ଭାରତ ମୁଣ୍ଡରେ ଅଠା ଲଗାଇଲେ ବାଇଡେନ୍ ! || America On India's Stand On Ukraine War ||Odisha Reporter

Поделиться
HTML-код
  • Опубликовано: 18 сен 2024
  • ପ୍ରତିଟି କ୍ଷେତ୍ରରେ ୟୁକ୍ରେନକୁ ନିରାଶ କରିଥିବା ଆମେରିକା। ଶେଷରେ ଭାରତ ମୁଣ୍ଡରେ ଅଠା ବୋଳିବାକୁ ଉଦ୍ୟମ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍। ୟୁକ୍ରେନ ସାଥୀରେ ସବୁ ବେଳେ ଆମେରିକା ସମେତ ନାଟୋ ଦେଶ ଥିବା କହି, ୟୁକ୍ରେନକୁ ଗଛ ଉପରେ ଚଢ଼ାଇ ଦେଇଥିଲା ଆମେରିକା।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #India #InternationalNews #jobaiden

Комментарии • 238

  • @bhagabatkathapratapnanda6308
    @bhagabatkathapratapnanda6308 2 года назад +104

    ଆମେରିକା ସ୍ୱାର୍ଥପର ଦେଶ
    ମୋ ଭାରତ 🕉️❤❤🙏

  • @kapilendrasahoobabu2825
    @kapilendrasahoobabu2825 2 года назад +32

    ଆଜି ପର୍ଯ୍ୟନ୍ତ ଭାରତ ବିରୋଧ ରେ ଯେତିକି ପ୍ରସ୍ତାବ ଉଠେ U N ରେ ସବୁଥିରେ ରୁଷିଆ ହିଁ ଭିଟୋ ଲଗାଇ ତାକୁ ନିଷ୍କ୍ରିୟ କରିଦିଏ।
    ରୁଷିଆ ଆମର ସବୁଠୁ ବଡ଼ ମୀତ୍ର ଦେଶ ।
    ଆଜି ସମୟ ଅଛି ତା ବିରୋଧ ରେ ସବୁ ଦେଶ ଏକତ୍ରିତ ହେଉଛନ୍ତି କିନ୍ତୁ ତାକୁ ଆମେ ସମର୍ଥନ କରିବା ଦରକାର।
    ୟୁକ୍ରେନ ର ସେନା ମାନେ ଆମ ଦେଶର ଛାତ୍ର ମାନଙ୍କୁ ଗୋଇଠା ମାରୁଛନ୍ତି କିନ୍ତୁ ରୁଷିଆ ସେନା ଆମ ପତାକା ଦେଖିଲେ କିଛି କରୁ ନାହାନ୍ତି ଏଇଠୁ ବୁଝ କୁ ନିଜର ଆଉ କିଏ ପର।

  • @pk5993
    @pk5993 2 года назад +40

    ମୋଦି ଜି ଯାହାକିଛି କରୁଛନ୍ତି ଠିକ କରୁଛନ୍ତି

  • @babudash1336
    @babudash1336 2 года назад +93

    ଆମେରିକାର ଦୋମୁହାଁ ନୀତି ସାରା ବିଶ୍ବ
    ପାଇଁ ବିପଦ ବଢ଼ା ଉ ଛି

    • @subhamsahoo5923
      @subhamsahoo5923 2 года назад +2

      trump ta bhala biden ta darua ta

    • @babudash1336
      @babudash1336 2 года назад

      ଡରୁଆ ନୁହେଁ Biden ଆ କ୍ରମଣ କଲେ
      ତୃତୀୟ ବିଶ୍ଵଯୁଦ୍ଧ ହେଇଯିବ ।

  • @stuluachary
    @stuluachary 2 года назад +17

    ଶାରା ବିଶ୍ଵରେ ପ୍ରତିରକ୍ଷାରେ ଋଷ ନଂ-1 । ଭାରତ ଶାରା ବିଶ୍ଵରେ ଲୋକପ୍ରିୟତା ନଂ-1 । ନଂ-1 ବନ୍ଧୁ ଋଷ ଭାରତ 🙋

