ପ୍ରେମର ହଉଛି ଜୟ - PREMARA HAUCHI JAYA | MUSIC VIDEO | MALAYA MISHRA | IRA MOHANTY | SOMNATH

Поделиться
HTML-код
  • Опубликовано: 22 авг 2024
  • WE ARE PRESENTING A BRAND NEW ROMANTIC TRACK TITLED PREMARA HAUCHI JAYA FROM MALAYA MISHRA MELODY. THE SONG IS PENNED BY SUBASH MISHRA AND COMPOSED BY MALAYA MISHRA. IRA MOHANTY AND SOMNATH HAVE RENDERED VOICE. YOUR ACCEPTANCE WILL ENCOURAGE THE TEAM.
    SONG CREADIT
    SONG :- PREMARA HAUCHI JAYA
    LABEL : - MAHAK MUSIC
    MUSIC DIRECTOR : - MALAYA MISHRA
    LYRIC : - SUBASH MISHRA
    SINGER :- IRA MOHANTY AND SOMNATH
    SOUND ENGINEER : - SWAPNAJIT SABAT, JITU
    MUSICIANS : - MUNA, BABULI, SUSHIL, SITARAM, AJU, JITU
    VIDEO CREADIT
    CONCEPT : - MALAYA MISHRA
    DIRECTION : - MALAYA MISHRA
    ASST DIRECTOR : - BIKASH, CHITTA
    DOP : - BISHNU
    CAMERA : - SANTOSH, TULU, BABU, SATYA, HAPI, NILU
    ONLINE EDITING : - BISWA
    OFFLINE EDITING : - PURNIT/SANTOSH
    SET : -PRAGYAN
    COSTUME : - LITU, JEET
    MAKEUP AND HAIR : - SUMI & TEAM
    SOUND : - KUNU
    PRODUCTION MANAGER : - MILLAN MOHANTY
    Create Your Own Reel
    / 513205007401050
    ♪ Full Song Available on ♪
    ►Amazonmusic
    music.amazon.i...
    ►Spotify
    open.spotify.c...
    ►JioSaavn
    www.jiosaavn.c...
    ►Gaana
    gaana.com/song...
    ►Hungama
    www.hungama.co...
    ►Resso
    m.resso.com/Zs...
    ►Wynk Music
    wynk.in/u/KVBA...
    #premarahauchijaya #premarahauchijay #malayamishra #iramohanty #somnath #romanticsong #trending #mmm #malayamishramelody #sapananasunutuasidisijau

Комментарии • 7 тыс.

  • @snraj2786
    @snraj2786 7 месяцев назад +535

    ବହୁତ ସୁନ୍ଦର ଗୀତଟିଏ ମ୍ୟୁଜିକ୍ ର ସମସ୍ତ ଭାଇ ଏବଂ ଗୀତିକାର ସିଙ୍ଗର ଭାଇ ଭଉଣୀ ଙ୍କୁ ହୃଦୟ ଭରା ଅଭିନନ୍ଦନ ଆଡ୍ ଭାନ୍ସ ନବବର୍ଷର ଶୁଭ ଅଭିନନ୍ଦନ।❤❤❤❤❤❤

  • @SomanathOfficial
    @SomanathOfficial 10 месяцев назад +3108

    ଏ ଗୀତ ପାଇଁ ଏତେ ଭଲ ପାଇବା ଦେଇଥିବା ରୁ ସମସ୍ତ ସଂଗୀତ ପ୍ରେମୀ ମାନଙ୍କୁ ହୃଦୟରୁ ଧନ୍ୟବାଦ 🙏🙏🙏

    • @mamatarout7124
      @mamatarout7124 10 месяцев назад +120

      Bhai apananka voice re mu fida❤

    • @rockstarprakash6721
      @rockstarprakash6721 10 месяцев назад

      Bhai Tama contact number send kara

    • @pehchanparesh3180
      @pehchanparesh3180 10 месяцев назад +54

      Mast lagila satare bro ❤

    • @debashismallick180
      @debashismallick180 10 месяцев назад +57

      Bhai bahut sundar laguchi human sagar ku tame Kati daba ❤🎉🎉🎉🎉

    • @SomanathOfficial
      @SomanathOfficial 10 месяцев назад +35

      ​@@mamatarout7124 dhanyabad 😊🙏

  • @Samparkakhiluhara
    @Samparkakhiluhara 9 месяцев назад +294

    ସୁନ୍ଦର୍ ଗୀତଟିଏ ଯାହାକୁ ଶୁଣିବାପରେ ମନକୁ ଏତେ ଶାନ୍ତ ଲାଗୁଛି ତାହା ବାକ୍ୟରେ କହି ହେଉ ନାହିଁ❤❤❤❤❤❤

  • @ommmishra9675
    @ommmishra9675 7 месяцев назад +26

    ମଳୟ ମିଶ୍ର ଙ୍କ ପାଦ ତଳେ ପ୍ରେମାନନ୍ଦ ଆଉ ଅଭିଜିତ ମଜୁମଦାର ମୁଁ ପିଲା ଦିନୁ ଶୁଣିଛି ମଳୟ ମିଶ୍ର ଇରା ମହାନ୍ତି ଙ୍କ ନା ଆଜି ବଡ଼ ହେଇଯାଉଚି ❤❤❤❤❤

