Sabu Bandhana Mo Kholidei Prabhu | Santilata Barik(Chhotray) | Sidharth Bhakti

Поделиться
HTML-код

Комментарии • 433

  • @binapanipattajoshi2167
    @binapanipattajoshi2167 Год назад +39

    ଏତେ ଦରଦ ଭରା ଓ ହୃଦୟ ସ୍ପର୍ଶୀ କଣ୍ଠ ଯାହା କି ବଡ଼ଠାକୁରଙ୍କ ପାଖରେ ପହଞ୍ଚାଇ ଦିଏ, ଶାନ୍ତି ଅପଆଙ୍କଉ ହୃଦୟ ଭରା ପ୍ରଣାମ

  • @sanjibanisudhapattanaik6923
    @sanjibanisudhapattanaik6923 9 месяцев назад +35

    ଯିଏ ଜଗନ୍ନାଥ ଙ୍କ ସିଏ ତାଙ୍କ ପାଖକୁ ଯିବ ଶାନ୍ତି ଲତା ମା ଙ୍କୁ ପ୍ରଭୁ ଶାନ୍ତି ଦିଅନ୍ତୁ❤

  • @ghugubaral3862
    @ghugubaral3862 Год назад +21

    କି ସୁନ୍ଦର ଭଜନ ହୃଦୟରେ ଭାବ ବହି ଯାଉଛି , ଜୟ ଜଗନ୍ନାଥ, ଶାନ୍ତିଲତା ମା ଙ୍କୁ ପ୍ରଭୁ ଜଗନ୍ନାଥ ଭଲରେ ରଖ ଆପଣଙ୍କ ଭଜନ ଗାୟନ କରିବା ପାଇଁ, ❤❤❤

  • @rabindrapatro3569
    @rabindrapatro3569 9 месяцев назад +13

    ହେ ମହାନ ଆତ୍ମା! ପୁଣି ଥରେ ଏ ଧରାରେ ଅବତୀର୍ଣ୍ଣ ହୁଅ । ଆପଣଙ୍କ ସେହି ସୁମଧୁର ଭଜନ କୀର୍ତ୍ତନ ପୁଣି ଆମ୍ଭମାନଙ୍କୁ ଶୁଣିବା ପାଇଁ ସୁଯୋଗ ମିଳୁ।ଅମର ଆତ୍ମାର ସଦଗତି କାମନା କରୁଛୁ। ଠାକୁର ନିଶ୍ଚୟ ଆପଣଙ୍କୁ ତାଙ୍କ ପାଖରେ ସ୍ଥାନ ଦେବେ, ଯେହେତୁ କାଳିଆ ସାଆନ୍ତ ମୋ ଭଜନ ପ୍ରିୟ।ଜୟ ଜଗନ୍ନାଥ 🙏

  • @Bhaktishreelaxmi
    @Bhaktishreelaxmi 9 месяцев назад +62

    ଓଡ଼ିଶାବାସୀ କିନ୍ତୁ ଏଭଳି ପ୍ରତିଭାବାନ କଳାକାର ଙ୍କୁ ଉପଯୁକ୍ତ ସମାନ ଦେଇପାରିନାହାନ୍ତି, ମନେହୁଏ।ଏଭଳି ଚମତ୍କାର କଣ୍ଠଶିଳ୍ପୀ ଙ୍କୁ କୋଟି ପ୍ରଣାମ🙏

    • @NibeditaNayak-i4c
      @NibeditaNayak-i4c 9 месяцев назад +6

      This katha

    • @smitamohanty3302
      @smitamohanty3302 9 месяцев назад +4

      Beautiful singing​

    • @dliipkumarsahoo2954
      @dliipkumarsahoo2954 6 месяцев назад

      Miss u mausi

    • @manasrysodisha463
      @manasrysodisha463 5 месяцев назад

      ​@@NibeditaNayak-i4caaaaa😢😂😮😮😮😮😮😮😮😮😮😢😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😢😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮111111111111111😮q

