Tulasi gananatya love song//saruni gapa ki saruni papa

Поделиться
HTML-код
  • Опубликовано: 23 авг 2024
  • #dayanidhinahak
    #tulasigananatya

Комментарии • 2,1 тыс.

  • @SwarupBarik-fv9zs
    @SwarupBarik-fv9zs 4 месяца назад +78

    ଦୁଇ ଜଣ କଣ୍ଠଶିଳ୍ପୀ ପୁରା ହୃଦୟରୁ ଗୀତଟି ଗାଇଛନ୍ତି ଯାହାକି ହୃଦୟକୁ ଛୁଇଁ ଯାଉଛି .. ଅତି ସୁନ୍ଦର ଲେଖା ଓ ଗୀତ ନାଟକ ବି .. ଧନ୍ୟବାଦ ତୁଳସୀ ଗଣନାଟ୍ୟ ର ସମସ୍ତ କଳାକାର ମାନଙ୍କୁ 😍 ଜୟ ଜଗନ୍ନାଥ 🙏🙏

  • @prakashchampia330
    @prakashchampia330 3 месяца назад +107

    2024ରେ କିଏ ଏ ଗୀତ କୁ ଶୁନୁ ଛ like ❤❤❤❤❤❤

  • @ashishkumardas4460
    @ashishkumardas4460 4 месяца назад +67

    ମୁଁ କେବେ ଯାତ୍ରା ଦେଖେନି କି ଯାତ୍ରା ଗୀତ ଶୁଣେନି ହେଲେ ପ୍ରଥମ ଥର ଏହି ଯାତ୍ରା ଗୀତ ଶୁଣିଲା ପରେ କାହିଁକି କେଜାଣି ଦେହରେ ଗୋଟେ ସିଂହରଣ ଖେଳି ଯାଉଛି,ଏ ଗୀତ ଏତେ ସୁନ୍ଦର ହେଇଛି ପୁରା ହୃଦୟ କୁ ଛୁଇଁ ଯାଉଛି ଏ ଗୀତ ପ୍ରମାଣ କରି ଦେଖେଇ ଦେଲା ଯେ ଯାତ୍ରା ଗୀତ ରେ ବି ସେତିକି ଦମ ଅଛି ଯିଏ ଯାତ୍ରା କୁ ପସନ୍ଦ ନ କରୁଥିବା ଲୋକ ପସନ୍ଦ କରିବାକୁ ଲାଗିବ 😊
    ମୋତେ ବିଶ୍ୱାସ ହେଉନି କି ଏ ଯାତ୍ରା ଗୀତ ବୋଲି, ସତରେ କଣ ଯାତ୍ରା ଗୀତ ଏତେ ସୁନ୍ଦର ହେଇପାରେ❤
    ଏ ଗୀତ ସହ ଯିଏ ବି ଜଡିତ ଅଛନ୍ତି ସମସ୍ତଙ୍କୁ ମୋର ହୃଦୟ ରୁ ଧନ୍ୟବାଦ specially singer ନନ୍ଦିନୀ ଦିଦି ଆଉ ସେ ଭାଇ ଙ୍କୁ🙏❤ Love from ଚାନ୍ଦବାଲି 😊😊

  • @nursinghsahoo8150
    @nursinghsahoo8150 Год назад +48

    ଏ ପର୍ଯ୍ୟନ୍ତ ଯାତ୍ରାଜଗତର ସବୁଠାରୁ ସୁପେରହିଟ ରୋମାଣ୍ଟିକ ଗୀତ,, ସବୁଦୃଷ୍ଟି କୋଣରୁ 👌👌👌👌
    ଧନ୍ୟବାଦ,, ଉଭୟ ପରଦା ଉପରେ ଓ ପଛରେ ଥିବା କଳାକାରଙ୍କୁ 💞💐🙏

