State cabinet amends law, allows tribals to sell their land || KalingaTV

Поделиться
HTML-код
  • Опубликовано: 25 дек 2024

Комментарии • 354

  • @balaihansdah9320
    @balaihansdah9320 Год назад +101

    ଦୁଃଖ ଲାଗୁଛି ଏ ସବୁ ଦେଖିବା ପାଇଁ... ଓଡ଼ିଶା ରୁ ସବୁ ଲୁଟିଲ ପଛରେ ନୀରହ ଆଦିବାସୀ ମାନଙ୍କର ଜମି ବି ଛାଡିଲ ନାହିଁ ।

  • @prasantamadhei3405
    @prasantamadhei3405 Год назад +147

    ଆଦିବାସୀଙ୍କ ଜମିହଡ଼ପ ପାଇଁ ଏକ ସୁନ୍ଦର ଷଡଯନ୍ତ୍ର ।

    • @tanupamash9189
      @tanupamash9189 Год назад

      Emiti kahucha jemiti jor jabardasti tumaku kuha jauchi jami biki dia free re

    • @letsgetsuccessinlife
      @letsgetsuccessinlife Год назад +8

      Tame mg reservation neiki sabu kariba

    • @Satya12740
      @Satya12740 Год назад +2

      You are right

    • @prasantamadhei3405
      @prasantamadhei3405 Год назад +6

      @@letsgetsuccessinlife Ta maaku Jia gehichhi taku kaha

    • @sabchangasi4580
      @sabchangasi4580 Год назад +5

      ​@@letsgetsuccessinlife Reservation ତୋ ଘରୁ ଦେଇ ଥିଲୁ

  • @girishchandrabiswal9510
    @girishchandrabiswal9510 Год назад +71

    ସାବଧାନ ସାବଧାନ ନେତା ମନ୍ତ୍ରୀ ସବୁ ନେଇଯିବେ

  • @cfltour1195
    @cfltour1195 Год назад +88

    କିଛି ଵି ବିକାଶ ହେବନି l ଓଲଟା ଜନଜାତି ଲୋକ ଙ୍କର ଆହୁରି ଜମି ବାଡ଼ି ବିକି ଖରାପ ପରିସ୍ଥିତି ରେ ଯିବେ l ଯଦି ସରକାର ଜନଜାତି ବିକାଶ କଥା ଚିନ୍ତା କରିଥିଲେ ଆଦିବାସୀ ଛାତ୍ର ଛାତ୍ରୀ ପାଠ ପଢି ଦାଦନ ଖଟି ବାହାର ରାଜ୍ୟ ଯାଇନଥାନ୍ତେ l

    • @glowswing4027
      @glowswing4027 Год назад +2

      Jou padhiki chideipakoucha ta ....

  • @bhadradurua2831
    @bhadradurua2831 Год назад +96

    ଆଦିବାସୀଙ୍କ ଜମି ଆଗାମି ପିଢି ପାଇଁ ଆଉ ସୁରକ୍ଷିତ ହୋଇ ରହିବ
    ନାହିଁ।ପ୍ରଲୋଭନ ର ଶିକାର ହୋଇ
    ଜମି ସବୁଦିନ ପାଇଁ ହରେଇବା ସ୍ବଭାବିକ।

    • @vikrantkhatai5750
      @vikrantkhatai5750 Год назад +7

      ପ୍ରଲୋଭନ ହବାକୁ କିଏ କହୁଛି, ସେଇଟା ତାଙ୍କର ଇଚ୍ଛା, ଯଦି ଜମି ମାଲିକ ନିଜେ ଚାହିଁବ ବିକିବା ପେଇଁ ହେଲେ ଏଇଠି ସରକାର ଙ୍କର କି ଦୋଷ. ଏଇଟା ଗୋଟେ ସ୍ୱାଗତ ଜୋଗୀୟ ପଦକ୍ଷେପ

    • @mangaltudu1472
      @mangaltudu1472 Год назад

      @@vikrantkhatai5750 ବଡ଼ ବଡ଼ିୟାଙ୍କୁ ମିଳିଗଲା ଜମି ହଡ଼ପ ର ଉପାୟ ପୁଣି 1980 ମସିହା ଫେରି ଆସିଲା

    • @brahmanadabehera2396
      @brahmanadabehera2396 Год назад

      ସବୁ ସାମାନ ହେବା ଦରକାର❤

    • @madhumitaulaka5754
      @madhumitaulaka5754 Год назад +1

      Ee neta mane sabu Kariba drama. Emane layak nahanti. Amara neta heba pain semane sign na kale kichi huantani emane sabu resign deba katha

    • @dilipsandha6014
      @dilipsandha6014 Год назад +1

      Nija echa re bikibe

  • @SamantaMajhi-sm2pq
    @SamantaMajhi-sm2pq Год назад +16

    ଯଦି ପାଠ ପଡ଼ିବା ପାଇଁ ଅସୁବିଧା ହେଉ ଥିଲା ,ତାହେଲେ ସରକାରୀ ଯୋଜନା କଣ କରୁଛି ସାହାଯ୍ୟ ପାଇଁ ?

