Mora bi Kalia pakhkare bahudare mobile chori haigala . Hale Kalia mo mob mote daipatilani. Pare mu mana dukkhare ghara ku ashili. Mo sathire mo bappa jaithile. Bappa bahut galidele Kalia ku. Hale mu Kalia ku bahut bharasha kare. Kintu mo mobile mu pailini taa pare bi Kalia ku biswas bharasha achhi mo mobile kou batare mu ferasta paibi boli vhanichi Jai jagannath
Mo mahaprabhu kahar dukha sahiparantini....mana prana auu indriya saha jiye dake...sey ta karuna sagar 😢😢😢😢anand sindhu mo prana ra thakur jagannath 🙏🙏🙏🙏🙏😊
ମୋ କାଳିଆ ଧନ ର ଲୀଳା କୁ ଅବା କିଏ ବୁଝି ପାରିବ ସିଏ ପରଂବ୍ରହ୍ମ । ଜୟ ଜଗନ୍ନାଥ
ମିଛ ଦୁନିଆଁ ରେ ଗୋଟିଏ ସତ ସେ ମୋ ଜଗନ୍ନାଥ ❤️
ଜୟ ଶ୍ରୀଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ...........💐💐💐💐
ହେ କାଲିଆ ସାନ୍ତେ ତମର କୋଟି କୋଟି ନୀଳା ପ୍ରଭୁ 🙏🙏🙏
ଛୋଟ ଘଟଣା ଟିଏ ହେଲେ ବି କାଳିଆ ର କଥା ଶୁଣି ଆଖିରେ ଲୁହ ଭରିଗଲା 😭😭ପ୍ରଭୁ ବହୁତ ଦୟାବନ୍ତ 🙏🏻🙏🏻ହେ ପ୍ରଭୁ ସମସ୍ତ ଙ୍କୁ ଘଣ୍ଟ ଘୋଡେଇ ରଖିଥାଅ 🙏🏻🙏🏻ଭାଇ ଆପଣ ଙ୍କୁ ପ୍ରଣାମ ଜଣାଉଛି 🙏🏻🙏🏻ଠାକୁର ଙ୍କ ଏତେ ସୁନ୍ଦର କଥାମୃତ ଶୁଣାଇ ଥିବାରୁ 🙏🏻🙏🏻🙏🏻
Riley hart touching story, Jay Jagannath,
Thanks
Mo pakhare anek guide anuvuti achhi,hele bodhe ta Krupa heini.
Bhhagyare thila spare anubhuti mila🙏🏻🙏🏻
ସତରେ ଭାଇ ଲୁହ ଆସିଗଲା
ହେ ମଣିମା
ଅନନ୍ତ କୋଟି ପ୍ରଣାମ ନିବେଦନ ମହାପ୍ରଭୁ ।
ଏ ଅଧମ କୁ ଟିକେ ଦୟା କରିଥିବେ।
🌺🌺🙇♂️🙇♂️🌺🌺
😭😭😭😭😭😭
ଏମିତି ଭକ୍ତଙ୍କ ପାଇଁ ତୋ ଆଶିର୍ବାଦ ସଦା ସର୍ବଦା ରହିଥାଉ ପ୍ରଭୁ,ଜୟ ଜଗନ୍ନାଥ
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
ଜୟ ମହାପ୍ରଭୁ ଧନ୍ୟ ତୁମ ଲୀଳା
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
Jagannattha tume parambrahma tume satya tume sanatana... Jay jagannattha...