  • @ganeswarkhatua9252
    @ganeswarkhatua9252 7 месяцев назад +18

    ଓଃ ମନମୁଗ୍ଧକର ଗୀତଟିଏ 👌
    ଯେତେ ନିରବ ରହିବାକୁ ଚାହିଁଲେ ବି ଅନେକ ଯୁବବର୍ଗଙ୍କ ହୃଦୟରୁ ଗୁଣୁ ଗୁଣୁ ଶବ୍ଦ ବାହାରିପଡୁଛି 🎉

  • @mamataroul4684
    @mamataroul4684 8 месяцев назад +58

    ସତରେ ଏହି ଗୀତ ର ଭାବନା କିଛି ନିଆରା , ଆଧୁନିକ ଦୁନିଆ ରେ ଏହି ଗୀତ ରେ ଆଧୁନିକତା ବାରି ହେଉନି , ସତରେ it's really nice

  • @sudarshandash6409
    @sudarshandash6409 9 месяцев назад +885

    ଲାଗୁଛି ଯେମିତି ପୁଣି ଥରେ ପୁରୁଣା ଗୀତ ଫେରିଆସିଲା କି!!!!! ଧନ୍ଯବାଦ୍ ମଳୟ ସାର୍ ଏବଂ ତାଙ୍କର ସମସ୍ତ ସଦସ୍ଯ ଙ୍କୁ 👌👌👌

    • @gobindamalik4895
      @gobindamalik4895 9 месяцев назад +13

      Your are right brother ❤

    • @rudrakumardas4333
      @rudrakumardas4333 9 месяцев назад +15

      ନିହାତି ମୋତେ ବି ଠିକ ସେମିତି ଲାଗୁଚି ଏହି ଗୀତରେ ଓହଃ କି ଯାଦୁ ମୁଁ ଫାଷ୍ଟ ଟାଇମ ସେ ଗୀତକୁ ଶୁଣି ବାର ବାର ଶୁଣିଲି ❤️❤️👌👌

    • @hirachandmunda7541
      @hirachandmunda7541 9 месяцев назад +6

      you are right 🙏

    • @user-rc8dx3sy1e
      @user-rc8dx3sy1e 9 месяцев назад +1

      U are ryt bro

    • @papunadethi9371
      @papunadethi9371 9 месяцев назад +4

      ଜୟ ଜଗନ୍ନାଥ ଭାଇ ଅତି ସୁନ୍ଦର ଭାବରେ ଲେଖିଛନ୍ତି ମଳୟସାର

  • @Dddd_dd100
    @Dddd_dd100 3 месяца назад +6

    Odia ucharana odia gita ra meaningful word
    Sabukichi madhura laguchi
    Ame odia
    Odia pain ame garbita
    Jay Jagannath
    Bahut sundara gita ❤❤❤❤❤

  • @sabitricreation9153
    @sabitricreation9153 7 месяцев назад +11

    Malay Mishra is comeback, Malay sir and Ira Di what a wonderful combination, I heard this one 38 times, it's a real music.not only a track it's a heart touching, Malaya sir dirdhayu huantu au Ira Di apana ta real music queen,ki voice mote laguchhi sehi 2000 re aapananku sunuchi,Ira Di sabubele fit au good looking ruhantu eha prabhu Jagannath nka pakhe guhari, bahut sara love care au blessings milu pura team ku bi, mu gote bhala Gita sunali, kejani kete dina pare ei track ti paili, satare evergreen music composer Mr Malay sir, Ira Di Versaille singer,bahut sara love samastanku. Akhiru Pani asijauchi, ame emiti singer tiku bhuli jibaki aste aste chesta karuthile ,kahile kete bhul karithile , Ira Di as a singer au Malaya sir as a music composer,yanku bhuli ame samaste bhul karuchhanti ebe samaya tanku khyama magiba . Ki track thare sunile au kejani kete thara ichha heuchi sunibaku, satare mo hrudaya ru Salute apana nku Malaya sir, Odisa loka emiti sunibaku pasand karanti sabubele, emiti track tike present karithibaru aapananku ases ases dhanyawad,

  • @JSubharaj1
    @JSubharaj1 9 месяцев назад +79

    ❤ ଦିନକୁ ୧୦ ଥର ମୁ ଏହି ଗୀତ ସୁଣୁଛି ତଥାପି ମନଭରୁନାଇହି ସତରେ ହୃଦୟ କୁ ଛୁଇଁଲା ଭଲି ଗୀତ ଧନ୍ୟବାଦ ❤❤❤❤🎉🎉🎉