  • @dularamkisku2357
    @dularamkisku2357 Год назад +21

    ଆଦିବାସୀଙ୍କ ଜମିଜାଗା ହଡପ ପାଇଁ ମହାଷଡଯନ୍ତ୍ର..... ଆଦିବାସୀ ବନ୍ଧୁ ସାବଧାନ ହୋଇଯାନ୍ତୁ

  • @Zamzamm8973
    @Zamzamm8973 Год назад +41

    ତାମିଲ କିଣିବେ ମୂର୍ଖ ଓଡ଼ିଆ ବିକିବେ

  • @kshirasindhusagaria1811
    @kshirasindhusagaria1811 Год назад +65

    ଆଦିବାସୀ ଙ୍କ ଜମିକୁ ହାତେଇ ବା ପାଇ ସେହିଁ ଧନୀ ଲୋକ ମାନେ ଏହି ଆଇନ୍ କୁ ଆଣି ଛନ୍ତି

  • @laxminarayanhembram5719
    @laxminarayanhembram5719 Год назад +14

    ଆଦିବାସୀ ମାନେ ଭବିଷ୍ୟତ ରେ ବହୁତ ଅସୁବିଧାର ର ସମ୍ମୁଖୀନ ହେବେ।

  • @prasantapattanaik862
    @prasantapattanaik862 Год назад +67

    ଏଥର ଜନଜାତି ହେବେ ଜମିହୀନ ଓ ଜମି ଦଲାଲ ହେବେ ମାଲେମାଲ୍ ।ଜଣେ ଜନ ଜାତିର କେତେ ଜମି ଥିଲେ ସେ ବିକ୍ରି କରି ପାରିବ? ଏହା ବଡ଼ ବଡ଼ ଧନୀ ଓ ଶିଳ୍ପପତିଙ୍କୁ ଆଦିବାସୀଙ୍କ ଜମି ହଡ଼ପ କରିବାକୁ ବାଟ ଫିଟିଲା।ଆଉ କାରଣ ସବୁ ଯୋଉ କୁହାଯାଇଛି ତାହା ଏକ ନିମିତ୍ତ ମାତ୍ର ଜମି ବିକାକିଣା କରିବା ପାଇଁ । ଓଡ଼ିଶା କ୍ରମଶଃ ଧନୀ ଶିଳ୍ପପତି ଓ ଜମି ଦଲାଲ ମାନଂକୁ ବିକ୍ରି ହେଇଯିବ ଦେଖ ।

    • @rjsoy4432
      @rjsoy4432 Год назад +5

      ଆପଣ ଆଦିବାସୀ ନ ହେଇ ମଧ୍ୟ ଏହା ଚିନ୍ତା ବ୍ୟକ୍ତ କରି ଥିବାରୁ 🙏

    • @Satya12740
      @Satya12740 Год назад

      You are right

    • @randeranjan1
      @randeranjan1 Год назад

      BJD sarkar bhala kela kariba ethara, adivasi lokonku mada handia peikee sabu jami hadap karibara eka upay.

  • @mrmadan1996
    @mrmadan1996 Год назад +6

    ଓଡ଼ିଶାରେ ଜମିଦାର ତଥା ଅଣ ଓଡ଼ିଆମାନେ ବେଆଇନ ଭାବରେ ଆଦିବାସୀ ମାନଙ୍କର ଜମିକୁ ଲୁଟି ନେଇଥିବା ବେଳେ ଏମିତି ନିୟମ କରି ଚୋରା ହାତରେ ଚାବିକାଠି ଦେଉଛନ୍ତି ଓଡ଼ିଶା ସରକାର ।
    ଆଦିବାସି ମାନଙ୍କୁ ଓଡ଼ିଶାରୁ ହଟାଇବାପାଇଁ ସରକାରଙ୍କର ଏହା ଏକ ବଡ଼ ବ୍ୟବସ୍ଥା ।
    ଜୟ ଜଗନ୍ନାଥ 🙏🙏🙏

  • @cfltour1195
    @cfltour1195 Год назад +24

    କିଛି କିଛି କିଛି ବାହାରିବେ ନାହିଁ l ଖାଲି ଜମି ଲୁଟ କରିବା ର ନୂଆ ଯୋଜନା l ହଁ ବାହାରିବେ ଆହୁରି ଆଦିବାସୀ ଗରିବ ମାନେ ବାହାରିବେ l

