ରାଗିକି ଶଙ୍କରାଚାର୍ଯ୍ୟ କହିଲେ ମୋଦି ଯାହା କରୁଛନ୍ତି ତାର ପରିଣାମ ବହୁତ ଜଲଦି ଭୋଗିବେ...

Поделиться
HTML-код
  • Опубликовано: 9 ноя 2024

Комментарии • 245

  • @sibaprasadkhadanga4375
    @sibaprasadkhadanga4375 9 месяцев назад +33

    ସୋମନାଥ ମନ୍ଦିର ରେ ଶିବକଂ ଲିଂଗ ପ୍ରତିଷ୍ଠା ହେଲା ବେଳେ କେବଳ ଗର୍ଭଗୃହ ନିର୍ମାଣ ହୋଇଥିଲା ଓ ପରବର୍ତ୍ତୀ କାଳରେ ମନ୍ଦିର ନିର୍ମାଣ ହୋଇଥିଲା ।ଶଂକରାଚାର୍ଯ୍ୟ ନିଜର ଅହମିକା ପରିତ୍ୟାଗ କରି ଏହି କାର୍ଯ୍ୟକୁ ସ୍ବାଗତ କରିବା ଦରକାର ।

  • @debanandapatro6754
    @debanandapatro6754 9 месяцев назад +8

    ବୁଢ଼ା କାଳେ ବିପରୀତ ବୁଦ୍ଧି ଜୟ ଶ୍ରୀ ରାମ

  • @shivashakti_2023
    @shivashakti_2023 9 месяцев назад +1

    ପ୍ରଥମେ ନିଜର ଅହଙ୍କାର ତ୍ୟାଗ କରିବା ଉଚିତ ।ସମସ୍ତେ ଭେଦଭାବ ତ୍ୟାଗ କରି ପ୍ରଭୁଙ୍କ ସେବାରେ ନିଜ ନିଜକୁ ସମର୍ପଣ କଲେ ବହୁତ ଭଲ ହେବ ।

  • @MahendraKumarNayak-dp9nz
    @MahendraKumarNayak-dp9nz 9 месяцев назад +21

    ଶଙ୍କରାଚାର୍ଯ୍ୟ ମାନଙ୍କ Retirement age ଆଇନ ଲାଗୁ କରାଯାଉ, ଜୟ ଭାରତ ମାତା କି ଜୟ ।

  • @banasmitawithliterature7208
    @banasmitawithliterature7208 9 месяцев назад +10

    ପୁରୀ ମନ୍ଦିର ଭିତରେ ଗୋ ମାଂସ ଖାଇକି ପଶି ପାରୁଛନ୍ତି ସେତେବେଳେ ଏମାନେ କଣ କରୁଥିଲେ???

  • @BudhuDandpat
    @BudhuDandpat 9 месяцев назад +24

    ଯାହା ବି ହେଉ ସବୁବେଳେ ଭକତର ଭଗବାନ ଜୟ ରାମ

  • @abhimanyurout4574
    @abhimanyurout4574 9 месяцев назад +20

    ପାଗଳାମି,ଚାଲିଛି,ଶ୍କଙ୍କରାଚାଯ୍ୟଙ୍କର

  • @jayantanayak5293
    @jayantanayak5293 9 месяцев назад +27

    ସାଧୁସନ୍ଥଙ୍କ ଏଭଳି ବୟାନ ଦେବା ଠିକ୍ ହେବ ନାହି

  • @manoranjansingh9795
    @manoranjansingh9795 9 месяцев назад +7

    ଜେତେବେଳେ ଗୋମାଂସ ଖାଇ ଥିବା ଲୋକ ଶ୍ରୀମନ୍ଦିର କୁ ପସିଲେ ସେତେବେଳେ ସୁବୁ କୋଉଠି ଥିଲେ ।।

  • @jayantakumarbarik8357
    @jayantakumarbarik8357 9 месяцев назад +1

    ସଙ୍କରାଚାର୍ଯ୍ୟ କଣ ନିଜକୁ ଜଣେ ଭବିଷ୍ୟ ବକ୍ତା ଓ ଭଗବାନ ଭାବୁଛନ୍ତି ନା କଣ ।ତୁମ ପରି ଅସତ୍ୟ ବାବା ଯଦି ନ ଯାନ୍ତି କିଛି ଫରକ ପଡିବନି ,ଆମ ରାମ ମନ୍ଦିର ଉପରେ ।ତୁମେ ମାନେ ଯଦି ସବୁ ଜାଣିପାରୁଛ ତେବେ ପୁରି ମନ୍ଦିର ପବିତ୍ର ଅଛି ନା ଅପବିତ୍ର ଅଛି ତାକୁ ଆଗ କୁହ ।ଅଧା ଗଢା ରାମ ମନ୍ଦିର କେମିତି କହୁଛ ।ତୁମ ପାଟିରୁ ଏ ଅସୁଭ କଥା କେମିତି ବାହାରୁଛି।

  • @alekhprasad8885
    @alekhprasad8885 9 месяцев назад +7

    ଏହିଭଳି କେଉଁ କାମକୁ ନ ଥିବା ଲୋକଙ୍କ ଫାଲତୁ ବିବାଦାସ୍ପଦ କଥାକୁ ଗୁରୁତ୍ୱ ନ ଦେଇ ରାମ ମନ୍ଦିର ପ୍ତତିଷ୍ଠାକୁ ଜନସାଧାରଣ ସ୍ୱାଗତ କରି ଠିକ୍ କରିଛନ୍ତି.