    • @user-yl7ws8qe1k
      @user-yl7ws8qe1k Год назад +1

      Music bhai ❤❤❤❤❤❤❤❤❤❤❤❤❤❤❤❤❤❤❤

  • @kartikpradhan6208
    @kartikpradhan6208 7 месяцев назад +20

    ମୋତେ ଏଇ ଗୀତଟି ବହୁତ ଭଲ ଲାଗେ ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଏଇଚ୍ଚା ହୁଏ ମୁଁ ଏଇ ଗୀତ କୁ 100 ଥର ରୁ ଉଦ୍ଧିକୋ ଶୁଣି ଛି ନନ୍ଦିନୀ ମମ୍ ଆବଂ ତାଙ୍କ ସହିତ ପ୍ରମୋଦ ଭାଇ ବହୁତ ଭଲ ସିଙ୍ଗର ❤❤❤

  • @manasnaik3971
    @manasnaik3971 2 года назад +295

    ଯେତେ ଶୁଣିଲେ ବି ଆହୁରି ଶୁଣିବା କୁ ଇଚ୍ଛା ହେଉଛି
    ମୁଁ 100 ଥର ରୁ ଅଧିକ ଶୁଣିଲି
    Nice voice ଭଉଣୀ Jay jaganath 🙏🙏🙏

  • @subash_1990
    @subash_1990 Год назад +13

    ନନ୍ଦିନୀ ଙ୍କ ଏଇ ଗୀତ ଯେତେ ଶୁଣିଲେ ବି ଇଚ୍ଛା ହଉଛି ବାର ବାର ଶୁଣିବା ପାଇଁ.ଯେତେ ଶୁଣିଲେ ବି କମ୍ ଲାଗୁଛି. ନନ୍ଦିନୀ ହଉଛନ୍ତି ଓଡ଼ିଶା ର ଗୋଟେ ବେଷ୍ଟ ସିଙ୍ଗର ସବୁଠୁ ବଡ କଥା ମୋ ଦିଦିଙ୍କ ନାମ ବି ନନ୍ଦିନୀ.

  • @BhaktiBhaba1
    @BhaktiBhaba1 Год назад +23

    ଅତି ସୁନ୍ଦର୍ କଣ୍ଠ ଦୁଇଜଣଙ୍କର ।। ଜୟ ଜଗନ୍ନାଥ।।
    ଭକ୍ତି ଦିବାକର ଓଡ଼ିଆ ଆଧ୍ୟାତ୍ମିକ ଚ୍ୟାନେଲ ତତଫରୁ ଅଶେଷ ଅଶେଷ ଧନ୍ୟବାଦ୍

  • @KBehera-BSc-MBA-LLB
    @KBehera-BSc-MBA-LLB 2 года назад +55

    ହେ ମହାନ୍ ତମ ନାରୀ, ନନ୍ଦିନୀ ମ୍ୟାଡମ୍....କାହିଁକି ate sacrifise... ସୁନ୍ଦର କଣ୍ଠରେ ..ସରସ୍ଵତୀ ଅଛନ୍ତି.

  • @basantabehera5201
    @basantabehera5201 2 года назад +166

    ଯତେ ଶୁଣିଲେ ବି ଆହୁରି ଥରେ ଶୁଣିବାପାଇଁ ଇଚ୍ଛା ହଉଛି କଣ ଗାଉଛନ୍ତି ଅତିସୁନ୍ଦର 👌👌👌💕👌👌👌

  • @dambaruchhatria-xr5lk
    @dambaruchhatria-xr5lk 4 месяца назад +23

    ଯେତେ ଶୁଣିଲେ ବି ଗୀତ ଆଉ ଶୁଣିବାକୁ ଭଲ ଲାଗୁଚି ❤❤❤❤❤

  • @muziclover576
    @muziclover576 Год назад +60

    ଏମିତି ଗୀତ ମୁ କେବେ ଶୁଣି ନଥିଲି ବହୁତ ଭଲ ଲାଗୁଛି ଆଉ ମୁଁ ସବୁଦିନେ ଶୋଇଲା ବେଳେ ଶୁଣିକି ସୋଇପଡ଼େ ❤❤❤❤❤