    • @BapinaSwain-e6s
      @BapinaSwain-e6s Месяц назад

      ସତ କଥା ଭାଇ 😢

  • @sadabigyasahu9189
    @sadabigyasahu9189 9 месяцев назад +46

    ହେ ମହାନ ଆତ୍ମା ମୁଁ ଆପଣଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି।

  • @ranjansm6014
    @ranjansm6014 9 месяцев назад +6

    Ohhhh ki chittakasrana bhajan o swara sakyat mata saraswati santi maa nka kanthare baaichhanti❤

  • @santoshofficial1001
    @santoshofficial1001 9 месяцев назад +56

    ହେ ଜଗନ୍ନାଥ ମହାପ୍ରଭୁ ଆଜି ଶାନ୍ତି ଅପା ଯେଉଁଠି ଥାନ୍ତୁ ତାଙ୍କ ଅମର ଆତ୍ମାର ସଦଗତି କରନ୍ତୁ 😭🌹💐🙏

  • @divyashajena6941
    @divyashajena6941 Год назад +28

    ଆହା, କି ଅମୃତ ବୋଳା କଣ୍ଠ ସ୍ୱର, ପ୍ରେମ ଭକ୍ତି ଭରା ସ୍ୱର, ହୃଦୟ ଓ ଚେତନା କୁ ଟାଣି ନେଇ ସେଇ ନାଟୁଆ ପାଖରେ ପହଞ୍ଚେଇ ଦେଉଛି, ଧନ୍ୟ ସେ କଣ୍ଠ ଶିଳ୍ପୀ, ପ୍ରଭୁ ଙ୍କ ବିନା ଆଶୀର୍ବାଦ ରେ ଏହା ସମ୍ଭବ ହେଇ ପାରେନା 🙏🙏🙏

  • @prachinandavlogs8784
    @prachinandavlogs8784 9 месяцев назад +13

    ହେ ପୁଣ୍ୟାତ୍ମା ଆପଣଙ୍କୁ ଅନନ୍ତ କୋଟି ପ୍ରଣାମ,ହେ ମହାପ୍ରଭୁ ସତେକି ଆପଣଙ୍କ ପାଖକୁ ନେଇଗଲକି !ହେ ଅନ୍ତର୍ଯ୍ୟାମୀ ,ତୁମରି ଚରଣାର ବିନ୍ଦରେ ସ୍ଥାନ ଦିଅ ହେ ମହାପ୍ରଭୁ .... ପ୍ରଣାମ ଜଣାଉଛି ଆପଣଙ୍କୁ ଅନନ୍ତ କୋଟି ପ୍ରଣାମ ଜଣାଉଛି ଜୟ ଜଗନ୍ନାଥ ହରିବୋଲ ...

