ଗ୍ରହଣ ଦିନ ଖାଇବା ଯୁକ୍ତିଯୁକ୍ତ କି ? Science vs Sanatan Dharma | Papu Pom Pom Comedy | Aeita Bayata
HTML-код
- Опубликовано: 4 ноя 2022
- #hetubadi #OdiaComedy #viral
#papu #papupompom #sanatandharma #hindu
ଗ୍ରହଣ ଦିନ ଖାଇବା ଯୁକ୍ତିଯୁକ୍ତ କି ? Science vs Sanatan Dharma | Papu Pom Pom Comedy | Aeita Bayata
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
RUclips: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
#odiaalbumsong #odiasong #Odisha #popularsong
#drunkard #Culture&Heritage #papupompomcomedy
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
science vs hindu religion
difference between science and sanatan
science vs hindu religion
modern science and hindu Приколы
ମୁଁ ହିନ୍ଦୁ ଧର୍ମ ରେ ଜନ୍ମ ନେଇଥିବାରୁ ବହୁତ୍ ଗର୍ବ ଅନୁଭବ କରେ ଓ ପ୍ରତ୍ୟେକ ହିନ୍ଦୁ ମାନେ ଗର୍ବ ଅନୁଭବ କରିବା କଥା 🚩🕉️🚩 ଜୟ ସନାତନ ଧର୍ମ 🕉️❤️
Bilkul nuhe
Kana lekhi chu bhai dekh ta
ସନାତନ ଧର୍ମ କୁହ 😊
Kn reason??
Exactly.
ପ୍ରଥମ ଥର ପାଇଁ ପପୁ ଭାଇଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି
Right
ସବୁଠୁ ଉର୍ଦ୍ଧରେ ସ୍ୱଂ ଭଗବାନ 🙏🙏🙏
Bhagban bhe ta pakhar ja pakhar pisa ahe
@@prasntapanigarhy5182 🙏
Thik kahila bhai ...kintu amo sanatana dharma re bhagwan kebolo brahmana manakoro..... according to them.
@@chinmaykumar1821 na na bhagbaan samastankara 🙏🙏
@@PrakashkumarsahooSai bhai mu b janichi bhagwan somostonkoro...but mu nije dekhichi j brahmana Mane Puja samayare lower caste people manoku kipori behave koronti...
ଶେଷରେ ଭଗବାନ ଦେଖେଇ ଦବା ଟା ମଜ଼ା ଆସିଗଲା 😂😂😂😂🤣🤣🤣🤣, epic.
ସନାତନୀ ପାଇଁ ଗର୍ବିତ ❤️❤️
"ଓଁ ନମୋ ଭଗବତେ ବାସୁଦେବାୟ" 🙏🏻🙏🏻
Ĺ
According to your logic , ISIS and Taliban have better way to establish their religious claim. Isn't it? Are not you proposing that they are morally right in using AK47, Bomb blast, terrorism, Saria Law, beheading of anti-Islamic and Anti-prophet individuals for the protection of their religion ?
Eimiti ta lokanku murkha andhabiswasi andhbhakt Kari rakha jaichi....ha ha
@@Roaster__King kahaku jiban ru mariba dharma re lekha heini, ki kahaku dabardasti Dharm grahan karibaku Sanatan Dharma re kuha jaini.. ISIS saha sabu Dharm ku saman kn pain bhabuchh ??huh
@@rangadhar1827 It's about the mindset of the people. If violence is justified for imposing religious claim on others then don't be selective about the application of it. The essence of religious claim are grounded on rationality. If you failed to discover reason behind religious claim, it's your fault. Don't try to impose a religious claim on others through terror. You won't succeed. People are leaving christianity and islam for similar reason. Hooliganism should not be justified at any cost in a pluralistic society .
