@@prangyaparamitananda3584 Toh bhaliya boka dekhu basichi sie paisa ganu…Jou manisha bhauni ku pachareni toh bhaliya bhikari public ku age pachariba..Tama views re tah business..Ayu sethi payin Se kichi bhi kari pariba..Bodh huye Tu Tara bada chamcha.
ରାନୁ ଙ୍କ ପାଇଁ ଗୋଟେ 👍ହେଇ ଯାଉ ପିଣ୍ଟୁ ଭାଇ ଙ୍କ ମା ଙ୍କ ପାଇଁ ଗୋଟେ 👍 ହେଇ ଯାଉ ଭାଉଜ ଙ୍କ ଦେହ ଶୀଘ୍ର ଭଲ ହେଇ ଯାଉ love you khusi maa love you all members Jay Jagannath 🙏 🙏🙏🙏🙏
Ama akhiru bi luha ape jhari jauchi miss bahut karibu ranu di nku 🥰🥰😭 ama bhala paiba sabubele tuma upare achhi 🙏🙏🙏🙏🙏🙏🙏🙏🙏🙏 God bless you 🙏🙏🙏🙏🙏 au sabudina rahibo
Ranu fiernd kanda dakile Mata Bahutu kanda laguchi Ranu fiernd marriage anniversary Love you too ❣️❣️♥️♥️♥️❤️❤️❤️♥️♥️♥️ranu fiernd. Sabu bale khusire Ruha. Mu vagabana. Pakare pratana Karuchi🙏🙏🙏🙏❣️❣️❣️♥️♥️♥️♥️🌹🌹🌹🌹🌹🌹🌹🌹🌹🌹🌹🌹🌹🌹♥️❤️❣️❣️❣️👌👌👌👌👌👌♥️❤️❤️❤️
ମାଆ ବାପା ହଉଛନ୍ତି ପ୍ରକୃତ ଭଗବାନ ମୋ କଥାରେ କିଏ କିଏ ଏକ ମତ 🙏🙏🙏🙏👍👍👍
👋👋👌👌👌
Hmm 🙏🙏
Ryt
🙏❣️
yes
ପିଣ୍ଟୁ ଭାଇଙ୍କ ମା ଙ୍କ ପାଇଁ ଗଟେ ଲାଇକି ହେଇ ଜାଉ
Ranunkakadnadekhiakhireluhaasigala
Love you maa ❤️
Ma bahut bhala
Love you maa😘
Love you ❤️ maa
ପିଣ୍ଟୁ ଭାଇଙ୍କ ମାଆ ଙ୍କ ପାଇଁ ଗୋଟେ ଲାଇକ ହେଇଯାଉ........ 🙏
ରାନୁ ଦିଦି କ ଏତେ ଶୀଘ୍ର ବାହା ଘର କାହିଁକି ହେଉଛି
ଭଗବାନ୍ ଏମିତି କା ମା ସମସ୍ତ ଦିଅନ୍ତି 😘😘😘❤️❤️😘l you Maa 🙏🙏
ଭାଇ ରାନୁ ଦିଦିଙ୍କୁ ଦେଖୀ ଆମ ଆଖୀରେ ଲୁହଆସିଗଲା ଭାଇ ଝିଅଜନମ ପରଘରକୁ ବିଧିର ବିଧାନ କାଟି ପାରିବାକି ତୁମପରି ବାର ଭଲରେ ରୁହନ୍ତୁ 🙏🙏🙏🙏🙏
👌👌👌
Didi pintu Bhai nka ghar kouthi
Ta nija bapa maanka katha bhabuchu na atiki
L
Ta nije bhauni payin dukha nahin.Ranu blog karuni tah sethi payin Ranu payin ete darad.Selfish Manisha kouthi kara.Nija swartha payin khali bachen.
ସବୁ ଝିଅ ଙ୍କୁ ମା ଙ୍କ ଭଳି ଶାଶୁ ମୀଳନ୍ତୁ
ଆଉ ସବୁ ଶାଶୁ ଙ୍କୁ ରୂପା ଭାଉଜଙ୍କ ପରି ବୋହୂ ମିଲନ୍ତୁ 😘😘😘🙏
Sabu drama blog payin.