  • @starindiadigitalcreation8644
    @starindiadigitalcreation8644 Год назад +28

    ଆଦିବାସି ଏବେ ସବୁ ଭିକାରି ବନିବେ😢

  • @cfltour1195
    @cfltour1195 Год назад +24

    ବିଜେଡି ସରକାର ଖାଲି ଆଦିବାସୀ ଙ୍କୁ ଶୋଷଣ କରିବା ଛଡା ଆଉ କିଛି ଵି କରିନି l ଜୟପୁର ରେ ଦୁଇ ଦୁଇ ଥର ଚେରମେନ ଟି ଆଦିବାସୀ ସଂରକ୍ଷୀତ ହେଲା କିନ୍ତୁ ସେମାନେ ଅରିଜିନାଲ ଆଦିବାସୀ ଙ୍କୁ ଚେରମେନ କରିବା ପରିବର୍ତ୍ତେ ତେଲୁଗୁ ମହିଳା କୁ ଜାଲ ଆଦିବାସୀ ପ୍ରମାଣ ପତ୍ର କରି ଚେରମେନ କଲେ l ବର୍ତ୍ତମାନ ବୈପାରୀଗୁଡା ବ୍ଲକ ଚେରମେନ ଜଣେ ପ୍ରଶାନ୍ତ ଗୁପ୍ତା ନାମକ ଦୁଃପ୍ଲିକେଟ ଜାଲ ପ୍ରମାଣ ପତ୍ର ଦେଇ ଚେରମେନ ହୋଇଛି l କିନ୍ତୁ ସରକାର ଚୁପ ଚାପ ଖାଲି ଖେଳ କରି ଚାଲିଛି l ଛି ଛି ଆଉ କଣ କହିଵି ,ଆଦିବାସୀ ଙ୍କ ନାଁ ରେ ସବୁ କିଛି ଜାଲ ମାଲ ଚାଲିଛି l ଆଉ ଏମିତି କା ପରିସ୍ଥିତି ରେ ବିଜେଡି ଭଟ ଦେବା ନ ଦେଲେ ଭଲ l

    • @Shiva..4816
      @Shiva..4816 Год назад

      Thik kari chhi govt...adibasi loka madua..semananka kana re bhala manda katha subha jaeni.. ethra full mada pi ki maribe..👍

  • @brundabansingh9319
    @brundabansingh9319 Год назад +1

    ଆଦିବାସୀ ଲୋକଙ୍କ ଜମି ଲୁଟ ହେବାର ସୁନ୍ଦର ପ୍ରୟାସ.... ବଡ଼ ବଡ଼ିଆଙ୍କ ଜାଲରେ ଛନ୍ଦି ଗରିବ ଘରଡିହ....ଜମିଶୁନ୍ୟ ହେବେ ଆଗକୁ ଦେଖନ୍ତୁ।

  • @tmtaranivlogs
    @tmtaranivlogs Год назад +11

    ଧନୀ ଲୋକ ର ଇଟା ଗୁଟେ ଚକ୍ରାନ୍ତ ଆୟେ ଜମି ହାତେଇବାର୍ ଲାଗି
    ଆଦିବାସୀ ମାନ୍ ହିଁ ଇଥିର୍ ଶୋଷଣ୍ ହେବେ
    ଇ ଆଇନ୍ କେ ବିରୋଧ୍ କରାଯାଉ
    ଜୟ ଆଦିବାସୀ 🙏🙏🙏🙏

  • @panchananpradhan2397
    @panchananpradhan2397 Год назад +24

    ଆଦିବାସୀ ଜମିବିକି ବିକାଶ ହେବେ ନା ହିଁ ବିନାଶ ହେବେ

  • @thejobjourney05
    @thejobjourney05 Год назад +9

    ଶାଗ ମାଛ ଦରରେ ଆଦିବାସୀ ଙ୍କର ଜାଗାକୁ କିଣିକି ନେବା ପାଇଁ ଏଇଟା ଗୋଟେ ଯୋଜନା

  • @SamantaMajhi-sm2pq
    @SamantaMajhi-sm2pq Год назад +8

    କିଏ ଆପଣଙ୍କୁ ଜଣାଇ ଥିଲା, ଆଦିବାସୀଙ୍କୁ ଅସୁବିଧା ହେଉଛି ବୋଲି ? ଜମି ବିକେଲେ କଣ ଆଦିବାସୀ ରଜା ହୋଇ ଯିବ ?

  • @PurastamaMallick-g8h
    @PurastamaMallick-g8h Год назад +21

    100% ଏହା ଏକ ଆଦିବାସୀ ମାନଙ୍କୁ ବିନାଶ କରିବା ନିମନ୍ତେ ଷଡ଼ଯନ୍ତ୍ର

  • @dasarathisingh599
    @dasarathisingh599 Год назад +16

    ଏବେ ଆଦିବାସୀ ମାନଙ୍କର ଏତେ ଚିନ୍ତା କାହିଁକି ଭଟ୍ ର ୪ ବର୍ଷ କଉଡ଼ି ଥାଅ ଭଟ୍ ଆସିଲେ ବହୁତ୍ ଚିନ୍ତା ଆସୁଛି ସବୁ ହାରାମି ମାନେ

  • @badalraaz1908motivational
    @badalraaz1908motivational Год назад +19

    କିଛି ହେବନି ସବୁ ଲୁଟିନେବେ ବାରବାଦ ହେଇଯିବେ ଏଇ ଆଦିବାସୀ ସମ୍ପ୍ରଦାୟ ଲୋକମାନେ.....

  • @maabindhyavasini9517
    @maabindhyavasini9517 Год назад +5

    ଆଦିବାସୀ ମାନଙ୍କୁ ଯେତେ ଠକୁଥିଲେ ଆଗରୁ ,,,ଆହୁରି ଠକିବେ,,,,ଲୋକେ,,,,ଆଗେ ଯାଉ ନୀତି ଥିଲା ଠିକ ଥିଲା,,,,କାହିଁକିନା ସରକାର ଆଦିବାସୀ ପିଲା ମାନଙ୍କ ପାଇଁ ପଢ଼ିବାର ସୁବିଧା ଦେଉଛନ୍ତି,,,ଜମି ବିକିବାର ଦରକାର ନାହଁ,,,,,