  • @rrr4162
    @rrr4162 2 года назад +44

    Yes!ରୁଷ ହେଉଛି ଆମର ପୁରଣା ବନ୍ଧୁ।ରୁଷ ଯାହା କଲେ ଭି ଆମର ସମର୍ଥନ ତା ସପକ୍ଷରେ

  • @knowledgeremedies6367
    @knowledgeremedies6367 2 года назад +140

    1971 ଯୁଦ୍ଧରେ ଭାରତକୁ ଆମେରିକା କେତେ ସପୋର୍ଟ ଦେଇଥିଲା ଯଦି ବାଇବାବୁ ଜାଣି ନାହାନ୍ତି ତେବେ ଇତିହାସ ପଢନ୍ତୁ। ଆଉ ବର୍ତ୍ତମାନ ସ୍ଥିତି ରେ ଆମେରିକାକୁ ଯେତେ ସପୋର୍ଟ କଲେ ସୁଦ୍ଧା ସେ ବିପଦ ବେଳେ ପିଠିରେ ପଡେନି ବୋଲି ବିଶ୍ୱ ଜାଣି ସାରିଲାଣି।

  • @studyofeducationandtravel2792
    @studyofeducationandtravel2792 2 года назад +92

    ଆମେରିକା ବୁଦ୍ଧିରେ ପଡ଼ିଲେ,
    ବନ୍ଧୁତା ନ ରହି ଶେଷରେ ଶତ୍ରୁତା ହିଁ ବଢିବ ।
    ଆମେରିକା ଭାରତକୁ ଋଷ୍ ବିରୋଧରେ ମନ୍ତବ୍ୟ ଦେବାକୁ ଉସୁକାଉଛି ।ତେଣୁ ସତର୍କ ରହିବାକୁ ପଡିବ ।

  • @kachirjeetbehera1802
    @kachirjeetbehera1802 2 года назад +6

    1971 ମସିହାରେ ଆମେରିକା ଭାରତ କୁ କେତେ ସପଟ୍ କରିଥିଲା ତାହା ଇତିହାସ ରେ ଲିଖିତ ହୋଇ ରହିଛି। ଆଜି ଆମେ ଆମ ପୁରୁଣା ବନ୍ଧୁ ଋଷିଆ କୁ ସଫଟ୍ କରିବା ଦରକାର। ସବୁବେଳେ ଆମୋସହ ରହିଛି ଋଷିଆ। ଜୟ ଭାରତ ଜୟ ଋଷିଆ

  • @prasantpradhan6783
    @prasantpradhan6783 2 года назад +29

    I love my india 🇮🇳 jai bharat 🇮🇳

  • @tarakiranpatnaik1049
    @tarakiranpatnaik1049 2 года назад +16

    ଆମେରିକା ଗୋଟେ ରାଣ୍ଡି ପୁଅ ଅନତା... ଅସୁବିଧା ବେଳେ ସାଥ ଦିଏ ନାହିଁ

    • @deben22
      @deben22 2 года назад

      😄😂ସତ କଥା

    • @guruprasadbarick5818
      @guruprasadbarick5818 2 года назад

      Randi pua ananta asubidha bele saath diere bhai

  • @samaruhernna4118
    @samaruhernna4118 2 года назад +4

    ଆମ ଦୁଃଖ ସୁଖ ର ବନ୍ଧୁ ଋଷିଆ ଶବୁବେଳେ ଆମ ଭାରତ କୁ ନଜ ଭାଇଭଳି ଆମ ହାତକୁ ଧରିକି ଚାଲୁଛି ବାଟ ଆମେ ଋଷିଆ କୁ ଦୁଃଖ ଦେଇ ପରିବୁ ନାହିଁ jai hind

  • @sidharthasankarkhandai7632
    @sidharthasankarkhandai7632 2 года назад +5

    Modi is a great leader, diplomat and politician...