Drama hele heu...samaste drama kale paribara bhitare dukha klesa hin rahibani...Gadhi janile ghara sundara...satare adarsa paribara
@@prangyaparamitananda3584 Toh bhaliya boka dekhu basichi sie paisa ganu…Jou manisha bhauni ku pachareni toh bhaliya bhikari public ku age pachariba..Tama views re tah business..Ayu sethi payin Se kichi bhi kari pariba..Bodh huye Tu Tara bada chamcha.
ଜୀବନ ରେ ଆଗରୁ ବଢ଼ିବାକୁ ହେଲେ ବହୁତ କିଛି ଶୁଣିବାକୁ ପଡେ... ଆଗେଇ ଯାନ୍ତୁ ଭାଇ ♥️♥️
ଜୟ ଜଗନ୍ନାଥ 🙏🏽
Jemiti kariba semiti suniba nija bhauni sahita kia amiti kare
Jay jagarnath🙏🙏❤️❤️
@@bubumamaexample4244 Tara kichhi kama nahi badhe tama ghare Sabu bhala na
@@bubumamaexample4244 apon Jodi kaha ku bhalo kahi paru nahanti tahale kharap kahiba uchit nuhe,nijo ghora katha nije bujhontu Anya Manok katha chinta karontu nai
@@lusi2786 right
ପିଣ୍ଟୁ ଭାଇ କୁ କିଏ କିଏ ହୂଦୟରୁ ଭଲପାଅ❤ ❤💕
ଗୋଟିଏ ଭଉଣୀ ତା ଶାଶୁଘର ଯେତେବେଳେ ଗଲା ବେଳେ ଦୁଃଖ ଗୋଟିଏ ମାଁ ବାପା ଭାଈ ଜାଣିଥାନ୍ତି 👏
Ranu didi nku dekhi akhire luha palei asila 😭😭
Love you ranu didi🤗
I hope your marriage life will go with happily
Hmm 😭😭😭😭
😭😭😭
Hmm
Hmm 😭😭
Right
Amiti sasu samastanku milu world ra best maa ❤️❤️❤️❤️
Nice 👍
Sassu bhala bahu ta bahut badmash
ଏଠି ଶାଶୁ ନୁହେଁ ମା ଏ ମା ଙ୍କ ଠାରୁ ଶିଖିବା ଦରକାର ପ୍ରଣାମ ମା ଭାଇ ଭାଉଜଙ୍କୁ ଏଭଳି ମା ମିଳିଛନ୍ତି ଆପଣ ଦୁଇଜଣ ଭାଗ୍ୟବାନ୍ 🙏🙏🙏🙏
My channel name is#roja-adi-ayuexpress
NYC video bhai. Ranu ra marriage ete jaldi karuchanti.
ବହୁତ କଷ୍ଟ ଲାଗୁଛି ରାନୁ ଦିଦି ଙ୍କ କାନ୍ଦ ଦେଖି 😭😭😭😭
Ta nija bhauni kanduchi Sethi payin tah dukha dekha jayuni..Ranu blog karuni tah Sethi payin Ranu payin Bhari darad.
ରୁପା ପିଣ୍ଟୁ ଙ୍କୁ କିଏ କିଏ ଭଲପାଉଛନ୍ତି ଗୋଟେ like କରନ୍ତୁ good bless ୟୁ.