ହେ ମହାବାହୁ ଧନ୍ୟ ତୁମ ଲୀଳା 🙏🙏🙏🙏🙏🙏🙏🙏
ଭାବର ଠାକୁର ସେ…ଭକ୍ତ ଉପାସରେ ଥିଲେ…ଷାଠିଏ ପୋଉଟି ତା ପେଟକୁ କେମିତି ଯିବ❤😢🙏🏽🙏🏽🙏🏽
ଧନ୍ୟ ତୁମର ଳୀଳା ପ୍ରଭୁ ଜୟ ଜଗନ୍ନାଥ 🙏🙏🙏🙏🙏🙏
ମୋ କାଳିଆ ସାଆନ୍ତେ ସବୁବେଳେ ଭକ୍ତ ଭାବରେ ବନ୍ଧା ଟିକେ ଲୁହ ଢାଳି ଦେଲେ ହାତ ଟେକିଦେଲି ସେ କୋଳେଇ ନେବେ ମୋ କାଳିଆ ସାଆନ୍ତେ ଧନ୍ୟ ତୋ ଲୀଳା ଆଖିରେ ଲୁହ ଆସିଗଲା😭😭😭
ମଣିମାଙ୍କର ଜୟ ହେଉ 🙏 ମହାପ୍ରଭୁଙ୍କର ଜୟ ହେଉ 🙏🤗😪
ବହୁତ ସୁନ୍ଦର l ଆହୁରି ଶୁଣିବାକୁ ଇଛା ହେଉଚି ଲୀଳାମୟ ଜଗନ୍ନାଥଙ୍କ କଥାମୃତ l 🙏🙏ଜୟ ଜଗନ୍ନାଥ 🙏🙏
ତୁମ ଲୀଳା ତୁମକୁ ହିଁ ଜଣା
ଜୟ ଜଗନ୍ନାଥ 🙏🙏🙏
ହୃଦୟ କୁ ଛୁଇଁ ଗଲା,ଆଖିରୁ ଲୁହ ଝରୀଗଲା
ପ୍ରଭୁ ମୋ ଦୁଃଖ ତ କାହିଁ କିଛି ଶୁଣୁ ନାହାନ୍ତି,ତଥାପି ଅପେକ୍ଷା କରିଛି ସେଇ ଅଦୃଶ୍ୟ ହାତର କୃପା ବାରିକୁ🙏ଜୟ ଜଗନ୍ନାଥ ସ୍ଵାମୀ 🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ (ସତରେ ଲାଗୁଛି ସତ୍ୟ ଯୁଗ ଆରମ୍ଭ ହୋଇଗଲା)
ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏
ଜୟ ଜଗନ୍ନାଥ🙏 ଭାଇ ଆପଣକୁ ମୋର ପ୍ରଣାମ🙏 ପ୍ରେତ୍ୟକ ଦିନ ଏହି ଭିଡିଓ କୁ ଦେଖି ବହୁତ ସୁନ୍ଦର ଲାଗୁଛି।।।।
Bahut sundar...jay jagannath swami 🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ ହରିବୋଲ ଜୟ ମା ମଙ୍ଗଳା...
ଏହି ଛୋଟ ଘଟଣା ଟି ରେ ଏତେ ଭାବ ଅଛି ଯେ ଶୁଣିବା ମାତ୍ରେ ଆଖି ଲୁହ ରେ ଭରି ଯାଉଚି..
ଜୟ ଜଗନ୍ନାଥ
Mo jaga bhai.. 🙏
ନିସ୍ତରିଲି ପ୍ରଭୁ ... ନିସ୍ତରିଲି ..ଶୁଣି ଏହି ଅପୂର୍ବ ତୁମର ଲୀଳା 🙏
ଧନ୍ୟ ଧନ୍ୟ ପ୍ରଭୁ ...ତୁମର ଅପାର କରୁଣା 🙏 ଜୟ ଜଗନ୍ନାଥ 🙏
Jay jagannath swami nayan patha gami bhava tu me
Jay Jagannath 🙏🙏🙏🙏🙏🙏🙏🙏🙏
🙏🙏🙏
Jay Jagannath 🙏🙏🙏🙏
ସତରେ ଏ ଘଟଣା ଶୁଣି ଆଖିରୁ 😭ଆପେ ଆପେ ଲୁହ ଆସିଗଲା 😭😭jay Jagannath prabhu 🙏🙏kabe mo bhyaga haba puri jibaku mahabahu🙏🙏..... ❤
ହଟିଆ ଠାକୁର ସେ
କେତେ ବେଳେ କାହା ସହ କେମିତି ଦର୍ଶନ ଦିଅନ୍ତି କେବଳ ସେ ଏକା ଜାଣନ୍ତି।
ଜୟ ଜଗନ୍ନାଥ ସିଦ୍ଧ ବଳଦେବ ଜୀଉ ମାତା ସୁଭଦ୍ରା ସୁଦର୍ଶନ ମହାପ୍ରଭୁ କି ଜୟ 🙏🙏🙏