  • @susantkumardas7539
    @susantkumardas7539 2 года назад +12

    Bharat mahan jai bharat mata

  • @indian_villagers1
    @indian_villagers1 2 года назад +23

    America ପାଇଁ ଆମ ରାଣ୍ଡୁଆ ଟୋକାମାନେ ଯଥେଷ୍ଟ Americaକୁ ଗେହୀ ଛୁଆ କରିଦେବେ।

  • @santilatanayak8427
    @santilatanayak8427 2 года назад +16

    ବାଇଡେନ ବୈମାନ ରାଷ୍ଟ୍ରପତି

  • @bibhutiparida4601
    @bibhutiparida4601 2 года назад +15

    ବାଇଡେନ୍ ଙ୍କ ମନ୍ତବ୍ୟ ରୁ ଆମେରିକା ର ଅସହାୟତା ଜଣାପଡ଼ି ଗଲାଣି । କିଏ କୋଉଠୁ ସଉଦା କରିବ କିଏ କାହା ସହ ସମ୍ପର୍କ ରଖିବ ସେସବୁ ଯେମିତି ଚିରକାଳ ଆମେରିକା ସ୍ଥିର କରିବ ଭାବିଚି । ଆଗ ଭଳି ଆଉ ତା'ର ଦାଦା ଗିରି ନାହିଁ ବୋଲି ଆମେରିକା ଜାଣି ସାରିଲାଣି ।
    କହିବାକୁ ଗଲେ ୟୁକ୍ରେନ ଠାରୁ ଆମେରିକା ଉପରେ ରୁଷିଆର ରାଗ ଅଧିକ ।

  • @sudarsan0143
    @sudarsan0143 2 года назад +20

    ଆମେରିକା ବୋଧେ ଜାଣିନି ଆଉ ସେ ଭାରତ ନାହିଁ ଏବେ ସବୁଥିରେ ଭାରତ ଆଗରେ ଅଛି ଆଉ ଆମେରିକା ଟିକେ ଭାବିକି ଆମ ଦେଶ ସହ କଥା ବାର୍ତ୍ତା ହେଉ ନଚେତ ଏମିତି କିଳା ନେବ ସେତେବେଳେକୁ କିଏ ପିଠିରେ ପଡ଼ିବାକୁ ନଥିବ କାରଣ ବର୍ତ୍ତମାନ ଜାତିସଂଘ ମଧ୍ୟ ଭାରତକୁ ସମ୍ପୂର୍ଣ୍ଣ ସମର୍ଥନରେ ଅଛି ଆଉ ଆମେରିକା ଟିକେ ଦେଖିକି କାମ କରୁ

  • @i_am_guruprasad
    @i_am_guruprasad 2 года назад +4

    Indian government doing right. 👍🏼 No need to be worried.

  • @sigmaboy4490
    @sigmaboy4490 2 года назад +3

    ପାକିସ୍ତାନ ଠୁ ବେସି maramtak ଦେଶ ହେଲା ଆମେରିକା.

  • @satyajitbaral7346
    @satyajitbaral7346 2 года назад +5

    Are tension nahi ama saha lagile kn haba janini indian brave soldiers ghare pasiki maribe jai hind 🇮🇳

  • @sujitkumarbehura1058
    @sujitkumarbehura1058 2 года назад +5

    ଭଲ ହେଇଛି । ଏବେ ଆମେ କାହାର ହେବା । କାହାକୁ ସପୋର୍ଟ କରିବା ।

  • @ramakanthdash8496
    @ramakanthdash8496 2 года назад +2

    ବୁଢ଼ା ପାଗଳ ହେଇଗଲାଣି.. ମୋଦି ଖେଳ ବୁଝିବା ବହୁତ କଷ୍ଟ...

  • @bisoyibabuli
    @bisoyibabuli 2 года назад +8

    ମାଇଚିଆ baiden

  • @ranjanpanda466
    @ranjanpanda466 2 года назад +1

    India🇮🇳 allways taking right step. Jai hind.

