଅଛି.ତୁ ଆଗକୁ ମାଡିଚାଲ.
Bahut dina pare genuine news te dekhili...thanks you reporter mahasaya ❤️
Jhia heba to amiti❤great 🙏
God bless you didi ninchaya tamara aasha purana heba didi byasta huantu nanhi jay Jagannath🙏🙏
Really Great And God bless you 🥰 Jay Jagannath 🙏🙏🙏
Bhauni , apananku saha saha naman . You are the pride of Odisha. Jay Sri Ram. Vande Utkal Janani. Jay Hind.
ତୁମେ ଦେଖୁଥିବା ସ୍ବପ୍ନ ନିଶ୍ଚୟ ସଫଳ ହେବ
Bahut sundar maa jay jagannath🙏
ଭଉଣୀ ଆଗକୁ ଯାଅ ❤❤
Vauni tumaku vagaban valare rakhantu
Ama jatira jhia sethipain tumaku dhanyawad. God bless you
Jai jagannath sister tuma asha purana heu
ଭଗବାନ ତୁମର ମଂଗଳ କରନ୍ତୁ ଭ ଉଣୀ
Bhagawan karantu tamara sabi ichha pura heu. All the best....
Didi tame bahut mahan au bahut sahasi
ତମେ ଭଉଣୀ ପୋଲିସ ଯଗିୟ ଅଟ ସଂଘର୍ଷ କରିଚାଲ
Exelent God bless you
Aama Jatani Jhansi rani ....
God bless you 🙌🙌🙌
Thanks bhauni god bless you
Right kahile se
Jhia mane kanosi guna re kam nahi right very good👍👍👍 and tama sopna sata heu tame police hua
Maa samaleswari dakuchi tumar asha puran heu
Bahut khusilagila God bless
🙏🙏🙏🙏 jagatara natha jaganatha sister tuma icha purana karantu 🙏🙏🙏🙏