ଭାବ କୁ ନିକଟ ସେ ଅଭାବକୁ ଦୂର ମୋ ମାନୁଆ ଠାକୁର । ହେ ମହାପ୍ରଭୁ ହେ ମଣିମା ଏମିତି ଭକ୍ତଙ୍କ ପାଇଁ ଆପଣଙ୍କର ଆଶ୍ରିବାଦ ସର୍ବଦା ରହିଥାଉ ପ୍ରଭୁ , ଜୟ ଜଗନ୍ନାଥ ସ୍ଵାମୀ, ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଭାଇ ଆପଣଙ୍କୁ ବି ଅଶେଷ ଅଶେଷ ଧନ୍ୟବାଦ ଏହି ସୁନ୍ଦର ଉପସ୍ଥାପନା କରିଥିବାରୁ। ଜୟ ଜଗନ୍ନାଥ
🙏🙏🙏କାଳିଆ ରେ ମୋ କେବେ ମୋ ଦୁଃଖ ବୁଝିବୁ 🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ,,,, ହେ,, ଅନାଥ ର ନାଥ କାଳିଆ ସାଆନ୍ତ ଅନନ୍ତ କୋଟି ପ୍ରଣାମ ପ୍ରଭୁ।।
Jai jagannath
Jay Jagannath ⭕ ‼️ ⭕
ଭାଇ ସବୁ ଦିନ ଗୋଟିଏ ଗୋଟିଏ ଅନୁଭୂତି ସେୟାର କରନ୍ତନି ସତରେ ହୃଦୟ କୁ ଆନନ୍ଦ ଦେଉଛି ଜୟ ଜଗନ୍ନାଥ
Jay Jagannath, Jay shree Krishna radhe radhe 🌹🌹🌹🌹
Jay Jagannath🙏🙏🙏
Thik kahicha
Satare Bhai bahut bhala lagila Jay Jagannath
Jay Jagannath 🙏🙏🙏🙏🙏❤️❤️❤️❤️❤️🌼🌼🌼🌼🌼🌿🌿🌿🌿🌿
ଏମିତି ଭକ୍ତଙ୍କ ପାଇଁ ତୋ ଆଶିର୍ବାଦ ସଦା ସର୍ବଦା ରହିଥାଉ ମହାବାହୁ 😭😭
Tu satare Hatia Thakur kalia mora
ମହାପ୍ରଭୁଙ୍କ ଲୀଳା ଅପାର। ଜୟ ଜଗନ୍ନାଥ 🙏🙏🙏
ବହୁତ୍ ଧନ୍ୟବାଦ୍ ପ୍ରବୀଣ ବାବୁ ! କଳା ସାଆନ୍ତେ ଆପଣ ଙ୍କୁ ଶଙ୍ଖ ରେ ପୁରେଇ ଘଣ୍ଟ ରେ ଘୋଡେ଼ଇ ଚକ୍ର ଆଢୁଆଳରେ ରଖିଥାନ୍ତୁ 😭😭😭😭😭🙏🙏🙏🙏
ମୁଁ କିଛି ନୁହେଁ ଆଜ୍ଞା, ସବୁ ତାଙ୍କ ମହିମା
@@bhaktarajagannatha ତଥାପି ଆପଣ ତାଙ୍କର ଗୁଣ ଗାନ କରିବା ପାଇଁ ଏ ସମସ୍ତ ତଥ୍ୟ କୁ କଷ୍ଟ କରି ସଂଗୃହୀତ କରି ଅତି ସୁନ୍ଦର ଭାବ ମୟ ବାଣୀ ରେ କହି ଆମ ମାନଙ୍କୁ ତାଙ୍କ ଭକ୍ତି ର ଅଧିକାରୀ କରୁଛନ୍ତି ଏହା ଆପଣଙ୍କ ମହାନତା ନୁହେଁ ତ ଆଉ କଣ ଆଜ୍ଞା🙏
@@satyanayak4271ହଁ ଆଜ୍ଞା ସେ ସବୁର ନିର୍ଦ୍ଦେଶକ, କିନ୍ତୁ ପ୍ରଚ୍ଛଦ ପଟରେ ରୁହେ। ଆପଣଙ୍କୁ ମିଛ ଲାଗୁଥାଇ ପାରେ ପ୍ରତିଟି ଶବ୍ଦ ସଂଯୋଜନା ଯେମିତି ମୋ ହାତରେ ନୁହେଁ ସେ ହିଁ କରୁଛି। ମୁଁ ଅନୁଭବ କରିଛି ଆଉ ଏହି ଅନୁଭବ ଆପଣଙ୍କୁ ଦିନେ କହିବି।
@@bhaktarajagannatha ଆଜ୍ଞା 🙏
Mo Jagannath🙏🙏🙏 🌹🌹
Love you Jagnnath Prabhu Love you