  • @patelbhai7375
    @patelbhai7375 Год назад +15

    Mind blowing❤️ ଯେତେ ବେଳେ ମୁ romantic ମୁଡ଼ ରେ ଥାଏ ଏହି ଗିତ ଶୁଣେ😎

  • @lalitbhoi5122
    @lalitbhoi5122 2 года назад +188

    ଯେତେ ଥର ଶୁଣିଲେ ପୁଣି ନୂଆ ନୂଆ ଲାଗୁଛି 👌👌👌👌👌👌👌👌👌👌👌

  • @gouranganaik6378
    @gouranganaik6378 4 месяца назад +169

    ଏ ଗୀତ କିଏ ଆଜିବି ଶୁଣୁଚ like କର ❤❤❤

  • @user-cy7dd7sb5o
    @user-cy7dd7sb5o Год назад +26

    ବହୁତ୍ ବଢିଆ ଲାଗିଗୁ ଛି ଗୀତ ଦିଲ୍ କିଣି ନେଉଛି

  • @rajendrakumarnayak5023
    @rajendrakumarnayak5023 2 года назад +35

    ତୁଳସୀ ଗଣନାଟ୍ୟ no1 ଓଡ଼ିଶାର ରେ

    • @RRC130
      @RRC130 11 дней назад +1

      Yes

  • @Jagat_Sahoo1
    @Jagat_Sahoo1 4 месяца назад +10

    ଆଜି କା ସମୟ ରେ ollywood ଠାରୁ jollywood ବହୁତ୍ ଭଲ ❤❤

  • @skasituddin977
    @skasituddin977 Год назад +108

    ଏଇ ଗୀତକୁ ମୁଁ ଶୁଣିଲେ ମୋ ମନ ଖୁସି ହେଇ ଯାଏ 👍👍

  • @sarojrana6359
    @sarojrana6359 Год назад +23

    ଗୀତ ବହୁତ ସୁନ୍ଦର ଲାଗୁଛି l ନନ୍ଦିନୀ ଦିଦି ଙ୍କ କଣ୍ଠ ସ୍ୱର ହୃଦୟ କୁ ଛୁଇଁ ଯାଉଛି ❤️❤️❤️❤️

  • @deepakmajhi483
    @deepakmajhi483 2 года назад +44

    Sweet voice..nandeeni ....I love tulasi gananatya..

  • @hrudaranjannayak6203
    @hrudaranjannayak6203 2 года назад +14

    ବହୁତ ସୁନ୍ଦର ଲାଗିଲା ଗୀତଟି। ଧନ୍ୟବାଦ। ଆଗକୁ ଆହୁରି ମାଡି ଚାଲ।

  • @sanjibmajhiyadav9746
    @sanjibmajhiyadav9746 5 месяцев назад +89

    2024 କିଏ କିଏ ଶୁଣୁଛ 👍 କର

  • @ranjitmarei44
    @ranjitmarei44 11 месяцев назад +18

    ଯେତେ ଥର ଶୁଣିଲେ ପୁଣି ନୂଆ ନୂଆ ଲାଗୁଛି

  • @yogeshsahu2928
    @yogeshsahu2928 Год назад +21

    ନନ୍ଦିନୀ ଭଉଣୀ ସତ ରେ ଭଗବାନ ଙ୍କ ର ତମେ ବରଦାନ ସଦୃଶ।

  • @ugond484
    @ugond484 Год назад +4

    ଧନ୍ୟବାଦ୍ ଜଣାଉଛି ଆମ ଓଡ଼ିଶାର କଳାକାର ମାନଙ୍କୁ . ସତରେ ହୃଦୟ କୁ ଛୁଇଁଲା ।
    👉❤🙏🙏🙏
    ଜୟ ଜଗନ୍ନାଥ ତୁମେ ହିଁ ଏକ ସାହା ଭରସା ।

    • @kshetrapatra4069
      @kshetrapatra4069 Год назад

      All staff God bless you And your party🎈🎈🎈🎈🎈🎈🎈🎉🎉🎉🎉🎉

  • @sarojkumarbehera1761
    @sarojkumarbehera1761 5 месяцев назад +5

    ATI Sundar Kantha 2janankara heichhi
    Very nice song
    Bar bar acha hauchhi suniba pain

  • @badhahansdah2822
    @badhahansdah2822 Год назад +12

    ସତରେ ଯେତେ ଶୁଣିଲେ ବି ମନ ମାନୁନି ବାରମ୍ବାର ଶୁଣି ବାକୁ ଇଛା ହେଉଛି ❤️❤️❤️❤️❤️❤️😘😘😘😘😘 I love song .