    • @swopnacreations8609
      @swopnacreations8609 8 месяцев назад

      Mu bi

    • @pintubariha5013
      @pintubariha5013 13 дней назад +1

      ସୁନ୍ଦର ଜିନିଷର ଅବସାଦ ନାହିଁ ଜେତେ ଦେଖୁଥିଲେ ନୂଆ ଦିଶୁଥାଏ

  • @balarambisoi5242
    @balarambisoi5242 9 месяцев назад +218

    🤗🤗🤗🤗ବହୁତ ଦିନ ପରେ ଗୋଟେ ଗୀତ ମୋ dil❤️❤️❤️କୁ ଛୁଇଁଲା 👌👌👌

    • @balarambisoi5242
      @balarambisoi5242 9 месяцев назад +6

      🎉🎉🎉🎉ଏ ଗୀତ ଯେତେ ଥର ଶୁଣିଲେ ବି କାଇଁ ମନ ଭରୁନି ବାରମ୍ବାର ଶୁଣିବାକୁ ଇଚ୍ଛା ହେଉଛି mind blowing song with music is very imotional feeling to heart. ❤️❤️❤️🥰🥰👍👍👍🎉🎉🎉🎉🎉🎉

    • @user-fn8cu4md4f
      @user-fn8cu4md4f 3 месяца назад

      M.T❤

  • @AkashChhatria-dz5fk
    @AkashChhatria-dz5fk 5 месяцев назад +14

    My favourite song ❤❤❤ ସବୁ ବେଳେ ଶୁଣିବାକୁ ଇଛା ହେଉଛି

  • @mpodiatechno1983
    @mpodiatechno1983 8 месяцев назад +11

    ମଳୟ ସାର୍ ଆପଣଙ୍କୁ କୋଟି କୋଟି ପ୍ରଣାମ ।
    ଇରା madam or ‍ସୋମନାଥଙ୍କ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍ ।
    ଏହି ସଂଗୀତ ର ଭାଵନା ବହୁତ୍ ଗଭୀର ତମ ଅଟେ ।
    Thank U all staff.

  • @kapileswarnaik7114
    @kapileswarnaik7114 10 месяцев назад +106

    ଆଜି ଗୋଟିଏ ଦିନରେ ୨୩ ଥର ସୁଣିଲିଣି ଏ ଗୀତ । ❤❤❤❤❤💐💐💐🎶🎶🎶🎶🎶💐💐💐💐💐💐💐🙏🙏🙏💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐 💐💐🕺🕺🕺🕺🕺🕺🕺🕺🕺🕺🕺🕺🕺🕺🕺🕺🕺🕺🕺🕺🕺🕺🕺🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘🤘ମଳୟ ମିଶ୍ର ସାର୍ , ଇରା ଦିଦି, ସୋମନାଥ ଭାଇ , ଏ ଗୀତର ଗୋଟେ ଜର୍ବଦସ୍ତ୍ ଭିଡିଓ ହେବା ଦରକାର। ନିଶ୍ଚିତ କରିବେ ବୋଲି ଆଶା ।ଅପେକ୍ଷାରେ ରହିଲି।❤❤🙏

  • @kapileswarnaik7114
    @kapileswarnaik7114 10 месяцев назад +357

    ମଳୟ ମିଶ୍ର ସାର୍💐🙏 କହିବାକୁ ଭାଷା ନାହିଁ । ହୃଦୟକୁ ଛୁଇଁ ଗଲା। ବହୁତ ବହୁତ ଧନ୍ୟବାଦ ଏପରି ଏକ ସୁନ୍ଦର ସଂଗୀତ ଆମକୁ ଦେଇ ଥିବାରୁ ।

  • @user-cz1ru3ul5d
    @user-cz1ru3ul5d 6 месяцев назад +28

    ଧନ୍ୟ ସୋମନାଥ କଣ୍ଠରେ ସରସ୍ଵତୀ ବସିଛନ୍ତି ,ଏହାର ସୁଯୋଗ ନିଅ , କଣ୍ଠ ବସିଲା ପର୍ଯ୍ୟନ୍ତ।

  • @ODIABOHUSABITRIVLOG
    @ODIABOHUSABITRIVLOG 6 месяцев назад +25

    ଭାରି ସୁନ୍ଦର୍ ଗୀତ ଟା ,ମୋ ର ଭାରି ପସନ୍ତ ଯେତେ ଥର ଶୁଣିଲେ ବି ଭାରି ଭଲ ଲାଗୁଚି, ଧନ୍ୟବାଦ ମଳୟ ମିଶ୍ର କୁ ❤️❤️❤️I love you song❤️❤️❤️

  • @pradoshranjanmohanty2986
    @pradoshranjanmohanty2986 9 месяцев назад +269

    ବୋହୁତ ବୋହୁତ ଧନ୍ୟବାଦ ମଳୟ ମିଶ୍ର ସୋମନାଥ ଓ ଇରା ମହାନ୍ତି ସତରେ ଓଡିଶାର ଗର୍ବ ଓ ଗୌରବ ଜୟ ଜଗନ୍ନାଥ ❤❤❤

  • @prakashsia1489
    @prakashsia1489 8 месяцев назад +62

    What a song ... Beautiful Singer with superb song.... ସତରେ ତୁମେ ସୁପରଷ୍ଟାର ସୋମନାଥ.... ଜଗନ୍ନାଥ ଙ୍କ ଆଶ୍ରିବାଦ ଥାଉ... ଦୁବାଇ ଆସିଲେ କେବେ ମିଳିବା