ହଟିଆ ଠାକୁର ସିଏ ଜୟ ଜଗନ୍ନାଥ ମୋ ପ୍ରଭୁ ଆଖିରେ ଲୁହ ଆସିଗଲା ପ୍ରଭୁ ତୁମ ବିଷୟରେ କିଛି ଶୁଣିଲେ 🚩🚩🚩🚩🙏🏻ହେ ମହାବାହୁ 🙏🏻🙏🏻🙏🏻🙏🏻
Mora bi Kalia pakhkare bahudare mobile chori haigala . Hale Kalia mo mob mote daipatilani. Pare mu mana dukkhare ghara ku ashili. Mo sathire mo bappa jaithile. Bappa bahut galidele Kalia ku. Hale mu Kalia ku bahut bharasha kare. Kintu mo mobile mu pailini taa pare bi Kalia ku biswas bharasha achhi mo mobile kou batare mu ferasta paibi boli vhanichi Jai jagannath
ପ୍ରବୀଣ ଆଜ୍ଞା ମହାବାହୁ ଆପଣଙ୍କ ଗଳାରେ ଏମିତି କହିବାର ଶକ୍ତି ଦେଉ ଥାଆନ୍ତୁ। ଯିଏ ପ୍ରକୃତ ରେ ସ୍ନେହ ଓ ଭକ୍ତି ରେ ଡାକେ ତା ଦୁଃଖ କଳା ଠାକୁର ନିଶ୍ଚିତ ଶୁଣିବେ। ମୁଁ ଯେତେ ଅନୁଭୂତି ଆପଣଙ୍କର ଶୁଣେ ଭକ୍ତି ର ଅଶ୍ରୁ ଆପେ ଆପେ ବାହାରି ଆସେ ଜୟ ଜୟ ଜଗନ୍ନାଥ ହରିବୋଲ 🙏🙏🙏🙏🙏❤️🧡💛💚🩵💙💜🤎
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕❗⭕🙏🙏🙏🙏🙏🙏🙏🙏
ଜଗତର ନାଥ ବା ସେ ତାଙ୍କୁ ସବୁ ଜଣା। କେତେବଳେ ଆସି କାହାକୁ କୋଉ ପ୍ରକାର ସାହାଯ୍ୟ କରିବେ କେହି କହି ପାରିବି ନାହିଁ । ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ। ଜୟ ଶ୍ରୀ ଜଗନ୍ନାଥ 🙏🙏🙏
😔😔😔😔😔 He mahabahu aapanka mahima aame ତୁଚ୍ଛ କଳିଯୁଗର ମଣିଷ କେବେ ବୁଝି ପାରିବୁନି....ଆପଣ ଙ୍କ ପାଦ ତଳେ ମୋର କୋଟି ପ୍ରଣାମ 🙏🙏🙏🙏🙏🙏🙏
ଧନ୍ୟ ତୁମେ ପ୍ରଭୁ ଧନ୍ୟ ତୁମ ଲୀଳା ଜୟ ଜଗନ୍ନାଥ
ଜୟ ଜଗନ୍ନାଥ 🌹🌹🌹🌹🙏🙏 ସତରେ କଳାଠାକୁର ଅତି ଆପଣାର ହୃଦୟ ରୁ ଡାକିଲେ ପାଖକୁ ଚାଲି ଆସନ୍ତି. ଜୟ ଜଗନ୍ନାଥ 🙏🙏🙏🌹🌹❤️
କଥା ଶୁଣି ଆଖି ରୁ ରୁହ ଆସିଗରା 😭😭ହେଁ ପ୍ରଭୁ ଜଗନ୍ନାଥ 🙏🙏
ବହୁତ ସୁନ୍ଦର କଥା ଟିଏ ହୃଦୟକୁ ଛୁଇଁ ଗଲା
ଜଣଙ୍କ ପାଇଁ ମୁଁ ଜଗନ୍ନାଥ ଙ୍କ ପାଖରେ, ସବୁବେଳେ ଗୁହାରି କରୁଛି, ସତରେ କଣ ପ୍ରଭୁ ମୋ ଡାକ ଶୁଣିବେ 🙏🙏🙏🙏
ସେ ପରା ମନୁଆ ଠାକୁର କନ ପାଇଁ ତୁମ କଥା ଶୁଣିବେନି ଖାଲି ଭକ୍ତି ରହିବା ଦରକାର
Bhabare dakiki dekha kaliaku dekhiba kebe mana karibani.