ବହୁତ ବହୁତ ଧନ୍ୟବାଦ ପପୁ ସାର ଆପଣ ଆମ କଥା ରଖି ଏହି ଏପିସୋଡ଼ ବାନେଇଥିବାରୁ, 🙏🙏
ଏ ପପୁ ବେଶି ବଡ ବଦମାସ ଇଏ ଆମ ସଂସ୍କୃତି କୁ ଅଧିକ ମାତ୍ରା ରେ ଖରାପ 😋 😡😡😡
ଯୁଗୋପଯୋଗୀ କାର୍ଯ୍ଯକ୍ରମ,ପପୁବାବୁ ସଚେତନତା ଧର୍ମୀ କାର୍ଯ୍ଯକ୍ରମ ମମାଧ୍ୟମରେ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ଧନ୍ଯବାଦ।
ପପୁ ଭାଇଙ୍କ ଉପଯୁକ୍ତ ଯୁକ୍ତି କୁ ମୁଁ ସ୍ନମାନ ଜଣାଉଛି
କାଳୀ ମାଡ଼ର ଭୟ😊😊😊
Ta pare bi eta sata esabu andhabiswas pakhandvad.
ଏ ପପୁ ବେଶି ବଡ ବଦମାସ ଇଏ ଆମ ସଂସ୍କୃତି କୁ ଅଧିକ ମାତ୍ରା ରେ ଖରାପ 😋 😡😡😡
@@adv.tapas02official 111
Jay Shree ram 🙏❣️🙏
ସାରା ବିସ୍ୱରେ ଆମ ସନାତନ ଧର୍ମ ଶେଷ୍ଠେ
ପପୁ ଭାଇ ଙ୍କ ଭଗବାନ ଙ୍କୁ ଦେଖେଇବା ଭଲ ଲାଗିଲା। ହେତୁବାଦି ମାନଙ୍କୁ ଏ ଭଳିଆ ଭଗବାନ ଦର୍ଶନ କରେଇବା କଥା।
Oh really...ethire kan prove heigala tuma andhabiswas pakhandvad aau imaginary God Mane achhanti boli ???
Semiti Feel kariki Corona bele bhala heigalani.
Arey bhai Science kahuchi Veda full scientific book. Hele Grahana bele khaibani eita kou veda re lekha heichi kahipariba?
Esabu actually andhaviswas, veda re lekha heini.
@@sangramjenaricky Have you ever heard a shaashtra named ' Surya Siddhanta ' which is atleast 14500 years old.
@@akshaykumarpatra6989 Old heigale Seita Religious book heijaeni hela. First get clarified your mind.
Veda is our only Base of Dharm and these are all scientific. There's No blind belief in it.
All the blind belief are made by us not by Dharm. Our Sanatan Dharm is all scientific.
@@iamatheist.8924 tu gote maha murkha ta taha tu prove kari sariluni. Sanatan dharma amaku marga dekhaichhi. Eha blind believe nuha. Deep study tike kar nahele nijaku kaha j tu gote murkha gharara murkha pua.
Good Odia Spiritual Days are coming..... Thanks all comedians.... ଜୟ ଜଗନ୍ନାଥ
🙏ଜୟ ସନାତନ ଧର୍ମ🙏
ସନାତନ ଧର୍ମ କୁ ବୁଝିବା ପାଇଁ ବିଜ୍ଞାନ କୁ ୧୦୦୦୦ ବର୍ଷ ଲାଗିଲେ ବି ସେ ବୁଝିପାରିବ ନାହିଁ,ଏହା ସଂପୂର୍ଣ୍ଣ ଠିକ୍ କଥା।😌🚩
