back to golden era for a while😊 ଦୟା କରି ଏବେ ଠୁ ଏମିତି song ସବୁ ଆଣନ୍ତୁ ବାବୁଲ ସୁପ୍ରିୟୋ sir ଙ୍କୁ ନେଇକି🥰......ଆମେ ମାନେ ସେଇ ପୁରୁଣା ଦିନ ର ଅନୁଭୂତିକୁ ସାଉଁଟି ବାକୁ ଚାହୁଁ ଏଇ ଭଳି song ଶୁଣିକି❤❤❤ ଦୟା କରି sir ଙ୍କୁ ନେଇକି ଏଥର double century ମାରନ୍ତୁ😊😊
Babul supriya ra basaya jetiki baduchi tanka voice ahu madhura laguchi gita sunila pare mu sei 2001 masiha ku pheri paichi pila dina smuti pura taja hoijaichi 👌👌👌bahut sundar geeta i am from Kalahandi
@srikant Gautam sir & @ Babul Supriyo sir. Many many thanks to you. After a long time we the people of odisha received a gift from you both. Actually it's nostalgia for all. For sometime we back to our album era.
ଶ୍ରୀତମ ସାର ଆପଣଙ୍କୁ ଗୋଟେ ଛୋଟ ଅନୁରୋଧ ଯେ ଆପଣ ମ୍ୟୁଜିକ ଡାଇରେକ୍ଟର ମଳୟ ମିଶ୍ର ସାର୍, କିମ୍ବା ଅଭିଜିତ ମଜୁମଦାର ସାର୍ କିମ୍ବା ପ୍ରେମ୍ ଆନନ୍ଦ ସାର୍ ଙ୍କୁ ନେଇ ଗୀତ କଲେ ଆହୁରି ସୁନ୍ଦର ହେବ ବୋଲି ମୁଁ ଭାବୁଛି। ସରୋଜ ନନ୍ଦ ସାର୍, ଶାନ୍ତିରାଜ ଖୋସଲା ସାର୍ 😢 ଆଜି ନାହାନ୍ତି। କାରଣ ଆଜି ଯାଏ ତୁମ କଥା ମନେ ପଡେ, ଝିଅ ଯିବ ଶାଶୂ ଘର, ଜହ୍ନ ତତେ ପୂନେଇ ରାଣ, ମୁଁ ଆଉ ତୁମେ, ଅନାମିକା, ଓଢ଼ଣୀ ଆଲବମ୍ ଗୀତ ଆଜି ଯାଏ ଭୁଲି ହଉନି କି ହବନି। ଯେତେବେଳେ ଶୁଣିଲେ ବି ମିଠା ଲାଗେ ଆଉ ପିଲା ଦିନ କଥା ମନେ ପଡେ। ମୋ ଅନୁରୋଧ ରଖିଲେ ମୁଁ ବହୁତ୍ ଖୁସି ହେବି🙏
Bhai Thik kahila
Yes
2014 ru pachhaku sabu gita ra format bhala thila sei format re gita kale bhala lagiba
Swaroop Nayak and sarat Nayak both music director created actually odia music vibes. If possible then please give some good news.
Ryt bor
ପୁରୁଣା ଦିନକୁ ଯଦି କିଏ ମନେପକେଇ ପାରିବ ସେ ଆଉ କେହି ନୁହଁ କେବଳ ଆଉ କେବଳ ଏହି ଗାୟକ.