  • @status_times
    @status_times 9 месяцев назад +226

    ଶାନ୍ତି ଲତା ମାମ୍ ଙ୍କର ପରଲୋକ ପରେ କିଏ କିଏ ଏହି ଗୀତ ଶୁଣିବାକୁ ଆସିଛ❤

  • @harishankarsahu9642
    @harishankarsahu9642 9 месяцев назад +36

    ସେ ଆମ ପାଖରେ ନାହାନ୍ତି ସତ ତାଙ୍କର ଗୀତ ଯୁଗ ଯୁଗ ଧରି ଅମର ରହିବ।
    ଜୟ ଜଗନ୍ନାଥ 🙏🙏🙏

    • @jyotsnaranipanda2613
      @jyotsnaranipanda2613 9 месяцев назад +2

      ପୁରାପୁରି ସତକଥା କହିଛନ୍ତି, ଜୟ ଶ୍ରୀ ଜଗନ୍ନାଥ

  • @RajaRamPradhan-i6g
    @RajaRamPradhan-i6g Год назад +9

    E ki Gita mana pura jagannath pakhare achhi bhalia laguji 😊

  • @gourcharanmahapatra295
    @gourcharanmahapatra295 23 часа назад +1

    ମାଡମ ଧନ୍ୟ ଆପଣ। କି ସୁନ୍ଦର ଗାଇଛନ୍ତି।

  • @alltypeoffvideo8298
    @alltypeoffvideo8298 9 месяцев назад +9

    Real singer santi Lata barik 😢one off the best Bhajan ❤

  • @prasannakumarray51
    @prasannakumarray51 9 месяцев назад +8

    ମହାପ୍ରଭୁଙ୍କ କରୁଣା ଆପଣଙ୍କ ଉପରେ ସଦା ସର୍ବଦା ଯୁଗ ଯୁଗ ଧରି ରହିଥାଉ।ଆପଣଙ୍କୁ ସେ ତାଙ୍କ ପାଖକୁ ନିଶ୍ଚୟ ନେଇଯିବେ।ଜୟ ଜଗନ୍ନାଥ। 🙏🙏🙏

  • @biswajitprusty9867
    @biswajitprusty9867 9 месяцев назад +36

    ଯିଏ ସାରା ଜୀବନ ଜଗନ୍ନାଥଙ୍କ ଭଜନ ଜଣାଣ ଗାଇଛନ୍ତି ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବା କଥା 🙏 ନମିତା madam ଆଧୁନିକ ଗୀତ ଗାଇ ମଧ୍ୟ ଜଗନ୍ନାଥଙ୍କ ସ୍ୱର ସେବିକା ବୋଲାଉଛନ୍ତି କିନ୍ତୁ ପ୍ରକୃତ ରେ ଶାନ୍ତିଲତା madam ନିଜ ଶେଷ ଜୀବନ ପର୍ଯ୍ୟନ୍ତ ଜଗନ୍ନାଥଙ୍କ ଭଜନ ଗାଇଛନ୍ତି 🙏

  • @chittaranjansahu8159
    @chittaranjansahu8159 5 месяцев назад +4

    ଅତି ସୁନ୍ଦର କଣ୍ଠସ୍ୱର ଏବଂ ହୃଦୟସ୍ପର୍ଶୀ ସହ ମର୍ମସ୍ପର୍ଶୀ ଭଜନ ଗୀତଟି...👌👌👌🙏🙏🙏🥰🥰🥰💐💐💐👍👍

  • @sarastripathy4789
    @sarastripathy4789 9 месяцев назад +1

    No words mam. Aeka Mahan gayika nku aji ame harayilun aapankara mahan atma sadgati pau. Om shanti mam🙏

  • @tanushreemishra1738
    @tanushreemishra1738 9 месяцев назад +6

    Dehabasana ghatichhi....kintu aapana nka swara madhyamare aapana sarbada jibita thibe🙏❤️🙏

  • @ayush_piyush963
    @ayush_piyush963 9 месяцев назад +19

    ମହାପ୍ରଭୁ ଜଗନ୍ନାଥ ଆପଣଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ🙏😔

  • @prasantapradhan6611
    @prasantapradhan6611 3 месяца назад +2

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🙏🙏ହେ ମହା ପ୍ରଭୁ ଏପରି କଳାକାରଙ୍କୁ କାହିଁକି ଆମଠୁ ଛଡାଇ ନେଲେ 🙏🙏🙏ଶାନ୍ତିଲତା ମାମ ଯୋଉଠି ଥାଆନ୍ତୁ ତାଙ୍କ ଅମର ଆତ୍ମା ର ସଦଗତି କରନ୍ତୁ ପ୍ରଭୁ 😢😢👏👏👏

  • @budhadebpradhanpradhan4088
    @budhadebpradhanpradhan4088 Год назад +15

    ଶାନ୍ତି ଅପାଙ୍କ ହୃଦୟସ୍ପର୍ଶୀ ଭଜନ ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ଏକତା ଓ ସଂହତି ସୃଷ୍ଟି କରିଦେଇଥାଏ, ଜୟ ଜଗନ୍ନାଥ l