@@dilliprath6075 ଧନ୍ୟବାଦ
ଜୟ ଜଗନ୍ନାଥ ତୁମ୍ଭର ମହିମା ଅତି ଵିଚିତ୍ର
ପ୍ରଭୁ ତୁମ ଲୀଳା ଅପାର 🙏🙏🙏
ଭାବର ଠାକୁର ମୋ ପ୍ରଭୁ। ମୋ ଜୀବନରେ ବି ଏମିତି କିଛି ଘଟିଛି।
ବହୁତ ସୁନ୍ଦର ଜଗନ୍ନାଥଙ୍କ ଅନୁଭୂତି ଶୁଣି ମୋ ଆଖିରୁ ଲୁହ ଆସିଗଲା ☘️🍀🙏🙏🙏🙏🌹🌹🌹🌹🌹
Prabhu mate rakhya kara prabhu 🙏🙏
ଜୟ ଜଗନ୍ନାଥ ମୋ କାଳିଆ ଠାକୁର 🙏🙏🙏🙏🙏🙏🚩🚩🚩🚩🥺🥺🥺🥺❣️
Jay Jagannath Swami Nayana patha gymi bhaba tume 🙏🙏🙏
କଥା ସରିଲା ବେଳକୁ ଆଖିରୁ ଲୁହ ଆଉ ସଦାବେଳେ ଭଳି ସେଇ ଅନୁଭୂତି ହୃଦୟରେ ରେ ଉଛୁଳି ହେଇ ଉଠୁଚି, ମହାପ୍ରଭୁ ଙ୍କୁ ଏତିକି ମାଗୁଣି ଗାଆଁ କୁ ଗଲେ ମୋର ବି ବହୁତ୍ ଇଛା ଆଉ ମା ବି ଜିଦ୍ କରିଛି ବାବାଙ୍କ ଅସ୍ଥି ମହୋଦଧି ରେ ବିସର୍ଜନ କରିବେ 🙏💙 ଡୋରି ଲଗେଇ ଦେରେ କାଳିଆ ସାଆନ୍ତ 😘
Jay jagannath swami 🙏
@@smcccomputer7835 ଜୟ ଜଗନ୍ନାଥ ଭାଈ 🚩💙
Lagiba bhai 🙏 se hin tamaku puri neijibe 😊
@@priyankapihu9461 ଧନ୍ୟବାଦ୍ 💙🙏 ଜୟ ଜଗନ୍ନାଥ ସ୍ଵାମୀ
Mo mahaprabhu kahar dukha sahiparantini....mana prana auu indriya saha jiye dake...sey ta karuna sagar 😢😢😢😢anand sindhu mo prana ra thakur jagannath 🙏🙏🙏🙏🙏😊
ଜୟ ଶ୍ରୀ ମହାପ୍ରଭୁ, ଜୟ ତୁମ ଲୀଳା 🙏
JAY JAGANNATH SWAMI ❤🙏
ହେ ପ୍ରଭୁ ଜଗନ୍ନାଥ କି ଲୀଳା ତୁମର 🙏🙏🙏😭😭😭😭😭
ହେ କଳା ଠାକୁର ଅପାର ତୁମ ଲୀଳା ଜୟ ଜଗନ୍ନାଥ 🙏🙏🙏🙏
ମୋ ସାଥେ ଏମିତି ହେଇଥିଲା ପୁରୀ ରେ
ଜୟ ଜଗନ୍ନାଥ ତୁମେ
ମାେ ସହ ବି ଥରେ ହେଉଛି । 🙏🙏🙏🙏
Jay jagannath
ଜୟ ଶ୍ରୀ ଜଗନ୍ନାଥ🙏😍
ଜୟ ଜଗନ୍ନାଥ ମହାପ୍ରଭୁ 🙌🥺🚩
Prannam prabin sir
Apanaka voice re jagara anubhuti suni akhiru Luha bahari asuchi
Saante Mo hrudayaru koti Prannam
ପ୍ରବୀଣ ବାବୁ ମୋ ସହ ଠିକ୍ ଏମିତି ଘଟଣା ଘଟିଛି ଜୟ ଜଗନ୍ନାଥ 🙏🏼🙏🏼
ମୁଁ ସେଇଦିନ କୁ ଅପେକ୍ଷା କରିଛି କୋଉଦିନ ଡୋରି ଲାଗିବ କାଳିଆ ଠାକୁର ଙ୍କ 🙏🙏🙏🙏
ସତରେ ସମ୍ପୂର୍ଣ ଶୁଣିଲା ପରେ ଲୋମ ଟାଙ୍କୁରୀ ଉଠିଲା ସତରେ କେତେ ଭାଗ୍ୟବାନ ବିଜୟ ବାବୁ... ଆଖିରେ ଲୁହ ଆସିଗଲା..., 🙏🙏ହେ ଜଗନ୍ନାଥ ସମସ୍ତଙ୍କୁ କୃପା କରୁଥା.... ଜୟ ଜଗନ୍ନାଥ..
