ବିଏମସିକୁ ବଳ ଦେଖାଇଲେ କିଶୋର ଭାଇନା ! || Kishore Mutton Hotel Back In Business || Odisha Reporter

Поделиться
HTML-код
  • Опубликовано: 25 ноя 2024

Комментарии • 788

  • @avayakumarbarik2882
    @avayakumarbarik2882 2 года назад +210

    ଓଡ଼ିଶାରେ ଟଙ୍କା ଦେଲେ ସବୁ ସମ୍ଭବ । କାଲି ଯିଏ ଜୋରିମାନା ଦେଇଛି ସେ କହୁଚି ମୁଁ ଦେଇନି ଆଉ କିଏ ଦେଇଥିବ।ଏହା ଆମ ଆଇନ ଶୃଙ୍ଖଳା। ଜୟ ଶ୍ରୀରାମ।

    • @Odiaranjan848
      @Odiaranjan848 2 года назад

      @@prakashkupatra3277 seta ta bina paisa re miluchi patei parole hela

    • @aloksingha5662
      @aloksingha5662 2 года назад

      @@prakashkupatra3277 🤣🤣

    • @catsvivor7289
      @catsvivor7289 2 года назад

      @@prakashkupatra3277 😂😂🤣🤣

    • @jashobantanpanda3127
      @jashobantanpanda3127 2 года назад

      @@prakashkupatra3277 😂😂😂😂😂

  • @mrganulolodia1491
    @mrganulolodia1491 2 года назад +88

    BMC ର ଦଶହରା ବକ୍ସିସ ଆଦାୟ ଆରମ୍ଭ ହେଲା 😂🤣

  • @CreationOdia1234
    @CreationOdia1234 2 года назад +114

    ଛୋଟ ଢ଼ାବା ଛଡାଉ କରୁଛ ଠିକ୍ ଅଛି 5star hotel କୁ ଯିବାର ସାହସ ଅଛି ତ BMC ର

    • @nityadas938
      @nityadas938 2 года назад +1

      Kain chota dhaba kn bhala khadya dauchi

    • @villagecooking2.041
      @villagecooking2.041 2 года назад +3

      @@nityadas938 Tu sala jemit dally 5 star khauthihu naaa... 😂

    • @omsahoo4370
      @omsahoo4370 2 года назад +2

      Tar dinaku 100 kg mutton Bikuchi
      Profit hau nathi na
      Gst au income tax kete tanka paid karuchi

    • @satyabrata4385
      @satyabrata4385 2 года назад +2

      Tanka gandi fatijeba. Maghia BMC
      Bada hotel ku jiba

    • @ajayasahoo4844
      @ajayasahoo4844 2 года назад +1

      Bada hotel ku chota loka jantinahi..bada katha kahin bhabuch pilamane ..
      BMC THIK KARICHI

  • @anilpatanaik1246
    @anilpatanaik1246 2 года назад +127

    ସବୁ ହୋଟେଲ ଓ ଫାଷ୍ଟଫୁଡ ଦୋକାନରେ କଲରମିଶା ହୁଏ।

    • @kajaljena4163
      @kajaljena4163 2 года назад +1

      Right

    • @MrIndia-mc9bo
      @MrIndia-mc9bo 2 года назад +4

      Seita ka pa bhaina ....mg color ta mana karucha then color factory ka band karidia kane banda pai khola houchi color dokan ki

    • @Odiaranjan848
      @Odiaranjan848 2 года назад +3

      Fast food dokan re use karanti but hotel re nuha ok jadi na janicha visit kara janiba

    • @Odiaranjan848
      @Odiaranjan848 2 года назад +3

      Colour na dhali ki kemiti colour kari haba food jaha ku jana nahi se hi colour pakaye

    • @pratibhavlogs2837
      @pratibhavlogs2837 2 года назад

      @@MrIndia-mc9bo u r right

  • @swapneswarpaikaray1229
    @swapneswarpaikaray1229 2 года назад +80

    5 ଷ୍ଟାର ହୋଟେଲ ସବୁ ଉତ୍ତମ ମାନର ଖାଦ୍ୟ ପରିବେଷଣ କରୁଛନ୍ତି ତ ?ନା ସେ ଭିତରକୁ ପହଞ୍ଚିବା ଭଳି କ୍ଷମତା ନାହିଁ ?ଭୁବନେଶ୍ଵରରେ କୋଉ ଗୋଟାଏ ଭଲ ହୋଟେଲ୍ ଅଛି କି ?