  • @Chandalmandal7837
    @Chandalmandal7837 2 года назад +7

    Selfish USA,,, All are know about his diplomatic policy, where is profit there is America

  • @chakanayanvision1453
    @chakanayanvision1453 2 года назад +1

    MY INDIA IS GREAT

  • @skumrkumar9685
    @skumrkumar9685 2 года назад +1

    Mera bharat mohan

  • @srinibasapanigrahi8271
    @srinibasapanigrahi8271 2 года назад +1

    ଉର୍କ୍ରାନ କୁ ଆଗେ ଆମେରିକା କହୁ ମୁଣ୍ଡ ନଇ ବାକୁ ।ତାରପାଇ ସବୁ ନାଟ।

  • @theunopenedpassionofdeepak4372
    @theunopenedpassionofdeepak4372 2 года назад

    ଭଲ ହେଇଛି

  • @kirtansathi5427
    @kirtansathi5427 2 года назад +4

    ଆମେରିକା ରୁସ କୁ ଡରୁଛି

  • @niruparealvloglifestory
    @niruparealvloglifestory 2 года назад +8

    America ra precident heba pain baiden ଅଯୋଗ୍ୟ

  • @Chandalmandal7837
    @Chandalmandal7837 2 года назад +10

    Ukraine ra barbadi paain USA hin daei, ଗଛ କୁ ଚଡେଇ ମୂଳ କାଟି ଦେଲା,,,

  • @biswajitsethi7008
    @biswajitsethi7008 2 года назад

    ଋଷ ୟୁକ୍ରେନ ଯୁଦ୍ଧର କାରଣ ଜୋ ବାଇଡେନ୍ ଅଟେ

  • @dineshmadhu2647
    @dineshmadhu2647 2 года назад

    Good desicion Of India.

  • @sumankarj
    @sumankarj 2 года назад +2

    ବିଶ୍ୱାସ କରନି ଆମେରିକା

  • @sayonimandal8076
    @sayonimandal8076 2 года назад

    Thank you for this information

  • @amarjena4835
    @amarjena4835 2 года назад +4

    Support only russia 🥰💪

  • @prasantpradhan6783
    @prasantpradhan6783 2 года назад +4

    America no 1 selfish country.but russia is best 👍 jai hind 🇮🇳

  • @dipaksahoo6795
    @dipaksahoo6795 2 года назад +11

    Afghanistan , Ukraine sabu jagare USA ra palei ba 2desh Ku gachha chadhei hanideba sange saman.

  • @dibyaturuk2673
    @dibyaturuk2673 Год назад

    My india

  • @kapilashsenapati3417
    @kapilashsenapati3417 2 года назад +17

    America is always selfish.

  • @munajena9111
    @munajena9111 2 года назад

    Bharat hai a

  • @tunapattanayak7492
    @tunapattanayak7492 2 года назад +2

    indiaa 🥰 Russia

  • @pratapchandramahanand1405
    @pratapchandramahanand1405 2 года назад +2

    I ❤️ Russia.

  • @itsUmacreations
    @itsUmacreations 2 года назад

    Jay Hind🇮🇳

  • @samaruhernna4118
    @samaruhernna4118 2 года назад

    Russia is a Good Friend Ilove india

  • @st-dc9dw
    @st-dc9dw 2 года назад

    Good diction India

  • @loverboy-gu6tr
    @loverboy-gu6tr 2 года назад

    Right

  • @rosalinrout1964
    @rosalinrout1964 2 года назад +1

    America Amit kn ki se decide kariba ama bharata kn kariba na kariba ama ichha

  • @debasish8065
    @debasish8065 2 года назад

    ମୋଦି କଣ ବୁଡି ବାଳ ସମ୍ପର୍କ ରଖି ଥିଲା ଆମେରିକା ସହ

  • @meherhendloom1708
    @meherhendloom1708 2 года назад +4

    America ra takat janapadigala

  • @jayadevnayak7931
    @jayadevnayak7931 2 года назад

    America and rus both our partner.we cant go against sny of these two.