  • @cfltour1195
    @cfltour1195 Год назад +18

    ଯଦି ସରକାର ଆଦିବାସୀ ଙ୍କ ଉପରେ ଏତିକି ଯଦି ସହାନୁଭୂତି, ଉନ୍ନତି ଚିନ୍ତା କରି ଥାନ୍ତା ମାନେ ରାଜ୍ୟ ରେ ପେସା ଆଇନ ଲାଗୁ କରି ଥାନ୍ତା l ଯାହା କି ଝାଡ଼ଖଣ୍ଡ ରେ ହେଇଛି l କିନ୍ତୁ ଓଡିଶା ର ଜନସାଧାରଣ ଖାଲି ବକା ମାନେ ଆଉ ଖାସ କରି ଆଦିବାସୀ ମାନେ l

    • @banitapidikabanitapidika4147
      @banitapidikabanitapidika4147 Год назад +1

      Adivasi ଯଦି ଏତେ ମୂର୍ଖ ହୋଇଥାନ୍ତେ କେବେ ବି devoloment ହୋଇନଥାନ୍ତେ ଯୋଉମାନେ ନେତା semane uneducated ମାନଙ୍କୁ ବୋକା ବନାଉଛନ୍ତି

    • @banitapidikabanitapidika4147
      @banitapidikabanitapidika4147 Год назад +1

      ତା ବୋଲି ନୁହଁ ଯେ ଆଦିବାସୀ ବୋକା ଆଦିବାସୀ ମାନଙ୍କର ନିରୀହ ହୃଦୟ କୁ ଦେଖି ନେତା ମାନେ ଖେଳୁଛନ୍ତି

  • @SUSHILARJUNNDAS
    @SUSHILARJUNNDAS Год назад +2

    ଜୟ ମାତୃଭାଷା

  • @ramcreations444
    @ramcreations444 Год назад +3

    ଉଚ୍ଚ ଶିକ୍ଷା କିମ୍ବା ଉଦ୍ୟୋଗ କି ଆଉ କୌଣସି କାର୍ଯ୍ୟ କରିବା ପାଇଁ ଓଡ଼ିଶା ସରକାର କିଛି ତ କରିପାରୁନି ଶେଷରେ ପେଟ ପାଟନା ପାଇଁ ରହିଥିବା ଟିକେ ଜମିକୁ ବି ଏ ସରକାର ଛାଡ଼ୁ ନାହିଁ। ଜମି କେବଳ ସେଇମାନେ ହିଁ କିଣିବେ, ଯିଏ ଏସବୁ ନୀତି କାଢ଼ୁଚି, ଅସଲି ଲୋକ ତ ମରିବା ରାହା ରେ।

  • @indragggmajhihff4681
    @indragggmajhihff4681 Год назад +11

    ଆହୁରି ତଳକୁ ଖସି ଯିବେ ଆଦିବାସୀ ମାନେ ଯାହାକି ଜମି ଟିକେ ଥିଲା ସେ ଜମି କି ଯଦି ବିକ୍ରି କରି ଦେବେ ବେଳେ ଆଉ ତାଙ୍କର ପାଖରେ କଣ ରହିଲା

  • @romeostar.6587
    @romeostar.6587 Год назад +10

    ଆସିବାସୀମାନେ ଉନ୍ନତି ବଦଳରେ ଦରିଦ୍ର ହେବେ । 😢😢stଜମି ଲୁଟିବା ପାଇଁ ଷଡ଼ଯନ୍ତ୍ର।

  • @tripatikilaka9308
    @tripatikilaka9308 Год назад +3

    ଯଦି ଜନଜାତି ନିଜର ବିକାଶ ପାଇଁ ପାଠ ପଢ଼ା, ବାଣିଜ୍ୟ, ବ୍ୟବସାୟ ଓ ଡାକ୍ତରୀ ବୋଲି ଅନେକ.. ଯାହା ଯାହା କହୁଛନ୍ତି.. ନିଜର ଭିଟାମିନ ବିକିଲେ, ବନ୍ଧକ ରକିଲେ ବିକାଶ କରିପାରିବେ ତେବେ ଆମ ସରକାରଙ୍କ ଶାସନ ବ୍ୟବସ୍ଥା କେତେ ନୀଚ? ବିକାଶ ପାଇଁ ହେଲେ ଭିଟାମାଟି ବିକି ବାକୁ ପଡୁଛି. ଏମିତି କୋଉ ଆଦିବାସୀ ପାଖରେ ପାଞ୍ଚ ଏକର ରୁ ଅଧିକ ଜମି ଅଛି. ଆଜି ଯାଏଁ ସରକାର ଆଦିବାସୀ ଙ୍କୁ ଘର ଡିହ ଓ ଜଙ୍ଗଲ ଜମି ପଟ୍ଟା ଖଣ୍ଡେ ଦେଇ ପାରୁନି. ଯାହା ହାତରେ ଖଣ୍ଡେ ଅଛି ତାହାକୁ ମଧ୍ୟ ମଦ, ମାଂସ, ଶାଗ ଓ ମାଛ ଦରରେ ହଡପ କରିବାକୁ ବସିଛି.25ବର୍ଷ ର ସରକାର କୁ ଆଦିବାସୀ ମାନେ ଏହା ହିଁ ଅପେକ୍ଷା କରିଥିଲେ. ସାବଧାନ ମରଣ କାଳେ ବିପରୀତ ବୁଦ୍ଧି.