    • @sashimohanty122
      @sashimohanty122 2 года назад +1

      Right

    • @pkcreation7451
      @pkcreation7451 2 года назад +2

      Right 👍🏻

    • @piyushprakash2034
      @piyushprakash2034 2 года назад +2

      Total odisha re ta nahi

    • @Hario942
      @Hario942 2 года назад +2

      @@piyushprakash2034 come to jeypore

    • @bhanugopaldash7040
      @bhanugopaldash7040 2 года назад +1

      Bhai bhubaneswar re jouthi hotel re khaile gastric au peta kharap ta nischita , au jouthi tike bhala khaiba miliba sethi minimum bill 1000 asiba

  • @babachandrasekhar158
    @babachandrasekhar158 2 года назад +123

    Municipality ଟିକେ ମଦ 🍺🍺🍺 କୁ check କରନ୍ତୁ ଦେହ ପ୍ରତି ଖରାପ କି ଭଲ ଟିକେ ଦେଖନ୍ତୁ। ଯଦି ମଦ ଲୋକ ମାନଙ୍କ ପ୍ରତି ଭଲ ତାହାଲେ କୁହନ୍ତୁ ପାଣି ଭଳି ପିଅନ୍ତୁ ଓ ପୁରସ୍କାର ଜିତନ୍ତୁ ଯଦି ଖରାପ ତାହାଲେ municipalityର ଦମ ଅଛି ଯଦି ମଦ 🍺🍺🍺🍺 କୁ ବନ୍ଦ କରି ଦିଅନ୍ତୁ।ଦେଖିବା municipality ର କରାମତି।

  • @SPEDUCATION8456
    @SPEDUCATION8456 2 года назад +38

    Food safety team ଲାଞ୍ଚ ନେଇଛି ସେଥିପାଇଁ ଆଜି ଚାଲିଛି ରୋଷେଇ

  • @susantasahoo1962
    @susantasahoo1962 2 года назад +72

    ଦମ ଅଛିତ ସବୁ ହୋଟେଲ ମାନଙ୍କରେ ଚଢ଼ାଉ କର

  • @ommmastivisionchannel7866
    @ommmastivisionchannel7866 2 года назад +25

    ଗମେଟ୍ କୁ ଏଇ ଗୁଡା ସଵୁ ଦେଖା ଜାଉଛି କିନ୍ତୁ ମଦ ବିକ୍ରି ଜୋରରେ ଚାଲୁଛି ମଦ ଵନ୍ଦ କରିବାକୁ କାଢ ପାଉନି

    • @anilpaltasingh8485
      @anilpaltasingh8485 2 года назад +1

      Bmc କୁ ମଦ ଦୋକାନ ଦିଶୁନି. ପୁରା କଣା ତ

  • @sunlight2357
    @sunlight2357 2 года назад +24

    BMC ର ଦମ୍ ଅଛିତ ବଡ ବଡ ହୋଟେଲ କୁ ଧରୁ , ଏ ଛୋଟ ଛୋଟ ରେ ଅଣ୍ଡିରା dekhauch,

  • @rohitbiswal6413
    @rohitbiswal6413 2 года назад +36

    ଏବେ ସବୁ ସରକାରୀ କର୍ମଚାରୀ ଯେମିତି ପୋଲିସ, bmc, RTO.etc.. ଏବେ ଦଶହରା ପାଇଁ ଖର୍ଚ୍ଚ ଆଦାୟ କରିବା ଏବେ ଠୁ ଆରମ୍ଭ କରିଦେଲେଣି 🤣🤣🤣ଧନ୍ୟ ରେ ଲୋଭି କୁକୁର ମାନେ 🙏🙏

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    କାହିଁକି ହଜାରହଜାରଟଙ୍କା ଦରମା ନେଇ ବଡ଼ ବଡ଼ ପଦବୀ ମୁଣ୍ଡେଇ ଜନସାଧାରଣଙ୍କ ଧନରେ ବାବୁ ହେଉଛ।ଓଡ଼ିଶା ଭାରତର ପ୍ରଥମରାଜ୍ୟ ଯେଉଁଠି ଅନ୍ୟାୟ ଅତ୍ୟାଚାର ର ସୀମା ନାହିଁ।ଧିକ ତୁମ ଶାସନକୁ