ଶୀଘ୍ର ଭଲ ହେଇଯାନ୍ତୁ ରୁପା ଭଗବାନଙ୍କ ପାଖରେ ପାର୍ଥନା🙏
So beautiful family ସବୁ ବେଳେ ଖୁସି ରେ ରୁହ ରୁହ 🥰🥰🥰
Mun wait karichi kou dina runa dii nka marriage haba dekhibaku...😇😊
Khusi❤so cuty😊dress❤re Khusi ma ❤so cuty😊i am rasmita 😊
ସତରେ ଭାଇ ଜୀଵନରେ କେତେ କଥା ଶୁଣି ବା କୁ ପଡିଥାଏ କାହାରୀ କଥା କୁ ନ ଶୁଣି ଆଗକୁ ଵଢିଚାଲ congratulations ରାନୁ ଦିଦି ମୁଁ ଭଗବାନକଙ୍କଠାରେ ପ୍ରାଥନା କରୁଛି ଆପଣ ଙ୍କ ପରିବାରକୁ ସବୁବେଳେ ଖୁସିରେ ରଖିଥାଆନ୍ତୁ ❤️🥰❤️👌
Sunibaku pade kn...... Chota bhul te heithila aau.... Aau kn michare sunibaku padila naa kn
Kan haechi vauja r ...😔 Maa apankar bahutu badheya love you maa 😘😘
Jay jagannath 🙏ଭାଇ ମା ପରି କିଏହବ ଭାଇ ଏମିତି ହସ ଖୁସି ରେ ଥାଅ ଭାଇ ଯିଏଯାହା କହିଲେ କିଛି ଶୁଣନାହିଁ ଭଗବାନ ଅଛନ୍ତି ସଞ୍ଜୟ ଭାଇ ବହୁତ ଭଲ ଖୁସି ମା ବହୁତ ଭଲ all tha best 👍
Sooo beautiful family members❤😍 God bless you rupa bhajan🙏🙏 love you khushi maa jay Jagannath🙏🙏🙏🙏🙏🙏🙏
ସାସୁ ହେବତ ଏମିତି ମା ପରିକା ବହୁତୁ ଭଲ ପାଉଚତି ରୁପା ଭାଉଜକୁ 🙏🏼🙏🏼
ପୃଥିବୀର ସବୁ ବାପାମାଆଙ୍କୁ ଭଗବାନ ଖୁସିରେ ରଖନ୍ତୁ
ରାନୁ ଙ୍କ ପାଇଁ ଗୋଟେ 👍ହେଇ ଯାଉ ପିଣ୍ଟୁ ଭାଇ ଙ୍କ ମା ଙ୍କ ପାଇଁ ଗୋଟେ 👍 ହେଇ ଯାଉ ଭାଉଜ ଙ୍କ ଦେହ ଶୀଘ୍ର ଭଲ ହେଇ ଯାଉ love you khusi maa love you all members Jay Jagannath 🙏 🙏🙏🙏🙏
Satare Amiti sasu samastanku milu love you ♥️ maaa
Righht
ମା ଙ୍କ ପାଇଁ ଗୋଟେ ଲାଇକି ହଉ 🙏🙏😭😭
ଏମିତି ଶାଶୁ ଭାଗ୍ୟ ରେ ଥିଲା ମିଳେ❤️❤️❤️❤️❤️🙏🙏🙏🙏🙏
My channel name is#roja-adi-ayuexpress
Maa sabubele Maa, Maa jete kastare thile bi pilanka kasta kabe sahi pareni 🙏
ଜଗନ୍ନାଥ ଠାକୁର ଙ୍କ ପାଖରେ ଏତିକି ପ୍ରାର୍ଥନା ଯେ ରୂପା ଭାଉଜ ଙ୍କ ଦେହ ଖୁବ୍ ଶୀଘ୍ର ଭଲ କରିଦିଅନ୍ତୁ 🙏🙏🙏
So cute Khushi maa 🌹❣️💞💕❤
Wow very very nice....... song is very heart touching ❤️❤️❤️❤️❤️
Iz,l
Pintu Bhai bahut Costa laguchi video dekhi
Best ଶାଶୁ ମା ♥️♥️🙏🙏 happy family members Rupa didi and Pintu Bhai 🥰🥰🥰 love you Khushi maa ♥️♥️♥️♥️
