ନବୀନ ପଟ୍ଟନାୟକଙ୍କୁ ଲାଗିଛି ବଡ଼ ଝଟକା, ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ |MP Mamata Mohanta

Поделиться
HTML-код
  • Опубликовано: 20 окт 2024

Комментарии • 31

  • @kartikpatra2346
    @kartikpatra2346 2 месяца назад +14

    ଯୋଉ ମାନେ ବିଜେଡି ଛାଡ଼ୁଛ ଯଦି ଭଗବାନଙ୍କ କୃପାରୁ ଆଉଥରେ ବାଇ ଇଲେକ୍ସନ ହୋଇଯାଏ
    ତମ ମାନଙ୍କର ଅବସ୍ତା କଣ ହେବ ଭାବି ରଖ ଜୟ ଜଗନ୍ନାଥ ଜୟ ବିଜେଡି

  • @santoshpadhykumar9418
    @santoshpadhykumar9418 2 месяца назад +2

    ନବୀନ ପଟ୍ଟନାୟକଙ୍କ ସାଥିରେ ସମଗ୍ର ଓଡ଼ିଶା ବାସି ଅଛନ୍ତି ଆସନ୍ତା ନିର୍ବାଚନରେ ଲୋକମାନେ ଠିକ୍ ଜବାବ ଦେବେ 🎉

  • @ranajitjena4668
    @ranajitjena4668 2 месяца назад +6

    ଟଙ୍କା ପାଇଁ ନିଜର ନିଜତ୍ୱ ବଜାରରେ ବିକିଦେଲେ ମମତା ମହନ୍ତ

  • @Mr24811
    @Mr24811 2 месяца назад +7

    ବିଜେଡି ଛାଡ଼ କିଛି ଅସୁବିଧା ନାହିଁ କିନ୍ତୁ ବହୁତ ଶୀଘ୍ର ବିଜେପି ର ଅବସ୍ଥା ଶୋଚନୀୟ ହେବାକୁ ଯାଉଛି,ତା ପରେ ବୁଝିବ ???

    • @gopalpalata6366
      @gopalpalata6366 2 месяца назад

      @@Mr24811 କିଛି କଥା ନାଇ କଂଗେସ ତ ଅଛି

  • @kalandicharantripathy3316
    @kalandicharantripathy3316 2 месяца назад +4

    ବେଇମାନ ଧ୍ୱଂସ ର ପ୍ରାରମ୍ଭିକ ସୂଚନା
    ଧର୍ମ କୁ ଡର

  • @SrrrttDas
    @SrrrttDas 2 месяца назад +1

    ଯେତେ BJP ର ପାଦ ଚଟା ଅଛନ୍ତି ଛାଡି ଦିଅନ୍ତୁ BJD ର --- ଵାଳ ବଙ୍କା ହେବନାହିଁ

    • @gopalpalata6366
      @gopalpalata6366 2 месяца назад

      BJP ra pada chatile bhala bjp byakti bises nuhe bjd pandu ra pada chatuchhi ki lajya