  • @kuidinakandhamal7070
    @kuidinakandhamal7070 2 года назад +15

    ପ୍ରଥମ କଥା ହେଲା କଲର ଓ ସସକୁ ବନ୍ଦ କରନ୍ତୁ ତାପରେ କେମିତି ରଙ୍ଗ କରିବେ ହଟେଲ ବେପାରୀ ମାନେ

  • @akashkumbhar8981
    @akashkumbhar8981 2 года назад +9

    ଦମ୍ ଅଛି ତ 5star ହୋଟେଲ୍ ରେ ‌ରେଡ୍‌ ପକାଅ । ଛୋଟ ମୋଟ ହୋଟେଲ୍ ରେ ‌ରେଡ୍‌ ମାରିଲେ କ'ଣ ହବ ।

  • @biswanathchoudhury5362
    @biswanathchoudhury5362 2 года назад +3

    Jay jagannath suniti Mam

  • @aruntripathy6941
    @aruntripathy6941 2 года назад +29

    ମୋଟା ଅଙ୍କ ର ମାଲ ପଡିଛି, ପଇସା ଦେଲେ ସବୁ ସମ୍ଭବ

  • @chinmayadhal7082
    @chinmayadhal7082 2 года назад +79

    ସାରଥି ବାବାଙ୍କ ସପକ୍ଷରେ ଯେମିତି ପ୍ରଚାର କରୁଥିଲା ସେମିତି କିଶୋର ଭାଇ ସପକ୍ଷରେ ପ୍ରଚାର କରୁଛି ଓଡ଼ିଶା ର ଓଟିଭି

    • @SoumyaRMohanty2003
      @SoumyaRMohanty2003 2 года назад +1

      #propaganda
      #FakeDramaByBMC
      #FoodSafety

    • @rabindramahapatro7812
      @rabindramahapatro7812 2 года назад +2

      Bjd ra bahut tunga neta hajira pakeuthile Sarathi baba,oraf Santosh Raula pakhare

    • @rkd1537
      @rkd1537 2 года назад +1

      ତୁ ବଧେ ସାରଥୀ ଭକ୍ତ 😀😀😀😀😀😀😀😀😀

  • @bibekanandadas5833
    @bibekanandadas5833 2 года назад +7

    ସବୁ କିଛି ଟଙ୍କା ପାଇଁ । କିଶୋର ଭାଇ ଠାରୁ ଜୋରିମାନା ନୁହେଁ ବରୋଙ୍ଗ ଦଶହରା ପାଇଁ ଖର୍ଚ୍ଚ ନେଇଥିବେ । ଏଠି ଟଙ୍କା ପାଇଲେ ସବୁ ସମ୍ଭବ । କିଶୋର ଭାଇ ଖର୍ଚ୍ଚ ଦେଲେ ହୋଟେଲ ପୁଣି ଖୋଲିଲେ

  • @abinashpuhan6579
    @abinashpuhan6579 2 года назад +1

    Bmc down down....kishor bhai you are great... kishor bhai next mla

  • @mohammedahad272
    @mohammedahad272 2 года назад +17

    ବିଏମସି ର ବହୁ କର୍ମି ଏଠି ଖାଆନ୍ତି

  • @chintuentertainment7799
    @chintuentertainment7799 2 года назад +31

    ତମ ପାଖରେ ପ୍ରମାଣ ଅଛି ଜେ ସିଏ sauce ବେବହାର କରୁଥିଲେ ବୋଲି ମିଛରେ ଜଣଙ୍କୁ ଦୋଷୀ ସଜେଇବା କଣ ଭଲ

  • @AjRoutaray
    @AjRoutaray 2 года назад +2

    ଖାଦ୍ୟ ପଞ୍ଜିକରଣ ହେଇଛି ତାଙ୍କର ।

  • @kanhasahoo7550
    @kanhasahoo7550 2 года назад +7

    କିଶୋର ଭାଇନା ପୁରା ମସ୍ତ

  • @malayadas9357
    @malayadas9357 2 года назад +5

    ଓଟିଭି ଵାଲା ଙ୍କୁ ବଟି ମିଳିନି ବା ମଟନ କମ ଦେଇଛି ବୋଧେ ସେଇଥିପାଇଁ ଏ କିଶୋର ଭାଇନା ଉପରେ ରାଗ । ବଡ଼ ମାଛ ଧର ରେ ।

  • @spectrovision7466
    @spectrovision7466 2 года назад +82

    ଲୋକ ରୋଗରେ ପଡିବା ଯାଏ ନର୍କରୁ ଗୋଟେଇକି ଖାଇ ଚାଲିଵେ ।

    • @amagiha1046
      @amagiha1046 2 года назад

      Magikhia loke sasta re Guha khaidebe

    • @jayjagannatha6857
      @jayjagannatha6857 2 года назад

      😄😄😄😄ତମେ ଯାହା କହୁଛ ନା ମୋତେ ଲାଜ ଲାଗୁଛି 😄😄😄😄

    • @gajaboy3498
      @gajaboy3498 2 года назад

      Han Bhai loko jibe

  • @Chudailcartoonnew
    @Chudailcartoonnew 2 года назад +46

    How many food stalls are there in BBSR who serve hygienic food ? Answer : All. Except this one, who is being hilighted by specific media person. Thanks to serve this important news coverage.

  • @jayjagannatha6857
    @jayjagannatha6857 2 года назад +11

    R bmc ତମ g ରେ ଦମ ନାହିଁ ତାକୁ arrest କରିବାକୁ କାରଣ ସେ ଠିକ ରେ ଅଛି...ମିଛ କହି କାଇଁ ହଇରାଣ କରୁଛ??? କଣ ସେ ଲାଞ୍ଚ ଦେଉନି ବୋଲି???