  • @prasantmaharana1380
    @prasantmaharana1380 5 месяцев назад +8

    ଶବ୍ଦ ନାହିଁ କହିବାକୁ.... ପ୍ରେମ ଅର୍ଥ ତ୍ୟାଗ ଆଉ ପ୍ରେମର ହୋଉଛି ଜୟ.... Best odia song an my fav song

  • @sipusahu1631
    @sipusahu1631 6 месяцев назад +11

    ଭାଇରେ ଗୀତ ଟା ଏତେ ସୁନ୍ଦର ହେଇଚି କଣ କହିବି ଆଉ ପୁରା କେରେ କେରା ❤❤❤❤❤❤❤

  • @balaramghadei1290
    @balaramghadei1290 9 месяцев назад +45

    ବହୁତ ଦିନ ପରେ ଇରା mam come back କରି ଛନ୍ତି love you ❤❤❤❤

  • @user-pp2kv2kd6x
    @user-pp2kv2kd6x 9 месяцев назад +83

    ମୁଁ ଭଲ ପାଏ ଓଡିଶା କୁ ilove odisha ❤️❤️ଆଉ ଆମ ଓଡିଶା କଣ୍ଠ ଶିଳ୍ପୀ ଙ୍କୁ All is Well mo Odisha mo odisha ❤️❤️❤️iam proud of you super singer DIDI🙏

  • @ajaykumarnanda1416
    @ajaykumarnanda1416 4 месяца назад +5

    Mind blowing and heart touching song 🎉

  • @shaktiranjanprusty1797
    @shaktiranjanprusty1797 4 месяца назад +2

    Who just hear this song wrongly Just for a second,he will listened it so many times and listened to others.There will not be any appropriation in words to describe Clarity of the song. Really tremendous...

  • @rabiparida5599
    @rabiparida5599 9 месяцев назад +50

    ଏ ଗୀତଟି ସବୁଦିନ ପାଇଁ ହୃଦୟରେ ରହିଗଲା ❤❤❤❤❤

  • @user-sb5xo6ci3j
    @user-sb5xo6ci3j 9 месяцев назад +60

    ଏ ଗୀତ ଟି ସୁଣିଲା ପରେ ଜାହା କୁହ ଉାଇ ପୁରା ❤❤heart ku chhuila pari laguchi...
    Thank you sir. 🙏🙏🙏🙏
    E vali gita amaku sunibara sujoga deithibaru....

  • @AkashKumar-zh2zb
    @AkashKumar-zh2zb 3 месяца назад +4

    Song ta sunila pare mind pura love pain prepare hoegala mor mind blowing song thnks 🎉 apri song pain khusi bahut lagila au ❤❤

  • @prakashnayak7587
    @prakashnayak7587 5 месяцев назад +2

    IRA MOHANTY IS THE UNIQUE SINGER...I LISTEN IT AGAIN AND AGAIN....THE STYLE OF SINGING BEAUTIFUL....AND THE ACTION IN THE VIDEO IS VALU ADDITION TO THE SONG....ODISHA IS PROUD OF YOU IRA MADAM......

  • @GopalMajhi-ho9nh
    @GopalMajhi-ho9nh 9 месяцев назад +14

    ସତରେ ହୃଦୟସ୍ପର୍ଶୀ ସଂଗୀତ... ଯେତେ ଶୁଣିଲେ ମଧ୍ୟ ପୁନଃ ଶୁଣିବାକୁ ଇଚ୍ଛା ହେଉଛି ll👌👌❤️❤️❤️ ଯିଏ ରଚନା କରିଛନ୍ତି ତାଙ୍କୁ ସ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି ll ଆଉ ଟିମ ର ସମସ୍ତଙ୍କୁ ମୋର ଆନ୍ତରିକ ପ୍ରମାଣ ll🙏

  • @pintubehera322
    @pintubehera322 10 месяцев назад +46

    ସୋମନାଥ ଭାଇ ତୁମେ next ହ୍ୟୁମାନ ସାଗର ବହୁତ୍ ସୁନ୍ଦର ସ୍ୱର୍ ତୁମର ପୁର ହୃଦୟ chucuchi 😊

  • @kaberidas4978
    @kaberidas4978 5 месяцев назад +3

    Bahut sunder song jete thara sunile bi bar bar sunibaku ichha hauchi thank you so much all music team

  • @user-sr1Vk6lp3w
    @user-sr1Vk6lp3w 7 месяцев назад +8

    ବହୁତ୍ ବର୍ଷ ପରେ ଗୋଟେ ହୃଦୟସ୍ପର୍ଶୀ ଗୀତ ଶୁଣିବାକୁ ମିଳିଲା ସତରେ ଏ ଗୀତ ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ଲାଗେ ❤❤

  • @shibushibu7258
    @shibushibu7258 9 месяцев назад +92

    ସୁନ୍ଦର ଗୀତ ର ଅବସାଦ ନାହିଁ ଯେତେ ଶୁଣୁ ଥିଲେ ନୁଆଁ ଲାଗୁଥାଇ 🙏 ବହୁତ ବଢିଆ ଗୀତ, ବହୁତ ବଢିଆ ସ୍ୱର 🙏

  • @bimalkumarjenaremunabls4107
    @bimalkumarjenaremunabls4107 8 месяцев назад +28