  • @gopalpalata6366
    @gopalpalata6366 2 месяца назад +1

    ଡାଲି ନାନୀ ଭଲ କହୁଚ୍ଛ ତମ ଦଳ ଅବହେଳା କଲା ସେ ଦଳ ଛାଡ଼ିଲେ ଅନ୍ୟ କୁ ଦୋଷ ଦେଇ ଲାଭ କଣ

  • @amarendra29
    @amarendra29 2 месяца назад +8

    MAMATA LOST YOUR POLITICAL CARRIER

  • @chintamanidas3249
    @chintamanidas3249 2 месяца назад +8

    Keta tankare bikri hela. It was very shameful to BJP for this nesty poltics

    • @gopalpalata6366
      @gopalpalata6366 2 месяца назад

      @@chintamanidas3249 ଭୂପିନ୍ଦର ସିଂ ସସ୍ମିଟ ପତ୍ର କୁ କେତେ ରେ bjd କିଣିଥିଲେ

  • @balaihansdah9320
    @balaihansdah9320 2 месяца назад +2

    ମୟୂରଭଞ୍ଜରେ BJD ହାରିବାର ମୁଖ୍ୟ କାରଣ ନିଜେ BJD....ସବୁ BJD ନେତା ସର୍ବସାଧାରଣ ସ୍ଥାନ ରେ ରାଜନୈତିକ ଲାଭ ପାଇଁ କୁଡମୀ ମହାନ୍ତଙ୍କୁ ଆଦିବାସୀ କରିବା ପାଇଁ ଯେଉଁ ପ୍ରରୋଚନା ଆରମ୍ଭ କରିଥିଲେ , ତାହା ସମସ୍ତେ ଦେଖିଛନ୍ତି ...ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଆଦିବାସୀ ଭାଇ ଭଉଣୀ ମାନେ ନିର୍ବାଚନ ରେ ଉଚ଼ିତ ଜବାବ ଦେଲେ BJD କୁ.....

  • @DebashisMohapatra-j1l
    @DebashisMohapatra-j1l 2 месяца назад +4

    Game plan

  • @subrataran
    @subrataran 2 месяца назад +2

    Tu ଡାଲି ଚୋରୁଣି ନବୀନ ପଦ ସେବା କର

  • @kishoremohanty4920
    @kishoremohanty4920 2 месяца назад +8

    Sabu Paisa ra khela. Para ghara
    Bhangiba alaga dala ru m.la m.p
    Kiniba modi or Amit master degree
    Karichi

  • @sudhansubhusandash8764
    @sudhansubhusandash8764 2 месяца назад +3

    It's a great conspiracy against Naveen Babu.

  • @sarojbarik8401
    @sarojbarik8401 2 месяца назад +1

    Selfish

  • @rabijena4494
    @rabijena4494 2 месяца назад

    Naveen sir good

  • @jatinkumardash2902
    @jatinkumardash2902 2 месяца назад

    ଓଡ଼ିଶା ରେ ଦୀର୍ଘ 24 ବର୍ଷ ରହି ଓଡ଼ିଆ ଭାଷାରେ ପଦେ କଥା କହି ପାରୁନାହାଁନ୍ତି ତେବେ ସେ କେମିତି ଭଲ ଯିଏ ଆମ ଶ୍ରେଷ୍ଠ ଠାକୁର ଙ୍କୁ ଭିକ୍ଷା ମଗାଇଲା ସେ ଓଡ଼ିଆ ତା ସାଥିରେ ଯୋଉ ଶଳା ଥିଲେ ସେମାନେ ଗୋଟେ ଗୋଟେ ଚଣ୍ଡାଲ ସେହି ଲୋକ କୁ ପ୍ରଶଂସା ରେ ପୋତି ପକାଉଛ ବିଷ ଝଡ଼ିଗଲା କିନ୍ତୁ ତୋପ ଛାଡୁନି ଅଲାଜୁକ ଦଳ

  • @niranjan1075
    @niranjan1075 2 месяца назад +1

    Media bala to sabu janichonti

  • @Upcomingvideoworld
    @Upcomingvideoworld 2 месяца назад

    Jadi re election Kara jiba BJD Aasiba

  • @pradipkumardasdas7184
    @pradipkumardasdas7184 2 месяца назад

    Jumla party played politics...
    Still our Hero Naveen babu
    Jay BJD

  • @Skstarvlog3735
    @Skstarvlog3735 2 месяца назад +1

    Genda dala dine congress ku evali budeithila neta aniki.ebe genda dala budiba.sabu bjp ku paleibe

  • @Ambassador_Christ
    @Ambassador_Christ 2 месяца назад +1

    Sapo ku kebe posiba katha nuhen eha BJD janiba ebe

  • @Skstarvlog3735
    @Skstarvlog3735 2 месяца назад +1

    Genda dala barbad pura .last ku sabu chhadidebe.naveen tamil hin rahibe 😂

  • @BichitraSwain-t3c
    @BichitraSwain-t3c 2 месяца назад

    Mamata ra kandagyana nahni

  • @rabijena4494
    @rabijena4494 2 месяца назад

    BJP cohr

  • @SKumar-rb1tz
    @SKumar-rb1tz 2 месяца назад

    Babu, babuani Mane kankada, ilishi, mutton, rasabali guaghee, saha tanka bi niyanti. Eha tankara janmagata adhikara. Karana epari prasada semananku nadeley kama hebanahi. Short trick, Bina bhoga re kama hebanahi.