  • @gokulendumishra1281
    @gokulendumishra1281 2 года назад +60

    If BMC is so much cocerned about people’s health let him close all fast food shops including Pizza Hut which serve foods that’s more dangerous to human life than rice and fresh mutton curry. It appears there is malafide intention to target Kishor

  • @jummadvr8661
    @jummadvr8661 2 года назад +13

    କିଶୋର ଭାଇନା ଆପଣ ଙ୍କର ପୋଡୋଷୀ ଲୋକ ସହି ନ ପାରି ଟଙ୍କା ଖେଳେଇ ଦେଇଛି

  • @4u2u97
    @4u2u97 2 года назад +9

    ଏଇ ବାଳ government ଲୋକଙ୍କୁ ହଇରାଣ ଖାଲି କରୁଛି ,ସେ ଲୋକ କେତେ କଷ୍ଟ କରି ନିଜ ବେପାର ଆରମ୍ଭ କରିଥିଲା ,ଏଇ ବାଳ government ଆଗରୁ କୋଉଠି ଥିଲା famous ହେଲା ପରେ ବନ୍ଦ କରିବା କୁ ଆସିଛି , ଏଥି ପାଇଁ ଆଜି ଆମ ଦେଶ ଆଗ କୁ ଯାଉନି..ବାଳ bmc ଗାଣ୍ଡି ରେ ଦମ ଅଛି ତ ମଦ ଦକାନ ବନ୍ଦ କରି ଦେଖା ..ମଦ। ତ ଜିଅନ୍ତା ଲକଙ୍କ ଜୀବନ ନେଉଛି

  • @sameerkumarsahu4760
    @sameerkumarsahu4760 2 года назад

    ମିଡିଆ ପାଇଁ ଆପଣଙ୍କ ଅବସ୍ତା ଏମିତି ହୋଇଛି

  • @Ayasakanta_44
    @Ayasakanta_44 2 года назад +9

    ସେହି ଦୋକାନରେ ଠାକୁରଙ୍କ ଫଟୋ ଅଛି କି , ନାଁ ନାହିଁ ସେଠି ,ଠାକୁରଙ୍କୁ ବି ପୂଜା କରନ୍ତିନି ସେଠି

    • @chinmaydas460
      @chinmaydas460 2 года назад +2

      Nahi

    • @Ayasakanta_44
      @Ayasakanta_44 2 года назад +1

      @@chinmaydas460 hn sethi thakuranku bi dokanare puja karantini

  • @bibekanandabhol8813
    @bibekanandabhol8813 2 года назад +1

    ଏମିତି ଅନେକ ହୋଟେଲ ଅଛି , କଣ ଚେକ କରୁଛନ୍ତି, ଏଠାରେ bmc ଓ କୁଜିନେତାଙ୍କୁ ମାଗେଣା ଖାଇବା ମିଳିଲାନି.

  • @litankumarbehera6487
    @litankumarbehera6487 2 года назад +2

    Ready, thik achhi

  • @mdshahidanwar4540
    @mdshahidanwar4540 2 года назад +8

    Kisor bhaina very honest person

  • @sithansusekharsha8455
    @sithansusekharsha8455 2 года назад +14

    All food safety officers are in deep sleep before
    This is the fast time I had food safety offers are in action

  • @madhusudanbaskey5717
    @madhusudanbaskey5717 2 года назад +1

    Thanks brother

  • @ganeshmaharana2450
    @ganeshmaharana2450 2 года назад +2

    ଯେଉଁ ଲୋକ ଖାଉଛନ୍ତି ସେ କନ ଜାଣିପାରୁନାଁହାନ୍ତି.

  • @a.difficultresearch..boy.7729
    @a.difficultresearch..boy.7729 2 года назад +2

    QR news... ସତ କହୁଚି ନା କିଛି ପାଇବା ଆଶାରେ ଏପରି ମିଛ ଖବର ସଂଗ୍ରହ କରୁଛି । କାହିଁକି ନା ମିଡ଼ିଆ ବାଲା ବି ଲାଞ୍ଚୁଆ ହୋଇଗଲେଣି ।୧୦୦/ସତ ମୁଁ ନିଜେ ଦେଖିଛି

  • @tulsimeher9979
    @tulsimeher9979 2 года назад +1

    ସବୁ ହୋଟେଲ୍ ରେ ଖରାପ୍ ମାଂସ ଦିଆଯାଏ

  • @TheLifeVibes
    @TheLifeVibes 2 года назад +9

    ଏତେ ବିକି ଲାଭ କଣ ଏତେ ଧନ ସଂଗ୍ରହ କରି ଲାଭ କଣ ଏତେ ଲୋକଙ୍କୁ ଠକେଇ ମିଳୁଚି କଣ ଗାମୁଛା ଗୋଟେ ରେ ତାର ଜୀବନ ଯାଉଚି

