Sata katha khicha bhai.. Mu abe Hyderabad re achi, aau mu gate company re kama kate,mo satire smo adisha ro odiya pila mane bi kama karu chanti.... Semane samaste jalnati mu odiya pila bali, kintu mo sangare odiya re no katha hei hindi rehin katha huonti,mu semanagku onek thara kahichi... Ame samaste odiya odiya re no katha hei mo satire hindi re kn pain katha heucho.. Pacharila belaku mate kahile.. Amo echaa
ବହୁତ ସୁନ୍ଦର ଲାଗିଲା ବଡ ଭାଇ ,ଲବ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମୁଁ ବହୁତ ଖୁସି ଲାଗିଲା 🏹🌅जय श्री राम 🙏जय जगन्नाथ 🙏 जय हनुमान ज्ञान गुन सागर जय हो 🙏🙏🙏🙏🙏🙏🙏🙏🙏🙏🙏🙏🔱🔱🔱🐚🐚🐚🌺🌺🌺🌺🕯️🕯️🕯️
9:35 Are Bhai Use Puchho Ki Bhik Kiun Mang Rahe Ho. Tumhara Maa Baap Kaha Gaye.. Lekin Nahi Aap Uska Ulta Bole Rahe Ho Ki Bhik Mago Edhar Ake Khel Rahe Ho 😂 Ruko Koi Gali Mat do. Mein bhi Laba Bhai Ka Bohut Bada Fan hu 😊 Aur Ha Ek Chhota Bhai Ka Adhikar Hai Ki Utna to Bale Sakta Hai 😊 Love u Bro ❤❤❤
ଘରେ ଥାଇ କୁମ୍ଭମେଳା ଦେଖି ପାରିଲୁ ସେଥି ପାଇଁ ଲବ ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ ❤❤❤
Dkl bhai my self rajendra
Bhai hindi RUclipsr bi achhanti😅
ଲବ ଭାଇ ପାଇଁ ଗୋଟେ ଲାଇକ୍ ହେଉ ♥️
କିଏ କିଏ ଚାହୁଁଛ ଲବ ଭାଇ ଡ୍ରୋନ କ୍ୟାମେରା କିଣନ୍ତୁ ବୋଲି 🙋🙋🙋
Drone To Achhi Agaru.......
@Mukesh12780 ହେଲେ ଭାଈ ଙ୍କର ହଜି ଯାଇଛି ତମେ ବୋଧେ ସେ ଭିଡ଼ିଓ ଟି ଦେଖି ନାହାନ୍ତି 🙂🙂
@DibaKara-jc2cu ଓ ହୋ ସେମିତି କଥା 🙈
ଲବ ଭାଇ ଙ୍କୁ ଡ୍ରୋନେ ନିହାତି ଜରୁରୀ ଦରକାର
Drone ta achi nahele uparu view kemiti shout karuchanti
ଭାଇ ତୁମ ଭିଡିଓ ବହୁତ ଭଲ ହୋଇଛି ଆପଣ ଏତେ କଷ୍ଟ କରୁଛନ୍ତି ଭଗବାନ ଆପଣଙ୍କୁ ସାହା ହୁଅନ୍ତୁ ଜୟ ଜଗନ୍ନାଥ ଭାଇ ପ୍ରଣାମ ❤❤❤
Mu
କେନ୍ଦୁଝର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤️
Mu
Mu
Mu
ଘଟଗାଁ ମା ତାରିଣୀ 💖💖💖
🙋🙋
Laba bhai pai gote like kari diya 👍👍👍 0:49
ସବୁଠାରୁ ଖୁସି ର କଥା ଯେ ତୁମେ ଓଡ଼ିଆ ଆଉ ଓଡ଼ିଶା କୁ ବହୁତ୍ ସମ୍ମାନ ଦେଉଛ । ନଚେତ୍ ଆମ ଓଡ଼ିଆ ଲୋକେ ବାହାରକୁ ଗଲେ ଓଡ଼ିଆକୁ ଭୁଲି ଯାଆନ୍ତି ।
Sata katha khicha bhai..
Mu abe Hyderabad re achi, aau mu gate company re kama kate,mo satire smo adisha ro odiya pila mane bi kama karu chanti....
Semane samaste jalnati mu odiya pila bali, kintu mo sangare odiya re no katha hei hindi rehin katha huonti,mu semanagku onek thara kahichi...
Ame samaste odiya odiya re no katha hei mo satire hindi re kn pain katha heucho..