    ମଳୟ ମିଶ୍ର ସାର୍ ବହୁତ ଭଲଗୀତ କରନ୍ତି ମତେ ବହୁତ ଭଲଲାଗେ ଏଇ ଗୀତ ଟି ବହୁତ ସୁନ୍ଦର ହେଇଛି Hart toching songs👍

  • @keshardiwan7611
    @keshardiwan7611 4 месяца назад +8

    Ira mohanty ka voice pahle se hi best tha hai aur rahega. Lekin male singer ka voice bhi badhiya hai

  • @SuloDanta
    @SuloDanta 5 месяцев назад +6

    Bahut bhal laguchhi ahi song 😊😊😊❤❤❤❤🎉🎉🎉🎉🎉

  • @PUSHPA141
    @PUSHPA141 9 месяцев назад +31

    ଯେତେ ଶୁଣିଲେ ବି ମନ ଭରୁନି ଏ ଗୀତ ପୁଣି ବାର୍ ବାର୍ ଶୁଣିବାକୁ ଇଚ୍ଛା ହେଉଛି ଏମିତି ହୃଦୟ ପର୍ସ କରି ଥିଲା ପରି ଗୀତ ଦେଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ❤❤❤

  • @bibekabag502
    @bibekabag502 9 месяцев назад +23

    ସତରେ.... ଗୀତ ମନକୁ ଛୁଇଁ ଗଲା... ଯେମିତି କି ହୃଦୟ ପୁରା ରଙ୍ଗୀନ.. ବହୁତ ସୁନ୍ଦର 😍😍😍

    • @baikunthabehera3971
      @baikunthabehera3971 8 месяцев назад +1

      Prema bhari mithha .bhari khata .kasa pita lagipare tike dhekhiki

  • @NameetapriyadarshiniJena
    @NameetapriyadarshiniJena 7 месяцев назад +1

    E gita ti ete Sundar heichi je kahile bi habani gita ta sunibaku jetiki vala laguchi setiki gaibaku ichha hauchi satare it's a very beautiful song 🥰🥰

  • @karanbarik4539
    @karanbarik4539 5 месяцев назад +1

    Such a beautiful song and also sweet voice laguchhi puni se old days pheri asila salute to you 👍👍😍😍😍🙏🙏🙏👌👌👌

  • @Samparkakhiluhara
    @Samparkakhiluhara 9 месяцев назад +137

    ଗୀତ ଟିକୁ ମୁଁ ବୋଧେ20ଥର ଶୁଣି ସରିବାପରେ ମଧ୍ୟ ବାର ବାର ଶୁଣିବାକୁ ଇଚ୍ଛା ହେଉଛି ❤❤❤❤

  • @bachandigal5338
    @bachandigal5338 9 месяцев назад +12

    ଯେତେ ଥର ଏଇ ଗୀତ ଶୁଣିଲେ ବି ଆଉ ଶୁଣିବାକୁ ଇଚ୍ଛା ହୋଉଛି really very beautiful song God bless you all team members keep it of

  • @NameetapriyadarshiniJena
    @NameetapriyadarshiniJena 7 месяцев назад +2

    Satare 🥰 Malay Bhai au Ira maa nku bahut bahut dhanyavad

  • @jajpuritc5645
    @jajpuritc5645 5 месяцев назад +9

    ଏମିତିତ ଇରା ମହାନ୍ତି ଗୀତ ମୋର ବହୁତ ପ୍ରିୟ.କିନ୍ତୁ ପ୍ରଥମ ଭଏସଟା କାହାର, ବହୁତ ଭଲ ଲାଗିଲା। ସମସ୍ତଙ୍କୁ ଧନ୍ୟବାଦ କୃତଜ୍ଞତା 🙏🏾🌹❤️

  • @jitendrakumarpadhi4931
    @jitendrakumarpadhi4931 9 месяцев назад +56

    ଏତେ ସୁନ୍ଦର ହେଇଛି ଗୀତ ଯେତେ ଶୁଣିଲେ ବି ମନ ପୁରୁନି❤

  • @pinkysahu-zv8ec
    @pinkysahu-zv8ec 9 месяцев назад +62

    ଗୀତ ଟି ବହୁତ୍ ଭଲ ହୋଇଛି ❤ nice voice 🥰🥰

  • @bhagabataprasadpanda2271
    @bhagabataprasadpanda2271 8 месяцев назад +12

    ଏମିତି ଗୀତ ପାଇଁ ତ ଆଜି ଓଡ଼ିଆ ସଙ୍ଗୀତ ର ମର୍ଯ୍ୟାଦା ରକ୍ଷା ହେଇ ପାରୁଛି। ଇରା ମହାନ୍ତି ଙ୍କ କଣ୍ଠ ରେ ଅତି ସୁନ୍ଦର ଲାଗୁଛି।

  • @user-zd2sp9lx1r
    @user-zd2sp9lx1r 4 месяца назад +3

    Heart touching lyrics 👌👌👌👌👌👌

  • @bharatigiri1496
    @bharatigiri1496 8 месяцев назад +37

    ବହୁତ ଦିନ ପରେ ଏଭଳି ମନକୁ ଛୁଇଁଲା ଭଳି ଗୀତ ଶୁଣିବସକୁ ମିଳିଲା ବହୁତ ଖୁସି ଲାଗୁଛି ଧନ୍ୟବାଦ ମଳୟ ସାର 🙏🙏🙏🙏