Heart touching... Jaya jagganath
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ
ମହାପ୍ରଭୁ ଙ୍କର କଥା ଟିଏ ଶୁଣିଦେଲେ ଆଖିରେ ଲୁହ ଆସିଯାଉଛି. ବହୁତ ଭାବ ଥିଲା. ଭାଗ୍ୟରେ ଥିଲେ ଏମିତି ହୁଏ
Satare bhai maha prabhu nka ki lila
Jay jagannath ✋
ଜଗା ଏମିତି ସମସ୍ତ ଅସହାୟ ଲୋକଙ୍କ ସହାୟତା କରୁଥାନ୍ତୁ। ଜୟ ଜଗନ୍ନାଥ।
ହେ ପ୍ରଭୁ ଜଗନ୍ନାଥ ମୋ ଦୁଃଖ କେବେ ନବୁ ରେ କାଳିଆ ଠାକୁର 😭😭😭😭😭😭😭😭😭😭😭😭 କଣ ମୋ ଦୁଃଖ ଏ ଜନ୍ମ ରେ ସରିବନି.....🙏🙏🙏🙏🙏
ହେ ଭଗବାନ ହେ ପରେମଶ୍ବର ହେ ଜଗତର ନାଥ ଜଗନ୍ନାଥ🙏🙏ହେ ପ୍ରଭୁ ମୋ ଜୀବନ କୁ ଆଉ ନଷ୍ଟ କରନି ଲୋ 😭😭ମୋ ରାଣ ପକଉଚି ଏଥର ଶାନ୍ତି ଦେ ଲୋ ପ୍ରଭୁ😭😭
Jay jagannath swami nayana patha gami bhaba tume prabhu 😢😭😭😭😭😭
ଜୟ ଜୟ ଜୟ ଜଗନ୍ନାଥ 🙏🙏🙏🌼🌼🌼
ବହୁତ ସୁଂଦର। ଜୟ ଜଗନ୍ନାଥ 🙏🌷🌹
ହୃଦୟକୁ ଛୁଇଁ ଗଲା ଆଉ
ମୋ ଆଖିରୁ ଲୁହ ବି ଆସିଗଲା
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ
ମୋତେ କେବେ ଦେଖା ଦିଅନ୍ତୁ କାଳିଆ ସାଆନ୍ତେ
Jay jagannath maha prabhu 🙏🙏🙏🙏🙏🙏🙏
ଧନ୍ୟ ତୁମେ ମହାବାହୁ ଧନ୍ୟ ତୁମ ଲୀଳା 🙏🙏
ହେ ମହାପ୍ରଭୁ ତୁମରି ଲୀଳା ମହାବାହୁ
ଜୟ ଶ୍ରୀ ଜଗନ୍ନାଥ 🙌🚩
Jay jagannath swami nayana patha grami bhaba tume🙌 🙏🙏🙏🙏🙏
Jay jagannath Mahaprabhu 🙏🙏🙏
ହଟିଆ ଠାକୁର ସେ ତାଙ୍କ ଦୁଆରୁ କେହିଁ କଣ ଖାଲି ଫେରିଆସେ ସେ ପରା ହୃଦୟ ର ଠାକୁର କଳା ଠାକୁର ଓଡ଼ିଆର ନଟ କଳେବର 🙏🙏🙏🙏🙏🙏🙏🙏🙏🙏🙏🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ପ୍ରବୀଣ ଭାଇ ବୋଲି ମୁଁ ଆପଣଙ୍କୁ କହୁଛି କିଛି ଖରାପ ଭାବିବେନି ଆପଣଙ୍କ ଉପସ୍ଥାପନା ହୃଦୟକୁ ଛୁଇଁଛି । ଏହି କଥା ଶୁଣି ମୋ ଆଖିରି ଧାର ଧାର ଲୁହ ବୋହିଲା ଭାବିଲି କଳା ସାଆନ୍ତେ ସବୁ ଉକ୍ତର ମନର କଥା ଜାଣେ ତାଙ୍କୁ କଣ ବା ଅଛପା । କଳାସାଆନ୍ତେ ସବୁବେଳେ ସେମିତି ଉକ୍ତକଥା ମନେ ରଖିଥା ।