  • @KedarnathSahoo-ui3co
    @KedarnathSahoo-ui3co 9 месяцев назад +29

    ଶଙ୍କରା ଚାର୍ଜ୍ୟ ମୋ ବାଳ

    • @bibekanandadas6640
      @bibekanandadas6640 9 месяцев назад +4

      ଆରେ ଭାଇ କିଏ ତମେ ମୁଁ ଜାଣିନାହିଁ ତମର ଏମିତି କହିବାଟା ଠିକ୍ ହେଲା ନାହିଁ

    • @dolagobindasahoo9267
      @dolagobindasahoo9267 9 месяцев назад +1

      @@bibekanandadas6640 ଆପଣ ଠିକ୍ କହିଛନ୍ତି ।

    • @bhagabatsoren249
      @bhagabatsoren249 9 месяцев назад +2

      ଅନ୍ଧ ମାନଙ୍କ ଭଗବାନ ହେଲେ ମୋଦି 😂ଆଉ ତୋମେ କିଏ 😂 how r u

    • @Butunmallick7851
      @Butunmallick7851 9 месяцев назад

      ​@@bibekanandadas6640thik tha nuhe,but emanka sakasu Hindu bannchibeni au sabu convert heijibe

    • @Butunmallick7851
      @Butunmallick7851 9 месяцев назад +1

      ​@@bhagabatsoren249at least modi jatiwadi nuhe,au shankarachaya thu besi Hindu unity pain modi karichi😊

  • @HarichandanMahapatra-f5y
    @HarichandanMahapatra-f5y 4 месяца назад +1

    Modi ji ka Jay jaikar Ho...❤ Bus itna hi kafi hai....❤❤❤

  • @matrukrupa2024
    @matrukrupa2024 4 месяца назад +1

    ସାଧୁ କେବେ କ୍ରୋଧୀ ନୁହନ୍ତି କି ଅଭିଶାପ ଦିଅନ୍ତିନି ।କ୍ରୋଧ ସମ୍ବରଣ ଏବଂ ମାର୍ଗ ଦର୍ଶନ ତାଙ୍କ ଧର୍ମ ।

  • @sanjayNaik-g3k
    @sanjayNaik-g3k 9 месяцев назад +14

    ମୋଦି ର କିଛି ହବନି ଜୟ ଶ୍ରୀ ରାମ

  • @nathjogeswar986
    @nathjogeswar986 9 месяцев назад +25

    ମନେ ମନେ ଶଙ୍କରାଚାର୍ଯ୍ୟ ନିଜକୁ କଣ ବୋଲି ଭାବୁଛନ୍ତି ଭୋବିଷ୍ୟ ବାଣୀ ନା କଣ

  • @AmulyaBehera-vf8qo
    @AmulyaBehera-vf8qo 4 месяца назад +1

    ଏମିତି ହୋଇ ପାରିବ ନାହିଁ 😗😭😭😭ଆମ ମୋଦି ବାବୁ😎ରହିବେ

  • @dolagobindasahoo9267
    @dolagobindasahoo9267 9 месяцев назад +21

    ମୋଦିଜି କଣ ଦିଅଁଙ୍କୁ ସ୍ପର୍ଶ କରି ପ୍ରାଣ ପ୍ରତିଷ୍ଠା କରିବେ ? ସେ କଣ ବେଦଜ୍ଞ ବ୍ରାହ୍ମଣ ? ଶଙ୍କରାଚାର୍ଯ୍ୟଙ୍କର ବୋଧ ହୁଏ ବୟସାଧିକ କାରଣରୁ ମତିଭ୍ରମ ଘଟିଲାଣି ।
    ବ୍ରାହ୍ମଣ ପୂଜକ ମାନେ ରାମଲାଲାଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବେ ଏବଂ ପ୍ରାଣ ପ୍ରତିଷ୍ଠା କରିବେ । ଯଜମାନ କର୍ତ୍ତା ହିସାବରେ ମୋଦୀଜି ସେଠାରେ ଉପସ୍ଥିତ ରହି ପାରନ୍ତି ।
    ଏଥିରେ ଭୁଲ୍ କୋଉଠି ରହିଲା ?

    • @jaydevpradhan9433
      @jaydevpradhan9433 9 месяцев назад

      Without touching how can establish soul?