Pacharila belaku mate kahile..
Amo echaa
Didi 💯%right👍
ଠିକ୍ କଥା ଭାଇ ❤
@bollywoodmus
ଯା ହେଉ ତମେ ବି ବଢିଆ ଓଡ଼ିଆ କୋଉଚ୍ଚ 😂
ମୁଁ ଆପଣ ଙ୍କ ଭିଡ଼ିଓ କୁ ଅପକ୍ଷା ରେ ଥିଲି ଭାଇ କୁମ୍ଭାମେଳା କୁ ଯାଇ ପାରୁନି ସତ କିନ୍ତୁ ଆପଣ ଙ୍କ ଭିଡ଼ିଓ ମାଧ୍ୟମରେ ଦେଖି ପାରୁଛି ଆଗକୁ ମାଡି ଚାଲ ଭାଇ 🙏
ଭାଇ ମୋନାଲିସା ଙ୍କୁ ଓଡିଶା ନେଇଆସ 😁
😂😂😂😂
Hn bhai monalisa nku neiasibo 😂😄😁
Welcome to Odisha❤ Monalisha ❤
Tume tanko sangare rahibo ki
ଲବ ଭାଇ କୁମ୍ଭମେଳାରେ ଯିବାକୁ ବହୁତ୍ ଇଚ୍ଛା ହେଲେ କଣ କରିବି ଅର୍ଥର ଅଭାବ
Ghare thai Kumbha Mela dekhi thibaru Laba bhai ku bahut Dhanyawad
ଜୟ ମହା କୁମ୍ଭ ମେଳା ଜୟ ଜଗନ୍ନାଥ ❤ ଲବ ଦାଦା ଙ୍କେ ମୋର୍ ଧନ୍ୟବାଦ ଆମକୁ କୁମ୍ଭ ମେଳା ଦେଖାଇବାରୁ l❤
ବହୁତ ସୁନ୍ଦର ଲାଗିଲା ❤❤❤❤❤🎉🎉🎉🎉🎉
🎉🎉🎉🎉🎉🎉🎉❤❤❤❤❤❤
ବହୁତ ସୁନ୍ଦର ଲାଗିଲା ବଡ ଭାଇ ,ଲବ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମୁଁ ବହୁତ ଖୁସି ଲାଗିଲା 🏹🌅जय श्री राम 🙏जय जगन्नाथ 🙏 जय हनुमान ज्ञान गुन सागर जय हो 🙏🙏🙏🙏🙏🙏🙏🙏🙏🙏🙏🙏🔱🔱🔱🐚🐚🐚🌺🌺🌺🌺🕯️🕯️🕯️
ଲବ ଭାଇ ଆପଣଙ୍କ ମାଧ୍ୟମରେ କୁମ୍ବ ମେଳା ଦେଖିବାକୁ ମିଳିଲା।
ଲବ ଭାଇ ହେଉଛନ୍ତି❤❤ odisha ର Hero ❤❤ like me
ଓଡିଶା ରୁ କିଏ ମହା କୁମ୍ଭମେଳା ଦେଖିବାକୁ ଆସୁଛନ୍ତି ,ମୁଁ ମେଳା ଆରମ୍ଭ ହେବା ପୂର୍ବ ରୁ ଆସିଛି ଶେଷ ପର୍ଯ୍ୟନ୍ତ ରହିବି । ଲବ ଭାଇ ସହିତ ବହୁତ ବୁଲିଲୁ ।
Ame jibu February 22 re CTC ru
@@oneandonlydev...3183👍
ବହୁତ ସୁନ୍ଦର ଦେଖା ଯାଉଛୁ ❤️❤️❤️💥💥
ଏ ଶିବାନି .....🎉🎉🎉🎉🎉😂😂😂😂😂
Hello
Tumo number dio sanga haba
Bhai ame kumba mela dekhi nanhu tuma video re aame jaha hau kichhi matra re deki parilu thanku so much bro
Jay jagannath Swami 🌺🌺🌺🪔🪔🪔🙏🙏🙏
LOVE FROM BARIPADA , MAYURBHANJ ❤