ଭଗବାନ ରାନୁ ଦିଦି ଙ୍କର ବିବାହ ଜିବନ ସୁଖମୟ ହେଉ ଭଗବାନ ତାଙ୍କୁ ଭଲରେ ରଖନ୍ତୁ
ପିଣ୍ଟୁ ଭାଇ ମା ଙ୍କ ପାଇଁ ଦିଲ୍ ସେ ଗୋଟେ like ହେଇଯାଉ👍👍👍👍👍
ଭାଇ ଜୀବନରେ ଦୁଃଖ କଷ୍ଟତ ସମସ୍ତଙ୍କ ଭାଗ୍ୟରେ ଆସେ ,କିନ୍ତୁ ସେଇ ଦୁଃଖ କଷ୍ଟ କୁ ଆମେ ଅଣଦେଖା କରିକି ଆମକୁ ଆମ କର୍ମକ୍ଷେତ୍ରରେ ଆଗେଇଯିବାକୁ ହୁଏ ତେଣୁକରିକି ତମେ ଆଗେଇ ଚାଲ ଡରିବାର କିଛି ନାହିଁ ଆମେ ତମ ସାଥିରେ ଥିଲୁ///ଅଛୁ///ଆଗକୁବି ରହିବୁ ମଧ୍ୟ love u bhai ❤️❤️❤️💚💚💚
ଠିକ କଥା l ଆମେ ସବୁବେଳେ ଆପଣଙ୍କ ସାଥିରେ ଅଛୁ ଏବଂ ସବୁବେଳେ ଥିବୁ l
Supporting sashu , very caring maa 💕 love you too 😍 bau congratulations ranu🎉🎉🎉 happy married life 💏💞💞 love you all 💞 family members 😍💞💞
Maa love u❤❤❤ sabu bele amiti khusi re ruha maa 😍😍😍😍
Runa looking very beautiful.god bless you
Best mother in law 🙏🙏🙏🙏
ପିଣ୍ଟୁ ଭାଇ ଏବଂ ରୂପା ଭାଉଜ ତୁମର ଯୁଡି ମୋତେ ବହୁତ୍ ଭଲ ଲାଗୁଚି ଭଗବାନ ତୁମ ଯୁଡି କି ଏଇମିତି ଖୁସିରେ ରଖିଥାଉ 😘😘😘😘🥰🥰🥰🥰
ପିଣ୍ଟୁ ଭାଇ ଧନ୍ୟବାଦ ଏମିତି ଗୋଟେ ଭିଡ଼ିଓ କରିଥିବାରୁ happy married ଲାଇଫରା ରାନୁ dii
ଭାଗ୍ୟ ଥିଲେ ଏମିତି ମାଁ ସବୁ ବେଳେ ଭଗବାନ ସମସ୍ତ ମଙ୍ଗଳ କରନ୍ତି ଶୀଘ୍ର ଦେହ ଠିକ୍ ହେଇଯିବ
Ama akhiru bi luha ape jhari jauchi miss bahut karibu ranu di nku 🥰🥰😭 ama bhala paiba sabubele tuma upare achhi 🙏🙏🙏🙏🙏🙏🙏🙏🙏🙏 God bless you 🙏🙏🙏🙏🙏 au sabudina rahibo
ମନ ଦୁଃଖ କର ନାହିଁ ଭାଇ ଭାଉଜ ସବୁ ଠିକ ହେଇଯିବ
Love you maa e pari sasu te mote milanta hele love you maa ♥️🙏🏻♥️♥️♥️♥️
I love Rupa pintu khusi ଭଗବାନ ତୁମକୁ ତୁମ ପରିବାରକୁ ଖୁସିରେ ରଖନ୍ତୁ ଭାଇ ତମେ ଆଗଭଳି ମନଖୋଲି ହସplz,
Satare bhai mo akhire bi luha asigala ranu didi ku dekhi ki ❤️❤️❤️❤️
ପିଣ୍ଟ ଭାଈ ଙ୍କ ଭିଡ଼ିଓ ବାହୁତ ଭଲଲାଗେ❤️❤️❤️❤️👍
କାହା କଥା ନଶୁଣି ଆଗକୁ ମାଡି ଚାଲ
Jay Jagannath 🙏🙏
Miss you ranu didi 💫
ପିଣ୍ଟୁ ଭାଇ ରାନୁ ଦିଦି ଓ ଟୁଇଁ ମା ଯେଉ ଭଳି କାନ୍ଧିଲେ ବୋହୁତ ମନ ଦୁଃଖ ହେଲା ଓ ମୁଁ ତାଙ୍କ ଆଖିରେ ଲୁହ ଦେଖିକି ମୋ ଆଖିରେ ବି ମଧ୍ୟ ଲୁହ ଝରିଗଲା|... (congratulation ranu di)...💞💐❤️
My channel name is#roja-adi-ayuexpress
So beautiful family basubele khusi ruhontu