  • @rabismitamahalik4955
    @rabismitamahalik4955 8 месяцев назад +4

    ମୁଁ ପ୍ରତିଦିନ ଦୁଇ ତିନିଥର ଶୁଣେ ❤

  • @sarmisthadash4096
    @sarmisthadash4096 9 месяцев назад +2

    Mate ae geta te bhare bhalalage...Jay Jagannath maha pravu 🙏🙏

  • @itishreemuduli-x4c
    @itishreemuduli-x4c 9 месяцев назад +7

    Mind blowing 😍.....❤

  • @sanjitapatra3720
    @sanjitapatra3720 Год назад +2

    Apa pranam.... apana gaila bele pura hrudayaru pravu nku daki gauchhanti.God bless you

  • @kishorechandramishra6
    @kishorechandramishra6 6 месяцев назад +2

    ବହୁତ ସୁନ୍ଦର ଭଜନ। ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କ ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ।🙏💐

  • @BadalKumar-ff6ql
    @BadalKumar-ff6ql 9 месяцев назад +13

    ଆପଣଙ୍କ ସ୍ଥାନ ଆଉ କେହି ନେଇ ପାରିବେନି ଅପା ।😢❤

  • @GAVS104
    @GAVS104 9 месяцев назад +7

    ଅମିୟ ପରଶ ସ୍ନେହବୋଳା ହସ ଆଉ କି ଦିଶିବ ପାଖ... ତୁମରି ବନ୍ଧନେ ରଖ।

  • @vbgaming8686
    @vbgaming8686 9 месяцев назад +13

    ଓମ୍ ଶାନ୍ତି 😢

  • @sanjitamahapatra7582
    @sanjitamahapatra7582 22 дня назад

    Very emotional & heart touching Bhajan of our Padmashri Santilata Barik 🙏🙏🌹🌹🌹🌹🌹🌹

  • @manoramasatapathy8400
    @manoramasatapathy8400 8 месяцев назад +1

    ବହୁତ ସୁନ୍ଦର ଶାନ୍ତି ଅପା ❤ ତୁମର ଅମର ଆତ୍ମା ର ସଦଗତି ହେଉ ❤❤❤❤

  • @suchitramishra7236
    @suchitramishra7236 18 дней назад

    ବହୁତ ସୁନ୍ଦର ପରିବେଷଣ ଯେତେ ଶୁଣିଲେ ନୁଆ ଲାଗେ ଶାନ୍ତିଲତା ମାମ ନଙ୍କୁ ଭୂଳିହୋଇନି

  • @srikantaojha6800
    @srikantaojha6800 5 месяцев назад +1

    Kamse km ai gita tiku mu 60 ki 70 thara sunilini
    Hele bi jete sunile mote bht aananda laguchi
    Jay jagannath

  • @mamatasatpathy9018
    @mamatasatpathy9018 7 месяцев назад +3

    ଅମର ଆତ୍ମାର ସଦ୍ ଗତି ହେଉ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ ସୁମଧୁର ସଙ୍ଗୀତ କଣ୍ଠଶିଳ୍ପୀ ଭାବେ ପୁଣିଥରେ ପୁନର୍ବାର ଜନ୍ମ ଦିଅନ୍ତୁ 🙏🙏🎉🎉 ଜୟ ଶ୍ରୀ ଜଗନ୍ନାଥ ସ୍ଵମୀ 👏👏

  • @subhratapadhee8291
    @subhratapadhee8291 Год назад +7

    ହୃଦୟସ୍ପର୍ଶୀ ଭଜନ 🙏🏻🙏🏻

  • @Sursumi13
    @Sursumi13 6 месяцев назад +2

    Mu sabudina sune a song..tanke thantu ki nathantu a Gita re jibanara sata katha achi😢❤😢

  • @saratchandrasatapathy7531
    @saratchandrasatapathy7531 9 месяцев назад +1

    Hey Prabhu, Karunara Sindhu, Tanka Amara Atma ku Shanti Diya, Tumaku Koti Koti Pranam 🙏🙏

  • @entertainmentinformation7624
    @entertainmentinformation7624 Год назад +2

    Best Bhajan of All Time. Tear comes from eye.... Jaga re to binu anya gati nahi...