    • @dengerboy8460
      @dengerboy8460 2 года назад

      Right talk pasant

    • @bijayakumarjena4874
      @bijayakumarjena4874 2 года назад

      ଠୀକ କହିଲ ଆପଣ 🙏🙏🙏🙏🙏👍🌹😀😀😀

  • @santoshmohapatra2506
    @santoshmohapatra2506 2 года назад +10

    Large number of hotels in Bhubaneswar are unhygienic and BMC is not taking any step.

  • @purviarts8784
    @purviarts8784 2 года назад +3

    ମଦ ସିଗାରେଟ ଠାରୁ ତ ଭଲ ନା 😜

  • @sagardoraraghav9065
    @sagardoraraghav9065 2 года назад

    ନବୀନ ବାବୁ ଯୋଉ ମଦ ବିକନ୍ତି ସେଟା କଣ ଦେହ ରେ ବଳ ହେଉଛି କି

  • @trilochanpatro1807
    @trilochanpatro1807 2 года назад +9

    Jay Jagannath

  • @bhabanisankardas8641
    @bhabanisankardas8641 2 года назад +20

    ଗଛର ଚେର ଯେତିକି ମାଟି ତଳକୁ ଯିବ ଗଛ ମାଟି ଉପରେ ସେତିକି ଶକ୍ତ ରହିବ, ତେଣୁ ଆଜ୍ଞା ଇଏ ହେଉଛି Capital ଏଠି ବେପାର ଯେଉଁ ମାନେ କରୁଛନ୍ତି ସେମାନେ ଏଭଳି ପରିସ୍ଥିତି ପାଇଁ ସବୁବେଳେ ଜାଗ୍ରତ ଏବଂ କିପରି ଏପରିସ୍ଥିତି ରୁ ମୁକୁଳି ହେବ ସେବାଟ ପ୍ରାୟ ସମସ୍ତେ ଜାଣନ୍ତି , ତା ନ ହୋଇଥିଲେ କାଲି ସିଜଡି ଫାଇନ ଆଜି ଦୋକାନ ଖୋଲା ଏକଥା ସମସ୍ତେ ଜାଣିପାରୁଥିବେ କିନ୍ତୁ..
    🙏ଜୟ ଜଗନ୍ନାଥ 🙏

    • @prithvirajnaik6100
      @prithvirajnaik6100 2 года назад +3

      ଭାଇ, public ହିଁ ସବୁଠୁ Powerful। ତମେ ଜାଣିଲ colour, expired sus ମିଶାହଉଛି। ଭାଇ, bbsr ରେ ଏମିତି expired chat masala ଖାଇକି ଗୋଟେ ପରିବାର ନିପାତ ହେଇଗଲା। ତମେ ଜାଣିଲ ଏବେ ଆଉ ଯାଅ ନି ସେଠିକି, ବାସ୍।

  • @pradoshkumar7833
    @pradoshkumar7833 2 года назад +10

    କିଶୋର ଦାଦା ତୁମ ଶକ୍ତି କେତେ ନିଜେ ଜାଣିଛ ଟି. 😀😀 ଅସୀମ ଶକ୍ତିର ଯୋଦ୍ଧା 😀😀ତୁମ ବାହୁ ରେ ଅଛି ଶହେ ହାତୀ ର ବଳ 😀😀ନିଜ ବଳ କୁ ମନେ ପକାଅ.ଯଦି ଆଉଥରେ bmc ଵାଲା ଆସିବେ ତମେ ନିଜ କାଖ ତଳେ 1 ମିନିଟ ତା ମୁହଁ କୁ ନେଇ ଚାପିଦେବ ଯେ ସେ ଆଉ ଆସିବନି.

    • @triggeredsubham5343
      @triggeredsubham5343 2 года назад

      🤣🤣🤣🤣

    • @pradoshkumar7833
      @pradoshkumar7833 2 года назад

      @@triggeredsubham5343 😀😀😃

    • @melisha4236
      @melisha4236 2 года назад

      Loka nku poison b dei dio.. samaste eka tharake Mari jantu... Bhala hebo🤬

  • @MyTech_World
    @MyTech_World 2 года назад

    How much BMC is Honest this thing public knows....so thanks to BMC

  • @subratmulia1338
    @subratmulia1338 2 года назад +1

    ଯୋଉ ମାନେ ଆକ୍ରୋଶ ମୂଳକ ଭାବେ ଏପରି କାମ ମା ନ କରୁଛନ୍ତି ଜଣାନାହିଁ ସେମାନଙ୍କ ର ପିଲାଛୁଆ ଗୁଡାକ ସବୁ ଅନାବାଦୀ ର ବିହନ ହୋଇନଥି ବେ ତ