ସବୁ ସେଇ ଜଗନ୍ନାଥଙ୍କ ଲୀଳା ଜୟ ଜଗନ୍ନାଥ ମହାପରଭୁଙ୍କ ଆଶୀର୍ବାଦ ରୁ ସମସ୍ତେ ଭଲରେ ଥାଆନ୍ତୁ ଜୟ ଜଗନ୍ନାଥ 🙏🙏🙏🚩🚩🚩
ଆଖିରେ ଲୁହ ଆସିଗଲା, ସେ ପରା ଜଗତର ନାଥ ଲିଳାମୟ ଜଗନ୍ନାଥ ମହାପ୍ରଭୁ, ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜୟ ☸️🕉️🙏🌷
ଜଗନ୍ନାଥଙ୍କର କଥା ଶୁଣି ଲା ମାନେ ଆଖି ରେ ଲୁହ ଆପେ ଆପେ ଝରୀ ପଡେ
ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻
କାଳିଆର କଥା ହୃଦୟକୁ ଛୁଇଁ ଯାଉଥିଲା। ସିଏ ଦୁଃଖୀର ଦୁଃଖ ଶୁଣନ୍ତି।
ଜୟ ଜଗନ୍ନାଥ 🙏🙏
ଭାଇ ସେ ପା ହଟିଆ ଠାକୁର । ଭାବ ର ଠାକୁର । କିଏ କହେ ତାକୁ କାଳିଆ ଠାକୁର କିନ୍ତୁ ମୋ ପାଇଁ ସେ ମୋ ବଡ଼ ଭାଇ ।
Jay Jagannath
ହୃଦୟକୁ ଛୁଇଁ ଗଲା। ଜୟ ଜଗନ୍ନାଥ 🙏🙏
ଜୟ ଶ୍ରୀ ଜଗନ୍ନାଥ ଜୟ ଗୋମାତା ଜୟ ସନାତନ ଧର୍ମ
Excellent lekha. Jay jagannath.🙏🙏🙏
Jai jagannath Prabhu 🙏🏻
ହୃଦୟସ୍ପର୍ଶୀ ଘଟଣାଟିଏ. ଜୟ ଜଗନ୍ନାଥ. 🙏 🙏
ହେ ପ୍ରଭୁ ଜୟ ଜଗନ୍ନାଥ 😭😭
ଲୋମ ଟାଙ୍କୁରା ହୃଦୟ ସ୍ପର୍ଶ ଭରା କାହାଣୀ
ଜୟ ଜଗନ୍ନାଥ ପ୍ରଭୁ 🙏🙏
ତୁମେ ସତ୍ୟ ତୁମେ ହିଁ ସୁନ୍ଦର...
ହେ ପ୍ରଭୁ ତମର ଅପାରମ୍ପାର ମହିମା ତମେ ସାରା ପୃଥିବୀର ଦୁଃଖ କୁ ହରି ନିଅ , ଜଗନ୍ନାଥ 🙏
ଅତ୍ୟନ୍ତ ହୃଦୟ ସ୍ପର୍ଶ
He prabhu Jagannath 🙏🙏🙏
ମୁ ଜାଣିଛି ମୋ କଳା ଠାକୁର ଭାରି ଦୟଳୁସେ କା ଦୁଃଖ ସହି ପାରେ ନା thanku so much sir ବହୁତ ସୁନ୍ଦର ଲାଗିଲା କାହାଣୀ Jay Jagannath 🙏🙏🙏
ଜୟ ହେଉ ଭକ୍ତ ବତ୍ସଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର 🙏