ବହୁତ ଭଲ ଲାଗିଲା🥰🥰🥰🥰🥰
Bhagya re thile emti maa mile rupa Bhauja 🥰🥰🥰🥰🥰❤❤💗💗😂😂😂
Ranu didi congratulations❤️❤️ jay Jagannath 🙏🙏🙏
ଭାଇ ଆପଣ ବଡ ଭାଗ୍ୟବାନ l ଏମିତି ଖୁସିରେ ରୁହନ୍ତୁ ଆଉ ଆମକୁ ବି ଏମିତି ଖୁସି ଦେଇ ଚାଲନ୍ତୁ l
Ame bahut miss karibu ranu di 🥺🥺
I miss you 🥺🥺
Congratulation ranu didi.so cute dhana khusi mama so beautiful ❤️❤️❤️❤️ family and maa
ଏମିତି ଶାଶୁ ମିଳିବା କଷ୍ଟକର
Bahu kichi kareni kebe..Sabu drama blog payin..Nija bhauni ra luha dekha jayuni.Ranu blog banayuni tah.Tah pachare godeyichi
Ranu didi ଙ୍କ କାନ୍ଦ ଦେଖି ମୁଁ ବି କାନ୍ଦି ପକେଇଲି
ଝିଅ ବାପ ଘର ର ପର ଶାଶୁ ଘରେ ପର କୁ କରିବନିଜର😭 ନ ହେଲେ ସବୁ ନାରଖାର ଏଇ ଝିଅ ର ଜୀବନ ରାନୁ ର ସୂଖୀ ସନ୍ସାର ହେଉ
Pint2 bro sabu bele Amiti khusire ଥାଅ
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Aruna didi abhinandana
ଭାଇ ତମେ କାଖା କଥା ମାନ ନାହିଁ ଭିଡିଓ କର ଆମେ ମାନେଦେଖିଵୁ ଲୋକ କଥା ଶୁଣ ନାହିଁ ଲୋକ କେତେ କଥା କହିବେ ଭାଇ ତମେ ଭଲ କାମ କରୁଛ ଲୋକମାନେ ଭଲଗୁଣ ଦେଖୁ ନାହିନ୍ତି ❤❤❤
ଭାଇତମ ଭିଡିଓ ଦେଖି ଖୁସିଲାଗୁଛି
Bhaskar ra najar lagi jaichi tama family upare bhai
So sweet family 🥰🥰🥰💕💞👌👌👌
So nice family👨👦👧👩👴👵 bhai sabu bele khushi re ruho
Rupa pura filmy style re 😱😱
ମୁଁ ଆଜି ବହୁତ୍ ଖୁସି ଭାଇ love you bhai and bhauja
ରାନୁ i miss you ❤️❤️
Dhanya tume sasumaaa🙏
ଏଇ video ରେ ମୁଁ ରାନୁ କୁ ଦେଖି ବହୁତ କାନ୍ଦିଲି ଆମ ଓଡ଼ିଆ ଘରର ଏହି ନିତି ଭାରି ଭଲ ଲାଗୁଚି
Unconditional love forever to Pintu Bhai and your Family
l Love you maa ❤️ maa pari kie hebenai maa ta sabutu best 💕🙏🙏 so cute khusi mama 💕 god bless you all family members ❤️ Jay Jagannath 🙏🙏🙏🙏🙏🙏🙏🙏🙏🙏
ମା ଓ ଭାଉଜ ମନ ଖରାପ କରନା ଭଗବାନ ଅଛନ୍ତି
love you maa ❣️🙏🙏
Bahuta Dina pare ranu Didi ku Dekhiki bahuta khusi lagila hele Dekhiki dukha lagila he ranu Didi ra marriage heijaichi🥰🥰🥰😍😍😍😍happy marriage life
Ranu fiernd kanda dakile