Thanks to shrikanta sir, babul sir and sun musik
ବାବୁଲ୍ ସୁପ୍ରୀୟୋ ଙ୍କ ଦ୍ଵାରା ଗୀତଟି ବୋଲାଇଥିବାରୁ ଶ୍ରୀକାନ୍ତ ଗୌତମ ସାର୍ ଙ୍କୁ ଧନ୍ୟବାଦ। ଗୀତଟି ସୁନ୍ଦର ହୋଇପାରିଛି।
Srikant Gautam ଙ୍କ ଏହି ପ୍ରୟାସ ଓଡ଼ିଆ ଆଲବମ୍ ଜଗତକୁ ପୁନର୍ବାର ଜୀବନ ଦେବା ଭଳି।
ଏତେ ସୁନ୍ଦର ଏବଂ ଲୋକପ୍ରିୟତାର ଗୀତ ଟିଏ ଶୁଣିବାକୁ ପାଇଲି
ମୁଁ ଜାଣିଥିଲି ଶ୍ରୀକାନ୍ତ ଗୌତମ ସାର ଏ ଗୀତଟି ଲେଖିଥିବେ।srikant sir always best
ବହୁତ୍ ବହୁତ୍ ଧନ୍ୟବାଦ୍ ସନ୍ ମ୍ୟୁଜିକ କୁ 😊😊
କିଛି ମୁହୂର୍ତ୍ତ ପାଇଁ ପୁଣି ମୁ ଫେରିଗଲି ସେଇ ଆଲବମ୍ ସମୟ 😊 ପୁଣି ବାବୁଲ ଶୁପ୍ରିୟୋ ଙ୍କ ସେଇ ଆଲବମ୍ ଦୁନିଆ କୁ.. ଏମିତି ଲାଗୁଚି ଯେଉଁଠି ଛାଡ଼ି ଯାଇଥିଲେ ବାବୁଲ ଭାଇ ପୁଣି ସେଇଠୁ ହାତ ଧରିନେଲେ ଆମ ଆଲବମ୍ ପ୍ରେମୀଙ୍କ 😊😊
ବହୁତ ଖୁସି ଲାଗିଲା ତୁମ comment ପଢି.. 🥰🤷♂️
ସତ କଥା ବନ୍ଧୁ ବାବୁଲ ସୁପ୍ରୀୟୋ ଙ୍କୁ ଟକ୍କର ଦେବାକୁ ଆଲବମ ଦୁନିଆରେ କେହି ଜଣେ ବି ନାହିଁ
ବାବୁଲ ଦା ଆଉ ଶ୍ରୀକାନ୍ତ ଗୌତମ sir sun music ମିଶିଲେ alubam mahal au pila Dina ଫେରିଲା ପରି ଲାଗିବ miss you all
ବାବୁଲ ସାର୍ ସବୁ ବେଳେ ଓଡ଼ିଆ romantic songs ପାଇଁ ଫିଟ୍
ବାବୁଲ ସୁପ୍ରୀୟୋ ରାଜା ହେଲେ ହୁମାନ ସାଗର ଦୁତ ହେବ। କାହିଁ ରାଜା ଭୋଜ କାହିଁ ଗଙ୍ଗୁ ତେଲି
ଭାଇ ଏମିତି ଗୀତ ଆସିବା ଦରକାର
ମନକୁ ଛୁଇଁ ଗଲା ଭାଇ
ବାବୁଲ ଭାଇ and sun music କୁ ବୋହୁତ ଧନ୍ୟବାଦ
ଆଗକୁ ଆହୁରି ଏମିତି ଗୀତ ଅଣ
ସତରେ ପୁରୁଣା କଥା ମନେ ପଡିଗଲା
ଏମିତି ବହୁତ େଲାକ ଅଛନ୍ତି ଯେଉଁମାନେ ଆଜି ବି ବାବୁଲ ସୁପ୍ରୀୟୋ କୁ ମିସ କରୁଛନ୍ତି
ମୁଁ ବହୁତ ମିସ୍ କରୁଛି କି ସୁନ୍ଦର କଣ୍ଠ କି ମିଠା
My favourite singer
Right
Mu bi
My favourite singer
ଏମିତି ଅନେକ ଲୋକ ଅଛନ୍ତି। ଆଜି ବି ଆପଣଙ୍କର ଗୀତ କୁ ମିସ୍ କରୁଛନ୍ତି। I love you Gautam ସାର୍ ❤ I love you ବାବୁଲ ସାର୍
ଓଡ଼ିଆ ଗୀତ ଆହୁରି ମଧୁମୟ ହୋଇଯାଏ ବାବୁଲ ସୁପ୍ରିୟଙ୍କ କଣ୍ଟ ରେ,ବହୁତ ବଢିଆ ଏ ,voice ଆମପାଇଁ,, ଧନ୍ୟବାଦ ଶ୍ରୀକାନ୍ତ ଗୌତମ ବାବୁଙ୍କୁ,ତାଙ୍କର ଏତେ ଅନବରତ ଯୋଗଦାନ ଓଡ଼ିଆ ସଙ୍ଗୀତ
ଦୁଇ ଦିନ ଭିତରେ ମୁଇଁ ଗୀତ ଟା ଦୁଇ ଶହ ଥର ଶୁଣି ନେଇଛି, ବହୁତ ମାନେ ବହୁତ ଭଲ ହେଇଛି। ସନ୍ ମିଉଜିକ୍ ଭେରି ବେଷ୍ଟ।