Jay Jagannath ❤️ from mayurbhanj udala ♥️
Jay Jagannath ❤❤❤ from rairangpur
ତୁମକୁ ବହୁତ୍ ଧନ୍ୟବାଦ୍ ଭାଇ କୁମ୍ଭମେଳା ଦେଖେଇ ଥିବାରୁ😊😊
ଭାଇ ବହୁତ୍ ଭଲ ଲାଗିଲା 🥰❤
Hello 😊
Tumo number dio sanga haba
Hello
@@Sujitbhai5065 Hii
ବହୁତ ଭାଗ୍ୟବାନ ଭାଇ ତୁମେ, ଭଗବାନ କୋଟି କଲ୍ୟାଣ କରନ୍ତୁ 💐
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
Thank you so much bhaina kumba Mela ଦେଖେଇଥିବାରୁ🙏🙏🙏🙏🙏
Bahut bahut dhanyawad Bhai...we are enjoying very much ❤
ବହୁତ ବଢିଆ ଲବ ଭାଇ ଆପଣ ଙ୍କ ପାଇଁ ଆମେ କୁମ୍ଭ ମେଳା ଘରେ ଥାଇ ବହୁତ ସୁନ୍ଦର ଭାବରେ ଦେଖି ପାରୁଛୁ ଲବ ଭାଇ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ❤❤❤
Laba bhai kumbamela deikeithibaru danyabad jai jai jagannath🙏🎉🎉❤
ବହୁତ ସୁନ୍ଦର କୁମ୍ଭମେଳାଲାଗିଲା❤❤❤❤
ଜୟ ଜଗନ୍ନାଥ ଜୟ ଓଡ଼ିଶା ♥️
ଭାଇ ମାନେ ସେକ୍ଟର ୧୭ ରେ ଓଡ଼ିଶା ଲୋକ ବିନା ଟଙ୍କା ରେ ରହିବାର ବ୍ୟବସ୍ଥା ଅଛି। ଖାଇବା ପିଇବା ସବୁ ସୁବିଧା ଅଛି ।
Jay jagannath 🙏
(ମୁଁ କୋରାପୁଟ ଜିଲ୍ଲା ରୁ଼ ।)ଭାଈ ତୁମ ଭିଡିଅ ମୁ ସବୁବେଳେ ,,ଦେଖେ ବହୁତ ଭଲ ଲାଗେ ।ନ ଦେଖିକି ରହିପାରିବି ନାହିଁ ।କିନ୍ତୁ ଗୋଟିଏ Request ଆମ Koraputare district ତରଫର ,,Next,,ପଲାଦ ଆଉ ଲଖିନାଥ ପାଖକୁ ଯିବାପାଇଁ ଆମେ ଆପଣଙ୍କୁ ନିବେଦନ କରୁଅଛୁ । Tq.....(Laba & Love)
Bahut sundar laba Bhai tqq so much ate mehnat kariki vdo ama pain anithibaru♥️♥️
ମୟୂରଭଞ୍ଜ ରୁ କିଏ କିଏ ଦେଖୁଛ ଲାଇକ୍ କର
ମୋନାଲିସା ଆ ଆ......., କାଇଁ ଛାଡ଼ି ଚାଲିଗଲୁ ମତେ 😂
ସମ୍ବଲପୁର ରୁ କେ କେ ଦେଖୁଛ ଲାଇକ୍ ଟେ କର ✨❤❤
Hi Labo da we are waiting ur video from Malkangiri Odisha. 👍👍
Hello
ଭାଇ ଆମକୁ ନଆସି ମଧ୍ୟ ସେହି ଜାଗାକୁ କିଛି ଦେଖିଲି ଭାଇ ଧନ୍ୟବାଦ.