    • @dolagobindasahoo9267
      @dolagobindasahoo9267 9 месяцев назад

      @@jaydevpradhan9433 ଆଜ୍ଞା ଆପଣ ଯେତେବେଳେ ଘରେ କୌଣସି ପୂଜା ମେଳା କରନ୍ତି ,ଆସ୍ଥାନ ଉପରେ ରହିଥିବା ଠାକୁରଙ୍କୁ ସ୍ପର୍ଶ କରନ୍ତି କି ? ଉତ୍ତର ନିଶ୍ଚୟ ନା । ଆପଣ ଯେଉଁ ଅକ୍ଷତ ଓ ପୁଷ୍ପ ଇତ୍ୟାଦି ଠାକୁରଙ୍କ ଚରଣରେ ଅର୍ପଣ କରନ୍ତି , ତାହା କେବଳ ଆଞ୍ଜୁଳl ମାଧ୍ୟମରେ ସମର୍ପଣ ମୁଦ୍ରାରେ ଏବଂ ଠାକୁରଙ୍କୁ ବିନା ସ୍ପର୍ଶରେ ।
      ରାମ ଲାଲା ପ୍ରତିଷ୍ଠା ହୋଇ ସାରିଲେଣି । ଆପଣ ଦେଖିଥିବେ ,ଠାକୁରଙ୍କୁ କେବଳ ପୂଜକ ହିଁ ସ୍ପର୍ଶ କରୁଥିଲେ । ଯଜମାନ ହିସାବରେ ମୋଦି ସେଠାରେ କର୍ମ ଉପରେ ଥିଲେ ।ମୋ ମତରେ ଏଥିରେ ସାମାନ୍ୟ ଟିକିଏ ବି ଭୁଲ୍ ନାହିଁ

  • @surendrapadhan7245
    @surendrapadhan7245 9 месяцев назад +4

    କି ବାଳ ସଙ୍କରା ଚାର୍ଯ୍ୟ, ଇ ତ ରାଜନୀତି କେ ପଶିଲା,, ୧୪୦କୋଟି ଜନତା ଯେଉଁଠି ଖୁସି ମନାଉଛନ୍ତି, ଇଏ ବି ଖୁସି ହେବାର କଥା ଦୀର୍ଘ ୫୦୦ ବର୍ଷ ର ସଂଘର୍ଷ ପରେ ପ୍ରଭୁ ଶ୍ରୀ ରାମ ଙ୍କ ଭବ୍ୟ ମନ୍ଦିର ହେଉଛି ll ତୁମ ଭଲି ବାବା ଙ୍କୁ ସାରା ବିଶ୍ଵ ର କୋଟି କୋଟି ଭକ୍ତ ଙ୍କ ଅଭିଶାପ ପଡୁ ଓ ଏମିତି ବି ହେଉ ପ୍ରଭୁ ଶ୍ରୀ ରାମ ଙ୍କ ବିରୋଧୀ ମନେକରି ଲୋକ ଛି ଛି ଛି କରନ୍ତୁ ll ଜୟ ଶ୍ରୀରାମ

  • @sridharapandavlogs5891
    @sridharapandavlogs5891 9 месяцев назад +58

    ଶଙ୍କରାଚାର୍ଯ୍ୟ ପାଗଳ ହେଇ ଗଲେଣି ତାଙ୍କୁ ଗାଦୀଚୁତ୍ୟ କରାଯାଉ

  • @sumatinahak6666
    @sumatinahak6666 4 месяца назад +1

    ମୋଦି ଭଲ ଲୋକ

  • @raghumaninayak9593
    @raghumaninayak9593 9 месяцев назад +10

    ଗୁରୁଙ୍କର ମୋତି ଭ୍ରମ ହେଲାକି...

  • @sasadharamishra5139
    @sasadharamishra5139 9 месяцев назад +24

    ଶଙ୍କରା କଣ ଭଗବାନ କି?

    • @chanel..rkumar8574
      @chanel..rkumar8574 9 месяцев назад

      ଶଙ୍କରା ତୋ ବୋଉ ଘଇତା

  • @ThanasundarLaria
    @ThanasundarLaria 9 месяцев назад +28

    Sankara ପାଗଳ ହେଇ ଗଲାଣି। ତମେ ପାଇଖାନା ଲୋକାର୍ପଣ କର ।ଆପଣ ମାନେ ଖୁସି ତ।😂😂😂😂😂😂

  • @ramakantagopal755
    @ramakantagopal755 9 месяцев назад +23

    ତୁମେ ଶେଷ ହୋଇଯିବ, ମୋଦି ସରକାର କିଛି ହେବନାହିଁ। ହିନ୍ଦୁ ମାନଙ୍କ ମଧ୍ୟରେ ଏପରି ଲୋକ ସବୁବେଳେ ଅଛନ୍ତି। ତେଣୁ ମୁସଲମାନ ଶାସନ ହେଲା। ଜାଗ ହିନ୍ଦୁ, ସାବଧାନ