ଏଇ ଗୀତ ଟିକୁ କେବଳ ଶ୍ରୀକାନ୍ତ ଗୌତମ ଙ୍କ ଛଡା ଆଉ କେହି ଏମିତି llekhiparibeni, nice 👍 lyrics
ମୋତେ ରଜ ର best gift ମିଳିଲା,,,ମୁଁ ବହୁତ ଖୁସି,,my Feb singer🥰🥰🥰🥰🥰
Achha dear sei gift ta kn kuha ame bi tk sunu
back to golden era for a while😊 ଦୟା କରି ଏବେ ଠୁ ଏମିତି song ସବୁ ଆଣନ୍ତୁ ବାବୁଲ ସୁପ୍ରିୟୋ sir ଙ୍କୁ ନେଇକି🥰......ଆମେ ମାନେ ସେଇ ପୁରୁଣା ଦିନ ର ଅନୁଭୂତିକୁ ସାଉଁଟି ବାକୁ ଚାହୁଁ ଏଇ ଭଳି song ଶୁଣିକି❤❤❤ ଦୟା କରି sir ଙ୍କୁ ନେଇକି ଏଥର double century ମାରନ୍ତୁ😊😊
ଆଜି ବି ବାବୁଲ ଦାଦା ପାଖରେ ଅନ୍ୟ ଉଡନ୍ତା ଘମଣ୍ଡିଆ ଓଡ଼ିଆ ଗାୟକ ମାନଙ୍କ ଭାତ ହାଣ୍ଡି ଛଡେଇ ନେବା ର ଦମ୍ ଅଛି ❤
Chamatkar lekha srikant bhaina... Kichi samaya pain seyi puruna dinaku ferigali.. Satare se samayare Apananka rachana re babul supriyo gayithiba gita gudika.. Abejayen mora kanthastha.
Dhanyavaad debi apananku puruna style re gitatiye aamaku bheti deyithibaru
Babul Supriyo odia album Badshah
Amit majhire majhire aani new song release karantu
ଓଃ ହୃଦୟ କୁ ଛୁଇଂଗଲା , ବହୁତ୍ ଦିନ ପରେ ବାବୁଲ ସୁପ୍ରିୟୋ ଙ୍କ କଣ୍ଠ ରେ ଏକ ସୁନ୍ଦର ଗୀତ ଶୁଣିବାକୁ ମିଳିଲା,,,,,,,
Mind-blowing song Babul da , ଏଇଭଳି ଗୀତ ମଝିରେ ମଝିରେ ଦେଲେ ଓଡ଼ିଆ ଗୀତ ଭଲ ଲାଗିବ ❤❤❤
Srikanta Sir ku anek dhanyabad. Babul supriyo song puni suni baku milila
Ete dina pare gote song sunili, mast song
15/12/2023 Happy Birthday Dada🎉 ଓଡିଶା କୁ ଏମିତି ଆଶି ଆମକୁ ସୁନ୍ଦର ଗୀତ ସବୁ ଭେଟିଦିଅ 💐
Srikanta sir nku bahut bahut dhanyabad.🙏🙏..bahut dina ru apekhya kari thili...Babul supriyo sir nku......❤❤❤
ବହୁତ୍ ଦିନପରେ ବାବୁଲ୍ ଦାଦା ଙ୍କ ଗିତ ଶୁଣିବାକୁ ମିଳିଲା SUN MUSIC ତରଫରୁ
love u Babul supriyo
Bahut dina pare babul supriyo sir ka kantharu gita suni bahut khusi lagila
ମନ ଛୁଇଁଲା ଭଳି ଆଲବମ୍ ଗୀତ ଆଜି ଶୁଣିବାକୁ ମିଳିଲା। ଗ୍ରେଟ୍ ବାବୁଲି sir