ପ୍ରଭୁ ଜଗନ୍ନାଥଙ୍କ ସମସ୍ତଙ୍କୁ ଖୁସିରେ ରଖନ୍ତୁ 🙏🏻 ଜୟ ଜଗନ୍ନାଥ ⭕❗⭕
କୁମ୍ଭମେଳା ଦେଖେଇ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ ❤
Bhai "koria" kebe jaantu ❤ "ଓଡ଼ିଆ ଝିଅ କୋରିଆ ବୋହୂ" ସହିତ ଟିକେ vlog କରନ୍ତୁ
ଅତି ସୁଦର ଲାଗିଲା❤❤❤ଧନ୍ୟବାଦ୍❤❤
ଅତି ଭଲ ଲାଗୁଛି ଲବ ଭାଈ ମୁଁ jharkhand se johar
Bhai tuma pain ame bahut jaga dekhi paruchhu dhanyabad bhalakari kumbhamela vedidio dekhao
ଲବ ଭାଇ ମୋର ବୋହୁତ ଇଛା ଅଛି କୁମ୍ଭ ମେଳା ଜିବା ପାଇଁ କାରଣ ୧୪୪ ବର୍ଷ ପରେ ଏପରି ସଙ୍ଗମ୍ ହୋଇଛି ଭାଗ୍ୟରେ ଥିଲେ ମିଳେ ଯଦି ଆମେ ନଜିବା ଆଉ ୧୪୪ ବର୍ଷ ପରେ ଆମେ ବଞ୍ଚିଥିବା 😢 କିନ୍ତୁ ମୋର ଗୋଟିଏ ସମସ୍ୟା ଅଛି ମୋ ପାଖରେ ପଇସା ନାହିଁ ଯଦି scholarship ପଇସା ଆସନ୍ତା କ'ଣ ଗୋଟେ ହୁଅନ୍ତା ❤❤❤😊😊
😢😢
😢😢
OOO
So sad 😢😢
😢😢
କୁମ୍ଭ ମେଳା ଯାଇ ଲାଭ କଣ ହବ। କଣ ତମ ଜୀବନ ବଦଳି ଯିବ କି ? ଏତେ ବର୍ଷରୁ କୁମ୍ଭ ମେଳା ହୋଇଆସୁଛି କଣ ଭାରତର ଲୋକ ମାନଙ୍କର କଣ ଲାଭ ହେଇଛି ନା ହଜାର ହଜାର ଲୋକଙ୍କ ଆତ୍ମଜ୍ଞାନ ଉପଲବ୍ଧି ହୋଇଛି ।ଏହା କେବଳ ଗୋଟିଏ ଭିଡ଼ । ମଣିଷ ଦଉଡ଼ିବାରେ ଲାଗିଛି ଆଜି ଏଇଠି କାଲି ସେଇଠି ନିଜକୁ ବଦଳାଇବା ପାଇଁ ଚେଷ୍ଟା କରୁନି
Jai jagannath odisha
ଭାଇ ଆମ ପାଇଁ ବହୁତ ପରିଶ୍ରମ କରୁଛନ୍ତି ତେଣୁ ଗୋଟେ like❤ହେଉ |
The sunset view is amazing bro,
🧟🎉🎉🎉ଅତି ସୁନ୍ଦର ଗୋ ଲବ ଦା 🌹🌹🌹🌹🌹
ଭାଇ କୁମ୍ଭ ମେଳା ରେ ତମର କେତେ ଟଙ୍କା ଖର୍ଚ ହେଲା...
ଯୋଉ ମାନେ ବାବା ମାନଙ୍କୁ ଥଟା କରୁ ଛନ୍ତି ସେମାନଙ୍କୁ ଅନୁରୋଧ ସେମିତି କୁହନ୍ତୁନି , କାରଣ ତାଙ୍କର ଅନେକ ବର୍ଷର ସାଧନା କୁ ଏମିତି ହସରେ ଉଡାନ୍ତୁନି
ଗଞ୍ଜାମ
जय श्री जगन्नाथ
ବହୁତ ସୁନ୍ଦର ଭିଡିଓ 🎉🎉🎉🎉🎉
Jai jagannath odisha mayurbhanj baripada dukura ru Radha nath singh
ସବୁ ବେଳେ interesting video upload କରୁ ଥିବାରୁ dil ru ❤❤❤❤full support 😊😊😊😊 love you yarrr
16:35 Bhai Pachha Pate se Bhai Hye Karuchhi 😊
ଲବ ଭାଇ ସମ୍ବଲପୁରୀ ଜାନସ କେଁ.... ତୁମର ଭିଡିଓ ଭଲ୍ ଲାଗ୍ ସି
Amo MBJ Kia kia achho tk like ba...... !
ଭାଇ ଆପଣ କୁମ୍ଭମେଳା ରେ କେତେ ଜବଙ୍କୁ ସାହାଯ୍ଯ କଲେ❤ ?