    • @Brpbs
      @Brpbs 3 месяца назад

      😂😂😂

  • @BrajaSingh-up2my
    @BrajaSingh-up2my 9 месяцев назад +14

    ତାଙ୍କୁ ଡାକି ନାହାନ୍ତି.. ବୋଲି କହିଛନ୍ତି

  • @nirmalamohanty1913
    @nirmalamohanty1913 4 месяца назад +1

    ମୋଦିଙ୍କୁନେଇ ଯୋଉବୟାନ ଦେଉଛନ୍ତି. ଜଗତ୍ଗୁରୁ. ସେଇଟା ଠିକ ନୁହେଁ. କାରଣ ଜଗତ୍ଗୁରୁବୋଲି ମାନୁଛନ୍ତିସମସ୍ତେ. ଯିଏ ଜଗତର ଗୁରୁବନିଵେ ତାଙ୍କର କଣ ଧର୍ଯ୍ୟଶକ୍ତି ଏଇୟା. ଦିନେ ରାମଚନ୍ଦ୍ରବି ବନବାସ ଯାଇଥିଲେ. ଯଦିବି ମୋଦିଜୀଙ୍କ ଭାଗ୍ୟରେ ଥିବ ହରିବାର ସେଇଟା ନିୟତି. କାହାରି ଅଭିଶାପନୁହେଁ. ଗୁରୁଙ୍କୁଏତେ ରାଗ ଶୋଭାପାଏନି. 🙏ଜୟ ଜଗନ୍ନାଥ 🙏

  • @Tusharkant-zh1sr
    @Tusharkant-zh1sr 9 месяцев назад +9

    ସ୍ଵୟଂ ସୁଦର୍ଶନ ପୁଣ୍ୟାତ୍ମା ଅମ୍ବରୀଷଙ୍କର ରକ୍ଷକ, ଅଭିଶାପ ମଧ୍ୟ ମହାଶୀର୍ବାଦରେ ବିବର୍ତ୍ତିତ ହୋଇଯିବ। S V Maharaj

  • @muralisahu1646
    @muralisahu1646 9 месяцев назад +12

    ଶଙ୍କରା ଚାର୍ୟ ମନ୍ଦିରକୁ ତିଆରି କରିଥିଲେ ବୋଧେ ମୁଖ୍ୟ ଭୂମିକା ନେଇ,ତମକୁ ସବୁ ପଚାରି କରିଥାନ୍ତେ 😮 ବୋଧେ ତମେ ଯଦି pm ହୋଇଥାନ୍ତ ତାହେଲେ ନିଆଁରେ ଘିଅ ଢା ଲି ଥନ୍ତ୍

  • @fakircharanbehera7860
    @fakircharanbehera7860 9 месяцев назад +10

    ଏମାନଙ୍କ ପାଇଁ ଦେଶ ଗୁଲମ୍ ହୋଇ ଥିଲା ମୋଗଲ ସାମର୍ଯ୍ୟ ସ୍ଥାପନ ହୋଇଥିଲା ।

  • @rajanisingh8493
    @rajanisingh8493 9 месяцев назад +2

    କିଛି ଅସୁବିଧା ନାହିଁ। ଶଙ୍କରାଚାର୍ଯ୍ୟ ହେଉଛନ୍ତି ଜଗତଗୁରୁ ସେ କୋଉ ଘରର କିମ୍ବା ଭାରତର ମୂଖ୍ୟ ନୁହନ୍ତି,।ଘରର ମୂଖ୍ୟ କିମ୍ବା ଦେଶର ମୂଖ୍ୟ ହିଁ କର୍ତ୍ତା ହୁଅନ୍ତି ଗୁରୁ ପୂଜା ଏବଂ ଅତିଥି ହୋଇଥାନ୍ତି।

  • @SamuelMallick-u9t
    @SamuelMallick-u9t 9 месяцев назад +1

    ମୋଦି କଣ ବଗବାନ କି ଶଳା

  • @benudharpradhan4323
    @benudharpradhan4323 9 месяцев назад +5

    ଜୟ ଶ୍ରୀରାମ 🙏🙏🙏🙏🙏

  • @srabandakua777
    @srabandakua777 9 месяцев назад +1

    Jaha upare Sri Ram nka aasribada achi tahara kichi hebani❤ Jay modi ❤

  • @bijayakumarbiswal581
    @bijayakumarbiswal581 9 месяцев назад +6

    ହିନ୍ଦୁ ଧର୍ମ ପାଇଁ ଏ ମହାଶୟ ବୋଝ ସଦୃଶ୍ୟ ।

  • @dasharathiroutray7176
    @dasharathiroutray7176 9 месяцев назад +11

    Modijee best PM of the world with best output . What is contributing effort of Shankaracharya ?

    • @bimalendu4628
      @bimalendu4628 3 месяца назад

      Nil bata nil only dialogue bhaya dekhai samastanku niche dekheibara prachesta

  • @bhimasenswain4333
    @bhimasenswain4333 9 месяцев назад +5

    ଶଙ୍କରାଚାର୍ଯ୍ୟ ପାଗଳ ହୋଇ ଗଲାଣି ଗୋଟେ ରାମାୟଣ ଶ୍ଳୋକ ପଚାରିଲ ତାର ଅର୍ଥ କହିପାରିବ ନି

  • @dasharathamahanta474
    @dasharathamahanta474 9 месяцев назад +2

    ଏତେ ଦିନ ପର୍ଯ୍ୟନ୍ତ କଣ କରୁଥିଲେ କି ଯେ ରାମ ମନ୍ଦିର ନିର୍ମାଣ ହୋଇ ପାରି ନଥିଲା।ନିଜକୁ ଧର୍ମ ଗୁରୁ ତ ବୋଲାଉଛ କୋର୍ଟ ପର୍ଯ୍ୟନ୍ତ କଥା ଯାଇଥିଲା କାହିଁକି ???