  • @hareshbarik2802
    @hareshbarik2802 10 месяцев назад +18

    ଗୀତ ଟା ହୃଦୟକୁ ଛୁଇଁ ଗଲା, ଅନ୍ତରା ଟା ମନମୁଗ୍ଧକର.ସୋମନାଥ ଭାଇ ତୁମେ ଛାତିରେ ଘର କରିନେଲ💐💐

  • @Manoj-to2ed
    @Manoj-to2ed 5 месяцев назад +3

    Eraa didi number one singer, mela singer odisha ku gote nua adhaya suru habaku jauchi

  • @anandasamal3166
    @anandasamal3166 3 месяца назад +6

    Beautiful😍😍 song🎵🎵😍

  • @supravasethy
    @supravasethy 9 месяцев назад +17

    ଶବ୍ଦ କିଛି ନାହିଁ କହିବାକୁ ଏମିତି ଗୀତ ବହୁତୁ ସୁନ୍ଦର 👏👏👏👏

  • @PaagalKhopdi
    @PaagalKhopdi 9 месяцев назад +10

    ଗୀତଟି ସମ୍ପୂର୍ଣ ଶୁଦ୍ଧ ଓଡ଼ିଆ ରେ ଲେଖା ଯାଇଚି , ସେଇଥିପାଇଁ ଏତେ ମନଛୁଆଁ ହୋଇଛି । ମଳୟ ମିଶ୍ର ଙ୍କ ଗୀତ ଆମେ ପିଲାଦିନୁ ଶୁଣି ଶୁଣି ଆସୁଛୁ । ହୃଦୟର ଲେଖା ଆଜି ଗୀତ ହୋଇ ଆଜି ସାହିତ୍ୟ ପ୍ରେମୀ ,ସୁଦ୍ଧ ଓଡ଼ିଆ ଗୀତକୁ ଭଲ ପାଉଥିବା ଶ୍ରୋତାଙ୍କ ହୃଦୟ କୁ ଛୁଇଁ ଦେଉଚି । 😊😊 ଶ୍ରମ ସାର୍ଥକ ହେଇ ଯାଇଛି

  • @satyapahi5330
    @satyapahi5330 4 месяца назад +6

    Sundar truptira abasada nahin jete sunuthile nua laguthai!🎉🎉🎉🎉

  • @adoy9714
    @adoy9714 3 месяца назад +4

    Sir prathamo ae gita suni ma hrudaya chuila bhali lagila🎉❤🎉🎉❤❤

  • @biswajitbehera1619
    @biswajitbehera1619 9 месяцев назад +10

    ଏ ଗୀତ ଟି ସବୁବେଳ ପାଇଁ ହୃଦୟ ରେ ରହିଗଲା❤❤❤❤❤❤❤

    • @bcoolmp3212
      @bcoolmp3212 9 месяцев назад

      ବହୁତ ଦିନ ପରେ ଗୋଟେ ଭଲ ଗୀତ ଟେ କାନରେ ବାଜିଲା, ଭାବର୍ଥକ ଗୀତ,

  • @laxmicreactionpuri
    @laxmicreactionpuri 9 месяцев назад +17

    Sapana na asunu ❤tu ashi dishi jau ❤
    Prema dipa jali dei khusi dei chali jau ❤❤❤❤NYC lyric❤❤NYC voice ❤❤

  • @user-rk1zw7fj6z
    @user-rk1zw7fj6z 7 месяцев назад +4

    ପ୍ରେମ ନ କରିକି ମଧ୍ୟ ଏହି ଗୀତ ଶୁଣିଲା ପରେ ଲାଗୁଛି ଯେ ମୁଁ ବି ଜଣକୁ ପ୍ରେମ କରୁଛି ବହୁତ ଭଲ ଲାଗୁଛି ଏହି ଗୀତ ସତରେ 😊😢 ହୃଦୟ ରୁ ଧନ୍ୟବାଦ୍ ସମସ୍ତଙ୍କୁ ❤❤

  • @user-fp1ru7px4z
    @user-fp1ru7px4z 5 месяцев назад +2

    E song ak number lagila.sat aay preama ra Jay hue

  • @KaluCharan-dw3cv
    @KaluCharan-dw3cv 8 месяцев назад +10

    ସତ କହିବି ନା ମିଛ କହିବି...... ସତରେ ଗୀତଟା ବହୁତ ଭଲ ଲାଗୁଛି......ଯେତେ ଶୁଣିଲେ ବି ନୂଆ ଲାଗୁଛି... ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖିଲେ ନୂଆ ଦିଶୁ ଥାଇ ❤❤❤

    • @gudulu-ev2xf
      @gudulu-ev2xf 4 месяца назад

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉😢🎉🎉❤❤❤❤😂😂😂😂😂😂😂😂😂😂😂❤❤❤❤❤❤❤❤😂❤❤❤❤❤❤❤❤❤❤❤❤❤❤❤

