Exploring Lal Qila (Red Fort) | ଓଡ଼ିଆ ପୁଅ ଦିଲ୍ଲୀ ଭ୍ରମଣ | Odee Traveller
HTML-код
- Опубликовано: 30 окт 2024
- ନମସ୍କାର ମିତ୍ରମାନେ! Odee Traveller ଚ୍ୟାନେଲର ନୂଆ ଭ୍ଲଗ୍ ଭିଡିଓରେ ଆପଣଙ୍କୁ ସ୍ଵାଗତ! ଏବେ ମୁଁ ଆପଣମାନଙ୍କୁ ନେଇ ଯାଉଛି ଦିଲ୍ଲୀର ପ୍ରସିଦ୍ଧ ଐତିହାସିକ ସ୍ଥାନ Lal Qila (Red Fort)। ମୁଁ ଓଡ଼ିଶାରୁ ଆସିଥିବା ଜଣେ ଓଡ଼ିଆ ପୁଅ ଭାବେ ଏହି ଭବ୍ୟ ସ୍ଥାନର ଇତିହାସ, ସୌନ୍ଦର୍ଯ୍ୟ ଓ ତାର ଗୁରୁତ୍ୱ ଆପଣଙ୍କ ସାଙ୍ଗରେ ଶେୟାର କରିବି। ଆପଣ ଦିଲ୍ଲୀକୁ ଯିବାକୁ ଚିନ୍ତା କରୁଛନ୍ତି କିମ୍ବା ଇତିହାସିକ ସ୍ଥାନ ଭ୍ରମଣ କରିବାକୁ ଭଲ ପାଆନ୍ତି, ତାହେଲେ ଏହି ଭିଡିଓ ଆପଣଙ୍କ ପାଇଁ।
📍 Lal Qila Overview:
Location: Delhi, India
Built: In 1648 by Mughal Emperor Shah Jahan
A UNESCO World Heritage Site and a major historical monument in India
✨ Why You Should Visit:
A must-visit for history and architecture lovers
Famous for its stunning Mughal design and grandeur
One of the top attractions in Delhi
🎥 Equipment Used:
Camera: GoPro 12
Editing Software: Adobe Premiere
🎥 Shot by: Sangram Kumar Muduli An Odia boy from Bhubaneswar, Odisha
ଆମ ଚ୍ୟାନେଲକୁ SUBSCRIBE କରନ୍ତୁ ଓ ଏହି ଭିଡିଓଟିକୁ LIKE କରିବାକୁ ଭୁଲନ୍ତୁ ନାହିଁ।
#lalqilalive #redfort #odiavlogger #OdeeTraveller #TravelFromOdisha #delhitourism #OdiaBoy #ExploringLalQila #redfortdelhi
Nice place
Ati sundar ❤