  • @benudharpradhan4323
    @benudharpradhan4323 9 месяцев назад +4

    ମୋଦି JI OK 🙏🙏🙏

  • @sanjayNaik-g3k
    @sanjayNaik-g3k 9 месяцев назад +7

    ବିଜେଡି ସରକାର ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ନେଇ ରାଜ ନିତି କରୁଛି ସଙ୍କରା ଚାରଯୀୟ କୁ ସେଇଟା ଦେଖା ଯାଉନି
    ଆଉ 500 ବର୍ଷ ପରେ ମୋଦି ସରକାର ରାମ ମନ୍ଦିର ପ୍ରତିଷ୍ଠା କରୁଛନ୍ତି ସେଥିପାଇଁ ବିରୋଧ କରିବା ପାଇଁ ଚେଷ୍ଟା କରୁଛନ୍ତି

    • @swostiranjanroutray6776
      @swostiranjanroutray6776 9 месяцев назад

      Thik katha , 500 barsa purbaru jau Babur mandira bhangithila ta birodhare Shankaracharya kichhi kahileni

  • @ChamarPanigrahi
    @ChamarPanigrahi 9 месяцев назад +8

    ମୋଦି ଯାହା କରିଛନ୍ତି ଠିକ କରିଛନ୍ତି ସ୍ଥାନ କାଳ ଦେଖି କାର୍ଯ୍ୟ କରାଯାଏ

  • @nirmalsahoo630
    @nirmalsahoo630 9 месяцев назад +8

    ସାଧୁ ବୋଲି କିଛି କହିହଉନି

  • @hariharbishi3182
    @hariharbishi3182 9 месяцев назад +5

    ମୋଦି ତ ହିନ୍ଦୁ ପାଇଁ ଲାଗିଛନ୍ତି ! ଇଏ ବୁଢ଼ା କଣ ପଦବୀ ବୋହି ଘଣ୍ଟ ହଲଉଛି ? ସଲା ପାଗଲ ହେଲାଣି ,

  • @satyabratasahoo4234
    @satyabratasahoo4234 9 месяцев назад +10

    ଶକରା ଗୋଟିଏ ଅଂକାରୀ

  • @MunaBhai-qh9fl
    @MunaBhai-qh9fl 4 месяца назад

    ଜୟ ଜଗନ୍ନାଥ ଧର୍ମ ସନାତନ ଧର୍ମ 🙏🏼🙏🏼

  • @bhagya6663
    @bhagya6663 9 месяцев назад +2

    Se guru na au kn Rama mandir pratista hela se support na kariki amiti heuchanti 😢😢😢 joy sree ram ❤❤❤

  • @ଓଡ଼ିଆଅଭିନୟ
    @ଓଡ଼ିଆଅଭିନୟ 9 месяцев назад

    ଡକାୟତ ଙ୍କ ସର୍ଦାର ହେଲା ଶଙ୍କରାଚାର୍ଯ୍ୟ

  • @pratimasahoo1559
    @pratimasahoo1559 9 месяцев назад +19

    Guru hei ete ragiba bhala nuhan

  • @pravakaramahapatra7058
    @pravakaramahapatra7058 9 месяцев назад +4

    ପୁରୀ ସଙ୍କରା ବାଳ କହିବ

  • @jayamalsahu-ql8sk
    @jayamalsahu-ql8sk 8 месяцев назад

    Bahut bhala katha kahi chhanti pandit thanks

  • @rameshpradhan5899
    @rameshpradhan5899 9 месяцев назад +10

    Modi great for Bharat

  • @ajayadehuri6795
    @ajayadehuri6795 9 месяцев назад +29

    ବୁଡା଼ ବୟସରେ ପାଗଳ ଭଳି ବିଳି ବିଳି ହେବା ସ୍ଵାଭାବିକ, ତୁ ନ ଗଲେ କେତେ କେତେ ଶଙ୍କରାଚାର୍ଯ୍ୟ ଅଛନ୍ତି ଯିବେ

    • @nareshrana9636
      @nareshrana9636 9 месяцев назад +2

      Apan na bujhi amiti kuhani

    • @JayShreeRam60617SM
      @JayShreeRam60617SM 9 месяцев назад +2

      Sie thik kahuchnti tm ta sabu bujhiparucha jagannath nku dine dine kn pai Prasad lagunahanti

    • @BelaPurty-c6e
      @BelaPurty-c6e 9 месяцев назад +2

      Tu parama maa giha

    • @jatindradas5223
      @jatindradas5223 9 месяцев назад +1

      Pagala Puri Shankaracharya....Modi will be continued as PM for coming 10 Years.

    • @nareshrana9636
      @nareshrana9636 9 месяцев назад +1

      @@jatindradas5223 you are wrong sir...in 2024 modi may not be PM of India.