  • @RupNarayanMajhi
    @RupNarayanMajhi 2 года назад +6

    ତମର କାଇଁ ଛୋଡ଼ି ହଉଛି ?
    ତମକୁ ଯଦି ଲାଗୁଛି ସେ ଦୋଷୀ ତାହେଲେ ଯାଞ୍ଚ କର ଆଉ ଦଣ୍ଡ ଦିଅ ।

  • @gobindamurmu1214
    @gobindamurmu1214 2 года назад +26

    Municipality has taken
    Necessary action against Kishore mutton hotel , indirectly sell poison

  • @chikungochhayat7290
    @chikungochhayat7290 2 года назад

    Jay jagannath

  • @kamalsahu9333
    @kamalsahu9333 2 года назад +2

    mask,cover hair clean water
    must needed clean utensils ,hand gloves &clean envt

  • @Funnyvideos-wn1fg
    @Funnyvideos-wn1fg 2 года назад +5

    Not only this one.Near railway Station also same condition.

  • @BR-sb4ze
    @BR-sb4ze 2 года назад +6

    Salute Bmc Mayer

  • @susantasahoo1962
    @susantasahoo1962 2 года назад +5

    Bmc ଲାଞ୍ଚ ନେଇକି ପଳେଇଥିବ

  • @dhamirona8662
    @dhamirona8662 2 года назад +16

    ମେୟର ସହ ବଟି ଛିଣ୍ଡୁ ନଥିଲା ସେଥିପାଇଁ ଟିକେ ଅଲୁଲମ ବିଲମ ହେଇ ଯାଇଥିଲା ଏଇନା ସବୁ ଠିକେ ଆଉ

  • @Mr_jaya
    @Mr_jaya 2 года назад +3

    Poisa thile sabu hebo..au seal kholiba to gote motton piece re hei jibo au gote aalu.

  • @sudamhansdah9396
    @sudamhansdah9396 2 года назад

    I support you kishore Bhaina

  • @greenbeast_4613
    @greenbeast_4613 2 года назад +2

    Mu nije rosei first ru last dekhichi,kichi bahara masala padeni only Onion, garlic and Ginger use hue,even kina masala pi use hueni,and ei news Bala nka 14 purush re kie mutton re souce misei thila bodhe,eita pura scam.

  • @chakradhardash7954
    @chakradhardash7954 2 года назад +1

    Kishor bhaina hotel, bbsr always 👌 ,,,,, 🦚

  • @VedioTimes
    @VedioTimes 2 года назад

    Bhala hoichhi

  • @rashmikantapanda5345
    @rashmikantapanda5345 2 года назад +8

    ଏ ଘଟଣା ପରେ ଲୋକେ ନିଜେ ବିଚାର କରିବେ ସେ ଖାଦ୍ୟ ଖାଇବେ ନା ନାହିଁ , Health ଦରକାର ନା taste ?

  • @subratnaik4984
    @subratnaik4984 2 года назад +1

    କୋଉ food safety officer ଟା ଆସିଥିଲା

  • @prasantpatnaik3856
    @prasantpatnaik3856 2 года назад +2

    ଏହି ଭଳି ହୋଟେଲ କୁ ସାବଧାନ

  • @krishnamishra2046
    @krishnamishra2046 2 года назад

    ଏଥିରେ ଚୂତିଆ କିଏ ,? ୟାପ ରତା ରାତି ଖେଳ।
    ଘୋର ଅନ୍ଧକାର ଛାଡ ଛି ଆ ଆ ଆ ଥୁ

  • @nirmalakumarsethi3132
    @nirmalakumarsethi3132 2 года назад +1

    ଏତେ ଯଦି ବଳ ଓ ଦମ୍ଭ ଦେଖେଇବାକୁ ଇଛା ତେବେ Bhubaneswsr Railway Station ପାଖରେ ଥିବା ଦୋକାନ ସବୁ ଦେଖି ବନ୍ଦ କଲେ,ଦେଖିବା କେତେ ପାରିବାପାଣିଆ BMC ର

  • @himansudash9149
    @himansudash9149 2 года назад +3

    ମାଲ ପଡିଲେ ସବୁ ରେଡି।

  • @asanatan1329
    @asanatan1329 2 года назад +2

    BMC bala paisa khai ac re soi jibe au se Kishore semiti tar hotel kholi bepar kariba..