Bhai tamara sabu video dekhe bahut bhala lage but eita mara first comment ❤❤❤
ଲବ ଭାଇ ଆମ ମୟୂରଭଞ୍ଜ ପିଲାବୋଲି ବହୁତ ଖୁସି ଲାଗେ ଜୟ ଜଗନ୍ନାଥ 🙏🙏🙏
Love from Rayagada 💝💝💝💝💝💝
ବାଲେଶ୍ୱର ରୁ କେତେ ଜଣ ଦେଖୁଛନ୍ତି 🙏
Lava bhai pai gote like kari diya 👍👍👍
Bahut vala lage ଲବ ଭାଇ ତୁମ ଭିଡିଓ , କେତେ ଦୂର ଯାଇ ଭିଡିଓ ସବୁ ବନାଉଚ୍ଚ,🙏
Bhai au kichhi dino ruho❤
ବହୁତ୍ ସୁନ୍ଦର୍ ଭିଡିଓ ଲବଭାଇ 👌👍🫵
Jay shree ram 🚩🚩🚩🚩
ନବରଙ୍ଗପୁର ଜିଲ୍ଲାରୁ କିଏ କିଏ ଦେଖୁଛ ଲବ ଭାଇ ପାଇ ଗୋଟେ ଲାଇକ କରନ୍ତୁ
ଜୟ ଜଗନ୍ନାଥ🙏🙏କୁମ୍ଭମେଳାରେ ଯେଉଁ ବାବାମାନେ ହାତଟେକି ବର୍ଷ ବର୍ଷ ରହିଥାନ୍ତି. ସେମାନେ ଝାଡ଼ା ସାରିବା ପରେ ପରିଷ୍କାର କିପରି ହୁଅନ୍ତି😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮
Tubewell re dekheidianti .
ବହୁତ ବଢିଆ ହେଇଚି ଭିଡ଼ିଓ ଭାଇ 🎉🎉🎉🎉❤❤❤❤❤
3:19 Bhai Tama Pachha Pate se Bhai Bhabuthiba Kan Karuchhi Ea..??? 😂
😅😂😂😅
Jay jagannath ⭕‼️⭕🙏 love from Rayagada
Love from kalahandi laba bhai❤ jai maa manikeswari 🙏
Bhai tumar Hindi channel re video upload kar bhai... Tumar Hindi speak bahuta bhala... 💐💐💐💐❤
Bhai tamo pachhre kia gote flying kiss 💋 dela tike dekha 😂😂
😅😅😅😅
ବହୁତ ସୁନ୍ଦର ଭିଡ଼ିଓ 💖💖💖
Laba tume bahut kasta karuchha God bless you beta ❤❤❤
ଭିଡିଓ ବହୁତ ଭଲ ଲାଗିଲା ଜୟ 🙏🙏🙏🙏ଜଗନ୍ନାଥ
9:35 Are Bhai Use Puchho Ki Bhik Kiun Mang Rahe Ho. Tumhara Maa Baap Kaha Gaye.. Lekin Nahi Aap Uska Ulta Bole Rahe Ho Ki Bhik Mago Edhar Ake Khel Rahe Ho 😂
Ruko Koi Gali Mat do. Mein bhi Laba Bhai Ka Bohut Bada Fan hu 😊 Aur Ha Ek Chhota Bhai Ka Adhikar Hai Ki Utna to Bale Sakta Hai 😊 Love u Bro ❤❤❤
A fantastic Odia travel blogger has shared some amazing content. Keep it Up !!
Jay Jagannath Bhai🙏🙏🙏
Jay Jagannath bhai🙏
Jay shree ram ❤❤❤
Jay shree Ganesh ❤❤❤
Jay shree Ganesh ❤❤❤
Jay jaganath ❤❤❤
Jay mataji ❤❤❤
Om 🕉️ नमः शिवाय हर हर महादेव 🙏🚩🚩
Thank you for your information of Mahakumbh Mela 2025
ଜୟ ଶ୍ରୀରାମ 🙏🙏
Wow bahut val video dekhili bhai sikhibaku kichi milila
So beautiful video👌👌👌❤❤❤laba babu, Jay jagannath🙏🙏🙏
Bahut sundar video Bhai ❤❤
GREAT ENVIROMENT OF LABA BRO KEEP IT UP FOR PRAYAG RAJ PLACE
ବହୁତ ଭଲ ଲାଗିଲା ଧନ୍ୟ ବାଦ ❤❤
ଭାଇ ବହୁତ ସୁନ୍ଦର ଲାଗିଲା ଜୟ ଜଗନ୍ନାଥ
Toma pain bahut new au bhala sikskibaku miluchhi❤
ବହୁତ ସୁନ୍ଦର ଲାଗିଲା ❤️❤️❤️❤️
Love you Bhai aponokaro video dekhi bahut khushi lagila love you Jay jagannath 🙏🙏🙏🙏🙏❤❤❤❤❤❤❤