    • @biseswarmeher172
      @biseswarmeher172 3 месяца назад

      ବହୁତ ସୁନ୍ଦର କମେଣ୍ଟ

  • @pratyushsamal6599
    @pratyushsamal6599 9 месяцев назад +39

    We all know "Ira Mahanty " well how good she is,,,, let's appreciate this young "Somnath" ,what a voice.👍👍👍

  • @user-cn3ny5so6n
    @user-cn3ny5so6n 4 месяца назад +4

    Bhaut bhaut bhaut bhala heichi a song think you eraa mam

  • @sameersamantaray5908
    @sameersamantaray5908 8 месяцев назад +4

    ଆରେ ବାପ୍ରେ ବାପ୍❤। ଧନ୍ଯବାଦ ଏ ଗିତର ଲେଖକକୁ।

  • @chittaranjansubudhi792
    @chittaranjansubudhi792 9 месяцев назад +60

    Malay Mishra is the best music director of ollywood Industry❤❤❤

  • @krushnachandrabehera6996
    @krushnachandrabehera6996 9 месяцев назад +6

    ହୃଦୟ ସ୍ପର୍ଷୀ ଗୀତ ଟିଏ,ଯେତେ ଶୁଣିଲେ ବି ମନ ବୁଝୁନି , Grand salute to Singer❤

  • @SabitaPanda-b5l
    @SabitaPanda-b5l 11 дней назад +1

    ଅତି ସୁନ୍ଦର ଗୀତଟିଏ❤ପୁରା national level perfomence ❤
    ସପନ ନ ଆସୁନୁ ତୁ ଆସି ଦିଶିଯାଉ❤ o my god ❤really nice line❤❤
    କହାକୁ କହାକୁ ଏ song ବେଶି ଭଲ ଲାଗିଲା ସେ like କର ❤
    👇👇

  • @sasmitapaikray5681
    @sasmitapaikray5681 5 месяцев назад +5

    Nice song and beautiful voice

  • @narayanboxi2167
    @narayanboxi2167 9 месяцев назад +5

    Feels like again in 90's.
    Slow motion, nice voice, good music. ଲାଗୁଛି ଯେମିତି ପୁରୁଣା ଦିନ. ଅତି ସୁନ୍ଦର. ସଂଗୀତ ଭରା. ବହୁତ ବର୍ଷ ପରେ.

  • @Bishnubishi256
    @Bishnubishi256 9 месяцев назад +9

    ଧନ୍ୟବାଦ୍ ମଳୟ ସାର୍ ଗୀତ ବହୁତ ସୁନ୍ଦର ଲାଗୁଛି ଯେତେ ଶୁଣିଲେ ବି ମନ ଭରୁନି ❤❤❤👌👌👌👌

  • @sisirasahoo6561
    @sisirasahoo6561 5 месяцев назад +2

    Super Duper Mind Blowing And Legendary Song.

  • @jitenkumarrout3303
    @jitenkumarrout3303 5 месяцев назад +7

    ଆଧୁନିକତାର ସ୍ପର୍ଶରେ ହୁଏତ ଆଜି ଆମେ ସଙ୍ଗୀତ ମାଧ୍ୟମରେ ଟଙ୍କା ରୋଜଗାର କରିପାରିଛେ,କିନ୍ତୁ ପୁରତନତାର ଛୁଆଁ ଆମକୁ ଯେଉଁ ଖୁସି,ଅତ୍ମତୃପ୍ତି ଦେଉଥିଲା ତା ଏକ ସବୁଜ ଛବି ପରି ଆମ ହୃଦୟରେ ଆଙ୍କି ହୋଇରହିଛି। ଏ ଗୀତକୁ ଶୁଣି ମତେ କାଇଁ ସେମିତି ଅନୁଭବ ହେଉଛି। ପୁଣି ଥରେ ମୋ ପିଲାଦିନକୁ ଫେରିଯାଇ କେଉଁ ଏକ ଆମ୍ର ତରୁ ମୂଳେ ଏ ଗୀତର ପ୍ରତ୍ୟେକଟି ଶବ୍ଦକୁ ଛାତିରେ ଲଗେଇ ଗୁଣୁଗୁଣୁ ହେବାକୁ ଭାରି ଇଚ୍ଛା ହେଉଛି । ଭଗବାନ ମୋ ପିଲାଦିନ ଫେରି ଆସନ୍ତା କି !😭😭