  • @SUSHILARJUNNDAS
    @SUSHILARJUNNDAS 9 месяцев назад +1

    🌅🌅🌅🌅🌅☔☔☔☔☔🏹🏹🏹🏹🏹🛞🛞🛞🛞🛞🛕🛕🛕🛕🛕🦃🦃🦃🦃🦃🦚🦚🦚🦚🦚🚩🚩🚩🚩🚩☄️☄️☄️☄️☄️ଓଁ*****ବନ୍ଦେ****ଉତ୍କଳ*****ଜନନୀ*****ଯନନୀ*****ଓଁ☄️☄️☄️☄️☄️ 🚩🚩🚩🚩🚩🦚🦚🦚🦚🦚🦃🦃🦃🦃🦃🛕🛕🛕🛕🛕🛞🛞🛞🛞🛞🏹🏹🏹🏹🏹☔☔☔☔☔🌄🌄🌄🌄🌄

  • @mohanlalbhue7313
    @mohanlalbhue7313 9 месяцев назад +3

    Modi is great.
    Jay Shree Ram

  • @ashokkumarswain1790
    @ashokkumarswain1790 9 месяцев назад +1

    Har Har Modi Joy Sriram

  • @ugresanmenduli8848
    @ugresanmenduli8848 9 месяцев назад +4

    Jay shree ram 🚩🚩🚩

  • @ManojBarha-f7l
    @ManojBarha-f7l 9 месяцев назад +4

    Nija avisapa nijaku lagiba Sankara....

  • @SamuelMallick-u9t
    @SamuelMallick-u9t 9 месяцев назад +1

    ମୋଦି ତ ଦଗାଁ କରି ..

  • @rudrathanapati9748
    @rudrathanapati9748 9 месяцев назад

    ଶଙ୍କରାଚାର୍ଯ୍ୟ ମୋ ବାଣ

  • @PabtraMalick
    @PabtraMalick 9 месяцев назад

    Jai shree ram

  • @Butunmallick7851
    @Butunmallick7851 9 месяцев назад +3

    Rama hi Amara bhgbn,ye jatiwadi shankarachaya 😏tharu bohut bada bada sadhu support re achnti😊

  • @ajayakumarrout3036
    @ajayakumarrout3036 9 месяцев назад +2

    SANKARACHAYA
    RAJNITI KARUCHHANTI

  • @SurendraMalik-sj5rw
    @SurendraMalik-sj5rw 9 месяцев назад +2

    Jia Puri sambhari pari nahanti, bhagwan shree jagannathanku bele bele upawas rakhuchhanti se kn kahibe, Jay Jagannath

  • @arjunpanda9015
    @arjunpanda9015 9 месяцев назад +2

    Jay shree Ram

  • @dhananjayabibhar3586
    @dhananjayabibhar3586 9 месяцев назад

    Thank you so much

  • @MajeshBhuyan
    @MajeshBhuyan 4 месяца назад

    Right news

  • @Sahoo124
    @Sahoo124 9 месяцев назад

    ଜୟ ଶ୍ରୀ ରାମ

  • @ManojMalik-gh7pe
    @ManojMalik-gh7pe 9 месяцев назад +3

    Modi kalijugara rama abatara Jay Sri ram

    • @bimalendu4628
      @bimalendu4628 3 месяца назад

      Madichalantu pura bharatbasee apananka pachhare. 370, tripple talaq pari au jete bada bada kama desha hitare achhi jemiti nrc,ucc,janasankhya niyantran kanoon ityadi sabu Purna Kari desae kana pruthibee re Amara heijaantu

  • @yudhisthirbehera1795
    @yudhisthirbehera1795 9 месяцев назад

    ଏତେ ସପନକୁ ରାତି କାହିଁ ଜୟ ଜଗନ୍ନାଥ ଜୟ ଶ୍ରୀରାମ

    • @ashoktripathy6975
      @ashoktripathy6975 9 месяцев назад

      ଶ୍ରୀରାମଙ୍କ ଆଦେଶରେ ସବୁ ଚାଲିଛି
      ଜୟ ଶ୍ରୀରାମ ଜୟ ହନୁମାନ ଜୟ ଜଗନ୍ନାଥ ଧାମ

  • @MrKamalMajhi
    @MrKamalMajhi 9 месяцев назад +2

    Good

  • @Gurupras_
    @Gurupras_ 9 месяцев назад +2

    He bhagabana ram ye sankaracharya ko sadbudhi dijiye ye sa bat sadhu ko sobha nehi deta he

