BANDAA GO || ବନ୍ଦାଅ ଗୋ ||NEW ODIA MAHIMA BHAJAN || JOGADHYAN HANS || NEW VIDEO 2023

Поделиться
HTML-код
  • Опубликовано: 16 сен 2023
  • Banda a go, Alekh mahima bhajan, new alekh mahima bhajan, Alekha mahima video, alekh mahima alati, #Jogadhyan Hans#alekh mahima pravachan, alekh mahima baba
    TITLE- BANDAA GO ODIA NEW BHAJAN SONG
    SINGER- JOGADHYAN HANS
    MUSIC- JOGADHYAN HANS
    LYRICS LATE BABA DAMODAR DAS
    MUSIC ARRANGEMENT - DOLAMANI
    PRODUCER- MAHIMA MUSIC
    VOICE & MASTERING- MS STUDIO DUNGRIPALI
    CAMERA & EDIT- CHANDAN (TIG) {8917510944}
    BEST SUPPORT - PRADIP SAHU, PREMCHAND BABA, SHRENEE, TARUN, SASHIBHUSAN & DOLAMANI
    MAHIMA MUSIC RUclips CHANNEL
    Bandaa go
    Bandaaa go odia bhajan Song
    Jogadhyan hans New Odia Bhajan Song
    #Bandaaago
    #Banda_aa_go_sambalpuri_Bhajan_song
    #jogadhyan_hans_Odia
    #ms_Studio_Dungripali
    #Odia_Song
    #Odia_Bhajan
    #Sambalpuri_Song
    #jogadhtan_hans
    #new_odiamahima_song
    #harekrishna
    #kirtanvideo
    #ଅଲେଖ kirtan
    #trending
    #alekh
    #New_jogadhyan_Hans
    ଗୀତ
    ବନ୍ଦାଅ ଗୋ ସର୍ବେ ମହିମା ନିର୍ଗୁଣକୁ ସୁଚିତେ କରି ଭକତି
    କରରେ ଅର୍ଘ୍ୟ ଥାଳି ଧରିଣ ସର୍ବ ବାଲି
    ଦେଇଣ ହୁଳହୁଳି କରଗୋ ନିଉଛାଳି, , ,,,,,
    ବ୍ରହ୍ମା ଶଂକର ବିଷ୍ଣୁ ଦେବେନ୍ଦ୍ର ବ୍ରୁହସ୍ପତି
    ଶେଷଦେବ ଗଣେଶ ଶ୍ରୀ ନିରାକାର ଜ୍ୟୋତି
    ବେଦ ଗାୟତ୍ରୀ ମାତା ଲକ୍ଷ୍ମୀ ଦେବି ପାର୍ବତୀ
    ବନ୍ଦ ନ୍ତି ନିତିପ୍ରତି ୨ କରି ନାନା ବିନତୀ ଗୋ
    ବନ୍ଦାଅ ଗୋ ସର୍ବେ ମହିମା ନିର୍ଗୁଣକୁ ସୁଚିତେ କରି ଭକତି,,, ( ୧ )
    ଆବର ଠାକୁରାଣୀ ଅଷ୍ଟକୋଟି ଯୋଗିନୀ
    ସାବିତ୍ରୀ ବିଣାପାଣୀ କାନ୍ତାୟନୀ ଇନ୍ଦ୍ରାଣୀ
    ବନ୍ଦନ୍ତି ନିତିପ୍ରତି କରି ନାନା ଭକତି
    ନାଗନର ଦାନବ ଗ୍ରହ ତାରାପ୍ରଭ୍ରୁତି ଋଷି ମୁନି ଯା ପାଦେମତି ଢାଳନ୍ତି ନିତି
    ସେହି ପାଦେ ଆଳତୀ ୨ ଦିଅ ଲଗାଇ ମତି ଗୋ
    ବନ୍ଦାଅ ଗୋ ସର୍ବେ ମହିମା ନିର୍ଗୁଣକୁ ସୁଚିତେ କରି ଭକତି ( ୨ )
    ଭକତି ଦେଖି ତେଣେ ଦର୍ଶନ ଦେବେ ଧ୍ୟାନେ
    ଭରସା ସେହି ଏକା ଆ ଜୀବନେ ମରଣେ
    ନିଷ୍କାମ ପାଦେ ପ୍ରିତୀ କରଗୋ ପ୍ରେମେ ଭକ୍ତି
    ଭାଗ୍ୟେ ମାନବ ଜନ୍ମ ଲଭିଣଅଛ ଖ୍ୟାତି
    ଶରଣ ପଶୁ ସର୍ବେ ଅଭୟ ପାଦ ଚିନ୍ତି
    ଗତି ମୁକତି ପତି ୨ ଜୀବର ସେ ଅଟନ୍ତି ଗୋ
    ବନ୍ଦାଅ ଗୋ ସର୍ବେ ମହିମା ନିର୍ଗୁଣକୁ ସୁଚିତେ କରି ଭକତି
    ବନ୍ଦାଅ ଗୋ ସର୍ବେ ମହିମା ନିର୍ଗୁଣକୁ ସୁଚିତେ କରି ଭକତି
    ବନ୍ଦାଅ ଗୋ ସର୍ବେ ମହିମା ନିର୍ଗୁଣକୁ ସୁଚିତେ କରି ଭକତି
    ( ସମାପ୍ତ )
    Well Come My Sweet Viewer's
    Mahima music presents ପ୍ରସ୍ତୁତି ଏହି ଗୀତ ଟି ଯଦି ଭଲ ଲାଗିଥାଏ ତେବେ ଆମ Channel କୁ Like ଏବଂ Share କରନ୍ତୁ l ଆମ ସହ ଯୋଡି ହୋଇ ରହିବ ପାଇଁ ସବୁ ଦିନ ନୂଆ ନୂଆ ଭିଡ଼ିଓ ର Notification ପାଇବା ପାଇଁ MAHIMA MUSIC RUclips CHANNEL କୁ SUBSCRIBE କରନ୍ତୁ ଓ ପାଖରେ ଥିବା BELL BUTTON 🔔କୁ ନିଶ୍ଚୟ ପ୍ରେସ କରନ୍ତୁ l
    🙏🙏🙏 ଧନ୍ୟବାଦ 🙏🙏🙏
  • РазвлеченияРазвлечения

