Srikhetra re prathama kari pandita Kasinatha Mishra nka dwara Biswa sadhusantha maha maha sabha

Поделиться
HTML-код
  • Опубликовано: 19 сен 2024
  • Srikhetra re prathama kari pandita Kasinatha Mishra nka dwara Biswa sadhusantha maha maha sabha

Комментарии • 27

  • @vlogdisbilitybapunu
    @vlogdisbilitybapunu 2 дня назад

    Ld ଜୟ ଶ୍ରୀ ମାଧବ. ମହାପ୍ରଭୁଙ୍କ ପାଇଁ ଏଈ ସାଧୁ ସମାବେଶ ହୋଇଛି. 🙏🙏🙏🙏🙏ଜୟ ଶ୍ରୀ ମାଧବ.

  • @RasmiRanjanDas-li8xn
    @RasmiRanjanDas-li8xn 2 дня назад +1

    Jay jaganatha

  • @PrasannaNayak-l1j
    @PrasannaNayak-l1j 2 дня назад

    Jay jagannath Swami jay pancha sakha

  • @anupamanayak8568
    @anupamanayak8568 2 дня назад

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ।

  • @JanmejayaSwain10
    @JanmejayaSwain10 День назад

    Jai Jagannath

  • @hadibandhurout1319
    @hadibandhurout1319 2 дня назад

    ଏମିତି ଆହୁରି ସାଧୁ ସନ୍ଥ ସମ୍ମିଳନୀ ଆଗକୁ ହେଉ।

  • @MrSwain-ux6cd
    @MrSwain-ux6cd 2 дня назад

    Jay jagannath Jay panchasakha 🙏🙏🌺🌺🙏🌺🌺🙏🌺🌺🙏🌺🌺🙏🌺🌺🙏🌺🌺 🙏🌺🌺🙏🌺🌺🙏🌺🌺🙏🌺🌺🙏🌺🌺🙏🌺🌺🙏🌺🌺🙏🌺❤❤❤❤❤❤❤❤❤❤❤❤❤❤❤

  • @biswabhusanrath2814
    @biswabhusanrath2814 2 дня назад

    Jay Jagannath. 🙏

  • @Gyanaranjan992
    @Gyanaranjan992 2 дня назад

    Gerua baba katha kuhalia baba chitakata baba gargad malia baba bhesadhari baba kasi garbi baba ki jay ho

    • @hadibandhurout1319
      @hadibandhurout1319 2 дня назад

      ସବୁ ଗେରୁଆ ବାବା କଥା କୁହାଳିଆ ନୁହନ୍ତି। କିନ୍ତୁ ଅନେକ ଭଣ୍ଡ ଗେରୁଆ ଲୁଗା ପିନ୍ଧି ସାଧୁ ସନ୍ଥଂକୁ ବଦନାମ କରୁଛନ୍ତି।

    • @Gyanaranjan992
      @Gyanaranjan992 День назад

      @@hadibandhurout1319 right

    • @gyanendrapallur1625
      @gyanendrapallur1625 20 часов назад

      କାହାର ବେଶ ଭୁଷା କୁ ନେଇ କଣ ଏପରି କହିବା ଆପଣଙ୍କ ଭଳି ଲୋକଙ୍କୁ କଣ ଶୋଭା ପାଉଛି l ବାବା ବୋଲିତ ସମ୍ବୋଧନ କରୁଛ ସେହି ହିଁ ତାଙ୍କ ପରିଚୟ l ତୁମ ର ତୁମ ବାପା ଙ୍କର, ତୁମ ଜେଜ ଙ୍କର ବି ସିଏ ବାବା ମାନେ ବାପା.....

  • @incarnationofjoy3290
    @incarnationofjoy3290 2 дня назад +1

    କାଶୀ ନାଥ ମିଶ୍ର ନିଜ ପୁଅ କୁ କଳ୍କୀ ବୋଲି କହୁଛନ୍ତି

    • @manasranjansahoo6645
      @manasranjansahoo6645 2 дня назад +1

      ତମେ ଯେମିତି ତମ ବାପାଙ୍କ ର ପୁଅ ।
      ସେମିତି କଳ୍କୀଙ୍କ ର ମଧ୍ୟ ବାପା ଅଛନ୍ତି।😊

    • @hadibandhurout1319
      @hadibandhurout1319 2 дня назад

      ଅସୁବିଧା କଣ ହେଲା?? କଳ୍କୀ କାହା ଘରେ ଜନ୍ମ ହେବେ ତା କଣ ତୁମେ decide କରିବ?? ସମୟ କହିବ କଳ୍କୀ କାଶୀନାଥ ବାବାଂକ ଘରେ କାହିଁକି ଜନ୍ମ ହୋଇଛନ୍ତି। କାଶୀନାଥ ବାବା କେବେ କହି ନ ଥିଲେ। କିଛି ଅପଦାର୍ଥ ବିଧର୍ମୀଂକ ମୁହଁରେ ଚାପୁଡା ଦେବା ପାଇଁ ସେ ମୁହଁ ଖୋଲିଲେ।

    • @incarnationofjoy3290
      @incarnationofjoy3290 День назад

      @@hadibandhurout1319 2019 ମସିହାରେ ତାଙ୍କର ପ୍ରବଚନ ରେ ନିଜ ପୁଅ କୁ କଳ୍କୀ ବୋଲି କହିଥିଲେ । ମୁଁ ନିଜେ ଶୁଣିଛି