  • @ManmathaBihari98
    @ManmathaBihari98 Год назад +1

    ଦିଦି ଅତି ସୁନ୍ଦର ଆପଣଙ୍କ ଶ୍ବୁର ଏମିତି ଆପଣଙ୍କ କଣ୍ଠରୁ ଶୁଣିବାକୁ ମିଳୁଥାଉ ଭଜନ ଧନ୍ଯବାଦ ସିର୍ଦ୍ଧାତ ମ୍ଯୁଜିକ

  • @raj.....creativevideos8105
    @raj.....creativevideos8105 9 месяцев назад +3

    😢❤utkal divas re utkala hareila jane nari kantha shilpi😢🙏Jay jagannath.. Om shanti

  • @alinabarik84
    @alinabarik84 6 месяцев назад +1

    Atma ku santi mile a Bhajan tiku sunile❤

  • @chinmayaprasadnathsharma1613
    @chinmayaprasadnathsharma1613 9 месяцев назад +2

    ସତରେ ସୁମଧୁର ସ୍ୱର, ଚିର ଦିନ ମନେ ରହିବେ ଶାନ୍ତିଲତା 🙏🙏🙏🙏🙏🙏🙏🙏

  • @surendranathnayak9319
    @surendranathnayak9319 Месяц назад

    ସତରେ ଜଗନ୍ନାଥ ଆପଣ ଙ୍କୁ ଟାଣି ନେଇ ଗଲେ
    ଆପଣ ଙ୍କ କଥା ଶୁଣି ❤ ଏତେ ଦରଦୀ ମୋ ଜଗନ୍ନାଥ,, ଜୟ ଜଗନ୍ନାଥ ଧନ୍ୟ ଆପଣ ଙ୍କ ଜୀବନ ଧନ୍ୟ ❤❤ ଜୟ ଜୟ ଜଗନ୍ନାଥ ❤❤

  • @subhaparida5814
    @subhaparida5814 Год назад +1

    ପ୍ରତିଦିନ ସକାଳୁ ଏହି ଗୀତ ଶୁଣି ମୋ ଦିନ ଆରମ୍ଭ କରେ ... 🙏🙏ଶାନ୍ତିଲତା ମାମଙ୍କ ଭାବରେ ଏଗୀତକୁ ଜୀବନ୍ତ କରିଦେଇଛି 🙏🙏 ଜୟ ଜଗନ୍ନାଥ 🙏

  • @gadadharmishra6331
    @gadadharmishra6331 9 месяцев назад +1

    ଖୁବ ଅନୁଭବ ପୂର୍ଣ୍ଣ, ଯାହା ସ୍ୱତଃ ଲୁହ ହେଇ ଆଖିରୁ ଝରିଯାଏ l ଦୁଃଖ ଓ ବେଦନା ଭରା ଏ ଆକୁତି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ସତରେ ଖୁବ ମ୍ରିୟମାଣ କରିଦେଉଥିବ l ପରଲୋକ ଗତା ସୁ କଣ୍ଠ ଶିଳ୍ପୀ ଙ୍କ ଗାୟନ ହୃଦୟ ତନ୍ତ୍ରୀ କୁ ବାସ୍ତବିକ ଥରାଇ ଦେଇ ଥାଏ l ଶ୍ରୀ ଜଗନ୍ନାଥ ତୁମ ପବିତ୍ର ଆତ୍ମା କୁ ଚିର ଶାନ୍ତି ପ୍ରଦାନ କରନ୍ତୁ ପ୍ରିୟ ଭଉଣୀ l