Ha ha ha ... Murkh andhabiswasi andhbhakt nku emiti kahili bhandei asichanti... congratulations
@@iamatheist.8924 ଦେଖନ୍ତୁ ଆଜ୍ଞା, ବିଜ୍ଞାନ ନ ପଢ଼ି କେହି ଡକ୍ଟର ହେଇପରିବେନି, ଏହା ଆପଣ ,ମାନୁଛନ୍ତି ତ,ସେହିପରି ଭଗବାନ ଆଉ ତାଙ୍କ ରୀତି ନୀତି କୁ ବୁଝିବା ପାଇଁ , ପ୍ରଥମେ ବେଦ, ଶାସ୍ତ୍ର,ପୁରାଣ ପଢ଼ିବା କୁ ହେଇଥାଏ, ଆଉ ମାନିବା କୁ ହୋଇଥାଏ,ଯେଉଁ ପରି physics ନପଢି କେହି gravity କନ ଜନିପରିବେନି,ସେହିପରି କିଛି ନଜାଣି ଶାସ୍ତ୍ର ନ ପଢି ଈଶ୍ୱର ବିଶ୍ବାସୀ ଙ୍କୁ ଅନ୍ଧବିଶ୍ୱଶି କହିବା ଭୁଲ।ଆରେ ବେଦ ଶାସ୍ତ୍ର ଛାଡନ୍ତୁ,ଆରେ ଆପଣ ଓଡ଼ିଆ ହେଇ ଭାଗବତ ପଢ଼ିନାହାନ୍ତି,ଯାହାର ତୃତୀୟ ସ୍କନ୍ଦ ରେ ଗ୍ରଭସ୍ତ ଶିଶୁ ର ସଂପୂର୍ଣ୍ଣ ବର୍ଣ୍ଣନା ହୋଇଅଛି,ଯାହାକି ଜଗନ୍ନାଥ ଦାଶ ଆମ ମହାପ୍ରଭୁଙ୍କ ଭକ୍ତ ସଂସୃତ ଭାଗବତ କୁ ଓଡିଆ ଭାଷା ରେ ଅନୁବାଦ କରି ଲେଖିଛନ୍ତି, ସଂସ୍କୃତ ଭାଗବତ ୫୦୦୦ବର୍ଷ ପୂର୍ବ ରୁ ଲେଖା ଯାଇଥିଲା ତା ସହିତ ସମୟ ର ବୃତ୍ତାନ୍ତ ଆଉ,ବ୍ରହ୍ମାଣ୍ଡ ର ଆରମ୍ଭ,କିନ୍ତୁ ବିଜ୍ଞାନ ଆସିବା ର ୫୦୦ବର୍ଷ ବି ତ ହେଇନି,ଆହୁରି ଶୁଣନ୍ତୁ ,ନବଗ୍ରହ ବିଷୟ ରେ ତ ବ୍ୟିଜ୍ଞାନିକ ମାନେ ,ପୃଥିବୀ ବାହାର କୁ ସଟେ ଲାଇଟେ ପଠେଇବା ପରେ ଜାଣିଲେ,କିନ୍ତୁ ବେଦ ପଢ଼ି ଯଜ୍ଞ କରୁଥିବା ବ୍ରାହ୍ମଣ ମାନେ ଯୁଗ ଯୁଗ ଧରି ନବଗ୍ରହ ଶାନ୍ତି ଯଜ୍ଞ କରିଆସୁଛନ୍ତି। ଆରେ ବ୍ରିଟିଶ୍ ମାନେ, ଭାରତ କୁ ଆସି ୧୭ ଲକ୍ଷ୍ମ ଗୁରୁକୁଳ ନଷ୍ଟ କରିଛନ୍ତି,ପୂର୍ବରୁ ଭାରତ ସାରା ବିଶ୍ବରେ ଉତମ ଦେଶ ଥିଲା ,ଭଗବାନ ରାମ ଆଉ କୃଷ୍ଣ ଙ୍କ କଥା,ଆମେ ପୂର୍ବ ରୁ ହିଁ କହୁଥିଲୁ ,ଆଉ ତମ ବିଜ୍ଞାନ ଏବେ, ଜଳମଗ୍ନ ଦ୍ବାରିକା ଆଉ, ରମସେତୁ ଖୋଜିପାଇଛି।
@@swetapadma5860 sete sabu podhiba ki6i dorkar nhi just read ur book and become a IAS serve the country . simple
Tahele 10 hajar barsa jau dekhiba.. Ebe jaha pain mobile computer bike car pakka ghara e sabu milichi taku puja kara... Science🙏
100%
ବହୁତ୍ ସୁନ୍ଦରଅଭିନୟ।.ସମସ୍ତ କଳାକାରଙ୍କୁ ହୃଦୟ ରୁ ଧନ୍ୟବାଦ୍।ଏତେ ବଢ଼ିଆ ବିଷୟ କୁ ଚୟନ କରିଥିବାରୁ ପୁରା ଟିମ୍ କୁ ଅଭିନନ୍ଦନ।ମାତ୍ର ଆଉ କିଛି ତଥ୍ୟ କୁ ଯୋଡ଼ିଥିଲେ ବଢିଆ ହେଇଥାନ୍ତା।ପ୍ରାଚୀନ ସନାତନ ପରମ୍ପରା ସଂପୂର୍ଣ୍ଣ ଭାବେ ବିଜ୍ଞାନ ଆଧାରିତ।ସେ ବାଡି କୁ ଧରି ପିଜୁଳି କେଞ୍ଚିବା କଥା ଠିକ୍ ନୁହେଁ।
ଜୟ ଜଗନ୍ନାଥ ପପୁ ଭାଇ 👌👌👍
JAI SHREE JAGANNATHA.