  • @Sb_jmp_creation
    @Sb_jmp_creation 2 года назад +83

    ଭଲ ଗାଉଛ ତୁମେ ଜୀବନରେ ବହୁତ୍ ଆଗକୁ ଯିବ 🎉🎉🎉🎉

  • @hareshkumarpatel4586
    @hareshkumarpatel4586 2 года назад +54

    ଅପେରା କଳା ଟି ଓଡ଼ିଶା ରେ ଏମିତି ବଞି ରହିଥାଉ। ଜୟ ଜଗନ୍ନାଥ

  • @jagannathpatra8585
    @jagannathpatra8585 Год назад +21

    very nice love song
    ଜୟ ମା ମଙ୍ଗଳା
    ଜୟ ମା ମନସା
    ଜୟ ମା ତାରିଣୀ

  • @firojpradhan588
    @firojpradhan588 4 месяца назад +3

    Wooo bahut bhadia song nida naa asile ye song suniki soijaye

  • @bhabanimohanty5716
    @bhabanimohanty5716 2 года назад +9

    ଗୋଟିଏ ଗୋଟିଏ ସୁନ୍ଦର କଳାକାର ଏଇ ଦୁଇ ଜଣ,

  • @a.difficultresearch..boy.7729
    @a.difficultresearch..boy.7729 Год назад +401

    ଏଗୀତର କି ଯାଦୁ ଅଛି କେ ଜାଣି ,ମନ ମୋହି ନେଉଛି ,,ଯେତେ ଶୁଣିଲେ ବି କମ୍ ଲାଗୁଛି। ସବୁବେଳେ ଶୁଣିବାକୁ ଇଛା ହେଉଛି

  • @barsaranidas3870
    @barsaranidas3870 Год назад +1

    ସତରେ ଏ ଗୀତରେ କି ଯାଦୁ ଅଛି କେଜାଣି ଯେତେ ଶୁଣିଲେ ମନ ଭରୁନି, ମୁଁ ତ ପ୍ରାୟ ସବୁବେଳେ ଶୁଣୁଚି ଯେତେ ଶୁଣିଲେ ବି କମ୍ ଲାଗୁଚି,,Nyc voice & Nyc song God bless u both singer

  • @srikantbehera4984
    @srikantbehera4984 18 дней назад

    ଭାଇ ମନ ବୁଝିଗଲା ଗୀତ ଟି ଶୁଣି ବହୁତ ସୁନ୍ଦର କଣ୍ଠ ଭଗବାନ ଦୁଇ ଜଣକୁ ଦୀର୍ଘାୟୁ କରନ୍ତୁ ଏତିକି ପ୍ରଭୁଙ୍କ ପାଖରେ କାମନା

  • @ranjanmohanty9840
    @ranjanmohanty9840 2 года назад +8

    Jatra dunia re aji jae a gitati no 1 dhanyavad all kalakar 👍🙏❤️

  • @sripaddalai8592
    @sripaddalai8592 2 года назад +9

    ଅତି ସୁନ୍ଦର 👍👏👌

  • @rabindrakumarbiswal4452
    @rabindrakumarbiswal4452 2 месяца назад

    ଉଭୟ ଗାୟକ ଗାୟିକା ସ୍ୱର୍ଗୀୟ ସ୍ୱର ଧାରି ଅଟନ୍ତି
    A GRAND SALUTE

  • @ashokmarthi3948
    @ashokmarthi3948 23 дня назад

    ପ୍ରମୋଦ ବାବୁ ବହୁତ ସୁନ୍ଦର କଣ୍ଠଶିଳ୍ପୀ... 👌👌👌

  • @sunandasahoo8809
    @sunandasahoo8809 2 года назад +22

    I have listen 15times bcz it's voice and music really good

  • @143Bikram
    @143Bikram 2 года назад +162

    ପ୍ରମୋଦ ଭଲ ଗାଉଛି, ହ୍ୟୁମାନ ସାଗର ଠାରୁ....
    ଭଲ କଣ୍ଠ

  • @BBKHABARBhairababhue
    @BBKHABARBhairababhue 19 часов назад

    ଭାଇ ଙ୍କୁ ଭାଉଜ ଜଗି ରହିଛନ୍ତି ।। ବହୁତ ସୁନ୍ଦର ଗୀତ 🙏

  • @rdpreschool
    @rdpreschool Год назад +9

    ଅତି ସୁନ୍ଦର ଗାଉଛନ୍ତି ଭାଇ ଆଉ ଦିଦି 🙏

  • @sribant7489
    @sribant7489 2 года назад +29

    So beautiful voice. ..Nandini sister. ..❣️

  • @satrughanbehera4410
    @satrughanbehera4410 2 года назад +23

    Both are finest singer than human sagar and tappu mishra love from my buttom heart towards Nandini 😍😍