  • @purnimasahoo6777
    @purnimasahoo6777 8 месяцев назад +1

    ଓଡ଼ିଶା ଆଜି ଏଇ ପରି କିର୍ତିବାନ୍ ପ୍ରତିଭା କୁ ହରେଇ ଦେଇଛି,,,ଅତି ଆଦରଣୀୟ mam,,❤❤❤❤❤❤❤

  • @banacreations2684
    @banacreations2684 Год назад +67

    ଏପରି ଭଜନା ମୃତ ପାନ କରିବାରେ ଯେଉଁ ଆନନ୍ଦ ମିଳେ ତାକୁ ଭାଷାରେ ପ୍ରକାଶ କରି ହୁଏନା. ତାହା ପୁଣି ଶାନ୍ତି ଲତା ଙ୍କର ଭଜନ.

  • @prasantakumarnayak9143
    @prasantakumarnayak9143 Год назад +7

    Unbeatable melody with GOD'S blessings on Shantilata Madam that can drive you to the Lotus Feet of GOD

  • @minakhisarangi9418
    @minakhisarangi9418 2 месяца назад

    😭😭😭😭❤❤❤❤❤No 1 lady odia singer🙏🏻🙏🏻🙏🏻🙏🏻🙏🏻🙏🏻

  • @samarkaran1976
    @samarkaran1976 Год назад +20

    ଦିଦି ଆଜି ବହୁତ୍ ମିସ କରୁଛି 😢😢 ପୁଣି ଏ ଓଡ଼ିଆ ସ୍ଵାଭିମାନ ବଞ୍ଚାଅ ଆଉ ଥରେ ଜନ୍ମ ହୋଇ ଅସୋ ଏ ଧରା ପୃଷ୍ଟକୁ 😢❤,💐💐🙏😭😭

  • @sasmitadas2115
    @sasmitadas2115 Год назад

    Hrudaya sparshi bhajan ..Shanti apa apana sustha niroga rahi emiti bhajana sunauthantu...

  • @jyotsnaranimishra4948
    @jyotsnaranimishra4948 9 месяцев назад +1

    Ki sunder bhajan gaichanti Madam, om shanti.😢

  • @subhashreepanda1101
    @subhashreepanda1101 9 месяцев назад +1

    Mam nka gita sunila bele prabhu jagannatha nku dekhe🥺😭🙏

  • @smitamohanty3302
    @smitamohanty3302 8 месяцев назад +1

    An artist never die

  • @pravatibehera6427
    @pravatibehera6427 9 месяцев назад +2

    ସତେ କି ଆକର୍ଷଣ ଏ ଗୀତ ରେ,ଜୟ ଜଗନ୍ନାଥ

  • @PradiptaKuanar
    @PradiptaKuanar Год назад +14

    ଶୁଣିଲେ ଭଗବାନ ମିଳିଲା ଭଳୀ ଲାଗେ

  • @SanuSamantaray-x5p
    @SanuSamantaray-x5p 2 месяца назад +1

    ହୃଦୟ କୁ ତୃପ୍ତ କରିଦିଏ ଏଇ ଭଜନ

  • @deeptimayeebehera7586
    @deeptimayeebehera7586 9 месяцев назад

    What a voice at this age!!we lost such a legendary singer in our odia music industry....😢