  • @basudevjena3294
    @basudevjena3294 2 года назад

    Indian army is great

  • @damrudharpunji9689
    @damrudharpunji9689 2 года назад

    Russ i love you

  • @theunopenedpassionofdeepak4372
    @theunopenedpassionofdeepak4372 2 года назад

    ନିର୍ଲଜ ଯାଇ ଆମେରିକାରେ ବୋପା ପାଇଁ ପ୍ରଚାର କରୁଥିଲା ଫଳ ଆଉ କିଏ ପାଇବ

  • @uniqueconfuse46
    @uniqueconfuse46 2 года назад +1

    Amarica sabu bepadara karan

  • @bibhuti5999
    @bibhuti5999 2 года назад

    Modi is right

  • @bijubabubehera4001
    @bijubabubehera4001 2 года назад +1

    ବେଧବିଯା ବାଇଦେନ୍

  • @bkmangaraj1651
    @bkmangaraj1651 2 года назад +3

    America tautar no 1

  • @sushantabera6540
    @sushantabera6540 2 года назад +2

    ଆମେରିକା ର ଜୋ ବାଇଡେନ ମୋର ଶ- ହୁଏ ମୁଁ ଯେତେ ମନା କଲି ତୁ ଖଳନାୟକ କରେନା କୌଣସି ଦେଶ ଭିତରେ ଶତ୍ରୁତା ବଢ଼ାନା ସେ ଶ- ମୋ କଥା ମାନିଲାନି 😂😂😂😂😂😂😂😂😂😂😂😂😂😂😂

  • @girijakantabiswal973
    @girijakantabiswal973 2 года назад +2

    Putin modi 🔥🔥

  • @rajanikantanahak8868
    @rajanikantanahak8868 2 года назад +6

    America chanuchi Russia au Bharat war hou ki budhi America ra

  • @lokanathrout1735
    @lokanathrout1735 2 года назад

    Ati chalakia America...

  • @zigajkumar6151
    @zigajkumar6151 2 года назад

    ଆମେରିକା ସୋଲା ଦୁଇ ମୁଣ୍ଡିଆ ଦେଶ

  • @chandanpradhan7662
    @chandanpradhan7662 2 года назад

    Russia is our good friend.

  • @kapilashsenapati3417
    @kapilashsenapati3417 2 года назад +2

    If u think super power to attack on Russia.

  • @balmikimahanta7758
    @balmikimahanta7758 2 года назад +1

    Jea jhea kohelea mor dhoo

  • @ashoksethi6086
    @ashoksethi6086 2 года назад

    Amarica taboubia khuchi

  • @rajesh99110
    @rajesh99110 2 года назад +1

    Jetebele ame eka heijaithile setebele Russia ama saha chida heithila,,,,, au ebe Russia eka heijaichi Jetebele ame Russia saha rahiba uchit

  • @thanasundarsahu7018
    @thanasundarsahu7018 2 года назад +8

    jo biden is selfish america atmaghati amasarkar jobiden kathana suni ama deshara kiparimangala heba bhabidarkar indra gandhi priminister thibabele india pak war re sara biswa mane america bi ama augnest thila sete bele kebala rusia ama sahara hoithila to america ku bishwasa nahi ilove russia

  • @Bisleri1435
    @Bisleri1435 2 года назад

    if indian It gaints and scientists left usa then usa will loose everything and become powerles.🙏🕉️❤️🙏🇮🇳

  • @lalitmohangouda313
    @lalitmohangouda313 2 года назад

    Barden aka made his rastrapati,Tampa nka niswasare udijib

  • @DesiBlood123
    @DesiBlood123 2 года назад

    Bycut America product kale America okatre asijiba swadesi use Kara

  • @ajmunna447
    @ajmunna447 2 года назад

    America beast at

  • @kailashchandragouda5160
    @kailashchandragouda5160 2 года назад

    Due to jobiden war started. World's punishment to Jobiden.