Thank you Sikuni Sir🙏🙏🙏 Bahut dina pare Babul Supriyonku ferei Anithibaru Bahut bahut dhanyavaad
ପୁଣି ଥରେ ଇତିହାସ ରେ ଆଉ ଗୋଟେ ଗୀତ ଯୋଡ଼ି ହେଇଗଲା, ଏମିତି ଇତିହାସ ଲେଖା ହେଉଥାଉ🎉😮
Khub sundar 👌👌 Ama bhitare kichi nahi
ବିଶ୍ବାସ ହେଉନି ବାବୁଲ ସୁପ୍ରିୟ ପୁଣିଥରେ ଏତେ ବର୍ଷ ପରେ ଗୀତ ଗାଇଛନ୍ତି....କିନ୍ତୁ ସଙ୍ଗୀତ ନିର୍ଦ୍ଦେଶକ ସିନିୟର ବ୍ୟକ୍ତି ହେବା କଥା
Dhanybaad babul supriyo sir ku puni thare back karein thibaru
ବହୁତ୍ ବହୁତ ଭଲ ଲାଗିଲା ଗୀତଟି ପୁରୁଣା ଆଲବମ୍ କୁ ପୁଣି ମନେଇଦେଲା ବହୁତ୍ ଦିନ ପରେ ଏମିତି ସୁନ୍ଦର ଗୀତଟିଏ ଶୁଣିବାକୁ ମିଳିଲା।
ସତରେ ବୋଉତଦିନ ପରେ ଭଲ ଗୀତ ଟେ ଶୁଣିବାକୁ ମିଳିଲା. ଧନ୍ୟବାଦ ଶୀତମ sir ଏବଂ ତାଙ୍କ ଟିମକୁ 🎉
Babul da please come back to odia song, we love your beautiful voice..❤❤❤
ଦୟାକରି ଏମିତି ମଝିରେ ମଝିରେ ବାବୁଲ ଦାଦା ଙ୍କୁ ଡାକି କି ଗୀତ ଟିଏ ଦିଅନ୍ତୁ. କାହିଁକି ନା ସେଇ ପୁରୁଣା ଆଲବମ ଦୁନିଆ କୁ ଖୋଜୁଥିବା ମଣିଷ ଏଠି ଅନେକ ଅଛନ୍ତି. ମୁ ବି 🙏
ମୁ ବି ସେ ମଣିଷ ଙ୍କ ଭିତରୁ ଜଣେ ❤❤
ମୁଁ ବି ❤❤
❤
Right mu bi miss karuchi old song ku
ମୁଁ ବି ଜଣେ
Thaq.somuch.all.tha.best.jay.jagannath
My favorite singer babul supriyo
ମୁଁ ଭାବୁଛି କି ଯେତେ ଦିନ ଯାଏ। ଶ୍ରୀକାନ୍ତ ଗୌତମ ସାର୍ ଅଛନ୍ତି ସେତେଦିନ ଯାଏ ଆଲବମ୍ ଜଗତ ସରି ନାହିଁ କି ମରି ନାହିଁ ।
ଅତି ସୁନ୍ଦର
ଅତି ସୁନ୍ଦର। ଅତି ମଧୁର । ବାବୁଲ ସୁପ୍ରୀୟ Evergreen singer ❤❤
Puni thare babul Supriyo sir au srikanta goutam sir misile mane puni gita hit au albam juga asijiba ❤❤❤❤❤❤
Babul supriya ra basaya jetiki baduchi tanka voice ahu madhura laguchi gita sunila pare mu sei 2001 masiha ku pheri paichi pila dina smuti pura taja hoijaichi 👌👌👌bahut sundar geeta i am from Kalahandi
Babul Supriyo Odia album sad song king👑
Suniba aagàru man Ku chhue hruday re rahigala . oh ki sundar ... Thank to all artist
Sir l am your big fan..l always listen your song....