  • @sahoogkandmotivation6534
    @sahoogkandmotivation6534 Год назад +1

    Oh Moro full aatma Ku Shanti laguchhi E gito suniki

  • @diptimayeedash7015
    @diptimayeedash7015 9 месяцев назад +1

    Mo loma tankuri uthuchi A bhajan suniki luha Asijauchi

  • @sameersamantaray5908
    @sameersamantaray5908 9 месяцев назад +1

    ଏକ ବିରଳ କନ୍ଠସ୍ବର❤

  • @surendridalei6321
    @surendridalei6321 7 месяцев назад

    ବହୁତ ସୁନ୍ଦର ଲାଗୁଛି ଏ ଗୀତ ଟା,, ବହୁତ ଧନ୍ୟବାଦ,, ତାଙ୍କ ର ସବୁ ଗୀତ ସ୍ୱର ଭଲ ଲାଗେ,,

  • @sukantamohapatra4010
    @sukantamohapatra4010 2 месяца назад

    ଆମେ ଆଜି ବସି ତାଙ୍କ ଗୀତ ଶୁଣୁଛେ।ସେଇଟା ତାଙ୍କ ପାଇଁ ବଡ଼ ସମ୍ମାନ

  • @rabindrarout6441
    @rabindrarout6441 9 месяцев назад

    4 legends in a platform 😃🙏

  • @mithundas1669
    @mithundas1669 9 месяцев назад +2

    ସେ ମହାନ୍ ଆତ୍ମା ଙ୍କୁ ଆଜି ଓଡ଼ିଆର ପ୍ରତ୍ୟେକଟି ପ୍ରାଣ ଖୋଜୁଛି

  • @bidulatakar8236
    @bidulatakar8236 Год назад +9

    My favourite bhajan heart touching

  • @mahendraswara9911
    @mahendraswara9911 7 месяцев назад

    Bahute sundar bhajana ❤❤❤

  • @kalpanabiswal2464
    @kalpanabiswal2464 9 месяцев назад +1

    Mu pila belu tanka kantha etee vala lagejee aji kanda laguchhi hee sudha atma amamanku chhadi chaligala.tuma atmara sadgati heu etiki kamana karuchhi❤❤❤❤😢😢😢😢😢

  • @SaiRam-gc7ud
    @SaiRam-gc7ud 9 месяцев назад +4

    ଧନ୍ଯବାଦ ଜଣାଉଛି ଭଗବାନର କରୁଣା

  • @urmiladei5260
    @urmiladei5260 9 месяцев назад +3

    Jagannath tank pakhaku nei jaichhanti samagra hrudayre sthantie pajjaichhanti

  • @chakradharapati4080
    @chakradharapati4080 9 месяцев назад +3

    ନାମ ପାଇଲେ ଶାନ୍ତି ବା ଶାନ୍ତିଲତା,,,,ସେହି ଜଗନ୍ନାଥ ପାଦ ପଦ୍ମରେ ଲୀନ ହୋଇଗଲେ ମା ଶାନ୍ତିଲତା,,,, ଜଗନ୍ନାଥ ତାଙ୍କ ପାଖକୁ ନେଇ ଗଲେ,,,,,, କୀର୍ତନ ମନନ ଭଜନ କରିଲେ ଜଗନ୍ନାଥ ଙ୍କୁ ସବୁ ଵେଳେ ମନ ଭିତରେ ଜପ ଜପ ରେ ଜୀବନକୁ ସମର୍ପଣ କରି ଦିଅନ୍ତୁ,,,

  • @BenudharNayak-q5u
    @BenudharNayak-q5u 9 месяцев назад +1

    Hey jagannath mahabahu❤benu pray for blessings❤

  • @narayanpattanayaknarayanpa7205
    @narayanpattanayaknarayanpa7205 3 месяца назад

    ଅତିସୁନ୍ଦର ଭାବପୂ
    ର୍ଣ ଗୀତ।

  • @batakrushnajatta5878
    @batakrushnajatta5878 9 месяцев назад +1

    Shanti mam jete thara gaile bi sunibaku echa heba Jay jagannath swami nayan patha game bhaba tume

  • @muralidharbehera9783
    @muralidharbehera9783 Год назад +1

    Ki sundar gita apank kantha or bhajan sabu bhala lage 🙏

  • @hemantkumarsingh5227
    @hemantkumarsingh5227 5 месяцев назад

    Heart touching song n so sweet voice. Please come back mam with such sweet voice. My heartfelt condolences

  • @umeshchandrakar9125
    @umeshchandrakar9125 9 месяцев назад +1

    ବାରମ୍ବାର ଶୁଣିଲେ ବି ମନ ଶାନ୍ତି ହୁଏନି 🙏ଜୟ ଜଗନ୍ନାଥ 🙏

  • @RasmitaPradhan-x2d
    @RasmitaPradhan-x2d 19 дней назад

    Santi. Ma mo mami. Tama. Gita. Dina. Rati. Dekhuchhi. Tame. Jou. Thi bi. A cha. Bhala. Re. Tha❤❤❤mo. Mi. Ka hu. Cha. Nti❤❤❤❤❤❤❤❤❤

  • @radharanisahoo7157
    @radharanisahoo7157 9 месяцев назад +1

    Aei Gita ku sunile mana ku Shanti mile .kete. Bhava aei Gita re.