🕉️🕉️🕉️🕉️🙏🙏🙏🙏
ଶେଷରେ ହେତୁବାଦୀ ମାଡ଼ ଖାଇଲା .... ....👌👌👌👌👌
Bando na au
Han....nije andhbhakta show direct kale ae conclusion ku pahanchibanii
It's just a act bro.. Chill😂😂.. Bdw tama religion ku neik tame ruha.. Hetu badibka pachare kain paricha?
Hetubadi nuha urban naxal
@@sibunapatra9989 tamaku bhagwaan dei nahanti ki 😅
ଜୟ ସନାତନ ଧର୍ମ 🚩
ପପୁ ଭାଇ ପୁରା ଠିକ୍ କଥା କହିଛନ୍ତି 🙏🙏
ଏ ପପୁ ବେଶି ବଡ ବଦମାସ ଇଏ ଆମ ସଂସ୍କୃତି କୁ ଅଧିକ ମାତ୍ରା ରେ ଖରାପ 😋 😡😡😡
Proud to be Sanatani 🚩❤️
Supra papu bhai
@@kaliamohanty3873 vbbv
Really Papu bhai, hats off for this episode. I have discussed many high Literate people "So called Hetu badi" but proved that Science never ever crossed our SANATAN KNOWLEDGE ". Really am bowing my heads for you, from far distance that you really proved for soo called hetubadi. Jagannatha tumaku sadeya huantu. Thanks for such a wonderful episode for those who being illiterate believe half literated Hetubadi. Bhai Apanaku kemiti dhanyabad debi bujhi paruni. Tumaku sata dandabata 🙏🙏🙏🙏🙏🙏🙏🙏🙏🙏🙏 #PapuBhai #Sanatani #OdiaGelhaPua
Love you bhai
Papo bhai ate Dina para GOTA video ANILA Bahuto KHUSIII lagila 🚩🚩🚩🚩🙏🙏🙏🚩🚩🚩🚩
Thanks papu for your spiritual expression.
ପାନଦୋକାନୀ:3 ଟା ହେଲାଣି
ସାର୍ : ଏବେ school ଯିବେ (୧୦ ଟା)
Scientists : morning work କରୁଛନ୍ତି (୭ଟା)
-- ସମୟ କେତେଟା ହୋଇଛି ଜାଣି ହଉନି ---
କଣ ଧରିଛ ମୋ ମଣି
ଅନ୍ତରାତ୍ମା ଗଦ ଗଦ ହେଇଗଲା, 🙏ଜୟ ଜଗନ୍ନାଥ 🙏
ସୁନ୍ଦର ସଚେତନତା । ସନାତନ ଧର୍ମ କି ଜୟ । ଆଉ ଦି ଥାପଡ଼ ଦରକାର ଥିଲା ।
ଧନ୍ୟବାଦ ପପୁ ସାର କଥା ରଖିଥିବାରୁ
ଭାଇ ମୁ ମଧ୍ୟ ଆପଣ ଙ୍କ ମେସେଜ ଦେଖିଥିଲି ,,,ଆଉ ଯାହା ଭାବୁଥିଲି ତୁମେ ତାହା message ରେ,,,,, ପପୁ ଭାଇ ତୁମ କଥା ରଖିଲେ ,,,ଆଉ ଏମିତି କିଛି ଦିନ ନାହିଁ ମୁ ପପୁ ଭାଇଙ୍କ comedy ଦେଖିନି,,,, ଯୋଉ କଥା ଟି ପାଇଁ କେହି କହିବେନି ସେଇ କଥା ଟି ପପୁ ଭାଇ କହି ପାରନ୍ତି
ଯେଉଁଠି ସନାତନ ଧର୍ମକୁ ଅନ୍ୟ ଦେଶ ଆପଣେଇଲେଣି... ସେତେବେଳେ ଆମେ ହେତୁବାଦୀ ନାଁରେ ଏମିତି ପରମ୍ପରା ଭାଙ୍ଗିବା..କେତେଦୂର ଠିକ?