  • @anantasingha4043
    @anantasingha4043 10 месяцев назад +28

    Outstanding voice.. ବହୁତ ସୁନ୍ଦର ଗୀତ love from Assam

  • @tapaskumarsingh1993
    @tapaskumarsingh1993 9 месяцев назад +131

    Original Odia Melody Queen Ira Mohanty is back Again❤❤❤

  • @nareshdashnareshdash5367
    @nareshdashnareshdash5367 6 месяцев назад +1

    Ati Sundar Gita ti hoyi chhi. Anek din pare mana ku chhuyi gala odia gitati

  • @babitajena4460
    @babitajena4460 6 месяцев назад +1

    Jete sunilebi ahuri sunibaku echa huchi satore bohut Sundar e gitoti❤❤❤❤❤

  • @priyadarshineesahu9353
    @priyadarshineesahu9353 9 месяцев назад +206

    Ira Mam voice always evergreen..... But Somnath voice seriously heart touching❤

  • @dilipkandi6368
    @dilipkandi6368 Год назад +13

    Bahut Sundar song Dil se ❤️👌

  • @gudduguddi8755
    @gudduguddi8755 6 месяцев назад +3

    Mote a Gita bahut bhala laguchi I ❤ this song ❤❤❤❤❤

  • @adoy9714
    @adoy9714 3 месяца назад +5

    Sir mu apankara bhali singer hebaku chahunchhi👼👼💝💝👑

  • @jayantaseth952
    @jayantaseth952 9 месяцев назад +6

    ବହୁତ ବହୁତ ସୁନ୍ଦର ଗୀତ ସାର ହୃଦୟ କୁ କିଣିନଉଚି. ଯେତେଥର ଶୁଣିଲେ ମନ ବୁଝୁନି. ଇରା ମାଡାମଙ୍କ କଣ୍ଠ ଆମର ଓଡିଶା ର ଗୌରବ. ଜୟ ଜଗନ୍ନାଥ 🙏🙏🙏

  • @bkp_b45
    @bkp_b45 9 месяцев назад +14

    Hats off to irra didi, somanath and Malay daaa .. aa song suni laguchi odia industry ra samst actor active heba hope ❤

  • @krishnanaikkrishnanaik640
    @krishnanaikkrishnanaik640 6 месяцев назад +13

    ବହୁତ ସୁନ୍ଦର ଗୀତ ଟିଏ
    ୟାକୁ କହନ୍ତି ଓଡ଼ିଶାର ପ୍ରେମ ଭରା ଗୀତ

  • @purnachandradas2905
    @purnachandradas2905 5 месяцев назад +3

    Nice love song ,heart tuching song

  • @mrsamalsamal9599
    @mrsamalsamal9599 9 месяцев назад +4

    Mind blowing ❤

  • @singharientertainment1605
    @singharientertainment1605 10 месяцев назад +13

    ବହୁତ୍ ସୁନ୍ଦର୍ ହୋଇଛି ଗୀତ ଟି...🥰
    ସାନ ଭାଇ ସୋମନାଥ କୁ ଅନେକ ଅନେକ ଶୁଭେଚ୍ଛା ସହିତ ଶୁଭକାମନା ଜଣାଇ ପ୍ରଭୁଙ୍କୁ ଡାକୁଛି ଭାଇ ମୋର ବହୁତ୍ ଆଗକୁ ବଢ଼ୁ...
    ଜୟ ଜଗନ୍ନାଥ

  • @pankaj9619
    @pankaj9619 7 месяцев назад +5

    What a soothing voice by Somnath. Kudos to Malay Mishra ji🎉

  • @parthasarathiroutray4400
    @parthasarathiroutray4400 3 месяца назад +3

    Beautiful song by team malaya mishra❤❤❤

  • @tusarkantajena5546
    @tusarkantajena5546 9 месяцев назад +8

    ଏମିତି ଗୋଟେ ଭଲ ଗାୟକ ଆମ ଓଡିଶା କୁ ଦରକାର...... ବହୁତ ସୁନ୍ଦର ଲାଗୁଚି ❤️love u bro

  • @krushnaswain6946
    @krushnaswain6946 9 месяцев назад +7

    Bhai tama song pura odisha ghatuchi ❤❤❤❤

  • @PuniKisan
    @PuniKisan 4 месяца назад +3

    Very nice song ❤

  • @user-io8ej8wg5s
    @user-io8ej8wg5s 7 месяцев назад +2

    Bahuta bhala hoichi ❤❤❤❤❤

  • @manasranjanpradhan36
    @manasranjanpradhan36 9 месяцев назад +7

    ଏମିତିକା ଗୀତ ହେଲେ ଶୁଣିବାକୁ ବୋହୁତ ଭଲ ଲାଗିବ ❤

  • @sangramkishoredas4679
    @sangramkishoredas4679 9 месяцев назад +28

    Once again another musical sensation by Malay Mishra with the cutest voice of Ira mohanty mam

  • @TRISTYENTERTAINMENT
    @TRISTYENTERTAINMENT 6 месяцев назад +1

    Lyrics and voice..just so beautiful...so elegance...

  • @MrKumarVlogsMasti
    @MrKumarVlogsMasti 8 месяцев назад +11

    ବହୁତ ସୁନ୍ଦର ଗୀତ ❤

  • @pabitranahak6001
    @pabitranahak6001 9 месяцев назад +5

    So beautiful voice of Ira didi and somnath bro thanks for raiter ❣️❣️kio Etna achha song likhe he❤❤

  • @Sanjaya8763
    @Sanjaya8763 9 месяцев назад +14

    ଶତରେ ଏ ଗୀତ ମୋ ହୃଦୟ କୁ ଛୁଇଗଲା ❤‍🩹❤‍🩹🥺🥺🥺🥺

  • @priyamajhi9096
    @priyamajhi9096 5 месяцев назад +1

    Jai shree Ram
    Jai shree Ram
    Jai shree Ram
    Super fantastic song
    God blessing