  • @agnihimirika8088
    @agnihimirika8088 2 года назад +2

    America ku Biswas nhii.....

  • @kanhascreation49
    @kanhascreation49 2 года назад

    Why America do not help Ukraine directly Russia is our friend so

  • @parsuramnaik500
    @parsuramnaik500 2 года назад +1

    russia hi amara prakurta bandhu USA nuho.

  • @mn6036
    @mn6036 2 года назад

    Only Modi

  • @mn6036
    @mn6036 2 года назад

    Only Modi enough

  • @sushilkumarmahapatra3962
    @sushilkumarmahapatra3962 2 года назад

    kichi janini se

  • @ARJUNBMW-wm2xn
    @ARJUNBMW-wm2xn 2 года назад +2

    MAGHIA AMERICA
    BEDHAPILA KAHAKU EKUTIA PARIBANI
    DARIKI AFGHANISTAN RU PALAILA
    TALIBAN KU DARIKI

  • @sushilkumarmohanty9245
    @sushilkumarmohanty9245 2 года назад

    America chahuchi Russia sahita india ku satruta kariba pain

  • @officialchenal2971
    @officialchenal2971 2 года назад

    Russia India dest frends

  • @trilochandas5
    @trilochandas5 2 года назад

    America katha kuha saru g?di mora guru...

  • @bipinimoharana5227
    @bipinimoharana5227 2 года назад

    Jo baiden kei?

  • @padakbarik915
    @padakbarik915 2 года назад

    Rushia

  • @subashchandramallick7696
    @subashchandramallick7696 2 года назад +4

    Modi sabka bapp hai

  • @jagannathsingh7802
    @jagannathsingh7802 2 года назад +1

    America Afghanistan ru dari ki palai asiki Taliban Raaz karaidela ebe Ukraine ku semiti karila..

  • @sujit_sahoo
    @sujit_sahoo 2 года назад

    ବାଇ ବୁଢ଼ା ର ମୁଣ୍ଡ କିଛି କାମ କରୁ ନାହିଁ 🤣🤣🤣

  • @ganeswarbiswal7629
    @ganeswarbiswal7629 2 года назад

    Indian. I an

  • @user-fz7nm3lf5e
    @user-fz7nm3lf5e 2 года назад

    America re India ra jete rich man achanti modi tanku back Kari anile bahut bhala huanta,

  • @sumanmurmu173
    @sumanmurmu173 2 года назад

    America swarthporo ta

  • @rukmini6960
    @rukmini6960 2 года назад

    Title ta bhul rakhicha America naa Kyushu achhi lekhiba kathha🙄😏

  • @nibeditatripathy8256
    @nibeditatripathy8256 2 года назад

    America achi teki dhariba ta

  • @chandanpradhan7662
    @chandanpradhan7662 2 года назад

    America kahra uttam bandhu nuhaen.ukraine eita bujhibara thila.

  • @krushnamaninayak3205
    @krushnamaninayak3205 2 года назад

    America president Jobaiden ku Bharat PM Modi ji 💯 💯 re peliba . Baiden mane rakhitaa Bandhu Russia pain Bharat kichhi bi karipare . Baiden tu Bharat ku Chamcha Ukraine manekarena .

  • @biswajit1165
    @biswajit1165 2 года назад

    #AMERICA kahara nuhe 👍

  • @rakeshkumarswain3550
    @rakeshkumarswain3550 2 года назад

    Kaha kathare kichhi hebani se kahibe rahibe kichhi kariparibeni ....nije ta luchhi ki choranka pari America gachhare chadhei deuchhi tapare asubidha hele side heijauchhi kete kalija America ra hna paduchhi ....sabu bada bada country ku economically damage kariki nije uparaku uthibaku chesta karuchhi hele 2030 re India thiba 1at economic re dekhiba pura biswa