Mata Bahutu kanda laguchi
Ranu fiernd marriage anniversary
Love you too ❣️❣️♥️♥️♥️❤️❤️❤️♥️♥️♥️ranu fiernd. Sabu bale khusire Ruha. Mu vagabana. Pakare pratana
Karuchi🙏🙏🙏🙏❣️❣️❣️♥️♥️♥️♥️🌹🌹🌹🌹🌹🌹🌹🌹🌹🌹🌹🌹🌹🌹♥️❤️❣️❣️❣️👌👌👌👌👌👌♥️❤️❤️❤️
So beautiful family 💓💓 om sai ram 🙏🙏
So beautiful family ❤️🥰
ପିଣ୍ଟୁ ଭାଇ ମା ଙ୍କୁ ମୋତେ ବହୁତ ଭଲ ଲାଗେ
Love you all femily 💕💕
ଆପଣଙ୍କର ପରି ବାରବହୁତଭଲ ଭାଇ❤❤❤❤❤
Happy family members ♥️ love uhh all ...😍
Beautiful family members ✨ cute girl khushi maa ❤️
Pintu ebe puta trending re god bless you pintu kahari katha sunani madi chala ❤️❤️❤️❤️
Last moment ta gote emotional movie dekhila bhali lagila mu Kandi pakeili🥺
Bhai ajira vlog dekhi Ranu didinka pai akhiru luho asigola God bless you❤❤ entire family👪👪 members
ଭାଇ ତମ ଠୁ ଗୋଟେ ଜିନ୍ସ ଆଜି ଶିଖିଲି । ମଣିଷ କୁ ସବୁବେଳେ ପଥର ଭଳି ଦୁଃଖ ଆସି ଭାଙ୍ଗି ଦେବାକୁ ଚାହେଁ ତାର ସବୁ ଖୁସି କୁ। ସୁଖ କାହା ପାଖେ ଚିରସ୍ଥାୟୀ ନୁହଁ। ଅପଙ୍କ ଫାମିଲି ମଲୋକମାନେ ସତରେ ସବୁ ବହୁତ ଭଲ। ଅପଙ୍କର ବିବାଦ ଯାହା ଭି ଚାଲିଚି ସେବିଷୟ ରେ ତ ସତ୍ୟତା ମୁ ଜାଣିନି। ଆଉ ମୋ ହିସାବ ରେ କାହାକୁ ପୁରା ସତ୍ୟତା ନଜାଣି କିଛି କହିବା କଥା ନୁହେଁ। ଅପଙ୍କର କଣ ମଜଭୁରି , ଆଉ ଆପଣ କଣ ପାଇଁ ସମସ୍ତଙ୍କୁ ମାନକଲେ ୟୁ ଟୂବ କରିବାକୁ, ତାହା ତ ଆଜି ଯାଏଁ କେହି ଜାଣି ନାହାନ୍ତି ବୋଧେ ଠିକ ସେ।
ମୁ କିନ୍ତୁ ଗୋଟେ କଥା ଭାବୁଛି , ଆପଣ ଏତେ ଉପରକୁ ଗଲେଣି ଯେ , ଏ ସବୁ ପରିପର୍ସ୍ବୀକ ଜିନ୍ସ , କିଏ କଣ କଲା , ଏସବୁ ଅଧିକ ଭାବିବ କଥା ନୁହେଁ।
ମଣିଷ ଯେବେ ଉପରକୁ ଯାଏ ସେ ବେସି ଭାରି ହେଇ ହେଇ ଯାଏ। ତେଣୁ ତାକୁ ବହୁତ କିଛି ଛାଡି ଦେଇକି ହାଲ୍କା ହବାକୁ ହୁଏ ।
ଆପଣ ତା ବୁଦ୍ଧିମାନ ନହେଲେ ଏକ ନମ୍ବର ଓଡିଶା ରେ ହେଇ ନଥାନ୍ତେ।
ବହୁତ ଉପଦେଶ ଦେଲି ଯଦିଓ ଜଣିଛି କି ଉପଦେଶ କାହାକୁ ଭଲ ଲାଗେନି।
ଠିକ ଭାବୁଛନ୍ତି ଆପଣ। ନିରବ ହେଇଜନ୍ତୁ। ଭାଉଜଙ୍କୁ ଭି ବୁଝାନ୍ତୁ। ଆପେ ଆପେ ଅଳ୍ପ ସମୟ ରେ ସବୁ ଠିକ ହେଇଯିବ ଆଉ।