Комментарии • 44

  • @BhargabhHansa
    @BhargabhHansa 26 дней назад +1

    Wah Oo superv

  • @laxmannaik3583
    @laxmannaik3583 5 месяцев назад +4

    Very nice ଭଜନ ପରିବେଷଣ ଜଗତ ହିତେ ହେ ମହିମା ଗୋସାଇଁ 🙏🙏🙏🌹🙏

  • @kunirana4682
    @kunirana4682 2 месяца назад +1

    Jay shree guru bramha mahima alekha 🌹🙏bahut pyar sora 🙏

  • @ROMITANAG
    @ROMITANAG Месяц назад +1

    Alekh mahima

  • @neeladribhushanamishra4243
    @neeladribhushanamishra4243 6 месяцев назад +1

    Devotional

  • @harakak490
    @harakak490 3 месяца назад +1

    SrimahimaAlekha

  • @krushnasahu7514
    @krushnasahu7514 9 месяцев назад +1

    👌.

  • @JITESH135
    @JITESH135 7 месяцев назад +1

    ALEKHA MAHIMA SARANAM

  • @user-rl8tj4ok7z
    @user-rl8tj4ok7z 7 месяцев назад +1

    ଅଲେଖ ମହିମା ଶରଣ 🙏🙏🙏

  • @ramachandra8999
    @ramachandra8999 5 месяцев назад +1

    ❤Satayuga❤ jagadhyan nku maharsiji diyaungi fiture achhi lordzrmji

  • @ASKARVLOG-yy9fn
    @ASKARVLOG-yy9fn 9 месяцев назад +1

    Alekha mahima sarana

  • @laxmannaik3583
    @laxmannaik3583 5 месяцев назад +1

    🙏🌹🙏ଜୟ ପ୍ରଭୁ ଶ୍ରୀଗୁରୁ ମହିମା ଅଲେଖ ଶରଣମ 🙏🙏🌹🙏

  • @user-bf2og6lq3f
    @user-bf2og6lq3f 9 месяцев назад +1

    LA Janna vai

  • @motilalpradhan2288
    @motilalpradhan2288 9 месяцев назад +1

    ମହାଭାଗ,
    ପ୍ରଥମ ପଦରେ ଥିବା ଶ୍ରୀ ନିରାକାର ଜ୍ୟୋତି କାହାର ବନ୍ଦନା କରନ୍ତି ଜାଣିପାରିଲି ନାହିଁ।

  • @narayabadatya914
    @narayabadatya914 6 месяцев назад +1

    ଗୁରୁବ୍ରହ୍ମ ମହିମା ଅଲେଖ ଶରଣଂ

  • @pramodbhakta478
    @pramodbhakta478 10 месяцев назад

    Alekha mahima

  • @sanjaysahoo3270
    @sanjaysahoo3270 Месяц назад +1

    🎉😅😂❤

  • @sagarmajhi7426
    @sagarmajhi7426 8 месяцев назад +1

    Alekh mahima saranam bahut sunder voice🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹💐💐💐💐💐💐💐💐🌹🌹🌺🌺🌺🌺🌺🌺🌺🌺🌺🌻🌻🌻🌻🌻🌻🌻🌻🌻🌻

  • @koshalstar3845
    @koshalstar3845 10 месяцев назад +1

    ❤❤❤

  • @chhandacharanmishra6334
    @chhandacharanmishra6334 8 месяцев назад +1

    Superb beta

  • @user-bg3zb4td5z
    @user-bg3zb4td5z 10 месяцев назад +1

    Guru mahima alekha
    val heichhi

  • @user-lp9bp1qr2d
    @user-lp9bp1qr2d 10 месяцев назад +1

    ଶ୍ରୀ ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣମ୍

  • @niranjannaik874
    @niranjannaik874 5 месяцев назад +1

    Best song❤❤❤i love u mahimadarmah

  • @KuberSahu-nu4xt
    @KuberSahu-nu4xt 7 месяцев назад +1

    Namo alekha swami

  • @motilalpradhan2288
    @motilalpradhan2288 9 месяцев назад +2

    ଶେଷ ପଦରେ ଥିବା "ଭକତି ଦେଖି ତେଣେ ଦର୍ଶନ ଦେବେ ଧ୍ୟାନେ" ସେ କିଏ ଦୟାକରି ବୁଝାଇ କହିବେ।

    • @mahimamusicjogadhyan
      @mahimamusicjogadhyan  9 месяцев назад +2

      Baba sri damodar das a dunia chhadi swargabasa kaleni, sia kahiparibe
      Thank u

  • @mahimavastuseva
    @mahimavastuseva 9 месяцев назад +1

    ହୃଦୟରୁ ଭକ୍ତି ଅତି ସୁନ୍ଦର ହୋଇଛି

  • @Nirbikar
    @Nirbikar 9 месяцев назад +1

    Mahima alekha saranam 🙏🏻🙏🏻🙏🏻

  • @jasasaswinisahu1484
    @jasasaswinisahu1484 10 месяцев назад

    Very nice outstanding

  • @BhargabhHansa
    @BhargabhHansa 26 дней назад +1

    Wah Oo superv