    • @incarnationofjoy3290
      @incarnationofjoy3290 День назад

      @@hadibandhurout1319 କଳ୍କୀ କୋଉଠି ଜନ୍ମ ହେବେ ମୁଁ କିଏ decide କରିବାକୁ । କଳ୍କୀ ଅବତାର ଜନ୍ମ ନେଇ ଗୁପ୍ତରେ ରହିବେ , କେବେ ପ୍ରଚାର କରିବେନି ଯେ ମୁ କଳ୍କୀ ବୋଲି । କାଶୀନାଥ ମିଶ୍ର ବାବା ଙ୍କ ଶିଷ୍ୟ ପଦ୍ମଲୋଚନ ବାବୁ ମଧ୍ୟ କାଶୀ ବାବା ଙ୍କ ପୁତ୍ର କୁ କଳ୍କୀ କହୁଛନ୍ତି

    • @incarnationofjoy3290
      @incarnationofjoy3290 День назад +1

      @@hadibandhurout1319 ମୁଁ ଜଣେ ଖ୍ରୀଷ୍ଟିଆନ,ବୌଦ୍ଧ ଓ ଜୈନ ଧର୍ମ ର ବ୍ୟକ୍ତି ଓ ଜଣେ earthian (ପୃଥିବୀ ବାସୀ) ଅଟେ । ମୁଁ କାହିଁକି ତମର ନିଜସ୍ଵ ତିଆରି କରିଥିବା କଳ୍କୀ ଧର୍ମ ବିଷୟରେ ହସ୍ତକ୍ଷେପ କରିବି । ଶୋଭନ ମହାରାଜ ବି ନିଜକୁ କଳ୍କୀ କହୁଛନ୍ତି । ସେ ନିଜେ ସବୁ ଧର୍ମ ଗ୍ରନ୍ଥ (ବାଇବେଲ,କୋରାନ,ବୌଦ୍ଧ,ଜୈନ ଇତ୍ୟାଦି) ପଢ଼ି ସାରିଛନ୍ତି । କାରଣ କଳ୍କୀ ହେଉଛନ୍ତି ସନାତନ ଧର୍ମ । ସନାତନ ଧର୍ମ ପରେ କିମ୍ବା ସନାତନ ଧର୍ମ ରୁ ସବୁ ଧର୍ମ ସୃଷ୍ଟି ହୋଇଛନ୍ତି । କାଶୀନାଥ ବାବୁ ଙ୍କୁ କହିବେ ତାଙ୍କ କଳ୍କୀ ପୁଅ ଙ୍କୁ ସବୁ ଧର୍ମ ଗ୍ରନ୍ଥ ପଢିବାକୁ କହିବେ ।କାରଣ କଳ୍କୀ ସବୁ ଧର୍ମର ଜ୍ଞାତା, କଳ୍କୀ ହେଉଛନ୍ତି ପରମାତ୍ମା । ପରମାତ୍ମା ଙ୍କ ସନ୍ତାନ ସମସ୍ତେ ଆମେ ପୃଥିବୀ ବାସୀ । କାଶୀନାଥ ମିଶ୍ର ତ କେବଳ ହିନ୍ଦୁ ଲୋକଙ୍କୁ ନେଇ ସୁଧର୍ମା ସଭା କରୁଛନ୍ତି । ତାଙ୍କ ପୁଅ କଳ୍କୀ ,କିନ୍ତୁ କଳ୍କୀ ତାଙ୍କ ପିତା କାଶୀନାଥ ଙ୍କ ମୁଣ୍ଡରେ ଏତିକି ପସେଇପାରିଲେ ନାହିଁ । ଶୋଭନ ମହାରାଜ ଙ୍କ ଠାରୁ ଟିକେ କେମିତି କଳ୍କୀ ଭଳି acting କରିହେବ ଶିକ୍ଷା ଗ୍ରହଣ କରି ନିଅନ୍ତୁ

  • @ChandanKumar-km3vh
    @ChandanKumar-km3vh 2 дня назад

    ଅରୁଆ ବାଳ

    • @manasranjansahoo6645
      @manasranjansahoo6645 2 дня назад +1

      ହଁ ଓଡ଼ିଆଙ୍କୁ କ'ଣ ଅବଢ଼ା ଭଲାଗିବ ।😂 ବାହାର ଲୋକ ଏବଂ ସାଧୁ ସନ୍ଥ ପ୍ରଭୁଙ୍କୁ ବୁଝିବେ । ଅଭାଗା କ'ଣ ବୁଝିପାରିବେ।😂

    • @ChandanKumar-km3vh
      @ChandanKumar-km3vh День назад

      ​@@manasranjansahoo6645 ତୁ ଆଉ ତୋ ଭଳି ଅନେକ ପଛରେ ଫଡ ଫଡ ହବ ସିଏ ସବୁ ମୋ ବାଳ ବାଳ 😂

    • @Jashobantasahoo1998
      @Jashobantasahoo1998 День назад

      Ninda Kara jete kariba ktha kara aga ku kn hauchi dekha. Garba dambha rahile hela apana kara. Maa ra khanda re jiba pai ready hua.

    • @manasranjansahoo6645
      @manasranjansahoo6645 22 часа назад

      @@ChandanKumar-km3vh
      Back ground re ta maanka photo rakhicha sei maa tamakatha bujhibe...