  • @HariKrishna-gt9jp
    @HariKrishna-gt9jp 6 месяцев назад +2

    କଣ୍ଠରେ ନମିତା ଅଗ୍ରୱାଲ ସୁର ତାଳ ରହୁଛି....ଜୟ ଜଗନ୍ନାଥ

    • @debasish3211
      @debasish3211 5 месяцев назад

      ନମିତା ଅଗ୍ରୱାଲ ଠାରୁ ବେଶୀ ଭଲ voice

  • @prashantnaik89
    @prashantnaik89 Год назад +16

    Many many thanks 💖 Nandini for your lovely voice

  • @dinabandhunaik5499
    @dinabandhunaik5499 2 года назад +14

    I have listen more than 50 times this song already Nandini mam you r super

  • @narayanojha5934
    @narayanojha5934 2 года назад +4

    Dayanidhi sir is great.eimiti sabu bhala bhala post karithibaru.i love tulasi gananatya.love u all team.

  • @jyotiranjanbhoi2655
    @jyotiranjanbhoi2655 6 месяцев назад +1

    ସତରେ କି ସୁନ୍ଦର କଣ୍ଠ👌👌👌
    ଏହା ହେଉଛି ଭଗବାନଙ୍କ ବରଦାନ🙏🙏

  • @mithunjena3320
    @mithunjena3320 Год назад

    ଦୁଇ ଜଣ ବହୁତ ଭଲ singer ❤. You are the best

  • @kabirajbehera795
    @kabirajbehera795 2 года назад +14

    ତମର ବହୁତ ଭଲ voice ଅଛି ଦିଦି, ତମେ ଆହୁରି ଆଗକୁ ଭଲ ଭଲ ଗିତ ଗାଇ ପାରିବ 👌👌👌

  • @Travelkrisna5474
    @Travelkrisna5474 2 года назад +6

    Most favourite song of the party of ତୁଳସୀ ଗଣନାଟ୍ୟ.....❤️❤️❤️❤️

  • @laxmitelecom78
    @laxmitelecom78 Год назад +1

    jatra jagatare hrudaya ku chuila vali gitatiye,music nd song 💕💕💕💕💕💕

  • @abinashmishra8574
    @abinashmishra8574 Год назад +10

    These voice are litarlly showing the talent of the singer...surely these two are miles way ahade

  • @rakeshkumarprusty8518
    @rakeshkumarprusty8518 2 года назад +13

    I have been listening it more than 50 times now, what a music and composition, hats off to you guys...love from pune.. ❤️

  • @samratashok4812
    @samratashok4812 3 месяца назад +2

    ହୃଦୟ ରେ ଲାଗୁଥିବା ସଂଗୀତ ❤

  • @chandankhatua6224
    @chandankhatua6224 9 месяцев назад

    খুব ভালো।।wonderful

  • @amulyakumarmallick5463
    @amulyakumarmallick5463 2 года назад +15

    I salute you all staff, mind blowing performance. Music voice is amazing

  • @alokchandrabarik2878
    @alokchandrabarik2878 2 года назад +10

    Tone and timber are excellent and superb, lots of love ❤

  • @gautamjena9428
    @gautamjena9428 Год назад +44

    Salute to the music director and composer

  • @pawankumar-cz1yd
    @pawankumar-cz1yd 3 месяца назад +2

    Ati Sundar lekha music 🎵🎵 God bless you

  • @bdmohantytapu4722
    @bdmohantytapu4722 Год назад +57

    What a song created! Excellent voice by both singer. I heard so many time still ..again and again listening.