ଭୟଙ୍କର ପ୍ରତିଭା ପପୁ ନନା ନିଃସନ୍ଦେହ ❤️❤️🙏🙏🙏🙏🙏🙏🙏🙏🙏🙏
ଅତି ସୁନ୍ଦର ଲେଖା, ନିର୍ଦେଶନା ଓ ଅଭିନୟ
Proud to be a sanatani 💪🏻
Papu bhai always mesmerizing with his costumes and terrific acting ❤❤❤❤❤❤no one can act naturally like this big fan from koraput 💕💕💕💕💕💕
Not only Papu pampam a good actor or single but also a good brilliant Student
Proud to be a 🕉️ hindu
ବହୁତ ସୁନ୍ଦର ଓ ସଚେତନ କାର୍ଯକ୍ରମ, ଧନ୍ୟବାଦ୍ ପପୁ ସାର୍, ଏ ଭଳି କାର୍ଯକ୍ରମ ଆଗକୁ ମଧ୍ୟ ଚାଲୁରହୁ ଯାହା ଦ୍ଵାରା କି ଏ ହେତୁବାଦି ମାନେ କିଛି ଶିଖିବେ ଜାଣିବେ ଆଉ ବୁଝିପାରିବେ ଧର୍ମ କଣ ବିଶ୍ୱାସ କଣ......
This episode is awesome. I think people will learn lots of things in this episode related to sanatan religion.
I love you ❤️ Papu bhai for your valuable feedback to hetubadi 👍
ସବୁଠୁ ସବୁଠୁ ବଢିଆ episode ଏଇଟା l ବଢିଆ ଉଦାରହଣ ସଃ ହେତୁ ବାଦି ଓରଫ ମାଓ ବାଦି ମାନକୁ ବୁଝା ଯାଇଚି ସନାତନ ଧର୍ମ ର ମର୍ମ l ଆଉ ଶେଷ ରେ ଚାପୁଡ଼ା ଟା ପୁରା ପ୍ରତାପ ରଥ ବୁଢ଼ା galaku ଲଗିଲା bhalia... ବାଜିଛି.. ବଢିଆ ଲଗିଲା 😂😂😂କେବଳ ଚାପୁଡ଼ା ଟା ଯଦି satare ପ୍ରତାପ ବୁଢ଼ା ଗାଲ ରେ ବାଜି ଥାନ୍ତା tahel ପୁରା ମଜା ଆସି ଯାଇ ଥାନ୍ତା 👍👍👍
ତଥାପି ସେହି ରାକ୍ଷସ ଦଳ ବୁଝିବେନି ଭାଇ । ସେ ଯାହାହେଉ ଆମ ହିନ୍ଦୁ ସନାତନ ଧର୍ମ ବଡ଼ ହେଇକି ଥିଲା ଅଛି ରହିବ ମଧ୍ୟ । ଜୟ ଜଗନ୍ନାଥ । ଉଚ୍ଚମନା ସଦା ଅମୃତ ଲଭଇ ନୀଚମନା ଲଭେ ବିଷ ।
Kahaku pitiba mariba re kn bahaduri achhi
@@hrudayanag2053 tume ja archana nag pakhare science padhiba
@@hrudayanag2053
Ahimsa paramo dharma hinsa dharma tathaibacha .