  • @niveditapattnaik9011
    @niveditapattnaik9011 9 месяцев назад

    Bohut Sunder Bhajan 🙏🙏

  • @ChandramaNath-sj3kb
    @ChandramaNath-sj3kb 5 месяцев назад

    Atma ra swara kannthha ru jharuchi❤

  • @rubyswain5115
    @rubyswain5115 9 месяцев назад +1

    Santi Maa nku Jay jagannath pakhaku negate 🕉 Santi 🙏🏼👏👍

  • @biswajeetchoudhury191
    @biswajeetchoudhury191 9 месяцев назад +3

    Maa Apana jouthi thantu bhalare thantu

  • @ManasaBoutique1212
    @ManasaBoutique1212 6 месяцев назад

    Santi maa nka pari bhabara bhajan au kahatharu suniba❤❤❤❤❤❤❤❤❤❤

  • @namitasahu5228
    @namitasahu5228 3 месяца назад

    Satare akhibhari jauchhi 🙏🙏jay Jagannath 😍

  • @surendranathnayak9319
    @surendranathnayak9319 Месяц назад

    ଶାନ୍ତି ଅପା ଜଗନ୍ନାଥ ପାଖରେ ଅଛନ୍ତି ❤

  • @abinashmohanty3441
    @abinashmohanty3441 9 месяцев назад +1

  • @pitabashmeher2657
    @pitabashmeher2657 2 месяца назад

    Hruuudaya trutii karidie ehi Bhajan

  • @diptimayeedash7015
    @diptimayeedash7015 9 месяцев назад

    😢 mate bohut Kanda laguchi A bhajan suniki luha Asijauchi

  • @shaibalininanda9447
    @shaibalininanda9447 6 месяцев назад +1

    He kala thakura tumaku mo sansar teki deli

  • @humhaihumsafar
    @humhaihumsafar Месяц назад

    ❤Mausi nka voice heart❤meliting

  • @musicalpravatcreations9016
    @musicalpravatcreations9016 6 месяцев назад

    Mu gita tiku sunuchi jete thara mo akhire luha asijauchi laguchi bhagwan ka pakhare achi mu 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭⭕‼️⭕🙏🏻🙏🏻🙏🏻🙏🏻🙏🏻

  • @mahaprangyabehera4405
    @mahaprangyabehera4405 9 месяцев назад

    😢😢 She Left Us😢😢 Heart Touching Song

  • @RamachandraMoharana-mt1xn
    @RamachandraMoharana-mt1xn 7 месяцев назад

    ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଶୁଣୁଥିଲେ ନୂଆ ଲାଗୁଥାଏ l

  • @Subha-ci5iu
    @Subha-ci5iu 6 месяцев назад

    କୋଟି ପ୍ରଣାମ ଆପା 🎉 ଜୟ ଜଗନ୍ନାଥ

  • @ayushmanmusic8877
    @ayushmanmusic8877 6 месяцев назад +1

    Mam Apana puni feriasantu miss you

  • @abhirammallik8940
    @abhirammallik8940 8 месяцев назад

    Mahaprabhu JAGANATH bless her. Her soul may get salvation. It is my hearty prayer at Almighty MAHAPRABHU JAGANATH. JAYA JAGANATH, JAYA JAGANATH, JAYA JAYA JAGANATH .

  • @saratchandrapratihari3413
    @saratchandrapratihari3413 9 месяцев назад +1

    Om sante...