Babul Da Miss You. Romance With His Song Since Childhood ❤
ATI sundar ☝️👌👌
Hart❤ touching song
I like u Sun music
I love Babul supriya sir.Sun music cassettes ra lengand singer❤🧡🧡🧡
Diamond song❤❤❤❤
Thanku Goutam sir and team'🎉🎉
Love you babul Da
Babul Supriyo the king of Odia Industry
My heart beat❤. My Love ❤. My hero❤..My life❤...Babul supriyo sir ❤❤❤
Jay Jagannath 🙏🙏🙏 Srikant Sir and Babul Supriyo Sir
Emiti song khojile bi miluni.Thank you Srikant sir emiti song puni thare deithibaru.
Very good song babul supriyo
ସୁନ୍ଦର ଗୀତ
Wah marvelous Srikant.👌👌👌👌👌👌👌💕💕💕💕💕💕💕💕💕💕💕
ମାଗିଥିଲି ପ୍ରେମ ଭିକ ଭାବିଦେଲୁ,
ମୋ ହାତ ଛାଡିବାର ବାହାନା କିଛି ଖୋଜୁଥିଲୁ।
କହିଲୁନି କାହିଁ ଥିଲା ଯଦି ମନେ,
ଏମିତି ଧୋକା ନେଇ ଆସୁଥିଲୁ କାହିଁ ଜୀବନେ ।।
ତୋ କଥା ତୁ ଫେରେଇ ନେରେ,
ମୋ କଥା ମୁଁ ଫେରେଇ ନେବି।।
ଆଉ କହିବାର କିଛି ନାହିଁ......😢😢😢
Wow Nice lyrics.. 👌👌
Seritam Saitam sir apnku bahuta dhanya bada n.o1 gayaka babul supriyo dakithiba ru talented sringer best sringe apnaka music drictor no.1 best musice lyricst no.1 aei Gita tiku jau sira lekhichhnti tanku bahuta bahuta dahnybada dauchi talented lekhaka intelligent lekhaka
I am waiting for babul supriyo again remember childhood memorise
Wow a beautiful song Babul Supriyo ji se , mind blowing & energetic song,
Very nyc babuli su..... song bahuta dina pare suni Baku pailu 😍😍😍😍😍
My favourite singer. Babul supriyo sir.🙏🙏🙏
I am waiting this type of song from babul supriyo. U r always best for odia song.
Returns of legend nd sun music
Thank you Srikanta Gautam sir love you Man ❤
Thank you sun music
My God Babul Supriyo sir back with golden song 🎉love u sir
ସତରେ ଏମନ ଖୋଜୁ ଥିଲା
Bahut Sundar ❤😊💐👌👌
We miss Babul supriyo songs 😢
My favourite singer babul supriyo ❤❤❤❤❤❤
Many many thanks to all the team of sun music production house
ସୁନ୍ଦର ରଚନା ଗାୟନ ଓ ଅଭିନୟ ।
#Voice ....❤️🔥🔥🔥🔥
My favourite singer babul da . special thanks to srikanta sir
All time favourite singer, ❤❤❤
Back to Golden Era Thank you Team 💝
One of my best singer...wel come again
Hrudayasparshi SWARA sanjojana.Rachana uchakotira.Babul suprio nka kantha Madhya nischita vabe swagata jogya.Sabudrustiru bahut sundar hoichhi.
Emiti ka aau Geeta ashuni ..suniki bhala lagila
Nice singer babul supriyo🙏🙏
Very soulful song my favorite srikant gautam,Babul suprio
Please SIKUNI BHAI udit sir au Babul dada nku au thare come back karantu please
& Kumar Sanu
Best.pilybec.singar❤
Best Singer babul da
Beautiful song babul da & srikant sir🎶🎙️🎧
ସବୁଠୁ ମୋ ପ୍ରିୟ singer.... Babul da
Love this song Babul Supriya
My favourite singers
I love Babul Supriyu
My favourite singer Babul Supriyo
Srikant sir 🙏🙏🙏 babul Supriya mo favorite...mo voice trail karantu...
@srikant Gautam sir & @ Babul Supriyo sir. Many many thanks to you. After a long time we the people of odisha received a gift from you both. Actually it's nostalgia for all. For sometime we back to our album era.
Bobul surprise sir apana amt amo odia song gaithantu jibana thiba jae ame sunibu apana nka song