  • @p.k_77
    @p.k_77 9 месяцев назад +1

    ଧର୍ମ ଗୁରୁ ଜହକହିଛନ୍ତି ଆପଣଙ୍କ news ମାଧ୍ୟମରେ ସମଙ୍କୁ ଶୁଣା ନ୍ତୁ ।ତା ପରେ ବିଶ୍ୱାସ ହାବ ।ସିଏ ଧର୍ମ ଗୁରୁ ସ୍ଵୟଂ ଭଗବାନ ତ ନୁହନ୍ତି ।ଯିଏ ଧର୍ମ ରକ୍ଷା କର୍ତ୍ତା ସିଏ ପୁଣି ଅଭିଶାପ ଦେଇପରାନ୍ତି କୀ ।ନା ନବିନା ର ପରିକ୍ରମା ପ୍ରକଳ୍ପ ହଡ଼ପ ଅର୍ଥ ର ଲାଞ୍ଚ ଏମିତି କୁହେ । ଏମିତି news କରି ଭ୍ରମିତ କରନ୍ତୁ।ନାହିଁ ।❤🎉😅

  • @jasobantarout5349
    @jasobantarout5349 3 месяца назад

    ମୁଦି ଗିଁହା ଖାଈବ କଂଗ୍ରେସ ଦେବ ଶଙ୍କରାଚାର୍ଯ୍ୟ ଟିକି କହିଛନ୍ତି

  • @priyaranjannayak4376
    @priyaranjannayak4376 9 месяцев назад +1

    ଭକ୍ତ ବଡ଼ ନାଁ ଭଗବାନ ବଡ଼ plese reply🙏

  • @niranjansenapati131
    @niranjansenapati131 9 месяцев назад

    Apana pravu sriram mandir kaleni

  • @chinmayadhal7082
    @chinmayadhal7082 9 месяцев назад +7

    ଶଙ୍କରାଚାର୍ଯ୍ୟ ଠିକ୍ କହିଛନ୍ତି❤

    • @banamalijena8426
      @banamalijena8426 9 месяцев назад

      Bal

    • @shototodoroki9055
      @shototodoroki9055 9 месяцев назад +1

      Sankara ahankari

    • @subratmishra9697
      @subratmishra9697 9 месяцев назад

      Kn thik khichanty khile

    • @chinmayadhal7082
      @chinmayadhal7082 9 месяцев назад +1

      @@subratmishra9697 kan bhul kahichamti

    • @swostiranjanroutray6776
      @swostiranjanroutray6776 9 месяцев назад

      ​@@chinmayadhal7082Jadi Shankaracharya thik kahile au Puri re jia Jagannath nka Rangoli upare chadhithila ta birodhare au kichhi kahileni

  • @sslocalboy722
    @sslocalboy722 9 месяцев назад +2

    ବାଳ ଶଙ୍କର ସେ

  • @pravakarrout3493
    @pravakarrout3493 9 месяцев назад +3

    कोई कुछ भी बोलता रहे, आप अपना निर्णय में अटल रहे मोदी जी । यही आप का अस्तित्व को बनाए रखेगा। जय श्री राम ।।

  • @suihgfvjkig9505
    @suihgfvjkig9505 9 месяцев назад

    ଶଙ୍କରାଚାର୍ୟ ନିଜର ଆତ୍ମ ବଡିମା ପାଈଁ ସେଠାକୁ ଗଲେନି କାରଣ ମୋଦି ସେଠାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ହିସାବରେ ରହିଲେ, ନିମନ୍ତ୍ରଣ ପତ୍ରକୁ ଶଙ୍କର।ଚାର୍ୟ ଫେରାଇବା ବେଳେ ବିଭିନ୍ନ କାରଣ ଦେଖାଇଲେ କହିଲେ ପୌଷ ମାସ ହେଲେ ପ୍ରକୃତରେ ମାଘ ମାସ ଥିଲା ପ୍ରାଣ ପ୍ରତିଷ୍ଠା ଦିନ ଏମିତି ବିଭିନ୍ନ ଆଳ ଦେଖାଇଲେ ସେ, ଏବଂ ଏବେ ଦେଶ ଭସ୍ମ ଠାରୁ ଆରମ୍ଭ କରି ଅମୁକ୍ ମରିବ ତମୁକ୍ ମାରିବ ବିଭିନ୍ନ ପ୍ରକାରର ଧମକ ଚମକ ଦେବେ ଯେମିତି କି ସେ ସର୍ବଜ୍ଞ ଭଗବାନ ପରି କି ଆହୁରି କେତେ,,,,

  • @dushmanthjani3574
    @dushmanthjani3574 9 месяцев назад +3

    Jay shree ram 🙏🙏🙏

  • @laxmidharanayak3931
    @laxmidharanayak3931 9 месяцев назад +1

    Voters of America compare qualification of candidates in election.