  • @pranayasamantaray
    @pranayasamantaray 2 года назад +35

    Salute to the music team. Excellent job done by each members.

  • @ralupradhan9511
    @ralupradhan9511 Год назад +3

    ଏ ଗୀତରେ ମନେ ପଡୁଯାଉଛି ପ୍ରଥମ ପ୍ରେମର ଅନୁଭୂତି thank you🙏

  • @itumallick7079
    @itumallick7079 Год назад

    ଏଦୁଇ ଜଣଙ୍କ ଗୀତ ବହୁତ ଭଲ ଲାଗୁଛି ଯେତେ ପ୍ରସଂଷା କଲେ ବି କମ୍ ହେବ ଧନ୍ୟବାଦ୍ ଯାତ୍ରା ସିଁଗର

  • @Gunusunu_Official
    @Gunusunu_Official 2 года назад +7

    Thanks for singing this song. I have also listening this song more than 100 times.
    Heart touching song. Salute for musician. Lyrics. Singers🎤
    Jollywood jindabaad

  • @sanjibmajhiyadav9746
    @sanjibmajhiyadav9746 Год назад +4

    ଓଡ଼ିଶା ଯାତ୍ରା ଜଗତର ସୁପର ହିଟ୍ ଲଭ ଗୀତ ❤️❤️

  • @heartlessboymj7568
    @heartlessboymj7568 Год назад +6

    I am from West Bengal ...
    I like Odisha music very much

  • @chandan_02allvlog63
    @chandan_02allvlog63 Год назад +1

    Sabu Gita emithi hechi jete suni laku ahuri echa hauchi sunibaku ooo so swety voice

  • @AwplRajesh
    @AwplRajesh 2 года назад +9

    Really proud for all of you... What a song.... Truly heart touching

  • @tophanbehera8045
    @tophanbehera8045 2 года назад +36

    Outstanding Voice..... Nandini ma'am...👌👌❤️❤️❤️

  • @hostgamerz2480
    @hostgamerz2480 Год назад +2

    Bhai mane Gita sunila pare kete vala lagila super brooo

  • @ManasranjanSwain-yk6il
    @ManasranjanSwain-yk6il Год назад +3

    ଗୀତର କିଛି ଜାଣିବା ଦରକାର. ତାହାର. ମହାତ. କଣ କିନ୍ତୁ ଗୀତଠୁ ଅତି ସୁନ୍ଦର. ଶବ୍ଦ କାରଣ ଭାଷଟା ବହୁତୁ ମଧୁର କିନ୍ତୁ ଗାଇବାର ବି କିଛି ସାୟାଳୀ ଥାଏ? କାରଣ. ନେଇ ଆଣି ଥୋଇବା. ଦରକାରେ./ଧନ୍ୟବାଦ ଗୀତ ଲେଖକୁ?🙏🙏🙏🙏🙏

  • @lizabisoyi5608
    @lizabisoyi5608 2 года назад +9

    Waw...Pura . Heart touching song & Romantic song 👌👌👌👌👌👌 aji ki 30+ song ta suni thibi

  • @welcometoboisimanchalreddy3365
    @welcometoboisimanchalreddy3365 2 года назад +12

    Sister,,, Iam like your voice,,, super,, God bless you

  • @dambaruchhatria-xr5lk
    @dambaruchhatria-xr5lk Год назад +2

    Very nice song Jay jagannath Jay jagannath om santi

  • @sanjayadebta8681
    @sanjayadebta8681 4 месяца назад +2

    ନନ୍ଦିନୀଙ୍କ ଏ ଗୀତ ବାରମ୍ବାର ଶୁଣିବାକୁ ଇଛା ଲାଗେ

  • @kailashchandrapadhiary5512
    @kailashchandrapadhiary5512 2 года назад +38

    Very nice song by the singers with excellent music !