  • @indiancricket7890
    @indiancricket7890 Год назад +10

    ଏ ସବୁ ବ୍ରାହ୍ମଣ ମାନଙ୍କର ଷଡ଼ଯନ୍ତ୍ର ବିଜେଡି ବ୍ରାହ୍ମଣ ମାନଙ୍କର ପାର୍ଟି । ଆଦିବାସୀ ଆନ୍ଦୋଳନ କରିବାକୁ ଆସ ଅନ୍ୟଥା ଭୂମି ହିନ ହେବ ଆଦିବାସୀ jai bhim

  • @mangaltudu1472
    @mangaltudu1472 Год назад +15

    ସବୁ ଠାରୁ ଖରାପ୍ ନିଷ୍ପତି ପୁଣି ଗୋଟାଏ ମନ୍ଦ ବୋତଲ ରେ ଜମି ବିକ୍ରି ହେବ

  • @rajkumarbhuyan759
    @rajkumarbhuyan759 Год назад +17

    Shame on those MLA and MPS, who supported the law.this is a way to grab land of tribal by non-tribal.

  • @kailashpadhan4728
    @kailashpadhan4728 Год назад +21

    SC and ST land rich people Mane Sabu neijibe

  • @surendrarout-pg6pd
    @surendrarout-pg6pd Год назад +20

    ଏଇ ଆଇନଟା ଆଗରୁ ଅଛି,,,, ଏ ଆଇନରେ ସାପ ମରିବନି କି ବାଡି ଭାନ୍ଗିବନି

  • @01Bharatiya
    @01Bharatiya Год назад +5

    ଏଥର ସବୁ ଜଙ୍ଗଲ ଜମି ପାଣ୍ଡ୍ୟା ଆନ୍ନା ଲୁଟିବା ଫାଇନାଲ ହେଇଗଲା

  • @brahmanadabehera2396
    @brahmanadabehera2396 Год назад +2

    ଧନ୍ୟବାଦ୍

  • @Rajubiswalll
    @Rajubiswalll Год назад +21

    Turn ur Agitation into action
    We don't want to sell our motherland
    Jai Kosal 🚩🚩🚩

  • @indiancricket7890
    @indiancricket7890 Год назад +1

    ଏମାନଙ୍କୁ ଲାଜ ଲାଗୁ ନାହିଁ ଜମି ବିକ୍ରି କରି ପାଠ ପଢ଼ି ବେ ଛି ଛି ନବୀନ ସରକାର ମୂର୍ଖ ନିଷ୍ପତି ଆଦିବାସୀ ମାନଙ୍କୁ ଗରିବ କରିବ । ଏମିତି ତୋ ଆଦିବାସୀ ଗରିବ ଅଛନ୍ତି ଆହୁରି ଭିକାରୀ ହେବେ । ଜମି ହଡ଼ପ କରାଯିବ । ଆଦିବାସୀ ଆନ୍ଦୋଳନ କରିବାକୁ ଆସ ଉଗ୍ର ଆନ୍ଦୋଳନ କର ନଚେତ୍ ଭୂମି ହିନ ହେବେ

  • @sidhabudhaproduction2046
    @sidhabudhaproduction2046 Год назад +4

    ଆଦିବାସୀ ମାନଙ୍କୁ ଆଉ କେତେ ଶୋଷଣ କରିବ
    ଇଟା ଭୁଲ ଏ.... ବେଡା ବନାଉଛ

  • @brundabanratei1632
    @brundabanratei1632 Год назад +1

    Good disision nabin sir

  • @rameshmajhi4317
    @rameshmajhi4317 Год назад +4

    ମାଘିଆ ସୁଦାମ ମାରାଣ୍ଡି । ତ ଘଇତା ପାଇଁ କରୁଛୁ

  • @munnamaichel345
    @munnamaichel345 Год назад +3

    Very good 👍

  • @playtube001
    @playtube001 Год назад +3

    Thank you Naveen Sir ❤

  • @Ashutosh55342
    @Ashutosh55342 Год назад +4

    ଶିଳ୍ପପତି ଏବେ କୋଟି ପତି ହେବେ, ଭୋଲା ଭଲ ଲୋକଙ୍କୁ ଠକି ସବୁ ଜମି ହଡ଼ପ ହେଇଯିବ

  • @Shiva..4816
    @Shiva..4816 Год назад +2

    ଠିକ କରି ଛି ସରକାର।।ଏମାନଙ୍କ ଏୟା ହେବା ଠିକ୍ ।ସବୁ ବେଳେ ମଦ ପିଇ କି ଘରେ ଗଲି ଝଗଡ଼ା କରି ବାର ,ଆଉ କିଛି କାମ ଧନ୍ଦା ନାହିଁ।ଆଉ ଯିଏ quata ପାଇକି ଚାକିରି ଖଣ୍ଡେ ପାଇଗଲା ତାର ସମାଜ ପ୍ରତି ଆଉ ଟିକେ ବି ଅନୁକମ୍ପା ନାହିଁ।। ଆପ୍ ସୁଖ ତୋ ଜଗତ ସୁଖ ଭାବୁ ଛନ୍ତି।ତାଙ୍କର ସମାଜ strog ନାହିଁ।।ଏଥର ଆଦିବାସୀ samudya ଗାଣ୍ଡୀ ମରଇ ହେବେ।।ଏଥର ଏମାଙ୍କକୁ ସହଜ ହେଇ ଗଲା।ଜମି ବିକ୍ରି କି ମଦ ପିବେ।ତାଙ୍କ ଜାତି ହି ନର୍କ ଜାତି।ଭଲ ରାସ୍ତା କୁ ଆଣିଲେ ବି ଏମାନେ ଚାଲିବାକୁ ଚାହାନ୍ତି ନାହିଁ।କଣ କରିବା ସରକାର ଠିକ୍ କରି ଛି👍👍johar🙏