ତୁମ ପାଖରେ, ତୁମ ଵାପା ଓ ମା ର ଆଶୀର୍ବାଦ ରହିଛି,ଯେତେ ଅସୁବିଧା ର ସମ୍ମୁଖୀନ ହୁଅ,କେବେ ପଛ ଘୁଂଚା ଦିଅନାହି଼ଁ, ନିଜ କାମ ଉପରେ ଧ୍ୟାନ ଦିଅ,ଠିକ ସମୟ ଆସିଲେ ସବୁ କିଛି ଠିକ୍ ହୋଇଯିବ ଼଼଼ଲୋକ ବିଭିନ୍ନ କଥା କହିବେ ସେଥି ପତି ଧ୍ୟାନ ଦିଅନ୍ତୁ ନାହିଁ,ମା କୁ ଦେଖି ଜଣା ପଡୁଛି କେତେ ସତ ଓ କେତେ ମିଛ।
Miss ranu dide ❤️❤️
Apana bhai kaha katha sunatuni apana bahut bhala 🥰🥰 love you bhai 🥰🥰
❤❤❤❤kiy ok sir please confirm the day
Congratulations 🎉 Ranu Didee ପିଣ୍ଟୁ ଭାଇ ସତରେ ରାନୁ ଦିଦି ଟୁଇଁ ମା କାନ୍ଦୁଛନ୍ତି ଦେଖି ମୋ ଆଖିରେ ଲୁହ ଆସିଗଲା😭 ରାନୁ ଦିଦି ତାଙ୍କ ଶାଶୁଘର ଚାଲିଯିବି ବହୁତୁ ଦୁଃଖ ଲାଗୁଛି ମୋ ପିଣ୍ଟୁ ଭାଇ ରାନୁ ଦିଦି ଙ୍କ ସାଙ୍ଗରେ ଵହୁତୁ ମଜା ମସ୍ତି କରନ୍ତି ଦେଖି ବହୁତୁ ଖୁସି ଲାଗେ ମୋର ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ମୋ ରୂପା ଭାଉଜ ମାତାଜୀ ମା ଦେହ ଭଲ କରିଦିଅନ୍ତି ସତରେ ମୋ ମାତାଜୀ ମା କଥା ଶୁଣି ବହୁତୁ ଭଲ ଲାଗିଲା ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ଆମ ଗେହ୍ଲେଇ ଖୁସିମା କଥା ଶୁଣି ଦେଲେ ମନ ପୁରା ଖୁସି ହେଇଯାଏ ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ରାଜା ଭାଇ ରାନୁ ଦିଦି ରୁନା ଦିଦି ମାମୁନି ବାପୁନି ରାମ ଦେବ୍ ବାବା ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି So Cute Khusimaa 😘 Love you Bhai Bhauja Khusimaa Raja Bhai Ranu Didee Runa Didee Mamuni Bapun Ram Dev Baba and all Family members 💞❤️❤️❤️❤️❤️❤️❤️❤️❤️❤️❤️❤️❤️
❤️❤️❤️❤️❤️❤️❤️❤️❤️❤️❤️❤️❤️ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 Good bless you 👍 all
Bhai pintu Bhai nka ghar kouthi kuhntu
God rupa didi nka deha please bhala karidiya 🙏🙏🙏🙏🙏😭😭😭😭😭🙏🙏🙏🙏🙏
ଦୁନିଆରେ ସବୁଠାରୁ ଭଲ ମା love you maa ଜଗନ୍ନାଥ ତୁମକୁ ସବୁବେଳେ ଖୁସି ରେ ରଖନ୍ତୁ
Happy family
ପିଣ୍ଟୁ ଭାଇ ଆପଣ ବିଡ଼ିଓ ବନାନ୍ତୁ ଆପଣ ଙ୍କ ପରିବାର ଙ୍କୁ ନେଇ ବିଡ଼ିଓ ଭନେଇବ ତାକୁ ଆମେ ମାନେ ବହୁତ ଖରାପ୍ ଖରାପ୍ ଭାଷାରେ ସଦିବୁ ଆଉ ଆପଣ ପରିବାର ଙ୍କୁ ନେଇ ବିଡ଼ିଓ ଭନେଇବ ଆଗରୁ ଚିନ୍ତା କରିବ ଜୟ ଜଗନ୍ନାଥ 🙏🙏🙏♥️♥️❣️❣️❤️❤️
🥰love you Rupa Pintu Khushi Express
So beautiful family🙏🙏 love you all family members🙏 so cute khushi maa🥰🥰 love you bhai and bhauja❤❤ Jay jagannath🙏