  • @savethanature
    @savethanature 2 года назад +1

    ଆଜିର ର ହଟ୍ ନିଉଜ ମିଡିଆ କୁ ସାକ୍ଷ୍ୟତ କରି ଭାଇନା ହତସନ୍ତ 🤭
    ଭାଇନା ମଟନ୍ ମାଗଣା ଖାଇବା ପାଇଁ ବହୁତ୍ ଇଚ୍ଛା ହେଉଛି କି ଭାଇନା ମାନେ ??
    ଯଦି ହେଉଛି କହାକୁ କହିବେ ଆପଣ ମାନେ ବୁଝିପାରୁଥିେବେ🤭🤭🤭🤭🤭🤭

  • @anantanaik549
    @anantanaik549 2 года назад

    Apanamane khusi ta mu bahut khusi

  • @ambikamallick8573
    @ambikamallick8573 2 года назад

    Very nice rosel

  • @savethanature
    @savethanature 2 года назад +1

    ଆଜିର ର ହଟ୍ ନିଉଜ ମିଡିଆ କୁ ସାକ୍ଷ୍ୟତ କରି ଭାଇନା ହତସନ୍ତ 🤭🤭🤭🤭...
    ଭାଇନା ମଟନ୍ ମାଗଣା ଖାଇବା ପାଇଁ ବହୁତ୍ ଇଚ୍ଛା ହେଉଛି କି ଭାଇନା ମାନେ ???
    ଯଦି ହେଉଛି କହାକୁ କହିବେ ଆପଣ ମାନେ ବୁଝିପାରୁଥିେବେ🤭🤭🤭🤭🤭🤭🤭

  • @nayakbrothersvlog5443
    @nayakbrothersvlog5443 2 года назад

    ଭାଇନା ବହୁତ ଦିନ ହେଲା ବହୁତ କମେଇ ସାରିଲଣି .ସେତିକି ଥାଉ.

  • @alltypesofsongak6840
    @alltypesofsongak6840 2 года назад +2

    ପ୍ରହସନ ଚଳେଇଚି BMC

  • @RRR-xy7ph
    @RRR-xy7ph 2 года назад

    BMC tanka nabaku gote chal karichi
    Kishor bhaina motton great

  • @pabitrabiswal9744
    @pabitrabiswal9744 2 года назад +2

    👍🙏

  • @akshayanayak2965
    @akshayanayak2965 2 года назад +5

    BMC କୁ କିଶୋର ବଳ ନୁହ ପେଳ ଦେଲା

  • @ullashkhandual2670
    @ullashkhandual2670 2 года назад +45

    କିଶୋର motton କରୁଛି କି beef କରୁଛି... କିଏ ଦେଖିଛ କି ଖାସି କାଟିବାର

    • @jayjagannathswami123
      @jayjagannathswami123 2 года назад +2

      😂😂😂

    • @priyankaray24
      @priyankaray24 2 года назад +5

      5star hotel re kn hauchi jaiki dekhichanti apana, ete doubt hauchi then homemade food khaA tame. Lifespan tamara badhiba and paisa b save heba.

    • @kumarchandan3045
      @kumarchandan3045 2 года назад +2

      Jane hindu odia kebe b amiti kareni bekar katha kuhani bhai amiti sabu fastfood, restaurant,hotel re hauchi sabu paisa khela jounthu milila se bhala

    • @melisha4236
      @melisha4236 2 года назад

      Right

    • @melisha4236
      @melisha4236 2 года назад +5

      @@kumarchandan3045 paisa pain kichhi b Kari paribe loka..

  • @soumyaranjan7731
    @soumyaranjan7731 2 года назад +1

    kishore should be behind bars...he desrves that otherwise sab chalta hai

  • @laxmidharbehera9242
    @laxmidharbehera9242 2 года назад +3

    ହୋଟେଲ ବନ୍ଦ କରିବା ଦରକାର bmc ର

  • @luckysahoo1711
    @luckysahoo1711 2 года назад

    ବିଏମସି ବାଲା ତୁମେ ସହରର ବଡ ବଡ ହୋଟେଲ କୁ ଯାଞ୍ଚ କରୁନା କଣ ପାଇଁ । (* ରୁ 5*)

  • @jyotiranjanmishra101
    @jyotiranjanmishra101 2 года назад

    ହେ ମାନ୍ୟବର ବି ଏମ ସି ନିୟମ ସମସ୍ତଙ୍କ ପାଇଁ ସମାନ କର

  • @devraj-us8tj
    @devraj-us8tj 2 года назад +2

    No1 jali Paisa dele sabu sambhab odisa re 🙏

  • @sanjaysahoo5544
    @sanjaysahoo5544 2 года назад +15

    Odisha reporter ସଜ ମାଛ ରେ ପୋକ ଲାଗଔଚି
    ମାଗିଆ reporter 10thar 50/60 deicki
    Motton ଖାଇଚ୍
    ଖାଇ ସାରି ତା ଗାଣ୍ଡି କି ମାରିବାକୁ ଲାଗି ପଡିଚ
    ଏ ୟା ଙ୍କୁ କୁହା ଯାଏ ମାଦର୍ ଚୋଦ