  • @padmalochanbehera5660
    @padmalochanbehera5660 Год назад +1

    Thank you ❤❤❤

  • @SagarNaik6
    @SagarNaik6 Год назад +7

    ସେଣ୍ଟର ରେ ମୋଦୀ ଏ ନିୟମ କୁ ପାସ୍ କରିଛି।।।।। ଏବେ ଓଡିଶା government କରିଲା।।।
    ଆଦିବାସୀ ବିଚରା ମରୀବେ 😢

  • @SUSHILARJUNNDAS
    @SUSHILARJUNNDAS Год назад +1

    ଜୟ କୋଣାର୍କ ମାତା ନମଃ

  • @FelixSunilKandulna-wg7gp
    @FelixSunilKandulna-wg7gp Год назад +8

    Sir, business pain bank loan miluchhi,nationalise bank loan deuchhi,bodhe bholiki 1956 ro regulation2 thik kori podhi nahanti,medical treatment pain jojona achhi,facilities ochhi,housing loan miluchhi nationalise bank dora,adivasi lokoku bhondai chaluchhonti,party ro gulam houchhonti,parti re fevical lagi jai,party ro votebank horse

  • @skmplanet9591
    @skmplanet9591 Год назад +6

    Sounds good and it will work fine only if the industrialists and very rich are not allowed to buy the lands.

  • @nitishsahu9893
    @nitishsahu9893 Год назад

    ଏତେ ବର୍ଷ ଶାସନ ପରେ ମଧ୍ୟ ଆଦିବାସୀ ମାନଙ୍କୁ ପାଠ ପଢେଇବାକୁ ଜମି ବିକିବାକୁ ପଡୁଛି।

  • @nareshthebindashboy5163
    @nareshthebindashboy5163 Год назад +1

    Congratulations all🎉

  • @abdhutbariha4320
    @abdhutbariha4320 Год назад +10

    କିଛି, ହେବନି st,ମାନେ ଜମି ହରା ଇବେ,କିଛି ଉନ୍ନତି ହେବ ନାହିଁ,

  • @krupasinghpatra2906
    @krupasinghpatra2906 Год назад +1

    ଏହି ଆଇନ ଠିକ୍ ନୁହେଁ ଆଦିବାସୀ ମାନଙ୍କପାଇଁ ଏହା ତୁରନ୍ତ ହଟା ଯାଉ ସବୁ ଦଲାଲ ଆଫାରି ବସିଛନ୍ତି ସବୁ ଲୁଣ୍ଠନ କରିବେ ନିହିର ଆଦିବାସୀ ମାନଙ୍କ ଜମିକୁ ହଡପ କରିବେ ଆଦିବାସୀ ମାନଙ୍କର କିଛି ବି ବିକାଶ ହେବନାହିଁ ଏହି ଧନୀ ଓ ମନ୍ତ୍ରୀ ମାନଙ୍କର ବିକାଶ ହେବ ଏ ଆଇନ ଚତୁର ସହିତ ଆଣିଛନ୍ତି

  • @mks2640
    @mks2640 Год назад +3

    Wrong decisions taken by ST minister 😱😱😱😱

  • @abinashmohanty546
    @abinashmohanty546 Год назад +8

    General should accept sc st girls

  • @gourishankarparida6937
    @gourishankarparida6937 Год назад +2

    Right disition

  • @Arun3961
    @Arun3961 Год назад

    ଆମ ଓଡିଶା ର ସମସ୍ତ "ଆଦିବାସି" ନୁହଁ "ସରଳ ପ୍ରକୃତି ବାସି" ଙ୍କୁ ଅନୁରୋଧ, ଏଭଳି ଚକ୍ରାନ୍ତ ରୁ ନିଜକୁ ଦୂରେ ରଖନ୍ତୁ ଆଉ ନିଜ ଜମି ବିକ୍ରି ବା ବନ୍ଧା ରଖନ୍ତୁ ନାହିଁ। ଯଦି ସରକାର ଙ୍କ ଏତେ ଦୟା ତ ଜରୁରୀ ଜିନିଷ ବିନା ଟଙ୍କା ରେ ପ୍ରଦାନ କରୁ। ଜୟ ଓଡିଶା

  • @bibhutibhusannaik1245
    @bibhutibhusannaik1245 Год назад +2

    Very good

  • @jaga918
    @jaga918 Год назад +1

    Right decision, permission pura uthijiba darkar

  • @swapanmandal378
    @swapanmandal378 Год назад +4

    Good steps by government

  • @Zoology_student_74
    @Zoology_student_74 Год назад +4

    I totally disappoint with this news 😢

  • @St.talking
    @St.talking Год назад +3

    Niriha aadivasi hi bhumi hino heijibe 100%%%

  • @biswajittudu870
    @biswajittudu870 Год назад

    Good Decision

  • @srinathmurmu8104
    @srinathmurmu8104 Год назад +2

    Home loan ebe mili pariba.