Mu jadi jabardasti unnecessarily tama gurujananku sodhibi tame mate pitiba hin it's obvious
ଆଲୋଚନା ବହୁତ ଭଲ ଥିଲା ସବୁ ସତ୍ଯ କଥା👍 କିନ୍ତୁ ବିଓ୍କାନକୁ ମାନିବା ତତ୍ ସଂଗେ ଯଦି ହିନ୍ଦୁ ଧର୍ମ ହେଲେ ଆଧ୍ଯାତ୍ମିକ ହି ମାନିବ. ବହୁତ ଅନ୍ଧବିଶ୍ୱାସ ମାନିବା ଉଚିତ୍ ନୁହଁ. ସମସ୍ତ କଳାକାର ମାନଂକୁ ଧନ୍ଯବାଦ🤝
Tukuna bhai .. always fit for every character ❤️
ପପୁ ଭାଇ ଏହି ବିଷୟକୁ continue କରନ୍ତୁ ଏଥିରେ କିଛି ଶିଖିବା କଥା ଅଛି ଏହା ନିଶ୍ଚିନ୍ତ ଭାବରେ ସମାଜ ଉପରେ ପ୍ରଭାବ ପକାଇବ
ମୁଁ ଭାରତ ବାସିନ୍ଦା ବୋଲି ଗର୍ବ ଅନୁଭବ କରୁଛି 🙏🙏🙏 ଜୟ ଭୀମ୍ ଜୟ ସମ୍ବିଧାନ
ବହୁତ୍ ଭଲ ଶିକ୍ଷା ଦେଉଥିବା episode
ଜୟ ସମ୍ବିଧାନ ଜୟ ବିଜ୍ଞାନ
I Am Proud to be a Hindu🕉️🕉️🕉️
Dina asile janiba
Right message sosait thanks nandighosa tv
After all I found a good vdo about our dharma sanatan dharma it's compulsory to know about our dharma the new educated youth Jay Jagannath
Papu sir melody ର ଚପଲ୍ ମାଡ଼ ବିଷୟରେ ଗୋଟେ houu,,,,
ପପୁ ଭାଇ .... ଧଳା ଚୁଟିଆ କୁ ଭଲ ଜବାବ ଦେଲ....ଦସ ଅବତାର ଉଦାହରଣ ଦେଇ
Sanatana......dharma,,ete byapka ete byapaka...........aji jae,,,sanatani..b bujhi parunahnti............Buddha,jadi.anguthi...dekhei ......janha ku...indicate..karuchnti, 'sanatani'...budhanka....anguli ..ku dekhuchi🤣🤣☺☺☺☺☺
This is the best episode . ମୁଁ ଭାବୁଛି ବିଜ୍ଞାନ ଭିତରେ ଭଗବାନ ଅଛନ୍ତି, ଭଗବାନ ଭିତରେ ବିଜ୍ଞାନ ଅଛି । ପପୁ ବହୁ କଥା ଜାଣନ୍ତି।thanks Papu babu 👍
Proud to be a hindu
Jay Sanatan Dharma 🚩🕉️🚩🙏👍
And I ashamed 😂
@@totaltulu5311 gandi mara maghia
@@totaltulu5311 toh agle dharm jake Maro phir proud karna
I m proud Atheist and rationalist....I don't believe in all these Religious God Allah Jesus shit.
ଜୟ ଜଗନ୍ନାଥ ❤️🙏 ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର 🙏
Mora gote anurodh samastanku..
Samaste amo dharma ku sanman diantu..
Jay Jagannath 🙏🚩🚩🚩🚩🙏
ଆମ ହିନ୍ଦୁ ଧର୍ମ ଓ ଆମ ସଂସ୍କୃତି କୁ ଜାଣିବା ପାଇଁ ବହୁତ ସୁନ୍ଦର ଯୁକ୍ତିତର୍କ , ବହୁତ ଭଲ ଲାଗିଲା ଦେଖିକି ଏହି ଭିଡିଓ କୁ , ଆଶା କରେ ଏମିତି ଆହୁରି ଭିଡ଼ିଓ କଲେ ଲୋକ ମାନେ ବହୁତ ଭଲ ପାଇବେ ଆପଣ ମନକୁ ଆଉ ଆମ ହିନ୍ଦୁ ଧର୍ମର ଜ୍ଞାନ ବିଷୟରେ ଜାଣି ପାରିବେ 🙂 ବହୁତ ବହୁତ ଧନ୍ୟବାଦ 🙏❤️ ।
Ganesh bhagabana nka kathaa taa mo mana ra kathaa kahithibru papu bhai apana nku ashesh dhanyabad
Proud of sanatana
Papu sir has given very good example. salute u Papu sir🙏🙏
ଉପଯୁକ୍ତ ଉପସ୍ଥାପନା ପପୁ ଭାଇ ଙ୍କ ର..... ଅତି ସୁନ୍ଦର ବକ୍ଷ୍ୟ
Papu bhai mu tamaku agaru kharap bhabuthili mu abe bujhigali tame jane great humanity person i salute you
କହିବା ପାଇଁ ଭାଷା ନାହିଁ
,😁😁😁😁😁
Papu Bhai Bahut Bahut Dhabyabad Apanka tanka Aji praman karidela santan dharma kn....ta mahatmya kn..