    • @suryanarayanmohanty7165
      @suryanarayanmohanty7165 2 года назад

      Right

    • @sambittapas6911
      @sambittapas6911 2 года назад

      Sabu reporter na gadi lage sethi

    • @sanjaysahoo5544
      @sanjaysahoo5544 2 года назад

      @@sambittapas6911
      ହଁ ମ ଭାଇ
      ଅନ୍ୟ ମାନେ 120/130
      କିନ୍ତୁ ହାରମ୍ ଜାଦା କେତେ ଜଣ
      50/60...ଦିଅନ୍ତି
      Fir v Kishore Bhai ର g ku maruchanti
      Nimak Haram
      ଶଳା ଗୁଡା

    • @tusharparamguru7738
      @tusharparamguru7738 2 года назад

      Right katha kahile

  • @Economics365
    @Economics365 2 года назад +2

    Species companies and many people doing mixed products, no action

  • @ranjitsahu9526
    @ranjitsahu9526 2 года назад

    ଓଡ଼ିଆରେ ଗୋଟେ ଲୋକ କଥା ଅଛି
    "ଢେଙ୍କି ଯେଉଁଠିକୁ ଗଲେବି ଧାନ କୁଟିବ"
    କିଶୋର ଭାଇ ଠିକ୍ ଢେଙ୍କି ଭଳି

  • @jenaelectricaltechnology3212
    @jenaelectricaltechnology3212 2 года назад +3

    BMC ra pocket money start helaa

  • @gobindagiri9106
    @gobindagiri9106 2 года назад +1

    👍

  • @subrajitjena7832
    @subrajitjena7832 2 года назад

    Badhia

  • @tusararout284
    @tusararout284 2 года назад +7

    ଆପଣ ମାନେ ଦେଖିଥିବେ ସେଠି online payment ହୁଏନି କାରଣ ସେ government କୁ tax ଠକେ, ପୁଣି electric fan ଟିକିଏ ବି ନାହିଁ କି ଗରମ ହୁଏ, ଗରମ ଗରମ ଖାଦ୍ୟ ଖାଇଲେ, ତା ସହତ ଯେଉଁ Non veg ( ଆଇସିଣିଆ ) smell.. ସେ hotel ପୁରା unhealthy and Unhighginc ଜଣାପଡେ ପୁଣି ସବୁଠୁ ବଡ କଥା ମଟନ ନ ଧୋଇକି direct ରୋଷେଇ ହୁଏ RUclips video ରେ ଅଛି ସେ visual ଛିଛି କିଶୋର ଭାଇନା ହୋଟେଲ

    • @barshapriyadarshinii
      @barshapriyadarshinii 2 года назад +1

      ସେଇଆକୁ ତ ଲୋକେ ଆଙ୍ଗୁଳି ଚାଟି ଖାଇ ଯାଉଛନ୍ତି

  • @sankhasahu4714
    @sankhasahu4714 2 года назад +1

    ପେଟ ପୋଷିବା ପାଇଁ କାହିଁ ହୋଇ ରାଣ କରୁଛ, ପେଟ ପାଇଁ ନାଟ , ବାବୁ ଆଉ ଖରାପ୍ କରିବେ ନାହିଁ ।

  • @Subhasmita1111
    @Subhasmita1111 2 года назад +1

    Food safety department ku atiki Anurodh jaiki sabu side jalakhia dokan ra oil ku test karantu

  • @somyaamohanty5498
    @somyaamohanty5498 2 года назад +3

    Crorepati kishore bhaina

  • @aaro486
    @aaro486 2 года назад +3

    Kishore bhaina all game for heavy tips, it is all happens in Odisha where money is not paid to officers. How our officers honest all knows.

  • @shibajidalai2014
    @shibajidalai2014 2 года назад +2

    Corruption 👏👏👏👏👏👏👏

  • @prasantakumarsahoo2355
    @prasantakumarsahoo2355 2 года назад +2

    Mu gote katha bujhi parilini je , Mutton curry 🍛🍛 iire sauce , kemiti 🤔🤔🤔🤔🤔 Misa jae

  • @jitenpattanaik3774
    @jitenpattanaik3774 2 года назад +8

    ଗ୍ରାହକେ ଅନ୍ଧ ଦେଖନ୍ତି ଭଲ ଖାଆନ୍ତ ମନ୍ଦ

  • @Kingchandan507
    @Kingchandan507 2 года назад +3

    ଭଲ ଖାଇବା ହେଉଥିଲା motton

  • @sradharanisingh1210
    @sradharanisingh1210 2 года назад

    Good job