  • @cfltour1195
    @cfltour1195 Год назад +2

    ଭାଷା ଟିଚର ଟିଏ ବାହାରିଲା ତା ପରେ ଆଉ କଣ ଭାଷା ଟିଚର ଆଉ ଦରକାର ନାହିଁ କି ରାଜ୍ୟ ରେ ଭାଷା ଟିଚର l

  • @sudammeher2127
    @sudammeher2127 Год назад

    Right sir

  • @jharanajena199
    @jharanajena199 Год назад

    କିନ୍ତୁ ଦଲାଲ ଙ୍କୁ ସାବଧାନ 🙏

  • @ImRocky15
    @ImRocky15 Год назад +2

    Good decision 👏 👌 👍

  • @bhimamurmu379
    @bhimamurmu379 Год назад

    ଆଦିବାସୀଙ୍କ ଭୋଟରେ ନବିନ ପଟ୍ଟନାୟକ ରାଜନୀତି କରୁଥିଲେ ବର୍ତ୍ତମାନ ଆଦିବାସୀମାନେ ବୁଝିପାରି ଲେ ଆଦିବାସୀ ପ୍ରତି କେତ ଦରଦ ଅଛି ବିଜେଡି କୁ ଆଦିବାସୀ ମାନେ ଭରଷା କରୁନାହାନ୍ତି

  • @pariantivirus9404
    @pariantivirus9404 Год назад

    Nyc

  • @dambarudharmajhi6385
    @dambarudharmajhi6385 Год назад

    ସବୁ ଅନୁସୂଚିତ ଜନ ଜାତି ବିକ୍ରି କରିଲେ ବିଜେଡି ଓଡ଼ିଶାରେ କ୍ରିଷ୍ଟିଆନ ଓ ପଠାନ ମାନଙ୍କୁ swabilamban କରିବା ପାଇଁ ସାହାର୍ଯ୍ୟ କରିବ ଆଉ ଯେତିକି st ତାଙ୍କର ଗୁଲାମୀ ହେବେ

  • @prakashbag9099
    @prakashbag9099 Год назад +2

    Sir ebe sabu jami biki mada piebe

  • @smileentertainmentmusic1320
    @smileentertainmentmusic1320 Год назад +1

    Bhalo hela nai😂😂😂😂😂

  • @sadhanugursandi8798
    @sadhanugursandi8798 Год назад

    ବକାଛଦା ସୁଦାମ ମାର୍ଣ୍ଡି ଏହି ଭାଷଣ ଦବାକୁ ଲଜ୍ଜା ଲାଗୁନି ଆଦିବାସୀ ହେଇକି ଆଜି କାଲି ବକାଛଦା କେହି ନାହାଁନ୍ତି ବାହାର କୁ ଯାଇକି income କରୁଛନ୍ତି ସେତିରେ ବହୁତ ଉନ୍ନତି କରିଲେଣି ଆଦିବାସୀ ଲୋକ କେବେ ହଟାତ୍ ରେ ଜମି ବିକନ୍ତି ଜଣିଛ କି ଆଦିବାସୀ ନେତାମାନେ...

  • @GhasiramMajhi-d8e
    @GhasiramMajhi-d8e 8 месяцев назад

    ସାବଧାନ ମନ୍ତ୍ରୀ ନେତା ମାନେ

  • @phagunugond8215
    @phagunugond8215 Год назад +1

    ଆଦିବାସୀ ପାଠ ପଢିବାକୁ ଜମି ବିକ୍ରି କରିବେ ତାପରେ ଚାକିରି ନ ମିଳିଲେ ଘରେ ବସି ଗିନି ବଜେଇବେ

  • @prahladaswain143
    @prahladaswain143 Год назад

    ସବୁ ମୋ ଘର ଯୋଜନା ପାଇଁ ହେଇଛି

  • @premsagarnaik4469
    @premsagarnaik4469 Год назад +3

    Wrong Decision

  • @prasantakumar1523
    @prasantakumar1523 Год назад

    ବିରୋଧୀ ମାନେ ଆଦିବାସୀ ବିକାଶକୁ ତ୍ବରାନ୍ବିତ କରିବାକୁ ଚାହୁନାହାଁନ୍ତି । ଝିଅ ବିବାହ, ଆବଶ୍ୟକ ପଡିଲେ ମେଡ଼ିକାଲ ଖର୍ଚ୍ଚ , ବ୍ୟବସାୟ, ପାଠାପଢା ଖର୍ଚ୍ଚ ଆଦି ବିରୋଧୀ ଗୋଷ୍ଠୀ ଆଜିଠାରୁ ଦିଅନ୍ତୁ । ମୁଁ ଭାବୁଛି ବିରୋଧୀ ଗୋଷ୍ଠୀ ମାନେ ଆଦିବାସୀ ଓ ହରିଜନ ଆଦି ଜାତିଙ୍କ ଉପରେ କିଛି ରାଗ ସୁଝାଉ ଛନ୍ତି । ସରକାରଙ୍କର ସ୍ବାଗତ ଯୋଗ୍ୟ ପଦକ୍ଷେପ କୁ କେବଳ ରାଜନୀତି କରଣ କରିବା ବ୍ୟତୀତ ଅନ୍ୟ କିଛି ନୁହେଁ ।