ବିଶ୍ୱାସ ଅଛି ବୋଲି ମଣିଷ ବଞ୍ଚିଛି | ଆଉ ନୂଆ ଉଦ୍ଭାବନ କରି ଚାଲିଛି, ଆଉ ଆଗକୁ ମଧ୍ୟ କରିବ
ପପୁ ପମପମ୍ ସୁନ୍ଦର ଉପସ୍ଥାପନା କରିଛନ୍ତି। ହେତୁବାଦୀ ରଥ ଅଜ୍ଞାନ ବଶତଃ ଏମିତି ଯୁକ୍ତି କରେ। ଏନ ଜି ଓ କରି ବିଦେଶ ଅର୍ଥ ରେ ମସ୍ତି କରୁଛି।
ପପୁ sir ଆପଣ ଅନେକ ଅନେକ ଧନ୍ୟବାଦ ପ୍ରକୃତରେ ଆପଣ ଜଣେ ଜ୍ଞାନୀ ଲୋକ
ସା ଧରାୟତେ ଇତି ଧର୍ମ
Absolutely the people are not only talented but also Knowledgeous...
Thanks a lot for always making vlogs on current topics with proper way.Again Bikash sir is back and Nachhia is with clear savings Always proud for being a hindu and followers of great sanatan dharma.
Papu bhai ♥️♥️♥️. "manusya dehe dibya gyana ,dekhi santosha bhagabana. "...kathata bahut sahajare bujheidela..khanti odia 😘..lot of respect and love from my side..🌿🌸
ହେତୁବାଦୀ ମାନଙ୍କୁ ମାଡ ଦିଆଯାଉ 😂
ପପୁ ଭାଇ ଧନ୍ୟବାଦ ଆପଣଙ୍କ କଥା ହେତୁବାଦିଙ୍କ ନଳୀରେ ବାଜିବ ଜୟ ଜଗନ୍ନାଥ
Really Papu bhai bhala katha kahuchhanti
ଜୟ ଜଗନ୍ନାଥ.... ବେଷ୍ଟ ଭିଡ଼ିଓ 🙏🙏🙏🙏
Aqualogycal episode Papu bhai and your team I'm proud of your comedy
ପପୁ ଭାଇ ଭଲ ହେଲା ଆହୁରି ଭଲ ହେଇପାରିଥାନ୍ତା # ସମୟ ଆସିଯାଇଛି ଭାଇ ଆମ ସନାତନ ଧର୍ମ କୁ ଲୋକ ଙ୍କ ଆଗକୁ ଆଣ # ତମଠୁ ଯୋଗ୍ୟ ଲୋକ ଆଉ କେହି ନାହାନ୍ତି ଧର୍ମ ରକ୍ଷା କର
ପପୁ ଜି ଅତି ଯୁକ୍ତି ଯୁକ୍ତ ପ୍ରମାଣ ଦେଇଛନ୍ତି
ଧନ୍ୟବାଦ ପପୁ ଭାଇ
ପପୁ ଭାଇଙ୍କୁ ସେ ବୁଢ଼ା ପ୍ରତାପ ରଥ ପାଖରେ ବସାଯାଉ
Mishar.....pyramid...sanatani.dharami,tiarai..karichi??😃😃😃😃😃
ହରେ କୃଷ୍ଣ 🙏🚩🕉️ଜୟ ସନାତନ 🕉️
ଦଶ ଅବତାର right excellent
Good...