  • @banshidharpatra5160
    @banshidharpatra5160 3 месяца назад

    ରାବଣ ର ବଂଶଧର ହେଇଛନ୍ତି BJP ଦଳ, ତ୍ରେତୟା ଯୁଗରେ ମାତା ସୀତା ଙ୍କୁ ଚୋରୀ କରିବା ପାଇଁ ରାବଣ ଗେରୁଆ ବସ୍ତ୍ର ପରିଧାନ କରି ସାଧୁ ବେଶରେ ସୀତା ଙ୍କୁ ଚୋରୀ କରି ଥିଲା, ଶାସ୍ତ୍ରରେ କଥିତ ଅଛି କଳି ଯୁଗରେ
    ଯେ କୌଣସି ମଣିଷ ସାଧୁ ବେଶ ରେ ସବୁ
    କିଛି କରି ପାରିବ, ଏହି କଥା BJP ଭଲ ଭାବରେ ହୃଦୟ ଗମ କରିଛି, ତେଣୁ ଚତୁରତାର ସହିତ ଏକ ବିକଳ୍ପ ଭାବେ
    ସାଧୁ ବେଶରେ, ରାମ କଥା ପ୍ରଚାର୍ କରୁଛି
    ରାମ ରାବଣ କୁ ତାର କୁ କର୍ମ ପାଇଁ ବଧ କରିଥିଲେ, ତେଣୁ ରାବଣ ରାମ ଙ୍କ ର ଶତ୍ରୁ
    ସେହିଭଳି ରାମ ଙ୍କ ର BJP ଶତ୍ରୁ, ଅଯୋଧ୍ୟା ରେ ରାମ ମନ୍ଦିର ତିଆରି କରି ସାରା ପୃଥିବୀରୁ ସହ ସହ କୋଟି ଟଙ୍କା BJP ଆଦାୟ କଲା, ସେଥିରୁ କିଞ୍ଚିତ ମାତ୍ର
    15% ମନ୍ଦିର ତିଆରି କରି ବାକି ଟଙ୍କା BJP ଆତ୍ମସାତ କଲା l ପ୍ରଭୁ ରାମ ସହିଲେ ନାହିଁ
    ମନ୍ଦିର କୁ ଆସିବା ପାଇଁ ମନା କରିଦେଲେ
    ତେଣୁ ମନ୍ଦିରରୁ ପାଣି ଗଳୁଛି l BJP ପାଇଁ ବଡ ଅଶୁଭ ସଂକେତ, ସୁନା ହେଉଛି କଳି ଏବେ BJP କଳି ରାଜାର ବୋଲ କାର
    ଗରମ୍ ତେଲ କଡ଼େଇ ରେ BJP କୁ କଳି ପକେଇଲା ପରେ ବୁଝିବ l

  • @munjotimsimadre5830
    @munjotimsimadre5830 9 месяцев назад

    Ok

  • @Nkrana-rk4
    @Nkrana-rk4 9 месяцев назад +1

    Modi is perfect

  • @Moharanaautotechnical4211
    @Moharanaautotechnical4211 9 месяцев назад

    ନା ସେ VK pandin କାମିୟା ଜାନି କି ପୁରୀ ମନ୍ଦିର କୁ ଗଲେ ନି ସେଇଟା ଟାଙ୍କୁ ଭଲ ଲାଗୁଛି ଆଉ

  • @akshayamallick5188
    @akshayamallick5188 9 месяцев назад +1

    Sankara Bala kahuchi agaru soethileki kan bidhi didhan kahiparileniki

  • @harekrushnapradhan3453
    @harekrushnapradhan3453 8 месяцев назад

    Puri sankaracharya umarkote (odisha) ghar ghar ghum ke donetion lena kitna correct

  • @pradipta20022009
    @pradipta20022009 9 месяцев назад

    ଆପଣ ପାଗଳ ହେଇଗଲାଣି

  • @samirpaikaray9052
    @samirpaikaray9052 9 месяцев назад

    ଶଙ୍କରା ମଥା ଖରାପ

  • @PSV_GAMERZ_77
    @PSV_GAMERZ_77 4 месяца назад

    Apana thik achanti ta news channel

  • @goutamkumarchand9611
    @goutamkumarchand9611 9 месяцев назад

    ଆରେ ତୁମକୁ ସଂକରା କଲା କିଏ

  • @sanjaymaharana6744
    @sanjaymaharana6744 4 месяца назад

    Modi hai to mumkin hai 🏹❤❤ Jai shree Ram 🚩 cangress bhagao desh bachao 💯

  • @ramangraphics9568
    @ramangraphics9568 9 месяцев назад

    Jagatguru Sankaracharya Prathame Jane Thile - Ebe Charijana Sankaracharya Achhanti

  • @LituSwain-bh3dt
    @LituSwain-bh3dt 9 месяцев назад

    Modi always right

  • @TheUnknown79
    @TheUnknown79 3 месяца назад

    Puri Shankaracharya nabalak Kalia Malik tanka nabalak

  • @AnkRajvlog330
    @AnkRajvlog330 9 месяцев назад +1

    140 cr and prabhu sri ram nka aaribad rahichhi

  • @pravatkumar2707
    @pravatkumar2707 9 месяцев назад +1

    Jetebel hindu mananka upare
    Atyachar hauchi aau religion change keridiau jauchi setebel sankracharya kuade gale

  • @satyabratajena7
    @satyabratajena7 9 месяцев назад

    मोदी❤❤❤

  • @prajnashines7180
    @prajnashines7180 9 месяцев назад

    Jagadguru arpan ratha ku samarthan dele ta... Jagannath sanskruti kan

  • @rameshchandrasahoo8872
    @rameshchandrasahoo8872 9 месяцев назад

    Kashi Mathura baki he, sankracharya mahashay mane byabastha karantu