  • @indiancricket7890
    @indiancricket7890 Год назад

    ଏହି ନିୟମ ର କଡ଼ା ବିରୋଧ ପ୍ରଦର୍ଶନ କରିବା ପାଇଁ ସମସ୍ତ ଆଦିବାସୀ ସଡ଼କ କୁ ଅସ ଅନ୍ୟଥା ଭୂମି ହିନ ହୋଇଯିବେ ଆଦିବାସୀ

  • @sambalpuriya5516
    @sambalpuriya5516 Год назад

    ଦିନେ ଏମିତି ପରିସ୍ଥିତି ହେବ ଯେ ଆଦିବାସୀ ଙ୍କ ପାଖରେ ଜମି ଟିକେ ମଧ୍ୟ ରହିବ ନାହିଁ।

  • @rajibkumardhir8655
    @rajibkumardhir8655 Год назад +1

    Gud decision.......

  • @HasdaRocks
    @HasdaRocks Год назад

    Qs. If Tribals are unhappy then why there is not protest against the govt. and filing a case in Odisha HC or SC ?
    An. Because Upper Caste MLA from all the parties has passed the bill so well that the "money hunger" Adivasis are willing to sell their property to General Category people at higher price than to sell it to fellow Adivasis. Always the excuse by the govt. will be "This is for wellbeing of the poor Adivasis".
    It is something similar when EWS bill was passed in the Center with all the parties supporting it.

  • @sop828
    @sop828 Год назад +6

    Allowing Tamilians to Grab Land & Rule Odisa.

  • @Itz_royal_deepak92
    @Itz_royal_deepak92 9 месяцев назад

    ହରିଜନ ଜମି ପାଇଁ ନିଷ୍ପତି ନିଆଯାଉ ସେ କ ଣ ମାନବ ନୁହନ୍ତି ଛି ଏ କି ନିଷ୍ପତି ସରକାରଙ୍କ ର

  • @NovashishNaik-vp5zi
    @NovashishNaik-vp5zi 4 месяца назад

    ମତେ ଲାଗୁଛି ଲୁଟିବା ପାଇଁ ନୂଆ ଷଡଯନ୍ତ୍ର

  • @Nabchetananabdigantନବଚେତନାନବଦି

    ଆଜି ଯାଏ ଅନେକ ଆଦିବାସୀ ଅଶିକ୍ଷିତ ଅଛନ୍ତି ଆଦିବାସୀ ଙ୍କ ନାମ ରେ ଟିପ ମାରି ଜମି ଲୁଟି ନେବେ ଲୁଟେରା ବର୍ଗ

  • @dharanidharbag9564
    @dharanidharbag9564 Год назад +1

    Adivasi lok satark ruha kehi jami diani adiwasi adivasi ku dia general ku nai 🚫

  • @HrusikeshChinda
    @HrusikeshChinda 6 месяцев назад

    ବେକାର ନୀତି ଲଗେଇଛନ ଆମର ସରକାର ଏବେ ଆଦିବାସୀ ଭିକାରୀ ହେମୁ

  • @kirtanmahakudmahakud9220
    @kirtanmahakudmahakud9220 Год назад

    ଭଲ ନିଷ୍ପତି କିନ୍ତୁ କୌଣସି କମ୍ପାନୀ କିମ୍ଵା ବଡ଼ ବଡ଼ କମ୍ପାନୀଙ୍କୁ ଦିଆନଯାଉ

  • @rapajramdaskisku
    @rapajramdaskisku Год назад +1

    Sudam marandi kou muho re kohichi j medical re st loko admit hele jomi biki ki treatment hobo...?? Jodi jomi bikibaro thila tahale biju swasth card kon pain bantu thilo..? Adivasi manag koro joki ku hodop koribaro new rule aita.

  • @naraharipanigrahi6582
    @naraharipanigrahi6582 Год назад +2

    Very good step.

  • @HNBEHERA-n7h
    @HNBEHERA-n7h 5 месяцев назад

    Good decision

  • @manojhemrom2395
    @manojhemrom2395 Год назад

    Jomi luti neba pain subidha korajai chi ....tanku jomi milu nahi sethi pain.😢 Chakri to deunahanti St SC ro sit nei jauchon...Unori kenta heba..

  • @RanjanKumar-mx1ki
    @RanjanKumar-mx1ki Год назад +7

    ଠିକ ଅଛି କାରଣ ଅନେକ ଆଦିବାସୀ ଙ୍କର ବହୁତ ଜମି ଅଛି

  • @biswamnaik8551
    @biswamnaik8551 Год назад

    It is ok

  • @Bhabindrasingh-o7q
    @Bhabindrasingh-o7q 24 дня назад

    ବହୁତ ବଡ଼ ଧୋକା ହେବ ଆଗକୁ

  • @Itismita_Life_Style
    @Itismita_Life_Style Год назад

    Emitika aein ku neiki mu jomaru khusi nahi 🥺🥺🥺 pura dukha dayak news 😢😢😢😢