  • @chandantarai2306
    @chandantarai2306 2 года назад +3

    Mana khusi Kariba Vali Geeta, really very nice song and sweet voice and music are very nice, heart ku nischita touch Kala Valia song 🙏🙏🙏🙏

  • @satyaseth1485
    @satyaseth1485 11 дней назад

    ବହୁତ ବହୁତ ଧନ୍ୟବାଦ୍ ସଚେତନ ପାଇଁ ❤

  • @paramanandanaik-xm8cc
    @paramanandanaik-xm8cc 10 месяцев назад +2

    ଯେତେ ଶୁଣିଲେବି ମନ ଭରୁନି i love this song

  • @YuvaKshtriyaPaikAkhada
    @YuvaKshtriyaPaikAkhada 2 года назад +7

    Outstanding voice..... Jabardast

  • @jatraloversibun
    @jatraloversibun 2 года назад +12

    Jatra tulasi gananatya no 1 love song 👌👌👌👌

    • @jatraloversibun
      @jatraloversibun 2 года назад +1

      Pramad bhai so beautiful jodi👌👌👌👌👌

  • @GobindaChandraparida-ch5cc
    @GobindaChandraparida-ch5cc Год назад +90

    ଯେତେ ବୟସ ହେଲେ ବି ଏ ଗୀତ ଶୁଣିଲା ପରେ ଯୌବନ କଥା ମନ ପଡି ଯାଉଛି 😀

  • @balaramdandasena2806
    @balaramdandasena2806 Год назад

    ବହୁତ ସୁନ୍ଦର ହେଇଛି ଏହି ଗୀତ ମୋର ପ୍ରେମିକା ଶୁଣି ହେଇ ଗୀତ ଗାଉଛି🌹🌹🌹🌹🌹🌹🌹🌹🌹🌹🌹🌹🌹

  • @ratikantamohanta3598
    @ratikantamohanta3598 2 года назад +11

    One of my best song. mind-blowing voice. lyrics is outstanding 👏 👌

  • @rohitdas5008
    @rohitdas5008 2 года назад +5

    Both of their voice is so melodious. Becoz of them only.....I have listened this song and other songs of them too repeatedly. And started loving the jatra songs and other singers melodious voice too.

  • @biswajitmahanta322
    @biswajitmahanta322 8 месяцев назад +5

    ବହୁତ ସୁନ୍ଦର 👌🏿👌🏿👌🏿👌🏿👌🏿👌🏿👍🏼

  • @dipeshsahu-xr3lk
    @dipeshsahu-xr3lk 5 месяцев назад +1

    ଏ ଗୀତରେ କଣ ଯାଦୁ ଅଛି ଯେତେ ଶୁଣିଲେ ବି ମନ ହେଉଛି ଆହୁରି ଶୁଣିବାକୁ

    • @dipeshsahu-xr3lk
      @dipeshsahu-xr3lk 5 месяцев назад +1

      ଆହୁରି ଶୁଣିବାକୁ ଇଛା ହେଉଛି

  • @diptiranjanmohanty9626
    @diptiranjanmohanty9626 2 года назад +21

    Super Duet.Both the voices are superb.Hands are perfectly professional and more than studio standard.Emerging odia talents with bright future.

  • @ashrurekhamallick1413
    @ashrurekhamallick1413 2 года назад +7

    Both ve a beautiful voice ,god bless u

  • @priyamajhi9096
    @priyamajhi9096 5 месяцев назад +2

    Super fantastic song
    God blesses

  • @subratnahak8267
    @subratnahak8267 Год назад

    ଓଡ଼ିଆ ଯାତ୍ରା ମୁଁ କେବେ ଦେଖିନି ଏ ଗୀତ ଶୁଣିବା ପରେ ଯାତ୍ରା ଦେଖିବା ବା କୁ ଇଚ୍ଛା ହେଉଛି ପୁରା mind blowing song

  • @prabirbiswal12
    @prabirbiswal12 2 года назад +13

    What voice u people have. Love u ❣️ both. Quality music crews also.

  • @maapadmasiniproduction7074
    @maapadmasiniproduction7074 Год назад +5

    Beautiful song with beautiful singer ❤ i love this song 🎵 👌👌👌

  • @user-us9ug2dw2k
    @user-us9ug2dw2k 6 месяцев назад

    Mu sabubele sune mora maindi frece hoi ja a danyabad tuma ku

  • @pabitrakumarpatra9062
    @pabitrakumarpatra9062 Год назад +29

    Nandini voice really good 😊

  • @ajitkumarsethi1419
    @ajitkumarsethi1419 2 года назад +5

    I have listened it more than 500times