Bahut badhiya alochona 🇮🇳🇮🇳🇮🇳🇮🇳🇮🇳
Bharat mata ki jai 🇮🇳🇮🇳🚩🙏
Jay shree raam 🙏🙏🙏🙏
Proud to be a kattar sanatani hindu 🕉️🕉️🙏
ସବୁ episode ରେ ବେଞ୍ଚ ବସୁଚ 👍
Popu bhai super ametika as Manju panay darkar jay Jagannath
@@chintusamantaraya8139ବୁଝି ହେଲାନି ଭାଇ
ପପୁ ପମ ଭାଇ ସୁପର
One nd only Tukuna bhai always favourite... 💥
ସନାତନ ଧର୍ମ ଓ ସଂସ୍କୃତିର ବ୍ୟାପକତା ଆକଳନ କରିବା କଷ୍ଟକର। ସେ ସନାତନ ଧର୍ମ ରେ ଜନ୍ମ ନେବାର ସୌଭାଗ୍ୟ ପ୍ରଦାନ କରି ଥିବାରୁ ସୃଷ୍ଟି ନିୟନ୍ତା ଭଗବାନ ଙ୍କୁ ମୋର ଶତ କୋଟି ଦଣ୍ଡବତ।
ପପୁ କୁ ଶୀଘ୍ର ଡାକୁନ ଏମାନେ ଖାଲି ଯାତ୍ରା କରୁଛନ୍ତି
Bohut Sundar Bhanare Bhagaban dekhei li
ବହୁତ ବଢିଆ ଲାଗିଲା । ପପୁ ଭାଇ ଜଣେ ଶିକ୍ଷକ ହେବା କଥା
କମେଡି ସହିତ ବଢିଆ କଂସେପ୍ଟ...
Full insult to prof. Rath 🤣🤣🤣🤣👍
Papu Bhai ae episode 1hour haba darkar thila.....bhahut khichhi sikhibaku milila....aau tk sikhibaku mili thanta.... Thank You Papu Bhai & Team...
ସତ୍ୟ ସନାତନ ଚିରକାଳ ରହିଆସିଛି ଏବଂ ରହିବ ମଧ୍ୟ... ଯେଉଁମାନେ ଏହା ବୁଝିଛନ୍ତି ସେମାନେ ଏହା ଉପରେ ରିସର୍ଚ୍ଚ କରି ଆଜି ଅଗ୍ରଣୀ ଦେଶ ଭାବରେ ପରିଚିତ... କେତେକ ପାଗଳ ହିନ୍ଦୁ ଏହା ଆଜିପର୍ୟନ୍ତ ବୁଝି ନାହାନ୍ତି😎
ଧର୍ମ ନାହିଁ ତ Culture ନାହିଁ,Culture ନାହିଁ ତ ସମାଜ ନାହିଁ
ସାବାସ ପପୁ ଭାଇ,
ଯାହାବି କୁହ ପପୁ ଭାଇଙ୍କ ଦକ୍ଷତା ନିଆରା ଏମିତି ଜଣେ ବ୍ୟାକ୍ତି ଖୋଜିଲେ ବି ମିଳିବେନି ଭାଇ ଆପଣଙ୍କୁ ଅନୁରୋଧ ଆପଣ ସେ ହେତୁବାଦୀଙ୍କ ସହ ଟିଭି ଡିବେଡେ ଥରେ ଭାଗ ନିଅନ୍ତୁ
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ
Proud to Hindu 🚩 Sanatan Dharma 🚩
Popu sir you are multi-talented
Good pappu bhai emiti gote gote sanatan dharma bisayare video kara bhai jay sanatan 🚩🙏🙏🙏
Jay sri krishna ଜୟ ଶ୍ରୀ ରାମ ରାମ ରାମ ରାମ ରାମ ରାମ ଜୟ ଜୟକାର 🙏💝🙏💐🌹🚩 nice voice sir 🙏🇮🇳🎉
Proud to be an Indian
A mind-blowing episode
Seriously...I just love this episode...
Pura bhalse bujheidela bhai...aau bhagaban b dekheidela😄
Jay sri 🛕🛕🛕RAMA